Tuesday 4 April 2017

ଏକତରଫା ପ୍ରେମକରି ହତ୍ୟା

ସେ ଦିନ ଥିଲା ୨0୧୬, ଡିସେମ୍ବର ୬! ସମୟ ପ୍ରାୟ ଭୋର ୪ଟା! ମୁମ୍ବାଇର ଘରୋଇ ବିମାନବନ୍ଦର ପରିସରରେ ଥିବା ଆନା ଭିଲେପାର ଲେ   ଯୁଲିସକୁ ସୂଚନା ମିଳିଲା କଣେ ଯୁବତୀକୁ ହତ୍ୟାକରି ପୋଡି ଦିଆଯାଇଛି! ସୂଚନା ମିଳୁ ମିଳୁ ଡିଉଟି  ଥିବ! ଯୁଲିସ ଅଧିକାରୀ ମହାଦେବ ନିୱୀଲକର ତୀଙ୍କ ଟିମ୍ ସହିତ ଘଟଣାସ୍ଥଳରେପହଞ୍ଚିଗଲେ! ଖରେଟି ଇର୍ଲ! କଯୁର ମେଡିକାଲରୁ ଆସିଥିଲା! ଘଟଣାସୃଳରେ ଯୁବତୀଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ଥିଲେ! ଡାକ୍ତରଙ୍କ କହିବା ଅନୁସାରେ ଯୁବତୀଙ୍କ ପ୍ରଥମେ ବଳାତ୍କାର   କରିବ! ପରେ ତଂଟି  ଚିପି ହତ୍ୟା କରଯାଇ ପୋଡି ବେବାକ ଚେଷ୍ଟା କରାଯାଇଛି!
ଯୁବତୀଙ୍କ ତେହେର! ସମ୍ପୁର୍ଣ୍ଣ ରୁପେ କଳିଯାଇଥିଲା ! ଯୁଲିସ ଶବକ୍ଳ ଘରଲୋକଙ୍କୁ  ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରି ଦେଇଥିଲା!

ଘଟଣା ବିଷୟରେ ଜାଣିବ! ପାଇଁ ଯୁଲିସ ପ୍ରଥମେ ଯୁବତୀଙ୍କ ଘରଲୋକଙ୍କୁ ପବରୀଉବର! ଆରମ୍ଭ କରିଥିଲା ! କିନ୍ତୁ  ଝିଅକୁ ହରାଇବା ଦୁଃଖରେ ଘରଲୋକଙ୍କମାନସିକ ଅବସ୍ଥା ଠିକ୍ ନଥିବାରୁ ସେମାନେ କିଛି କହି ପାରିନଥିଲେ! ଯୁଲିସ ପାଖ ପଡ଼ୋଶୀଙ୍କଠାରୁ ଜାଣିବାକୁ ପାଇଥିଲା ଯେ ମୃତ ଯୁବତୀଙ୍କ ନାଁ ଶ୍ରଦ୍ଧା ପାଞ୍ଚାଲ ଏବଂ ସେ କଣେ ଫିଜିଓ ଥେରାପିଷ୍ଟ ଥିଲେ! ଘଟଣା ଦିନ ରାତି ଠିକ ୧.୩0ରେ ଶ୍ରଦ୍ଧାର ରମ୍ ରୂ ଧୂଆଁ ବାହାରୁଥିବାର ପଡୋଶୀଲୋକ ଦେଖୁଥିଲେ! ଏହାର ଠିକ୍ ଅଧଘଣ୍ଟା ପରେ ଶ୍ରଦ୍ଧାଙ୍କ ଘରୁ କାନ୍ଦବୋବାଳି ଶୁଣାଯାଇଥିଲା! ଶବ୍ଦ ଶୁଣି ପଡୋଶୀମାନେ ତାଙ୍କ ଘରକୁ ଧାଇଁଥିଲେ! ରୁମ୍ ମଝିରେ ଶ୍ରଦ୍ଧାର ଅଧାକଳା ଶରୀର ପଡିରହିଥିଲା ଏବଂସମ୍ପୁର୍ଣ୍ଣ ଶରୀର ନିବସ୍ତ୍ର ଥିଲା ! ଶ୍ରଦ୍ଧା ପିନ୍ଧି ଥିବ! କିନ୍ସରେ ତଂଟି ଚିପି ହତ୍ୟା କରାଯାଇଥିଲା ! ପଡ଼ୋଶୀ ଦୀପକ ଏବ° ସଚିନ୍ ଶ୍ରଦ୍ଧାର ବେକରୁ ସଙ୍ଗେ ସଙ୍ଗେ କିନ୍ସକୁ ବାହାର କରି  ମେଡିକାଲ୍ ନେଇ ଆସିଥିଲେ କିନ୍ତୁ  ସେଠି ଶ୍ରଦ୍ଧାଳୁ ମୃତ ଘୋଷିତ କରାଯାଇଥିଲା!
 ଶ୍ରଦ୍ଧାର ରୁମ୍ ଘରର ଉପର ମହଲାରେ କରାଯାଇଥିଲା! ଶ୍ରଦ୍ଧାର ରୁମ୍ ଘରର ଉପର ମହଲାରେ ଥିଲା! ଶ୍ରଦ୍ଧା ଫିକିଓଥେରାପିଷ୍ଟ ଥିବାରୁ ଘରକୁ ଫେରିବାର ସେମିତି କିଛି ନିକିଷ୍ଟ ସମୟ ନଥିଲା! ଶ୍ରଦ୍ଧା ବିଳମ୍ବିତ ରାତିରେ ମଧ୍ୟ ଘରକୁ ଫେରୁ ରଥିଲା ! ଘର ଲୋକଙ୍କ କୌଣସି ଅସୁବିଧା ନହେବା ପାଇଁ ରୁମ୍ ର ସିଡ଼ି ବାହାରକୁ ତିଆରି ହୋଇଥିଲା! ଶ୍ରଦ୍ଧା ଯେତେବେଳେ କି ବିଳମ୍ବିତ ରାତିରେ ଫେରେ କାହାକୁ ନ ଡାକି ସିଧା ରୁ ମ୍ କୃ ଚାଲି ପାଏ ! ତ୍ପଲିସ ଶ୍ରଦ୍ଧାର ସାଙ୍ଗ ମାନଙ୍କଠାରୁ ଜାଣିବାକୁ ପାଇଥିଲା ପେ ସେଦିନ ଶ୍ରଦ୍ଧା ରାତି ୯ଗରେ  ଘରକୁ ଫେରିଥିଲା! ରାତି ୧୦ଗରେ ଘରଲୋକଙ୍କ ସହିତ ଖାଇସାରିବା ପରେ ପୂଜା  ଏବଂ ତୈତାଲି ତାକୁ  ଦେଖା କରିବାକୁ ଆସିଥିଲେ! ଦୁଇଜଣ ଶ୍ରଦ୍ଧାର ଖୁବ୍ ଅନ୍ତରଙ୍ଗ ବନ୍ଧୁ ଥିଲେ! ସେଥିପାଇଁ ବେଳେ ବେଳେ ଶ୍ରଦ୍ଧା ସେମାନଙ୍କ ଘରେ ମଧ୍ୟ ରହିଯାଇଥିଲା ଶ୍ରଦ୍ଧା ତା’ ଡୁ ଇ ସାଙ୍ଗ କୁ ରୁମ୍ କୃ ନେଇଯାଇଥିଲା ଏବଂ କିଛି ସମୟ କଥା ହେବା ପରେ ସେମାନେ ସାଙ୍ଗ ହୋଇ ଏଟିଏମ୍ କୃ ପଇସା କାଢିବା ପାଇଁ ବାହାରକୁ ଯାଇଥିଲେ! ପରେ ମୁଣି ଚୁମ୍ କୁ  ଫେରି ଆସିଥିଲେ! ରତି ୧୨ଟା ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇ କଥା ହୋଇଥିଲେ! ଶ୍ରଦ୍ଧାଳୁ ନିଦ ଆସିବାରୁ ସେମାନେ ଶ୍ରଦ୍ଧାକୁ  କବାଟ ବନ୍ଦ କରିବାକୁ କହି ସେଠାରୁ ଚାଲିଯାଇଥିଲେ! ପୃଲିସ ପୂଜା  ଏବଂ ତୈତାଲିଙ୍କ ଠାରୁ ସମସ୍ତ କଥା ଶୃଣି ସାରିବା ପରେ ପୁ ଲିସର ସନ୍ଦେହ ଘର ଲୋକଙ୍କ  ଉପରକୁ ଯାଇଥିଲା! ପ୍ରଲିସ ଶ୍ରଦ୍ଧାର ବାପା ମା’ ଏବଂ ସମ୍ପର୍ଜାୟ ଭାଇକୁ ମଧ୍ୟ ଥାନାକୁ ଡାକି ପଚରାଉଚରା କରିଥିଲା! କିନ୍ତୁ ଶ୍ରଦ୍ଧାର ହତ୍ୟା ସମ୍ବନ୍ଧୀୟ ସେମିତି କିଛି ସୂଚନା ମିଳିପାରିନଥିଲାତ୍ପଲିସକୁ ! ୫0 ଦିନରୁ ଅଧିକ  ବିତିଯାଇଥିଲେ ମଧ୍ୟ ଶ୍ରଦ୍ଧାର ହତ୍ୟାକାରୀ ଧରା ପଡିନଥିଲା! ହତ୍ୟା କିଏ କରିଛି? କାହିଁକି କରିଛି? ତ୍ପଲିସ ପାଇଁ ଚିନ୍ତାର ବିଷୟ ପାଲଟିଯାଇଥିଲା !
 ତ୍ପଲିସ ତ୍ପଣିଥରେ ଘଟଣାମୃଳକୁ ଯାଇ ଛାନଭିନ୍ଆରମ୍ଭ କରିଥିଲ୍ୟା ଏହ! ସହିତ ସେହି ସ୍ଥାନରେ ଥିବା ସମସ୍ତ ସିସିଟିଭି କ୍ୟା ମେରାର ଫୁ ଟେଜ  କୃ ମଧ୍ୟ ଟିକିନିଖି କରି ବେଖିଥିଲା! ଶେଷରେ ଅପରାଧୀ ମିଳି ଯାଇଥିଲା’ ତ୍ପଲିସକୁ ସିସିଟିଭି ନ୍ୟାମେରାର ଗୋଟେ ଫୁ ଟେଜ  ରେ  କଣେ ସଦିଗ୍ର ତେହେର! ନବର ଆସିଥିଲା ! ପୁଲିସ ସଙ୍ଗେ ସଙ୍ଗେସେହି ମୂବକକୁ ଧରିବାକୁ ଚେଷ୍ଟା କରିଥିଲା! ଶେଷରେ
ପୁଲିସ ହାତରେ ସେହି ଯୁବକ ଧରାପଡି ଯାଇଥିଲା! ସେହି ଯୁବକର ନାଁଥିଲା  ଦେବାଶିଷ ଧର ଏବଂ ସେ ସେହି ବସ୍ତିରେ ୭ବର୍ଷ ହେବ ରହୁଥିଲା! ୨୭ ବର୍ଷାୟ ଦେବାଶିଷ ଧାରର ଘର ଥିଲା ପଶ୍ଚିମବଙ୍ଗ! ଘରର ଆର୍ଥକ ଅବସ୍ଥା ଠିକ୍ ନ ଥିବାର ସେ ମୁମ୍ବାଇ ଚାଲିଆସିଥିଲା କାମ କରିବାପାଇଁ! ଠିକାଦାର କାମ କରିବାସହ ଭିଲେପାର୍ଷଲ ନିକଟରେ ଥିବା ବସ୍ତିରେ ଭଡା ନେଇ ରହୁଥିଲା! ଏହାର ନିକଟରେ ଥିଲା ଲିଲାବାଇ ସୋସାଇଟି ଯେଉଁଠି ଶ୍ରଦ୍ଧାର ଘର ଥିଲା! ୨୪ ବର୍ଷର  ଶ୍ରଦ୍ଧା ବେଖ୍ ବାକୁଖୁବ୍ ସୁନ୍ଦର ଥିଲା ଏବଂ ସେ ସମସ୍ତଙ୍କସହିତ ଖୁବ୍ ଜଳ ଦି ମିଶି ଯାଉଥିଲା! ଶ୍ରଦ୍ଧା ପାଖକୁ ଅଧ୍ କାଂଶ ଫିଲ୍ମ ଦୁନିଆ ଏବଂ ସିରିୟଲରେ କାମ କରଥିବା ଯୁବକ ମୂବତୀମାନେ ଆସିଥାରି ! ସେଥିପାଇଁ ଶ୍ରଦ୍ଧା ମଡେଲ ପରି ପୋଷାକ ପିନ୍ଧି  ନିକକୁ ସେଲିବ୍ରିଟି ଭଳି ସକାଉଥିଲା! ବହୁଦିନ ଧରି ବେବାଶିଷର ନବର ଶ୍ରଦ୍ଧା ଉପରେ ଥିଲା! ସେ ମନେ ମନେ ଶ୍ରଦ୍ଧାଳୁ ଭଲ ପାର ବସିଥିଲା ! କିନ୍ତୁ  ଶ୍ରଦ୍ଧା ଏ ବିଷୟରେ ସମ୍ପୁର୍ଣ୍ଣ ଅଜ୍ଞାନ ଥିଲା! ଶ୍ରଦ୍ଧା ଯେଉଁଆଡ଼େ ଯାଉଥିଲା ଦେବାଶିଷ ତା’ ପଛେ ପଛେ ଯାଉଥିଲା! ଶ୍ରଦ୍ଧା କେତେବେଳେ ଘରକ୍ଳ ଫେରୁଥିଲା, ଜ୍ଜିନିକ କେତେବେଳେ ପାଉଥିଲା ସବୁ  ଜଣାଥିଲା ବେବାଶିଷକୁ! କିନ୍ତୁ ସେ ଶ୍ରଦ୍ଧାକୁ ତା’ ମନକଥା କହିବାକୁ ଡରୁଥିଲା!
 ଦିନେ ସେ ନିଶ୍ଚୟ କଲା ସେ ଶ୍ରଦ୍ଧାକୁ ତା’ ମନକଥା କହିବ! ଦିନେ ସୁବିଧା ପାଇ ଦେବାଶିଷ ଶ୍ରଦ୍ଧା ଆଗରେ ତା’ ମନକଥା କହିଥିଲା!କିନ୍ତୁ ଶ୍ରଦ୍ଧା କାହିଁ ଶୂଣିବାକୁ ଯିବ! ଶ୍ରଦ୍ଧା ଦେବାଶିଷକୁ ଅପମାନିତ କରି ଚାଲିଯାଇଥିଲା କ୍ତିନିଲ୍! ଏହି ଘଟଣାକ୍ଳ ଶ୍ରଦ୍ଧା ସେତେଟା ଗୁରୁତ୍ଵର ସହିତ ନେଇନଥିଲା ଏବଂ ପରେ ଭୃଲିଯାରଥିଲା! କିନ୍ତୁ ଦେବାଶିଷକୁ ଶ୍ରଦ୍ଧାର କଥ! ଖୁବ୍ କଷ୍ଟ ଦେଇଥିଲା! ମନେ ମନେ ସ୍ଥିର କରିଥିଲା ତା’ ଅପମାନର ପ୍ରତିଶୋଧ ସେ ନିଶ୍ଚୟ ନେବ ଦେବାଶିଷ ଅପେକ୍ଷା କରି ରହିଥିଲା ଗୋଟେ ସ୍ବର୍ଣ୍ଣ ସୁ ପୋଗକୁ! ଆଉ ସେଦିନ ମିଳିଯାଇ ଥିଲା ବେବାଶିଷକୁ  ସେହି ସୁଯୋଗ!
ସେଦିନ ରାତିରେ ଦେବାଶିଷ ସାଙ୍ଘମାନଙ୍କୁ ଦେଖା କରି ନିଜ ରୁମ କୁ  ଫେରୁଥିଲା! ନଜରରେ ପଡିଥିଲା ଶ୍ରଦ୍ଧାର ରୁମ୍! ସେତିକିବେଳେ ଶ୍ରଦ୍ଧାର ସାଇଂ ରୁ ମ୍ ରୁ ବାହାରକୁ ବାହାରୁଥିଲେ ! ଦେବାଶିଷ ଶ୍ରଦ୍ଧାର ଘର ପାଖରେ ଲୁଚିଯାଇଥିଲା! ସାଙ୍ଗ ମାନେ ଯିବା ପରେ ଦେବାଶିଷ ଯାଇଥିଲା ଶ୍ରଦ୍ଧାର ରୁ ମ୍ କୁ  ! ଶ୍ରଦ୍ଧାର ଚୁମ୍ କବାଟ ଖୋଲାଥିଲା! ଶ୍ରଦ୍ଧା ସେତେବେଳକୁ ଶୋଇପଡିଥିଲା! ଶ୍ରଦ୍ଧାର ସାଙ୍ଗ ମାନେ ଗଲା ସମୟରେ କହିଯାଇଥିଲେ ରୁମ୍ ର କବାଟ ବେବାକୁ! କିନ୍ତୁ ଶ୍ରଦ୍ଧା ନିଦରେ ଥିବାରୁ କବାଟ ଦେଇନଥିଲା! ଆର ଏଇଟା ହିଁ ଶ୍ରଦ୍ଧା ପାଇଁ କାଳ ସାରିଥିଲା! ଦେବାଶିଷକୁ ଶ୍ରଦ୍ଧା ରୁ ମ୍ କୁ ଯିବାକୁ ସହଳ ହୋଇଯାଇଥିଲା ! ଶ୍ରଦ୍ଧା ଗଭୀର ନିବରେ 6ଶ!ଇ ରହିଥିଲା ସେତିକିବେଳେ ଦେବାଶିଷ ତା’ ଭପରକୁ ଏତେ ଜୋର ରେ  ଆକ୍ରମଣ କଲା ଯେ ଭୟରେ ଶ୍ରଦ୍ଧାର ଚେତା  ପକାଇଥିଲା! ଏହାର ଫାଇଦା ଉଠାଇ ସେ ଶ୍ରଦ୍ଧା ସହିତ ବଳାକ୍ରାର କରିଥିଲା ଏବଂ ଶ୍ରଦ୍ଧାର କିନ୍ସ ଯ୍ୟାଣ୍ଟରେ ତା’ତଂଟି  ଚିପି ହତ୍ୟା କରିଥିଲା! ଦେବାଶିଷ ନିଜ ଅପରାଧକୁ ଲୁଚାଇବା ପାଇଁ ଢେର ଚେଷ୍ଟା କରିଥିଲା ! ଶ୍ରଦ୍ଧା ରୁମ୍ ରେ ଥିବା ବହି ଗୃଡ଼ିକୁ ଚିରି ସେଲୁରେ ଥିବା ଏକ ଲାଇଟର ସାହାଯ୍ୟରେ ନିଆଁ ଲଗାଇ ଶ୍ରଦ୍ଧାର ଶରୀରକୁ ପୋଡିବାକୁ ଚେଷ୍ଟା କରିଥିଲା ! ଏହି ସମୟ ମଧ୍ୟରେ ତଳ ରୁ ମ୍ ରୁ କାଳେ କେହି ଉଠି ପଢ଼ିବେ ସେଇ ଭୟରେ ସେ ଘଟଣାସ୍କୃଳରୁ ଚମ୍ପଟ ମାରିଥିଲା! ତ୍ପଲିସ ସମସ୍ତ ଘଟଣା ଶ୍ନଣି ସାରିବାପରେ ବେବାଶିଷକୁ ଗିରଫ କରି ଯେ ଲ୍ ପଠାଇ ଦେଇଥିଲା!
indianexpress.com

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...