Wednesday 15 June 2016

ଜାନୁ ଆରା



ଖୁସବୁ ପାଇଁ ସେମାନେ ଥିଲେ ଜଣେ ଜଣେ ଜାନୁଆରା ସେମାନଙ୍କ ଚକ୍ଷୁରେ ଥିଲା  ଷୁଧାର୍ତ  ଅଜଗର ଆଖି ର  ନିଖାଁ'ନିଃଶ୍ବାସରେ ଭୋକିଲା ମହାବଳ ବାଘର ଦୀର୍ଘଶ୍ବାସ ସ୍ପର୍ଶ ରେ ନାଗଫେଣୀ କଣ୍ଟା ର ଦଂଶନ! ସେମାନେ ତାର ସାର! ଦେହରେ ହାତ ବୁଲାଊଥିଲେ! ତାଓଠକୁ କାମୁଡ଼ି ରାମ୍ପୁଡ଼ି ରକ୍ତତା  କରିପକାଉଥିଲେ! ତାଳେଶକୁ ଟାଣିଓଟାରି ଛିଶ୍ଵେଇ ପକାଉଥିଲେ! ନିର୍ଜାବ କଣ୍ଢେଇ ଟିଏ ପରି ତାକୁ ଖଟ ଉପରୁ ଟାଣିଆଣି ତଳେ କଚାଡି  ବେଉଥିଲେ! ଜଣେ ପରେ ଜଣେ ବଳାକାର କରୁଥିଲେ  ଏକାଧିକ  ଥରା ତାପରେ ହସି ହସି ଘର କମ୍ପେଇ  ବେଉଥିଲେ

ଖୁସବୁ  କିଛି ବୁଝିପାରୁ ନ ଥିଲା  ! ଯାହ! ଘଚୂଥିଲା  ସେ ନିଜ ଆଖିରେ ଦେଖୁଥିଲା  - ସେସବୁକୁ ଅଙ୍ଗେ ନିଭାଉ ଥିଲା  ଏକଥା ସତ ! ହେଲେ ତାହା  ସତ ବୋଲି ବିଶ୍ଵାସ କରିପାରୁନ ଥିଲା କାଋଣ ଯେଉଁ ଦୁଇଜଣ ତାସହିତ ଜାନ୍ତବାୟ ଅତ୍ୟାଚାରର ଖେଳ ଖେକୁଥିଲେ ସେମାନଙ୍କ ମଧରୁ ସେ ଜଣକୁ ଭଲକରି ଜାଣିଥିଲା ତାକୁ ସେ ନିଜ ସାନଭାଇ ଭଳି ସ୍ନେହ  କରୁ ଥିଲା ! ସେ ବି ତାକୁ ଖୁସବୁ ଦିଦିବୋଲିଡା କୁଥିଲା ତାକୁ ନିଜ ପକେଟ୍ ମନିରୁ  ଟଙ୍କା  ଦେଉଥିଲା ସେ ଖାଇ ନ ଥିଲେ ତାପାଇଁ ନିଜେ ଖାଇବା ବନେଇ ଦେଉଥିଲା ! ସେ ଅବାଟକୁ ଚାଲିଗଲେ ତାକୁ ଆକଟ କରୁ ଥିଲା  ! ଅଥଚ ସେ ତାସହ ଏପରି ଅପକର୍ମରେ ଲିପ୍ତ ହୋଇପାରିଲା!
 ଖୁସବୁ  ନିଜକୁ ସମ୍ଭାଳି ଠିଆ ହୋଇଥିଲା  ଓ ଶକ୍ତ କରି ଚଟକଣାଟେ ତାଗାଲରେ କଷିଦେଇ ବିକାର କରିଥିଲା - ୟୂ ଲଶ୍ଚି ବାଷ୍ଠାର୍ଡ ………..
ବାସ୍, ଏତିକି ପର୍ଯ୍ୟନ୍ତ ହିଁ ଜାଣିପାରିଥିଲା  ଖୁସବୁ ! ତାପରେ ଧୀରେଧୀରେ ତାଦେହ ନିସ୍ତେଜ ହୋଇଗଲା! ତାଆଖିଆଗରେ ଅନ୍ଧକାର ଘୋଟିଗଲା ! ତାମୁଣ୍ଡ ଆସ୍ତେ ଆସ୍ତେ  କରି ଗୋଟେ ପଟକୁ ଢା ଳି ଗଲା  ତାପରେ ସେ ଆଉକିଛି ଜାଣେନା! ସକାଳ ହେଲା ବେଳକୁ ତାର ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ି ଥିଲା ଭାଲାସ୍ଵ ହବ ନିକଟରେ! ଏହା ୨୦୧୫ ନଭେମ୍ବର ୨୮ ତାରିଖ ଘଟଣା


ଦିଲୀର ମୂକୁଦପୁର ସ୍ତିତ  ରାମବିହାହାର ରେ  ନିଜର ପରିବାର ସହ ରଦୂଥିଲେ ଲଲାଟ ପ୍ରସାଦ! ଲଲାଟ ପ୍ରସାଦ ହିଁ ହେଉଛଚ୍ଚି ଖୁସବୁ ର ବାପା ! ଖୁସବୁ କୁ ଲଗେଇ ତାଙ୍କର ମୋଟ୍ ଦୁଇଝିଅ ଓ ଦୁଇପୁଅ ! ସବୁ ପିଲାଙ୍କ ମଧରେ ଖୁସବୁ  ସାନ! ସେ ଦେଖି ବାକୁ ଖୁବ୍ ସୁନ୍ଦରୀ! ପାଠରେ ତାର ଖୁବ୍ ନିଷ୍ଠା! ବୁଇପୁଅ ସଂଯୁକ୍ତ ଆରବ ଏମିଗେଟ୍ ରେ  ସେମାନଙ୍କ ପରିବାର ସହ ରୁହନ୍ତି , କିଛିବର୍ଷ ପୂର୍ବେ ବଡ଼ଝିଅର ବି ବାହାଘର ସାରିଦେଇଥିଲେ ଲଲାଟ ପ୍ରସାଦା

            ଲଲାଟ ପ୍ରସାଦଙ୍କ ମୂଳ ଘର ହେଉଛି ଉତ୍ତର ପ୍ରଦେଶର ମାଓ କିଲା ଅନ୍ତର୍ଗତ ଏଟ୍ ମା ଗ୍ରାମ! ୨୫ବର୍ଷ ପୂର୍ବେ ସେ ନିଜର ପିଲାମାନଙ୍କୁ ଭଲରେ ରଖି ବା ପାଇଁ ଦିଲ୍ଲୀ  ଆସି ବିଜନେସ୍ ଆରମ୍ଭ କରିଥିଲେ  ଲଲାଟ ପ୍ରସାଦଙ୍କ ପେଶ୍ଚି" ବ୍ରସ୍ ବିକ୍ଳେସ ଯାହ! ବେଶ୍ ଭଲ ବ୍ୟାପାର କରୁ ଥିଲା ! ଏଟ୍ମା ଗ୍ରାମରେ ମଧ ତାଙ୍କର ଜମିଜମା ଥିଲା  ! ସେ ଦିଲ୍ଲୀରେ ରହି ନିଜର ବିଜନେସ୍ ଦେଖୁଥ୍ବା ବେଳେ ତାଙ୍କ ପନ୍1 ଗାଁରେ ରହି ଚାଷବାସ ଦେଖନ୍ତି  ସେ ଥିଲା ଗି ସେ ମାସର କିଛିଦିନ ଏଟ୍ମାରେ ରହୁ ଥିଲେ ତ କେତେବେଳେ ଆସି ଦିଲ୍ଲୀରେ ସ୍ୱାମୀଙ୍କ ପାଖରେ ରହୁ ଥିଲେ

ଲଲାଟ ପ୍ରସାଦ ଦିଲ୍ଲୀରେ ରହୂଥିଲେ! ତାଙ୍କ ସହିତ ଖୁଶବୂ  ଵି ଦିଲ୍ଲୀ ରେ ରହୁ ଥିଲା ଖୁଶବୂ  ସୁନ୍ଦରୀ ସାଙ୍ଗକୁ ଉଚ୍ଚାଭିଳାଷା ଚି ଥିଲା ସେ ଗ୍ରାକୁଏଶନ୍ ପରେ ଯ୍ୟାଶନ୍ ଡିଜାଇନ୍ ରେ  ଡିସ୍ଟୋମା କୋର୍ସ କରିଥିଲା ତାକୁ ସାଲିମାର ବାଗ୍ ରେ  ୨୫ହଢାର ଟଙ୍କା ମାସିକ ଦରମାରେ ଏକ ଚାକିରି ମଧ ମିଳିଯାଇଥିଲା ! ତେବେ ସେ ସେତିକିରେ ସନ୍ତୁଷ୍ଟ ନ ଥିଲା ! ତାର ଇଚ୍ଚାଥିଲା ସେ ଏକ ସରକାରୀ ଚାକିରି କରିବା ସେଥିଲା ଗି ସେ ବିଭିନ୍ନ ପୋଷ୍ଟ ପାଇଁ ଏକ୍ଜାମ୍ ମଧ ଦେଉଥିଲା !
ଝିଅ ବଡ଼ ହୋଇଗଲେ ବାପାମାଙ୍କ କାନ୍ଧକୁ ଭାରା ହୋଇଯାଏ ! ପୁଣି ଯଦି ଝିଅ ସୁନ୍ଦରୀ ହୋଇଥାଏ ତାହେଲେ ମୁଣ୍ଡବ୍ୟଥା! ତେଣୁ ଲଲାଟ ପ୍ରସାଦ ଗହୁଁଥିଲେ ଯେତେଶୀଘ୍ର ସେ ଖୁସଚୂର ବାହାଘର ସାରିଦେବେ ସେତେ ଶୀଘ୍ର  ତାଙ୍କ କାନ୍ଧର ଭରା  କମ୍ ହୋଇଯିବା ପୁଣି ଦିଲ୍ଲୀ  ଭଳି ସହରରେ ଖୁସବୁ  ଭଳି ଝିଅକୁ ରଖି ଶାନ୍ତି ରେ ଶୋଇବା ଆଦୌ ସହଜ ବ୍ୟାପାର ନୁହେଁ! ସେଥିଲା ଗି ସେ ଖୁସବୁ  ପାଇଁ ଏକ ଯୋଗ୍ୟ ବରପାତ୍ର ସନ୍ଧାନରେ ଲାଗିପଡ଼ିଥିଲେ ଏଥିରେ  ମଧ ଖୁସବୁ ର ସମ୍ମତି  ରହିଥିଲା
          ଖୁସବୁ  ପାଇଁ ମଧ ଜଣେ ଭଲପାତ୍ରର ସନ୍ଧାନ ମିଳିଥିଲା ! ସେ ଥିଲା  ଖୁସବୁ  ବଡ଼ ଭଉଣୀର ଜଣେ ଦୂର  ସମର୍ଜାୟ ଦିଅର! ଖୁସବୁ  ମଧ ସେହି ଯୁବକକୁ ଦେଖୀ ଥିଲା  ଓ ଜାଣିଥିଲା ତେଣୁ ପରିବାର ଲୋକେ  ଯେତେବେଳେସେହି ଯୁବକକୁ ପସନ୍ଦ କଲେ ସେତେବେଳେ ତାର ଅରାଜି ହେବାର ନ ଥିଲା ଦୁଇ ପରିବାର ଏହି ପ୍ରସ୍ରାବରେ ରଜିଥିଲେ   କେବଳ ପରମ୍ପରା କୁ ରଖିବା  ପାଇଁ ଔପଚାରିକ ଭାବରେ ସେମାନେ ଗାଁରେ ଏକ କନ୍ୟା ଦେଖା ପର୍ବ ଆୟୋଜନ କରିଥିଲେ  ନଭେମ୍ବର ୨୮ଗେ ବରପକ୍ଷ ଲୋକ କନ୍ୟା  ଦେଖି ଆସିବ! ଧାର୍ଯ୍ୟ ହୋଇଥିଲା ସେଥିଲାଗି ଲଲାଟ ପ୍ରସାଦ ନଃମ୍ଭେର ୨୫ ତାରିଖରେ ଗାଁକୁ ଗଲିଗଲୋ ତାଙ୍କର ଇଚ୍ଚ! ଥିଲା  ଖୁସବୁ  ମଧ ତାଙ୍କ ସହିତ ଗଲୁ! ମାତ୍ର ଖୁସବୁ  କହିଲା- ତାର ଏକ ଏକ୍ଜାମ୍ ଦେବାର ଅଛି! ତେଣୁ ସେ ଏତେ ଆଗରୁ ଯାଇପାରିବନି! ସେ ତାର ଏକ୍ଜାମ୍ ଦେଇ  ଠିକ୍ ୨୮ ତାରିଖ ଦିନ ଗାଁରେ ପହଞ୍ଯିବା ଲଲାଟ ପ୍ରସାଦ ବି ଆଉକିଛି ପ୍ରତିବାଦ କଲେନାହିଁ! ଅବଶ୍ୟ ତାଙ୍କର ଖୁସବୁକୁ ଏକୁଟିଆ କରି ଛାଡ଼ିଯିବକୁ ଇଚ୍ଛା ନ ଥିଲା ! ପୁଣି ସେ ଭାବିଲେ, ଖୁସବୁ  ଆଗରୁ ବି ଏକୁଟିଆ ରହିଛି! ସେ ଖୁବ୍ ଯତ୍ନ  ଶିଳା ନିଜର କେୟାର ନିଜେ ନେଇପାରିବା ବାସ୍, ଲଲାଟ ପ୍ରସାଦ ଚାଲିଗଲେ ଗାଁକୁ! ଖୁସବୁ  ବି ବେଶ୍ ଆରାମ୍ ରେ  ରହିଲା! କାରଣ କଲୋନୀର ସମସ୍ତେ ତାକୁ ଭଲ ପାଉଥିଲେ ଓ ପରସ୍ପର  ସୁଖଦୁଃଖ ବାଣୁଥିଲେ
      ସେହି କଲୋନୀରେ ରହୁ ଥିଲା  ମନଜିତ  ନାମକ ଜଣେ କିଶୋର! ତାବାପା ବୃତି ରେ ଜଣେ ଦର୍ଜା ଥିଲେ! ମନ୍ ଜିତ୍ ମୂଳରୁ କୁସଙ୍ଗରେ  ପଡ଼ିଯାଇଥିଲା  ! ସେ ମଦ ପିଉ ଥିଲା  ଓ ଡ୍ରଗ୍ର ନେଊଥିଲା କଲୋନୀରେ କେହି ତାକୁ ଭଲପାଊ ନଥିଲେ   ସମସ୍ତେ ଘୃଣାପୂର୍ଶ୍ୱ ଦୃଷ୍ଟି ରେ ଦେଖୁଥିଲେ ଓ ଦୂରଦୂର କରୁ ଥିଲେ! ହେଲେ ଖୁସବୁ  ସମସ୍ତ ଙ୍କଠୁ ଥିଲା  ଭିନ୍ନ! ସେ ମନଜିତ କୁ ଘୃଣା କରୁ ନ ଥିଲା ! ଓଲଟି ଦରକାର ପଡ଼ିଲେ ମନଜିତ କୁ ସାହାଯ୍ୟ ସହଯୋଗ କରୁ ଥିଲା ! ମଦ ପିଉ ଥିବାରୁ  ମନଜିତ କୁ ତାବାପାମାଖାଇବାକୁ ନ ଦେଇ ଘରୁ ବାହାର କରିଦେଉଥିଲେ ଖୁସବୁ  ତାଙ୍କୁ ନିଜ ଘରକୁ ନେଇ ଆସୂଥିଲା  ! ନିଜେ ରୁ ଚି ତିଆରିକରି ତାକୁ ଖାଇବାକୁ ଦେଊଥିଲା ସେ ମଦ ପିଭଛି ବୋଲି ମିଛିମିଛିକା ରା ଗଗେ ତାକୁ ଗାଳି କରୁଥିଲା  ତାକୁ ଉପଦେଶ ଦେଇ କହ୍ରଥିଲା  ଯେ, ମଦ ପିଇବା ଠିକ୍ ନୁହେଁ! ସେଥିପାଇଁ  ଦୂଏତ ଜୀବନ ଯାଇପାରେ! ମନଜିତ୍ ଖୁସବୁ କୁ ଦିଦିବୋଲି ଢାକୁଥିଲା କଲୋନୀରେ ସେହି କଣେ ହିଁ ତାକୁ ଭଲପାରଥିଲା ! ତାମନକଥା ବୁଝୁଥିଲା ସେ ତାର ନିଜ ରରଣୀ ନ ଥିଲା  ସତ; ହେଲେ ତାକୁ ସେ ନିଜ ଭଉଣୀ ଠାରୁ  ବି ଅଧିକ କରି ଦେଖୁଥିଲା
୨୦୧୫, ନଭେମ୍ବର ୨୭ ତାରିଖ ରତି! ଦୂଏତ ଏଇ ରା ତିଟି ଆଦୌ ଶୁଭଙ୍କର ନ ଥିଲା  ଖୁସବୁ  ପାଇଁ ! ସେହି ରତିରେ ମନଜିତ୍ ନିଜର ସାଙ୍ଗମାନଙ୍କ ସହ ମିଶି ମଦ୍ୟପାନ କରୁ ଥିଲା ! ତାର ସାଇଂ କହିଲେ ସନ୍ଦୀପ, ପ୍ର ବୀଣ, ମୁକେଶ୍ ଏବଂ ଅଭିମନ୍ୟୁ  ! ଅନ୍ୟ ସମଯଙ୍କ ତୁଳନାରେ ଅଭିମନ୍ୟୁ  ଥିଲା  ତାର ଢିଗିର ଦୋସ୍ତ ! ଅଭିମତ୍ୟୁ ସେହି କଳୋନାର ବିବେକାନନ୍ଦ ଏରିଆଗେ ରଦୂଥିଲା  ଓ ଏକ କାର୍ ଚଳାରଥିଲା ସେ ବାହ! ହୋଇଥିଲା  ଓ ତାସ୍ତ୍ରୀ  ଗାଁରେ ରଦୂଥିଲା
    ରାତି  ବତୁଥିଲା ମଦର ଆସର ଜମୂଥିଲା ସନ୍ଦୀପ, ପ୍ରବୀଣ ଓ ମୁକେଶ୍ ନିଜନିଜର କୋଟା ଶେଷକରି ଘରକୁ ଫେରିଗଲେ! ରହିଗଲେ ମନଜିତ୍ ଓ ଅଭିମନ୍ୟୁ ! ସେମାନଙ୍କର ଆହୁରି ନିଶା ଦରକାର ଥିଲା ! ମଦ ନିଶା ପ୍ରବଳ ହୋଇଯିବ! ପରେ ସେମାନଙ୍କର ବେହର ଭୋକ ବଢ଼ିଲା! ଉଭୟେ ସେହିକ୍ଷଣି ଗୋତେ ବଢ଼ିଲା ଝିଅର ଆବଶ୍ୟକତା ଅନୁଭବ କରୁ ଥିଲେ   ସେମାନେ ଢାହିଁଥିଲେ ବେଖ୍ୟାପଢ଼ାକୁ ଯାଇ ନିଜର ଭୋକ ମେଣ୍ଡେଲ ପାରିଥାଗୋ ଆଗରୁ ମଧ ସେମାନେ ଏପରି କରିଛଛି! ହେରେ ସେମାନେ ସେପରି କରିବାକୁ ଚାହୁଁ ନ ଥିଲେ!
ଅଗନକ ମନଜିତ୍  ମୁଣ୍ଡରେ ସଇତାନ ସବାର ହୋଇଗଲା ! ତାର ମନେପଡି଼ଲେ ଯେ, ଖୁସବୁ   ଏବେ ଘରେ ଏକୁଟି ଅ! ଅଛି! ତାବାପା ଗାଁକୁ ଗଲିଯାଇଛି! ଖୁସବୁ  କଥା ମନେପଡ଼ିଯିବ! କ୍ଷଣି ତାଓଠରେ ସଇତାନର ହସ ଉକୁଚି ଉଠିଲା! ସେ ହସକୁ ଦେଖି ଅଭିମଦ୍ୟୁ ବୁଝିଗଲା  ଯେ, ମନଜିତ କୁ କେହି ଜଣେ ମିଳିଯାଇଛି! ମନଜିତ ବି କହିଲା- ଗୋଟେ ବଢ଼ିଆ ଝିଅ ତାନଜରରେ ଅଛି! ସେ ହେଉଛି ଖୁସବୁ  !ଅଭିମନ୍ୟୁ  କହିଲା- ଆବେ ତୂ ପରା  ତାକୁ ଦିବି ବୋଲି ଡାକୁଚୁ  ମନଜିତ୍ କହିଲା- ଆରେ ୟାର୍, ଦିବି ବୋଲି ଡାକି ଦେଲେ କଣ କେହି ଭଉଣୀ ହୋଇଯାଏ! ତୂ ଯିବୁତ କହାମୁଁତାଙ୍କ ଘରର ଗଳିକାନ୍ଦି  ଜାଣିଛି!  ମୋ ସହ ଚାଲ ଦେଖିବୁ  ଖୁସବୁ  ସହିତ ଆଜି ରାତିଟା  କିପରି ରଙ୍ଗୀନ ହୋଇ ଉଠିବାଅଭିମନ୍ୟୁ  କହିଲା- ତୂ ଯଦି କହୁଛୁ ମୋର ଅସୁବିଧା ହେବ କଣ ପାଇଁ ! ମୁଁ ବି ପ୍ରସୂତ
       ନିଶାର୍ଦ୍ଧ କଲୋନୀ  ସାର! ଲୋକ ଯେ   ଯାହା ଘରେ ନିଘୋଡ଼ ନିଦରେ ଶୋଇଯାଇଥିଲେ! ଖୁସବୁ  ବି ବେଶ୍ ଆରାମରେ ଶୋଇଯାଇଥିଲା  ! ଅଭିମନ୍ୟୁ କୁ ନେଇ ମନଜିତ ପ୍ରଥମେ ଛାତରେ ପହଁଚିଲା  ଓ ପରେ ଶିଡ଼ିବାଟ ଦେଇ ଘର ଭିତରକୁ ପ୍ରବେଶ କଲା  ! ଜୋର  ନିଦରେ ଶୋଇ ପଡ଼ିଥିଲା  ଖୁସବୁ ! ନିଦରେ  ତାମୁଣ୍ଡର ଜୁଡ଼ା ଖୋଲି ଯାଇଥିଲା  ଲୁଗାପଟା ଅସଜଡ଼ା ହୋଇଯାଇଥିଲା ନିଦୂଆ ଅବସ୍ଵାରେ  ଖୁସବୁ  ର ସୌନ୍ଦର୍ଯ୍ୟ ବହୁଗୁଣିତ ହୋଇ ଉଠିଥିଲା ;  ଯାହାକୁ ଦେଖିବା  ମାତ୍ରେ କାମନାର ଜ୍ୱାଳା ରେ ଛଟପଟ ହେବାକୁ ଲାଗିଲେ ଉଭୟ ମନଜିତ୍ ଓ ଅଭିମନ୍ୟୁ ! ସେମାନଙ୍କ ଭିତରେ ଥାଇ ସଇବାନ ଯେମିତି ସେମାନଙ୍କୁ ଉମୁକାଉଥିଲା  ଖୁସବୁ ର ସୌନ୍ଦର୍ଯ୍ୟକୁ ଖି ନ୍ ଭିନ୍ କରି ଖାଇଯିବାକୁକାହାର ଧାର୍ଯ୍ୟ ନ ଥିଲା  ଅପେକ୍ଷା କରିବା ପାଇଁ ! ଅଭିମନ୍ୟୁ  ପ୍ରସ୍ରାବ ଦେଲା- ମନ୍ ଜିତ୍ବାଲ ଖୁସବୁ କୁ ଆମେ ନଈପଠାକୁ ନେଇଯିବା! ସେଇଠି ତାଳୁ ଉପଭୋଗ କରିବା  ମନ୍ ଜିତ କୁ  ଭଲ ଲାଗିଲା  ଅଭିମନ୍ୟୁର ପ୍ରସ୍ରାବ! ସେମାନେ ନିଦ୍ରିତ ଖୁସ୍ ବୃକୁ ଟେକି ନେଇଯିବାର ଉଦ୍ୟମ କଲେ! ମାତ୍ର ତାପୂର୍ବରୁ ନିଦ ବାଘିଗଲା ଖୁସବୁରା ସେ ଏତେ ରାତି ରେ ମନ୍ ଳିତ୍ ଓ ଅଭିମନ୍ୟୁ କୁ ଦେଖି ଭୟଭୀତ ହୋଇଗଲା! ଅନ୍ୟପକ୍ଷରେ, ସେ ପ୍ରତିରୋଧ କରିବ! ଯୋଗୁ ମକ୍ ଳିତ୍ ଓ ଅଭିମନ୍ୟୁ  ଖୁସବୁ କୁ ଘରୁ ନେଇପାରିଲେ ନାହିଁ! କାରଣ ପାଖପଡ଼ୋଶୀ ମଧ ରଠି ପଡି଼ବାର ରୟ ରହିଥିଲା ତେଣୁ ସେମାନେ ନିଷ୍ଠଭି ନେଲେ ଯେ ସେଇ  ଘରେ ହିଁ ସେମାନେ ଖୁସବୁକୁ ଉପଭୋଗ କରିକୋ କାରଣ ଘର ଭିତରୁ ଖୁସବୁ ର ଆତୁର ଚିତ୍କାର  ବାହାରକୁ ଯାଇପାରିବ ନାହିଁ ବାସ୍ଯେଉଁ ମନ୍ ଜିତ କୁ  ସେ ସାନଭାଇର ସ୍ନେହ  ଦେଉଥିଲା  ସେ ହିଁ ପ୍ରଥମେ ତାର ଇଜ୍ଜତ  ଲୁଟିନେଲା! ତାପରେ ଅଭିମନ୍ୟୁ ! ସେତିକିରେ ସେମାନଙ୍କର ଓରମାନ ମେଶ୍ଚି ନ ଥିଲା ! ସେମାନେ ଥରଥର କରି ଖୁସବୁ ର ଦେହ ସହିତ ଖେଳିଗଲିଲୋ ଯନ୍ତ୍ରଣାରେ ଜେତେବେଳେ ଖୁସବୁ ଋ ଚେତା ବୃଡ଼ିଯାଉଥିଲା  ଓ ପୁଣି ସେ ଚେତା ଫେରି ପାଊଥିଲା ବହୁ  ସମୟ ପରେ ନିଜର ଶକ୍ରି ସଞ୍ଚୟ କରି ସେ କେବଳ ମନ ଜିତ    ଗାଲରେ ଚଟକଣାଟିଏ ବସେଇବାକୁ ସମର୍ଥ ହୋଇଥିଲା ତାପରେ ସେମାନେ ଧରାପଡ଼ିଯିବା ଭୟରେ ଖୁସବୁ ର ତଶ୍ଚିଚିପି ହତ୍ୟା କରିଥିଲେ ଓ ତାକୁ ହ୍ରଦ ନିକଟରେ ଫିଙ୍ଗି ଦେଇ ଥିଲେ
                  ପ୍ରଥମେ ମନ ଜିତକୁ  ଗିରଫ କରିଥିଲା  ପୋଲିସା ହେଲେ ଅଭିମନ୍ୟୁ ଫେରାର ହୋଇଯାଇଥିଲା ଅଭିମନ୍ୟୁ କୁ ଧରାଇ ଦେବାରେ  ପୋଲିସକୁ ସାହାଯ୍ୟ କରିଥିଲା  ଅଭିମନ୍ୟୁ ର ସ୍ତ୍ରୀ ! ସେ ବି ଜଣେ ନାରୀ! ତେଣୁ ସେ ସମ୍ଭବତଃ ଖୁସବୁ ର ଦୁଃଖକୁ ହୃଦୟଙ୍ଗମ   କରିପାରିଥିଲା  ଓ ତାକୁ ନ୍ୟାୟ  ଦେବାକୁ ଚାହିଁଲା! ଫେରାର୍ ଅଭିମନ୍ୟୁ  ଯେଉଁଦିନ ତାକୁ ଫୋନ୍ କରି ଟଙ୍କା  ମାଗିଲା ସେହିଦିନ ଟଙ୍କା  ଦେବା ବାହାନାରେ ତାକୁ ପୋଲିସ ହାତକୁ ଚେକିଦେଇଥିଲା ସେ! ସ୍ୱାମୀକୁ ଜେଲ୍ ପଠେଇ ସାମାନ୍ୟ ବି ଅନୁତପ୍ତ  ନ ଥିଲା  ସେ! ସତେଯେମିତ ସେ ଏକ ଯା ନୁଆରକୁ ଦଣ୍ଡ ଦେଇଥିଲା !!

Monday 13 June 2016

ମାଇଁ ପାଇଁ ଗଲା ଜୀବନ




            ମନର ପୁରୁଷ ପରଦେଶରେ ରହିବାର କଷ୍ଟ  କେବଳ ଅନୁଭବି ହିଁଚ୍ଚାଣିପାରେ ! ଗୋମତି ସେହି ପଥର ଯାତ୍ରୀ ଥିଲା ! ପରଦେଶରେ ଥିବା  ତାର ମନମଣିଷକୁ  ଝୁରି ହେଊଥିଲା! ମୋବାଇଲରେ ସେମାନେ ସମ୍ପର୍କରେ ଥିଲେ ମଧ ଶରୀର ଯେମିତି ପରସ୍ପର ର ସ୍ପର୍ଶ  ପାଇଁ ଡହଳ ବିକଳ ହେଉଥିଲା ! ଅଧର୍ଯ୍ୟ  ହୋଇପତୂଲେ ପ୍ରତି ମୁହୁର୍ତରେ  ! ସେମିତି ଏକ ରାତିରେ ଗୋମତି ତାର ମନର ପୁରୁଷ  ସୂନାଲକୁ  ଗାଁ କୁ ଆସିବ!ପାଇଁ ଆମନ୍ତ୍ରଣ କଳ! ! ସୁନୀଲ କହିଲା , ଗୋମଡିମୁଁ ଦିଲ୍ଲୀ କୁ  ଆସିବ! ଗୋତିଏ ସପ୍ତାହ ହୋଇ ନାହି, ତୂ ପୁଣି ଫେରିଆସିବାକୁ କହି ଲୁଣି ! ଏହା କଣ ସମ୍ଭବ ଗୋମତି ! ଅଭିମାନ ଓ ଭାବପ୍ରବଣତାକୁ ଏ କାଠି କରି ଗୋମତି କହିଲା , ସୁନୀଲ, ମୁଁ ଶୁଣିଛି ପ୍ରେମିକ! ଡାକିଲେ ପଙ୍କୁ ପ୍ରେମିକ ଗିରି ଇଂଘେ ! ଆଉ ପ୍ରେମିକାକୁ  ଭେଟିବା ପାଇଁ ଉଭା  ହୁଏ ! କିତୁମୁଁପ୍ରଥମ ଥର ପାଇଁ ଦେଖୁଛି ପ୍ରେମିଚ୍ଚାର ଆମନ୍ତଣକୁ  ପ୍ରେମିକ ଉପେକ୍ଷା କରୁ ଛି ! ସୁନୀଲ କହିଲା , ହଉ ହେଲ ଶରୀରର ଅଭିଳାଷରେ ଟିକେ ତ୍ରେକ୍ ମାର ! ଆଉ କେଇଦିନ  ପରେ ଦୀପାବଳି ! ମୁଁ ଯାଉଛି .........
           ଗୋମତି କଣ୍ଠରେ ଏଥର ଗଵପ୍ରବଣତା ନ ଥିଲା କେବଳ ଅଭିମାନରେ  ସେ କହିଲା, ଦୀପାବଳି ପୂର୍ବରୁ  କରବା ଗୌଥ ବ୍ରତତା  ବଡ଼ ! ଆଉ ତୁମେ ଜାଣ ଯେ , କିଶୋରୀଲାଲ  କେବଳ କାଗଜପତ୍ରରେ ମୋର ସ୍ଵମୀ ! ତୁମେ ମୋର ଇହକାଳ ଓ ପରଚ୍ଚାଳର ଦେବତା ! ! ଡୁମ ବିନ! ମୁଁ କରଗଚୌଥ ଉପବାସ ନେ ଜେମିତି ଦୈନି ମେ ! ମୋମୋନିଃ ଏକ ମାନେ କେତେ! ! ଡୁମ ବିନ! ମୁଁ କରଗଚୌଥ ଉପବାସ  କେମିତି କରିବି ଯେ  ! ରୋମତିର ଏଇ ଅନ୍ତର କଥାରେ ସୁନାଲର କାମନାର ବେଗରେ ପର ଲଗି ଯାଇଥିଲା  ! ଅକ୍ଟୋବର ୧୧ ରାତିରେ ସୁନୀଲ ଗାଁ ରେ  ପହଞ୍ଚିବ! ପାଇଁ କଥା ଦେଲା  ! ଗୋମତି କହିଲା , ଜାଣିଛ, କରଗଚୌଥ ଉପବାସ ବ୍ରତ ରାତିରେ ମୁଁ ଚୂମକୁ  ଏମିତି ଏକ ଉପହାର  ଦେବି ତୁମେ ସ୍ଵପରେ ସୂଦ୍ଧା ଭାବି ନ ଥିବା !ସୂନାଲ ଏହି ଉପହାରକୁ  ନେଇ ଅନେକ ପ୍ରଶ୍ନ କଲା  ! ହେଲେ ଗୋମତି ଏହାକୁ   ସର୍ ପ୍ରା ଇଜ଼  ଆଖ୍ୟା ଦେଇ ଲୁଚାଇ  ରଖିଲା ! ଆଉ ୧୧ ରାତିରେ ସୁନୀଲ ସହ ଏକାନ୍ତ ମୂଦୂର୍ଚ୍ଚକୁ ନେଇ ଅଙ୍କ କଷିବାରେ ଲଗିଲା

ପିରୋଜାବା ଦ୍ଋ ଶୀର୍ଷାଗଞ୍ଜ ଥାନ! ଅଧୀନ ଏକ ଗାଁ ଭାଡେସାର ! ସ୍ଵର୍ଗତ ମେଘ  ସିଂଙ୍କ ହାକିମ, ରାମବାରସୂଖରାମ୍ ଓ କିଶୋରୀଲାଲ ୪ ପୁଅଙ୍କ ସହ ଦୁଇ କନ୍ୟା ସଗୁନ   ଓ ସୁଧ! ଏଠରେ ବାସ କରୁଥିଲେ ! ସମସ୍ତଙ୍କୁ ନିଜନିଜ ସମ୍ପତି ଭାଗ ବଣ୍ଟା  ଯାଇ ଦି ଆଯାଇଥିଲା ! ପ୍ରୟ ୪ ବର୍ଷ ପୂର୍ବେ କିଶୋରୀଚ୍ଚାଲ ଗୋମତିକୁ  ବିରହ କରିଥିଲା  ଆଗ୍ରାର ତରାସୂ ଗ୍ରାମର ଗୋମତି ବାସିନ୍ଦା ଥିଲା  ! କିଶେଈଲୋଲକୁ  ସେତେବେଳେ ୨୦ ବର୍ଷ ହୋଇଥିଲା  ବେଳେ ଗୋମତିକୁ  ୧୯ ବର୍ଷ ହୋଇ ଥିଲା ! 
      ବୈବାହିକ ଜୀବନ ଉଭୟଙ୍କର ବେଶ ଭଲ ରେ ଚାଲି ଥିଲା  ! ସମୟା ନ୍ତରରେ ସେମାନେ ଦୁଇଟି ଶିଶୁକନ୍ୟା  ରାଧ୍ କ! ଓ ଲକ୍ଷ୍ମୀ    ଙ୍କ ର ମାତାପିତା ହୋଇଥିଲେ ! ସବୁ ଠିକ୍ ଗଲିଥିଲା ! ହେଲେ ଅଦିନ ଝଡ଼ ଭଳି ସୁନୀଲ ଗୋମତିର ଜୀବନକୁ ପ୍ରବେଶ କଲା  ! ୨୨ ବର୍ଷିଆ  ସୁନୀଲ ସେହି ଗ୍ରାମର ଦୟାବତା ଓ ମୁନ୍ନା ଲାଲ  ଖୁସ୍ ବା ହଙ୍କ ପୁଅ ଥିଲା ସେମାନଙ୍କର ଆଳୁ ବ୍ୟବସାୟ ଆଗ୍ରା ପର୍ଯ୍ୟନ୍ତ ବ୍ୟାପି  ଥିଲା ! ସେମାନଙ୍କର ଦୁଇ ପୁଅ ସୁନୀଲ ଓ ସୂରଜିତ୍ ଙ୍କ ସମେତ ୬ ଝିଅ ସୁମନ, ସୁଧା, ପରିଡା, ଶିବାଣୀ ଯୋଗୀତ ଓ ସନ୍ଧ୍ୟା ଥିଲେ  ! ପାଠ ପଢିବା ସହ ସୁନୀଲ ବାପାଙ୍କୁ ବ୍ୟବସାୟରେ ସହଯୋଗ କରୁଥିଲା ହେଲେ ତାର ପୋଲିସ ଗକିରି କରିବ! ପାଇଁ ସଉକ ଥିଲା ! ସେଥି ପାଇଁ  ସେ ବିଭିନ ଅତ୍ୟାସ ସହ ପରିଶ୍ରମ ବି କରୁଥିଲା
  କିଶୋରୀଲାଲ ଓ ଦୟାବାଟି  ହିସାବରେ ଭାଇ ଭଉଣୀ ଥିଲେ ଏଣୁ ସୁନୀଲ କିଶୋରୀ ଲାଲ କୁ ମାମୁ ଓ ଗୋମତିକୁ  ମାଇଁ ବୋଳି ସମ୍ଭ ଧନ କରୁଥିଲା  ଅନେକ ସମୟରେ ସେ ତାଙ୍କ  ଘର ଆଡେ ବୁଲି ଯାଉ ଥିଲା !ଗୋମତୀ  ପ୍ରତି ବେଶ ପ୍ରଭା ବିତ ହୋଇ ଥିଲା ! ଘଟଣା ଏଭଳି ଥିଲା  ଦି ନେ ଅଗଣାରେ
ଗୋମତି ସ୍ନାନ  କରୁ ଥିବା  ବେଳେ ସୁନୀଲ ପହଞ୍ଚି ତା  ଶରୀରର ସୌନ୍ଦର୍ଯ୍ୟକୁ ମନଊରି ଉପଭେଗ
କରିଥଲା !ଅଊ ସେବେଠାରୁ ସେଇ ଶରୀରକୁ ହାତ ପାହାନ୍ତା ରେ ପାଇବାକୁ ଆଶା କରି ଥିଲା! ସେଦି ନ ସୁନୀଳ ର ଅନ୍ତର କଥାକୁ ବି  ଅଭିଜ୍ଞ ଗୋମତି ବୁ ରୁଝି ପାରିଥିଲା  ! ଅବିବା ହିତ  ଯୁବକର ସାନିଧ୍ୟ ମଧ୍ୟ ତାକୁ  ଅଥୟ କରିଥିଲା ! ଉଭୟଙ୍କର  ମନ ଥିବା ରୁ ଉପାୟ ବି ବଳେ ବଳେ  ଅସିଲା ! ଦି ନେ ଖରାବେଳେ ଏକୁ ଟିଆ ଦେଖି ମାଇଁ-ଭଣଜା  ସର୍ମକର ସରହ ଦ କୁ  ପାର କଲେ ! ଆଉ ଆନନ୍ଦର ଶୀର୍ଷରେ ନିଯାକୁ  ଆବିଷ୍କାର କଲେ ! ଆଉ ଏବେ ପ୍ରତ୍ୟେକ ସୁଯୋଗକୁ ଉପଯୋଗ କରୁଥିଲେ 
ହେଲେ କୁହଯାଏ ଚୋରା  ଘର ସବୁବେଳେ ଅନ୍ଧାର ନଥାଏ !ଦି ନେ ନା ଦିନେ ସତ ପଦା କୁ  ଆସିବ ! ସେଦିନ କାମନାର ମୋହର  ଅନ୍ଧ ହୋଇ  ଦୁଇପ୍ରେମା ଉପଭୋଗ କରୁଥିଲା ବେଳେ ରୋମତିର ବଡ଼ ଝିଅ ସରିତ! ଏହା କୁ  ବେଖିନେଲା ! ଆଉ କିଶୋରୀଲାଲ  ଅର୍ଥାତ୍ ତ!ବାପାକୁ କହିଦେଲା!କିଶୋରୀଲାଲ  ଗୋମତି ଠାରୁ  ଉତ୍ତର ଗହିଁଲା ! ହେଲେ ଗୋମତି ଏଠି ପାଇଁ  ପ୍ରସୂତ ଥିଲା ! ପୁଅ ଭଳି ସୁନୀଲ ସହ ସମ୍ପର୍କ କଥା ତୁମେ ଭାବି ପାରୁଛ  ବୋଲି କହି କିଶେଭୀଲାଲ କୁ   ଭା ବପ୍ରବ ଣତା ର   ଛଦି ପକାଇଲା  ସେପଟେ ଡୁ ଇପ୍ରେମି  ମଧ ତିକେ ସତର୍କ ହୋଇଗଲେ  ପଳରେ ସମ୍ପୂର୍ଣ୍ଣ ପ୍ରସଇଂ ଶୀତଳ ଭଣ୍ଡାରକୁ ଚାଲି ଗଲା   ପ୍ରେମୀଯୁଗଳ ତାଂଙ୍କ  ଯୋଜନାରେ ସପଳ ହେଲୋ କିନ୍ତୁ ପରସ୍କରକୁ ଛାଡି ରହିବ  ସମ୍ଭବନଥିଲା!
ଏଣୁ ରାତି ଅଧରେ ଗୋମତି ସୂନାଚ୍ଚକୁ  ଡାକୁ ଥିଲା ଏବଂ ସୁନୀଲ ଘରେ  ପହଞ୍ଚି ଭୋର ରୁ ଫେରି ଯାଉ ଥିଲା  ! ସେ ଚ୍ଚିଶୋରଲୋ ର ଖାଦ୍ୟ ର ନିଶା ବଟିକା  ମିସଉ ଥିଲା ! କିଶୋରୀଲାଲ  ଶେଇ ଯିଗ ପରେ ଏମାନେ ଏହି ଅନୈ ତିକା  ସମ୍ପର୍କ ରେ ମାଟି ଯାଉ ଥିଲେ
ସେଦିନ ବି ଗୋମତିର ଡାକରା ରେ  ଅଧର୍ଯ୍ୟ ହୋଇ ସୁନୀଲ ର୍ଗାକୁ  ଆସିବା ଯୋଜନ! କଲା ଦିଲ୍ଲୀ ରୁ  ରାତି ୮ତା ବେଳେ   ବସ୍ ଧରି ର୍ଗା ଅଭି ମୁଖେ ବା ହୀରିଗଲା ! ଗାଡି ପ୍ରାୟ ୨ଗ ବେଳେ ସେ ଲାଦ୍ଦେସରାରେ ପହଞ୍ଚିଗଲା ! ପୂର୍ବରୁ ଅପେକ୍ଷା କରିଥିବା ରୋମତି ସୂନାଲକୁ  ପରଭିତରକୁ  ଡାକି ନେଇ କବାଟ ବନ୍ଦ କରିଦେଲା

ପରଦିନ ସକାଳେ ପୋଲିସ ପାଖରେ ଖବର ପହଞ୍ଚିଲା କି କିଶୋରୀଲାଲଙ୍କ ଘରେ ତ୍ରିପଲ ମର୍ଡ଼ର ପୋଲିସ ଖବର ପାରବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଲା ! କିଶୋରୀଲାଲସୁନୀଲ ଓ ଗୋମତି ଙ୍କ  ଶରୀର ତଳେ ପଡ଼ିଥିଲା ! ଘର  ସାର! ରକ୍ତ ଭାଷୁ ଥିଲା   ! ପୋଲିସ ଯାଞ୍ଚ କରିବ! ବେଳେ ରୋମତି ବଞ୍ଚିଥିବା  ଚ୍ଚାଣିଲା ! ତା କୁ  ତୁରନ୍ତ ମେଡିକାଲରେ ଭରି କରାଗଲା ! ସେଠାରେ ତାର ଚିକିତ୍ସା ହେବ! ପରେ ସେ ସୁସ୍ଥ ହୋଇ ଥିଲା ! ଏପଟେ ପୋଲିସ ପଞ୍ଚନାମା ସାରି ଶବଦୁଇଟିକୁ  ବ୍ୟବଛେଦ  ପାଇଁ ପଠାଇ ଦେ ଲା! ହତ୍ୟା କ!ଣ୍ଠର ରହସ୍ୟ ଜାଣିବ! ସମ୍ଭବ ନ ଥିଲା କେବଳ ଗୋମତି ସୁସ୍ଥ ହେଲେ ଯାଇ ରହସ୍ୟ ଉନ୍ମୋଚନ  କରିବ ବୋଲି ପୋଲିସ ଆଶା କରୁ ରୁଥିଲା! ସୂସ୍ଥ ହେବ! ପରେ ଗୋମତି ରହସ୍ୟ ଉନ୍ମୋଚନ କଲା

ଗୋମତି ଅବିବାହିତ ସୁନୀଲ ର ସ୍ପର୍ଶ ପାଇବା  ପାଇଁ ପାଗଳ ହୋଇଉଠିଥିଲା ! ମଝିରେ ସେ କିଶୋରୀରଲକୁ  କଣ୍ଟା  ବୋଲି ଭାବୁ ଥିଲା! ! ରାତି ଅଧରେ ଏଭଳି ଲୁଚି ଲୁଚି ସୁଖ ଟିକେ ପାଇଁ ଜୀବନକୁ ବିପଦରେ ପକାଇବ! ଚାହୁଁ ନ ଥିଲା ! ଏଣୁ ସେ କିଶୋରୀଲାଲ କୁ  ହତ୍ୟା କରିବ! ପାଇଁ ଯୋଜନ! କଲ କରବା ଚୌଥ ଦିନ  ତାକୁ ହତ୍ୟା କରି ସୂନାଲକୁ  ସରପ୍ରାଇଜ ଦେବା ପାଇଁ ଚାହିଁଲା  ! ସେଦିନ ସୁନୀଲ ଆସିବା ପୂର୍ବରୁ ଖାଦ୍ୟ ରେ ନିଶ! ଦେଇ ବେକରେ ଏକ ଲୁହ! ରଡ଼  ପକାଇ ଗପି ଧରି କିଶୋରୀଚ୍ଚାଲକୁ  ହତ୍ୟା କରିସାରିଥିଲା ! ସ୍ୱାମା କବଳରୁ ମୁକ୍ତ ହୋଇଥିବା କଥା ହିଁ ସୂନାଲ ପାଇଁ ସରପ୍ରାଇଜ ଥିଲା ! ଖୁସିରେ ସେମାନେ ମନଭରି ଉପଭୋଗ କରିବ! ପାଇଁ ଯାଊଥିଲା ବେଳେ ପୂର୍ବରୁ ଘର ଉପରେ ନଜର ରଖିଥିବା  କିଶୋରୀଲାଲ ର ଭାଇ  ରମବୀର  ଓ ହାକିମ ସିଂ ସେଠରେ ପହଞ୍ଚିଗଲେ ! ତାଙ୍କୁ ପିଛ! କରି ହାଳିମଙ୍କର ଦୁଇପୁଅ ଭାନୁ ଓ କଉଁ  ମଧ ହତିଆର ଧରି ସେଠରେ ପହଞ୍ଚିଗଲେ ସେମାନେ ପ୍ରଥମେ କଗଟ ବା ଡେଇଲେ ! ଗୋମତି ପାଖରେ ଆଉ ବାଟ  ନ ଥିଲା ସୂନାଲକୁ  କେଉଁଠି ଲୁଗଇବ ! ସେମାନେ ଘରେ ପଶିଗଲେ ଏବଂ ରାମବୀର  ବାହାରେ  ଜଗିଲା  ! କିଶୋରୀଚ୍ଚାଲକୁ  ଦେଖିଲେ ସେ ମୃତ୍ୟୁ ବରଣ କରିଛି ! ସେମାନେ ଭାବିଲେ  ଏହି ଦୁଇଜଣ ମିଶି ଗକୁ  ହତ୍ୟା କରିଛଚ୍ଚି ଏଣୁ ସେ ମାନେ ରାଗିଗଲେ ! ଦୁଇଜଣଙ୍କୁ ପିଚିବା ରେ ଲାଗିଲେ ! ପିଟି ପିଟି  ଯେତେବେଳେ ଭାବିଲେ  ପେ, ସେମାନେ ମରିଗଲେ ସେତେବେଳେ ପଳାଇଲେ ପୋଲିସ ଗୋମତିଋ ବୟା ନକୁ  ଆଧାର କରି ସ୍ଵାମୀର ହତ୍ୟା ଅଭିଯୋଗ ରେ  ଗୋମତିକୁ  ଜେଲ୍ ପଠାଇବା  ସହ ହାକିମକନ୍ନୁ,ଭାନୁ    ଙ୍କୁ କୋର୍ଟ ଗଲଣ କଲା..........

Wednesday 1 June 2016

ଦଲାଲ ରାଜା





            ପ୍ରଥମେ ପ୍ରେମ, ପରେ ବେପାର ! ଏହା ଥିଲା  ଦେହ ଦଲାଲ ସୁନୀଲ ମେହେରର ସେକ୍ସ ସିକ୍ରେଟ   ! ମିଠା ମିଠା କଥାରେ ସୁନ୍ଦରୀମାନଙ୍କୁ   ଫସାଇ  ଲଭ୍, ସେକ୍ସ ଓ ଧୋକା କୁ ଭିତି କରି  ସେ ଗଢ଼ିଥିଲା ବିଶାଳ  ସାମ୍ରାଜ୍ୟ ! ନିଜ ନେଟ୍ ୱୀର୍କକୁ  ସୁଦୂରପ୍ରସାର କରି ରାଜନେତା, ପ୍ରଶାସନିକ ଅଧ୍ କୀରୀ ଓ ବିତ୍ତଶାଳୀ ବ୍ୟକ୍ତି ମାନଙ୍କୁ  ସେ ପରଶି ଦେଉଥିଲା ବେଶ ବିଦେଶର ସୁନ୍ଦରୀମାନଙ୍କ ଯୋଉବନ ! ହେଲେ 6ପାଲିସ ସହ ଲୁଚକାଲି   ଖେଲୁ ଥିବା  ଦେହ ବଚ୍ଚାରର ବେତାଜ  ବାଦଶାହା  ସୁନୀଲ ଭାବିନଥିଲା  ଦିନେ ସେ ହେବ ଜେଲ  ର  ଅନ୍ଧାର କେଠରିର ବାସିନ୍ଦା ! ଆଉ ଖୋଲି ଯିବ ତା ଅନ୍ଧଗଳିର  6ଗାଟିଏ ପରେ  6ଗାଟିଏ ଗୋ ପନ ଦ୍ଵାର! ଦେହ ସୁଖ ଦେଇ ସକଳ  ସୁଖର ଅଧିକାରୀ ହେବାର ସ୍ବପ୍ନ ଦେଖି ଥିବା  ସୁନୀଲ ମେହେର ଏବଂ ତାର ସେକ୍ସ  ସାମ୍ରାଦ୍ୟ କୁ  ନେଇ ଆମର ସ୍ଵତନ୍ତ ଉପସ୍ଥାପନା  



    

  ଗୋଟିଏ ରାତିରେ ହା ତିଏ ! ସେ ଠିକାଦାରୀ  ହେଉ କି ଜମି  କାରବାର ଅଥବା ଚିଟ ଣ୍ଡ  ଏହି ଦେପାରରେ ଯେଉଁ ଲାଭ  ଅଛି କେଉଁ ଥିରେ  ନାହିଁ! କେବଳ ବେପାରର ନାଁଟି ଶୁଣିଲେ ହିଁ ୭ରୁ 0 ବର୍ଷ ପର୍ଯ୍ଯନ୍ତ ସମସ୍ତଙ୍କ ଦେହରେ ଖେନିପାଏ ଶିହରଣ ! ବର୍ଧ୍ୟାକ ଭତା ପାଉ ଥିବା ! ବୃଦ୍ଧ ମଧ୍ୟ ନିଜ ବୟସ ଭୁଲି ପାଏ! ଲୁହକୁ  ଚୁମ୍ବକ ଟାଣିବା ପରି ସଭିଏଁ ଏହି ଧନ୍ଦା ଆଡକୁ ଟାଣି ହୋଇ ଯାନ୍ତି ! ହେ ଲେ ମୁଇଁ ଖୋଲି କେହି  ଏହୀଜୁ ପରିପ୍ରକାଶ କରି ପାରନ୍ତିନି ! ସମାଜର ପ୍ରତିବନ୍ଧକ ଏମାନଙ୍କ ପାଇଁ ସାଜେ  ପରି ପନ୍ଥୀ   ! ସାମାଜିକ ଲଜ୍ୟା ରୁ  ବଞ୍ଚିବ! ପାଇଁ ଏମାନେ ବାଧ୍ୟହୋଇ  ଆଉଟ ଡୋର  ସର୍ଭିସ କୁ  ଆପଣାଇଥାନ୍ତି  ! ଏସସକ ଟ୍  ସର୍ଭିସ ନାମରେ ଆରମ୍ଭ ହୋଇଯାଏ ଖୁଲମ ଖୁଲା    ଦେହବେପାର! କ୍ଷଣିକ ସୁଖ ପାଇଁ କୋଟି କୋଟି ତାଙ୍କର  ସୌଦା କରନ୍ତି  ବେହପିପାସୁ  ! ଇଂଜିନି ୟରିଂ ଝିଅଠାଚୂ ଆରମ୍ଭ କରି ବିଦେଶୀ ପର୍ଣ୍ଣଷ୍ଟାର ପର୍ଯ୍ଯନ୍ତ ସଭିଏଁ ନିଜ ଶରୀରଜୁ ବିକ୍ରି କରି ରୋଜଗାର କରନ୍ତି ପୁଳା ପୁଳା ଟଙ୍କା ରାଜ୍ୟ ରେ   ବେହଦ୍ଦେପାରକୁ ଲା ଇସେନ୍ମପ୍ରାପ୍ତ କରାଇଥିବା  ତଥା  ନେତା, ମନ୍ତୀସମାଜସେବୀ, ହୀରା ବ୍ୟବସାୟୀ ସାମ୍ବାଦିକଙ୍କ  କ୍ଷଣିକ ସୁଖ ଯୋଗାଇ ଥିବା  ଏହି ମାଷ୍ଠରମାଇଣ୍ଡ  ଏବେ ଜେଲ୍ ଚାରିକୀନ୍ଥ ଭିତରେ

   ସୁନୀଲ  66ହର ଉତ୍କଳ ଗୌରବ ହୁଅନ୍ତୁ ବା ଉତ୍କଳ ମାନି ଏମାନଙ୍କ ନାମ ମନେ ରଖିବା ପାଇଁ ଓଢ଼ିଆଙ୍କୁ  ବେଶ  କଷ୍ଟ ହୋଇ ପାରେ କିନ୍ତୁ  ନାମଟି ଗାଁ ରୁ ସହର ସବୁ ଠାରେ ସୁବିଦିତ !ସମ୍ବର ପୂର ଅଇଁଠାପଲୀ ନିକଟସ୍ଥ ଏବ ନିପଟ ଗାଁ ରେ ତା ଜନ୍ମ ! ଗ୍ରାଜୁଏ ସାନ   ପଢ଼ିବା ବେଳୁ ତା ଝାଡ଼ଖଣ୍ଡ ଜଣେ ଯୁବକ ସହ ଦେଖୀହୁଏ ! ଚାକିରୀ କରିବା  ଅପେକ୍ଷା ଦେହ ବେପାର ରେ ବରଂ  ବେଶୀ ଲାଭ ମିଳିବ  ବୋଲି ସେ ଯା ଣିବାକୁ ପାଏ ! ପ୍ରଥମେ ପ୍ରଥମେ ସେହି ସମ୍ବଲପୁରର ଘରକୀମ ରୁଥିବା ଜଣେ ସୁନ୍ଦରୀ  ଯୁବତୀ ଟିକୁ  ସେ ନିଜ ପ୍ରେମ ପାଶରେ ପସାଏ ବାହୀ ହେବାର ପ୍ରଲୋଭନ ଦେଖାଏ  ଚାସହ ବାରମ୍ବାର ଶାରୀରିକ ସମ୍ପର୍କ ରଖେ! ଏହିସବୁ ମ୍ପୂହୁଇଁର ଫଟୋ ରଠାର ପରବର୍ତି  ସମୟରେ ଯୁବତୀ ଜଣଙ୍କୁ ବ୍ଲାକ ମେଲ କରେ ! ପାଟି ଖୋଲିଲେ ଖୁବ୍ କାମ  ଦିନ ମଧ୍ୟରେ ମାଲାମାର କରିଦେବାର ପ୍ରତିଶୃତି ଦିଏ! ପ୍ରତିଶୃତି ମଧ୍ୟ ପାଳନ କରେ  ! ଖୁବ୍ ବମ୍ ଦିନ ମଧ୍ୟରେ ଯୁବତୀ ଜଣଙ୍କୁ  ଦେହ ଧନ୍ଦାଜେ ଲଗାଇ ଯୁବକ ଜଣଙ୍କ ରୋଜଗାର କରେ ପୁଳା ପୁଳା ତାଙ୍କ  ! ଏହା ପରେ ଯୂବଟି ଖାସ୍ ସାଙ୍ଗକୁ  ପରଲୋ ଭୀତ କରେ ସୁନୀଲ! ଗୋଟିଏ ପରେ ଗୋଟିଏ ଏପରି ୧୫ ଜଣ ଝିଅଙ୍କୁ ନେଇ ସେ ଆରମ୍ଭ କରେ  ସୁନୀଲ ଫାଉଣ୍ଡେ ସନ! ବିନା ରେଜି ଷ୍ଟ୍ରସନରେ  ଚାଲୁ ଥିବା  ଏହି ଫାଉଣ୍ଡେ ସନରେ ସାମାଜିକା  କୀର୍ଯ୍ଯ କ୍ରମ ବଦଳରେ  ଚାଲେ ବେହବେପାର!
        ଏହିପରି ଧନ୍ଦାକୁ  ଜୋରସୋର ରେ  ଚଲା ଇବା ପାଇଁ ସୁନୀଳ  ରାଜଧାନୀ ରେ ପହଞ୍ଚେ  !ଇଞ୍ଜିନିଅର  ମେଡିକାଲ, ଏମ୍ .ବିଏ ଆଦି ବହୁ ସସ୍ରାନ୍ତ ଶ୍ରେଣୀର ଝିଅଙ୍କୁ  ସେ ଏହି ଧନ୍ଦାରେ  ସାମିଲ କରେ  ନେତାଙ୍କ ଠାରୁ ପ୍ରଶାସନିକ ଅଧିକାରୀ  ସମସ୍ତଙ୍କୁ ନିଜ ହାତମୁଠାରେ ରଖେ ! ପୋଲିସ ପ୍ରଶାସନକୁ  ଅଳ୍ପେ  ବହୁତେ ଖୁସି କରି ଆଗକୁ  ମାଡି ଚାଲେ , ଧୀରେ ଧୀରେ ରାଜଧାନୀ ରୁ  ସାର! ରାଜ୍ୟକୁ ବ୍ୟାପେ ତା ନେଟୱର୍କ ! !ଟ୍ୟର କୋଣ ଅନୁକୋଣ ରେ ବୁଲନ୍ତି  ତା ଦଲାଇ ! ଧୀରେ ଧୀରେ ରାଜ୍ୟ  ବାହାରର ହିଁ ! ବ୍ୟବସାୟୀ   ଖଣିମାଲିକ ଙ୍କ  ସହ ତା ଯୋଗାଯୋଗ ହୁଏ କଲିକତାର ସୋନାଗାଁ ଛି ! ବିଦେଶର ବିଭିନ୍ନ ସେକହବ୍ କୁ ଯାଇ  ଟଙ୍କ! ଖର୍ଚରରିବା ଅପେକ୍ଷୀ ଏହିଠାରେ ରଖ୍ ବେଧଡ଼ବ ଶାରୀରିକ ସୁଖ ନେବାପାଇଁ ସୁନୀଲ ସେମାନଙ୍କୁ ପ୍ରବର୍ତ୍ତାଇ ଚାଲେ  ! ଏହିପରି ପାଦକୁ ପାଦ ଆଗେଇ ସେ ପାଲଟିଯାଏ ଦେହ ହାଟ     ବାଦଶାହ |

            ସବୁକିଛି ଠିକ୍ ଚାଲିଥିବା ! ସମୟରେ ହଟାତ  ଜନୈକ ଗଣମାଧ୍ୟମ କର୍ମଚାରୀଙ୍କ ସହ ତା ଝଗଡ଼! ହୁଏ ! ଏହି ଘଟଣୀଙ୍କୁ କେନ୍ଦ୍ର କରି  00 ମସିହ! ମେ୧୭ ତାରିଖରେ ଚନ୍ଦ୍ରଶେଖରପୁର ଅଂଚଳରୁ   ଗିରଫ ହୁଏ ସୁନୀଲ ସେକ୍ସ ର୍ୟାକେଟ  ଚାଲୁ ଥିବା  ନେଇ ଖବର ପାଇବ! କ୍ଷଣି ଚଢ଼ଉ ପରେ ପୋଲିସ !କିନ୍ତୁ  ଖୁବ୍ ଶୀଘ୍ର ଯାମିନରେ ଆସି ପୁଣି ସେ ଆରମ୍ଭ କରିଦିଏ ଏହି ଦେହ ଧନ୍ଦା ! ଏହାପରେ ପୁଣି 00 ମସିହ! ଡିସେମ୍ବର ରେ  ଶୈଲ ଶ୍ରୀବିହାର  ଅଂଚଳରୁ , 0୧୧ ଜୁଲାଇ ୧୧ରେ ବ୍ରହୃପୁର ପୋଲିସ ଦ୍ଵାରା! 0୧୧ ଡିସେମ୍ବର ୨୬ ରେ  କଲିକତା ପୋଲିସ ଦ୍ଵାରା, 0୧୪ ଜୁଗାର ୬ରେ ଜୟଦେବ ବିହାର ଅଞ୍ଚଳରୁ, 0 ୧୫ ଫେବୃଆରୀ ୧୯ରେ କ୍ୟା ପି ଟାଲ  ପୋଲିସ ଦ୍ଵାରା ଗିରଫ ହୋଇ ଜେଲ ଯାଏ ସୁନୀଳ  ହେଲେ ମାସ ପରେ ଯହ! ସେୟା! ଏକ ଚର୍ଚିତ  ଘଟଣୀଦ୍ରମେ ସେକ୍ସ ଧନ୍ଦା ରେ   ବିଦେଶୀ ଯୁବତୀଙ୍କ ସଂଘୃପି ପଦାକୁ ଆସେ ! ପୋଲିସ ହାତ ରେ ଧରାପଡେ ଜଣେ ଦଲାଲ  କର୍ଗୀଜ  ସ୍ଥାନର   ଜଣେ ଦେହଜୀବୀ  ଏହାପରେ ସକ୍ରିୟ ହୋଇ ଉଠି ଥିଲା  ବମିଶନରେଟ୍ ପୋଲିସ! କମିଶନର ୱାଇ ବି ଖୁରାନିଆଙ୍କ  ନେତୃତ୍ୱରେ ଗଢ଼ା ହେଲା  ଏକ ସ୍ପେସିଆଲ   ଟିମ୍! କୁଇକ ଆକ୍ସନ  ସ୍ପେଶାଲ୍ ଟିମ ପକ୍ଷରୁ ଆରମ୍ଭ  ହୋଲଥିଲା! ମିଶନ ସୁନାଲର ଅଭିଯାନ



କିପ ରି ଗିରଫ ହେଲା ସୁନୀଲ

ଏପ୍ରିଲ ୨୧ ତାରିଖ! ମିଶନରେଟ୍ ଅଫିସକୁ ସୁନୀଲ ବିଷୟରେ ସୁଚନା ମିନିଲ! ସୁନୀଲ ଗୋ ଐର  ଫ୍ଲା ଲଟ୍ ଯୋଗେ ଅହମଦାବାଦ ରୁ କୋଲକାତା ଆସୁଥିବା ! ସୁଚନା ମିଲୀଳା ! ସୁଚନା ମିଳିବ! କ୍ଷଣି କୋଲକାତା  ଯାତ୍ରା ଆରମ୍ଭ କଲା ପୋଲିସ   ଟିମ୍!  ମୁଖ୍ୟ ଆକାଶ ରଣ! ଏହାର ନେତୃତ୍ୱ ନେଲଥିଲେ !ଆକାଶ ରଣ!ଙ୍କ  ଘର ସମ୍ବଲପୁର ହୋଲଥିବା ରୁ ସୁଳୀଲଙ୍କୁ  ଧରିବା ପାଇଁ ସେ ସମ୍ବଲପୁରୀ ଭା ଷାଭେ ବଥ! ହେବ! ଆଲମ୍ବ କରି ଦେଇ ଥିଲେ  ! ସମ୍ବଲପୁରୀ କାଷ! ଶୂଣିବାମାତ୍ରେ ସୁନୀଲ ଆକୀଶସ ସହ ବାର୍ଜାଳୀପ କରିବା ଆରମ୍ଭ ରିଥିଲା ! ଏହି ସମୟରେ ପୂର୍ବରୁ  ପ୍ରସ୍ତୁତ ଟିମ୍ ତାକୁ କାବୁକରି  ଭୁବନେ ଶ୍ଵର ଅଭିମୂଖେ ଆଣିଥିଲେ  ଏହାପରେ ଚା ଠାରୁ ଧ୍ ତଥ୍ୟ ହାସଲ କରିବା ପାଇଁ ସୁନୀଳ  କୁ  ଦିନିଆ ରିମାଣ୍ଡରେ ନିଆଯାଇଥିଲା  ! ରିମାଣ୍ଡ ଅବଧ୍ ସମୟରେ ସେ ପୋଲିସକୁ ବହୁତଥ୍ୟ ପ୍ରଦାନ କରିଥିଲା



ଡ଼ବଡ଼ିଆ ଗରାଖ



ପ୍ରଥମ ଦିନର ରିମାଣ୍ଡ ସମୟରେ ସୁନୀଳ  ତା ଗରାଖ  ଲିଷ୍ଟ ପୋଲିସକୁ  ପ୍ରଦାନ ବରିଥିଲା ! ସେମାନଙ୍କ ମଧ୍ୟରେ ଥିଲେ ରାଜନେତା ବିଲଡର , ଖଣି ବ୍ୟବସାୟୀ, ହୀରା ବେପାରୀ, ସସ୍ରାନ୍ତ କଲେଜ   ରେୟ୍ଯରମ୍ୟାନ୍ ପ୍ରମୁଖ ! ଏହି ଦୌଡ଼ରେ କିନ୍ତୁ  ସର୍ବାଗ୍ରେ ଥିଲେ  ସାମ୍ବାଦିକ ସମାଜସେବୀ! ଗଣମାଧ୍ୟମର ଭୟ  ଦେଖାଇ ସେମାନେ ଅଧ୍କାଂଶ ସମୟରେ ସୁନୀଲ ଠାରୁ  ବେହସୁଖ ଗ୍ରହଣ କରୁ ଥିଲେ !

ପର୍ନ  ଷ୍ଟାରଙ୍କ   ଚାହିଦା ଧିକ

ସୁନୀଲ ନିଜ ଦେହ ବ୍ୟବସାୟ ପାଇଁ ଵିଇଁନ୍ନ ଶ୍ରେଣୀର ଝିଅଙ୍କୁ  ବ୍ଯବହାର କରୁ ଥିଲା ! ୱିନିୟରି, ଏମ୍ .ବିଏଏୟାର ହୋ ଷ୍ଟେସ ମଦେଲ ମାନଙ୍କୁ  ସେ ଏହି ଧନ୍ଦାଭେ ଲଗାଉ ଥିଲା  ତେବେ ତା କହିବା  ଅନୁଯାୟୀ ପର୍ନ  ଷ୍ଟାରଙ୍କ  ଚାହିଦା ଟିକେ ଅଧ୍ ଥିଲା ବିଦେଶୀ ଯୁବତୀଙ୍କ ତୁଳନାରେ ପୁର୍ନ  ଷ୍ଟାର ଭଲ ଦାମ୍ ରେ ବିକ୍ରି ହେଭଥିଲେ ! ମୁଖ୍ୟତଃ ଖଣି ବ୍ୟବସାୟୀ ଚିତ୍ତ ଫାଉଣ୍ଡ ଲୁଟେରା ମାନେ ପର୍ନ  ଷ୍ଟାରଙ୍କ  ଗରୀଖ ସାଯୁ ଥିଲେ  0’000ଚୂ ଆରମ୍ଭ କରି ଲକ୍ଷ ଟଙ୍କା  ପର୍ଯ୍ଯନ୍ତ ସେମାନଙ୍କ ଦାମ୍ ଥ୍ନା ! ଗୋଆ, ଦିଲ୍ଲୀ, କୋଲକାତା ରୁ  ମୁଖ୍ୟତଃ ଯୁବଢୀମାନଙ୍କୁ  ଏଠାକୁ ଅଣା ଯାଭଥ୍ଜୀ ବୋଲି ପୂର୍ବରୁ ଗିରଫ ହୋଇ ଥିବା ! ସୋ ମେଶ ପଣ୍ଡ! ପୋଇଁସ ନିକଟରେ ସୁଚନା ବେରଛନ୍ତି



 ଆକାଉଣ୍ଟରେ ପ୍ରଚୁର ଟଙ୍କା



ଗତ କିଛିଦିନ ତରେ ସୁନୀଳ ବିଭିନ୍ନ ଆକାଉଣ୍ଟ କୁ ଇକ୍ଷାଧ୍ବ ଚଟା ଆସିଥିବା ପୋଲିସ ନାଣିବାଜୁ ପାଇଛି ! ପ୍ରତତ୍ଯବ ବ୍ୟାଙ୍କରେ ସୁନୀଳ   ଆକାଉଣ୍ଟ ରହିଛି!ଦୈନିକ ଲକ୍ଷ ଟଙ୍କ! ଚାଆକୀଭଣ୍ଟକୁ ଆସୁଥିବା  ପୋଲିସ୍ ବମିଶନର  ଯୋଗେଶ ବାହାଦୁର ଖୁରୀନିଆ ପ୍ରକାଶ କରିଛନ୍ତି ! ଏପରିକି ଗିରଫ ହେବ! ଦୁଇ ଦିନ ପୂର୍ବରୁ ଜଣେ ହୀରାବ୍ଯବସାୟୀଟ ଆକୀଇଣ୍ଟରୁ ସୁନୀଳ ଆକାଉଣ୍ଟ କୁ ପାଖୀପାଖ୍ ବେଢ଼ ଇକ୍ଷଟଙ୍କା  ଆସିଥିବା ! ଯା ଣିବାକୁ ପାଇଛି ବମିଶନରେତ ପୋଲିସ୍ ! କିନ୍ତୁ ସମ୍ପର୍କ   ପୋଲିସ୍ କା ହାର ନାମ ପ୍ରକାଶ କରିନାହିଁ!

ଆଲବମ କଥା  ମିଛ



ସୁଳୀଲ୍ ମେହେର ଗିରଫ୍ ହେବ! ପରଠାରୁ ବିରିନ୍ନ ଗଣମାଧ୍ୟମରେ ଏହି ରୟ କେ ଟ୍ ରେ ଓଡ଼ିଆ ଆଲ୍ ବମ୍ ଅରିନେ ତ୍ରୀକ ସଂପରୁକ୍ତି  ନେଇ ଖବର ପ୍ରକାଶ ପାରଥିଲା ! ଆଗଧାଡ଼ିର ଦୁଇଜଣ ଅଭିନେତ୍ରୀ ଏଥିରେ  ସାମିଲ୍ ବୋଲି  ଶୂଣିକାକୁ ମିଳିଥିଲା ! ଏପରିକି  ଗୋ ହିରିଅ! ଛକ ନିକଟରେ ଥିବା ! ଏକ ଇଞ୍ଜିନିୟରିଂ କଲେଜର ମେକାନିକାଲ୍ ଛାତ୍ରୀ ବିଟ! ଏଥ୍ରେ ସଂପୃକ୍ତ ବୋଲି  ଜଣ ପଡି ଥିଲା  ! କିନ୍ତୁ  ପର ମୁହୁର୍କରେ ଏହ! କଞ୍ଚ! ମିଛ ବୋଲି  ଖୋଦ୍ ଭୁବନେଶ୍ୱର ତିସିପି  ସତ୍ୟବ୍ରତ ଭୋଇ  ପ୍ରକାଶ କରିଥିଲେ  ଏପରିନି ବିଟ! କନୈକ ସାମ୍ବାଦିକଙ୍କ ସହ ଉଠାଇ ଥିବା ! ଫଟୋ ସେକ ସାମ୍ବାଦିକଙ୍କ ନୁହଁ ବରଂ ପାରିବାରିକ ଫଟୋ ବୋଲି  ପ୍ରକାଶ କରିଥିଲେ ଡି ସିପି ! ଏହ! ସହ ସେକ୍ସ ର୍ୟାକେଟ   କୌଣସି ଓଡ଼ିଆ ଅଭିନେତ୍ରୀ ସଂପୃକ୍ତ ନୁହନ୍ତି  ବୋଲି ସେ ସୁଚନା ଦେଇଛନ୍ତି

 ଚାହିଦାରେ   ଜିଗୋଲୋ



କେବଳ ଯୁବତୀ ନୁହନ୍ତି  ସ୍ୱୀର୍ଟସିଟିର ସ୍ନାର୍ଟ ଟାହଁଦାକୁ  ମେଣ୍ଟାଇବା ପାଇଁ ସୁନୀଲ ରାଜଧାନୀରେ ଯୋଗାଇଥିଲା ଜିଗୋ ଲୋ  କଥାଟି ମିଛ ଲା ଗୁଥିଲେ  ମଧ୍ୟ ସଂପୁର୍ଣ୍ଣ ସତ! ଭୁବନେଶ୍ଵରର ସମ୍ଭ୍ରାନ୍ତ କ୍ଲୁବ  ରେ  ଚାଲୁ ଥିଲା   ଏପରି ଧନ୍ଦା ! ଚତୁର୍ଥ ଦିନର ରିମାଣ୍ଡ  ସମୟରେ ସୁନୀଳ  କୁ ଇକ ଆକ୍ସନ ଟିମ  ସମ୍ବୁଖରେ ଏପରି କି ଛି ବୟୀନ୍ ଦେଇ ଛି ସମ୍ଭ୍ରାନ୍ତ  ଶ୍ରେଣୀୟ ସ୍ତ୍ରୀ ଲୋକଙ୍କ  ଶରୀର  ରର କ୍ଷୁଧା ମେଣ୍ଟାଇବାକୁ ଯାଇ  ସୁନୀଳ ଜିଗୋଲୋ  ଯୋଗାଇଥିଲା 000 ତାଙ୍କ ରୁ  ଆରମ୍ଭ କରି ୨୫ ୦୦୦ ତାଙ୍କ ! ପର୍ଯ୍ଯନ୍ତ ଥିଲା  ଏହି ପୁରୁଷ ଦେହଜୀବିଙ୍କ  ଦାମ୍! ଏଥ୍ପାଇଁ ସର୍ବାଗ୍ରେ ଥିଲେ  ରାଜଧାନୀର ତଥା କଥିତ  ବାଉଁଶର! ଏହା ଛଡା ! ପଞ୍ଜାବି  ଯୁବକମାନଙ୍କର ଚାହିଦା ରାଜଧାନୀରେ ଅଧିକ  ଥିବା ! ଜଣାପଡ଼ିଛି! ଏପରିକି ଜଣେ ମହିଲା  ସମାଜସେବୀ ପ୍ରତ୍ୟେକ ଦୁଇ  ଦିନରେ ଥରେ ସୁନୀଲ ଠାରୁ ଜିଗୋଲୋ  ନେଇ ଥିବା ! ସେ କମିଶନରେ ଟ୍ ପୋଲିସ ଙ୍କ ଆଗରେ ସୁଚନା ଦେଇଛି


ଚେନ୍ ସିଷ୍ଟମ୍ ବିଜ଼ନେସ

ସୁନୀଲ  ଏହି ଧନ୍ଦ! ପଛରେ  ଥିଲା! ଚେନ୍ ସିଷ୍ଟମ୍ ବିଜ଼ନେସ  ! ଗରା ଖଙ୍କ  ଠାରୁ ଆଦାୟ ହେଇଥିବ! ଶତ ପ୍ରତିଶତ ଟଙ୍କା  ରୁ 0% ଯାଭଥିଲା ସୁନୀଲ ନିକଟକୁ ! ସେହି ୬୦% ରୁ  ୪୦% ଦ୍ଦେହଜୀବା ନେଉ ଥିଲେ  ଅନ୍ୟ  0% କୋର୍ କମିଟି ମେମ୍ବର, ଦଲାଲ୍, ବିଭିନ ଜିଲ୍ଲାର  ପ୍ରତିନିଧ୍ ଆଦି ବାନ୍ତି ନେଉ ଥିଲେ  ! ୧୫ ଜଣ କୋର୍ କମିଟି ମେମ୍ବର ତାର ଏହି ବିଜ଼ନେସକୁ   ଡି ଲ୍ ରୁଥିଲେ  ! ପ୍ରତ୍ୟେକ  0 ତାରିଖରେ ଦଲାଲ ଙ୍କ ଆକାଉଣ୍ଟ କୁ ଟଙ୍କା ଯାଉଥିଲା   ଏପରି ଖବର ପାଇବ! ପରେ ହାତବାକ  ହୋଇଯାଇଛି

ମିଶନରେ ଟ୍ ପୋଲିସ୍! ରାଜ୍ୟ  ବାହାରେ ରହି ବିଭିନ୍ନ ଜିଲାରେ ଏପରି ନେଟ ବା ର୍କ ଅପରେଟ୍ କରିବ! ତଦନ୍ତକାରୀ  ଟିମ୍ କୁ ବିସ୍ମିତ  କରିଛି!

ଡିମାଣ୍ଡ ରେ ପେଡ  ଗାର୍ଲ ଫ୍ରେଣ୍ଡ



ପଇସା ଦେଇ ପ୍ରେମ, କଥାଟି ଅଡୁଆ ଲାଗୁ ଥିଲେ  ମଧ୍ୟ ସତ! ସୁନୀଇ ଦାଉ ଥିଲା  ପେଡ  ଗାର୍ଲ ଫ୍ରେଣ୍ଡ ପ୍ୟାକେଜ ! ଏଛି ପ୍ୟାକେଜ ରେ ଥିବା  ଯୁବତୀଙ୍କ ସହ ୨୫ଟି ରାତି ବିତେଇ ବାର ସୁଯୋଗ! ଅବଶ୍ୟ ଏଥ୍ ପାଇଁ  ଗ୍ରାହକ ମାନଟୁ କିଛି ଡି ସକାଉ ଣ୍ଟ ମିଳିଥାଏ ! ପ୍ୟାକେଜ   ଦାମ୍ 0 ୦୦୦ ରୁ ଆରମ୍ଭ ହୋଇ ଲକ୍ଷ ପର୍ଯ୍ଯନ୍ତ ଥିବା ! ଜଣାପଡ଼ିଛି! ଏଥ୍ ପାଇଁ ଏୟୀରହୋଷ୍ଟେସସ ଚାହିଦା ଟିପେ ବେଶି ଥିବା ! ଜଣାପଡ଼ିଛି



ପୋଲିସ ପାଉନି ଦେହଜୀବୀଙ୍କ ତଥ୍ୟ



ଏବେ ଜଣେ ବେହବ୍ୟବସାୟୀର ତଦନ୍ତ ସକ୍ରିୟ! ନେଇ ବିବାଦ ମୁଣ୍ଡ ଟେକିଛି! ଏହି ବ୍ୟବସାୟୀ ଜଣକ  ହେଇଛି କିଛି ଦିନ ଧରି ଗଣମାଧ୍ୟମର ଶିରେ!!! ମଣ୍ଡନ କରିଥାସୁଥିବା ! ଦେହ ଦନାଇ ସୁନୀଲ ମେହେର !ଦୂଇ ଦିନ ତଳେ  ସୁନୀଲ   ୪କିନିଆ ରିମାଣ୍ଡ ଶେଷ ହୋଇଛି! ପୋଲିସ ଦି ନିଆ ଜେରା ରୁ ସୁନୀଲ   କିଛି ଏଜେଣ୍ଟ ଙ୍କ ନାମ  ପାଇଲା ବୋଲି  କହୁଛି ! ଏବେ ଦେଖି ବାକୁ  ବାକି ରହିଲା ପୋଲିସର କାର୍ୟ ନୁଷ୍ଠାନ ! ବଇଁମାନ ପୋଲିସ ତାଚାର୍ଚସିଟ ପାଇଁ କେ ତେ ସମୟ ନେଇଛି, କଣ କିରୁ ଛି ଏବଂ କଣ ଦଫା  ଲଗାଉଛି ତାହା ହିଁ ଅପେକ୍ଷା  ! ଯଦି ପୂର୍ବଥର ପରି କୋହଳ  ଦଫା ଲଗାଇ ଛାଡ଼ି ଦେବ ତେବେ ପୁଣି ସେ ଜାମିନ୍ ପାଇ ବାହାରି ଯିବ ଏବଂ ପୁଣି ତା ଦୁସ୍ଥିତ କାରବାର ଆରମ୍ଭ କରିବ !

ସୁନୀଲ ରେ ଅନ୍ତର୍ଭୁକ୍ତ ପକ୍ଷ ପ୍ରଥମେ ଦଲାଲ  ସୁନୀଲ, ଦ୍ଵିତୀୟରେ ଏକେଣ୍ଟତୃତୀୟରେ ବେହଳୀବୀ ଏବଂ ଚତୁର୍ଥ ରେ ଗରାଖ  ! ପୋଲି ଉପରୋକ୍ତ ପକ୍ଷଙ୍କୁ  ନେଇ ଟାର୍ଚସିଟ୍ ପ୍ରସ୍ତୁତ କରୁ ଛିତାହ! ଆଗକୁ  ଜଣାପଡିବ! 00 ଣିଆ ଗରାଖ  ଲିଷ୍ଟ ୧୫ଚଣିଆ କୋର କମିଟି ଦଲାଲଙ୍କ  ଲିଷ୍ଟ ପୋଲିସର ହସ୍ତଗତ ହୋଇ ଥିବା  ସୁଚନା ମିଲିଛି! ଲିଷ୍ଟରେ ନାମୀ ଦାମୀ କଲେଜର ଚେୟାରମ୍ୟାନଖଣି ମାଲିବବିଲ୍ ଡରଠିକାଦାର, ମହିଳା  ସମାଜସେବୀ, ହୀରା  ବ୍ୟବସାୟୀଙ୍କ ନାମ ରହିଛି ! ତେବେ ଏଥ୍ରେ ଦୁଇ ପାଦ ଆଗରେ ରହିଛନ୍ତି  ସାମ୍ବାଦିକ! ଖବର ପ୍ରକାଶ  ନକରିବା ପୋଲିସର ଚଢ଼ାଉ  ସମୟରେ ସୁନୀଲ କୁ ପୂର୍ବରୁ  ସୁଚନା ଦେଇଦେବ! ପରୀ  ସାଙ୍ଗୀତିକ ପ୍ରମାଣ ପୋଲିସ ହା ତରେ ଲାଗିଛି ! ଏପରିକି ସୁନୀଲ ଧନ୍ଦା ଚୂଝୁଥିବା  ଜଣେ ଆଗଧାଡିର ବେହଜୀବି ଙ୍କ ' ସହ ଜଣେ ଆଗ ଧାଡ଼ିର  ସାମ୍ବାଦିକଙ୍କ ଫଟୋ ମଧ୍ୟ ମିଲିଛି ଏଠାରେ ଆଲୋଚନାର ବିଷୟ ହେଇଛି, ପୋଲିସ ସୁଚନା ଗଣମାଧ୍ୟମଭେ ପ୍ରକାଶିତ ଖବର ଯଦି ସତ୍ଯ ହୋଇଥାଏ, ତେବେ ସୁନୀଲ ଆତଙ୍କବାଦୀ ଲିଙ୍କ  ମଧ୍ୟ ଏଡାଇ ଦିଆଯାଇ ନପାରେ! ପୂର୍ବରୁ ଯେତେଥର ବି ବେହଜୀବୀମାନେ ଧରା ପଵିଛଢି ପ୍ରାୟ ସଚୂଥର ଦିନେ ଦୁଇଦିନ ଭିତରେ ଯା ମିନ୍ ରେ ବାହାରି ଯାଇଛନ୍ତି !ସୂଚନା  ଅନୁଯାୟୀ ସୁନାର ବଙ୍ଗୀୟ ଯୁବତୀ ବିଡ଼େ ଶୀ ଯୁବଚୀଙ୍କୁ  ଦେହ କା ରବାରରେ ଲଗାଏ! ବଙ୍ଗଳା  ଭାଷାରେ ବଥାବାର୍ଜା କରୁ ଥିବା  ଏହି ଯୂବଟି  ମାନେ ପଶ୍ଚିମବାଙ୍ଗରା  ଲିମ୍ବ! ବଙ୍ଗଳା ଦେ ଶୀ ଅନୁପ୍ରବେଣକୀରୀ ସେ ସଂପର୍କରେ ପୋଲିସ ନିକଟରେ କିଛି ତଥ୍ୟ ନାହିଁ ! ଏମାନଙ୍କର ପରିଚୟ ଉପ ରେ ପୋଲିସ ନିକଟରେ କିଛି ସୁଚନା ଅଛି କି ? କୌଣସି ଚଢ଼ାଇ କରିବା ମାତ୍ରେ ଗରାଖ ଙ୍କୁ କୋର୍ଟ ଚାଲାଣ କରି ଯୁବତୀ ଙ୍କୁ  ସୁଧାର  ଗୃହକୁ  ପଠାଇ ଦେଇ ହାତ ବାନ୍ଧି  ବସିଯାପଛି ପୋଲିସ ! ଗତ କିଛି ଦିନର ସେକ ଦ୍ୟାବେଟ୍ ଧରା ହେବା ଘଟଣାକୁ ଯଦି ଅନୁଧ୍ୟାନ କରାଯାଏ, ତେବେ ଥରେ ହେଲେ ବି ବେହଜୀବିଙ୍କୁ  ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ  ! ସେମନେ କେଉଁ ପରିପିତିରେ ଓଡ଼ିଶ! ଆସୁଛନ୍ତି , କେଉଁଠୁ ଆସୁଛନ୍ତିପରିଚୟ ଚିହ୍ନଟ, କି ସେମାନଙ୍କ ମାଷ୍ଟର ମାଇଣ୍ଡ

ସଂପର୍କରେ ତଥ୍ୟ ନେବ! ବଦଳରେ ରାତ! ରୀତି ତାଙ୍କୁ  ନେଇ ସର୍ଟ ଷ୍ଟେ ହୋମ ରେ  ଛଡାଯାଉଛି  ! ପରେ ସେମାନେ ୪୮ଘଣ୍ଟା ନଯାଭଣୁ ପୁଣି ଏହି ଧନ୍ଦାରେ ଲିପ୍ତ ରହୁଛନ୍ତି , ଠିବ୍ ସେହିପରି ଏବ ଘଟଣା ନିକଟ ଅତୀତରେ ଘଟିଥିଲା! ! ଏଠାରେ ପ୍ରଶ୍ନ ଭଠୁଛି ଉପରୋକ୍ତ ଯୁବତୀମାନେ କେବଳ  ପେ ଦେହ ବେପାର କରୁ ଛନ୍ତି  ନାଆଉ କୌଣସି ଗହିଁତ ଅପରାଧରେ ତଡିତ ବାହାର କିଛି ସୁଚନା ପେଲିସ ନିକଟରେ ଅଛି କି ? ସେମାନେ ଯେ ଡ୍ର ଗସ   କାରବାର, ଯୁବତୀ ଚାଲାଣ, ଆତଙ୍କବାଦୀ  ସଂପର୍କରେ ଲିପ୍ତ ନଥିବେ  ସେ ଦ୍ୟାରେଣି ପୋଲିସ ଦେଇ ପାରିବ ଦି ? ନିକଟରେ କିର୍ଗି ସ୍ଥାନରୁ  ଆସିଥିବା  ଜଣେ ବିଦେଶିନୀ ଙ୍କୁ ଏଠାରେ ସୁଧୀର ଗୃହରେ ପିନା ବିୟର ପିଇବାକୁ ଦିଆଯାଇଥିଲାହେଲେ  ଚାଠାରୁ ପଦୁଟିଏ ଥା ଆଦାୟ ବରିବାନ୍ଧୁ ପ୍ରୟାସ ରିନଥିଲା  ପୋଲିସ!



      କେବଳ  ସେତିକି ନୁହେଁ ବଡବଡିଆ  ଗରାଖ ଯେପରିଵି ଚ୍ୟୁରେ!କ୍ରା ନେତା ଙ୍କଠାରୁ ଯୁବଟି ମାନେ ଦେଶର  ସୁରକ୍ଷା ବିଷୟରେ ତଥ୍ୟ ହାସଲ କରୁ ନଥିବେ  ସେ ସମ୍ପର୍କ ରେ ପୋଲିସ ପ୍ରଶାସନ ଦମ୍ଭର  ସହ କହି ପାରିବ କି ? ଭୁ ବନେଶ୍ଵଇ ମହୀନଗର ନିଗମ ପକ୍ଷରୁ ଭୁ ବନେଶ୍ଵଇ ରୁ ଇଠ! ଦୋକାନ ଉଠିବ! ଢଙ୍ଗ ରେ ମିଶନରେଟ ପୋଲିସ ସେକ୍ସ ର୍ଯ୍ୟକେଟ  ଧରୁ ଛି! ଉଚ୍ଛେଦ  ହେବାର ଦି ଦାରି ଘଣ୍ଟା ମଧ୍ୟରେ ଯେପରି ରାବଧୀନା ଇଠାଢୋକୀନରେ ଭର୍ତି  ହୋଇଯାଇଛି ଠିବ୍ ସେହିପରି ସେକ୍ସ ର୍ଯ୍ୟକେଟରେ ବଢ଼ାଇ ହେଲେ କେବଳ ଉକ୍ତ  ସ୍ଥାନ ଟି ପରିବର୍ଜନ ହେଇଛି ନହେଲେ ସେହି ସମାନ ଗରାଖ  ସେହି ଯୁବତୀମାନଙ୍କ ଦ୍ଵାରା ୪୮ଘଣ୍ଟା ମଧ୍ୟରେ ଧନ୍ଦା ଆରମ୍ଭ ହୋଇଯାଇଛି



ଏତେ  ସବୁ ବାଣି ପୋଲିସ କଣ  ପାଇଁ ଚୁପ ବସିଛି ? °°ରୁ 0୧୬ ମଧ୍ୟରେ ପୋଲିସ ୮ଥଇ ସୁନୀଇକୁ କବଜ଼ା କୁ ନେଲଣି ହେଲେ  କେବଳ  ମାମୁଲି ଦଫା ଇଗାଇ ତା ଯା ମିନ ହେବାରେ ସହାୟତା  ବରୁଛି! ଯଦି ପୁରୀ ସିରିବ୍ ଟ୍ରେନ୍ ପୋଡି ଘଟଣାରେ ସୁବାଷ ରାମବତ୍ରନ ପରି ଗୋଟିଏ ମାନସିକ ବି କୁ (ମେଗାଗୋମାନିଆ) ରୋଗୀଙ୍କୁ  ନ୍ୟାସନାଇ ରନ୍ ଭେଷିଗେସନ ଏଜେନସି ( ଏନ ଆଇ )ଦ୍ୱାରା ତଦନ୍ତ କରାଯାଉଛି  ତେବେ ସୁନୀଲ ପ୍ରତି ଏତେ କୋହଳ ମନୋଭାବ କାହିଁକି ?ଦେଶ ପ୍ରତି ବିପଦ ସୃଷ୍ଟି କରୁଥିବା

    ସୁନୀଲ କୁ  ନ୍ୟାସ୍ନାର ସିଦ୍ୟୁରିଟି ଆଦ୍ର (ଏନ୍.ଏସ୍.)6 ଅନ୍ତର୍ଭୁକ୍ତ କରାଯାଇନାହିଁ କଣ ପାଇଁ? ବାରମ୍ବାର ଯା ମିନ ବେଳେ ବେଇଥିବା ସାର୍ଟର  ଖିଲାପ କରିବା ତଥା ମାନ୍ୟବର ଅଦାଲତ ଙ୍କ  ନିର୍ବେଶକୁ ଅବମାନନା ବରିବ! ଇଳି ସଂଗୀନ ଅଭିଯୋଗ  ଏହି ଅଭ୍ୟାସଗତ ଅଭିଯୁକ୍ତ ନାମରେ ରହିଥିଲେ  ମଧ୍ୟ ପ୍ରମାଣ ଅଭାବ କୁ  ଏକ  ଶସ୍ତା କା ରଣ ଦର୍ଶାଇ ଖସିଯାଭଛି ପୋଲିସ

ଏତେ ପ୍ରହସନ  ପାଇଁ



 ଗତ  ଏକ ବର୍ଷ ମଧ୍ୟରେ ବମିଶନରେଟ ପୋଲିସର ବିଭିନ  ଥାନା ଅଞ୍ଚଳରୁ ଅନେକ ସେକ୍ସ  ଦ୍ୟାବେଟ ଧରୀପତିଛି ! ଧରା ହେବ! ମାତ୍ରେ ସୁନୀଲ ନାମ ହିଁ ଚର୍ଚ୍ଚା କୁ  ଆସିଛି! ତେବେ କେତୋଟି  ଘଟଣାରେ ସୁନୀଲ ସମ୍ପୃକ୍ତି  ନେଇ ପ୍ରମାଣ ମିଳିଛି ? ଯଦି ମିଳିଛି ପୋଲିସ ସେ ସବୁକୁ ଗମୋଧ୍ୟମ ତଥା ସର୍ବ ସମ୍ମୁଖରେ ପ୍ରକାଶ କରୁନାହିଁ ଚାହିଁବି ? ଆଇନ ଅନୁଯାୟୀ ଯଦି ଜଣେ  ଯୁବତୀ ନିବ ଇଚ୍ଛାରେ ଜଣେ  ପ୍ରାପ୍ତ ବୟସ ଯୁବବ ସହ ଦୈହିକ ସଂପର୍କ ରଖୁଥାଏ, ତେବେ ଏଥ୍ରେ କୌଣସି ଭୁଲ  ନାହିଁ! ବଳପୂର୍ବକ  କୌଣସି ଯୁବବ ! ଯୁବତୀଙ୍କୁ ଏହଁ ଧନ୍ଦାରେ ଲଗା ଯାଇପାରିବ ନାହିଁ ! ସେଥ୍ପାଇଁ ମାନ୍ୟବର କୋର୍ଟଲିଭ  ଇନ୍ ରିଲେ ସନସିଫ୍କୁ  ଆଇନସିବ ଘୋଷଣ! କରିଛନ୍ତି ! କିର୍ଗି ସ୍ତନ ରୁ  ଆସିଥିବା ! ଯୁବତୀ ବଣବ ମଧ୍ୟ ନେଇ ପ୍ରଶ୍ନ ଉଠାଇ ଥିଲେ ତେବେ ସେ କିଛି ବୁଝି ପାରୁ ନାହାନ୍ତି କହି ଟଙ୍କା  ପାଟି ବନ୍ଦ ରଖାଯାଇ ଥିଲା  ଉଚ୍ଚାଘରେ ସେ ନିଜ  ବନ୍ଧୁଙ୍କ  ସବ ରହୁଥିବା ବେଦେ ପୋଲିସ କୌଣସି ସୂତ୍ର ରୁଖବର ପାଇ ଛାପ! ମାରିଥିଲା ! ଉକ୍ତ   ପୁରୁଷ ବନ୍ଧୁଙ୍କୁ ଦେହ ଦଲାଲ  ସଜାଇ ଜେଲ  ପଠାଇ କେରଥିଲା  ! ଯୁବତୀ ଜଣଙ୍କୁ ରିହା ଵିଲିସନ ସେଣ୍ଟରରେ ରଖି ଅତିଥ୍ୟତା ପ୍ରଦାନ   ରାଯାଇଥିଲା ! ପିଯା  ସାଙ୍ଗକୁ  ଦିଆଯାଇଥିଲା  ବିଭିନ୍ନ ନିଶା ଦ୍ରବ୍ୟ ! ଶେଷରେ ଫଳ  ଶୂନ ! କିଛି ଦିନ ଜେଲ୍ରେ ରହିବାପରେ ଜାମିନ ରେ  ଆସିଥିଲେ  ଉକ୍ତ  ଯୁବକ ନିଜ ଦେଶକୁ  ଫେ ରିଯାଇଥିଲେ  ବିଦେଶୀନି ବାସ୍ତବରେ ମିଳିଲା  ? ସୁନୀଲ ମେହେର ସଂପର୍କରେ 6ପାଇଁସ ଯୁବତୀ ଜଣଙ୍କ ଠାରୁ କିଛି  ବି ସୁଚନା ପାଇଲା ନାହିଁ ! ତଥାପି ଏହି ଘଟଣାର କିଙ୍ଗ ପିନ  ପାଇଟିଗଲା  ସୁନୀଲ



       ୨00 ମସିହ! ମେ ମାସ ୧୭ତାରି ଖରେ ପ୍ରଥମେ ସୁନୀଲଜୁ ଗିରଫ କରା ଯାଇଥିଲା! 0୧୬ ମସିହା ମଧ୍ୟରେ ସେ ୭ଥର ଗିରଫ ହୋଇ ସାରିଲାଣି ଗିରଫ କରିବା ପରେ ଟାକୁ ବେଲ୍ ପଠାଯାଇଛି ଖୁବ୍ ବମ୍ ଦିନ ଭିତରେ ସେ ଯା ମିନରେ ମୁକୁଳି  ନିଜ କାର୍ଯ୍ଯ କରୁଛି! ଏହାଦ୍ୱାରା ଲାଭା କଣ ମିଳୁ ଛି ! ପ୍ରଶ୍ନ ରଠୁଛି ଏହି ଚୋର ପୋଲିସ ଖେଇ ମଧ୍ୟରେ ତୃତୀୟ ପକ୍ଷ ଲାଭବାନ ହେଉ ନାହାନ୍ତି ତା ?  କୌଣସି ବଡ ଈସୁ ବା ଘଟଣା କୁ   ଲୁ ଚାଇବାକୁ  ଯାଇ ପୋଲିସ ସେକ୍ସ  ଦ୍ୟାବେଟ ଧରିବାର ନାଟକ କରୁନି   ? ଶାସକ  ଦଳର ନେତା ମନ୍ତୀଙ୍କ  ରପରେ ସିବିଆଇର ଖଣ୍ଡା  ଝୁଲୁ ଥିବା ବେଜେ ମ୍ପୂଖ୍ୟମନ୍ତୀଙ୍କ  ମାରାଥନ ଦିଲ୍ଲୀ ସ୍ଥ ହଜି ଯାଇଥିବା  ସୁନୀଇ ମେହେ କୁ  ପୋଲିସ ଧରିବା ଘଟଣା ସାଧାରଣ ଲୋକଙ୍କୁ  ପୁଆଁ ଦୁଳାଇବା ଛଡା ଆଉ କିଛି  ଛିଛି ନୁହେଁ ବୋଲି ଚର୍ଚ୍ଚା  ହୋଇଛି ନିକଟରେ ଶେଷ ହୋଇଛି ସୁନୀଇର  ରିମାଣ୍ଡ ! ସୁନାଲ ଙ୍କ  ଠାରୁ ପୋଲିସ୍ ତଥ୍ୟ ପାଇଛି କେଉଁ କେଉଁ ବଡ଼ ବଡି଼ଆଙ୍କ  ନା ସୁନୀଇର  ଡାଏରୀରେ ରହିଛି ଏବଂ ପୋଲିସ୍ ଦିଗରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରୁଛି ତାହା  ଦେଖିବା କୁ ବାକି  ରହିଇ!

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...