Thursday 7 July 2016

ହାଉସ୍ ଫୁଲ




ଯେ  ତେବେକେ ଗୋଟିଏ ସନ୍ତାନକୁ ହତ୍ୟା କରାଯାଏ ଏବଂ ସେହି ଅପରାଧ ପାଇଁ ଅନ୍ୟ ଜଣେ ସନ୍ତାନ ଉପରକୁ ଅଙ୍ଗୁ ଠି ଉଠେ, ତେବେ ସେ ପିତାମାତାଙ୍କ ଉପରେ କଣ ବିତେ ତାହ! କେବଳ ଅନୁଭବି  ହିଁ ଅଚୁମାନ ଲଗାଇପାରିବା ସର୍ଦାର  ସୁରେନ୍ଦ୍ର ସିଂଙ୍କର ଦୁଇଜଣ ସନ୍ତାନ ଥିଲେ! ଝିଅ ନବପ୍ରୀତ ଓ ପୁଅ ତେଜାଷ ଓରଫ ଜୁବି! ଜୁବିକୁ ନିଜ ଘରେ ହତ୍ୟା  କରାଯାଇଥିଲା ! କେହି ଦୂର୍ତ୍ତତ୍ତ  ତାର ଡଶ୍ଚି ଚିପି ହତ୍ୟା କରିଥିଲା!
ପୋଲିସ୍ ପହଞ୍ଚି  ପ୍ରାଥମିକ ତଦନ୍ତ ସାରିବା ପରେ ଶବ ବ୍ୟବଛେଦ  କରିବା ପାଇଁ ପଠାଇ ଦେଇଥିଲା ! ସୁରେନ୍ଦ୍ର ସିଂ ଅଭିୟୋଗ କରିଥିଲେ କି ହତ୍ୟାକାରୀ କେହି ନୁହନ୍ତି , ତାଝିଅ ନବପ୍ରୀତ! ନବପ୍ରୀତ ବରୁଣ ଚୌହାନ୍ ପ୍ରେମରେ ପଡ଼ିଥିଲା ! ତାଙ୍କୁ ବିବାହ କରିବା ପାଇଁ ଗହୁଁଥିଲା! ଆମେ ଏହାକୁ ବିରୋଧ କରି ଥିଲୁ ! ସବ୍ରୁପାରୁ ଅଧିକ  ବିରୋଧ କବ୍ରୁଥିଲା ମେ! ପୁଅ ଜୁବି ଶିଖ୍ ଝିଅ ଚୌହାନ ଘରକୁ ବୋହୁ ହୋଇ ଯାଇପାରିବ ନାହିଁ ବୋଲି ଜୁବି ଜିଦ୍ ଧରିଥିଲା
ଯେଉଁଥ୍ ପାଇଁ ବରୁଣ-ନବପ୍ରୀତ ଉଭୟ ତାବିରୋଧରେ ଥିଲେ ଏଣୁ ସେମାନେ ହତ୍ୟାକାରୀ ବୋଲି ସୁରେନ୍ଦ୍ର ଅଭିୟୋଗ କରିଥିଲେ ! ସୁରେନ୍ଦ୍ରଙ୍କ ଛାତି ଭିତରେ ଲୁଚିଥିବା ! ସତ୍ୟକୁ ଉକ୍ନୋଚନ କରିବା ପାଇଁ ପୋଲିସ୍ ଅଫିସର ପ୍ରଶ୍ନ କଲେ - ଅଚ୍ଛା ଆପଣଙ୍କର ପୁଅ ତ ମୃତ୍ୟୁବରଣ କରିଛି, ଏବେ ଆପଣ ଅନ୍ୟ ସନ୍ତାନକୁ ହତ୍ୟାକାରୀ ବୋଲି ଦର୍ଶାଉ ଛନ୍ତି  ! ପ୍ରମାଣ ହେଲେ ଆଜୀବନ କାରାଦଣ୍ଡ ତ ନିଶ୍ଚୟ ହେବ! ଆପଣ ପୁଣି ନିଃସନ୍ତାନ ହୋଇଯିବେ! ଆଉ ଥରେ ଭାବନ୍ତୁ! କଣ ଭାବିବି ଇନ୍ସପେକ୍ଟର ସାହେବ୍, ଜଣେ ସଚ୍ଚା ଶିଖ୍ ତ ଜୀବନ ଦେଇଦେଲା ! ଯାହା ପାଇଁ ଗର୍ବରେ ଆମେ ମୁଣ୍ଠ ଟେକି ପରି ଥିଲୁ  ! ଆଉ ଏକ କଲଂକିନି  ନ ରହିଲେ ଭଲ ବୋଲି କହିଲେ ସୁରେନ୍ଦ୍ର ସିଂ! ଏପଟେ ପୋଲିସ୍ ପାଖରେ ନବପ୍ରୀତ କିମ୍ବା  ବରୁଣ ହତ୍ୟା କରିଥିବା  ନେଇ କୌଣସି ପ୍ରମାଣ ନ ଥିଲା ! ସେପଟେ ସୁରେନ୍ଦ୍ର ସଂ ପାଖରୁ ଆଉ କିଛି ତଥ୍ୟ ବାହାରୀ  ନ ଥିଲା ତଥାପି ପ୍ରାଥମିକ ତଦନ୍ତକୂ ଆଧାର କରି ପୋଲିସ୍ ଆଗକୁ ବଢ଼ିଲା !

ସୁରେନ୍ଦ୍ର ସିଂଙ୍କ ଘରୁ  ତଦନ୍ତକାଗା ଅଧିକ !ର1 ବାହାରି ଆସୁଥିଲା ବେଳେ ତାଙ୍କ ଘର ସାମାରେ ଥିବା ! ପଡ଼ୋଶ! ଘରେ ଲାଗିଥିବା ! ଏକ ସିସିଟିଭି କ୍ୟା ମେର! ଉପରେ ତାଙ୍କର ନଜର ଅଟକିଗଲା ! ସେଥିରୁ କିଛି ପ୍ରମାଣ ମିଳିପାରିବ ବୋଲି ତାଙ୍କ ପୋଲିସ ବୁଦ୍ଧି  ଆଶଙ୍କ! କଲା! ସାମ୍ନା  ଘର ମାଲିକଙ୍କ ସହ ଯୋଗାଯୋଗ କରିବା ପରେ କ୍ୟା ମେରା ଆକ୍ଟିଭ  ଥିବା ! ଜଣାପଡ଼ିଲା! ଏଣୁ ଏଥିରୁ ରୁ ଅନେକ ତଥ୍ୟ ମିଳିପାରିବ କାଣି କ୍ୟା ମେରା ରେ  ଥିବା ! ଚିତ୍ରକୁ ଦେଖିବା ପାଇଁ ପୋଲିସ୍ ସମ୍ପୃକ୍ତ  ହାର୍ଡଡିସ୍କକୂ ଯାଞ୍ଚ କଲା !  ୨୦୧୪, ଜୁଲାଇ ୨୨ ତାରିଖଠାରୁ ଭିଡିଓ ଫୁଟେଜେ ପ୍ଲେ  ଆରମ୍ଭ ହେଲ!
ସକାଳ ୮ଟାବେଳେ ସୁରେନ୍ଦ୍ର ସିଂଙ୍କ ଘରର ଦ୍ବାର ଖୋଲିଲା ! ତାଙ୍କ ପତ୍ନୀ ବାହାରକୁ ଆସିଲେ ଏବଂ କବାଟ ବନ୍ଦ କଲେ !  କାରଣ ସେ ସବୁଦିନ ଏହି ସମୟରେ ଗୁରୁ ଦ୍ୱାର  ଯାଆନ୍ତି  ଗୋଲି ପୋଲିସ୍ ପ୍ରାଥମିକ ତଦନ୍ତ ରୁ  ଚ୍ଚାଣିଥିଲା ! ପରବର୍ତି ଏକଘଣ୍ଠ! ପର୍ଯ୍ଯନ୍ତ ସୁରେନ୍ଦ୍ରଙ୍କ ଘରକୁ କେହି ଆସି ନ ଥିଲେ କି କେହି ଯାଇ ନଥିଲେ  ! ଠିକ୍ ୯ଟା ବେଳେ କଣେ ଯୁବକ ଘରପାଖରେ ଦେଖାଗଲା ! ସେ ଘର ଭିତରୁ ବାହାରିଲା! ସେ ଜୁବିର ପୋଷାକ ପିନ୍ଧି ଥିଲା ହାତରେ ଏକ ଚ୍ୟାଗ୍ ଧରିଥିଲା! ସେ ଚ୍ୟାଗ୍ ମଧ
ଜୁବିର ଥିଲା! ବରୁଣ ବନ୍ଧୁ  ଙ୍କ ଭଳି ଘରେ ପ୍ରବେଶ କରିଛି ଏବଂ ଜୁବିକୂ ହତ୍ୟା  କରିଛି! ହତ୍ୟା ପରେ ରକ୍ତ ଭିଜା ପେଣ୍ଟ  ଶାର୍ଟକୂ ବ୍ୟାଗ ରେ  ପୂରାଇ ଜୁବିର ପେଣ୍ଟ  ଶାର୍ଟକୂ  ପିଢି ବାହାରକୁ ଆସିଛି ! ପୋଲିସ୍ ପାଖରେ ବସିଥି ବା ସୁରେନ୍ଦ୍ର ସିଂ କାନ୍ଦିବା ଆରମ୍ଭ କରିଥିଲେ  ଢ ତଦନ୍ତକାର! ଅଧ୍ କାରୀ ସୁରେନ୍ଦ୍ରଙ୍କ କାନ୍ଧରେ ହାତ  ରଖି କହିଲେ ଚିନ୍ତା  କରନି ସର୍ଜାର ଜୀ, ହତ୍ୟାକାର! ନିଶ୍ଚୟ ଧରାପଡ଼ିବ !
୬୫ ବର୍ଷାର ସୁରେନ୍ଦ୍ର ସିଂ ଦ୍ୱାରକାର ବାସିନ୍ଦା ଥିଲେ ! ଦିଲୀର ରାଣାବାଗ୍ ଅଞ୍ଚଳରେ ମେଶିନ୍  ମରାମତି କରୁଥିଲେ! ପନ୍! ସୂଖବିଦର ଗୌର, ଝିଅ  ନବପ୍ରୀତ ଓ ପୁଅ ତେନ୍ଯାସ୍ ଓରଫ ଜୁବିକୂ ନେଇ ତାଙ୍କ ପରିବାର ! ୨୫ ବର୍ଷାୟା ନବପ୍ରୀତ ଓରଫ ପୂଚ୍ଚା ଗ୍ରାଯୁ ଏଶନ ପରେ ଏକ ଅଫିସ୍ ରେ  ଟାଇ ପି ଷ୍ଟ    ଭାବେ  କାମ କରୁ ଥିଲା ! ୧୯ ବର୍ଷାୟ ଜୁବି ଦ୍ଵାଦଶ ଶ୍ରେଣୀରେ ପାଠ ପଢୁ ଥିଲେ!

୨୦୧୪, ଜୁଲାଇ ୨୨ ତାରିଖରେ ଏହି ଘଟଣା ଘଟିଥିଲା ରାଣାବାଗ୍ ଅଞ୍ଚଳରେ ସୁରେନ୍ଦ୍ର ସିଂଙ୍କର  ଦୁଇଟି (୧୧୨8 ଓ ୧୧୨୧) ଘର ଥିଲା ! ସୁରେନ୍ଦ୍ର ସିଂ ୧୧୨୧ରୁ  ପ୍ରେଶ ହୋଇ ୧୧୨8 ଆଡେ ବାହୀ ରୁ ଥିଲେ ସେଠାରେ ଜଳଖିଆ ଖାଇ ସେ କାମକୁ ବାହା ରିଯିବା କଥ! ! ସେତିକିବେଳେ ସୁଖବିନ୍ଦର କୋଉ ର ଦଉଡିଆସି ଜୁବିର ମୃତ୍ୟୁ କଥ! କହିଲେ ! ଛାନିଆ ହୋଇ ସୁଖଚିନ୍ଦର ଓ ସୁରେନ୍ଦ୍ର ଘରଆଡେ ଦଉଡିଲେ !

ଜୁବିର ରକ ଜୁଡୁ ବୁଡୁ  ଶରୀର ରୋଷେଇ ଘରେ ପଡ଼ିଥିଲା ! ଗୋଡ ଦୁଇଟ! ବାହାରକୁ ବାହାରିଥିଲା! ସାର! ଚଟାଣରେ ରକ୍ତରେ  ରାସୂଥିଲା ! ସୁରେନ୍ଦ୍ରଙ୍କୁ କିଛି ବୁଦ୍ଧି ବାଟ ଦ୍ଦେଖାଗଲାନି ! ସେ ୧ ଠଠନଂ କୂ ଫୋନ  କଲେ ! ପୋଲିସ୍ କାଳ ବିଳମ ନ କରି ଘଟଣାସ୍ଥଳରେ ପହଞ୍ଚିଲା ! ହେଲେ ଜୁବି ବଞ୍ଚିବ! ପାଇଁ କୌଣସି ସମ୍ଭାବନା ନ ଥିଲା ! ପୋଲିସ୍ ପ୍ରାଥମିକ ତଦନ୍ତ ପରେ ଶବ ବ୍ୟବ ଛେଦ  ପାଇଁ ପଠାଇଲା  ଘଟଣ! ସ୍ଥଳ ରେ  ବିକ୍ଷିପ୍ତ  ହୋଇ ରକଛିଟା ପଡିଥିଲା ପାଖରେ ଏକ ପରିବ! କଟା ଛୁରୀ ଓ କତୁରି ପଡ଼ିଥିଲା ! ଘରୁ କୌଣସି ଜିନିଷ ଚୋରି ହୋଇ ନ ଥିଲା ! ଏଥରୁ ସ୍ପଷ୍ଟ  ହେଉଥିଲା ହତ୍ୟାକାରୀ କେବଳ କୂବିଳୁ ହତ୍ୟା କରିବା ପାଇଁ ଆସିଥିଲା! ସୁରେନ୍ଦ୍ରଙ୍କ ଅଭିୟୋଗ କ୍ରମେ ମାମଲା ରୁଡ଼ୁ ହୋଇ ତଦନ୍ତ ଆରମ୍ଭ ହେଲ! ! ପରେ ସିସିଟିଭି ଫୁଟେଜେ  ଦେଖିବ! ପରେ ହତ୍ୟାକାରୀ ପାଖକୁ ପହଞ୍ଚିବା ସହଜ ବୋଲି ପୋଲିସ୍ ଅନୁଭବ କଲା

୨୭ ବର୍ଷାୟ ବରୁଣ ସରସ୍ଵତୀ ବିହାରର ବାସିନ୍ଦା ଥିଲା ! ବାପା ଅରବିନ୍ଦ ରୋଗ ଯୋଗୁ କାମ କରୁ ନ ଥିବା  ବେଳେ ମାସୁନିତା ଅଙ୍ଗନ ବାଡ଼ି କେନ୍ଦ୍ରରେ କାମ କରନ୍ତି ! ବରୁଣ ବେକାର ଥିଲା ! ସିସିଟିଭି ଫୁଚେତ୍ରୂ ବଚ୍ଛଣକୂ ଦେଖିବ! ପରେ ପୋଲିସ୍ ତାକୁ ଅଟକ ରଖି ପଚରା ଉଚରା କଲା
ବରୁଣ ଏମ୍ ଟୁକେ ସିନେମା ହଲ୍ରେ ଟିକେଟ୍ ବ୍ରୁବିଂ କରୂଥ୍ଲା ! ସେଠାରେ ପ୍ରଥମ ଥର ପାଇଁ ୨୦୦୭ରେ ନବପ୍ରାତ ସହ ଦେଖାହୋଇଥ୍ଲା!
ନବପ୍ରାତ ସିନେମା ଦେଖିବ! ପାଇଁ ଯାଇଥ୍ଲା କିନ୍ତୁ ସମଯ ଟିକେଟ୍ ବ୍ରୁକ୍ ସରିଥ୍ଲା! ହାଊସ୍ ପୁଲ ବୋର୍ଡ ଦେଖି ସେ ହତାଶ ଦୋଇପଡି଼ଥ୍ଲ! ! ସେ କାଉଣ୍ଟର ରେ ବବ୍ରୁଣକୂ ଅନୁରୋଧ କଲା! ହେଲେ ସେ ମୁଣ୍ଡ ହଲା ଇ ମନାକଲା! କିବ୍ରୁ ନବପ୍ରୀତ ର  ସୌନ୍ଦର୍ଯ୍ୟ ଓ ସରଳତା ଦେଖି ସେ ତ!ପ୍ରତି ଆକୃଷ୍ଟ ହୋଇପଡ଼ିଲା ! ଭିଆଇପିଙ୍କ ପାଇଁ ରିଜର୍ଭ ଥିବା  କିଛି ସିଟ୍ ରୁ  ସେ ଏକ ଟିକେଟ୍ ବେଲା ! କିନ୍ତୁ ଭିଆଇପି ଟିକେଟ୍ ଦ୍ଦେବା ପୂର୍ବରୁ ଫର୍ମାଲିଟି ଆଳରେ ତାର ପରିଚୟ ଓ ମୋବାଇଲ ନସର ନେଇଥିଲା ନବପ୍ରୀତ ଟିକେଟ୍ ପାଇଁ ପଇସା ଦେବାବେଳେ ବରୁଣ ବାରଣ କଲ! ! କାରଣ ଭିଆଇପିମାନେ ଟିକେଟ୍ ପାଇଁ ପଇସା ଦିଅନ୍ତି ନି ! ନବପ୍ରୀତ କହିଲା, ମୁଁ କଣ ଭିଆଇପି ? ବରୁଣ କହିଲା, ସେ ସିଟ୍ ପାଇଁ ଆପଣ ବୁକିଂ  କରିଦେଲେ ମାନେ ଭିଆଇପି ହେଇଗଲେ ନବପ୍ରୀତ ହସିଲ! ଏବଂ ବରୁଣକୂ ଧନ୍ୟବାଦ ଦ୍ଦେଇ ଭିତରକୁ ଗଲା
ଫିଲ୍ମ  ଆରମ୍ଭ ହୋଇଯାଇଥିଲା ଆଇ ତାର ପ୍ରିୟ  ମୁଭି ହୋଇଥିବା ବାରୁ ସେ ତାଭିତରେ ହଜିଗଲା ! କିଛି ସମୟ ପରେ ବରୁଣ ଆସି ତାପାଖରେ ବସିଲା ! ଅନ୍ଧାର ହେଲେ ମଧ ନବପ୍ରୀତ ଜାଣିପାରିଲା ! ସେ ଏକଥା ବି ଜାଣିପାରିଲା ପେ, ବରୁଣ ଫିଲ୍ମ କମ୍ ତାମୁହଁକୁ ଅଧିକ ! ଦେଖୁଛି ! ସେ ଅନ୍ଇଜି  ଫିଲ କରୁଥିଲା ! କଣ କହିବ କିଛି ଭାବି ପରୁ ନ ଥିଲା |କି ଫିଲ୍ମ କୁ ଊପଭେଗ କରିପାରୁନଥିଲା  ବରୁଣ ଜାଣିପାରିଲା କି କଣ, ସେ କହିଲ!- ଅଚ୍ଛା ! ମୁଁ ତୁମକୁ ଡିଷ୍ଟ୍ୟୁର୍ଵ  କରିବାକୁ ଆସିନି ! ଦୁଇଟି କଥ! କହିବ! ପାଇଁ ଆସିଛି! ଗୋଟିଏ ଚୂମେ ବଦୁତ ସୁନ୍ଦର ଆଉ ଗୋଟିଏ, ମୁଁ ଫୋନ୍ କଲେ ତୂମେ ରେସ୍ ପଣ୍ଡ କରିବ ତ ? ନବପ୍ରୀତକୂ ତାର ପିଛା ରେକବାର ଥିଲା  ! ଏଣୁ ସେ କହିଲୀ- ହଁ ହଁ, ଆରାମ୍ ସେ , ତୂମେ ଯାଅ ! ମୁଁ ରେସ୍ପଣ୍ଠ କରିବି !
ନବପ୍ରୀତପତୁ  ଏଭଳି ଆସ୍ତି  ବାଣା ଶୁଣିବା ପରେ ଖୁସିରେ ବରୁଣ ପଳାଇଲା ନବପ୍ରୀତ ହାଉସ୍ ଫୁଲ୍ ରେ ବି ଟିକେଟ୍ ପାଇ ମୂଭିକୁ  ବେଶ୍ ଉପଭୋଗ କଲ!
ସେଦିନ ନବପ୍ରୀତ ବରୁଣ କଥ! ଭାବିଲା! ଆଉ ବରୁଣ ଫୋନ୍ କଲା  ! ପ୍ରଥମରୁ ହିଁ  ସେ ଆରମ୍ଭ କଲା- ନବପ୍ରୀତତମେ ଆଶ୍ଚର୍ଯ୍ୟ ହେବନି ମୁଁ କାହିକି ମନେପକାଇଲି ! ମୁଁ ଜାଣିଚି  ତମେ ବି ମନେପକଉଚ ମୁଁ ତୂମ ପ୍ରେମରେ ପଡ଼ିଯାଇଛି ! ଏହାକୁ ତୁମେ  ଲବ    ଆଟ୍ ଫାଷ୍ଟ ସାଇଟ୍ କହିପାର ! ମୁଁ ଜାଣିନି ତମେ ଭଲ ପାଉଚ କି ନାହିଁ ! କିନ୍ତୁ ଢାଣିଚି ତମେ ମେ! କଥ! ଭାବୁ ଚ ! କିନ୍ତୁ ଜାଣିବାକୁ ଚାହୁଁ ଚି ! ନବପ୍ରୀତ କିଛି ଷଣ ଚୁପ୍ ରହିଲ! ! ତାଛାତି ଥରିବା ଆରମ୍ଭ କରିଥିଲା ସେ କଣ କହିବ ଭାବି ପାବ୍ରୁ ନ ଥିଲା ! ତୁମ ନାରବତାରୁ  ମୁଁ କଣ ବ୍ରୁଝିବି ! ବରୁଣ ଟିକେ ଇମୋଶନାଲ ବ୍ଲାକ ମେଲ   କଲ! ! ନବପ୍ରୀତ ମୁଁ କିଛି ଜାଣିନି କହି ଫୋନ୍ କାଟିଦ୍ଦେଲା
ବରୁଣ ଚୁଝିଯାକଥିଲା ଆରପଟେ ସେହି ଅନୁପାତରେ ନିଆଁ ଲାଗିଛି ! ପରେ ପରେ କଥ! ଆଗକୁ ବଢିଲା ! ନବପ୍ରୀତ ଏଭଳି ଏକ ବୟସରେ ଥିଲା ଆଉ ଭାବପ୍ରବଣତାରେ ଉବ୍ ରୁଟୁବ୍ରୁ ହେଉଥିଲା! ବବ୍ରୁଣର ପ୍ରତ୍ୟେକ କଥ! ତାକୁ ପସନ୍ଦ ଆସୁଥିଲା ପ୍ରେମ ତାପାଇଁ ଏବେ ଶାରୀରିକ ଓ ଆବେଗି କ ଆବଶ୍ୟକତା ଥିଲା! ଏଣୁ ଦୁଇମନ ଏକ ହେବାକୁ ସମୟ ଲାଗିଲାନି ! ସେମାନେ ଏକାଠି  ହେ  ଲେ ! ଘରକୁ ଯିବାଆସିବ! ଚାଲିଲା ! ସୁରେନ୍ଦ୍ରଙ୍କ ଦୁଇଟି ଘର ହୋଇଥିବା ରୁ  ଯେ କୌଣସି ଘର ବିଭିନ୍ନ ସମୟରେ ଖାଲି ହେଉଥିଲା ଉଭୟ ପ୍ରେମୀଙ୍କୁ  ଦୈହିକ ଉତ୍ତପ ମାପିବା ପାଇଁ ! ହେଲେ ଏହାକୁ ପସନ୍ଦ କରି ନ ଥିଲା ନବପ୍ରୀତର ଭାଇ  ଜୁବି ! ନବପ୍ରୀତ ଅନେକ ବୁଝାଇବ! ପାଇଁ ଚେଷ୍ଟା  କଲା ! ହେଲେ ସବ୍ରୁ ବୃଥାହେଲ! !
ଶେଷରେ ଦୁଇପ୍ରେମା ପ୍ରେମପଥରେ ବାଧା ଦ୍ଦେଉଥିବା ! ଜୁବିକୁ ହତ୍ୟା  କରିବା ପାଇଁ ଯୋଜନ! କଲେ ! ଘଟଣାଦିନ ସୁରେନ୍ଦ୍ରଙ୍କ ପତ୍ନୀ ଗୂରୁବ୍ରାର ଯିବ! ପରେ ପରେ ଜୁବି ଏକୁଟିଆ ଥିଲା ! ! ଏହାର ସୁଯୋଗ ନେଇ ବରୁଣ ଘରେ ପଶିଲା ଏବଂ ଛୁରିରେ କୂବିକୂ ଭୁସି ହତ୍ୟା କଲ! ! ସିସିଟିଭି ଫୁଟେଜ ରେ  ରେକ ଡିହେଉଥିବା ! କଥ! କାହା ମୁଣ୍ଡରେ ନ ଥିଲା ! ବୟାନ ରେକର୍ଡ଼ କରାଯିବ! ପରେ ବରୁଣକୂ ଗିରଫ କରାଗଲା ଶୋଇଥିବା ! ଅବସ୍ଥାରେ ଆକ୍ରମଣ ହୋଇ ଥିବାରୁ  ବରୁଣ ଏକୁଟିଆ ଯଥେଷ ଥିଲା ହତ୍ୟା  କରିବା ପାଇଁ ! କିନ୍ତୁ ଯୋଜନାରେ ସାମିଲ ଥିବାରୁ  ନବପ୍ରୀତ ମଧ ବରୁଣ ସହ ଜେଲ୍ ଗଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...