Wednesday 15 June 2016

ଜାନୁ ଆରା



ଖୁସବୁ ପାଇଁ ସେମାନେ ଥିଲେ ଜଣେ ଜଣେ ଜାନୁଆରା ସେମାନଙ୍କ ଚକ୍ଷୁରେ ଥିଲା  ଷୁଧାର୍ତ  ଅଜଗର ଆଖି ର  ନିଖାଁ'ନିଃଶ୍ବାସରେ ଭୋକିଲା ମହାବଳ ବାଘର ଦୀର୍ଘଶ୍ବାସ ସ୍ପର୍ଶ ରେ ନାଗଫେଣୀ କଣ୍ଟା ର ଦଂଶନ! ସେମାନେ ତାର ସାର! ଦେହରେ ହାତ ବୁଲାଊଥିଲେ! ତାଓଠକୁ କାମୁଡ଼ି ରାମ୍ପୁଡ଼ି ରକ୍ତତା  କରିପକାଉଥିଲେ! ତାଳେଶକୁ ଟାଣିଓଟାରି ଛିଶ୍ଵେଇ ପକାଉଥିଲେ! ନିର୍ଜାବ କଣ୍ଢେଇ ଟିଏ ପରି ତାକୁ ଖଟ ଉପରୁ ଟାଣିଆଣି ତଳେ କଚାଡି  ବେଉଥିଲେ! ଜଣେ ପରେ ଜଣେ ବଳାକାର କରୁଥିଲେ  ଏକାଧିକ  ଥରା ତାପରେ ହସି ହସି ଘର କମ୍ପେଇ  ବେଉଥିଲେ

ଖୁସବୁ  କିଛି ବୁଝିପାରୁ ନ ଥିଲା  ! ଯାହ! ଘଚୂଥିଲା  ସେ ନିଜ ଆଖିରେ ଦେଖୁଥିଲା  - ସେସବୁକୁ ଅଙ୍ଗେ ନିଭାଉ ଥିଲା  ଏକଥା ସତ ! ହେଲେ ତାହା  ସତ ବୋଲି ବିଶ୍ଵାସ କରିପାରୁନ ଥିଲା କାଋଣ ଯେଉଁ ଦୁଇଜଣ ତାସହିତ ଜାନ୍ତବାୟ ଅତ୍ୟାଚାରର ଖେଳ ଖେକୁଥିଲେ ସେମାନଙ୍କ ମଧରୁ ସେ ଜଣକୁ ଭଲକରି ଜାଣିଥିଲା ତାକୁ ସେ ନିଜ ସାନଭାଇ ଭଳି ସ୍ନେହ  କରୁ ଥିଲା ! ସେ ବି ତାକୁ ଖୁସବୁ ଦିଦିବୋଲିଡା କୁଥିଲା ତାକୁ ନିଜ ପକେଟ୍ ମନିରୁ  ଟଙ୍କା  ଦେଉଥିଲା ସେ ଖାଇ ନ ଥିଲେ ତାପାଇଁ ନିଜେ ଖାଇବା ବନେଇ ଦେଉଥିଲା ! ସେ ଅବାଟକୁ ଚାଲିଗଲେ ତାକୁ ଆକଟ କରୁ ଥିଲା  ! ଅଥଚ ସେ ତାସହ ଏପରି ଅପକର୍ମରେ ଲିପ୍ତ ହୋଇପାରିଲା!
 ଖୁସବୁ  ନିଜକୁ ସମ୍ଭାଳି ଠିଆ ହୋଇଥିଲା  ଓ ଶକ୍ତ କରି ଚଟକଣାଟେ ତାଗାଲରେ କଷିଦେଇ ବିକାର କରିଥିଲା - ୟୂ ଲଶ୍ଚି ବାଷ୍ଠାର୍ଡ ………..
ବାସ୍, ଏତିକି ପର୍ଯ୍ୟନ୍ତ ହିଁ ଜାଣିପାରିଥିଲା  ଖୁସବୁ ! ତାପରେ ଧୀରେଧୀରେ ତାଦେହ ନିସ୍ତେଜ ହୋଇଗଲା! ତାଆଖିଆଗରେ ଅନ୍ଧକାର ଘୋଟିଗଲା ! ତାମୁଣ୍ଡ ଆସ୍ତେ ଆସ୍ତେ  କରି ଗୋଟେ ପଟକୁ ଢା ଳି ଗଲା  ତାପରେ ସେ ଆଉକିଛି ଜାଣେନା! ସକାଳ ହେଲା ବେଳକୁ ତାର ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ି ଥିଲା ଭାଲାସ୍ଵ ହବ ନିକଟରେ! ଏହା ୨୦୧୫ ନଭେମ୍ବର ୨୮ ତାରିଖ ଘଟଣା


ଦିଲୀର ମୂକୁଦପୁର ସ୍ତିତ  ରାମବିହାହାର ରେ  ନିଜର ପରିବାର ସହ ରଦୂଥିଲେ ଲଲାଟ ପ୍ରସାଦ! ଲଲାଟ ପ୍ରସାଦ ହିଁ ହେଉଛଚ୍ଚି ଖୁସବୁ ର ବାପା ! ଖୁସବୁ କୁ ଲଗେଇ ତାଙ୍କର ମୋଟ୍ ଦୁଇଝିଅ ଓ ଦୁଇପୁଅ ! ସବୁ ପିଲାଙ୍କ ମଧରେ ଖୁସବୁ  ସାନ! ସେ ଦେଖି ବାକୁ ଖୁବ୍ ସୁନ୍ଦରୀ! ପାଠରେ ତାର ଖୁବ୍ ନିଷ୍ଠା! ବୁଇପୁଅ ସଂଯୁକ୍ତ ଆରବ ଏମିଗେଟ୍ ରେ  ସେମାନଙ୍କ ପରିବାର ସହ ରୁହନ୍ତି , କିଛିବର୍ଷ ପୂର୍ବେ ବଡ଼ଝିଅର ବି ବାହାଘର ସାରିଦେଇଥିଲେ ଲଲାଟ ପ୍ରସାଦା

            ଲଲାଟ ପ୍ରସାଦଙ୍କ ମୂଳ ଘର ହେଉଛି ଉତ୍ତର ପ୍ରଦେଶର ମାଓ କିଲା ଅନ୍ତର୍ଗତ ଏଟ୍ ମା ଗ୍ରାମ! ୨୫ବର୍ଷ ପୂର୍ବେ ସେ ନିଜର ପିଲାମାନଙ୍କୁ ଭଲରେ ରଖି ବା ପାଇଁ ଦିଲ୍ଲୀ  ଆସି ବିଜନେସ୍ ଆରମ୍ଭ କରିଥିଲେ  ଲଲାଟ ପ୍ରସାଦଙ୍କ ପେଶ୍ଚି" ବ୍ରସ୍ ବିକ୍ଳେସ ଯାହ! ବେଶ୍ ଭଲ ବ୍ୟାପାର କରୁ ଥିଲା ! ଏଟ୍ମା ଗ୍ରାମରେ ମଧ ତାଙ୍କର ଜମିଜମା ଥିଲା  ! ସେ ଦିଲ୍ଲୀରେ ରହି ନିଜର ବିଜନେସ୍ ଦେଖୁଥ୍ବା ବେଳେ ତାଙ୍କ ପନ୍1 ଗାଁରେ ରହି ଚାଷବାସ ଦେଖନ୍ତି  ସେ ଥିଲା ଗି ସେ ମାସର କିଛିଦିନ ଏଟ୍ମାରେ ରହୁ ଥିଲେ ତ କେତେବେଳେ ଆସି ଦିଲ୍ଲୀରେ ସ୍ୱାମୀଙ୍କ ପାଖରେ ରହୁ ଥିଲେ

ଲଲାଟ ପ୍ରସାଦ ଦିଲ୍ଲୀରେ ରହୂଥିଲେ! ତାଙ୍କ ସହିତ ଖୁଶବୂ  ଵି ଦିଲ୍ଲୀ ରେ ରହୁ ଥିଲା ଖୁଶବୂ  ସୁନ୍ଦରୀ ସାଙ୍ଗକୁ ଉଚ୍ଚାଭିଳାଷା ଚି ଥିଲା ସେ ଗ୍ରାକୁଏଶନ୍ ପରେ ଯ୍ୟାଶନ୍ ଡିଜାଇନ୍ ରେ  ଡିସ୍ଟୋମା କୋର୍ସ କରିଥିଲା ତାକୁ ସାଲିମାର ବାଗ୍ ରେ  ୨୫ହଢାର ଟଙ୍କା ମାସିକ ଦରମାରେ ଏକ ଚାକିରି ମଧ ମିଳିଯାଇଥିଲା ! ତେବେ ସେ ସେତିକିରେ ସନ୍ତୁଷ୍ଟ ନ ଥିଲା ! ତାର ଇଚ୍ଚାଥିଲା ସେ ଏକ ସରକାରୀ ଚାକିରି କରିବା ସେଥିଲା ଗି ସେ ବିଭିନ୍ନ ପୋଷ୍ଟ ପାଇଁ ଏକ୍ଜାମ୍ ମଧ ଦେଉଥିଲା !
ଝିଅ ବଡ଼ ହୋଇଗଲେ ବାପାମାଙ୍କ କାନ୍ଧକୁ ଭାରା ହୋଇଯାଏ ! ପୁଣି ଯଦି ଝିଅ ସୁନ୍ଦରୀ ହୋଇଥାଏ ତାହେଲେ ମୁଣ୍ଡବ୍ୟଥା! ତେଣୁ ଲଲାଟ ପ୍ରସାଦ ଗହୁଁଥିଲେ ଯେତେଶୀଘ୍ର ସେ ଖୁସଚୂର ବାହାଘର ସାରିଦେବେ ସେତେ ଶୀଘ୍ର  ତାଙ୍କ କାନ୍ଧର ଭରା  କମ୍ ହୋଇଯିବା ପୁଣି ଦିଲ୍ଲୀ  ଭଳି ସହରରେ ଖୁସବୁ  ଭଳି ଝିଅକୁ ରଖି ଶାନ୍ତି ରେ ଶୋଇବା ଆଦୌ ସହଜ ବ୍ୟାପାର ନୁହେଁ! ସେଥିଲା ଗି ସେ ଖୁସବୁ  ପାଇଁ ଏକ ଯୋଗ୍ୟ ବରପାତ୍ର ସନ୍ଧାନରେ ଲାଗିପଡ଼ିଥିଲେ ଏଥିରେ  ମଧ ଖୁସବୁ ର ସମ୍ମତି  ରହିଥିଲା
          ଖୁସବୁ  ପାଇଁ ମଧ ଜଣେ ଭଲପାତ୍ରର ସନ୍ଧାନ ମିଳିଥିଲା ! ସେ ଥିଲା  ଖୁସବୁ  ବଡ଼ ଭଉଣୀର ଜଣେ ଦୂର  ସମର୍ଜାୟ ଦିଅର! ଖୁସବୁ  ମଧ ସେହି ଯୁବକକୁ ଦେଖୀ ଥିଲା  ଓ ଜାଣିଥିଲା ତେଣୁ ପରିବାର ଲୋକେ  ଯେତେବେଳେସେହି ଯୁବକକୁ ପସନ୍ଦ କଲେ ସେତେବେଳେ ତାର ଅରାଜି ହେବାର ନ ଥିଲା ଦୁଇ ପରିବାର ଏହି ପ୍ରସ୍ରାବରେ ରଜିଥିଲେ   କେବଳ ପରମ୍ପରା କୁ ରଖିବା  ପାଇଁ ଔପଚାରିକ ଭାବରେ ସେମାନେ ଗାଁରେ ଏକ କନ୍ୟା ଦେଖା ପର୍ବ ଆୟୋଜନ କରିଥିଲେ  ନଭେମ୍ବର ୨୮ଗେ ବରପକ୍ଷ ଲୋକ କନ୍ୟା  ଦେଖି ଆସିବ! ଧାର୍ଯ୍ୟ ହୋଇଥିଲା ସେଥିଲାଗି ଲଲାଟ ପ୍ରସାଦ ନଃମ୍ଭେର ୨୫ ତାରିଖରେ ଗାଁକୁ ଗଲିଗଲୋ ତାଙ୍କର ଇଚ୍ଚ! ଥିଲା  ଖୁସବୁ  ମଧ ତାଙ୍କ ସହିତ ଗଲୁ! ମାତ୍ର ଖୁସବୁ  କହିଲା- ତାର ଏକ ଏକ୍ଜାମ୍ ଦେବାର ଅଛି! ତେଣୁ ସେ ଏତେ ଆଗରୁ ଯାଇପାରିବନି! ସେ ତାର ଏକ୍ଜାମ୍ ଦେଇ  ଠିକ୍ ୨୮ ତାରିଖ ଦିନ ଗାଁରେ ପହଞ୍ଯିବା ଲଲାଟ ପ୍ରସାଦ ବି ଆଉକିଛି ପ୍ରତିବାଦ କଲେନାହିଁ! ଅବଶ୍ୟ ତାଙ୍କର ଖୁସବୁକୁ ଏକୁଟିଆ କରି ଛାଡ଼ିଯିବକୁ ଇଚ୍ଛା ନ ଥିଲା ! ପୁଣି ସେ ଭାବିଲେ, ଖୁସବୁ  ଆଗରୁ ବି ଏକୁଟିଆ ରହିଛି! ସେ ଖୁବ୍ ଯତ୍ନ  ଶିଳା ନିଜର କେୟାର ନିଜେ ନେଇପାରିବା ବାସ୍, ଲଲାଟ ପ୍ରସାଦ ଚାଲିଗଲେ ଗାଁକୁ! ଖୁସବୁ  ବି ବେଶ୍ ଆରାମ୍ ରେ  ରହିଲା! କାରଣ କଲୋନୀର ସମସ୍ତେ ତାକୁ ଭଲ ପାଉଥିଲେ ଓ ପରସ୍ପର  ସୁଖଦୁଃଖ ବାଣୁଥିଲେ
      ସେହି କଲୋନୀରେ ରହୁ ଥିଲା  ମନଜିତ  ନାମକ ଜଣେ କିଶୋର! ତାବାପା ବୃତି ରେ ଜଣେ ଦର୍ଜା ଥିଲେ! ମନ୍ ଜିତ୍ ମୂଳରୁ କୁସଙ୍ଗରେ  ପଡ଼ିଯାଇଥିଲା  ! ସେ ମଦ ପିଉ ଥିଲା  ଓ ଡ୍ରଗ୍ର ନେଊଥିଲା କଲୋନୀରେ କେହି ତାକୁ ଭଲପାଊ ନଥିଲେ   ସମସ୍ତେ ଘୃଣାପୂର୍ଶ୍ୱ ଦୃଷ୍ଟି ରେ ଦେଖୁଥିଲେ ଓ ଦୂରଦୂର କରୁ ଥିଲେ! ହେଲେ ଖୁସବୁ  ସମସ୍ତ ଙ୍କଠୁ ଥିଲା  ଭିନ୍ନ! ସେ ମନଜିତ କୁ ଘୃଣା କରୁ ନ ଥିଲା ! ଓଲଟି ଦରକାର ପଡ଼ିଲେ ମନଜିତ କୁ ସାହାଯ୍ୟ ସହଯୋଗ କରୁ ଥିଲା ! ମଦ ପିଉ ଥିବାରୁ  ମନଜିତ କୁ ତାବାପାମାଖାଇବାକୁ ନ ଦେଇ ଘରୁ ବାହାର କରିଦେଉଥିଲେ ଖୁସବୁ  ତାଙ୍କୁ ନିଜ ଘରକୁ ନେଇ ଆସୂଥିଲା  ! ନିଜେ ରୁ ଚି ତିଆରିକରି ତାକୁ ଖାଇବାକୁ ଦେଊଥିଲା ସେ ମଦ ପିଭଛି ବୋଲି ମିଛିମିଛିକା ରା ଗଗେ ତାକୁ ଗାଳି କରୁଥିଲା  ତାକୁ ଉପଦେଶ ଦେଇ କହ୍ରଥିଲା  ଯେ, ମଦ ପିଇବା ଠିକ୍ ନୁହେଁ! ସେଥିପାଇଁ  ଦୂଏତ ଜୀବନ ଯାଇପାରେ! ମନଜିତ୍ ଖୁସବୁ କୁ ଦିଦିବୋଲି ଢାକୁଥିଲା କଲୋନୀରେ ସେହି କଣେ ହିଁ ତାକୁ ଭଲପାରଥିଲା ! ତାମନକଥା ବୁଝୁଥିଲା ସେ ତାର ନିଜ ରରଣୀ ନ ଥିଲା  ସତ; ହେଲେ ତାକୁ ସେ ନିଜ ଭଉଣୀ ଠାରୁ  ବି ଅଧିକ କରି ଦେଖୁଥିଲା
୨୦୧୫, ନଭେମ୍ବର ୨୭ ତାରିଖ ରତି! ଦୂଏତ ଏଇ ରା ତିଟି ଆଦୌ ଶୁଭଙ୍କର ନ ଥିଲା  ଖୁସବୁ  ପାଇଁ ! ସେହି ରତିରେ ମନଜିତ୍ ନିଜର ସାଙ୍ଗମାନଙ୍କ ସହ ମିଶି ମଦ୍ୟପାନ କରୁ ଥିଲା ! ତାର ସାଇଂ କହିଲେ ସନ୍ଦୀପ, ପ୍ର ବୀଣ, ମୁକେଶ୍ ଏବଂ ଅଭିମନ୍ୟୁ  ! ଅନ୍ୟ ସମଯଙ୍କ ତୁଳନାରେ ଅଭିମନ୍ୟୁ  ଥିଲା  ତାର ଢିଗିର ଦୋସ୍ତ ! ଅଭିମତ୍ୟୁ ସେହି କଳୋନାର ବିବେକାନନ୍ଦ ଏରିଆଗେ ରଦୂଥିଲା  ଓ ଏକ କାର୍ ଚଳାରଥିଲା ସେ ବାହ! ହୋଇଥିଲା  ଓ ତାସ୍ତ୍ରୀ  ଗାଁରେ ରଦୂଥିଲା
    ରାତି  ବତୁଥିଲା ମଦର ଆସର ଜମୂଥିଲା ସନ୍ଦୀପ, ପ୍ରବୀଣ ଓ ମୁକେଶ୍ ନିଜନିଜର କୋଟା ଶେଷକରି ଘରକୁ ଫେରିଗଲେ! ରହିଗଲେ ମନଜିତ୍ ଓ ଅଭିମନ୍ୟୁ ! ସେମାନଙ୍କର ଆହୁରି ନିଶା ଦରକାର ଥିଲା ! ମଦ ନିଶା ପ୍ରବଳ ହୋଇଯିବ! ପରେ ସେମାନଙ୍କର ବେହର ଭୋକ ବଢ଼ିଲା! ଉଭୟେ ସେହିକ୍ଷଣି ଗୋତେ ବଢ଼ିଲା ଝିଅର ଆବଶ୍ୟକତା ଅନୁଭବ କରୁ ଥିଲେ   ସେମାନେ ଢାହିଁଥିଲେ ବେଖ୍ୟାପଢ଼ାକୁ ଯାଇ ନିଜର ଭୋକ ମେଣ୍ଡେଲ ପାରିଥାଗୋ ଆଗରୁ ମଧ ସେମାନେ ଏପରି କରିଛଛି! ହେରେ ସେମାନେ ସେପରି କରିବାକୁ ଚାହୁଁ ନ ଥିଲେ!
ଅଗନକ ମନଜିତ୍  ମୁଣ୍ଡରେ ସଇତାନ ସବାର ହୋଇଗଲା ! ତାର ମନେପଡି଼ଲେ ଯେ, ଖୁସବୁ   ଏବେ ଘରେ ଏକୁଟି ଅ! ଅଛି! ତାବାପା ଗାଁକୁ ଗଲିଯାଇଛି! ଖୁସବୁ  କଥା ମନେପଡ଼ିଯିବ! କ୍ଷଣି ତାଓଠରେ ସଇତାନର ହସ ଉକୁଚି ଉଠିଲା! ସେ ହସକୁ ଦେଖି ଅଭିମଦ୍ୟୁ ବୁଝିଗଲା  ଯେ, ମନଜିତ କୁ କେହି ଜଣେ ମିଳିଯାଇଛି! ମନଜିତ ବି କହିଲା- ଗୋଟେ ବଢ଼ିଆ ଝିଅ ତାନଜରରେ ଅଛି! ସେ ହେଉଛି ଖୁସବୁ  !ଅଭିମନ୍ୟୁ  କହିଲା- ଆବେ ତୂ ପରା  ତାକୁ ଦିବି ବୋଲି ଡାକୁଚୁ  ମନଜିତ୍ କହିଲା- ଆରେ ୟାର୍, ଦିବି ବୋଲି ଡାକି ଦେଲେ କଣ କେହି ଭଉଣୀ ହୋଇଯାଏ! ତୂ ଯିବୁତ କହାମୁଁତାଙ୍କ ଘରର ଗଳିକାନ୍ଦି  ଜାଣିଛି!  ମୋ ସହ ଚାଲ ଦେଖିବୁ  ଖୁସବୁ  ସହିତ ଆଜି ରାତିଟା  କିପରି ରଙ୍ଗୀନ ହୋଇ ଉଠିବାଅଭିମନ୍ୟୁ  କହିଲା- ତୂ ଯଦି କହୁଛୁ ମୋର ଅସୁବିଧା ହେବ କଣ ପାଇଁ ! ମୁଁ ବି ପ୍ରସୂତ
       ନିଶାର୍ଦ୍ଧ କଲୋନୀ  ସାର! ଲୋକ ଯେ   ଯାହା ଘରେ ନିଘୋଡ଼ ନିଦରେ ଶୋଇଯାଇଥିଲେ! ଖୁସବୁ  ବି ବେଶ୍ ଆରାମରେ ଶୋଇଯାଇଥିଲା  ! ଅଭିମନ୍ୟୁ କୁ ନେଇ ମନଜିତ ପ୍ରଥମେ ଛାତରେ ପହଁଚିଲା  ଓ ପରେ ଶିଡ଼ିବାଟ ଦେଇ ଘର ଭିତରକୁ ପ୍ରବେଶ କଲା  ! ଜୋର  ନିଦରେ ଶୋଇ ପଡ଼ିଥିଲା  ଖୁସବୁ ! ନିଦରେ  ତାମୁଣ୍ଡର ଜୁଡ଼ା ଖୋଲି ଯାଇଥିଲା  ଲୁଗାପଟା ଅସଜଡ଼ା ହୋଇଯାଇଥିଲା ନିଦୂଆ ଅବସ୍ଵାରେ  ଖୁସବୁ  ର ସୌନ୍ଦର୍ଯ୍ୟ ବହୁଗୁଣିତ ହୋଇ ଉଠିଥିଲା ;  ଯାହାକୁ ଦେଖିବା  ମାତ୍ରେ କାମନାର ଜ୍ୱାଳା ରେ ଛଟପଟ ହେବାକୁ ଲାଗିଲେ ଉଭୟ ମନଜିତ୍ ଓ ଅଭିମନ୍ୟୁ ! ସେମାନଙ୍କ ଭିତରେ ଥାଇ ସଇବାନ ଯେମିତି ସେମାନଙ୍କୁ ଉମୁକାଉଥିଲା  ଖୁସବୁ ର ସୌନ୍ଦର୍ଯ୍ୟକୁ ଖି ନ୍ ଭିନ୍ କରି ଖାଇଯିବାକୁକାହାର ଧାର୍ଯ୍ୟ ନ ଥିଲା  ଅପେକ୍ଷା କରିବା ପାଇଁ ! ଅଭିମନ୍ୟୁ  ପ୍ରସ୍ରାବ ଦେଲା- ମନ୍ ଜିତ୍ବାଲ ଖୁସବୁ କୁ ଆମେ ନଈପଠାକୁ ନେଇଯିବା! ସେଇଠି ତାଳୁ ଉପଭୋଗ କରିବା  ମନ୍ ଜିତ କୁ  ଭଲ ଲାଗିଲା  ଅଭିମନ୍ୟୁର ପ୍ରସ୍ରାବ! ସେମାନେ ନିଦ୍ରିତ ଖୁସ୍ ବୃକୁ ଟେକି ନେଇଯିବାର ଉଦ୍ୟମ କଲେ! ମାତ୍ର ତାପୂର୍ବରୁ ନିଦ ବାଘିଗଲା ଖୁସବୁରା ସେ ଏତେ ରାତି ରେ ମନ୍ ଳିତ୍ ଓ ଅଭିମନ୍ୟୁ କୁ ଦେଖି ଭୟଭୀତ ହୋଇଗଲା! ଅନ୍ୟପକ୍ଷରେ, ସେ ପ୍ରତିରୋଧ କରିବ! ଯୋଗୁ ମକ୍ ଳିତ୍ ଓ ଅଭିମନ୍ୟୁ  ଖୁସବୁ କୁ ଘରୁ ନେଇପାରିଲେ ନାହିଁ! କାରଣ ପାଖପଡ଼ୋଶୀ ମଧ ରଠି ପଡି଼ବାର ରୟ ରହିଥିଲା ତେଣୁ ସେମାନେ ନିଷ୍ଠଭି ନେଲେ ଯେ ସେଇ  ଘରେ ହିଁ ସେମାନେ ଖୁସବୁକୁ ଉପଭୋଗ କରିକୋ କାରଣ ଘର ଭିତରୁ ଖୁସବୁ ର ଆତୁର ଚିତ୍କାର  ବାହାରକୁ ଯାଇପାରିବ ନାହିଁ ବାସ୍ଯେଉଁ ମନ୍ ଜିତ କୁ  ସେ ସାନଭାଇର ସ୍ନେହ  ଦେଉଥିଲା  ସେ ହିଁ ପ୍ରଥମେ ତାର ଇଜ୍ଜତ  ଲୁଟିନେଲା! ତାପରେ ଅଭିମନ୍ୟୁ ! ସେତିକିରେ ସେମାନଙ୍କର ଓରମାନ ମେଶ୍ଚି ନ ଥିଲା ! ସେମାନେ ଥରଥର କରି ଖୁସବୁ ର ଦେହ ସହିତ ଖେଳିଗଲିଲୋ ଯନ୍ତ୍ରଣାରେ ଜେତେବେଳେ ଖୁସବୁ ଋ ଚେତା ବୃଡ଼ିଯାଉଥିଲା  ଓ ପୁଣି ସେ ଚେତା ଫେରି ପାଊଥିଲା ବହୁ  ସମୟ ପରେ ନିଜର ଶକ୍ରି ସଞ୍ଚୟ କରି ସେ କେବଳ ମନ ଜିତ    ଗାଲରେ ଚଟକଣାଟିଏ ବସେଇବାକୁ ସମର୍ଥ ହୋଇଥିଲା ତାପରେ ସେମାନେ ଧରାପଡ଼ିଯିବା ଭୟରେ ଖୁସବୁ ର ତଶ୍ଚିଚିପି ହତ୍ୟା କରିଥିଲେ ଓ ତାକୁ ହ୍ରଦ ନିକଟରେ ଫିଙ୍ଗି ଦେଇ ଥିଲେ
                  ପ୍ରଥମେ ମନ ଜିତକୁ  ଗିରଫ କରିଥିଲା  ପୋଲିସା ହେଲେ ଅଭିମନ୍ୟୁ ଫେରାର ହୋଇଯାଇଥିଲା ଅଭିମନ୍ୟୁ କୁ ଧରାଇ ଦେବାରେ  ପୋଲିସକୁ ସାହାଯ୍ୟ କରିଥିଲା  ଅଭିମନ୍ୟୁ ର ସ୍ତ୍ରୀ ! ସେ ବି ଜଣେ ନାରୀ! ତେଣୁ ସେ ସମ୍ଭବତଃ ଖୁସବୁ ର ଦୁଃଖକୁ ହୃଦୟଙ୍ଗମ   କରିପାରିଥିଲା  ଓ ତାକୁ ନ୍ୟାୟ  ଦେବାକୁ ଚାହିଁଲା! ଫେରାର୍ ଅଭିମନ୍ୟୁ  ଯେଉଁଦିନ ତାକୁ ଫୋନ୍ କରି ଟଙ୍କା  ମାଗିଲା ସେହିଦିନ ଟଙ୍କା  ଦେବା ବାହାନାରେ ତାକୁ ପୋଲିସ ହାତକୁ ଚେକିଦେଇଥିଲା ସେ! ସ୍ୱାମୀକୁ ଜେଲ୍ ପଠେଇ ସାମାନ୍ୟ ବି ଅନୁତପ୍ତ  ନ ଥିଲା  ସେ! ସତେଯେମିତ ସେ ଏକ ଯା ନୁଆରକୁ ଦଣ୍ଡ ଦେଇଥିଲା !!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...