Monday, 29 April 2019

कौन रोक पाएगा राजनीति में अपराधियों व धनबलियों को ?

सबने भ्रष्टाचार और अपराधीकरण पर गंभीर चिंता प्रकट की।पर आज तक जब कुछ नहीं हुआ तो कहा जा सकता है कि उन्होंने तब घडि़याली आंसू ही बहाए थे।

 इस चुनाव के दौरान जितने अधिक पैसों की जब्ती हुई है,वह एक रिकाॅर्ड है।इन पैसों का इस्तेमाल चुनाव को प्रभावित करने के लिए होने वाला था। पर, इसके अलावा कितने पैसे इस बार भी जब्ती से बच गए,उसका तो सिर्फ अनुमान ही लगाया जा सकता है।
अनेक राज्यों से यह खबर आती रहती है कि मतदाताओं के बीच उपहारों के अलावा नकद पैसे भी बांटे जा रहे हैं।यह काम बड़े पैमाने पर हो रहा है।इसका कितने मतदाताओं पर कितना असर होता रहा है,यह शोध और जांच का विषय है।
एक और चलन व्यापक होता जा रहा है।चुनाव की टिकटें खुलेआम बेची जा रही है।पहले एक या दो राजनीतिक दल ऐसा करते थे।अब ऐसे दलों की संख्या बढती़ जा रही है।कोई भी ‘धनपशु’ सरीखा नेता दल बदल कर किसी भी दल से टिकट हासिल कर रहा है।अपवादों की बात और है।
इतना ही नहीं,राजनीति में मलीनता के और भी लक्षण सामने आते जा रहे हैं।
वे तो अधिक गंभीर हैं।
इस बार जितनी बड़ी संख्या में बाहुबली और उनके परिजन चुनाव लड़ रहे हैं,वह भी एक रिकाॅर्ड ही है।वंशवाद और परिवारवाद की समस्या अलग है।इस समस्या के कारण तो कतिपय दल बर्बादी के कागर पर हैं।पर उसकी परवाह किसे है ?
दलों व नेताओं के बड़े -बड़े दावों और सुनहरे सपनों के बीच ये तत्व देश की राजनीति को बुरी तरह बदरंग कर रहे हैं।
इस पर आखिर कौन और कब काबू पाएगा ?
क्या अब काबू पाया भी जा सकेगा या नहीं !
यह एक बड़ा सवाल है जिसका जवाब फिलहाल किसी के पास नहीं है।
वैसे आधे मन से प्रयास तो राजनीतिक व्यवस्था की तरफ से भी होते रहे हंै।
कुछ दल खुलेआम कहते रहे हैं कि हम बाघ के खिलाफ बकरी को तो चुनाव में खड़ा नहीं कर सकते !
बाघ यानी खूंखार अपराधी और बकरी से उनका आशय शरीफ आदमी से होता है।
भ्रष्टाचार व अपराधीकरण के खिलाफ सबसे गंभीर प्रयास सन 1997 में भारतीय संसद ने किया था।
आजादी की स्वर्ण जयंती के अवसर पर जब लोक सभा के अंदर ही दो बाहुबली सांसदों ने आपस में मारपीट कर ली तो पूरी संसद चिंतित हो उठी।
इस पर संसद की विशेष बैठक हुई। सर्वसम्मत प्रस्ताव पास किया गया।प्रस्ताव के जरिए ‘भ्रष्टाचार समाप्त करने ,राजनीति को अपराधीकरण से मुक्त करने के साथ- साथ चुनाव सुधार करने का संकल्प भी किया गया।
जनसंख्या वृद्धि,निरक्षरता और बेरोजगारी को दूर करने के लिए जोरदार राष्ट्रीय अभियान चलाने का भी संकल्प किया गया।’
मुख्यतः भ्रष्टाचार व अपराध विरोधी उस प्रस्ताव को प्रतिपक्ष के नेता अटल बिहारी वाजपेयी ने सदन में रखा था।
तब प्रधान मंत्री इंदर कुमार गुजराल थे।
स्पीकर पी.ए.संगमा ने भी लीेक से हटकर उस प्रस्ताव पर लोक सभा में भाषण किया था। कुल 218 सदस्य बोले थे।
सबने भ्रष्टाचार और अपराधीकरण पर गंभीर चिंता प्रकट की।पर आज तक जब कुछ नहीं हुआ तो कहा जा सकता है कि उन्होंने तब घडि़याली आंसू ही बहाए थे।
दोनों सदनों ने एक जैसे प्रस्ताव पास किये ।प्रस्ताव की प्रति पर लोक सभा के अध्यक्ष पी.ए.संगमा और राज्य सभा के सभापति कृष्णकांत सहित सभी सदस्यों ने हस्ताक्षर किये थे।प्रस्ताव सदन की कार्यवाही का हिस्सा बन गया।
पर अंततः क्या हुआ ? उन नेताओं ने जिन्होंने संसद में घडि़याली आंसू बहाए थे,अपराध व भ्रष्टाचार को रोकने के लिए कोई कारगर उपाय नहीं किए।
दरअसल राजनीति में अपराधियों के प्रवेश की भी पृष्ठभूमि है।
इस देश में औसतन सिर्फ 46 प्रतिशत आरोपितों को ही अदालतों से सजा हो पाती है।
कई राज्यों में सजा का प्रतिशत राष्ट्रीय औसत से भी काफी कम है।
यानी वहां अपराधियों का एक गिरोह समाज के एक हिस्से को और दूसरा गिरोह दूसरे हिस्से को ‘न्याय’ दिलाता है या रक्षा करता है।भले यह अधूरा न्याय है ,पर कुछ तो है।नतीजतन ऐसे अपराधी अपने -अपने समाज के हीरो बन रहे हैं।वे चुनाव लड़ते हैं।कुछ जीत भी जाते हैं।
सिद्धांत-निष्ठा व कार्यकत्र्ता विहीन होते राजनीतिक दलों के लिए यह आसान हो गया है कि ऐसे अपराधियों को टिकट देकर जीत के लिए निश्चिंत हो जाया जाए।
यदि इस बीच किसी अपराधी को सजा हो गई तो उसके परिजन को राजनीतिक दल टिकट दे देते हैं।
इससे कानून का शासन कायम करने में और भी दिक्कतें आने लगी हैं।
इधर राजनीति का अपराधीकरण बढ़ता जा रहा है।
अपराधी से जन प्रतिनिधि बने नेतागण अपने प्रभाव क्षेत्र में ऐसे अफसरों की तैनाती में भी भूमिका निभाते हैं जो उनके अपराधों की ओर से आंखें मूंदे रहें।
इस पृष्ठभूमि में अपराध व भ्रष्टाचार पर काबू पाना दिन प्रति दिन कठिन होता जा रहा है।
इस स्थिति पर काबू पाने के लिए सर्वाधिक जरूरी यह है कि अदालतों से सजाओं का प्रतिशत बढ़ाया जाए।क्रिमिनल जस्टिस सिस्टम को मजबूत किया जाए।
पर इसे करेगा कौन ?
किसी मसीहा के इंतजार के सिवा आम लोगों के सामने कोई अन्य उपाय फिलहाल नजर ही नहीं आ रहा है।
(वरिष्ठ पत्रकार सुरेन्द्र किशोर के फेसबुक वॉल से साभार, ये लेखक के निजी विचार हैं)

Wednesday, 17 April 2019

ଲୋଭ ଆଗରେ ସମ୍ପର୍କ ହାର ମାନିଥିଲା





ସମ୍ପର୍କ ଡୋରରେ ମଣିଷ ବନ୍ଧା । ଡୋରର ବଳ ହେଉଛି ବିଶ୍ଵାସ । ସେମିତି ରାହୁଲଭାଇ ରିଶୁ ଉପରେ ବିଶ୍ଵାସ କରି ତାଙ୍କ ଘରର ସମସ୍ତ ଦାୟିତ୍ଵ ତା' ହାତକୁ ଟେକି ଦେଲା । ସେହିପରି ରାହୁଲର ଅନୁପସ୍ଥିତିରେ ରିଶୁ ସାଜିଲା ୫୫ବର୍ଷୀୟା ଉଷାଙ୍କ ସାହାରା । କିନ୍ତୁ ରିଶୁର ଉପକାର ପଛରେ ଥଲା ଏକ ବିରାଟ ଷଡଯନ୍ତ୍ର ଯାହାକେହି ବୁଝିପାରିବା ଆଗରୁ ସେ ପୋଛିଦେଲା ରାହୁଲ ମୁହଁରୁ ହସ ।



ଲୁ ଧୁଆନାର ବାବା ଥାନସିଂହ ଛକ ପାଖ ଫତେହଗଞ୍ଜରେ ଚ୍ଲୁହନ୍ତି ବଳଦେବ ରାଜ । ପନ୍ନୀ ଉଷା, ଦୁଇଝିଅ ଆଶନା, ହିନା ଓ ପୁଅ ରାହୁଲଙ୍କୁ ନେଇ ବଜଦେବ ବାବୁଙ୍କ ସଂସାର । ବଳଦେବ ବାବୁ ବଡ଼ଝିଅ ଆଶନାଙ୍କ ବିବାହ ପାଖ ଗାଁର ବିକାଶଙ୍କ ସହ କରାଇ ଦେଇଥିଲେ । ବଡ ଝିଅର ବାହାଘର ପରେ ବଳଦେବ ବାବୁଙ୍କ ମୁଣ୍ଡରୁ ଦାୟିତ୍ଵର ବୋଝ ହଟି ନ ଥିଲା । ବଳଦେବଙ୍କୁ ସାନ ଝିଅ ହିନା ଓ ରାହୁଲଙ୍କର ମଧ୍ୟ  ବିବାହ କରିବାର ଥିଲା । କିନ୍ତୁ ବଳଦେବ ବାବୁଙ୍କ ଏ ଆଶା ପୂରଣ ହୋଇ ପାରିଲା ନାହିଁ ହଠାତ୍‌ ସେ ପରିବାରର ହାଡ ଛାଡି ଈଶ୍ୱର ଙ୍କ ନିକଟକୁ ଚାଲିଗଲେ ।ବଳଦେବ ବାବୁଙ୍କ ମୃତ୍ୟୁପରେ ଘରର ସବୁ ଦାୟିତ୍ଵ ଆସିଗଲା ଉଷାଙ୍କ ମୁଣ୍ଡକୁ । ଉଷା ଚାଷ କରି ତାଙ୍କ ଘରଖର୍ଚ୍ଚ ତୁଲାଇବାରେ ଲାଗି ପଡିଲେ । ପଞ୍ଜାବର ଅଧୁକାଂଶ ଲୋକେ ବିଦେଶ ଯାଇ
ରୋଜଗାର କରନ୍ତି । ସେଠାରେ ମୋଟା ଅଙ୍କର ପଇସା ମଧ୍ୟ  ସେମାନଙ୍କୁ ମିଳେ । ରାହୁଲ ତାଙ୍କ ସମ୍ପର୍କୀୟଙ୍କ ସାହାଯ୍ୟରେ ଅଷ୍ଟ୍ରେଲିଆ ଯାଇ ସେଠାରେ ଚାକିରି କରିବା ପାଇଁ ମନ ସ୍ଥିର କଲେ । ପରିବାର ପ୍ରତିପୋଷଣ କରିବା ପାଇଁ ରାହୁଲ ଚାଲିଗଲେ ଅଷ୍ଟ୍ରେଲିଆ ।
ରାହୁଲଙ୍କଗ କେହି ଭାଇ ନ ଥିବାର୍ଲ ସେ ଅଷ୍ଟ୍ରେଲିଆ ଚାଲିଯିବା ପରେ ଘରେ ଖାଲି ମା' ଉଷା ଓ ଭଉଣୀ ହିନା । ରାହୁଲ ବିଦେଶ ଯିବାକୁ ବାହାରିଗଲେ କେବଳ ଅର୍ଥ ରୋଜଗାର କରିବା ପାଇଁ କିନ୍ତୁ ତାଙ୍କର ଘରେ ମା ଓ ଭଉଣୀଙ୍କୁ ଛାଡ଼ି ଯିବା ପାଇଁ ତାଙ୍କର ଇଚ୍ଛା ନ ଥ୍ଲା। ମା' ଓ ଭଉଣୀଙ୍କ ଦାୟିତ୍ଵ ରାହୁଲ ତାଙ୍କ ଦୂରସମ୍ପର୍କୀୟ ଭାଇ ରିଶୁ ଗ୍ରୋବରଙ୍କୁ ଦେଲେ । ରିଶୁ ଘର ରାହୁଲଙ୍କ ଘରର କିଛି ଦୂରରେ ହେବା କାରଣରୁ ରିଶୁ ରାହୁଲ ଘରକୁ ଯିବା ଆସିବାରେ କୌଣସି ଅସୁବିଧା ହ୍ୁୁଏ ନାହିଁ । ଏ ନେଇ ରିଶୁ ପରିବାର ଲୋକେ ମଧ୍ୟ  ତାକୁ କିଛି କୂହନ୍ତି ନାହିଁ । ରାହୁଲ ଅଷ୍ଟ୍ରେଲିଆଚାଲିଯିବା ପରେ ରିଶୁ ତାଙ୍କ ଘରର ସବୁ କଥା ବୁଝୁଥ୍‌ଲା । ସବୁଦିନ
ରାହୁଲଙ୍କ ଘରକୁ ରିଶ୍ମୁର ଯିବା ଆସିବା ଲାଗି ରହିଥିଲା । ବଜାରରୁ କିଛି ଆଣିବାର ଥିଲେ ବା ବାହାରେ କିଛି କାମ ଥିଲେ ସେଥିପାଇଁ ଉଷାଙ୍କୁ ରିଶୁ ସାହାଯ୍ୟ କରୁଥିଲା । ବେଳେ ବେଳେ ରିଶ୍ଲୁ ଉଷାଙ୍କ କହିବା କାରଣରୁ ତାଙ୍କ ଘରେ ରାତିରେ ରହି ବି ଯାଉଥଲା । ରାହୁଲର ସ୍ଵଭାବ ଆଦୌ ଭଲ ନ ଥିଲା । ସେ ସବୁ ପ୍ରକାରନିଶା ଦ୍ରବ୍ୟ ସେବନ କରିବା ସହ ଗୁଣ୍ଡା ସ୍ଵଭାବର ଲୋକମାନଙ୍କ ସହ ସବୁବେଳେ ବୁଲୁଥିଲା ।
     ରାହୁଲଙ୍କ ଯବାନ ଭଉଣୀ ହିନା ଉପରେ ଫତେହଗଞ୍ଜର ବାବୁର ଲୋଲୁପ ଦୃଷ୍ଟି ଥିଲା । ବାବୁର ଫଡେହଗଞ୍ଜରେ ଏକ ସାନିଟାରୀ ଦୋକାନ ଥିଲା । ହିନା ଘରୁ ଯେତେବେଳେ ବାହାରକୁ ଯାଏ ବାବୁ ତା' ରାମ୍ଫ୍ରା ରୋକେ ଓ ଏଣ୍ଡୁତେଣ୍ଡୁ ଅନେକ କଥା କୁହେ । ଦିନେ ହିନା ବାବୁର ଏ ବ୍ୟବହାରକୁ ସହ୍ୟ ନ କରି ଘରକୂ ଆସି ରିଶୁ ଓ ଭିଣୋଇ ବିକାଶ ଆଗରେ ବାବୁର ଅଭିଯୋଗ କରିଦେଲା । ବିକାଶ ବାବୁ ନୀ'ରେ ଡିଭିଜନ୍‌ ଥାନା-୩ରେ ଏକ ହିନାଙ୍କୁ କମେଣ୍ଟ ମାରିବା ନେଇ ଅଭିଯୋଗ କରିଦେଲେ । ପୋଲିସ ବାବ୍ଲୁକୁ ଥାନାକୁ ଡକାଇ ପଚରାଉଚରା କଲେ ଓ ଆଉଥରେ ଏଭଳି କାମ ନ କରିବା ପାଇଁ ପୋଲିସ ତାକୁ ତାଗିଦ୍‌ କଲା । ଥାନାରୁ ଆସିବା ପରେ ବି ବାବୁର ସ୍ଵଭାବରେ କୌଣସି ପ୍ରକାର ପରିବର୍ତନ ଦେଖାଯାଉ ନ ଥିଲା ।

ହିନାକୁ ବାଟରେ ଘାଟରେ କମେଣ୍ଟ ନ ମାରିବା ପାଇଁ ରିଶୁ ବାବୁକୁ ଡରା ଧମ୍‌କା କରେ । ଏ ମୌକାରେ ରିଶୁ ହିନାର ନିକଟତର ହେବାକୁ ଲାଗିଲା । ଆଉ ରିଶୁ ହିନାକୁ ତା ପ୍ରେମ ଜାଲରେ ଫସେଇବାରେ ସଫଳ ହୋଇଗଲା । ହିନା ତ ସତରେ ରିଶୁର ପ୍ରେମରେ ପଡିଗଲା କିନ୍ତୁ ରିଶୁ ଷଡଯନ୍ତ୍ର କରି ହିନାକୁ ତା' ପ୍ରେମ ଜାଲରେ ଫସେଇ ଥିଲା । ସେ ହିନାକୁ ପ୍ରେମରେ ଫସାଇ ରାହୁଲ ପଠାଭଥିବା ପଇସାକୁ ହଡପ୍‌ କରିବାକୁ ଚାହୁଁଥିଲା । ରିଶୁ ତାଂ କାର୍ଯ୍ୟରେ ସଫଳ ହେଲା । ସେ ହିନା ସହ ଅନୈତିକ ସମ୍ପର୍କ ସ୍ଥାପନ କଲା । ଉଷାଙ୍କୁ ଖାଦ୍ୟରେ ହିନା ନିଶା ବଟିକା ମିଶାଇ ଖାଇବାକୁ ଦେଉଥିଲେ ଯାହା ଫଳରେ ରାହ୍ୁଳର ମା' ଉଷା ଖାଇବା
ମାତ୍ରକେ ଖଟରେ ଶୋଇ ପଡୁଥିଲେ । ଏ ଅସ୍ଵାଭାବିକ ବ୍ୟବହାରକୁଉଷା ଭାବୁଥିଲେ ଯେ ବୟସ ବଢ଼ିବା କାରଣର ଏପରି ହେଉଛି । ଉଷା ଶୋଇ ପଡିବା ପରେ ଦୁହେଁ ମଜି ଯାଉଥିଲେ ଦେହ ଉପଭୋଗରେ । ଏମିତି କିଛିଦିନ ଚାଲିଲୀ,.. ହିନାଙ୍କୁ ବ୍ଲାକ୍ମେଲ୍‌କରି ରିଶୁ ତାଙ୍କଠାରୁ ସବୁ ଟଙ୍କା ନେଇ ଯାଉଥଲା ଓ ସେହି ଟଙ୍କାରେ ସେ ତା'ର ସବୁ ଆବଶ୍ୟକତା ପୂରଣ କରୁଥଲା । ରିଶୁର ଅତ୍ୟାଚାର ହିନା ସହ୍ୟ ନ କରିପାରି ସବୁ କଥା ଭାଇ ରାହୁଲଙ୍କୁ ଫୋନ୍‌କରି କହିଦେଲେ ।
ହିନାର ଅଭିଯୋଗ ଶୁଣିବା ପରେ ରାହୁଲ ତୁରନ୍ତ ଆସି ଫତେହଗଞ୍ଜରେ ପହଞ୍ଚିଗଲେ ଓ ରିଶୁକୁ ଏସବୁ କଥା ବିଷୟରେପଚାରି ତାଗିଦ୍‌ କଲ। । ସେପଟେ ରିଶୁର ଘରଲୋକ ମଧ୍ୟ  ରିଶୁକୁ ଏନେଇ ଅନେକ କଥା କହିଲେ । ଏହା ପରଠାରୁ ରିଶୁ ପାଇଁ ରାହୁଲଙ୍କ ଘର କବାଟ ସବୁଦିନ ପାଇଁ ବନ୍ଦ ହୋଇଗଲା ।
ହିନାର ବିବାହ ପାଇଁ ରାହୁଳ ବରପାତ୍ର ଖୋଜିବାରେ ଲାଗିଗଲେ । ଲୁଧଆନାର ପଖୋୱରାଲ ନିବାସୀ ସୌରବଙ୍କ ସହିତ ହିନାର ବାହାଘର ଫିକ୍ସ କରିଦେଲେ । ରାହୁଲ ହିନା ଓ ସୌରବଙ୍କ ନିର୍ବନ୍ଧ ସାରି ବାହାଘର ପାଇଁ ନଭେମ୍ବର ୨୦୧୩ ମସିହାର ତାରିଖ ଧାର୍ଯ୍ୟ କଲେ । ବାହାଘରର ସବୁ ଦାୟିତ୍ଵ ଭଉଣୀ ଆଶନା ଓ
ଭିଣେଇ ବିକାଶଙ୍କୁ ଦେଇ ରାହୁଲ ଅଷ୍ଟ୍ରେଲିଆ ଚାଲିଗଲେ । ହିନାଙ୍କ ବାହାଘର ପାଇଁ ଘରଲୌକେ ପୂର୍ବ ପ୍ରସ୍ଥୁତି ଆରମ୍ଭ କରିଥିଲେ । ରାହୁଲ ଅଷ୍ଟ୍ରଲିଆରେ ପହଞ୍ଚି ମା ଉଷାଙ୍କ ଆକଉଣ୍ଟକୁ୪ ଲକ୍ଷ ଓ ୧୦୦ ଡଲାର ପଠାଇ ଦେଇଦେଲେ । ମେ ୨୧ ତାରିଖରେ ମା' ଓ ହିନାଙ୍କ ସହ କଥା ହେବା ପାଇଁରାହୁଲ ମା' ଉଷାଙ୍କୁ ଫୋନ୍ କଲେ । କିନ୍ତୁ ଉଷାଙ୍କ ଫୋନ୍ ସ୍ଵିଚ୍ଅଫ୍ ଦେଖୋଉ ଥିବଲା । ବହୁବାର ଉଷାଙ୍କ ଫୋନ୍କୁ କଲ୍ କରିବା ପରେ ରାହୁଲ ହିନାଙ୍କୁ ଫେଶନ୍ କଲେ ମା'ଙ୍କ ପରି ହିନାଙ୍କ ଫୋନ୍ ମଧ୍ୟ  ବନ୍ଦ ଆସୁଥିଲା । ଶେଷରେ ରାହୁଲ ଭଣେଇ ବକାଶଙ୍କୁ ଫୋନ୍ କରି ମା' ଓ ହିନାଙ୍କ ବିଷୟରେ ପଚାରିଲେ ଓ ସେମାନଙ୍କ ଫୋନ୍ ବନ୍ଦ ଆସୁଥ୍ବାର କାରଣ ପଚାରିଲେ । ବିକାଶ ଏନେଇ କିଛି ଜାଣି ନଥିବା କଥା କହି ଫୋନ୍ କାଟି ତୁରନ୍ତ ଆଶମାଙ୍କୁ ସାଥ୍ଵରେ ନେଇ ଶ୍ଵଶୁର ଘର ଅଭିମୁଖେ ଚାଲିଲେ । ସେଠାରେ ପହଞ୍ଚି ଦେଖ୍ଲେ ଘରର ମୁଖ୍ୟ କବାଟ ଖୋଲା ପଡ଼ଛ । ଖୋଲା କବାଟକୁ ଦେଖୁ ବକାଶ ଓ ଆଶମାଙ୍କ ମନକୁ ପାପ ଛୁଇଁଲା । ଦୁହେଁ ଘର ଭିତରକୁ ଯାଇ ଦେଖନ୍ତି ଖଟରେ
ଉଷାଙ୍କ ରକ୍ତାକ୍ତ ଶରୀର ସେଠାରେ ପଡ଼ିଛି । ମା 'ଙ୍କ ମୃତଦେହ ଦେଖ ଆଶମା ଜୋର୍ରେ ଚଳ୍ପାର କରପକାଇଲେ । ହନାକେଉଁଠାରେ ଅଛନ୍ତି ବୋଲି ଭାବି ବିକାଶ ଉପର ମହଲାକୁ ଯାଇ ଦେଖିଲା ବେଳକୁ ସେଠାରେ ଗାଧୁଆ ଘର ସାମ୍ନାରେ ହିନାଙ୍କମୃତ ଦେହ ପଡ଼ିରହିଥିଲା । ତୁରନ୍ତ ବିକାଶ ଡିଭିଜନ୍‌ ଥାନାକୁ ଫୋନ୍‌ କରି ଏ ବିଷୟରେ ସୂଚନା ଦେବା ସହ ରାହୁଲଙ୍କୁ ମଧ୍ୟ  ଏ କଥା କହିଦେଲେ । ପୋଲିସ ସାଥୀରେ ଫରେନ୍‌ସିକ୍‌ ଟିମ୍‌ ଓ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ନେଇ ଘଟଣା ସ୍ଥଳରେ ପହଞ୍ଚିଗଲେ ଓ ଶବକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇ ଦେଲେ 
          ଦୁଇଦିନ ପରେ ରାହୁଲ ଆସି ଗାଁରେ ପହଞ୍ଚିଗଲା । ଦୁହିଁଙ୍କୁ ଧାରୁଆ ହତିଆରରେ ହାଣି ହତ୍ୟା କରାଯାଇଛି ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଥିଲା । ଘଟଣା ସ୍ଥଳରେ ମୃତକଙ୍କ ରକ୍ତ ସାଙ୍ଗକୁ ଆଉ ଜଣେ ଅଜଣା ବ୍ୟକ୍ତିଙ୍କ ରକ୍ତର ନମୁନା ଥିବା ଫରେନ୍‌ସିକ୍‌ ଟିମ୍‌ ରିପୋର୍ଟରୁ ବାହାରିଲା । ହିନାଙ୍କ ଶବ ଉଦ୍ଧାର ହୋଇଥ୍ବା କାନ୍ଧରେ ରକ୍ତରେ ଏ ନୀ ଲେଖାଯାଇଥିଲା ସେ ନାଟି ଥିଲା ବାବୁର । ପୋଲିସ ଏ ନେଇ ବାବୁକୁ ଜେରା-କଲା କିନ୍ତୁ ପୋଲିସ ବାବୁକୁ ନିର୍ଦ୍ଦେଷ ପାଇଲା ପରେ ପୋଲିସର ସନ୍ଦେହ ବିକାଶଙ୍କ ଉପରେ ହେଲା । ପୋଲିସ ବିକାଶଙ୍କୁ ମଧ୍ୟ  ଜେରା କଲା । ରାହୁଲଙ୍କୁ ଏ ନେଇ ପଚରା ଉଚରା କଲାପରେ ରିଶୁ ଆସିଲା ପୋଲିସ ଆଗକୁ । ଟିକେ ବି ଡେରି ନ କରି ରିଶୁକୁ ପୋଲିସ ତା' ଅକ୍ତିଆରକୁ ନେଲା ।

         ପୋଲିସ ରିଶୁକୁ ମାଡ଼ମାରି ହତ୍ୟାକାଣ୍ଡ ସମ୍ପର୍କରେ ସବୁ ପଚାରିବା ପରେ ରିଶୁ କରିଥିବା ଭୁଲ୍‌ ମାନିଗଲା । ରିଶୁ ହିନା ଓ ଉଷାଙ୍କୁ ମାରି ତାଙ୍କ ଘରେ ଥିବା ୪ ଲକ୍ଷ ଟଙ୍କା, ୧୦୦ ଡଲାର ଓ ଗୋଟିଏ ସୁନା ଚେନ୍‌ ଚୋରି କରି ନେଇଥିଲା । ପୋଲିସ ତାକୁ ଧରିବା ପରେ ରିଶୁ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଛୁରୀ ଓ ଲୁଟିଥିବା ଟଙ୍କାରୁ ୨ଲକ୍ଷ ୧୦୦ଡଲାର ଜବତ୍‌ କରିନେଲା ।
ଏଘଟଣାରେ ଦୋଷୀକୁ ଦଣ୍ଡ ଦେବା ପାଇଁ ଲାଗିଗଲା ପାଞ୍ଚ ବର୍ଷ । କୋର୍ଟରେ ସର୍ବମୋଟ ୨୩ଜଣ ସାକ୍ଷୀ କୋର୍ଟ ମୁହାଁ ହେବା ପରେ ୨୦୧୮ ମସିହା ସେପ୍ଟେମ୍ବର ୧୦ ତାରିଖରେ ରିଶୁକୁ ହତ୍ୟାକାରୀ ଘୋଷଣା କରାଯାଇ ତାକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଗଲା । ଜଣେ ପ୍ରତ୍ୟକ୍ଷଦର୍ଶୀ ମହିଳାଙ୍କ ବୟାନ ଆଧାରରେ ରିଶୁକୁ ଦଣ୍ଡ ମିଳିଲା । ମହିଳା ଜଣକ ପ୍ରତିଦିନ ଗୁରୁଦ୍ଵାରାକୁ ପୂଜା କରିବାକୁ ଯାନ୍ତି । ଘଟଣା ଦିନ ମହିଳା ଜଣକ ରିଶୁକୁ ରାହୁଲଙ୍କ ଘରୁତରତରରେ ବାହାରି କୌଣସି ଆଡେ ଯିବାର ଦେଖୁଥିଲେ । ଚତୁର ରିଶୁ ବାବୁକୁ ଏଘଟଣାରେ ଫସାଇବା ପାଇଁ ଘଟଣାସ୍ଥଳରେ ବାବୁର ନା ଲେଖ୍‌ ଦେଇଥିଲା । କିନ୍ତୁ ସୌଭାଗ୍ୟ ବଶତଃ ବାବୁ ରିଶୁର
ଏ ଜାଲରୁ ମୁକୂଳି ଯାଇଥଲା ଓ ପ୍ରକୃତ ଦୋଷୀକୁ କୋର୍ଟ ପକ୍ଷରୁ ଉଚିତ୍‌ ଦଣ୍ଡ ମିଳିଲା ।

      ରାହଲଙ୍କର ପ୍ରଥମ ଭୁଲ୍‌ ଥିଲା ଯେ ସେ ରିଶୁକୁ ଆଖ୍‌ବୁଜି ବିଶ୍ଵାସ କରୁଥ୍‌ଲେ ଓ ଯାହାର ଫାଇଦା ଭଲଭାବେ ଉଠାଇଥିଲା ରିଶୁ । ରିଶୁ ଉଷା ଓ ହିନାଙ୍କୁ ଛ୍ଥୁରୀରେ ଏପରିଭାବେ ହତ୍ଯା କରିଥିଲା ଯେ ଦେଖୁବା ଲୋକ ଭୟାତୁର ହୋଇ ପଡ଼ିବ । ଲୋଭ ଆଗରେ ମଣିଷ ପଣିଆ ହାର ମାନିଥିଲା ଏ କ୍ଷେତ୍ରରେ । ରିଶୁର ଅର୍ଥ ଲୋଭ ପାଇଁ ସେ ତା ଭଉଣୀ ସହ ଶାରୀରିକ ସମ୍ପର୍କ ରଖିବାକୁ ପଛାଇ ନ ଥିବାବେଳେ ମା ପରି ସ୍ନେହ କରୁଥିବା ଉଷାଙ୍କୁ ଜୀବନରୁ ମାରିବାରେ ତିଳେ ହେଲେ ସଂକୋଚ ପ୍ରକଟ କରି ନ ଥିଲା । ଏ ଜଘନ୍ୟ ଅପରାଧ ଉପରୁ ପର୍ଦା ହଟାଇବା ପାଇଁଲାଗିଗଲା ୫ ବର୍ଷ ଆଉ ଶେଷରେ ଅପରାଧୀକୁ ମିଳିଲା ଦଣ୍ଡ ।

ଵିଷମିଶା ପ୍ରେମ

     କୌଣସି ନାରୀ ଯଦି ପର ପୁରୁଷଙ୍କ ସହ ଅନୈତିକ ସମ୍ପର୍କରେ ଜଡ଼ିତ ଥାଏ ତେବେ ତାକୁ ସମାଜରେ ଚରିତ୍ରହୀନାର ଆଖ୍ୟା ଦିଆଯାଏ । ସେମିତି ସଙ୍ଗୀତା ଥିଲା ଗୋଟିଏ ଚରିତ୍ରହୀନା । ସ୍ଵାମୀ ଓ ଶାଶୂଘର ଲୋକେ ସଙ୍ଗୀତାକୁ ଏ ପାପରୁ ନିବୃତ୍ତ ରହିବା ପାଇଁ ଶତଚେଷ୍ଟା କରୁଥିଲେ ମଧ୍ୟ  ତା ପ୍ରକୃତିରେ କୌଣସି ପରିବର୍ତନ ଆସିଲା ନାହିଁ । ସଙ୍ଗୀତା କାମରେ ବାଧା ସୃଷ୍ଟି ହେବା କାରଣରୁ ସେ ତା' ରାସ୍ତାର କଣ୍ଟାକୁ ସଫା କରିବା ପାଇଁ ଯୋଜନା ପ୍ରସ୍ତୁତ କଲା

 


        ଭୋ ର୍‌ ସମୟ, ଘଡ଼ିରେ ସମୟ ପ୍ରାୟ ସାଢ଼େ ପାଞ୍ଚଟା |ସଙ୍ଗୀତା ପ୍ରତିଦିନ ପରି ଭୋରରୁ ଉଠି ଘରଦ୍ବାରା ଓଳ୍କାଓଳି କରି କରୁଥାଏ । ସଙ୍ଗୀତାର ସ୍ଵାମୀ ମୁକେଶ ଲୁଧୂଆନାର ଦୁର୍ଗା ଜଲୋନୀରେ ନିଢ୍ଚ ଘରେ ଏକ ଖ୍ୁୁଜୁରା ଦୋକାନ ଦେଇଥି ଲେ । କଲୋନୀରେ ବାସ କରନ୍ତି ମୂଲିଆ ଶ୍ରେଣୀରଲୋକେ । ପ୍ରତିଦିନ ମୁକେଶ ଦୋକାନ ଖୋଲିବା ମାତ୍ରକେ ହିଁ ଦୋକାନରେ ଭିଡ଼ ଜମିଯାଏ । ଗ୍ରାହକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବ୍ଧୁ ମୁକେଶ ତାଙ୍କ ଦୋକାନରେ ରଖିଥିଲେ ଯାହା ପାଇଁ ତାଙ୍କୁ ପ୍ରତିଦିନ ଜଲ୍‌ଦି ଦୋକାନ ଖୋଲିବାକୁ ପଡ଼େ । କିନ୍ଗୁ ଅଗଷ୍ଟ ୧୬ ତାରିଖ ୨୦୧୮ ଦିନ ସକାଳେ ମୁକେଶ ସଅଳ ନ ଉଠିବା କାରଣରୁ ସଙ୍ଗୀତା ଘରକାମ କରୁଥିବାରୁ ବଡ଼ ଝିଅକୁ ପଠାଇଲା ଛାତରେ ଶୋଇଥିବା ମୁକେଶଙ୍କୁ ଡାକିବା ପାଇଁ ।
     
      ପୂବ୍ବଦିନ ସ୍ଵାଧୀନତା ଦିବସ ଥିବା କାରଣରୁ ମୁକେଶ ତାଙ୍କ ଘରେ ସାଙ୍ଗ ଓ ପରିବାର ଲୋକଙ୍କ ପାଇଁ ଏକ ଭୋଜିର ଆୟୋଜନ କରିଥିଲେ । ଭୋଜିରେ ମୁକେଶଙ୍କ ସାନ ଭାଇ ରମେଶ ଓ ତାଙ୍କ ପରିବାର ମଧ୍ୟ  ସାମିଲ ଥଲେ । ମୁକେଶ ଓ ରମେଶ ଦୁହେଁ ବସି ମଦ ପିଇବା ପରେ ସର୍ଭିଙ୍କ ସହ ମିଶି ଖାଇଲେ । ରମେଶ ଖାଇସାରି ପନ୍ୀ ଓ ପିଲାଙ୍କୁ ନେଇ ତାଙ୍କ ନିଜ ଘରକୁ ଚାଲିଗଲେ । ରମେଶ ମୁକେଶଙ୍କ ଘରର ଜିଛି ଦୂରରେ ହିଁ ରହୁଥଲେ।

         ବାପାଙ୍କୁ ଡାକିବା ପାଇଁ ମୁକେଶଙ୍କ ବଡ଼ଝିଅ ଯେତେବେଳେ ଛାତ ଉପରେ ପହଞ୍ଚୁଲେ ସେ ମୁକେଶଙ୍କ ରକ୍ତ ଜୁଦୁବୁଡ୍ଗୁ ଦେହ ଦେଖ୍‌ ଚିତ୍କାର କରିବାକୁ ଲାଗିଲେ । ଝିଅର ଚିନ୍ନାର ଶୁଣି ସଙ୍ଗୀତା ସଙ୍ଗେ ସଙ୍ଗେ ଛାତ ଉପରକୁ ଦୌଡି ଆସିଲା । ଛାତ ଉପରର ଅବସ୍ଥା ଦେଖ୍‌ ସଙ୍ଗୀତା ମଧ୍ୟ  ଜୋର୍‌ରେ ଚିତ୍କାର କଲା । ମା ଝିଅଙ୍କ କାନ୍ଦ ବୋବାଳିରେ ପାଖ ପଡୋଶୀ ସବୁ ମୁକେଶଙ୍କ ଘରକୁ ଦୌଡି ଆସିଲେ । ଖବର ପାଇ ରମେଶ ମଧ୍ୟ  ଭାଇଘରକୁ ଚାଲି ଆସିଲେ । କେହି ଜଣେ ଏ ଘଟଣା ବିଷୟରେ ପୋଲିସକୁ ଜଣାଇ ଦେଲା । ପରେ କିଛି ସମୟ ଭିତରେ ମୁକେଶଙ୍କ ଘର ଆଗରେ ଲାଗିଲା ପୋଲିସ ଭ୍ୟାନ୍‌ । ପୋଲିସ ଶବକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତ ରଖାନାକୁ ଶରୀର ବ୍ୟବଚ୍ଛେଦ ପାଇଁ ପଠାଇ ଦେଲା ।

      ଉପସ୍ଥିତ ଲେ।କମାନଙ୍କୁ ପୋଲିସ ମୁକେଶ ବିଷୟରେ ପଚରା ଉଚରା କରିବାରୁ ମୁକେଶଙ୍କର କେହି ଶତ୍ତୁ ନ ଥିବା କଥା ପୋଲିସ ଜାଣିବାକୁ ପାଇଲା । ପୋଲିସ ସନ୍ଦେହ କରୁଥିଲା ଯେ ମୁକେଶଙ୍କର କେହି ନିଜ ଲୋକ ହିଁ ତାଙ୍କୁ ହତ୍ୟା କରିଛି । କାରଣ ଘର ଭିତରପାଖେ ସିଡ଼ିର ବାଟ ଥବା କାରଣରୁ ବାହାରୁ କେହି ଛାତରେ ପ୍ରବେଶ କରିପାରିବେ ନାହିଁ ।ବାହାରୁ କେହି ଛାତରେ ଚଢ଼ିବା ମୁସ୍‌କିଲ୍‌ କାରଣ ମୁକେଶଙ୍କ ଘର ପାଖରେ ଅନେକ ବିଶାଳ ଘରମାନ ଥିଲା ଯାହାକୁ ପାର୍‌ ହୋଇ ମୁକେଶଙ୍କ ଘର ଛାତରେ ଚଢ଼ିବା କଷ୍ଟକର ।

        ମୁକେଶଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟରୁ ଜଣାଗଲା ଯେ ମୁକେଶଙ୍କ ମୃତ୍ୟୁ ଗଭୀର ଆଘାତ ଦେବା ଦ୍ଵାରା ହୋଇଛି ।
ମୁକେଶଙ୍କ ପରିବାର ତଳ ମହଲାରେ ରହୁଥିବାବେଳେ ଉପରେମୁକେଶ ୩ଟି ରୁମ୍‌ ତିଆରି କରିଥିଲେ ଯେଉଁଥିରୁ ଗୋଟିଏ ରୁମ୍‌ରେ ତାଙ୍କ ସାଙ୍ଗ ଶାମ୍‌ଜୀ ପାଶ୍ଵବାନ ପନ୍ନୀ ସହ ରହୁଥିଲା ।

       ସଙ୍ଗୀତା ପିଲାଟି ଦିନରୁ ଜିଦ୍‌ ସ୍ଵଭାବର ଥିଲା । ମନଇଚ୍ଛା କାମ ସବୁବେଳେ ସଙ୍ଗୀତା କରୁଥ୍‌ବାବେଳେ ସବୁବେଳେ ମୁକେଶ ସଙ୍ଗୀତାର ଦବ୍‌ଦବାରେ ରହୁଥ୍ଲେ । ମାତ୍ର ୧୨ ବର୍ଷ ବୟସରେ ସଙ୍ଗୀତା ମୁକେଶଙ୍କ ହାତ ଧରି ତାଙ୍କ ଘରକୁ ଆସିଥିଲା । ସଙ୍ଗୀତା ବିବାହ ପୂର୍ବରୁ ଅନେକ ପୁରୁଷଙ୍କ ସମ୍ପର୍କରେ ଥିଲା । ବିବାହ ପରେ ସଙ୍ଗୀତା ଅନେକ ଲୋକଙ୍କୁ ତା ମାୟ ଜାଲରେ ଫସାଇ ସେମାନଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରୁଥିଲା । ଏକଥା କିନ୍ତୁ ଶଶୂର ଘର ଲୋକଙ୍କୁ ଅଛପା ରହିଲା ନାହିଁ । ସଙ୍ଗୀତାର ଶଶୂର ଘରଲୋକେ ସଙ୍ଗୀତାର ଏ କାର୍‌ନାମା ଜାଣି ପାରି ତାକୁ ଅନେକ କଥା କହିଲେ। କିନ୍ତୁ ଶ୍ଵାନ ଲାଙ୍ଗୁଡ ବଙ୍କା ପରି ସଙ୍ଗୀତାର ୱଭାବରେ କୌଣସି ପ୍ରକାର ପରିବର୍ଭନ ନଜର ଆସୁ ନ ଥିଲା । ଖାଲି ଏତିକି ନୁହେଁ ସ୍ଵାମୀ ମୁକେଶ ସମେତ ପରିବାରର ସବୁ ସଦସ୍ୟ ତାକୁ ପରିବାର, ମାନ- ମର୍ଯ୍ୟଦା ବିଷୟରେ ଅନେ କିଛି ବୁଝାଇଲେ ତଥାପି ତାଠାରେ କୌଣସି ପରିବର୍ତନ ଦେଖାଯାଇ ନ ଥିଲା ।

       ମୁକେଶ ବିହାର ଲକ୍‌ଖ୍‌ସରାୟ ରାଜ୍ୟର ମାହିସୋନୀ ଗାଂର ବାସିନ୍ଦା । ମୁକେଶ ଥିଲେ ଘରର ବଡ଼ ପୁଅ । ତାଙ୍କର ଆଉ ତିନଟି ସାନ ଭାଇ ଥଲେ । କାମ ଖୋଜିବା ଆଳରେ ବହୁବର୍ଷ ପୂର୍ବେ ମୁକେଶ ଲୁଧ୍‌ଆନା ଆସିଥିଲେ । ଲଧୁଆନାରେ କାମ ଖୋଜିବା ପରେ ସେ ସଙ୍ଗୀତାକୁ ତା' ସହ ଧରି ଲୁଧୂଆନା ଆସି ଗଲା ।
ଲୁଧ୍‌ଆନାର ଏକ ସାଇକେଲ୍‌ କମ୍ପାନୀ ରେ ମୁକେଶ କାମ କଲେ ।ପ୍ରାୟ ତିନିବର୍ଷ କାଳ ମୁକେଶ ସେହି ସାଇକେଲ୍‌ କମ୍ପାନୀ ରେ କାମ କରିବା ପରେ ଅର୍ଥ ସଞ୍ଚୟ କରି ସେ ଲୁଧ୍‌ଆନା ସ୍ଥିତ ଦୁର୍ଗା କଲୋନୀରେ ଘର ତିଆରି କରି ଭଡ଼ା ଲଗାଇ ଦେଲେ ଓ ନିଜ ଘରେ ଏକ ଖୁଚୁରା ଦୋକାନ ଖୋଲି ଦେଲେ ଯେଉଁଥିରୁ ସେ ମୋଟା ଅଙ୍କର ଅର୍ଥ ରୋଜଗାର କରିବାକୁ ଲାଗିଲେ । କମ୍ପାନୀ  ୁ ରେ କାମ କରିବା ସମୟରେ ମୁକେଶ ଶାମଜୀ ସେହି ଫ୍ୟାର୍କୁରେ କାମ କରୁଥିଲେ ଯାହା ପାଇଁ ଦୁହେଁ ସାଙ୍ଗ ପାଲଟି ଯାଇଥିଲେ ।

      ଏମିତି ଦିନେ ଶାମଜୀ ଘର ଖୋଜି ଖୋଜି ପହଞ୍ଚିଥିଲା ମୁକେଶ ନିକଟରେ । ମୁକେଶ ଶାମଜୀକୁ ସହାନୁଭୂତିର ହାତ ବଢ଼ାଇଲା । ମୁକେଶର ଘରେ ଶାମଜୀ ଭଡ଼ାରେ ତା ପନ୍ନୀ ସହ ରହିବାକୁ ଲାଗିଲା । ଶାମଜୀର ବିବାହକୁ କିଛି ବର୍ଷ ବିତିଯାଇ ଥିଲେ ମଧ୍ୟ  ତା'ର କୌଣସି ପିଲା ନ ଥିଲେ । ଶାମଜୀର ପନ୍ନୀ ଥିଲା ଅତ୍ୟନ୍ତ ସରଳ ସ୍ଵଭାବର ।

       ମୁକେଶ କମ୍ପାନୀ ରୁ ଚାକିରି ଛାଡିବା ପରେ ସଙ୍ଗୀତା କମ୍ପାନୀ ରେ ଚାକିରି କରିବା ଆରମ୍ଭ କରି ଦେଇଥିଲା । ଶାମଜୀ ଓ ମୁକେଶ ଦୁହେଁ ପୂର୍ବରୁ ବନ୍ଧୁହୋଇଥିବାବେଳେ ସଙ୍ଗୀତାଚାକିରି କରିବା ପରେଶାମଜୀ ଓ ସଙ୍ଗୀତ। ଭିତରେ ବନ୍ଧୁତା ସ୍ଥାପନ ହେଇ ଯାଇଥ୍ଲ। |ସଙ୍ଗୀତ। ଓ ଶାମଜୀ ଭିତରେ ଧୀରେ ଧୀରେ ଅନୈତିକ ସମ୍ପର୍କ ଗଢ଼ିବାକୁଲାଗିଲା । ପତି- ପନ୍ନୀଙ୍କପରି ସେମାନେ ସମ୍ପର୍କରେ ରହୁଥିଲେ ଯାହା ଶାମଜୀର ସ୍ତ୍ରୀ ଜାଣି ପାରୁ ନ ଥିଲେ ।

        ଦିନେ ସଙ୍ଗୀତା ଓ ଶାମଜୀ ବିଛଣାରେ ସଙ୍ଗୀନ ଅବସ୍ଥାରେଥିବା ସମୟରେ ସଙ୍ଗୀତାର ପୁଅ ଦେଖ୍‌ ବାପା ମୁକେଶକୁ କହି ଦେଇଥିଲା । ମୁକେଶ ଏ ଥା ଜାଣିବା ପରେ ସଙ୍ଗୀତା ଉପରେ କଡ଼ା ନଜର ରଖ୍ବାକୁ ଲାଗିଲା । ଦିନେ ନିଜେ ମୁକେଶ ସଙ୍ଗୀତା ଓ ଶାମଜୀକୁ ଏକାଠି ଅନ୍ତରଙ୍ଗ ହେବାର ଦେଖୁ ଶାମଜୀକୁ ଘରୁ ବାହାରି ଯିବାକୁ କହିଥିଲେ । କିନ୍ଧୁ ସଙ୍ଗୀତା ମୁକେଶକୁ ସିଧା ସିଧାକହିଲା - 'ଯଦି ଶାମଜୀକୁ ଚୁମେ ଘରୁ ବାହାର କରିବ ତେବେ ମୁଁ ତାଙ୍କ ସହ ଘର ଛାଡ଼ି ଚାଲିଯିବି ।। ଇଜତ୍‌ ହରାଇବା ଡରରେ ମୁକେଶ ଶାମଜୀକୁ ଘରୁ ବାହାର କଲା ନାହିଁ ।

      ମୁକେଶ ସଙ୍ଗୀତାକୁ ଚାକିରି କରିବା ପାଇଁ ବାଣ କଲା କିନ୍ତୁ ସଙ୍ଗୀତା ଚାକିରି ଛାଡ଼ିବାକୁ ଥିଲା ନାରାଜ୍‌ । କିଛି ଦିନ ଏମିତି ବତିଯିବା ପରେ ମୁକେଶ ସଙ୍ଗୀତା ପାଇଁ ଏକ ସୂତା କମ୍ପାନୀ ରେ ଚାକିରି ବୁଝୁଦେଲେ ଯାହା ଫଳରେ ସଙ୍ଗୀତାକୁ ସାଇକେଲ୍‌ କମ୍ପାନୀ ରୁ ଚାକିରି ଛାଡ଼ି ସୂତାକମ୍ପାନୀ ରେ କାମ କରିବାକୁ ପଡ଼ିଲା ଯାହା ଫଳରେ ଶାମଜୀ ଓ ସଙ୍ଗୀତାର ଆଉ ଦେଖା ସାକ୍ଷାତ ହୋଇ ପାରିଲା ନାହିଁ । ପରେ ସଙ୍ଗୀତା ଓ ମୁକେଶ ଯୋଜନା କଲେ ସେମାନଙ୍କ ସମ୍ପର୍କରେ କଣ୍ଟା ହୋଇ ଛିଡ଼ା ହୋଇଥିବା ମୁକେଶକୁ ସାରା ଦନ ପାଇଁ ତାଙ୍କ ରାମ୍ରରାରୁ ହ ଟାଇ ଦେବା । ଏହା ପରେ ସଙ୍ଗୀତା ତିଆରି କଲା ସ୍ଵାମୀ ପାଇଁ ମରଣଯନ୍ତା ।

ଦିନେ ସଙ୍ଗୀତା ସେ କରୁଥିବା ସବୁ ଖରାପ କାମ ପାଇଁ ମୁକେଶ ନିକଟରେ ଯାଇ କ୍ଷମା ମାଗିଲା । ମୁକେଶଙ୍କୁ ସେ କହିଲା - 'ମୁଁଏପର୍ଯ୍ୟନ୍ତ ଯେଉଁସବୁ କାମ କରି ତୁମ ମନରେ କଷ୍ଟ ଦେଇଛି ତା' ପାଇଁ ମୁଁ ଦୁଃଖ୍ତ । ମୁଁ ଆଉ ଏପରି ଭୁଲ୍‌ର ପୁନରାବୃଭି କରିବି ନାହିଁ । ” ସଙ୍ଗୀତାର ମିଠା କଥାରେ ମୁକେଶ ଭାବବିହ୍ଵଳ ହୋଇ ସଙ୍ଗୀତାର ଯନ୍ତାରେ ପଡ଼ିଗଲା । ଆଉ ବାକି ଥ୍ବଲା ମୁକେଶକୁ ସବୁଦିନ ପାଇଁ ସେମାନଙ୍କ ରାସ୍ତ୍ରାରୁ ହଟାଇବା...

              ସ୍ଵାଧୀନତା ଦିବସ ରାତିରେ ସେମାନଙ୍କୁ ମିଳିଗଲା ମୌକା ମୁକେଶକୁ ରାମ୍ର୍ରାରୁ ହଟାଇବା ପାଇଁ । ସେଦିନ ରାତିରେ ମୁକେଶ ତାଙ୍କ ଘରେ ଏକ ରାତ୍ରି ଭୋଜନର ଆୟୋଜନ କରି ଥିଲେଯେଉଁଥିରେ ପାଖରେ ରହୁଥିବା ମୁକେଶଙ୍କ ଭାଇ ରମେଶ, ପନ୍ନୀ ଓ ପୁଅ ସାମିଲ୍‌ ହୋଇଥିଲେ । ସମସ୍ତେ ଖାଇସାରିବା ପରେ କୌଣସି  କାରଣରୁ ସଙ୍ଗୀତା ଓ ମୁକେଶ ଭିତରେ ପ୍ରବଳ ଝଗଡ଼ା ହେଲା ଯାହା ସଙ୍ଗୀତା ଜାଣିଶୁଣି କରିଥିଲା । ସଙ୍ଗୀତା ଜାଣିଥିଲା ଝଗଡ଼ା ହେବା ପରେ ମୁକେଶ ଛାତ ଉପରେ ହିଁ ଶୋଇବ ଯାହାର ଫାଇଦା ଉଠାଇବେ ଶାମଜୀ ଓ ସଙ୍ଗୀତା । ଶେଷରେ ସେୟା ହିଁ ହେଲା ମୁକେଶ ନିଘୋଡ଼ ନିଦରେ ଶୋଇଥିବା ଅବସ୍ଥାରେ ସଙ୍ଗୀତା ତାଙ୍କ ଗୋଡ଼ ଦୁଇଟିକୁ ବାନ୍ଧିଦେଲା ଓ ହାତୁଡ଼ିରେ ଶାମଜୀ ତାଙ୍କ ମୁଣ୍ଡକୁ ପ୍ରହାର କଲା । ମଦ ନିଶାରେ ଥିବା କାରଣରୁ ମୁକେଶ ଚିକ୍କାର କରିପାରିଲା ନାହିଁ ଓ ତା ପରେ ତାଙ୍କ ପ୍ରାଣବାୟୁ ଉଡ଼ିଗଲା ।

            ପୋଲିସର ବହୁ ଜେରା ପରେ ବି ସଙ୍ଗୀତା ମୁହଁ ଖୋଲି ନଥିବା ବେଳେ ଶାମଜୀ ମଧ୍ୟ  ପୋଲିସକୁ ସମାନ ଉତ୍ତର ଦେଇଥିଲା । ପୋଲିସ ତା' ଯାସୁଜ୍‌ମାନଙ୍କୁ ସଙ୍ଗୀତା ଓ ଶାମଚ୍ଚୀ ପରେ ଲଗାଇ ଦେଲେ । କିଛିଦିନ ପରେ ପୋଲିସ ସଙ୍ଗୀତା ବିଷୟରେ ସବୁ କଥା ଜାଣିବା ପରେ ସଙ୍ଗୀତା ଆସି ଯାଇଥିଲା ପୋଲିସର ସନ୍ଦେହ ଘେରକୁ । ପୋଲିସ ଯେତେବେଳେ ସଙ୍ଗୀତା ଓ ଶାମଜୀର ସତ ଜାଣିଲା ସେ ସମୟରେ ଏ ଦୁଇ ଅଭିଯୁକ୍ତ ଫେରାର୍‌ ହୋଇ ସାରିଥିଲେ । ଚାରିଆଡ଼େ ଖୋଜିବା ପରେ ପୋଲିସ ସେମାନଙ୍କୁ ଧରିବାରେ ଅସଫଳ ହୋଇଥିଲା । ଅଗଷ୍ଟ ୨୨ ତାରି ଖରେ ପୋଲିସର ଜଣେ ଯାସୁଜ୍‌ର ସୂଚନା ଅନୁସାରେ ସଙ୍ଗୀତା ଓ ଶାମଜୀକୁ ଢଣ୍ଡାରୀ ରେଳଷ୍ଟେସନ୍‌ରୁ ଧରିନେଲେ । ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ ଦୁହେଁ କରିଥିବା ଅପରାଧକୁ ସ୍ଵୀକାର କରିଥିଲେ । ମୁକେଶଙ୍କୁ ମାରିବା ପାଇଁ ଶାମଜୀ ୨ଟି ହାତୁଡି ପୂର୍ବରୁ କିଣି ରଖ୍ଥୁଲା । ଦୁଇ ଅଭିଯୁକ୍ତଙ୍କ ବୟାନ ରେକର୍ଡ ପରେ ମୁକେଶଙ୍କ ଘର ପାଖ ଏକ ନାଳରୁ ହତ୍ୟାରେ ବ୍ୟବହୃତ ହାତୁଡ଼ି ଜବତ କରିନେଲା ପୋଲିସ । ପୋଲିସ ସଙ୍ଗୀତା ଓ ଶାମଜୀକୁ କୋର୍ଟରେ ହାଜର କରି ଜିଲ୍ଲା ଜେଲ୍‌କୁ ପଠାଇ ଦେଲେ ।
 ବର୍ଭମାନ ପର୍ଯ୍ୟନ୍ତ ଶାମଜୀର ପନ୍ନୀ ବିଶ୍ଵାସ କରି ପାରି ନାହାନ୍ତି ଯେ ଶାମଜୀର ସଙ୍ଗୀତା ସହ ଅନୈତିକ ସମ୍ପର୍କ ଥିଲା ଓ ମୁକେଶକୁ ଶାମଜୀ ହତ୍ୟା କରିଛି ବୋଲି । ଏବେ ଶାମଜୀର ପନ୍ନୀ ମୁକେଶଙ୍କ ୫ ପିଲାଙ୍କ ଲାଳନ ପାଳନ କରୁଛନ୍ତି ।

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...