Monday 3 April 2017

ପ୍ରେମରୁ ଆରମ୍ଭ ମୃତ୍ୟୁ ରେ ଶେଷ



      ୨0୧୭ ଜାନୁଆରୀ ୮ ତାରିଖ ! ‘କାମକୁ  ଯାତ୍ତଛି କହି ଘରୁ ଚାହାରିଥିଲା  ମଧ୍ୟପ୍ରଦେଶର ଇନ୍ଦୋର ଥାନା ଅନ୍ତର୍ଗତ ଚନ୍ଦନନଗରରେ ରହୁଥିବା  ୨୧ ବର୍ଷାୟ ସଲମାନ୍! ସେ ଫେବ୍ରିକେସନ୍ କାମ କରୁ ଥିଲା! ସେହିଦିନ ରାତିରେ ଘରକୁ ଫେରିନଥିଲା  ସଲମାନ୍! ପରଦିନ ପରିବାର ଲୋକେ ପହଞ୍ ଥିଲେ  ଥାନା ରେ! ନିଖୋଜ ରିପୋର୍ଟ ଲେଖାଇବାଚେଳେ ପଡ଼ୋଶୀ ରଉଫ୍ ଖାନ୍ ଓ ତାର ଡ୍ରାଇଭର୍ ସଢାମ୍ ସଲମାନ୍ କୃ ଅପହରଣ କରିଥାଇପାରନ୍ତି  ବୋଲି ସନ୍ଦେହ କରିଥିଲେ ସଲ୍ ମାନର ବଡ଼ଭାଇ  ଶେଖ୍! ରଉଫ୍ ବଡ଼ ବଡ଼ ବିଲ୍ବିଂ ମରାମତି ଏବଂ ରଙ୍ଗ କାମ ଠିକା ନେଉଥିଲା ! ତା ପାଖରେ ପଚାଶରୁ ଅଧିକ ଲୋକ  କାମ କରୁ ରଥିଲେ! ସଲମାନ୍ ମଧ୍ୟ  ତା ପାଖରେ କାମ କରୁ ଥିଲା ! ମାତ୍ର ପ୍ରାୟ ବର୍ଷେ  ତଳୁ ସଲମାନ୍ କୃ କାମରୁ ବାହାର କରିଢେଇଥିଲା  ରଉଫ୍!
   ରଉଫ୍ ଥିଲା  ଧନା ବ୍ଯକ୍ତି! ସ୍ବାଧୀନ ପ୍ରାର୍ଥୀ ଭାବେ ସେ ବିଧାନସଭା ନିର୍ବାଚନ ବି ଲଢ଼ିଥିଲା ! ତେଣୁରାଜନୀତି କ୍ଷେତ୍ରରେ ମଧ୍ୟ  ସେ ଥିଲା  ପ୍ରଭାବଶାଳୀ! ତ୍ପଲିସ ନିଖୋକ ସଲମାନ୍ ର ମୋବାଇଲ୍ କଲ୍ ଡିଟେଲ୍ଲ ବାହାର କରି ଦେଖିଲା, ସଲ୍ ମାନ ରଉଫର ସ୍ତ୍ରୀ  ସବନମ୍ ସହିତ ଅଧିକ ଅର ଓ ଅଧିକ ସମୟ ଧରି ଗପ କରିଛି! ରତ୍ତଫ୍ ତାକୁ କାମର ବାହାର କରିଦେବା ପରେ ବି ସେ ସବନମ୍ ସହିତ କଥାବାର୍ଜା ଯା ରି ରଖିଥିଲା ! ତ୍ପଲିସ ଚୌ କିରକୁ ଡାକି ରଉଫ୍ ଏବଂ ତାର ସମ୍ପର୍ଜାୟକ
ବିଷୟରେ ପଚାରି କାଣିଲା, ରତ୍ତଫ୍ ର କେତେକ ସମ୍ପର୍ଜାୟ ଧରମ୍ ତ୍ପରୀ ଅଞ୍ଚଳରେ ରହନ୍ତି ! ଚୌକିରଠ୍ ଏହା ଶ୍ନଣିବ! ପରେ ପାଞ୍ଚ ଦିନ ତଳେ ଧରମ୍ ତ୍ପରୀ ଅଞ୍ଚଳରେ କଣେ ଯୁବକର ଶବ ମିଳିବା ଘଟଣା ତ୍ପଲିସର ମନେପଡ଼ିଲା!
୧0 ବାନ୍ମଆରା ୨୦୧୭! ଧାର କିଲ୍ଲା ଧରମତ୍ପରୀ ଥାନାଧିକରା କେ.ଏସ୍.ସାହ୍ ଙ୍କ  ପାଖକୁ ଫୋନ୍ ଆସିଲା ୱେଷ୍ଟ  ସଂସ୍ଥାନ ନିକଟସ୍ଥ କଇଂଲରେ ଗୋଟିଏ ଶବ ପଡ଼ିଛି! ତ୍ପଲିସ ଦେଖିଲା, ଶବର ମ୍ନହଫାଟି କ୍ଷତବିକ୍ଷତ ଓ ଗୂପ୍ତାଙ୍ଗ  କଟାପାଇଛି ! ଥାନାଧିକରୀ ଅନ୍ମମାନ କଲେ, ଏହା ପ୍ରେମ ଜନିତ ହତ୍ୟାକାଣ୍ଡ ହୋଇପାରେ! ମୃତକର ଯ୍ୟାଣ୍ଟ ପକେତ ରେ  ମିଳିଲା ଜଣେ ଘୁଅ ଓ ଝିଅର ଫୋଟୋ , ହିସାବ ଖାତା ଓ ତମ୍ଭାକୁ ଯ୍ୟାକେଟ୍; ଯେଉଁଥିରୁ  ମୃତକର ପରିଚୟ ଜାଣିବା ଭଳି କିଛି ନଥିଲା ! ବେକରେ ତୁଳସୀ ମାଳିଟିଏ ଥିଲା ’ ତେଣୁ ପୁଲିସ ଭନ୍ଦିଥିଲା  ଏହା କୌଣସି ହିନ୍ଦୁ ଯୁବକର ଶବ ହୋଇଥିବା ତ୍ପଲିସ ଶବ ବ୍ଯବଛେଦ ପାଇଁ ପଠାଇବା ସହିତ ଆଖପାଖ ଜିଲ୍ଲାର ତ୍ପଲିସକୁ  ମଧ୍ୟ  ଏ ବାବଦରେ ଜଣାଇ ବେଇଥିଲା ! ମାତ୍ର ରତ୍ତଫ୍ ର ସମ୍ପର୍ଜାୟମାଜେ ଧରମ୍ ପୃ ରୀ ଅଞ୍ଚଳରେ ରହୁ ଥିବା  କଥା ଚନ୍ଦନନଗର ପୁଲିସ ସୂଚନା ପାଇବା ପରେ ମୃତ ମୁବକ ସଲ୍ ମାନ ହୋଇପାରେ ବୋଲି ଅନୁମାନ କରିଥିଲେ

ଚନ୍ଦନ ନଗର  ତ୍ପଲିସଠ୍ ପରାମର୍ଶ ପାଇ ଚୌକିର ବାପାଙ୍କୁ ନେଇ ଧରମ୍ ତ୍ପରୀ ଥାନାଗେ ପହଥ୍ ଜାଣିଲେ ଶବଟିକୁ କବର ଦିଆଯାଇ ସାରିଲାଣି! ଥାନାଧିକରୀ ଏକ ମୁଦି ଦେଖାଇବା ପରେ ଚୌକିର ଓ ତାର ବାପା ନିଶ୍ଚିତ ହେଲେ ସେ ଶବଟି ସଲମାନ୍ ର! ମାତ୍ର ସେ ତୁଳସୀ ମାଳ କାହିଁକି ପିକିବାକୁ  ଯିବ ବୋଲି ସଲମାନ୍ର ବାପା ପ୍ରଶ୍ନ ଉଠାଇବା ପରେ ପୁଲିସ ନିଶ୍ଚିତ ହେଲା ଯେ, ପୁଲିସକୁ ବିତ୍ରାହ କରିଚାକ୍ ହତ୍ୟାକାରୀ ତା ପର୍ସରେ ଘୁଅ, ଝିଅଙ୍କ ଫଟୋ ରଖିବା ସହ ତାଳୁ ତ୍ଳସାମାଳ ପିନ୍ଦାଇଛନ୍ତି ଓ ତାର ଗୂପ୍ତାଙ୍ଗ  କାଟିଚେଇଛନ୍ତି  ! ମାତ୍ର ସଲମାନ୍ ର ଆଙ୍ଗୁଠିର ମ୍ନଦି କାଢ଼ିବାକୁ ଭୂଲି ଯାଇଥିଲେ ହତ୍ୟାକାରୀ! ସଲମାନ୍ ର ଶବ ବାହାର କରି ତାର ପରିବାର ଲୋକଙ୍କ ଦିଆଗଲା ଏହାପରେ ଚନ୍ଦନନଗର ତ୍ପଲିସ ସବନମ୍ ଓ ସଢାମକୁ ଥାନାକୁ ଡାକି ପଚରା ଉଚରା କରିଥିଲେ! ପ୍ରଥମେ ଦୁହେଁ କିଛି କହିନଥିଲେ ହେଁ କିଛି ସମୟ ପରେ ସତ ଉଗାଳି ପକାଇଥିଲେ! ସକାମ କହିଥିଲା , ସବନମ୍ ସହ ସଲମାନ୍ ର ଅବୈଧ ସମ୍ପର୍କ ଥିଲା ! ଏଇ କାରଣରୁ ରରଫ୍ ସଲମାନ୍ କୂ ମାରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ! ଘଟଣାରେ ରତ୍ତଫ୍ ର ପୁତୁରା ଜାଫର  ଓ ଚ୍ଚାଭେବ୍ ମଧ୍ୟ  ସାମିଲ୍ ଅଛଜି ଟୋଲି କହିଥିଲା  ସଦ୍ଦାମ ! ସମସ୍ତକୁ ଗିରଫ କରାଯିବା ପରେ ସଲମାନ୍ ହତ୍ୟା ଘଟଣା ଉପର୍ ପରଦା ଭଠିଥିଲା
ସଲମାନ୍ ଥିଲା  ଲତିଫ୍ ଶେଖ୍ ଙ୍କ ସାନପୁଅ! ଲତିଫ୍ ଙ୍କ ପଡ଼ୋଶୀ ଥିଲା  ରଉଫ୍! ଦିଲ୍ଲି" ମରାମତି ସାଇଂକୁ  ରଇଂକାମ ଠିକାରେ ନେ ଉଥିଲା  ସେ ! ପଢ଼ା ସରିବା ପରେ ସଲମାନ୍ ରଉଫ୍ ପାଖରେ ରଙ୍ଗ ମିସ୍ତ୍ରୀ  ଭାବେ କାମ କଲା!
 ପଡ଼େ !ଶୀଥିବା ରୁ ସଲମାନ୍ ରଉଫ୍ ର ଘରକୁ ପୂର୍ବରୁ ମଧ୍ୟ  ଯିବା ଆସିବା କରୁଥିଲା ! ରଉଫ୍ ପାଖରେ କାମ କରିବା ପରେ ସଲମାନ୍ ର ଯିବା ଆସିବା ବଢ଼ିଯାଇଥିଲା  ! ରଉଫ୍ର ପତ୍ନୀ ସବନମ୍ କୃ ଭାଉଜ ବୋଲି ତାକୁଥିଲା  ସଲମାନ୍! ବ୍ରହେଁ ଅନେକ ସମୟରେ ଥଚ୍ଚାମଚ୍ଚା କରୁଥିଲେ ! ରଉଫ୍ ର କାମ ଢେର୍ ବଢ଼ିଯାଲଥିଲା ! ଦିନ ସାରା ସେ ଏଠ୍ ସେଠିକି ନୌଢ଼ାଦୌଡି଼ କରୁଥିଲା ! ଘର  କାମ କରିବା ପାଇଁ ସେ ଆଦୌ ସମୟ ପାଉନଥିଲା ! ଘରେ କିଛି କାମ ପଡ଼ିଲେ ସଲମାନ୍ କୃ ପଠାଉଥିଲା  ରଉଫ୍! ସବନମ୍ ଥିଲା  ଖୁବ୍ ସୁନ୍ଦରୀ  ଓ ସଲମାନ୍ ବୟସର! ତେଣୁ ଉଭୟଙ୍କ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଲା! କଥାବାର୍ଜା, ଥଚ୍ଚାମଢାବେଳେ ସଲମାନ୍ ର ଲୋଭିଲା ଆଖି ଲାଖି ରହ୍ ଥ୍ଲା ସବନମ୍ ର ସୁନ୍ଦର ଶରୀର ଉପରେ! ସବନମ୍ ଥିଲା  ଖୁବ୍ ଚା ଲାକ୍ ତେଣୁ ସଲମାନ୍ ର ଉଦ୍ଦେଶ୍ୟ ଠଉରେଇବାକୁ ତାକୁ ବେଶିସମୟ ଲାଗିନଥିଲା !
    ପ୍ରଥମେ ସଲମାନ୍ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥିଲା  ସବନମ୍! ମାତ୍ର ଅଧିକ ଦିନ ନିଚ୍ଚକୁ ନିୟନ୍ତ୍ରଣ କରିପାରିନଥିଲା ! ସଲମାନ୍ କ୍ଳ ଆକର୍ଷିତ କରିବା ପାଇଁ ସେ ମଧ୍ୟ  ନୂଆ ନୂଆ ବାହାନା କଲା! ରତ୍ତଫ୍ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରୁ  ଅଧ୍ କାଂଶ ସମୟ ବାହାରେ ରହିଲା! ଅନ୍ୟ କର୍ମଚାରୀଙ୍କୁ ସେ ଭୋଟପ୍ରଚାରରେ ଲଗାଇଚେଇ ଘରର ଭଲମନ୍ଦ ଚ୍ଛ୍ରଝିଚା ଦାୟିତ୍ଵ ଛାଡିଦେଲା ସଲମାନ୍ ଉପରେ! ସଲମାନ୍ ଅଧିକ ସମୟ ସବନମ୍ ପାଖେ ପାଖେ ରହିଲା  ଓ ଦିନେ ସବନମ୍ କୃ ଭିଡ଼ି ଧରିଲା! ସବନମ୍ ମିଛ ରାଗ ଦେଖାଇ କହିଲା - ଭାଇକାନ୍ ଜାଣିଲେ ତମ ମୁଣ୍ଡରୁ ପ୍ରେମ ଭୂତ ଓହ୍ରାଇଦେ ବେ! ସଲମାନ୍ ରସିକତା କରି କହିଲା - ଓ8 ଭାବିଯା ନ୍! ଆମ ଦିହିଁଙ୍କ ଭିତରେ ଭାଇକୁ ଆଣି କାହିଁକି ମ୍ନତ୍ ବି ଗାଡି଼ ନେଉଛ? ‘ମୁଁ ତ ମଲାକ୍ କଚ୍ଛ୍ରଥ୍ଲି ସବନମ୍ କହିଲା ଓ ନିକକୁ  ସମ୍ପୁର୍ଣ୍ଣ ସମର୍ପଣ କରିନେଲା ସଲମାନ୍ ପାଖରେ! ବ୍ରହିଁଙ୍କର ଦେହ ଓ ମନର ନିଅଁ ! ଥଣ୍ଡା ହୋଇଗଲା! ଏହା ପରଠୁ  ସୁଯୋଗ ମିଳିବା ମାତ୍ରେ ଦୁହେଁ ଦୁହିଁଙ୍କ  ଶରୀରକୁ ଉପଭୋଗ କରୁଥିଲେ! ଏମିତି ହେଲା ଯେ ସଲମାନ୍ କାମ ଛାଡ଼ି ବାରମ୍ବାର ପହଥ୍ ଯୀଉଥିଲା  ସବନମ୍ ପାଖରେ
ବାରମ୍ବାର କାମ ଛାଡ଼ି ଚାଲିଯାଭଥିବା  ସଲମାନ୍ ଉପରେ ସନ୍ଦେହ କଲା ରତ୍ତଫ୍! ସେ ଅନ୍ୟମାନଙ୍କ ପଚାରି ଚ୍ଚାଣିଲା, ସଲମାନ୍ ସବନମ୍ ସହ ଘଣ୍ଟା ଘଣ୍ଟା ଗଯେ! ଦେ ଖା କରିବାକୁ ଯାଏ! ଦିନେ ସଲମାନ୍ ସବନମ୍ ସହ ଗତ୍ପଥିବା ବେଳେ ରତ୍ତଫ୍ ତାକୁ ଧରିନେଇ ମାରପିଟ କରିବା ସହ କାମରୁ ବାହାର କରିଦେଲା ଏହା ସତ୍ୱେ  ସଲମାନ୍ ସବନମ୍ ସହ କଥା ହେବାରେ ଲାଗିଲା ଓ ସବନମ୍ କୃ ଭେଟ୍ ଥିଲା !
ରଉଫ୍ କୃ ଏହା ଅଛପା ରହିଲା ନାହିଁ ଓ ସେ ସଲମାନ୍କୃ ହତ୍ୟା କରିବା ଯୋଜନା କଲା! ଯୋଜନାଅନୁସାରେ, ଡ୍ରାଇଭର ସଢାମ୍ ସବନମ୍ ସହ ଦେଖା ଜରାଇବେବ କହି ସଲମାନ୍ କୃ ଡାକିନେଲା ଧରମପରା ଚ୍ଚଇଂଲକୁ ! ସେଠାରେ ପହଞ୍ ସଲମାନ୍ ଦେଖିଲା ସବନମ୍ ବଦଳରେ ଠିଆ ହୋଇଛଷି ରଭଫ୍ ତାର ପୁତୁରା  ଳଫର ଓ କାଭେବ୍! ସେଠାରୁ ଦୌଡ଼ି ପଳାଇବା ପୂର୍ବରୁ ସମସ୍ତେ ମିଶି ସଲମାନ୍ର ବେକକୁ ରଶିରେ ଭିଡ଼ି ହତ୍ୟା କଲେ! ମୁହଁକୁ ପଥରରେ ଛେଚି ବିକୁତ କରିଦେଲେ ଓ ଗୂପ୍ତାଙ୍ଗ  କାଟିବେଲେ ! ତ୍ପଲିସକୁ ବିଭାଷ କରିବା ପାଇଁ ତା ଗଳାରେ ପିନ୍ଦାଇବେଲେ ତୁଳସା ମାଳି, ସ୍ୟାଣ୍ଟ ପକେଟରେ ରଖିଦେଲେ ଗୋଟିଏ ପୁଅ ଓ ଝିଅର ଫଟୋ! ହତ୍ୟା କରିସାରି ରଉଫ୍ ବ୍ରଇ ପୁତୁରା  ଓ ଡ୍ରାଇଭରକ୍ଳ ଚନ୍ଦନନଗର ପଠାଇବେଇ ନିଜେ ଧରମପୁରାସ୍ଥିତ ଭଉଣୀ ପରେ ରହିଗଲା ଓ ପରଦିନ ଚନ୍ଦନନଗର ଫେରି ନିଜ କାମରେ ଲାଗିଗଲା ! ସବୁ  ଶୁଣିବା ପରେ ତ୍ପଲିସ ରରଫ୍, ଜପର, ଚ୍ଚାଭେବ୍ ଓ ସଦ୍ଦାମ କୁ ଜେଲ୍ ପଠାଇବେଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...