Sunday 16 April 2017

ଭାଉଜ ପ୍ରେମ






ଫାହିମଜହାନକୁ    ଗୁଳି କରି ହତ୍ୟା କରି ଥିଲେ  ଲୁଟେ ରା  ମାନେ  ତାର ଭୁଲ ଥିଲା ସେ ଲୁଟେଗମାନଙ୍କୁ ପ୍ରତିରୋଧ କରିଲେ ! କାରଣ ଲୁଟେଗମାନେ ତାସ୍ଵମା ମେହେଋବାନ୍  ର ହାତ ଗୋଡ ବାନ୍ଧି  ତଳେ ପକେଇଦ୍ଦେଇ ଥିଲେ  ତାକୁ ନିରଧୂମ ମାଡ଼ ମାରି ଥିଲେ  ଶାଷୁଶ୍ୱଷୁରଙ୍କ ମୁଣ୍ଡରେ ଗନ୍ ପଏଣ୍ଟ ରଖ୍ ସେମାନଙ୍କୁ କାବୁ  କରି ନେଇ ଥିଲେ  ଆଉ ତାରି ଅଖ୍ ଆଗରେ ତାର ସବୁ ସୁନା ଗହଣା କୁ
ଲୁଟି ନେଉ ଥିଲେ  ଲୁଟେରା ମାନେ ତାମୁଣ୍ଡରେ ବି ଗ ନ୍ ପଏଣ୍ଟ ରଖି ଥିଲେ  ତଥାପି ସେ ବଡ଼ ପାଟି ଚିଲେଇବା  ଆରମ୍ଭ କରିଦେଲା ! ଲୁଟେଗମାନେ ଦେଖିଲେ  ଫାହିମଜହାନ  ପାଟି  ଶୁଣି ଲୋକମାନେ ଧାଇଁ ଆସିବେ! ଆଉ ସେମାନଙ୍କ ପ୍ଲାନ  ପ୍ରୋଗ୍ରାମ୍ ସବ୍ରୁ ଭଙ୍ଗୁର  ହୋଇଯିବା ସେଠି ଲାଗି  ସେମାନେ ଟିପି ଦେଲେ ଟ୍ରୀଗର୍! ଗୁଳି ଯାଇ ଫାହିମଜହାନ କପାଳରେ ବିଦ୍ଧ ହୋଇ ବାହାରି ଗଲା ବାହାରକୁ! ସଙ୍ଗେସଙ୍ଗେ ସେଠି ଟଳି ପଡିଲା ଫାହିମଜହାନ


     ଘଟଣା ଟି ଘଟି ଥିଲା  ଉତ୍ତରାଖଣ୍ଡର ଉଧାମନଗର ଜିଲ୍ଲା  ଅନ୍ତର୍ଗତ ଜଗତ ପୁରୀ  ଗାଁରେ!  ଏହି  ଗାଁ ରେ ରହନ୍ତି ଅବଦୁଲ୍   ବାଁହି ଦ  ଅବଦୁଲ ୱାହିଂଚ୍ଚିଙ୍କ ପରିବାର କହିଲେ ପତ୍ନୀ  ଶାଫିଚ୍ଚାନ୍ ଏବଂ ଦୁଇ ପୁଅ - ନକ୍ସୟ ଓ ମେହେରବାନ୍ ଅଲୀ ଅବଦୁଲ୍ ୱାହିଦ ଜଣେ ଲୁଗା ବ୍ୟବସାୟ]! ପଢ଼ା ସରିବା ପରେ  ଦୁଇ ପୁଅ  ବାପାଙ୍କର ବ୍ୟବସାୟ ରେ  ସାମିଲ୍ ହୋଇଗଲେ! ପୁଅମାନେ ସ୍ୱବଲମ୍ବି  ହୋଇଯିବା ପରେ ବା ପାମାଙ୍କ ମୁଣ୍ଡକୁ ଗୋଟେ ଚିନ୍ତା   ପଶେ – ପୁଅ ବାହାଘର! ଅବଡୁଲ ଓ ଶାଫିକାନ୍ ବଡ଼ପୁଅ ନକ୍ସୟ ପାଇଁ ବୋହୂ ଖୋଜିବାରେ ଲାଗିପଡ଼ିଲେ! ସେମନେ ନକ୍ସୟ ପାଇଁ ମେହେନାନାଜ କୁ  ବୋହୁ  ରୂପେ  ପସନ୍ଦ କଲୋ
ମେହେନା ନାଜ ଦେ ଖୀ ବା କୂ ଯେମିତି ସୁନ୍ଦର ଥି ଲେ; ପଢ଼ାପଢ଼ିଗେ ମଧ୍ୟ ବେଶ୍ ପାରଙ୍ଗମ ଥିଲା  ! ତେଣୁ ନକ୍ସୟ ସହିତ ମେହେନା ନାଜ    ବାହା ଘର  ହୋଇଗଲା ନକସୟ ସ୍ୱାବଭ ତହ ଲାଜ କୁଳା  ଥିଲା  ଏହା ଛଡା  ସେ ଖୁବ୍ ସରଳଜୀବନ ଜାପନରେ  ବିଶ୍ବାସ କରୁ ଥିଲା  ତାର ଚିନ୍ତା ଧାରା ଥିଲା ସିମ୍ପ୍ଲେ ଲା    ଲିରିଂ
ହାଇ ଥିକିଙ୍ଗ  ମଡ୍ର ତାର ଠିକ୍ ବିପରୀତ ଥିଲା  ମେହେନାଡା଼ ସେ ସବ୍ରୁବେଳେ ଫ୍ୟାଶନେବଲ ଓ ରୋମଶ୍ଚିକ୍  ରହୁ ଥିଲା ସେଠି ଲାଗି  ଗୋଟିଏ ପଟରେ ନକ୍ସୟ ମେହେନାଜ ଭଳି ରୂପବତୀ ସ୍ତ୍ରୀ କୁ ଯାଇ ନିଜ ଭା ଗ୍ୟକୂ ସଲାମ୍ କରୁ ଥିବା  ବେଳେନକ୍ସୟ ଭଳି  ଗୋଟେ ନିପଟ ମଫସଲା ମେଣ୍ଟା ଲିଟିର ଲୋକକୁ ନିଜେ ସ୍ୱାମା ଭବରେ ପାଇ ନିଜ ଭା ଗ୍ୟକୂ ନିନ୍ଦୁ ଥିଲା  ମେହେନାଜ! କୁଆଁରା ଥିଲା  ବେଳେ ସେ
ଯେମିତି  ଜଣେ ସ୍ଵାମୀର ସ୍ଵପ ଦେଖି ଥିଲା  ଡାଠାରୁ   ନକ୍ସୟ ଥିଲା  ଶହେ କୋଶ ଦୂରରେ!
ଅନ୍ୟପଟଗେ, ନକ୍ସୟର ଭାଇ  ମେହେରବାନ୍ ଥିଲା ବେଶ୍ ସ୍ୱାର୍ଟସୁନ୍ଦରଆଉ ରୋମାଶ୍ଚିକ୍ ମିଜାଜ ର  ସେ ପାର୍ଲର ଯାଇମେକ୍ଅଫ୍ ନେଇ ନିଜକୁ ସବୁବେଳେ ଗୁତ୍ ଲୁକି" ଋଖୁଥିଲା  ତାର କଥାବାର୍ଟାଗଲିଚଳଣ ଥିଲା  ଫିଲ୍ମ ଫିଲ୍ମ  ସେତିକି ନୃହେଁଝିଅ କିମ୍ବା ସ୍ତ୍ରୀ ଲୋକଙ୍କୁ  ଇଂପ୍ରେସ୍ କରିବାରେ ସେ ଥିଲା  ନସରୱାନ୍ ଓସ୍ତାଦ ! 

             ମେହେରବାନ୍ ର  ନଜର ଯେତେବେଳେ ଭାଉଜ ମେହେନାଜ ଉପରେ ପଡ଼ିଲା ସେତେବେଳେ ସେ ନିଜକୁ ରୋକି ପାରିଲାନି! ଭାବିଲା, ଏତେ ସୁନ୍ଦରୀ ଝିଅକୁ କଣ ଖୁନ୍ଦା ନକ୍ସୟ ଭଳି ଗୋଟେ ମାଫୁ  ପାଇଁ ବନେଇଥିଲା  ମାଙ୍କଡ଼ ବେକରେ ମୋତିମାଳ କଣ ଶୋଗପାଏ! ତଥାପି ସେ ନିଜକୁ ନିୟନ୍ତ୍ରଣ କଲା ! କାରଣ ମେହେନାଜ ତାର ଭାଉଜ  ଥିଲା ! ମେହେରବାନ୍ କୁ ବି ପ୍ରଥମେ ଦେଖ୍ ଚମକି ପଡ଼ିଥିଲା  ମେହେନାଜ! ଭାବି ଥିଲା  ମୋ ବାପାମାଭଲ  ଏଇ ମେହେରବାନ୍ ହାତରେ ମୋତେ ଛନ୍ଦି  ଦେଇଥାନ୍ତେ! ହେଲେ ଆଉ କାହା ହାତରେ କିଛି ନ ଥିଲା  ସମର୍କ ଯେତେବେଳେ ଦିଅର ଆଉ ଭାଉଜ ର  ସେତେବେଳେ ମେହେରବାନ୍ ଓ ମେହେନାଜ ନିକଟତର ଜେବା ସ୍ଵାଭାବିକ! ଆଉ ମେହେରବାନ୍ ଯେତେବେଳେ ମେହେନାଜ ର  ନିକଟବର୍ତି ହେଉ ଥିଲା  ସେତେବେଳେ ସେ ତାକୁ ଆକର୍ଷିତ କରିବାର ଗୋଟେ ବି ମୌକା  ଛାଡୁ ନ ଥିଲା  ! ମେହେନାଜ  କୁ ବି ମେହେଋଗନ୍  ରସବୁକଥା ଖୁବ୍ ମକ! ଳାଗୂଳୋ!  ଦୁହେଁ କେତେବେଳେ ଆଖିରେ ଆଖିରେ ପର ସ୍ପର କୁ  ନିଜ ମନକଥା କହିଁ ଦେଲେ  ସେକଥା କେହି ଜାଣି ପାରିଲେ ନାଦି ! ସେମନେ କେବଳ ମଉକା ଅପେକ୍ଷାରେ ଥିଲେ  ଦିନେ ସେ ଭଳି ଏକ ମଉକା  ଆସି ପହଁଚିଲା !          ମେହେନାଜ  କୁ ଏକୁଟିଆ ପାଇ ମେହେରବାନର ଯାଇ ତାକୁ ନିଜ ଦୁଇ ବା ହୂରେ ଭିଡ଼ି ଧରିଲା! ସତେପେମିତି ଏମିତି ଏକ ସୁଯୋଗକୁ ଅପେକ୍ଷା କରି ଥିଲା  ମେହେନାଜ! ସେ ମେହେରବାନର ବହୁ  ବନ୍ଧନରୁ ନିଜକୁ ମୂକୂଳେଇ ନେଲାଣି ! ଓଲଟି ପୁରସାର ସ୍ଵରୂପ ମେହେରବାନର ଓଠରେ ଏକ ପ୍ରେମ ବୋଳା ଚୁମ୍ବନରେ ଆଙ୍କି ଦେଲା  ! ସେମାଙ୍କ ମନ ତ ଏକ ହୋଇ ସାରି ଥିଲା ,ଏଥର ଦେହ ଦୁଇଟା ବି ଗୋଟି ଏ  ବନି ଗଲା  ମେହେନାଜ ସତେ ଯେମିତି ଥିଲା ଦୀର୍ଘ ଦିନ ଧରି ପାଣି କୁ ଅପେକ୍ଷ୍ୟା କରି ଥିବା ଏକ ଚାତକ ! ଆଉ ସେ ମେହେରବାନ କୁ ପାଇଲା ନାହିଁ ଯେ , ତାକୁ ଶ୍ରାବଣର ବର୍ଷ! ମିଳିଗଲା ! ସେ ମେହେଳୋନ୍ ପ୍ରେମରେ ଏମିତି ପାଗଲି  ହୋଇଗଲା ଯେ, ସେ ଭୁଲି ଗଲା ଯେ ସେ  ହେଉଛି କାହାର ସ୍ତ୍ରୀ
          ଯେଉଁଠି ନିଅଁ! ଅଛି ସେଠି ଧୂଆଁ ଉଠିବ ହିଁ ଉଠିବ ! ସମସ୍ତେ  ଚ୍ଚାଣିଗଲେ  ଦିଅର ଭାଉଜ ମଧ୍ୟ  ମଧରେ କିଛି ଚାଲିଛି! ଏପରି କି ନକ୍ସୟ ଦିନେ ମେହେରବାନ୍ ଓ ମେହେନାଜ କୁ ଅପତ୍ତି ଜନକ ଅବସ୍ୱାରେ ଦେଖିଲା ! ଘରେ ନିଅଁ! ଲାଗିଗଲା ଯେମିତି! ଅବଦୁଲ୍ ମେହେରଗନ୍ କୁ  ଗାଳି ଗୂଲ ଜ  କଲେ ମାଡ଼ ମାରିଲେ! ମେହେନାଜକୂ ଆକଟ କଲେ! ହେଲେ ଦୁହେଁ ଦୁହିଁଙ୍କ ପ୍ରେମରେ ଏମିତି ବୁ ଡ଼ି ଯାଇ ଥିଲେ  ପେ, ସେମାନଙ୍କୁ କାହା ଆକଟ ଶୁଣାଗଲା ନାଦି ! ସେମନେ ଯଥା ପୂର୍ଵମ   ତଥୀ ପରମ  ନୀତିରେ ସେମାନଙ୍କ କାର୍ଯ୍ଯ ଜାରି ରଖୀ ଲେ  ଅବଦୁଲ୍ ଏଥିରେ  ଅତିଷ୍ଠ ହୋଇ ନକ୍ସୟ କୁ କହିଲେ, ତୂ ତୋ ସ୍ତ୍ରୀ କୁ ନେଇ  ନେଇ ଦୂରକୁ ଚାଲି ଯା! ଫଳରେ ସେମନେ ଆଉ ପାପକାମ କରିପାରିବେ ନାହିଁ ! ନକ୍ସୟ ବି ତାହ! କଲ! ! ମାତ୍ର ଯୋଉ କଥାକୂ ସେଇକଥା! ଶେଷରେ ଅବଦୁଲ୍ ନିଷ୍ଠରି ନେଇ! ସେମେହେଋବାନ୍  ଆଉ ମେହେନାଜ କୁ ଆଉ କୋଉ ଥିରେ  ପାରି ହବନି! ମେହେରଗନ୍ କୁ ବାହା   କରିଦେବାକୁ  ପଡ଼ିବ ହୁଏତ ନିଜର  ଗୋଟେ ସ୍ତ୍ରୀ  ପାଇଗଲେ ସେ ଆଉ ଭାଇ ର ସ୍ତ୍ରୀ  ଉପରେ ନଜର  ପକେଇବ ନାହିଁ

             ଅବଦୁଲ୍ ଯୁଦ୍ଧ କାଳୀନ ଭିତିରେ  ମେହେଋବାନ୍  ପାଇଁ ଗୋଟେ ଝିଅ ଯୋଗାଡ଼ କରିବାରେ ଲାଗିଗଲୋ ସେମାନେ ଫାହିମଜହାନ କୁ  ଘରର  ସାନ ବୋହୁ କରିବାକୁ ନିଷ୍ଠଭି ନେଲେ | ମେହେନାଜ ଯେତେବେଳେ ଜାଣିଲା ମେହେରବାନ୍ ପାଇଁ ଝିଅ ଖୋଜା ଚାଲିଛି ତାମୁଣ୍ଡ ଖତାପ ହୋଇଗଲା! କାରଣ ମେହେରତାନ୍ ତାପାଇଁ କେବଳ ଦିଅର ନ ଥିଲା  ସେ ଥିଲା  ତାର ସବ୍ରୁକିଛି! ସେ ଭାବି ଲା, ଯଦି ମେହେରଗନ୍ କୁ  ଆଉ ଗୋଟେ ନୁଆ ଝିଅ ମିଳିଯିବ ତାହେଲେ ସେ କେବେ ବି ତାକୁ ଆଦର କରିବନି! ସେଥିଲା ଗି ସେ ମେହେର ବାଁ କୁ  ପ୍ରବର୍ତାଇଲ  ବାହାଘର ଭାଙ୍ଗିଦେବାକୂ! ମେହେରବାନ୍ ବି ଘରେ ଡୁମୁଳ ଚ୍ଚାଣ୍ଠ ଆରମ୍ଭ କରିଦେଲା ଜିଦ କଲା  ସେ ବାହା ହେବନି! ଯଦି ତାକୂ ଜୋର ଜବରଦସ୍ତି ବାହା କରି ଦିଅ ଯାଏ  ତା ହେଲେ ସେ ଘର   ଛାଡି ପଳେଇ ଯିବା ନ ହେଲେ ବିଷ ଖାଇ ଦେବା ହେଲେ ପରିବାର ଲୋକେ ଏ ଧମକ ରେ ଡରି ଗଲେ ନାହିଁ କିମ୍ବା ବାହାଘର ଭାଙ୍ଗି ଦେଲେ ନାହିଁ |ଓଲଟି ବାହାଘର ତାରିଖ ସ୍ଥିର କରି ଦେଲେ |
           ଉଭୟ ମେହେରବାନ୍ ଓ  ମେହେନାଜ ଜାଣିଥିଲେ ଯେ କେବଳ  ସେମାନଙ୍କୁ ଅଲଗା କରିବା ପାଇଁ ଏ ବାହାଘର ଡ୍ରାମା କରୂଛରି ପରିବାର ଲୋକେ! ସେଠି ପାଇଁ  ସେମାନେ ଏକ ଗୁରୁତ୍ଵା ପୁର୍ଣ ନିଷ୍ଠରି ନେଲେ! ବାହାଘର ଅଳ୍ପ  କିଛିଦିନ ଅଛି ସେମାନେ ଦୁହେଁ ଘର ଛାଡ଼ି ଚାଲି ଗଲେ |ସେତେବେଳକୁ ବାହାଘରର ସବ୍ରୁ ଆୟୋଜନ ସରିଗଲାଣି ! ପରିବାର ଉପରେ ଯେମିତି ଚଡ଼କ ପଡ଼ିଲା  ! ପରିବାର ଲୋକେ ବହୁ ଖୋଜ ଖୋଜି  କରି ସେମାନଙ୍କୁ ଧରିଲେ ଓ ଘରକୁ ଫେରେଇ ଆଣିଲେ! ମେହେରବାନ୍ ରୋକ ଥୋକ କହୁ ଥିଲା ସେ ଯଦି ବାହ! ହେବ ତାହେଲେ ଭାଉଜ ମେହେନାକ୍ କୁ  ! 66ହନାକ୍ ବି କହୁଥିଲା - ସେ ନକ୍ସୟକୂ ନେଇ ଖୁସି ନୁହେଁ! ତାକୁ ମେହେରବାନ୍ ର ସ୍ତ୍ରୀ  ହୋଇ ରହିବାକୁ ଦିଆଯାଉ!
ଏସବୁ  ପରିସ୍ଥିତି କୁ  ଏଡ଼େଇଦ୍ଦେଇ ଅବଦୁଲ ମେହେରବାନ୍ ର  ଫାହିମଜହାନ ସହିତ ବାହାଘର କରିଦେଲେ! ଏ ବାହାଘରରେ ରାଜି  ନ ଥିଲେ ମଧ୍ୟ  ପାରିବାରିକ ତଥ! ସମାଜିକ ଚାପ  ଆଗରେ ମୂଣ୍ଠ ନୁଆଁଇ ମେହେରବାନ୍ ଫାହିମଜହାନ କୁ  ନିଜର ବେଗମ୍ ବୋଲି କୂବୁ ଲ୍ କଲା  ହେଲେ ସେ ତାସହିତ କୌଣସି ସମର୍କ ରଖୀ ଲା  ନାହିଁ! କାରଣ ତାର ଭାଉଜ ଥିଲା ତାର ସବୁ କିଛି |ଆଗରୁ ସେମାନେ ଲୁଚା ଚୋରା ରେ ପରସ୍ପର ସହିତ ମି ଳା ମିଶା କରୁଥିଲେ ଏତେସବୁ ଘଟଣା ଘଚିଯିଗ ପରେ
         ସେମନେ ଖୁଲମଖୁଲା  ପର ସ୍ପର ସହିତ  ସହ କଥା ହେଉ ଥିଲେ ସ୍ୱାମୀ ସ୍ତ୍ରୀ ଙ୍କ  ଭଳି  ଆଚରଣ  କରୁଥିଲେ | ସବୁ   ଜାଣି ବି ପରିବାରର ଲୋକ ମାନେ ମୋନେ ଥିଲେ  ଚୁପ୍! କାରଣ ସେମାଙ୍କର  ହାତରେ  ଆଉ କିଛି କରିବାର ନ ଥିଲା  ସ୍ୱାମାର ଖାପଛଢ଼ା ବ୍ୟବହାରରୁ ଫାହିମଜହାନ  ଠଉରେଇ ନେଇଥିଲା  ଯେ, ସେ ଆଉ କାହା ପ୍ରେମରେ ପଡି଼ଛନ୍ତି ହେଲେ ଯେତେବେଳେ ସେ ଦେଖିଲା  ଭାଉଜ ମେହେନାଦ୍ ହେଉନ୍ଥଜି ତାସ୍ୱାମାର ପ୍ରେମିକା ସେତେବେଳେ ସେ ସହି ପାରିଲାନାହିଁ ! ନା ରୀ  ସବୁକିଛି ସହି ପାରେ; ମାତ୍ର ନିଜ ସ୍ୱାମୀକୁ ଆଉ କାହା ସହ ଶେୟାର କରିପାରେ ନାହିଁ!  ଫାହିମଜହାନ ନିଜର ହକ୍ ଜାହିର କରିବା  ପାଇଁ ଦୃଢ  ନିଷ୍ଠଭି ନେଲା ଓ ମେହେରବାନ୍- ମେଜେନାକ ମଝିରେ ହିମାଳୟ ପାଲଟି ଠିଆ ହୋଇଗଲା!

          ଉଭୟ ମେହେରବାନ୍ ଓ ମେହେନାଜ ଜାଣିଲେ ପେ, ଫାହିମଜହାନ ହେଉଛି ତାଙ୍କ ରାପାର ସବ୍ରୁଠୁ ବଡ଼ କଣ୍ଟା ୟ ପୁଣି ସେ ହେଊଛି ମେହେରବାନ୍ ର  ସ୍ତ୍ରୀ  ତେଣୁ ସେ ଚାହିଁଲେ ଆଇନ୍ଋ ଆଶ୍ରୟ ମଧ ନେଇପାରିବା ଏ ଥିରୁ ମୁକ୍ତି   ପାଇବାର ଏକମାତ୍ର ବାଟ ଫାହିମଜହାନ ନିଜ ରାସ୍ତାରୁ  ହଟେଇଦେବା| ଉଭୟ ମେହେରବାନ୍ ଓ ମେହେନାଜ ନିଷ୍ପତି  ନେଲେ - ଯେମିତି ବି ହେଉ ଫାହିମଜହାନ ମରିବା ଆଉ ମେହେନାଜ କହିଲା, କିଛିଦିନ ପରେ ସେ ଖାଇବାରେ ବିଷ ଦେଇ ନକ୍ସୟକ୍ସ ମାରିଦେବା ବାସ୍, ତାପରେ ସେମାନେ ବିନ୍ଦାସ୍!
           ଏକ ସୂପାରି କିଲର ଠିକ୍ କଲା ମେହେଋବାନ୍! ନିଜେ ନିଜ ସ୍ତ୍ରୀ  ଫାହିମଜହାନ ହତ୍ୟା କରିବାର ପ୍ଲାନ  ପ୍ରସୂତ କଲା! ପ୍ଲାନ ଅନୁଯାଇ ଫାହିମଜହାନ ମରିବା ମାତ୍ର ଦୋଷ କାହାକୁ ଲାଗିବନି! କିଲରମାନେ ଲୁଟେରା ସାଜି  ଆସିବେ! ପ୍ରଥମେ ସେ ପ୍ରତିରୋଧ କରିବା ସେମାନେ ତାହାତଃଗାଡ଼ ବାନ୍ଧି ଦେକେ! ବାପାମାକୂ ଗନ୍ ପଏଣ୍ଟ ରେ ଡରେଇବେ! ପରେ ସେମାନେ ଫାହିମଜହାନ ଆଗରେ ତାଗହଣା     ଲୂଟ କରିବେ  ନାରୀର ଗହଣ ପ୍ରତି ସବୁଠୁ ବେଶୀ ଦୁର୍ବଳତା ! ତେଣୁ ଫାହିମଜହାନ ପ୍ରତିବଡ  କରିବା ଆଉ ସେତିକିବେଳେ ସେମାନେ ତାକୁ  ସୁଟ୍ କରିଦେବେ! ବାସ୍ତବ ରେ  ସେମିତି ହିଁ କିଲରମାନେ ଗୁଳିକରି ମାରିଦେଲେ ଫାହିମଜହାନ କୁ ! ହେଲେ ଆଇନର ଆଖି କୁ  ଫାଂକି  ପାରିବ କିଏ ? ଗିରଫ ହେଲା  ମେହେରବାନ୍ ଓ ଗିରଫ ହେଳା ମେହେନାଜ! ଦିଅର ଭାଉଜ  ଜେଲ୍ ରେ ରହି ନିଜ କଳାକର୍ମର ପ୍ରାୟଶ୍ଚିତ୍ତ କରୁଥିଲେ…….

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...