Monday 13 June 2016

ମାଇଁ ପାଇଁ ଗଲା ଜୀବନ




            ମନର ପୁରୁଷ ପରଦେଶରେ ରହିବାର କଷ୍ଟ  କେବଳ ଅନୁଭବି ହିଁଚ୍ଚାଣିପାରେ ! ଗୋମତି ସେହି ପଥର ଯାତ୍ରୀ ଥିଲା ! ପରଦେଶରେ ଥିବା  ତାର ମନମଣିଷକୁ  ଝୁରି ହେଊଥିଲା! ମୋବାଇଲରେ ସେମାନେ ସମ୍ପର୍କରେ ଥିଲେ ମଧ ଶରୀର ଯେମିତି ପରସ୍ପର ର ସ୍ପର୍ଶ  ପାଇଁ ଡହଳ ବିକଳ ହେଉଥିଲା ! ଅଧର୍ଯ୍ୟ  ହୋଇପତୂଲେ ପ୍ରତି ମୁହୁର୍ତରେ  ! ସେମିତି ଏକ ରାତିରେ ଗୋମତି ତାର ମନର ପୁରୁଷ  ସୂନାଲକୁ  ଗାଁ କୁ ଆସିବ!ପାଇଁ ଆମନ୍ତ୍ରଣ କଳ! ! ସୁନୀଲ କହିଲା , ଗୋମଡିମୁଁ ଦିଲ୍ଲୀ କୁ  ଆସିବ! ଗୋତିଏ ସପ୍ତାହ ହୋଇ ନାହି, ତୂ ପୁଣି ଫେରିଆସିବାକୁ କହି ଲୁଣି ! ଏହା କଣ ସମ୍ଭବ ଗୋମତି ! ଅଭିମାନ ଓ ଭାବପ୍ରବଣତାକୁ ଏ କାଠି କରି ଗୋମତି କହିଲା , ସୁନୀଲ, ମୁଁ ଶୁଣିଛି ପ୍ରେମିକ! ଡାକିଲେ ପଙ୍କୁ ପ୍ରେମିକ ଗିରି ଇଂଘେ ! ଆଉ ପ୍ରେମିକାକୁ  ଭେଟିବା ପାଇଁ ଉଭା  ହୁଏ ! କିତୁମୁଁପ୍ରଥମ ଥର ପାଇଁ ଦେଖୁଛି ପ୍ରେମିଚ୍ଚାର ଆମନ୍ତଣକୁ  ପ୍ରେମିକ ଉପେକ୍ଷା କରୁ ଛି ! ସୁନୀଲ କହିଲା , ହଉ ହେଲ ଶରୀରର ଅଭିଳାଷରେ ଟିକେ ତ୍ରେକ୍ ମାର ! ଆଉ କେଇଦିନ  ପରେ ଦୀପାବଳି ! ମୁଁ ଯାଉଛି .........
           ଗୋମତି କଣ୍ଠରେ ଏଥର ଗଵପ୍ରବଣତା ନ ଥିଲା କେବଳ ଅଭିମାନରେ  ସେ କହିଲା, ଦୀପାବଳି ପୂର୍ବରୁ  କରବା ଗୌଥ ବ୍ରତତା  ବଡ଼ ! ଆଉ ତୁମେ ଜାଣ ଯେ , କିଶୋରୀଲାଲ  କେବଳ କାଗଜପତ୍ରରେ ମୋର ସ୍ଵମୀ ! ତୁମେ ମୋର ଇହକାଳ ଓ ପରଚ୍ଚାଳର ଦେବତା ! ! ଡୁମ ବିନ! ମୁଁ କରଗଚୌଥ ଉପବାସ ନେ ଜେମିତି ଦୈନି ମେ ! ମୋମୋନିଃ ଏକ ମାନେ କେତେ! ! ଡୁମ ବିନ! ମୁଁ କରଗଚୌଥ ଉପବାସ  କେମିତି କରିବି ଯେ  ! ରୋମତିର ଏଇ ଅନ୍ତର କଥାରେ ସୁନାଲର କାମନାର ବେଗରେ ପର ଲଗି ଯାଇଥିଲା  ! ଅକ୍ଟୋବର ୧୧ ରାତିରେ ସୁନୀଲ ଗାଁ ରେ  ପହଞ୍ଚିବ! ପାଇଁ କଥା ଦେଲା  ! ଗୋମତି କହିଲା , ଜାଣିଛ, କରଗଚୌଥ ଉପବାସ ବ୍ରତ ରାତିରେ ମୁଁ ଚୂମକୁ  ଏମିତି ଏକ ଉପହାର  ଦେବି ତୁମେ ସ୍ଵପରେ ସୂଦ୍ଧା ଭାବି ନ ଥିବା !ସୂନାଲ ଏହି ଉପହାରକୁ  ନେଇ ଅନେକ ପ୍ରଶ୍ନ କଲା  ! ହେଲେ ଗୋମତି ଏହାକୁ   ସର୍ ପ୍ରା ଇଜ଼  ଆଖ୍ୟା ଦେଇ ଲୁଚାଇ  ରଖିଲା ! ଆଉ ୧୧ ରାତିରେ ସୁନୀଲ ସହ ଏକାନ୍ତ ମୂଦୂର୍ଚ୍ଚକୁ ନେଇ ଅଙ୍କ କଷିବାରେ ଲଗିଲା

ପିରୋଜାବା ଦ୍ଋ ଶୀର୍ଷାଗଞ୍ଜ ଥାନ! ଅଧୀନ ଏକ ଗାଁ ଭାଡେସାର ! ସ୍ଵର୍ଗତ ମେଘ  ସିଂଙ୍କ ହାକିମ, ରାମବାରସୂଖରାମ୍ ଓ କିଶୋରୀଲାଲ ୪ ପୁଅଙ୍କ ସହ ଦୁଇ କନ୍ୟା ସଗୁନ   ଓ ସୁଧ! ଏଠରେ ବାସ କରୁଥିଲେ ! ସମସ୍ତଙ୍କୁ ନିଜନିଜ ସମ୍ପତି ଭାଗ ବଣ୍ଟା  ଯାଇ ଦି ଆଯାଇଥିଲା ! ପ୍ରୟ ୪ ବର୍ଷ ପୂର୍ବେ କିଶୋରୀଚ୍ଚାଲ ଗୋମତିକୁ  ବିରହ କରିଥିଲା  ଆଗ୍ରାର ତରାସୂ ଗ୍ରାମର ଗୋମତି ବାସିନ୍ଦା ଥିଲା  ! କିଶେଈଲୋଲକୁ  ସେତେବେଳେ ୨୦ ବର୍ଷ ହୋଇଥିଲା  ବେଳେ ଗୋମତିକୁ  ୧୯ ବର୍ଷ ହୋଇ ଥିଲା ! 
      ବୈବାହିକ ଜୀବନ ଉଭୟଙ୍କର ବେଶ ଭଲ ରେ ଚାଲି ଥିଲା  ! ସମୟା ନ୍ତରରେ ସେମାନେ ଦୁଇଟି ଶିଶୁକନ୍ୟା  ରାଧ୍ କ! ଓ ଲକ୍ଷ୍ମୀ    ଙ୍କ ର ମାତାପିତା ହୋଇଥିଲେ ! ସବୁ ଠିକ୍ ଗଲିଥିଲା ! ହେଲେ ଅଦିନ ଝଡ଼ ଭଳି ସୁନୀଲ ଗୋମତିର ଜୀବନକୁ ପ୍ରବେଶ କଲା  ! ୨୨ ବର୍ଷିଆ  ସୁନୀଲ ସେହି ଗ୍ରାମର ଦୟାବତା ଓ ମୁନ୍ନା ଲାଲ  ଖୁସ୍ ବା ହଙ୍କ ପୁଅ ଥିଲା ସେମାନଙ୍କର ଆଳୁ ବ୍ୟବସାୟ ଆଗ୍ରା ପର୍ଯ୍ୟନ୍ତ ବ୍ୟାପି  ଥିଲା ! ସେମାନଙ୍କର ଦୁଇ ପୁଅ ସୁନୀଲ ଓ ସୂରଜିତ୍ ଙ୍କ ସମେତ ୬ ଝିଅ ସୁମନ, ସୁଧା, ପରିଡା, ଶିବାଣୀ ଯୋଗୀତ ଓ ସନ୍ଧ୍ୟା ଥିଲେ  ! ପାଠ ପଢିବା ସହ ସୁନୀଲ ବାପାଙ୍କୁ ବ୍ୟବସାୟରେ ସହଯୋଗ କରୁଥିଲା ହେଲେ ତାର ପୋଲିସ ଗକିରି କରିବ! ପାଇଁ ସଉକ ଥିଲା ! ସେଥି ପାଇଁ  ସେ ବିଭିନ ଅତ୍ୟାସ ସହ ପରିଶ୍ରମ ବି କରୁଥିଲା
  କିଶୋରୀଲାଲ ଓ ଦୟାବାଟି  ହିସାବରେ ଭାଇ ଭଉଣୀ ଥିଲେ ଏଣୁ ସୁନୀଲ କିଶୋରୀ ଲାଲ କୁ ମାମୁ ଓ ଗୋମତିକୁ  ମାଇଁ ବୋଳି ସମ୍ଭ ଧନ କରୁଥିଲା  ଅନେକ ସମୟରେ ସେ ତାଙ୍କ  ଘର ଆଡେ ବୁଲି ଯାଉ ଥିଲା !ଗୋମତୀ  ପ୍ରତି ବେଶ ପ୍ରଭା ବିତ ହୋଇ ଥିଲା ! ଘଟଣା ଏଭଳି ଥିଲା  ଦି ନେ ଅଗଣାରେ
ଗୋମତି ସ୍ନାନ  କରୁ ଥିବା  ବେଳେ ସୁନୀଲ ପହଞ୍ଚି ତା  ଶରୀରର ସୌନ୍ଦର୍ଯ୍ୟକୁ ମନଊରି ଉପଭେଗ
କରିଥଲା !ଅଊ ସେବେଠାରୁ ସେଇ ଶରୀରକୁ ହାତ ପାହାନ୍ତା ରେ ପାଇବାକୁ ଆଶା କରି ଥିଲା! ସେଦି ନ ସୁନୀଳ ର ଅନ୍ତର କଥାକୁ ବି  ଅଭିଜ୍ଞ ଗୋମତି ବୁ ରୁଝି ପାରିଥିଲା  ! ଅବିବା ହିତ  ଯୁବକର ସାନିଧ୍ୟ ମଧ୍ୟ ତାକୁ  ଅଥୟ କରିଥିଲା ! ଉଭୟଙ୍କର  ମନ ଥିବା ରୁ ଉପାୟ ବି ବଳେ ବଳେ  ଅସିଲା ! ଦି ନେ ଖରାବେଳେ ଏକୁ ଟିଆ ଦେଖି ମାଇଁ-ଭଣଜା  ସର୍ମକର ସରହ ଦ କୁ  ପାର କଲେ ! ଆଉ ଆନନ୍ଦର ଶୀର୍ଷରେ ନିଯାକୁ  ଆବିଷ୍କାର କଲେ ! ଆଉ ଏବେ ପ୍ରତ୍ୟେକ ସୁଯୋଗକୁ ଉପଯୋଗ କରୁଥିଲେ 
ହେଲେ କୁହଯାଏ ଚୋରା  ଘର ସବୁବେଳେ ଅନ୍ଧାର ନଥାଏ !ଦି ନେ ନା ଦିନେ ସତ ପଦା କୁ  ଆସିବ ! ସେଦିନ କାମନାର ମୋହର  ଅନ୍ଧ ହୋଇ  ଦୁଇପ୍ରେମା ଉପଭୋଗ କରୁଥିଲା ବେଳେ ରୋମତିର ବଡ଼ ଝିଅ ସରିତ! ଏହା କୁ  ବେଖିନେଲା ! ଆଉ କିଶୋରୀଲାଲ  ଅର୍ଥାତ୍ ତ!ବାପାକୁ କହିଦେଲା!କିଶୋରୀଲାଲ  ଗୋମତି ଠାରୁ  ଉତ୍ତର ଗହିଁଲା ! ହେଲେ ଗୋମତି ଏଠି ପାଇଁ  ପ୍ରସୂତ ଥିଲା ! ପୁଅ ଭଳି ସୁନୀଲ ସହ ସମ୍ପର୍କ କଥା ତୁମେ ଭାବି ପାରୁଛ  ବୋଲି କହି କିଶେଭୀଲାଲ କୁ   ଭା ବପ୍ରବ ଣତା ର   ଛଦି ପକାଇଲା  ସେପଟେ ଡୁ ଇପ୍ରେମି  ମଧ ତିକେ ସତର୍କ ହୋଇଗଲେ  ପଳରେ ସମ୍ପୂର୍ଣ୍ଣ ପ୍ରସଇଂ ଶୀତଳ ଭଣ୍ଡାରକୁ ଚାଲି ଗଲା   ପ୍ରେମୀଯୁଗଳ ତାଂଙ୍କ  ଯୋଜନାରେ ସପଳ ହେଲୋ କିନ୍ତୁ ପରସ୍କରକୁ ଛାଡି ରହିବ  ସମ୍ଭବନଥିଲା!
ଏଣୁ ରାତି ଅଧରେ ଗୋମତି ସୂନାଚ୍ଚକୁ  ଡାକୁ ଥିଲା ଏବଂ ସୁନୀଲ ଘରେ  ପହଞ୍ଚି ଭୋର ରୁ ଫେରି ଯାଉ ଥିଲା  ! ସେ ଚ୍ଚିଶୋରଲୋ ର ଖାଦ୍ୟ ର ନିଶା ବଟିକା  ମିସଉ ଥିଲା ! କିଶୋରୀଲାଲ  ଶେଇ ଯିଗ ପରେ ଏମାନେ ଏହି ଅନୈ ତିକା  ସମ୍ପର୍କ ରେ ମାଟି ଯାଉ ଥିଲେ
ସେଦିନ ବି ଗୋମତିର ଡାକରା ରେ  ଅଧର୍ଯ୍ୟ ହୋଇ ସୁନୀଲ ର୍ଗାକୁ  ଆସିବା ଯୋଜନ! କଲା ଦିଲ୍ଲୀ ରୁ  ରାତି ୮ତା ବେଳେ   ବସ୍ ଧରି ର୍ଗା ଅଭି ମୁଖେ ବା ହୀରିଗଲା ! ଗାଡି ପ୍ରାୟ ୨ଗ ବେଳେ ସେ ଲାଦ୍ଦେସରାରେ ପହଞ୍ଚିଗଲା ! ପୂର୍ବରୁ ଅପେକ୍ଷା କରିଥିବା ରୋମତି ସୂନାଲକୁ  ପରଭିତରକୁ  ଡାକି ନେଇ କବାଟ ବନ୍ଦ କରିଦେଲା

ପରଦିନ ସକାଳେ ପୋଲିସ ପାଖରେ ଖବର ପହଞ୍ଚିଲା କି କିଶୋରୀଲାଲଙ୍କ ଘରେ ତ୍ରିପଲ ମର୍ଡ଼ର ପୋଲିସ ଖବର ପାରବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଲା ! କିଶୋରୀଲାଲସୁନୀଲ ଓ ଗୋମତି ଙ୍କ  ଶରୀର ତଳେ ପଡ଼ିଥିଲା ! ଘର  ସାର! ରକ୍ତ ଭାଷୁ ଥିଲା   ! ପୋଲିସ ଯାଞ୍ଚ କରିବ! ବେଳେ ରୋମତି ବଞ୍ଚିଥିବା  ଚ୍ଚାଣିଲା ! ତା କୁ  ତୁରନ୍ତ ମେଡିକାଲରେ ଭରି କରାଗଲା ! ସେଠାରେ ତାର ଚିକିତ୍ସା ହେବ! ପରେ ସେ ସୁସ୍ଥ ହୋଇ ଥିଲା ! ଏପଟେ ପୋଲିସ ପଞ୍ଚନାମା ସାରି ଶବଦୁଇଟିକୁ  ବ୍ୟବଛେଦ  ପାଇଁ ପଠାଇ ଦେ ଲା! ହତ୍ୟା କ!ଣ୍ଠର ରହସ୍ୟ ଜାଣିବ! ସମ୍ଭବ ନ ଥିଲା କେବଳ ଗୋମତି ସୁସ୍ଥ ହେଲେ ଯାଇ ରହସ୍ୟ ଉନ୍ମୋଚନ  କରିବ ବୋଲି ପୋଲିସ ଆଶା କରୁ ରୁଥିଲା! ସୂସ୍ଥ ହେବ! ପରେ ଗୋମତି ରହସ୍ୟ ଉନ୍ମୋଚନ କଲା

ଗୋମତି ଅବିବାହିତ ସୁନୀଲ ର ସ୍ପର୍ଶ ପାଇବା  ପାଇଁ ପାଗଳ ହୋଇଉଠିଥିଲା ! ମଝିରେ ସେ କିଶୋରୀରଲକୁ  କଣ୍ଟା  ବୋଲି ଭାବୁ ଥିଲା! ! ରାତି ଅଧରେ ଏଭଳି ଲୁଚି ଲୁଚି ସୁଖ ଟିକେ ପାଇଁ ଜୀବନକୁ ବିପଦରେ ପକାଇବ! ଚାହୁଁ ନ ଥିଲା ! ଏଣୁ ସେ କିଶୋରୀଲାଲ କୁ  ହତ୍ୟା କରିବ! ପାଇଁ ଯୋଜନ! କଲ କରବା ଚୌଥ ଦିନ  ତାକୁ ହତ୍ୟା କରି ସୂନାଲକୁ  ସରପ୍ରାଇଜ ଦେବା ପାଇଁ ଚାହିଁଲା  ! ସେଦିନ ସୁନୀଲ ଆସିବା ପୂର୍ବରୁ ଖାଦ୍ୟ ରେ ନିଶ! ଦେଇ ବେକରେ ଏକ ଲୁହ! ରଡ଼  ପକାଇ ଗପି ଧରି କିଶୋରୀଚ୍ଚାଲକୁ  ହତ୍ୟା କରିସାରିଥିଲା ! ସ୍ୱାମା କବଳରୁ ମୁକ୍ତ ହୋଇଥିବା କଥା ହିଁ ସୂନାଲ ପାଇଁ ସରପ୍ରାଇଜ ଥିଲା ! ଖୁସିରେ ସେମାନେ ମନଭରି ଉପଭୋଗ କରିବ! ପାଇଁ ଯାଊଥିଲା ବେଳେ ପୂର୍ବରୁ ଘର ଉପରେ ନଜର ରଖିଥିବା  କିଶୋରୀଲାଲ ର ଭାଇ  ରମବୀର  ଓ ହାକିମ ସିଂ ସେଠରେ ପହଞ୍ଚିଗଲେ ! ତାଙ୍କୁ ପିଛ! କରି ହାଳିମଙ୍କର ଦୁଇପୁଅ ଭାନୁ ଓ କଉଁ  ମଧ ହତିଆର ଧରି ସେଠରେ ପହଞ୍ଚିଗଲେ ସେମାନେ ପ୍ରଥମେ କଗଟ ବା ଡେଇଲେ ! ଗୋମତି ପାଖରେ ଆଉ ବାଟ  ନ ଥିଲା ସୂନାଲକୁ  କେଉଁଠି ଲୁଗଇବ ! ସେମାନେ ଘରେ ପଶିଗଲେ ଏବଂ ରାମବୀର  ବାହାରେ  ଜଗିଲା  ! କିଶୋରୀଚ୍ଚାଲକୁ  ଦେଖିଲେ ସେ ମୃତ୍ୟୁ ବରଣ କରିଛି ! ସେମାନେ ଭାବିଲେ  ଏହି ଦୁଇଜଣ ମିଶି ଗକୁ  ହତ୍ୟା କରିଛଚ୍ଚି ଏଣୁ ସେ ମାନେ ରାଗିଗଲେ ! ଦୁଇଜଣଙ୍କୁ ପିଚିବା ରେ ଲାଗିଲେ ! ପିଟି ପିଟି  ଯେତେବେଳେ ଭାବିଲେ  ପେ, ସେମାନେ ମରିଗଲେ ସେତେବେଳେ ପଳାଇଲେ ପୋଲିସ ଗୋମତିଋ ବୟା ନକୁ  ଆଧାର କରି ସ୍ଵାମୀର ହତ୍ୟା ଅଭିଯୋଗ ରେ  ଗୋମତିକୁ  ଜେଲ୍ ପଠାଇବା  ସହ ହାକିମକନ୍ନୁ,ଭାନୁ    ଙ୍କୁ କୋର୍ଟ ଗଲଣ କଲା..........

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...