Friday 21 August 2015

ବୋହୁବୋହୁକା ଖେଳ





ପ୍ରେମିକର ସବୁଠୁ ବଡ଼ ତାକତ୍ ହେଉଛି ତାର ପ୍ରେମିକା! ଯଦି ପ୍ରେମିକାର ଆତ୍ମ ବିଶ୍ବାସ,
ଭଲପାଇବା ଆଉ ପ୍ରତିଶୃତି ତାନିକଟରେ ଅଛି ତାହେଲେ ସେ ସମୁଦ୍ରକୁ ବି ଶୁଖେଇ ଦେଇପାରେ! ସମ୍ଭବତଃ ସେଇଥି  ପାଇଁ    ଜେଲରୁ ଫେରିବା ମାତ୍ରେ ବବଲୁ  ଖୋଜି ଥିଲା  ପ୍ରତିଭାକୁ! ସେତେବେଳକୁ ପ୍ରତିଭାର ବାପାମାଗାଁ ଛାଡ଼ି ସାରିଥିଲେ  ପ୍ରତିଭାର ଫୋନ୍ ନସର ବଦଳେଇ ଦ୍ଦେଇଥିଲେ ତାକୁ କଡ଼ୀ ସୁରକ୍ଷା ବଳୟ ମଧରେ ରଖ୍ ଥିଲେ ସେଥପ୍ରତି ବବଲୁର ଟିକେ ପରବାୟ
  ଥିଲା ! ସେ ଜାଣିଥିଲା  ଯେ  ଯେମିତି ବି ହେଉ ସେ ପ୍ରତିଭାକୁ ଭେଟିପାରିବ ତାକୁ ଦେଖା କରି ପା ରିବ ! ତାକୋଳରେ ଶୋଏଇ ପାରିବ ! ତାମୁହଁରେ ମୁହଁ ଥାପି ନିଜ ମନର କଥାକୁ କହିପାରିବା କାରଣ ପ୍ରତିଭା ତାକୁ ଭଲପାଏ! ଆଉ ସେ ପ୍ରତିଭାକୁ ପ୍ରେମ କରୋ

ଉତ୍ତରପ୍ରଦେଶର ଏତାହ ଜିଲା ଅନ୍ତର୍ଗତ ମରହାରା  ଥାନା ଅଧିନସ୍ଥ ଗୋଟିଏ ଗାଁ- ମୋହିନି ! ଏହି ଗାଁରେ ରହନ୍ତି  ଦୁଇ ସମ୍ପ୍ରଦାୟର ମଣିଷା ଠାକୁର ଏବଂ ଜାଠ୍! ଠାକୁରମାନଙ୍କ ଦୃଷ୍ଟିରେ ସେମାନେ ଉଚ୍ଚ ଆଉ ସମ୍ରାନ୍ତୀ ଜାଠ୍ ଦଳିତ-ନି ଚ-ଆଉ  ଅସ୍କୃଶ୍ୟ! ବିଜୟ ପ୍ରତାପ ବାଘେଲା ଠାକୁର ସମ୍ପ୍ରଦାୟର ପ୍ରତିନିଧ୍! ତାଙ୍କର ଝିଅ ପ୍ରତିଭା | ଅପରପକ୍ଷରେ ବି ରପାଲ ଯା ଟଭ୍ ହେରଛନ୍ତି  ସେହିଗ୍ରାମର ଜଣେ ଦିଳିତ ଜାଠ୍, ଯାହାଙ୍କର ମଝିଅଁ! ପୁଅ ହେଉଛି ବବଲୁ! ବିଜୟ ପ୍ରତାପଙ୍କ ର ଚାରି ସନ୍ତାନ | ଝିଅ ପ୍ରତିଭା ଓ ପ୍ରିୟା! ପୁଅ ଲଳିତ ଓ ଅଙ୍କିତ  ବିଜୟ ପ୍ରତାପ୍ କିନ୍ତ ପ୍ରତିଭାକୁ  ଖୁବ୍ ସ୍ନେହ  କରୂ ଥିଲେ ! ପ୍ରତିଭା! ସ୍କୁଲ ରେ  ଥିଲା  ପ୍ରଥମା ସେ ଇଣ୍ଟର  ପାସ୍ କରି ବି.ଏସ.ସି ପତୁଥିଲା ! ତାପାଇଁ ପାଠ ଥିଲା  ଆଗ! କାରଣ ସେ ଅନ୍ୟ ଝିଅମାନଙ୍କ ପରି ନ ଥିଲା ! ବାହାହେବାଶାଶୁଘର ସମ୍ଭାଳିବା, ରୋଷେଇ କରି ଖୁଆଇବା ଆର ପିଲା ଜନ୍ମ କରିବା- ଏତିକିରେ ତାର ଜୀବନ ସୀମିତ ନ ଥିଲା  ! ସେ ନିଜର ଏକ କ୍ୟାରିୟର ତିଆରି କରିବାକୁ ଚାହୁଁଥିଲା !
ହେଲେ ମୁହୂର୍ତ କରେ ବଦଳିଗଲା ତାର ଜୀବନା ତାର ପୃଥିବୀ ରେ  ପ୍ରେମର ଋତୁ  ଆସିଲା! ତାନିଃଶ୍ବାସ ପ୍ରଶ୍ଵାସରେ ଭଲପାଇବାର ପବନ ବହିଁ ଲା! ତାସ୍ବପ୍ନ ରେ   ରୋଶଣି ଫୁଟିଲା! କାରଣ ସେ ଖୁବ୍ ଅପ୍ରତ୍ୟାଶିତ ଭାବରେ ବବଲୁର ପ୍ରେମରେ ପଡ଼ିଯାଇଥିଲା


ବବଲୁ ଜାଠ୍ ସମ୍ପ୍ରଦାୟର ହୋଇଥିଲେ  ମଧ ବେଶ୍ ଷାଇଲିସ୍ ଥିଲା ! ଭଲ ପୋଷାକ ପିନ୍ଧୁ ଥିଲା ! ତାର ଗଲିଚଳଣ ଉତ୍ତମ ଥିଲା ! ତାର କଥ! କହିବାର ଭାଙ୍ଗି  ଭିନ୍ନ ଥିଲା  ! ସେଥିଲା ଗି ପ୍ରଥମ ଦେଖାରେ  ତାଳୁ ମନ କେଇ ବସିଲା ପ୍ରତିଭା ! ଖାଲି ମନ ଦେଲାନାହିଁ, ନିଜର ସୁଖ, ଦୁଃଖ ସବୁ କିଛିକୁ  ସେ ବବଲୁ ନାମରେ କରିଦେଲ!

ଭୂଦେବୀ! ପ୍ରତିଭାର ମା’! ଦିନେ ସେ ଅନୁଭବ କଲେ, ପ୍ରତିଭା କେମିତି ବଦଳିବ! ଭଳି ଲାଗୁଛି! ଡେରିରେ ଘରକୁ  ଫେଗୂଛି' ସବୁ ବେଳେ  ଖୁସି ଖୁସି ରହୁ ଛି  ଗୁଣୁ ଗୁଣୁ  ହେଇ ଗାତ ଗାଉଛା  ଏକା ଏକ!  କଥା ହେଉଛ! ମନକୂ ମନ ହସି ଦଉଛି! ଦିନେ ସେ ପଗରିକେ- ପ୍ରତିଭା! ତୋର କଣ ହେଇଛି! ତୂ ଡେରିରେ ଘରକୁ ଫେରୁଛୁ ?

ପ୍ରେମରେ ପଡ଼ିଲେ ଆଉ କିଛି ହେଉ କି ନ ହେଉ ଜଣେ  କିନ୍ତୁ ମିଛ କହିବା ଶିଖୀ   ଯାଏ! ଏଇ ଯେମିତି ପ୍ରତିଭା! କହିଲ! ଯେ , କଲେକରେ ଏଣିକି ଏକ୍ସଟ୍ରା    କ୍ଲାସ  ନେଉଛି! ସେଥିଲା ଗି ସେ ଡେରିରେ ଫେରୁଛି! ବାସ୍ତବରେ କଲେଜରୁ କାସ୍ ସାରି ସେ ବବଲୁ ପାଖକୁ ଯାଉଥିଲା  ସେଥିଲା ଗି ତାର ଘରକୁ ଫେରିବା ଡେରି ହେଉଥିଲା

ଣ ପାଇଁ କେଜାଣି, ଝିଅର ଉତ୍ତର ଭୂଦେବୀଙ୍କୁ ସନ୍ତୁଷ୍ଟ  କରିଲା ନାହିଁ ! ସେ ସବୁକଥା ବିଜୟ
ପ୍ରତାପ୍ ଙ୍କୁ  କହିଲେ! ତ ବିଜୟ ପ୍ରତାପ ଅଚାନକ୍ ଚିନ୍ତା  ମଗ୍ନ ହୋଇଗଲେ! ବାସ୍ତବରେ ପ୍ରତିଭା ଏବଂ ବବଲୁର ପ୍ରେମ କାହାଣୀ ତାଙ୍କ ନିକଟାରେ  ପହଞ୍ଚୀ  ସାରିଥିଲା ! କିଛିଦିନ ତଲେ
ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ତାଙ୍କୁ ସତର୍କ କଗେଇ ଦ୍ଦେଇ କହି ଥିଲେ  ଯେ, ‘ପ୍ରଢିଭା ଜାଠ୍ ଘରର ପିଲା ବବଲୁ ସହିତ ମିଶିବା ଠିକ୍ ନୁହେଁ! ସେମାନେ ଦଳିତ! ଆମେ ସମ୍ଭ୍ରାନ୍ତ   ଆମ ଭିତରେ ସମ୍ପର୍କ ଅସମ୍ଭବ ସେଦିନ ସେ ବନ୍ଧୁଙ୍କ କଥା ଉପରେ ଗୁରୂତ୍ୟା ଦେଇ ନ ଥିଲେ  କାରଣ ଝିଅ
ଉପରେ ତାଙ୍କର ପୂର୍ଣ ଭରସା ଥିଲା  ! ହେଲେ ପତ୍ନୀଙ୍କ ଠା ରୂ ଝିଅର ଡେରିରେ ଫେରିବା କଥା ଶୁଣି ତାଙ୍କର ତାଙ୍କର ମୁଣ୍ଡବିନ୍ଧା ଆରମ୍ଭ ହୋଇଗଲା ! ସେ ପ୍ରତିଭାକୁ ଡାକି ସତର୍କ କରେଇଦେଲେ! ଆଉ ପ୍ରତିଭା ବି ବାପାକୂ ଭରସା ଦେଇ କହିଲା ଯେ, ସେ ହେଉଛି ଠାକୁର ସମ୍ପ୍ରଦାୟର ଝିଅ ! ତାଭିତରେ ବି ବାଘେଲା ବଂଶର ରକ୍ତ ବହୁ ଛି! ସେ ପୁଣି ଗୋଟେ ଦଳିତ ଟୋକାର ପ୍ରେମରେ ପଡ଼ିବା ପୁଣି ସେ ତ ନିଜେ ଜାଠ ମାନଙ୍କୁ  ଘୃଣା କରେ!

ପ୍ରତିଭା ସିନା ବାପାଙ୍କ ମନ ରଖିବା  ପାଇଁ ଏଭଳି କଥା କହିଦେଲା! ହେଲେ ରା ତିରେ ସେ ଠିକ୍ ରେ  ଶୋଇପାରିଲା  ନାହିଁ! କାରଣ ସେ ଚ୍ଚାଣିଥିଲା ସେ, ଯେଉଁ ଜାଠ ମାନଙ୍କୁ ସେ ଗାଳିଦେଲା  ସେମାନଙ୍କ ମଧରୁ ଜଣେ ହେଊଛି ତା  ସ୍ଵାମୀ ବବଲୁକୂ ସେ ସିନା ତାର ଦେହ ହେଇନାହିଁ, ହେଲେ ମନ, ହୃ ଦୟ ସବୁକିଛି ସମର୍ପଣ କରି ସାରିଛି  ! ତେଣୁ କିପରି ସେସ୍ଵାମୀର ସମ୍ପ୍ରତାୟକୂ ଘୃଣା କରିବା  ଭଳି ପାପ କରିପାରିଲା

ତାପରଦିନ ସେ ବବଲୁକୂ ଭେଚିଳା ଓ ତାଛାତିରେମୁହଁ ରଖୀ କାନ୍ଦି  ବାକୁ   ଦିତାକୂ ଲାଗିଲା କହିଲା, ବବଲୁ ମୁଁ ବଦୂତବଡ଼ ପାପ କରିଛି! ସବୃ ଶୁଣି ବବଲୁ ହସିଲୀ ତାମୁହଁକୁ ନିଜର ଦୁଇ ହାତରେ ତୋଳିଧରି କହିଲା - ଏଥିରେ  ପାପ କାହିଁ ପ୍ରତିଭା ? ପୁଣି ତୁମେ ଦୋଷ କେମିତି କଲ ? ଆରେ ! ତୁମେ ତ ଆମ ପ୍ରେମକୁ ବଂଚେଇବା  ପାଇଁ ଏମିତି କହିଁଛ !ଆଉ ଏମିତି ବି କରିବାର ଆବଶ୍ୟକ ଥିଲା  ପ୍ରତିଭା କହିଲା, ଏମିତି ଆଉ ବେଶିଦିନ ଚାଲି ପାରିବ  ନାହିଁ ବବଲୁ!ବା ପା ଜାଣିଗଲେଣି! ତାଙ୍କର ସନ୍ଦେହ ମୋଉପରେ ରହିବ  ଆଉ ସେ ବି ମୋତେ ଜୋରକବରଦସ୍ଥ ବାହୀ କରେଇ ଦେଇପାରନ୍ତି  ! ମୁଁ ଗହେଁଗଲ ଆମେ କୁଆଡ଼େ ପଳେଇଯାଇ ସେଠାରେ ବିବାହ କରିବା! କାରଣ ଏଠି ଆମକୁ ଏମାନେ ଏକତ୍ର ହେବାକୁ ଦେବେନାହିଁ! ଏବଂ  ତାହା ହିଁ ହେଲା ! ପ୍ରତିଭା ଏବଂ  ବବଲୁ ଅଚା ନକ ଦିନେ  ଫେଗର୍ ହୋଇଗଲେ! ଗାଁରେ ଚହଳ ପଡ଼ିଗଲା ଯେ  , ଗୋଟିଏ ଜାଠ୍ ଟୋକା ଠାକୁର ଜାତିର ଝିଅକୁ ନେଇ ପଳେଇ ଯାଇଛି! ମରହରା   ଥାନ! ଅଧିକାରୀ   ଦେଖିଲେ  ଠାକୁର ଏବଂ ଜାଠ୍ଇଂ ମଧରେ ହାଣକାଟ ଲାଗିବ! ସେଥିଲା ଗି ସେମାନେ ଆଗୁଆ ପଦକ୍ଷେପ ନେଇ ପ୍ରତିଭା ଏବଂ ବବଲୁ କୁ  ଖୋଜିବାରେ ଲାଗିଗଲେ!
ସେମାନଙ୍କୁ ° ଆଲିଗତ୍ ରେ  ଉଦ୍ଧାର କରି ମର  ହରା  ଅଣାଗଲା ପ୍ରତିଭାକୁ ବିଜୟ ପ୍ରଢାପଙ୍କ ଜିମା ଦିଆଯିବା  ସହିତ ଜଣେ ଯୁବତାକୂ ଅପହରଣ କରିଥିବା  ଅଭିଯୋଗରେ ବବଲୁକୁ ଜେଲ୍ ପଠେଇ ଦିଆଗଲା ! ଗାଁ ସାର! ନିନ୍ଦା ଋଚୂଥିଲା  ପ୍ରତିଭା ନାମରେ! ତେଣୁ ବିଜୟ ପ୍ରତାପ ନିଜ ପରିବାରକୁ ନେଇ କାସ୍ ଗଞ୍ଜର ଗଙ୍ଗ ଶ୍ୱର କଲୋନୀ ରେ ଥିବା  ତାଙ୍କର ଆଉ ଏକ ଘରକୁ ଗଲିଗଲୋ ପ୍ରତିଭାକୁ କଡ଼! ସୁରକ୍ଷା  ମଧରେ ରଖାଗଲା ତାର ମୋବାଇଲ୍ ନମ୍ବର  ବଦଳେଇ ଦିଆଗଲା ! ତାର କଲେକ୍ ପଢ଼ା ବନ୍ଦ କରିଦିଆଃ ଗଲା
ପାଞ୍ଚମାସ ପରେ ଜେଲ୍ ରୁ  ଫେରିଲା  ବବଲୁ! ଜେଲ୍ ରେ   ରହିବ! ଭିତରେ ପ୍ରତିଭା ପ୍ରତି ତାମନରେ ଥିବା  ପ୍ରେମ ଖୁବ୍ ବଳିଷ୍ଠ ହୋଇଯାଇଥିଲା ! ସେ ଗାଁକୁ ଫେରି ପ୍ରଥମେ ପ୍ରତିଭା କୂ ଖୋଜିଲା! ପାଇଲା  ନାହିଁ! ତାମୋବାଇଲ୍ କୁ  ଟ୍ରା ଏ କଲା , କଲ୍ ଲାଗିଲା ନାହିଁ! ଏହା ସତ୍ୱେ  ସେ ସାମାନ୍ୟ ବି ନିରସ ନିରାଶ  ହେଲାନାହିଁ! ତାର ଦୃଢ଼ ବିଶ୍ବାସ ଥିଲା  ପ୍ରତିଭା! ଉପରେ ଓପ୍ରତିଭା ର  ଭଲପାଇବା ଉପରେ! ସେ କାଇଦା କୌଶଳ କରିପ୍ରତିଭା   ର ନୂଆ ନସର ସଂଗ୍ରହ କଲା ଓ ପ୍ରତିତାକୂ ଡାଏଲ୍ଲେ ! ତାର ଅନୁମାନ ଥିଲା ଶହେ ପ୍ରତିଶତ ସତା  ଜେଲ୍ କୁ  ଯିବା  ପୂର୍ଚରୁ  ପ୍ରତିଭା ତାର ଥିଲା  ଆଉ ଫେରିବା ପରେ ବି ତାର ହେଇ ରହିଥିଲା  ତାଫୋନ୍ ପାଇବ! ପରେପ୍ରତିଭା ଛାତିରୁ ଉଠୁଥିବା   ପ୍ରତିଟି କୋହ ଆଉ ତାଓଠ ଛୁଇଁଖସି ଆସୁ ଥିବା  ଗୋଟିଏ ଗୋଟିଏ ଶବ୍ଦ ବବଲୁକୂ ଏକଥାକହି  ଦେ ଉଥିଲା  ଯେ, ପ୍ରତିଭା ତାର! କେବଳ ତାର!
ପ୍ରତିଭା କହିଲା- ବବଲୁକୁ ! ଢେର ହେଇଗଲା ! ଆମେଆଜି ରା ତିରେ ପଳେଇଯିବା  ଯଦି ଦ  ର କୋର ପଢ଼େ, ମୁଁତୋ  ପାଇଁ ଆତ୍ମହତ୍ୟା କରିବାକୁ ରାଜି ! କିନ୍ତୁ ତୋତେ ଛାଡ଼ି ଆଉ ମୁହୂର୍ତ ଟେ  ବି ରହିପାରିବି ନାହିଁ!ପ୍ରତିଭା ର ପ୍ରତ୍ୟେକଟି କଥା ବବଲୁ ପାଇଁ ଥିଲା  ବେଦବାକ୍ୟ   ଭଳି ପାଳନୀୟ! ସେହି ଗତିରେ ନିଜର ବେଗ  ଧରି ଘରୁ ବାହାରି ଆସୁଥିଲା ପ୍ରତିଭା ହେଲେ ସେତିକିବେଳେ ତାର ସାନ ଭାଇ  ନିଦ ଭାଙ୍ଗି ଗଲା ଓ ସେ ଉଠି ସମସ୍ତଙ୍କୁ ଡାକି ଡେଲଲା   ! ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ ସେମାନଙ୍କର! ଓଲଟି ପଞ୍ଚାୟତ ବସି ନିଷ୍ପତି ହେଲା ଯେ, ପ୍ରତିଭାକୁ କେବଳ ଘର ଭିତରେ ରଖାଯିବା ବାହାରକୁ ଛଡ଼ାଯିବ ନାହି! ସେହିଭଳି ବବଲୁକୂ ନିର୍ବେଶ ଦିଆଗଲା ଯେ. ସେ , ସେ ଯେପରି ଭୁଲରେ ସୁଦ୍ଧା ପ୍ରତିଭାର ଛାୟା ସ୍ପର୍ଶ   ନ କରୋ
ହେଲେ ପ୍ରେମର ମନ୍ତ୍ର ରେ ଦାଷିତ ପ୍ରତିଭା ଏବଂ ବବଲୁ ଙ୍କ ନିକଟରେ ଏଭଳି ନିହେଁଶ ନାମାର କୌଣସି ଅର୍ଥ ହିଁ ନ ଥିଲା |ପ୍ରତିଭା କହିଲା- ବବଲୁ! ମୁଁପ୍ରତ୍ୟେକ ଗତିରେ ମୋର ବା ପାମାଏବଂ ଅନ୍ୟମାନଙ୍କୁ ନିଦ ଔଷଧ ଖୁଆଇ ଶୁଆଇଢେବି! ଆଉ ତାପରେ ତୂ ଗଲିଆସିବୁ  ରୁ! ବାଆସ୍ମୁଁ ତୋ ସହ ପ୍ରତ୍ୟେକ ରାତିରେ ତୋରି ସ୍ତ୍ରୀ  ହେଇ ରହିବାକୁ ଗହେଁ! ମୁଁ ଏମାନଙ୍କୁ ଜଣେଇଦ୍ଦେଗକୂ ଗହେଁ ପେ, ଆମ  ପ୍ରେମକୁ ଏମାନେ ଚେଷ୍ଟା  କରି ବି ଅଟକେଇ ପାରିବେ ନାହିଁ! ମୁଁ କେବଳ ତୋରି ସ୍ତ୍ରୀ
       ରାତିରେ ଶୋଇବା ବେଳେ ବିଜୟ ପ୍ରତାପ ବାହାରେ ଗଦି  ପକାଇ ଶୋଉ  ଥିଲେ   ସେଥି ଲାଗି  ପ୍ରତିଭା ନିଜ ଶୋଇବା ଘରର ଛାତରୁ ପ୍ରତିଦିନ ଟା  ଇଲ୍ ଖୋଲି ଦ୍ଦେଉଥିଲା ସେହିବାଟ ଦେଇ ଘର ଭିତରକୁ ଗଲି ଆସୁଥିଲା ବବଲୁ! ପ୍ରତ୍ୟେକ ଦିନ ରା ତିରେ ବବଲୁଋ ସ୍ତ୍ରୀ  ସାଜୁଥିଲା ପ୍ରତିଭା ସେଥିଲାଗି ବବଲୁ ତାପାଇଁ ଶାଢ଼ି, ଚୁ ଡ଼ି ଆଉ ସିନ୍ଦୁର  ରନେଇ ଆସୂଥିଲା  ସେଇ ସବୁ କୂ ପିନ୍ଧୁ ଥିଲା ସେ! ପତ୍ନୀ  ଧର୍ମ ପାଳୁ ଥିଲା ସେ ! ସକାଳୁ କେହି ଉଠିବ! ଆଗରୁ ବବଲୁ ପୁଣିଥରେ ନିଜ ଘରକୁ ଗଲି ଯାଉଥିଲା
  ପ୍ରତ୍ୟେକ ଦିନସକାଳେ ପ୍ରତିଭା ମାଡ଼ ଖାଉଥିଲା କାରଣ, ସେ ନିଜ  ମୁଣ୍ଡରୁ ବବଲୁ ପିନ୍ଧେଇ ଦଊଥିବା  ସିନ୍ଦୁର ପୋଛିବାକୁ ଗହୁଁନ ଥିଲା ! ଏମିତି ପ୍ରତିଦିନ ଦେଖି ବିଜୟ   ପ୍ରତାପ ଓ ଭୂଦେବୀ ଭାବି ନେଇ ଥିଲେ ଯେ , ପ୍ରତିଭା ମୁଣ୍ଡ ଖଗପ ହୋଇଯାଇଛି! ସେ ପାଗଳା ହୋଇଯାଇଛି ! ନ ହେଲେ ରା ତିରେ ବୋହୁସାଜି ଖେଳ ଖେକୂଥାନ୍ତା  ର୍କଣ ପାଇଁ ?

ଏଭଳି କଥା ଶୁଣି ପ୍ରତିଭା ହସୁ ଥିଲା ! ତାସିନ୍ଥିରେ  ସେ ନିଜର ହାତକୁ ଅତି ସରା ଗରେ ବୁଲେଇ ନଉ ନଉଭାବୁ ଥିଲା ମୁଁ ମିଛଗେ ନୁ ହେଁ; ସତରେ ବୋହୁ ବୋହୁକା ଖେଳ ଖେକୂଛି! ତୁମେମାନେ ଚେଷ୍ଟା  କରି ବି ଡାକୁ ରୋ କିପାରିବ ନାହିଁ!
ସବୁଦିନ ସମାନ ଯାଏନାହିଁ! ଦି ନେ ଗତିରେ ନିଜପରିବାର ଲୋକଙ୍କୁ ନିଦ ଔଷଧ ଦେବାକୁ ଭୁଲିଯାଇଛି ପ୍ରତିଭା ! ବବଲୁ ଆସି ପହଞ୍ଜଗଲା  ! ତାକୁ ସେ ଚେଷ୍ଟାକରି ବି  ଫେରେଇ ଦେଇପାରିଲା ନାହିଁ  ! ବିଜୟ ପ୍ରତାପ ଢାଣିଗଲେ  ସବୁକିଛି! ଆଉ ବବଲୁକୂ ଘର  ଭିଡରେ ବନ୍ଦକରି  ରଖୀ  ଦେଲେ  |ନିଜର କିଛି ଘନିଷ୍ଠ ସାଙ୍ଗକୁ ଡକେଇ ପଠେଇଲେ! ବବଲୁ ଜାଣିଲେ ଯେ , ତ!ଜୀବନ ବିପଦରେ! ସେ ଥିଲାଗି ସେ ତାର ସାଙ୍ଗକୁ ମାନଙ୍କୁ ମଧ ଫୋନ୍ କରି ତାକୁ ବଞ୍ଚାଇଢାକୂ ଡାକିଲା! ମାତ୍ର ସେମାନେ ଆସି ପହଂଚିବା  ପୂର୍ବରୁ ବବଲୁକୂବିଜୟ ପ୍ରତାପ ହତ୍ୟା କରିସାରିଥିଲେ

ତ!ପରଦିନ ସକାଳେ ପୋଲିସ ବବଲୁର ରକ୍ତରଂଜିତ   ଶବକୁ ଘର ଭିତରୁ ଉଦ୍ଧାର କଲା ! ତାନିକଟରେ ବେହୋସ୍ହେଇ ପଡି଼ଥିଲା  ପ୍ରତିଭା! ପ୍ରତିଭାର ବୟାନ ଅନୁଯାୟୀ  ବାପ! ମାସମେତ ଅନ୍ୟ ଅପଘଧା ମାନଙ୍କୁ   ପୋଲିସ ଗିରଫ କଲୀ ଏକୁଟିଆ ହେଇ ଘରକୂ ଫେରିଲା ପ୍ରତିଭା ସେ ମୁଣ୍ଡରୁ ପୋଛି ଦ୍ଦେଲା ସିଦୂର! ବୋହୁବୋହୁକାଖେଳଖେଳିବା ପାଇଁ ଆଉ ବବଲୁ ତାନିକଟରେ ନ ଥିଲା…………..

Thursday 6 August 2015

ଦଣ୍ଡ







ଦିଲ୍ଲୀ ସୂଲତାନପୁରୀର ଏଫ୍ ବ୍ଳକରେ ରହୁଥିଲା! ୩୨ ବର୍ଷ1ୟ କମଲ  ପରିବାରରେ ପତ୍ନୀ  କମଲେଶ୍ଦୁଇଝିଅ ୮ ବର୍ଷ ଓ ୪ ବର୍ଷର ଏବଂ ପୁଅ ୬ ବର୍ଷର ଥିଲେ ! ସେ ପାଠ ପଢି ନ ଥିଲା ! ଏଣୁ ତାର ଜୀବନଶୈଳୀ  ଗରିବଙ୍କ ଭଳି ଥିଲା! ! ପରିବାର ବଢି ଯାଇଥିଲା ହେଲେ ରୋଜଗାର ବଢି ନ ଥିଲା ! ଦିନକୁ ଦୁଇଓଳି ଖାଦ୍ୟ ଯୋଗାଡ଼ କରିବା ତାପକ୍ଷରେ ସମ୍ଭବ ନ ଥିଲା ! ଏଣୁ କମଲେଶ ବାଧ୍ୟ ହୋଇ ଘରୁ ଗୋଡ଼ କାଢିଥିଲା ! ମୁନ୍ଦକାରେ ସେ ଏକ ଫାକ୍ଟ୍ରି  ରେ କାମ ପାଇଗଲା ! ଏହା ଥିଲା ପ୍ରାୟ ୩ ବର୍ଷ ତବର କଥ! ! ଉଭୟ ପତି ପତ୍ନୀ ଙ୍କ ରୋଜଗାର ହେବାରୁ ଏବେ ପରିବାର ରରରେ ଚନ୍ଧୁଥିଲା ! ପିଲାମାନେ ମଧ୍ୟ  ଖୁସି ଥିଲେ ! ଚକୋଲେଟ୍, ବିସ୍କୁଟ ଓ କ୍ଷୀର ପାଇଁ ଆଉ ପ୍ରିଲାମାବକୁ ଗୋଡ଼ ବାଡ଼େଇବା ପାଇଁ ପଡ଼ୁନ ଥିଲା ତିନିବର୍ଷ ଏଭଳି ଖୁସିରେ ପାରିବାରିକ ଜୀବନ ଆଗକୁ ବଢିଥିଲା



ଦିନେ କମଲର ଜଣେ ସମ୍ପର୍କ1ୟ ଖବର ଦେଲା କି କମଲେଶ ଯେଉଁଠି କାମ କରୁଛି ସେଠାରେ ସତୀଶ ମଧ୍ୟ  କାମ କରୁଛି ! ତାଙ୍କ ଭିତରେ ରୋମାନ୍ସ ଚାଲିଛି ! ଏକୁଟିଆ ସେମାନେ ଅନୈତିକ ସମ୍ପର୍କରେ ଲିପ୍ତ ହେଉଛନ୍ତି   ! ଜଣେ ସ୍ୱାମୀ ପାଇଁ ସ୍ଥ! ବିଷୟରେ ଏଭଳି ଶୁଣିବା ସବୁଠାରୁ କଠିନ କମଲ ମୁଣ୍ଡ ଗରମ ହୋରଯାଉଥିଲା ! ନିଃଶ୍ବାସର ଗତି ବଢିଯାଉଥିଲା ! ସେହି ମୁହୁର୍ଭରେ ସେ ଫାକ୍ଟ୍ରି  ଯାଇ ସତ୍ୟାସତ୍ୟ କଣ  ଜାଣିବା ପାଇଁ କରିବା ପାଇଁ ଚାହୁଁଥିଲା! ! ହେଲେ ସେ ଚ୍ୟାକ୍ରିଗୁ ଆସିବା ପାଇଁ ଅପେକ୍ଷା ଲୋ ! କମଲେଶ ଫେରିବାପରେ କମଲ ତାଳୁ ସିଧାସକଖ ପଚାରିଲା, ସେ ସତୀଶ ସହ ଡୋର କଣ ସମ୍ପର୍କ ! କଣ ଏମିତି  ଅଭାବ ହେଲା ଯେ ସେ ପୂରଣ କଲା ଏଭନି ପ୍ରଶ୍ନରେ କମଲେଶ ହଡ଼ବଢ଼େଇ ଗଲା ! ଏଥି ପାଇଁ ସେ ସମ୍ପୂର୍ଣ୍ଣ ଅପ୍ରସ୍ତୁତ ଥିଲା ! ହେଲେ ଅଭିଜ୍ଞ କମଲେଶ ପରିଘିତିର ଗରୂତ୍ଵକୁ ଅନୁଭବ କରି କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି କହିଲା, ମୁଁ ଯଦି ମନା କରିବି ତୁମେ ବିଶ୍ୱାସ କରିବନି ! ଯେହେତୁ ତୂମ କାନରେ ପଡ଼ିଛି ତେଣୁ ନିଶ୍ଚୟ ତ କିଛି ଅଛି ! ଜିତୁ ତୁମେ ଯୋଉ ଏତେକଥା ଭାବି ନେଇଛ ସେମିତି ନୁହେଁ ! କମଇ କିଛି ଭାବି ପାଗୁନ ଥିଲା ! ସେ କହିଲା, କମଲେଶ ତୁମେ ସତଳୁହ ଏଇଟା ଜୋକ   କରୁଛ ! କମଲେଶ ସମୟ ନ ନେଇ କହିଲା, ମୁଁ ଜୋକ  କରୁନି ! ସତୀଶକୁ ଆକ୍ଚୁଆଲି ମୁଁ ଭଲ ପାଉଛି ! କମଇ କମଲେଶର ତଂଟି ଚିପି ହତ୍ୟା କରିବା ପାଇଁ ଚାହୁଁଥିଲା ! ହେଲେ କଷ୍ଟକୁ ଚାପି ସେ କହିଲା, ଣ ଏମିତି ମେ! ଭଲ ପାଇବାରେ କମ ହେଲା ଯେ, ତୁମେ ଏଭଳି ସତୀଶ ପାଖକୁ ବାରିଗଲ କମଲେଶ ମଧ୍ୟ  ଜାଣିଥିଲା ଯେ ଏଭଳି ସମୟ ଆସିବାର ଥିଲା! ! ଏଣୁ ସେ ସମୟ ନଷ୍ଟ ନ କରି କହିଲା, ତୁମ  ପାଖରେ କଣ ଦୂର୍ବଳତା ଅଛି, ତୁମେ ଚ୍ଚାଣିନ ! ତୂମେ ଶାରୀରିକ ସମ୍ପର୍କ ରଖ୍ବା ପାଇଁ ଅସମର୍ଥ ! ତୂମ ଠାଗୁ ସତୀଶ ଶହେଗୁଣ ସମର୍ଥ ! 
         ଏ କଥ! କଣ ମୁହଁ ଖୋଲି କରିବାକୁ ପଡ଼ିବ ! କମଲ କହିଲା, ତୁମେ ତିନି ତିନିଟା ପିଲାର ମା’ ! ମୁଁନପୁ°ଷକ ନୁହେଁ ! କମଲେଶ କହିଲା, ଖାଲି ମାହୋଇଗଲେ ପୁରୁଷର ସାମର୍ଥ୍ୟ ପ୍ରମାଣିତ ହୁଏନି ! କମଲ ପାଇଁ ଆଉ କୌଣସି ଚାଟ ନ ଥିଲା କମଲେଶକୁ ବୁଝାଇବ! ପାଇଁ ! ସେ ତାଟୁଟିକୁ ଧରି ଭିଡି  ଆଣି ପିଟିବାକୁ ଲାଗିଲା ! ଏଭଳି ଦୃଶ୍ୟରେ ୩ ପିଲା ପାଖରେ ଛିଡ଼ା ହୋଇ ଭୟଭୀତ ହୋଇ ପଡି଼ଥିଲେ ! ସେମାନେ ଭାବି ପାରୁ ନଥିଲେ ଯେ ବାପା କାହିଁକି ମାକୁ ପିଟୁଛଛି ! ପ୍ରାୟ ୧୦ ମିନିଟ୍ ଏହି ତାଣ୍ଡବଲୀଳା ଚାଲିବ! ପରେ ସେ କମଲେଶକୁ ଟେତାନୋ ଦେଲା କି ସତୀଶ ସହ ଯବି ଭବିଷ୍ୟତରେ ସେ ଆଉ ମିଶେ ତେବେ ପରିପିତି ଭୟାବହ ହେବ ଚୂମ ବୃଇଜଣଳୁ ମୁଁ ହତ୍ୟା କରିବି ! ସେ କମଲେଶକୁ କାମକୁ ଯିବା ବନ୍ଦ କରିପାରିଲା ନାହିଁ ! କାରଣ ତାର ରୋର୍ଜ ଗାରରେ ପରିବାରର ସିଂହଭାଗଖର୍ଜ ହେଉଥିଲା! ! କେବଳ ଏତିକି ସତର୍କ କରାଇ କମଲ ବାହାରକୁ ଚାଲିଯାଇଥିଲା କମଲେଶ ଚଟାଣରେ ପଡି଼ ଅସଜଡ଼ା ଲୁଗାକୁ ସଜାଡ଼ିବା ସହ କ୍ଷତକୁ ନଜର କରୂଥିଲା ! ଆଉ ତାର ସେଇ ପୁରୁଣା ଦିନକୁ ମନେ ପକାଉଥିଲା

           ସୁଲତାନପୁରୀ ଏଫ୍ ବ୍ଳକର ଏକ ବସ୍ତିରେ ୨ ୨ ବର୍ଷାୟ ସତୀଶ ରହୂଥିଲା କମଲେଶ କାମ କରୂଥିବା ଫାକ୍ଟ୍ରି ରେ ସେ ବି କାମ କଗୁଥିଲା ! କମଲେଶ ସତୀଶର ସହୀୟିକୀ ଭାବରେ ନିଯୁଢି ପାଇଥିଲା ଏକାଠି କାମ କରିବା ବେଳେ ସେମାନେ ନିକଟତାର  ହୋଇ ଥିଲେ ! ଦୈହିକ ସମ୍ପର୍କର ଷୁଧା ଉଭୟଙ୍କ ଭିତରେ ଥିବା ରୂ ଅଳ୍ପ ଦିନ ମଧ୍ୟ ରେ ସେମାନେ ପରସ୍ପର ର ମନକଥା ଚ୍ଚାଣିଥିଲେ !ମନକଥ! ଜାଣିବ! ଦିନଠାରୁ ସେମାନେ ପରସ୍ପରକୁ ପାଇବ! ପାଇଁ ବ୍ୟଗ୍ରହଲେ ! କମଲେଶ ବୟସରେ ବଡ଼ କୋଇଥିଲେ ମଧ୍ୟ  ଶାରୀରିକ ସମ୍ପର୍କର ଷୁଧାରେ ସେ ପାଗଳ ହୋଇ ଯାଇଥିଲା ! ୨ ୨ ବର୍ଷାୟ ସତୀଶକୁପାଖରେ ପାଇବ! ପାଇଁ କମଲେଶ କ୍ରମଶ8 ଚ୍ୟାକୁଳ ଦ୍ଦେଭଥିଲା ! ଅନେକ ସମୟରେ ସେମାନେ ବିଭିନ୍ନ ପ୍ରକାରର କୋକ୍ କଗୁଥିଲେ ! ଏଥିରେ କମଲେଶ ଉପାହିତ ହେଉଥିଲା ! ସେମାନେ ଶାରୀରିକ ସମ୍ପର୍କ ପାଇଁ ଜାଗା ଖୋକୁଥିଲେ ! ଦିନେ ସତୀଶ ଘରେ କେହି ନ ଥିଲେ ! ଏହାକୁ ସୁବର୍ଶ୍ଵ ସୁଯୋଗ ଭାବି ସତୀଶ କମଲେଶକୁ ଘରକୁ ଡ଼ାକିଲା ! ଫାକ୍ଟ୍ରି ବନ୍ଦ ହେବ! ପରେ କମଲେଶ ସତୀଶ ଘରକୁ ଆସିଲା ! ଆଗରୁ ସେମାନେ ଏହି ସମ୍ପର୍କକୁ ନେଇ କଥା ହୋଇ ନଥିଲେ ମଧ୍ୟ  ସତୀଶ ଘରକୁ ଡାକିବ! ନେଇ ଉଦ୍ଦେଶ୍ୟ କମଲେଶ ବୁଝି ସାରିଥିଲା ! ନାରୀ ଯେତେବେଳେ ସମପିତ ହେବାକୁ ପ୍ରସ୍ତୁତ ଥାଏ ସେତେବେଳେ ପୁରୁଷକୁ ଏହି କାମ ଆହୁରି ସହଜ ହୋଇଯାଏ ! ଏଣୁ ସମୟ ନଷ୍ଟନ କରି ସେମାନେ ଶାରୀରିକ ସମ୍ପର୍କରେ ଲି ପ୍ତ ହେଲେ



ସେହି ଦିନଠାରୁ ସେମାନଙ୍କ ମଧ୍ୟ ରେ ପନ୍1-ପତିର ସମ୍ପର୍କ ଆରମ୍ଭ ହେଲା ! କେବଳ  ଶାରୀରିକ କ୍ଷୁଧା ମେଣ୍ଟାଇବା ପାଇଁ ନୁହେଁ ବରଂ ସବୁ ଦିଗରୁ କମଲେଶର ମନ ଆଉ ଶରୀରରେ ସତୀଶ ବସା ବାନ୍ଧି ଥିଲା ! ଏଣୁ କେବଳ କାଗଜପତ୍ରରେ କମଲର ପତ୍ନୀ  ଭାବରେ ସେ ଥିଲା ବେଳେ ବାସ୍ତବରେ ପତ୍ନୀ ର କାର୍ଯ୍ଯ ସେ ସତୀଶ ପାଖରେ କରୂଥିଲା ! ଯେତେବେବେ ଏହି ଘଟଣାର ପର୍ବା ଉଠିଲା ସେତେବେଳେ କମଲେଶ ଆଉ ମିଛ କହିବା ପାଇଁ ଚାହିଁଲା ନାହିଁ ! ସେ ସିଧାସିଧା ସ୍ୱୀକାର କଲା

କୌଣସି ପୁରୁଷ ତାର ପନ୍1ର ଅନୈତିକ ସମ୍ପର୍କକୁ ସ୍ୱୀକାର କରି ପାରେନି କେମିତି ବ! କମଲ ସ୍ୱୀକାର କରିଥାନ୍ତା ! ସେ କମଲେଶକୁ ଚେତୀବନ! ସିନା ଦେଲା, ହେଲେ ତାମୁଣ୍ଡ କାମ କରୁନ ଥିଲା ! ସେ ସତୀଶ ପାଖରେ ପହଞ୍ଚିଲା ! ତାଳୁ ସିଧାସଳଖ ଧମକ ବେଲା କି ମେ! ପନ୍! ଠାରୁ ଦୂରରେ ଗୁହ ! ନହେଲେ ପରିଣତି ଭୟାବହ ହେବ ! କମଲ ଠାରୁ ଏଭଳି ଧମକ ଶୁଣି ସତୀଶ ରୟ କରିଗଲା ! ସେ ସେଠାରେ ଆଉ ନ ରହି ସ୍ଵରନ୍ ପାର୍କରେ ରହୁଥିବା  ତାମାମୁଘରକୁ ପଳାଇଲା ! ସେଠାରେ ରହିବା ପରେ ମଧ୍ୟ  ସତୀଶ କମଘେଶର ଶରୀରର ଆକର୍ଷଣରୁ ମୁକ୍ତି  ପାଇପାରିଲା ନାହିଁ ସେମାନେ ସୁବିଧା ଦେଖୀ  ତ୍ୟାକ୍ରିରେ ମଧ୍ୟ  ଏହି ସମ୍ପର୍କରେ ଲିପ୍ତ ହେଲେ



କମଲ କଣେ ଅପରାଧୀ ପ୍ରବୃରି ଲୋକ ଥିଲା ! ଆଦର୍ଶ ନଗର ଥାନାରେ ତାର କ୍ରିମିନାଲ ରେକାର୍ଡ  ଥିଲା ! ଏଣୁ ତାମନରେ ଥରେ ଅପରାଧ କରିବା ପାଇଁ ବୁଦ୍ଧି   ଯୁ ଟୁଥିଲା ମାନେ ସେ ତାଳୁ ସଫଳ  କରିବା ପାଇଁ ଲାଗିପଡୁଥିଲା ! ଏଣୁ ସତୀଶ ଯେହେତୁ ତାର ଶଡ଼ୁ ଥିଲା ସେଥ୍ପାଇଁ ସେପାଇଁ  ତାକୃ ହତ୍ୟା  କରିବା ପାଇଁ ଷଡ଼ଯନ୍ତ୍ର ଆରମ୍ଭ କରିଥିଲା



୨0୧୩ ମସିହା ଡିସେମ୍ବର ୧୦ ତାରିଖ ଦିନ କମଲେଶ ଓ ସତୀଶ ବିଏତ୍-ବ୍ଳକ ମାର୍ବେଟରେ ଦେଖାହେବା ପାଇଁ ଯୋଜନା  କଲେ ! ଏ ବିଷୟରେ କମଇ ଚ୍ଚାଣିଗଲା ! ପୂର୍ବରୁ ଶୂଣୁଥିବା  କଥାକୁ ସେ ଦେଖିବ ଟୋଲି ଚିନ୍ତାକଲା ! ରାହୁଲ  ସହ ସେ ବାଇକ ଯୋଗେ ମାର୍ବେଟରେ ପହଞ୍ଚିଲା ସେଠାରେ ସତୀଶ କମଲେଶକୃ ଅପେକ୍ଷା କରିଥିବା  ସେମାନେ ଦେଖି  ବା କୁ ପାଇଲେ ! ସତୀଶ ସହ ଏହି ସମ୍ପର୍କକୁ ନେଇ କମଲର ଯୁତି ତର୍କ ହେଲା କିଛି ସମୟ ମଧ୍ୟ ରେ କମଇ ଏକ ଛୁରୀ  ବାହାର କରି ସତୀଶ ପେଟରେ ଭୁ ସିନ୍ଦେଲା ! ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇ ସତୀଶ ଚିତ୍କାର  କରିବାରୁ ପାଖରେ ଥିବା  ତାକ ମାମୁ ଦୌଡ଼ି ଆସିଲେ ! ଏହ! ଦେଖ୍ ରାହୂଲ ଓ କମଲ ଦଭଡ଼ିଲେ ! ପାଖରେ ଥିବା  କେତେକ ଯୁବକ ଏ ଦୃଶ୍ୟ ଦେଖ  ଅପରାଧୀମାନ ଙ୍କୁ ଧରିବା ପାଇଁ ପିଛାକଲେ ! କିଛି ଦୂରରେ ସେମାନ ଙ୍କୁ  ଧରାଗଲ! ! ସତୀଶକୃ ତୁରନ୍ତ ସଞ୍ଜୟଗାନ୍ଧୀ ହସ୍ପିଟାଲକୁ ନିଆଗଲା ହେଲେ ଡାକ୍ତର  ତାକୁ  ମୃତ ଘୋଷଣ! କରିଥିଲେ ! ଏପଟେ ଉଭୟ ଅପରାଧୀଙ୍ଗୁ ପୋଲିସ ଜିମା ଦିଆଗଲା ! ଡିସେମ୍ବର ୧ ୧ରେ ସେମାନକୁ  କୋର୍ଟ ଚାଲାଣ କରାଗଲା ! ସେଠାରୁ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହୀଚ୍ଚତକୃ ପଠାଇ ଦିଆଗଲା ! ଏବେ ପ୍ରେମିକର ଅକାଳ  ମୃତ୍ୟୁ ଓ ସ୍ୱାମୀଙ୍କ ଜେଲ୍ ଯିବା ପରେ କମଲେଶ ଏକୁଟିଆ ହୋଇଯାରଥିଲା |ତିନି ତିନିଟା ପିଲାଙ୍କ ମାହୋଇ ସେ ଯେଉଁ ଅନୈତିକ ସମ୍ପର୍କ ପୋଡ଼ିଥିଲା! ତାହାର ଦଣ୍ଡ ଯେମିତି ସତେ ତାକୁ ମିଳି  ଯାଇଥିଲା

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...