Thursday, 6 August 2015

ଦଣ୍ଡ







ଦିଲ୍ଲୀ ସୂଲତାନପୁରୀର ଏଫ୍ ବ୍ଳକରେ ରହୁଥିଲା! ୩୨ ବର୍ଷ1ୟ କମଲ  ପରିବାରରେ ପତ୍ନୀ  କମଲେଶ୍ଦୁଇଝିଅ ୮ ବର୍ଷ ଓ ୪ ବର୍ଷର ଏବଂ ପୁଅ ୬ ବର୍ଷର ଥିଲେ ! ସେ ପାଠ ପଢି ନ ଥିଲା ! ଏଣୁ ତାର ଜୀବନଶୈଳୀ  ଗରିବଙ୍କ ଭଳି ଥିଲା! ! ପରିବାର ବଢି ଯାଇଥିଲା ହେଲେ ରୋଜଗାର ବଢି ନ ଥିଲା ! ଦିନକୁ ଦୁଇଓଳି ଖାଦ୍ୟ ଯୋଗାଡ଼ କରିବା ତାପକ୍ଷରେ ସମ୍ଭବ ନ ଥିଲା ! ଏଣୁ କମଲେଶ ବାଧ୍ୟ ହୋଇ ଘରୁ ଗୋଡ଼ କାଢିଥିଲା ! ମୁନ୍ଦକାରେ ସେ ଏକ ଫାକ୍ଟ୍ରି  ରେ କାମ ପାଇଗଲା ! ଏହା ଥିଲା ପ୍ରାୟ ୩ ବର୍ଷ ତବର କଥ! ! ଉଭୟ ପତି ପତ୍ନୀ ଙ୍କ ରୋଜଗାର ହେବାରୁ ଏବେ ପରିବାର ରରରେ ଚନ୍ଧୁଥିଲା ! ପିଲାମାନେ ମଧ୍ୟ  ଖୁସି ଥିଲେ ! ଚକୋଲେଟ୍, ବିସ୍କୁଟ ଓ କ୍ଷୀର ପାଇଁ ଆଉ ପ୍ରିଲାମାବକୁ ଗୋଡ଼ ବାଡ଼େଇବା ପାଇଁ ପଡ଼ୁନ ଥିଲା ତିନିବର୍ଷ ଏଭଳି ଖୁସିରେ ପାରିବାରିକ ଜୀବନ ଆଗକୁ ବଢିଥିଲା



ଦିନେ କମଲର ଜଣେ ସମ୍ପର୍କ1ୟ ଖବର ଦେଲା କି କମଲେଶ ଯେଉଁଠି କାମ କରୁଛି ସେଠାରେ ସତୀଶ ମଧ୍ୟ  କାମ କରୁଛି ! ତାଙ୍କ ଭିତରେ ରୋମାନ୍ସ ଚାଲିଛି ! ଏକୁଟିଆ ସେମାନେ ଅନୈତିକ ସମ୍ପର୍କରେ ଲିପ୍ତ ହେଉଛନ୍ତି   ! ଜଣେ ସ୍ୱାମୀ ପାଇଁ ସ୍ଥ! ବିଷୟରେ ଏଭଳି ଶୁଣିବା ସବୁଠାରୁ କଠିନ କମଲ ମୁଣ୍ଡ ଗରମ ହୋରଯାଉଥିଲା ! ନିଃଶ୍ବାସର ଗତି ବଢିଯାଉଥିଲା ! ସେହି ମୁହୁର୍ଭରେ ସେ ଫାକ୍ଟ୍ରି  ଯାଇ ସତ୍ୟାସତ୍ୟ କଣ  ଜାଣିବା ପାଇଁ କରିବା ପାଇଁ ଚାହୁଁଥିଲା! ! ହେଲେ ସେ ଚ୍ୟାକ୍ରିଗୁ ଆସିବା ପାଇଁ ଅପେକ୍ଷା ଲୋ ! କମଲେଶ ଫେରିବାପରେ କମଲ ତାଳୁ ସିଧାସକଖ ପଚାରିଲା, ସେ ସତୀଶ ସହ ଡୋର କଣ ସମ୍ପର୍କ ! କଣ ଏମିତି  ଅଭାବ ହେଲା ଯେ ସେ ପୂରଣ କଲା ଏଭନି ପ୍ରଶ୍ନରେ କମଲେଶ ହଡ଼ବଢ଼େଇ ଗଲା ! ଏଥି ପାଇଁ ସେ ସମ୍ପୂର୍ଣ୍ଣ ଅପ୍ରସ୍ତୁତ ଥିଲା ! ହେଲେ ଅଭିଜ୍ଞ କମଲେଶ ପରିଘିତିର ଗରୂତ୍ଵକୁ ଅନୁଭବ କରି କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି କହିଲା, ମୁଁ ଯଦି ମନା କରିବି ତୁମେ ବିଶ୍ୱାସ କରିବନି ! ଯେହେତୁ ତୂମ କାନରେ ପଡ଼ିଛି ତେଣୁ ନିଶ୍ଚୟ ତ କିଛି ଅଛି ! ଜିତୁ ତୁମେ ଯୋଉ ଏତେକଥା ଭାବି ନେଇଛ ସେମିତି ନୁହେଁ ! କମଇ କିଛି ଭାବି ପାଗୁନ ଥିଲା ! ସେ କହିଲା, କମଲେଶ ତୁମେ ସତଳୁହ ଏଇଟା ଜୋକ   କରୁଛ ! କମଲେଶ ସମୟ ନ ନେଇ କହିଲା, ମୁଁ ଜୋକ  କରୁନି ! ସତୀଶକୁ ଆକ୍ଚୁଆଲି ମୁଁ ଭଲ ପାଉଛି ! କମଇ କମଲେଶର ତଂଟି ଚିପି ହତ୍ୟା କରିବା ପାଇଁ ଚାହୁଁଥିଲା ! ହେଲେ କଷ୍ଟକୁ ଚାପି ସେ କହିଲା, ଣ ଏମିତି ମେ! ଭଲ ପାଇବାରେ କମ ହେଲା ଯେ, ତୁମେ ଏଭଳି ସତୀଶ ପାଖକୁ ବାରିଗଲ କମଲେଶ ମଧ୍ୟ  ଜାଣିଥିଲା ଯେ ଏଭଳି ସମୟ ଆସିବାର ଥିଲା! ! ଏଣୁ ସେ ସମୟ ନଷ୍ଟ ନ କରି କହିଲା, ତୁମ  ପାଖରେ କଣ ଦୂର୍ବଳତା ଅଛି, ତୁମେ ଚ୍ଚାଣିନ ! ତୂମେ ଶାରୀରିକ ସମ୍ପର୍କ ରଖ୍ବା ପାଇଁ ଅସମର୍ଥ ! ତୂମ ଠାଗୁ ସତୀଶ ଶହେଗୁଣ ସମର୍ଥ ! 
         ଏ କଥ! କଣ ମୁହଁ ଖୋଲି କରିବାକୁ ପଡ଼ିବ ! କମଲ କହିଲା, ତୁମେ ତିନି ତିନିଟା ପିଲାର ମା’ ! ମୁଁନପୁ°ଷକ ନୁହେଁ ! କମଲେଶ କହିଲା, ଖାଲି ମାହୋଇଗଲେ ପୁରୁଷର ସାମର୍ଥ୍ୟ ପ୍ରମାଣିତ ହୁଏନି ! କମଲ ପାଇଁ ଆଉ କୌଣସି ଚାଟ ନ ଥିଲା କମଲେଶକୁ ବୁଝାଇବ! ପାଇଁ ! ସେ ତାଟୁଟିକୁ ଧରି ଭିଡି  ଆଣି ପିଟିବାକୁ ଲାଗିଲା ! ଏଭଳି ଦୃଶ୍ୟରେ ୩ ପିଲା ପାଖରେ ଛିଡ଼ା ହୋଇ ଭୟଭୀତ ହୋଇ ପଡି଼ଥିଲେ ! ସେମାନେ ଭାବି ପାରୁ ନଥିଲେ ଯେ ବାପା କାହିଁକି ମାକୁ ପିଟୁଛଛି ! ପ୍ରାୟ ୧୦ ମିନିଟ୍ ଏହି ତାଣ୍ଡବଲୀଳା ଚାଲିବ! ପରେ ସେ କମଲେଶକୁ ଟେତାନୋ ଦେଲା କି ସତୀଶ ସହ ଯବି ଭବିଷ୍ୟତରେ ସେ ଆଉ ମିଶେ ତେବେ ପରିପିତି ଭୟାବହ ହେବ ଚୂମ ବୃଇଜଣଳୁ ମୁଁ ହତ୍ୟା କରିବି ! ସେ କମଲେଶକୁ କାମକୁ ଯିବା ବନ୍ଦ କରିପାରିଲା ନାହିଁ ! କାରଣ ତାର ରୋର୍ଜ ଗାରରେ ପରିବାରର ସିଂହଭାଗଖର୍ଜ ହେଉଥିଲା! ! କେବଳ ଏତିକି ସତର୍କ କରାଇ କମଲ ବାହାରକୁ ଚାଲିଯାଇଥିଲା କମଲେଶ ଚଟାଣରେ ପଡି଼ ଅସଜଡ଼ା ଲୁଗାକୁ ସଜାଡ଼ିବା ସହ କ୍ଷତକୁ ନଜର କରୂଥିଲା ! ଆଉ ତାର ସେଇ ପୁରୁଣା ଦିନକୁ ମନେ ପକାଉଥିଲା

           ସୁଲତାନପୁରୀ ଏଫ୍ ବ୍ଳକର ଏକ ବସ୍ତିରେ ୨ ୨ ବର୍ଷାୟ ସତୀଶ ରହୂଥିଲା କମଲେଶ କାମ କରୂଥିବା ଫାକ୍ଟ୍ରି ରେ ସେ ବି କାମ କଗୁଥିଲା ! କମଲେଶ ସତୀଶର ସହୀୟିକୀ ଭାବରେ ନିଯୁଢି ପାଇଥିଲା ଏକାଠି କାମ କରିବା ବେଳେ ସେମାନେ ନିକଟତାର  ହୋଇ ଥିଲେ ! ଦୈହିକ ସମ୍ପର୍କର ଷୁଧା ଉଭୟଙ୍କ ଭିତରେ ଥିବା ରୂ ଅଳ୍ପ ଦିନ ମଧ୍ୟ ରେ ସେମାନେ ପରସ୍ପର ର ମନକଥା ଚ୍ଚାଣିଥିଲେ !ମନକଥ! ଜାଣିବ! ଦିନଠାରୁ ସେମାନେ ପରସ୍ପରକୁ ପାଇବ! ପାଇଁ ବ୍ୟଗ୍ରହଲେ ! କମଲେଶ ବୟସରେ ବଡ଼ କୋଇଥିଲେ ମଧ୍ୟ  ଶାରୀରିକ ସମ୍ପର୍କର ଷୁଧାରେ ସେ ପାଗଳ ହୋଇ ଯାଇଥିଲା ! ୨ ୨ ବର୍ଷାୟ ସତୀଶକୁପାଖରେ ପାଇବ! ପାଇଁ କମଲେଶ କ୍ରମଶ8 ଚ୍ୟାକୁଳ ଦ୍ଦେଭଥିଲା ! ଅନେକ ସମୟରେ ସେମାନେ ବିଭିନ୍ନ ପ୍ରକାରର କୋକ୍ କଗୁଥିଲେ ! ଏଥିରେ କମଲେଶ ଉପାହିତ ହେଉଥିଲା ! ସେମାନେ ଶାରୀରିକ ସମ୍ପର୍କ ପାଇଁ ଜାଗା ଖୋକୁଥିଲେ ! ଦିନେ ସତୀଶ ଘରେ କେହି ନ ଥିଲେ ! ଏହାକୁ ସୁବର୍ଶ୍ଵ ସୁଯୋଗ ଭାବି ସତୀଶ କମଲେଶକୁ ଘରକୁ ଡ଼ାକିଲା ! ଫାକ୍ଟ୍ରି ବନ୍ଦ ହେବ! ପରେ କମଲେଶ ସତୀଶ ଘରକୁ ଆସିଲା ! ଆଗରୁ ସେମାନେ ଏହି ସମ୍ପର୍କକୁ ନେଇ କଥା ହୋଇ ନଥିଲେ ମଧ୍ୟ  ସତୀଶ ଘରକୁ ଡାକିବ! ନେଇ ଉଦ୍ଦେଶ୍ୟ କମଲେଶ ବୁଝି ସାରିଥିଲା ! ନାରୀ ଯେତେବେଳେ ସମପିତ ହେବାକୁ ପ୍ରସ୍ତୁତ ଥାଏ ସେତେବେଳେ ପୁରୁଷକୁ ଏହି କାମ ଆହୁରି ସହଜ ହୋଇଯାଏ ! ଏଣୁ ସମୟ ନଷ୍ଟନ କରି ସେମାନେ ଶାରୀରିକ ସମ୍ପର୍କରେ ଲି ପ୍ତ ହେଲେ



ସେହି ଦିନଠାରୁ ସେମାନଙ୍କ ମଧ୍ୟ ରେ ପନ୍1-ପତିର ସମ୍ପର୍କ ଆରମ୍ଭ ହେଲା ! କେବଳ  ଶାରୀରିକ କ୍ଷୁଧା ମେଣ୍ଟାଇବା ପାଇଁ ନୁହେଁ ବରଂ ସବୁ ଦିଗରୁ କମଲେଶର ମନ ଆଉ ଶରୀରରେ ସତୀଶ ବସା ବାନ୍ଧି ଥିଲା ! ଏଣୁ କେବଳ କାଗଜପତ୍ରରେ କମଲର ପତ୍ନୀ  ଭାବରେ ସେ ଥିଲା ବେଳେ ବାସ୍ତବରେ ପତ୍ନୀ ର କାର୍ଯ୍ଯ ସେ ସତୀଶ ପାଖରେ କରୂଥିଲା ! ଯେତେବେବେ ଏହି ଘଟଣାର ପର୍ବା ଉଠିଲା ସେତେବେଳେ କମଲେଶ ଆଉ ମିଛ କହିବା ପାଇଁ ଚାହିଁଲା ନାହିଁ ! ସେ ସିଧାସିଧା ସ୍ୱୀକାର କଲା

କୌଣସି ପୁରୁଷ ତାର ପନ୍1ର ଅନୈତିକ ସମ୍ପର୍କକୁ ସ୍ୱୀକାର କରି ପାରେନି କେମିତି ବ! କମଲ ସ୍ୱୀକାର କରିଥାନ୍ତା ! ସେ କମଲେଶକୁ ଚେତୀବନ! ସିନା ଦେଲା, ହେଲେ ତାମୁଣ୍ଡ କାମ କରୁନ ଥିଲା ! ସେ ସତୀଶ ପାଖରେ ପହଞ୍ଚିଲା ! ତାଳୁ ସିଧାସଳଖ ଧମକ ବେଲା କି ମେ! ପନ୍! ଠାରୁ ଦୂରରେ ଗୁହ ! ନହେଲେ ପରିଣତି ଭୟାବହ ହେବ ! କମଲ ଠାରୁ ଏଭଳି ଧମକ ଶୁଣି ସତୀଶ ରୟ କରିଗଲା ! ସେ ସେଠାରେ ଆଉ ନ ରହି ସ୍ଵରନ୍ ପାର୍କରେ ରହୁଥିବା  ତାମାମୁଘରକୁ ପଳାଇଲା ! ସେଠାରେ ରହିବା ପରେ ମଧ୍ୟ  ସତୀଶ କମଘେଶର ଶରୀରର ଆକର୍ଷଣରୁ ମୁକ୍ତି  ପାଇପାରିଲା ନାହିଁ ସେମାନେ ସୁବିଧା ଦେଖୀ  ତ୍ୟାକ୍ରିରେ ମଧ୍ୟ  ଏହି ସମ୍ପର୍କରେ ଲିପ୍ତ ହେଲେ



କମଲ କଣେ ଅପରାଧୀ ପ୍ରବୃରି ଲୋକ ଥିଲା ! ଆଦର୍ଶ ନଗର ଥାନାରେ ତାର କ୍ରିମିନାଲ ରେକାର୍ଡ  ଥିଲା ! ଏଣୁ ତାମନରେ ଥରେ ଅପରାଧ କରିବା ପାଇଁ ବୁଦ୍ଧି   ଯୁ ଟୁଥିଲା ମାନେ ସେ ତାଳୁ ସଫଳ  କରିବା ପାଇଁ ଲାଗିପଡୁଥିଲା ! ଏଣୁ ସତୀଶ ଯେହେତୁ ତାର ଶଡ଼ୁ ଥିଲା ସେଥ୍ପାଇଁ ସେପାଇଁ  ତାକୃ ହତ୍ୟା  କରିବା ପାଇଁ ଷଡ଼ଯନ୍ତ୍ର ଆରମ୍ଭ କରିଥିଲା



୨0୧୩ ମସିହା ଡିସେମ୍ବର ୧୦ ତାରିଖ ଦିନ କମଲେଶ ଓ ସତୀଶ ବିଏତ୍-ବ୍ଳକ ମାର୍ବେଟରେ ଦେଖାହେବା ପାଇଁ ଯୋଜନା  କଲେ ! ଏ ବିଷୟରେ କମଇ ଚ୍ଚାଣିଗଲା ! ପୂର୍ବରୁ ଶୂଣୁଥିବା  କଥାକୁ ସେ ଦେଖିବ ଟୋଲି ଚିନ୍ତାକଲା ! ରାହୁଲ  ସହ ସେ ବାଇକ ଯୋଗେ ମାର୍ବେଟରେ ପହଞ୍ଚିଲା ସେଠାରେ ସତୀଶ କମଲେଶକୃ ଅପେକ୍ଷା କରିଥିବା  ସେମାନେ ଦେଖି  ବା କୁ ପାଇଲେ ! ସତୀଶ ସହ ଏହି ସମ୍ପର୍କକୁ ନେଇ କମଲର ଯୁତି ତର୍କ ହେଲା କିଛି ସମୟ ମଧ୍ୟ ରେ କମଇ ଏକ ଛୁରୀ  ବାହାର କରି ସତୀଶ ପେଟରେ ଭୁ ସିନ୍ଦେଲା ! ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇ ସତୀଶ ଚିତ୍କାର  କରିବାରୁ ପାଖରେ ଥିବା  ତାକ ମାମୁ ଦୌଡ଼ି ଆସିଲେ ! ଏହ! ଦେଖ୍ ରାହୂଲ ଓ କମଲ ଦଭଡ଼ିଲେ ! ପାଖରେ ଥିବା  କେତେକ ଯୁବକ ଏ ଦୃଶ୍ୟ ଦେଖ  ଅପରାଧୀମାନ ଙ୍କୁ ଧରିବା ପାଇଁ ପିଛାକଲେ ! କିଛି ଦୂରରେ ସେମାନ ଙ୍କୁ  ଧରାଗଲ! ! ସତୀଶକୃ ତୁରନ୍ତ ସଞ୍ଜୟଗାନ୍ଧୀ ହସ୍ପିଟାଲକୁ ନିଆଗଲା ହେଲେ ଡାକ୍ତର  ତାକୁ  ମୃତ ଘୋଷଣ! କରିଥିଲେ ! ଏପଟେ ଉଭୟ ଅପରାଧୀଙ୍ଗୁ ପୋଲିସ ଜିମା ଦିଆଗଲା ! ଡିସେମ୍ବର ୧ ୧ରେ ସେମାନକୁ  କୋର୍ଟ ଚାଲାଣ କରାଗଲା ! ସେଠାରୁ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହୀଚ୍ଚତକୃ ପଠାଇ ଦିଆଗଲା ! ଏବେ ପ୍ରେମିକର ଅକାଳ  ମୃତ୍ୟୁ ଓ ସ୍ୱାମୀଙ୍କ ଜେଲ୍ ଯିବା ପରେ କମଲେଶ ଏକୁଟିଆ ହୋଇଯାରଥିଲା |ତିନି ତିନିଟା ପିଲାଙ୍କ ମାହୋଇ ସେ ଯେଉଁ ଅନୈତିକ ସମ୍ପର୍କ ପୋଡ଼ିଥିଲା! ତାହାର ଦଣ୍ଡ ଯେମିତି ସତେ ତାକୁ ମିଳି  ଯାଇଥିଲା

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...