Friday 12 June 2015

ସନ୍ଦେହୀ ସ୍ଵାମୀ



କାହାର ଏକ ଫିସ୍ ଫିସ୍ ଆୱାଯା ରେ  ନିଦ ଭାଙ୍ଗି ଗଲା ଗିରିରାଜର ସେ ଆଖୀ ଖୋଲି ଦେଖୀଲା ତାସ୍ତ୍ରୀ  କୁ ସୂମ କାହାକୁ ଫୋନ୍ କରୁଛି! କଡୁଛି- ରାଧେ! ଆଜି ପାଗ ଖୁବ୍ ଳୋହଲା ହୋଇଛି ! ମୁଁକବାଟ ଖୋଲା ରଖୀ  ଛି ତୁମେ ଘରକୁ ଚାଲିଆସ ! ଆରେ  ଭୟ କରନି ! ଗିରିରାଜ ଶୋଇଯାଇଛି! ସେ ଅଫିମ ଖାଇଛି! ଆଉ ଗଖେଇ ବି ଟାଣିଛି! ପୁଣି ସନ୍ଧ୍ୟା ରେ ପେଟ ଭରି ଲିକର ପିଇଛି! ସକାଳ ହେବା ପୂର୍ବରୁ ତାନିଦ ଭାଫିବାର ଡାନ୍ସ ହିଁ ନାହିଁ ମୁଁ ଠିକ୍ ସେ ଶୋଇପାରୁନି’ ! ତୁମେ ଯେତେଶୀଘ୍ର ପାରୁଛ ଚାଲିଆସ! ଡୁମ କୋଳରେ ଶୋଇଲେ ମୋତେ ସୁନ୍ଦର ଭାବରେ ନିଦ ହୋଇଯିବା
         ଗିରିରାଜ ନିଜ କାନକୁ ବିଶ୍ବାସ କରିପାରିଲାନି! କୁସୁମ କାହାକୁ  ଫୋନ୍ କରୁଛି ? ଏ ରାଧେ କିଏ ? ପୁଣି ସେ ତାକୁ  ଏମିତି କଣ ସବୁ  କହୁଛି ସେ କୁ ସୂମକୁ  ଜାଣିବ! ପାଇଁ ଦେଲାନାହିଁ ପେ, ତାର ନିଦ ଭାଙ୍ଗି  ଯାଇଛି! ଆଉ ସେ ଉଠି ପଡ଼ିଛି!
        ଶୋଇଯାରଥିବାର ବାହାନ! କରି ସେ ବିଛଣାରେ ପଡ଼ି ରହିଲା! ତେବେ ତାର ଆଖୀ  କାନ ଦୁଇଟାତ୍କ ଖୋଲା ରଖୀ  ଲା! ବେଖୀ  ଲା6ଧିର୍ଯ୍ଯ ହୋଇ ଘରସାର! ପାତାରୀ କରୁଛି କୁ ମୁମ! ଦୁଆର ପାଖକୁ  ଯାଉଛି! ପୁଣି ଝର୍କ! ପାଖରେ ଥାଇ କାହାକୁ ଅପେକ୍ଷା କରିଛି!

କିଛି ସମୟ ପରେ କବାଟ ଠକ୍ ଠକ୍ ହେଲା! ଖୁସିରେ କୁଣ୍ଢେମୋଟ କୁ ମୁମର ଛାତି ! ସେ ଧାଇଁଗଲା  କବାଟ ଖୋଲିବାକୁ! ଆସ୍ତେ କିନା ଆଖୀ  ଖୋଲି ଗିରିରାଜ କେଖୀ  ଲ!
ଗୋଟେ ଲମ୍ବା  ଓ ହୃଷ୍ଟ ପୃଷ୍ଠା  ଯୁବକକୁ  ଭିତରକୁ ଡାକିଆଣିଲ!
କୁସୁମା ଯୁବକ ଜଣକ ଦେହରେ ଗୋଟେ ବୋଲି ଲୁଗା ନ ଥିଲା ! ! ରତିରେ ଜଣେ ଯୁବକକୁ  ଏପରି ଉଲର ଅବସ୍ଥାରେ ଦେଖୀ  ମେଳି ପଡ଼ିଲା ଗିରିରାଜ! ଭଲକରି ଆଖୀ  ଖୋଲି ଦେଖୀ  ମେଳି ପଡ଼ିଲା ଗିରିରାଜ! ଭଲକରି ଆଖୀ  ଖୋଲି ଯୁବକକୁ  ଦେଖିଲା ! ତେବେ  ଚିଦ୍ଵି ପାରିଲ! ନାହିଁ! ହେଲେ ଯୁବକ ର ଶରୀର ତାକୁ ଆହୂରି ଚମ୍ କେ ଇ ବେଲା ! ଭବିଲା, କୁସୁମ ଏଇଥ୍ ପାଇଁ ସେ ଯୁବକ ପ୍ରେମରେ ପଡ଼ିଯାଇଛି! ଆଉ ତାନିକଟକୁ ଆସୁନାହିଁ! ବାସ୍ତବରେ ଯୁବକ ଜଣକ ବି ନାରୀମାନଙ୍କ ମନଲାଖୀ  ହୋଇଛି କୁସୁମ ଆଉ 6ଧିର୍ଯ୍ଯଧରି ରହିପାରିଲା ନାହିଁ ଯୁବକକୁ  ସମୂର୍ଣ୍ଣ ଆଲିଇଂନ କରିନେଲା! ତାଓଠରେ ନିଜର ଓଠକୁ ଲଗେଇ ଦେଲା
 

ନିଜର ସ୍ତ୍ରୀ  ଆଉ କାହାକୁ ଚୁସନ ଦେଉଥିବା! ଦେଖୀ  ନିଜକୁ ସମ୍ଭାଳି ପାରିଲ! ନାହିଁ ଗିରିରାଜ ! ଭାବିଲ! ମୋ ଘରେ ମୋ ସ୍ତ୍ରୀ କୁ   ଆଉ କେହି ଜଣେ ଆଦର କରିବ - ଏକଥାକୁ ସେ ସହା କରିପାରିବନାହିଁ ! ସେତିକିନୂହେଁପରେପରେ କୁସୁମ ସେହି ଯୁବକକୁ  ନିଜର ବିଛଣାକୁ ନେଲକୋ ଓ ନିଜକୁ ତାନିକଟରେ ସମୂର୍ଣ୍ଣ ସମର୍ପଣ କରିଦେଲା
ଏତେ ସମୟ ଯାଏ ଚୁପ୍ ରହିଥିଲା  ଗିରିରାଜ ! ଆଉ ପାରିଲାନାହିଁ! ତାରକ ତାତି ଉଠିଲା! ସେ କୁ ସୁମବୋଲି କହି ବଡ଼ ପାଟିରେ ବିକାର କରିଉଠିଲା
ଗିରିରାଜ ର ଚିତ୍କାର ରେ ଯେମିତି ରାତିର ଅନ୍ଧାର ଖଣ୍ଡଖଣ୍ଡ ହୋଇ ଚିରିହୋଇଗଲା! କୁ ସୂମର ନିଦ ଭୀଫିଗଲା! ତାପିଲା ଦୁଇଟ! ବି ଉଠିପଡି଼ଲେ! ସେ ସ୍ବିତ୍ଚ  ଟିପି ଲାଇଟ୍ ଢାଳିଲା ଓ ଗିରିରାଜ  କୁ ପଚାରିଲା- କଣ ସ୍ଵପ ଦେଖୀ  ଲ କି? ଏମିତି ବାଉଳି ହେଲ କାହିକି?

ସତକୁ ସତ ସ୍ଵପ ଦେଖୁଥିଲା  ଗିରିରାଜ! ତ!ସ୍ତ୍ରୀ  ରାଧେ ନାମକ ଜଣେ ଯୁବକ ସହିତ ଗୋଟିଏ ବିଛଣାରେ ଶୋଇଥିବାର ସ୍ବପ୍ନ ! ସେ ଘଣା ଦେଖୀ  ଲା ! ଘଣ୍ଟାରେ ଚାରିଟା ବାକିଥିଲା ! କୁସୁମ ପଚାରିଲା- ତୁମେ ସ୍ୱପ ଦେଖୀ  ମୋ ନାମ ଧରି  ଚିତ୍କାର  କଲ କଣ ପାଇଁ? କି ସ୍ଵପ ଦ୍ଦେଖୀଲ?’ ଗିରିରାଜ କୁସୁମ ପ୍ରଶ୍ନର ଉତ୍ତର କେବା ପରିବର୍ଡୋ ତାକୁ  ପ୍ରଶ୍ଵକଲା- ଏଇ ରାଧେ କିଏ? ତାର ପୂରା ନାମ କ? ତୋର ତାସହିତ କେତେଦିନର ସମ୍ପର୍କ? ତୁ  ଣ ଏଇ ଓଭରଟାଇମ୍ କରୁଛୁ?’

ଏକାବେଳେ ଏତେ ପ୍ରଶ୍ନ ଶୁଣି ହତଭସ ହୋଇପଡ଼ିଲା କୁସୁମା ସେ ବୁ ଝିପାରିଲାନି କେଉଁ ରାଧେ କଥା ପଚାରୁଛି ଗିରିରାଜ! ସେ ତ କୋଉ ରାଧେକୁ  ଢାଣେନି ! କହିଲା- ବୋଧହୂଏ ତୁ ମ ନିଶା ଛାଡି଼ନି ! ଏବେ ବି ରାତି ଢ଼େର ଅଛି! ଶୋଇଯାଅ  ଏତିକି କହି ଶୋଇ ପଡୁଥିଲା  କୁସୁମା ଗିରିରାଜ ତାକୁ ଟାଣିଧରି କହିଲା ଶୋଇଯାଉଛୁ କ? ମୁଁ ପରା ପଚାରୁଛି ଏଇ ରାଧେ କିଏ ? ସେ କଣ ମୋଠୁ ବେଶି ପାରିବାର ? ମୁଁ ସ୍ଵପଗେ ଡୁମ ଦୁହିଁଙ୍କର ସବୁ କାମ ଦେଖ୍ନେଇଛି
କୁ ସୁମର ଶୈଯ୍ୟଚ୍ୟୁଡି ଘତୁ ଥିଲା ! ତାର କ୍ରୋଧ ବି ବାଡ଼ ଭାରିଂବାର ଉପକ୍ରମ ଳରୁଥିଲା ! ହେଲେ ସେ ରାତିରେ ପାଟିତୁଣ୍ଡ କରିବାକୁ ଚାହୁଁ ନ ଥିଲା ! ସେ ଢାଣିଥିଲା ଯେ  ପେ, ଗିରିରାକ ର  ତାପ୍ରତି ଆଉ ବିଶ୍ବାସ ନାହିଁ ସନ୍ଦେହ ସମ୍ପୂର୍ଣ ଭାବରେ ତାକୁ ଅନ୍ଧ କରିସାରିଛି! ତାକୁ ଚୂଝେଇଲେ ସେ ବୁ ଝିବ ନାହିଁ ! ତେଣୁ ସେ ବି ବଡ଼ପାଟି କରି କହିଲା- ଗାଧେ ମୋର ପ୍ରେମିକ! ମୁଁ ତାକୁ ଚାହେଁ! ସେ ତୋଠୁ ବହୂଗୁଣଗେ ଭଲ! ତୁ  ଗୋଟେ ନିଶାଡ଼ି! ତୁ  ଗୋଟେ ନାମର୍କ ! ଏଥର ଶୁଣିଲ ତ! ବାସ୍, ଶୋଇଯାଅଆଉ ମୋତେ ବି ଶୋଇବାକୁ ଦିଅ! କାଲି ସକାଳେ ଉଠିଲେ ମୋର ଫ୍ୟା କ୍ତ୍ରିକୁ  ଯିବାର ଅଛି କୁସୁମ କଥା ଶୁଣି ଗିରିରାଜ କ୍ରୋଧରେ ଅଦ୍ଧ ହୋଇଗଲା! ନାଁ ହାତରେ ତାତୁଟିକୁ  ଧରି ଡାହାଣ ହାତରେ ଚଟକଣି ପରେ ଟେକଣି କଷି ଦେଇଗଲା! କାଦିକାଦି ଭଗବାନଙ୍କୁ ଡାକୁ ଥିଲା  କୁସୁମ- ହେ ଭଗବାନତୁ  ଏତେ ଭଲ ମଣିଷ ସୃଷ୍ଟି କରିଚୁ ମୋତେ ଏଭଳି ଗୋତେ ଚା ଣ୍ଡା ଳ  ହାତରେ ବାନ୍ଧି ଦେଲୁ; ଯିଏ ଦ୍ଦେଖୁଥିବାସ୍ବପ୍ନ  ଉପରେ ବିଶ୍ବାସ କରି ନିଜ ସ୍ତ୍ରୀ କୁ  ସନ୍ଦେହ କରୋ

ଉତ୍ତରପ୍ରଦେଶର ବୁ ଲନ୍ଦସର ଜିଲାର ପ୍ରସାଦ ଶର୍ମା ନାମକ ଜଣେ ବ୍ୟକ୍ତି ଙ୍କର  ବଡ଼ପୁଅ ହେଉଛି ଗିରିରାଜ! ପ୍ରସାଦ ଶର୍ମାଙ୍କର ଆଶ! ଥିଲା  ଗିରିରାକ ବଦୂତ ପାଠପଢ଼ିବା ବଡ଼ ମଣିଷ ହେବା ହେଲେ ପାଠରେ ଗିରିରାଜ  ର ମନ ନ ଥିଲା ! ବହୂକଷରେ ସେ ନବମ ଶ୍ରେଣା ଯାଏ ପଢ଼ିଲା! ଘରେ ଆସି ରୋକ୍ ପୋ କ୍ ଜଣେଇଦେଲ ପେ, ତାଦ୍ଵାରା ଏ ପାଠ ଫାଟ ହେବନାହିଁ ବେଶି ବାଧକଭେ ସେ ଘରଛାଡ଼ି ଚାଲିଯିବା
ପ୍ରସାଦ ଶର୍ମାଙ୍କର ଆଉ କିଛି କରିବାର ନ ଥିଲା  ତେଣୁ ସେ ବାଧ୍ୟ ହୋଇ  ଚୁପ୍ ରହିଲେ! ଗିରିରକ୍ କିଛିଦିନବୁଲାବୁଲି କଲୀ ପରେ ଗୋଟେ ମୋଟର ଗ୍ୟାରେଜ  ରେ  କାମକଳା ! ମୋଟର ଗ୍ୟାରେଜ  ରେ କାମ କରିବା ଅବସରରେ ତାର ଯାବତୀୟ ନିଶାଦ୍ରବ୍ୟ ଅଭ୍ୟାସ ହୋଇଗଲା! ସେ କୁ ସାଙ୍ଗରେ  ମଧ ପଡ଼ିଗଲା! ଦିନକୁ ଦିନ ତାବିରୋଧରେ ବିଭିନ୍ନ ଅଭିଯୋଗ ପ୍ରସାଦ ଶର୍ମାଇଂ ଘରକୁ ଆସିବାରେ ଲାଗିଲା ପ୍ରସାଦ ଶର୍ମା କଣ କରିବେ କିଛି ବୁଝିପାରୁ ନ ଥିଲେ ! ତାଙ୍କୁ କେତେଜଣ ପରମର୍ଶ ବେଲେ ଯେ, ଗିରିଗକ୍ କୂ ବାହା  କରେଇଦେଲେ ସେ ସୁଧୁରିଯିବ ଓ ଭଲ ତାଟକୁ  ଗଲି ଆସିବା କାନ୍ଧରେ ଢୋଲ ପଡ଼ିଲେ ସେ ବଜେଇବା ସ୍ତ୍ରୀ ପିଲା ହୋଇଗଲେ ଅନ୍ତତଃ ତାର ଦୈତ୍ୟ  ବଢ଼ିଯିବା ଫଳରେ ସେ ନିଶାପାଣି ଠୁ ଦୂରେଇ ପରିବାର ପ୍ରତି ଧାନ ଦେ ବା
    ପ୍ରସାଦ ଶର୍ମାଙ୍କ ମନକୁ ଏ କଥା ପାଇଲା! ସେ କୁସୁମ ସହିତ ତାର ବିବାହ କରେଇଦେଲେ! କୁସୁମ ଦେଖି  ବାକୁ  ସୁନ୍ଦର ଥିଲା ! ତାର ବ୍ୟବହାର ମଧ ଖୁବ୍ ଭଲ ଥିଲା ! ସମୟେ ଭାବିଥିଲେ  କୁସୁମ ଭଳି ଝିଅକୁ ପାଇ ଗିରିରାଦ୍ ବଦଳିଯିବା ହେଲେ ନା! ଯଥା ପୂବିଂ ତଥା ପର! ପ୍ରତ୍ୟେକ ଦିନ ସେ ମଦପିଇଗଂଜେଇ  ଟାଣି, ଅଫିମ ଖାଇ ଘରକୁ ଫେରୁଥିଲା ! ଆଉ ରାତିରେକୁସୁମ ସହିତ ଅସହ୍ୟ ବ୍ୟ ବହାର କରୁଥିଲା ! ୟା ମଧରେ କୁସୁମ ଦୁଇଟା ପୁତ୍ର ସନ୍ତାନଙ୍କୁ ଜନ୍ନଦ୍ଦେଇସାରିଥିଲା

ଗିରିରାଜ ଆଚରଣରେ ପ୍ରସାଦ ଶର୍ମା ବେଳକୁ ବେଳ ଅତିଷ୍ଠ ହୋଇ ପଡୁଥିଲେ ! ତାଙ୍କର ସାମାଜିକ ମର୍ଯ୍ୟଦା ଷୁର୍ଣ ଦ୍ଦେଉଥିଲା ! ଗିରିରାଜ କିଛି ବୋଲି କିଛି ରୋଜଗାର କରୁନ ଥିଲା  ! ଦିନେ ସେ ତାକୁ  ଡାକି କହିଲେ ପେ, ତୁ  ତୋ ପିଲାଛୁଆତ୍କ ନେଇ ମୋ ଠୁ ଭିନ୍ନ ହୋଇଯା! ଏଣିକି ଡୋ କଥା ଡୋର ଆଉ ମୋ କଥା ମୋରା

କୁସୁମ ଗିରିରାଜ କହିଲା- ଏଥର ତ ବାଟକୁ  ଫେରା ତୁମେ ଯଦି ନିଶାପାଣି ନ ଛାଡ଼ିବ ତାହେଲେ ମୋତେ ଓ ଆମ ପିଲାମାନଙ୍କୁ ମଣିଷ କରିବ କେମିତି ଗିରିରାଜ କହିଲା- ମୁଁ ଏଠି ରନିଃଲ ନିଶା ଛାଡ଼ିପାରିବି ନାହିଁ ତ ହୁଏତ ସ୍ଥାନ  ବଦଳେଇକେଲେ ମୋର ଆଡତ୍ ବି ବଦଳିଯିବ " କୁସୁମ କହିଲା- ତୁମେ ଯୁଆଡ଼େ ମୋତେ ନେଇଯିବ ମୁଁ ତୁ ମ ସହ ଯିବି! ତୁ ମେ ଭଲମଣିଷ ହୋଇଯାଅ- ମୁଁ ଖାଲି ଏତିକି ଚାହେଁ
            କୁସୁମ ଏବଂ ଦୁଇପୁଅକୁ ଧରି ଗିରିରାଳ୍ ଦିଲ୍ଲୀ ଚାଲିଆସିଲା! କୁସୁମ ଭାଚୂଥିଲା ଦିଲ୍ଲୀରେ ନିଶ୍ଚୟ ଗିରିରାଜ ବଦଳିଯିବା ଦିଲ୍ଲୀ ଆସିବା ପରେ କିଛି ଟଙ୍କାଖର୍ଚ୍ଚକରି ଗୋଟେ ଛୋଟ ପାନଦୋକାନ ଦେଲା ଗିରିରାଜୟ୍! କୁ ସୁମ ବି ଚୁପ  ହୋଇ ବସିଲାନାହିଁ ! ସେ ଗୋଟେ ଫାକ୍ଟ୍ରି ରେ କାମ କଲା! ଏପରି କି ଓଭରଟାଇମ୍ ମଧ କଲା ! ସେ ଭୀବୁ ଥିଲା ଗିରିରାଜ ଦୋକାନରୁ ଯେଉଁ ପଇସା ଆସିବ ସେଥିରେ  ଘର ଚଳିବ ! ଆଉ ତାପଇସା ବ୍ୟାଙ୍କରେ ରହିବା ସେଥିରେପିଲାମାନେ ପାଠପଢ଼ିଳୋ ସେମାନେ ବଡ଼ ମଣିଷ ହେବେ!
            କୁସୁମ କାମ କରି ଥକି ପଡ଼ୁଥିଲା  ଓ ରାତିରେ ଆସି ନିଃଘାଡ଼ ନିଦରେ ଶୋଇ ପଡ଼ୁଥିଲା  ! ଫଳରେ ସେ ରାତିରେ ଗିରିରାଜ ପାଇଁ ସମୟ ଦେଇପାରୁନ ଥିଲା  ! ଗିରିରାଜ କିନ୍ତୁ ଏହାର ଭିନ୍ନ ଅର୍ଥ ବାହାର କୋ ! ସେ ଭାବିଲା, ଚୋଧବୁଏକୁ ସୁମର ସବୃ ଅଭାବ ପୂରଣ ହୋଇଯାଉଛି ଯାହ! ସେ ତାଠାରୁ ପାଉଥିଲା  ! ନ ହେଲେ ମାସମାସ ଧରି ସେ ତାର ସାହଚର୍ଯ୍ୟ ନୋଡ୍ରନାହିଁ କଣ ପାଇଁ
    ଏଇଠି ହିଁ ବିଗିଡ଼ିଗଲା ଗିରିରାକ୍ର ସମୀକରଣ! ସେ କୁ ମୁମର ଚରିତ୍ର ଉପରେ ସନ୍ଦେହ କରିବା ଆରମ୍ଭ କରିଦେଲା ! କୁସୁମ ସକାଳୁ ଉଠି ତ୍ୟାକ୍ତିକୁ  ଗଲି ଯାଉଥିଲା  ପୁଣି ଘରକୁ ଫେରି ରୋଷେଇ କରୁଥିଲା  ଆଉ ସନ୍ଧ୍ୟା ରେ ଫାକ୍ଟ୍ରି  ଯାଊଥିଲା ଯେତେବେଳେ ବି କଥା ହେଉଥିଲା  ଫାକ୍ଟ୍ରି କଥୀ ହେରଥିଲା ! ତାସହିତ କାମ କଚ୍ଛଥିବା! ଲୋକମାନଙ୍କ କଥା ହେଊଥିଲା ! ଗିରିରାଜ ଭବୁ ଥିଲା ସେହି ଲୋକମାନଙ୍କ ମଧରୁ କାହାରି ଜଣକୁ ନିକର ପ୍ରେମିକ କରିଦେଇଛି କୁସୁମା ତ୍ୟାକ୍ତିରେ କାମ କରିବା ମିଛ! ବରଂ ସେ ସେମାନଙ୍କୁ ନିଜର ଦେହ ଦେଉଛି! ଆଉ ପ୍ରତି ବଦଳରେ ସେମାନଙ୍କଠାରୁ ଟଙ୍କା  ପାଉଛି!ମୁଣ୍ଡ ଗୋଳମାଳ ହେଇଗଲା ଗିରିରାଜ  , ସେ ଅଧିକ ନିଶା ଖାଇଲା! ଦୋକାନ ବନ୍ଦ କରିଦେଲା! କଥାକଥାକେ କୁ ମୁମକୁ  ମାର୍ଧର୍ କରିବାକୁ ଲାଗିଲା
      କୁସୁମ ଭାବିଲା, ଏଭଳି ଲୋକ ନିକଟରେତାର ରହିବା ସମ୍ଭବ ନୂହେଁ! ତାର ଯେମିତି ବି ହେଉ ପିଲାଦୂହିଁଙ୍କୁ ମଣିଷ କରିବାର ଅଛି ! ତେଣୁ ସେ ଗିରିରାଜ  ଠୁ ବୁରେଇଯିବା ସେ ନିଜେ ତ ରୋଜଗାର କରୁଛି! ଏଭଳି ନିକମା ମଣିଷ ପାଖରେ ରହି ମାଡ଼ ଖାଇବ କଣ ପାଇଁ? ଏହ! ଭାବି ସେ ଆଉଏକ ଘର ରଡ଼! ନେଲା ଓ ନିଜର ପିଲାଦୁହିଁକୁ  ନେଇ ସେଠାରେ ରହିଲା! କିଛିଦିନ ଗଲା!
ଏପଟେ ଦୋକାନ ବି ମାଦ! ହୋରଯାରଥିଲା  ଗିରିରଦ୍ର! ସେ ନିଶ! ଖାଇବାକୁ ପଇସା ପାଉ ନ ଥିଲା ! ଦିନେ ସେ ଯାଇ କୁ ସୁମକୁ  ଭେଟିଲା ଓ କହିଲା- ମୁଁ ବଦଳି ଯାଇଛି! ନିଶାପାଣି ବି ଛାଡ଼ିଦ୍ଦେରଛି! ତୁ  ମୋତେ ତେ! ପାଖରେ ରଖ !କୁସୁମ ଭାବିଲ!- ଯଦି ଗିରିରଦ୍ ନିଶାପାଣି ଛାଡ଼ି ବଦଳି ଯାଇଥାଗ ତାହେଲେ ସେ ତାକୁ ନିଜ ପାଖକୁ ନେରଯାଇଥାନ୍ତା  ସେ କଦାପି ଆସି ତାପାଖରେ ରହି ନଆନ୍ତ! ! ତେଣୁ ଏସବୁ ମିଛ! ତାର ଆଉ ଫସିବାର ନାହିଁ!ସେ ସିଧାସଳଖ ମନା କରିଦେଲା ଗିରିରାଜ କୂ! ଗିରିରାଜ ଭାବିଲା, ତାଅନୁମାନ ସତ! କୁସୁମ ଧଦା କରୁଛି! ସେଥିଲା ଗି ତାକୁ ର ଖୀ  ବାକୁ  ଗହୁଁନି! କାରଣ ସେ ରହିଲେତାର ଦେହ ବ୍ୟବସାୟ ଚାଲିବ ନାହିଁ
      ଗିରିରାଜ କ୍ରୋଧରେ ପାଗଳ ହୋଇଗଲା! ମନକୁ ମନ କହିଲା- ପଦି ତୁ  ମୋର ନୁହଁ ତାହେଲେ କାହାର ନୂହଁ! ମୁଁ ତୋତେ ବଞ୍ଚବାକୁ  ଦେବିନାହିଁ ଗିରିରାତ୍ କେବଳ ଭାବିଲା ନାହିଁ; ଅଧ୍ କନ୍ତୁ  କାମରେ କରି ଢେଖେଇଦ୍ଦେଲା! ଦିନେ ଫାକ୍ଟ୍ରି ରୁ ଫେଗୁଥିବା ବେଳେ କୁସୁମ ଦେହରେପେଟ୍ରୋଲ ଢାଳି ନିଅଁ! ଲଗେଇତେଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...