Thursday 25 May 2017

ଶାସ୍ତି

ପତ୍ନୀ ପୁନମ୍ କୁ ନିକ ଠୁ  ଅଧିକ ଭଲପାଉଥିଲା  ଦୀପକ!  ପୁନମ୍ କୁ ଭଲରେ ରଖିବା ପାଇଁ’ ସେ ଦିନରାତି ପରିଶ୍ରମ ବି କ ରୁଥିଲା! ତା’ର ଛୋଟ ଛୋଟ ପରମାଇସ୍ ପୂରା କରି ତା’ ମୁହଁରେ ସବୁବେଳେ ହସ ବେଖିଚା କୁ  ଚାହୁଁଥିଲା ଦୀପକ! ମାତ୍ର ବିଶ୍ଵାସଘାତକତା କଲା ପନମ୍! ଦୀପକର ଅନୂପସ୍ଥିତିର ସୁଯୋଗ ନେଇ ସେ ଅବୈଧ ସମ୍ପର୍କ ସ୍ଥାପନ କଲା ଗୁଲଡି ସାହାଣା ସହ; ଦୀପକ ବହୁତ ବୁ ଝାଇଲା  ପୁନମ୍ କୁ! ମାତ୍ର  ପୁନମ୍ ର ଏକା ଜିତ୍;ସେ ଗୁଲଡି ସହ ସମ୍ପର୍କ ଏଡେଇ  ପରିବ ନାହିଁ! ଶେଷରେ ଏହି ଜିଦ୍ ପୁନମ  ପାଇଁ କାଳ ହେଲା ! ଯେଉଁ ହାତ  ପୁନମ୍ କୁ ସୁଖରେ ରଖିବାକ୍ଳ ସକାଳୁ ସଞ୍ଜ କାମରେ ଲାଗି ରହ୍ ଥିଲା ସେଇ ହାତ ହିଁ ନେଲା ପୂନମ୍ ର ଜୀବନା ପୃନମ୍ କୁ ହତ୍ୟା କରିବା ପରେ ଥାନାରେ ଅତ୍ଵସମର୍ପଣ କରି ଦୀପକ ଯାହା କହିଥିଲା, ତା’ ଥିଲା ଏମିତି...
ମଧ୍ୟପ୍ରଦେଶର ଶିବ ପୁରାରେ ରହ୍ ଥିବା ବା ୩୬ ବର୍ଷାୟ ଯୁବକ ଦୀପକ ରଜ କ ପେସାରେ ଥିଲା କଣେ ରଙ୍ଗ ମିସ୍ତ୍ରୀ ! କାମ ପ୍ରତି ଖୁବ୍ ନିଷ୍ଠାଚାନ ଥିଲା ସେ! ପରିଶ୍ରମ କରି ଦିନେ କଣେ ବଡ଼ ରଙ୍ଗ ଠିକାଦାର ହେବାରସ୍ବପ୍ନ  ମଧ୍ୟ  ଦ୍ଦେଖ୍ ଥିଲା  ଦୀପକ! ଶ୍ବାଲିୟରର ୨୮ ବର୍ଷାୟା ପୃନମ୍ କୁ ୨  ବର୍ଷ ତଳେ ବିବାହ କରିଥିଲା ସେ! ପୁନମ  ଥିଲା ସହରୀ ଓ ଚିକାସପ୍ରିୟ! ଦାମା ଶାଢ଼ି, ଗହଣରେ ସକେଇ ହୋଇ ରହିବାକୁ ଚାହୁଁଥିଲା ସେ! ଏଥ୍ ପାଇଁ ଦୀପକ ଦିନରାତି ପରିଶ୍ରମ କରି ଭଲ ରୋଜ ଗାଁ ର କ ରୁଥିଲା! ସବୁ କିଛି ଠିକ୍ ଚାଲିଥିଲା!
ଶିବପୁରୀର  ବାସିନ୍ଦା ଗୃଲ୍ଲି ସାହାଣ! ଥିଲା କେବୁ ଲ୍ ଅପରେତର ! ଘର ଘର ବୁଲି ସେ କେବୁ ଲ୍ କନେକ୍ସନ ବେଉଥିଲା! ନୂଆ ନୂଆ ଗ୍ରାହକଯୋଗାଡ଼ କରିବା ପାଇଁ ପ୍ର6ତ୍ଯକ ଦିନ ଲୋକଙ୍କୁ ଭେଟ୍ ଥ୍ଲା! କାହାର କେବୁ ଲ୍ କଟିଗଲେ ବି ସେ ସକାଡି଼ବେବା କୁ  ପହଥ୍ ଯାତ୍ତଥିଲା ତା’ ଘରେ! ପୁନମ ବି  ଅଧ୍କାଂଶ ସମୟ ତା କୁ  ଘର କୁ ଡାକୁ ଥିଲା ଟିଭି ଦେଖିବାରେ କିଛି ଅସୂବିଧା ଉପୁଜିଲେ! ଖବର ପାଇ ତୁରନ୍ତ ପହଞ୍ ଯାଉଥିଲା ଚୂଲି ! ଧୀରେ ଧୀରେ ପୁନମ  ଓ ଗ୍ଲ୍ଲି ମଧ୍ୟ ରେ ବନ୍ଧୁ ତ! ନିବିଡ଼ ହେବାରେ ଲାଗିଲା!
   କେଚୁଲ୍ ସଜାଡ଼ି ବେଲ ଫେରି ଯାଉଥିବା ! ଗୁଲଡି କୁ  କହିଲା ପୁ ନମ୍ - ଯେମିତି ତରତର ହେଇ ଆସୁଛ, ସେମିତି ପଳେଇ ଯାଉଛ ! ତମେ ଆମର ଏତେ ସେବା କଲଣି, ତମ ସେବା କରିବା କୁ  ଥରୁଟେ ସୁଯୋଗ ଆମ କୁ  ଦିଅ ! ଗୃଲ୍ଲି ଚୂଝିପାରିଲାନି  ପୁନମ୍ ର ଇଫିତ!
ପୁନମ କହିଲା - ଟିକିଏ ଚା’ ! ପଢେ ବି’ ପଦ କଥାବାର୍ଭ! ଗୁଲଡି ଆଶ୍ଚର୍ଯ୍ୟ ହେଲା! ଅନେକ ଲୋକଙ୍କ ଘରକୁ ସେ କେଚୁଲ୍ କକେ କୁ ନ ବେବା କୁ  ଯାଏ ! ମାସ ଶେଷରେ ବିଲ୍ ଧରି ପହଞ୍ଯାଏ ! ହେଲେ ଚା’ ଜଳଖିଆ ତ ଦୂରର କଥା,କେହି ତାକ ପାଣି ଗିଲାସେ ବି ଯାଚରି ନାହିଁ! ମାତ୍ର ପୁନମ  ତାକ୍ ଚା’ ପିଇବାକୁ କହିବ! ସହ ଗପସପ ପାଇଁ’ ବି ଆଗ୍ରହ ଦେଖାଉଛି! ଖୁସି ହୋଇଗଲା ଗୁଲଡି କହିଲା – ନିଶ୍ଚିତ ଭାବରେ! ଚିହ୍ନ! ପରିଚୟ ତ ଆମ ଭିତରେ ଥିଲା! ଆକିଠ୍ ଆମେ ଦୁହେଁ ବ୍ଳହିଁକର ବନ୍ଧୁ ! ଏଥର ଯେବେ ବି ଆସିବି,ଏଥର ଯେବେ ବି ଆସିବି,ଚା’ ପିଇବି ! ବ୍ଧହେଁ ଢେର୍ ଗପସପ କରିବା
କାମଧନ୍ଦାରେ ବ୍ଯସ୍ତ ରହି ସାରାଦିନ ଘରେ ଅନୁପସ୍ଥିତ ରହ୍ ଥିଲା  ଦୀପକ! ତେଣୁ କାମ ଆଉ କି ନଥାଉ ସୁଯୋଗ ଉଣ୍ଡି  ପୁନମ  ଘରେ ପହଥ୍ ଯାତ୍ତଥିଲା ଗୁଲଡି! ଦୁହେଁ  ମନଖୋଲି ଗପସପ କରୁଥିଲେ! ପରସର କୁ  ସୁଖ ଦୁଃଖ ବଶ୍ଳୋଥିଲେ! ଗୁଲଡି ଥିଲା ଅବିବାହିତ! ପୁନମ  ପରି ନବବିବାହିତା ସୁନ୍ଦରୀର ସଜ୍ଜିଧ୍ୟ  ତାକ ବେଶ୍ ଭଲ ଲାଗୁ ଥିଲା ! ! ଅନ୍ୟପକ୍ଷରେ ଗୁଲଡି ସହ ବନ୍ଧୁ ତା କରିବା ପରେ ପ୍ନମ୍ କୁ ମଧ୍ୟ  ଖୁବ୍ ଭଲ ଲାଗ୍ନଥିଲା! କଥା କଥାରେ ସେ ଗ୍ରଲ୍ଲିକୁ ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ ବେଖାଉଥିଲା!
ପୁନମ  ଇଚ୍ଛା କ ରୁଥିଲା, ଦୀପକର ଅଭାବ ପୂରା କଚୁ ଗୃଲ୍ଲି ! ମନ କୁ  ତ ସେ ବଶ କରିସରିଲାଣି ! ଏବେ ଶରୀର ସହ ବି ସମ୍ପର୍କ ପୋଡୁ! ମାତ୍ର ନିଜ ଆଡ଼୍ ସେ କେମିତି କହିବ ଏକଥା ଗୁଲଡି କୁ ? ଗୃଲ୍ଲି ବି ପୃନମ୍ ମନକଥା ପଢ଼ି ନେଇଥିଲା! ମାତ୍ର କାଳେ ପୁନମ  ଏଥ୍ପାଇଁ ଆଗ୍ରହୀ ଥିବ କି ନାହିଁ ଭାବି ପଛଘୁଞ୍ଚା ବେଉଥିଲା ! ଦିନେ ପୁନମ୍ କଥା ଛଳରେ କହିଲା ତମ ଦେଇ କିଛି ହବନି! ତମେ ନା ତୁଚ୍ଛା ଅନାଡି଼ଟିଏ! ଗୁଲଡି କୁ  ଭାରି ବାଧ୍ ଥ୍ଲା  ପୁନମ୍ ର କଥା! ସେ ଯେ  ଅନାଡ଼ି ନୁହେଁ, ପୂରା କୁ  ପୂରା ଖିଲାଡ଼ି ସେଇଟା ସେ କେମିତି ବୁଝେ  ଇବ  ପୁନମ୍ କୁ? ମାତ୍ର ମନ କଥା ମନରେ ରଖି କହିଲା - ମୁଁ ଜମା ଅନାଡ଼ି ନୁହଁ ! ସ୍ପୋପି  ମିଳିଲେ ନିଜକୁ  କୁ !ଖିଲାଡ଼ି ବୋଲି ପ୍ରମାଣିତ କରିଦେଇ ପାରି ବି! ସୁଯୋଗ ଦେବାରେ  କୁ ଶ୍ବା କରିନଥିଲା ପୁନମ ! ଗୃଲ୍ଲି ନିକଟରେ ସେସମ୍ପୂର୍ଣ୍ଣ ସମପି ଚେଇଥିଲା ନିଜକୁ!

ଏହା ପରଠୁ ଶାରୀରିକ ସମ୍ପର୍କର ଏହି ଅନୈତିକ କାରବାର ଜାରି ରହିଲା! ସେତେବେଳେ ପୁ ନମ୍ ଚିନ୍ତା କରିନଥିଲାସ୍ବାମୀ ବିଷୟରେ ! ଭାବିନଥିଲା ସାହି ପଡ଼ିଶାର ଲୋକମାନେ କ’ଣ କହିବେ! ହେଲେ କଥାଟା ବ! ଆଉ କେତେଦିନଲୁଚି ରହିବ! ଦିନେ ନା ଦିନେ ସତ ପଦାକୂ ଆସିବ ହିଁଆସିବ ! ସାହି ପଡ଼ିଶାର ଲୋକଙ୍କ ଆଖିରେ ପଡ଼ିଲା ପୁ ନମ୍ ଓ ଗ୍ନଲ୍ଲିର ତୋର! ପୀରତି ! ସେମାନେ ଟୁ ପ   ଟପ  ହେଲେ!ଶେଷକୁ ଦିନେ କଥା ଯାଇ ପଡ଼ିଲା ଦୀପକ କାନ ରେ! ସେ ସିଧା ସିଧା ପଚାରିଲା ପୃନମ୍ କୁ ! ଜବାବରେ ହସି ବେଇଥିଲା ! ପୁ ନମ୍! ନିହାତି ହାଲ୍କା ଭାବରେ କହିଥିଲା - ଏ କଲୋନୀ  ଲୋକଗୂଢ଼ା କମାଭଲ ନୃହନ୍ତି  ! କାହାର ହସଖୁସି ବେଖି ପାରନ୍ତିନି ସେମାନେ! ଆମର ଭଲ ସେମାନକ ଆଖିରେ ଯାଉନି! ତେଣୁ କଳି ଲଗେଇବାକୁ ସେମାନେଏମିତି ମନଗଢ଼ା କାହାଣ! କହୁଛନ୍ତି ! ମାତ୍ର ଦୀପକ ଚ୍ଚାଣିଥିଲା’ ତା’ ସନ୍ଦେହ ଅମୂଳକ ନ୍ମହେଁ ! ଗୃଲ୍ଲି ଓ ପୁ ନମ୍ କ ଅନୈତିକ ସମ୍ପର୍କବାବଦରେ ସେ ସତକଥା ହିଁ ଶ୍ଵଣିଛି!ସାମାନ୍ୟ ଦୃଢ଼ ସ୍ୱରରେ ଦୀପକ କବାବ୍ ଚାହିଁଲାପୁ ନମ୍ ନିକଟରୁ ! ପୁ ନମ୍ ଦେଖିଲା ଆଉ ଲୁଚାଇ ଲାଭ ନାହିଁ! ତେଣୁ ସେ ବି ବଡ଼ପାଟିରେ କହିଲା- ହଁ, ଠିକ୍ ଶ୍ନଣିଛ ! ସ୍ବାମୀ ହୋଇଯେଉଁ ମୂଖ ତମେ ମତେ ବେଇନାହଁ,ଗୃଲ୍ଲିଠ୍ ମୁଁ ତାହା ପାଇଛି! ତାକୁ  ମୁଁକୌଣସିମତେ ଛାଡ଼ି ପାରିବିନି! ଦୀପକବହୁତ ଚ୍ଛ୍ରଝେଇବା ପରେ ବି ବୁ ଝିଲା ନାହିଁ   ପୁନମ୍! ଦୀପକୁ ନିକକୁ ଅନେକ ଦୋଷବେଲା! ସେ ଭାବିଲା ତା’ର ଅପାରଗତାଯୋଗୁ  ହୁଏତ ପୁ ନମ୍ ଏମିତି ହେଉଛି!ପୁ ଣି ପରମ୍ନହୃର୍ଭରେ ଚିନ୍ତା କଲା ଯେ ସେ ତ ପୁ ନମ୍ କୁ  ଭଲ ରେ ରଖିବା ପାଇଁ ଦିନ ରାତିଏକ କରିଦେଇଛି! ତଥାପି ପୁ ନମ୍ ଅସଚ୍ଛ୍ରଷ୍ଟ ରହୁଛି! ତେଣୁ ଦୋଷ ତା’ର ନୁହେଁ ! ବରଂ ପୁ ନମ୍ ର ହିଁ ଚାରିତ୍ରିକ ଢୋଷତୂଟି ରହିଛି!ଏହାପରେ ଦୀପକ ମନେମନେ ନିଷ୍ପଭିନେଲା, ପୁ ନମ୍ କୁ  ସେ ନିଜେ ଶାସ୍ତି ବେବ!ଆଉ ସେ ଶାସ୍ତି ହେଉଛି ପୁନମ୍ ର ହତ୍ୟା! ସପ୍ତାହେ ପରେ ପୃନମ୍ କୁ  କହିଲା ଦୀପକ- ଚାଲ, ଭୋପାଳଯିବା! କିଛି ଦିନ ବ୍ରଲାବ୍ରଲି କରି ଫେରି ଆସିବା ! ଘୁନ ମ୍ ତ ବୁଲାବୁଲି, କିଣାକିଣି କରିବାକୁ ସୁଖ ପାଉଥିଲା!ତେଣୁ ସେ ଖୁସିରେ ରାଜି  ହୋଇଗଲା !! ମାତ୍ର ବୁ ଲାଇ ନେବାପଛରେ ଦୀପକ ମନରେ କଣରହିଛି ତାହ! ସେ ବୁ ଝିପାରିନଥିଲା!ମାର୍ଚ୍ଚ ମାସ ତୃତୀୟ ସପ୍ତାହରେ ଦୀପକ ଓ ଘୁନ ମ୍ ଯାଇ ପହଞ୍ଲେ ଭୋପାଳରେ! ସେଠାରେ ଦୁହିଁଙ୍କର ରହିବା ଓ ଖାଇବା ପିଇଚାରେ କିଛି ଅସୂବିଧା ନଥିଲା! କାରଣ ଭୋପାଳ ସୁଭାଷ ନଗରସ୍ଥିତ କ୍ୟା ପିଟାଲ୍ ପେଦ୍ରୋଲ୍ ପମ୍ ପାଖରେ ରହ୍ ଥିଲା ଲା ଦୀପକର ଭାଇ ସନ୍ଦୀପ! ପୁ ନମ୍ କୁ  ଚାରି ପାଞ୍ଚ ଦିନ ଗୋପାଳର ବିଭିନ୍ନ ସ୍ଥାନ ବ୍ ଲାଇ ବେଖାଇଥିଲା ଦୀପକ! ଅସଲରେ ପୁ ନମ୍ କୁ  ହତ୍ୟା କରିବା ପାଇଁ ଭୋ  ପାଳର କଂକ୍ରିଟ କଇଲ ଭିତରେ ଶୃନ୍ଶାନ୍ ସ୍ଥାନଟିଏ ସେ ଖୋଳୁଥିଲା! ଶେଷରେ ସେଭଳି ସ୍କାନଟିଏ ମିଳିଗଲା ଦୀପକକୁ! ଶାହକହ’ନାବାଡ଼ ଅଞ୍ଚଳରେ ଥିବା  ‘ଭୂତ ବକଳା’କୁ ଏଥ୍ପାଇଁ ଉପଯୁକ୍ତସ୍ଥାନ ଭାବେ ଚାଛିଥିଲା ଦୀପକ!
ଏପ୍ରିଲ ୧ ତାରିଖରେଏହି ଘୁରୁଣା ପରିତ୍ୟକ୍ତ ବିଲ୍ରିଂ କୁ ଘୂନମ୍ କୁ  ନେଇଯାଇଥିଲା ଦୀପକ! ସେଠି ପହଞ୍ଚିବା ପରେ ଟିକେ ଭୟ ପାଇପାଇଥିଲା ପୃନମ୍! ଗ୍ନଲ୍ଲିକୁ ଭ୍ରଲିଯିବା ପାଇଁ ଦୀପକ ଶେଷଥର ଚୂଝାଇଥିଲା ପୃନମ୍ କୁ ! ମାତ୍ର ଘୂନମ୍ ବି ଛାଡ଼ିବାର ପାତ୍ରୀ ନଥିଲା! ଗ୍ନଲ୍ଲିକୁ କୌଣସି ପରିସ୍ଥିତିରେ ମଧ୍ଯ ଭୃଲିପାରିବ ନାହିଁ ବୋଲି କିଦ୍ରେ ଅଟଳ ଥିଲା! କ୍ରୋଧରେ ଅନ୍ଧ  ହୋଇଯାଇଥିଲା ଦୀପକ! ନିକର ସବୁ ହିତାହିତ ଜ୍ଞାନ ଭୁଲି ନିକ ସହିତ ନେଇଥିବା ଏକ ଧାରୁଆ ଅସ୍ତ୍ର ରେ ପୁ ନମ୍ ର ବେକ କାଟିବେଲା! ସେତିକିରେ ଶାନ୍ତପଡ଼ିନଥିଲା ଦୀପକର ରାଗ ! ପୁ ନମ୍ କୁ  ହତ୍ୟା କରିସାରିବାପରେ ତା’ ମୁହଁରେ ବଡ଼ ପଥରଟିଏ ଛେଚିଦେଇ ନିକଟସ୍ଥ କୋହେଫିର୍ଗା ଥାନାରେ ଆତ୍ଵସମର୍ପଣ କଲା! ବର୍ଭମାନଜେଲ୍ ର ଚାରିକାନ୍ଥରେ  ଭିତରେ ଦିନ କାଟୁ ଛି ଦୀପକ

www.bhaskar.com

Monday 22 May 2017

ଅମୀର ବାପ କେ ବିଗଡ଼େ ଔଲାଦ



ପୁଲ୍ ପାର୍ଟି!
ବିସ୍ମିତ  ହୋଇ ଅବନ୍ତିକା କୁ ପଚାରିଲା ଆଞ୍ଚଲ-କଣ ପୁଲ୍ ପାର୍ଟି ?’ ଅବନ୍ତିକା ତାନାକକୁ ଚିପିବେଇ କହିଲା- ଆରେ, ସେଇଟା ୟୌଙ୍ଗ ମାସ୍ ଙ୍କ ପାଇଁ ଗୋଟେ ସ୍ଵର୍ଗ ! ତୂ ଥରୁଟେ  ଗଲ୍ ନାନିଜେ ଜାଣି ଯିବୁନି ଆଞ୍ଚଲ ମନାକଲା! କହିଲା- ନା, ମୋର ସେଠିକୁ ଯିବାର ନାହିଁ ! ମୋ ବାବା ମାମା ଜାଣିଲେ ମୋତେ ମାରି ପଜେଇବେ!ଅବନ୍ତିକା କହିଲା- ଦ୍ଦେଖଆମେ ଆଉ କିଡ଼ସ  ହୋଇନାହାନ୍ତି ପେ ସବୁକଥାରେ  ବାବା ମାମାଙ୍କୁ ପଚାରିବା! ତାଛଡ଼ା ପାଟି ତ ଦିନରେ ହେଉଛି! ଆମେ ସ୍କୁ ଲ ରୁ ସେଠିକି ଚାଲିଯିବ!  ଆଉ  ସ୍କୁ ଲ ଛୁଟିବେଳକୁ ଘରକୁ ଫେରୀ ଆସିବା ତୂ ଜାଣି ଖୁସି ହେବୁ ଯେ, ପାଟିକୁ ଅରିବ୍ ମଧ ଆସୁଛି |
         ଅରିବ୍ ନାଁ ଶୁଣି ଆଞ୍ଚଲ ଟିକିଏ ନରମି ଗଲା ବାସ୍ତବିକ ତାମନରେ ଅରିବ୍ ପ୍ରତି ଦୁର୍ବଳତା ରହିଥିଲା ! ଅବନ୍ତିକା ଦିନେ ଏକ ମଲ୍ କୁ  ନେଇ ଅରିବ୍ ସହିତ ଭେଟେଇ ବେଇଥିଲା  ତାକୁସେମାନେ ସାଥ୍ ହୋଇ ଆଇସ୍କ୍ରିମ୍ ଖାଇଥିଲେ ! ସେହିଦିନ ସନ୍ଧ୍ୟା ରେ  ସେ ଫେସ୍ ବୁକ୍ ରେ  ଅରୀବ୍ଋ ପ୍ରେଣ୍ଠ  ରୀକଏଷ୍ଟ  ପାଇଥିଲା  ଆଉ ଆକସେପ୍ଟ  ମଧ କରିବେଇଥିଲା  ! ସେମାନେ ୟା  ମଧରେ ବହୁଥର ଚାଟିଂ ବି କରିସାରିଥିଲେ ! ତେଣୁ ଆଞ୍ଚଲ ଯେତେବେଳେ ଜାଣିଲା ଯେ ପୁଲ୍ ପାର୍ଟିକୁ ଅରିବ୍ ଆସୁଛି ସେ ଆଉ କିଛି ନ କହି ପାର୍ଟିକୁ ଯିବାପାଇଁ ରାଜି  ହୋଇଗଲା ଓ ଅବନ୍ତିକାକୁ ପାର୍ଟିର ଏଣ୍ଟ୍ରି  ଫିମଧ ଦେଇ ଦେଲା !ବାସ୍ତବିକ ଆଞ୍ଚଲର ପାର୍ଟି ଏନ୍ଜୟ କରିବା ଉଦ୍ଦେଶ୍ୟ ନ ଥିଲା ; ସେ ଭାବୁ ଥିଲା  ପାର୍ଟି ବାହା ନାରେ  ଅରିବ୍ ସହ ତ କିଛି ସମୟ ବିତେଇ  ପାରିବା
ଉଭୟ ଅବନ୍ତିକା ଓ ଆଞ୍ଚଲ ବାନ୍ଧବୀ ଥିଲେ ସେମାନେ ମିରଟ୍ ର ଶାସ୍ତ୍ରୀ ନଗର ସ୍ତିତ ବ୍ଲକ -ଡି ରେ   ରହୂଥିଲେ ଓ ମିରଟ୍ ପବ  ଲିକ  ସ୍କଲ୍ ର ନବମ ଶ୍ରେଣୀରେ ପାଠ ପଧୁ ପଢୁ ଥିଲେ ଆଞ୍ଚଲ ର ବାପ! ମିଷ୍ଟ୍ରର ବିନ୍ଦଲ୍ ଥିଲେ  ଜଣେ କଷ୍ଟ୍ ମ୍ ଅଫିସର! ତାର ମାଥିଲେ  ଊଚ୍ଚଶିଷିତା ଓ ସୁଗୃହିଣୀ ! ସେ ମିଷ୍ଟ୍ରର ଏବଂ ମିଷ୍ଟ୍ରେସ୍ସ୍ ବିଦଲଙ୍କ  ଥିଲା ଗୋଟିଏ ବୋଲି ଝିଅ ! ଅବନ୍ତୀକା ର ବାପାମାଥିଲେ  ତାଙ୍କର ପଡ଼ୋଶୀ ! ସେଥିଲାଗି ଅବନ୍ତୀକା ର ଆଞ୍ଚଲ ନିକଟକୁ ଥିଲା  ଅବାଧ ପ୍ରବେଶ |

୨୦୧୫ ମସିହା ଜୁନ୍ ୮ ତାରିଖା ଆଞ୍ଚଲ ଅବନ୍ତୀକା ସହିତ ଯାଇ ପହଁଚିଲା  ବାଇପାସ୍ ର ଏକ ରିସର୍ଟରେ  ଯେଉଁଠି ଆୟୋଜିତ ହୋଇଥିଲା  ପୁଲ୍ପାର୍ଟିଭିତରକୁ ପଶୁପଶୁ ନର୍ଭସ ହୋଇଗଲା ଆଞ୍ଚଲl ସେଠାରେ କେବଳ ତାରି ବୟସର ଯୁବକଯୁବତା ଥିଲେ  ଯେଉଁମାନେ ଅର୍ଧ ନଗ୍ନ ହୋଇ ବୁଲୁଥିଲେ ! କିଏ ସିଗାରେଟ୍ ଟାଣୁଥିଲା  ତ କିଏ ବିୟର କେନ୍ ଧରି ପିଊଥିଲା  ପୁଅଝିଅମାନେ ପୋଡି଼ପୋଡ଼ି ହୋଇ ବସିଥିଲେ ! ପୁଅମାନେ ଝିଅମାନଙ୍କ କୋଳରେ ଶୋଇଥିଲେ ଝିଅମାନେ ସେମାନଙ୍କ ଲମ୍ବା   କେଶରେ ପୁଅମାନଙ୍କ ମୁହଁକୁ ଲୁଚେଇଦେଇ ଥିଲେ | ପ୍ରାୟ ଉଲଗ୍ନ ଅବସ୍ଥାରେ ସୁଇମି ପୁଲ ଭିତରେ ପଶି ପୁଅଝିଅମାନେ ପରସ୍ପର କୁ ଚୁସନ ଦ୍ଦେଉଥିଲେ ଓ ଆପଭିଜନକ କାର୍ଯ୍ୟରେ ଲିପ୍ତ ରହିଥିଲେ !
         ଏସବୁ ଦେଖ୍ ଆଞ୍ଚଲ ବୋକା ପାଲଟି ଗଲା  ଓ ଅବନ୍ତୀକା କୁ ବଲବଲ କରି ଗହିଁଲା  ଅବନ୍ତିକା ଆଖି  ମିଟିକା ମାରି କହିଲା- ଆରେ ଇଏତ ଟ୍ରେଲର୍! ପାର୍ଟି ଆରମ୍ଭ ହୋଇଯାଇ ଦେ ଖୀ ବୁ କଣ ସବୁ ହେବଆଞ୍ଚଲ ପଗରିଲା - ଏତେ ତ ହେଉଛି! ପୁଣି ଆଉ କଣ ହେବ?’ଅବନ୍ତିକା! ତାପାଖକୁ ଘୁଂଚି  ଆସିଲା ଓ କହିଲା- ଦେଖ, , ଏବେ ପ୍ରଣବ ଓ ଅରୀ ବ୍ ଆସି ପହଞ୍ ଯିବେ! ମୁଁ ପ୍ରଣବ ସହିତ ଗଲିଯିବି ଆଉ ତୂ ଯିବୁ ଅରୀବ୍ ସହିତ! ତାପରେ ଆମେ କିଛି କରିବାନି! ଯାହା ପ୍ରଣବ ଆଉ ଅରୀବ୍ ହିଁ କରିବେ ! କେବଳ ଆମେ ନୂହ ନ୍ତି; ଏଠିଥିବା  ସବୁ ପୁଅମାନେ ଝିଅମାନଙ୍କ ସହିତ ପେହି କାମ ହିଁ କରିବେ ଅବନ୍ତିକା କଥା ଶୁଣି ଆଞ୍ଚଲର ଆଖି  ଟେଳାଟେଳା ହୋଇଗଲା ! ଭୟ ରେ  ତାଛାତିର ନିଃଶ୍ବାସ ବନ୍ଦ ହୋଇଗଲା ସେ କହିଲ!- ମୋର ପାର୍ଟି ଢେର ହେଇଗଲା ! ମୁଁ ଏଇଠୁ ଘରକୁ ଫେରିଯାଉଛି !ଅବନ୍ତିକା ଖୁବ୍ ବୁଝେଇଲ! ! ହେଲେ ଜିଦ  କରି ସେଇଠୁ ଫେରିଆସିଲା ଆଞ୍ଚଲ  ଘରେ ପହଂଚି ନିଃଶ୍ବାସ ଛାଡ଼ିଲା! କହିଲା- ଯାହେଉ ମୁଁ ଫେରିଆସିଲି! ନ ହେଲେ ଆଜି ମୋର ସର୍ବନାଶ ହୋଇଯାଇଥାନ୍ତା  !ଏହି ଘଟଣା ପରେ ଅରୀବ୍ ପ୍ରତି ତାର ମନୋଭାବ ବଦଳିଗଲା |ଅରୀବ୍ ଅସଲ ଚେହେରା କଣ ସେକଥା ବୁଝିବାକୁ ତାର ଆର ବାକି ରହିଲା ନାହିଁ! ସେ କବିଲା, ଅରୀବ୍ ସହ ନିକଟତର ହୋଇ ସେ ଏକ ମସ୍ତ ବଡ଼ ଭୂଲ କରିଛି! ସେ ଗୋଟେ ବାଜେପିଲା! କେବଳ ତାର ଦେହ ଉପରେ ହିଁ ଅରୀବ୍ ନଜର! ସେ ତାକୁ ତୁରନ୍ତ ତାଫ୍ରେଣ୍ଡ ଲିଷ୍ଟ  ରୁ  ହଟେଇ ଦବ! ସେ ତାହ! ହିଁ କଲା! ତୁରନ୍ତ ଫେସ୍ ବୁ କ୍ ଖୋଲି ଅରୀବ୍ କୁ  ଅନଫ୍ରେଣ୍ଡ   କରିବେଲା
ଆଞ୍ଚଲ ତାବାପାମାଙ୍କର  ଥିଲା  ଏକମାତ୍ର ସନ୍ତାନ  ସେ ଖୁବ୍ ଭଲ ପତୁଥିଲା ! ! ଦେଖ୍ ବାକୁ ଥିଲା  ସୁନ୍ଦରୀ ! ମିଷ୍ଠର ଏବଂ ମିଷ୍ଟ୍ରେସ୍ ବିନ୍ଦଲ୍ ତାଳୁ ଖୁଦ୍ ଭଲପାଉଥିଲେ  ସେମାନେ ତାକୁ ସବୁପ୍ରକାର ସ୍ୱାଧୀନତା ଦ୍ଦେଇଥିଲେ ! ତାକୁ ଏକ  ସ୍କୁଟି କିଣିଦ୍ଦେଇଥିଲେ  ଯେପରି ସେ ସୁରୁ ଖୁରୁରେ ଘରୁ ସ୍କୁଲ୍ ରୁ ଯାଇପାରିବ ଆଉ ସ୍କୁଲ୍ ରୁ ଘରକୁ ଫେରିପାରିବ! ଆଞ୍ଚଳ ମଧ ସେମାନଙ୍କ ମୁଣ୍ଡ ତଳକୁ ହୋଇଯିବ! ଭଳି କୌଣସି କାମ କରି ନ ଥିଲା  ସେ ଶାନ୍ତ, ନମ୍ବ ଓ ସୁଧାର ଥିଲା ! ଶ୍ରେଣୀକଷରେ ତାର ସୁନାମ ଥିଲା ! ! ସବୁ ଏକ୍ଜାମ୍ ରେ    ସେ ଭଲ ମାର୍କ ମଧ ଆଣୁଥିଲା
୨୦୧୫ ଜୁଲାଇ ୨୭ ତାରିଖ!
ମିରଟ୍ ପବ୍ଲିକ   ସ୍କୁଲରୁ  ମିଷ୍ଠର ବିନ୍ଦଲ୍ ଙ୍କ ନି କଟକୁ ଏକ ଫୋନ୍ କଲ୍ ଆସିଲା ଯାହା ତାଙ୍କୁ ବିବାକ୍ ବିସ୍ମୟ  କରିଦେଲା! ସୁଲ୍ କର୍ତ୍ତୃ  ପଷ କହିଲେ- ମିଷ୍ଠର ବିନ୍ଦଲ୍! ଆପଣ ଆପଣଙ୍କ ଝିଅ ଆଞ୍ଚଲ ପ୍ରତି ଦୃଷି ରଖିବା   ଆବଶ୍ୟକ! ସେ ଆଉ ଆଗଭଳି ସ୍ତୁଲ୍ କୁ  ଆସୁନାହିଁ! କ୍ଲାସ   ଆଟେଣ୍ଡ କରୁନାହିଁ  |ଆଜି ସେ କାହାରିକୁ କିଛି ନ କହି କିଛି ଯୁବକଙ୍କ ସହିତ ସ୍କୁଲ ଛାଡ଼ି ଚାଲିଯାଇଛି ବିଶ୍ଵାସ କରିପାରୁ ନ ଥିଲେ  ବି ମିଷ୍ଠର ବିନ୍ଦଲ୍ ଏକଥା ମିଷ୍ଟ୍ରେସ୍ ବିନ୍ଦଲ୍ ଙ୍କୁ  କହିଲେ! ଏକଥା ଶୁଣି ମିଷ୍ଟ୍ରେସ୍ ବିନ୍ଦଲ୍ ଙ୍କ ମୁଣ୍ଡ ମଧ ଗୋଳମାଳ ହୋଇଗଲା ! ପେ ତୂରନ୍ତ ଆଞ୍ଚଲ୍କୂ ଫୋନ୍ କଲେ! ସେ ଭା ବିଥିଲେ ହୁଏତ ଆଞ୍ଚଲର ଫୋନ୍  ସ୍ବିତ୍ଚ ଅଫ୍ ଥିବ,  ସ୍ବିତ୍ଚ ଅଫ୍ ନ  ଥିଲେ ବି ସେଫୋନ୍ ଉଠାଇବ ନାହିଁ! କିନ୍ତୁ ଆଞ୍ଚଲ ତାଙ୍କ କଲ୍ ରିସିର୍ କଲା | କ୍ରୋଧରେ ଜକୁଥିଲେ  ମିଷ୍ଟେସ୍ ବିନ୍ଦଲ ଆଞ୍ଚଲକୁ କହିଲେ- ସେ ଯେତେଶୀଘ୍ର ସମ୍ଭବ ଘରେ ଆସି ପହଂଚିବା ଦରକାର! ସେ ଏକଥା ଜାଣନ୍ତି  ଯେ ଆଞ୍ଚଲ୍ କ୍ଲାସ ରେ  ନାହିଁ! କିଛି ଯୁବକଙ୍କ ସହିତ ବାହାରକୁ ଯାଇଛି! ଏତିକି କହି ଫୋନ୍ କାଟିଦ୍ଦେଲେ ମିଷ୍ଟେସ୍  ବିନ୍ଦଲ ପ୍ରାୟ ଘଣ୍ଟାଏ ପରେ ଘରକୁ ଫେରିଲା ଆଞ୍ଚଲ | ତାକୁ ଜେରା  କରିବା ଆରମ୍ଭ କରିଦେଲେ ମିଷ୍ଟେସ୍ ବିନ୍ଦଲ! ! ଆଞ୍ଚଲ କାଦିକାଦି କହିଲା- ମୁଁ ଠିକ୍ ଭାବେ  ପଢ଼ିପାରୁନାହିଁ! ମୁଁ ଯେଉଁମାନକ° ସହ ବାହାରକୁ ଯାଇ ଥିଲି  ସେମାନେ  ସମସ୍ତେ   ମୋର ବନ୍ଧୁ !ଆଉ କଣ ସବୁ ପଗରିବାକୁ ଯାଉଥିଲେ  ମିଷ୍ଟ୍ରେସ୍ ବିନ୍ଦଲ୍! ହେଲେ ତାଙ୍କୁ ରୋକିଦ୍ଦେଲେ ମି ଷ୍ଟର   ବିନ୍ଦଲ୍!
ଆଞ୍ଚଲ୍ କୁ  ତାରୁମ୍ କୁ  ପଠେଇଦେଲେ ଓ କହିଲେ- ଆଞ୍ଚଲ ଏବେ ବଡ଼ ହୋଇଗଲାଣି! ଆମକୁ ସତର୍କ ରହିବାକୁ ପଡ଼ିବା ଏହାପରେ ଆଞ୍ଚଲକୁ କଢ଼ା ନଜରରେ ରଖିଲେ ସେମାନେ! ଆଞ୍ଚଲ ମଧ ପାଠରେ ମନଦେଲା! ସେ ଡେରି ରାତିଯାଏ ପଢ଼ିଲା! ପୁଣି ସକାଳେ ଉଠି ପଢ଼ିଲା! ଠିକ୍ ସମୟରେ  ସ୍କୁଲ୍ କୁ ଗଲା  ଠିକ୍ ସମୟରେ ସ୍କୁଲ୍ ରୁ ଫେରିଲା! ବିନ୍ଦଲ୍ ଦମ୍ପତି ତାବିଲେ- ଯାହେଊ ଆଞ୍ଚଲ ଠିକ୍ ବାଟକୁ ଫେରିଆସିଲା! ଏବେ ସବୁ ଠିକଠାକ ହୋଇଯିବା ମାତ୍ର ସେମାନଙ୍କ ଭାବନା ସମୂର୍ଣ୍ଣ ଭୁଲ୍ ବୋଲି ପ୍ରମାଣିତ ହୋଇଗଲା ଯେତେବେଳେ ସେମାନେ ସ୍କୁଲ ରୁ ରିପୋର୍ଟ ପାଇଲୋ ସବୁ ସବ୍ ଜେକ୍ଟରେ ତାର ଦୁର୍ବଳ ମାର୍କ ରହିଥିଲା  ଏହା  ଚିନ୍ତା ରେ ପକେଇଦେଲା ବିଦଲ ଦମ୍ପତିଙ୍କୁ! ସେମାନେ ଭାବିଲେ, ସେମାନେ ତ ଆଉ ଆଞ୍ଚଲକୁ ମୋବାଇଲ୍ ଦେଇନାହାଢ଼ି! ଗାଡ଼ି ଦେଇନାହାଜି! ସେ ତ ସବୁବେଳେ ପାଠପତୁଛି! ପୁଣି ମାର୍କ କଣ ପାଇଁ କମ୍ ରହୁ ଛି!
      ମି ଷ୍ଟ ର  ବିନ୍ଦଲ୍ ମିଷ୍ଟେସ୍ ବିନ୍ଦଲ ଫୋନ୍ ରେକର୍ଡ଼ ଚେକ୍ କଲେ! ଜଣାପଡ଼ିଲା- ପ୍ରତ୍ୟେକ ଦିନ ବିଳମ୍ବିତ  ରାତି ପର୍ୟନ୍ତକୁ ପୁଣି ତାପରଦିନ ସକାଳେ କାହାସହିତ ଗଟିଂ କରୁଛି ଆଞ୍ଚଲ |ଏଥର ସବୁକଥା ସ୍ପଷ୍ଟ  ହୋଇଗଲା! ମିଷ୍ଟ୍ରେସ୍ ବିନ୍ଦଲ୍ ଭାବିଲେ- ଅବାଟକୁ ପାଇସାରିଛି ଆଞ୍ଚଲା ତାକୁ ଶାସନ କରିବାକୁ ହେବାସେ ଆଞ୍ଚଲ୍ ଗାଲରେ ଦୁଇଟା ଶକ୍ତ ଚଟକଣା ଲଗେଇଦେଲେ! ଆଞ୍ଚଲ ଭୋ ଭୋ  ରଡ଼ିକରି କାନ୍ଦି ଉଠିଲୀ କହିଲା-ମୁଁ ଆଉ ବାଟକୁ ଫେରିପାରିବିନି! ସେମାନେ ମୋତେ ବାଟକୁ ଫେରିବା ପାଇଁ ଦେବେନାହିଁ ମିଷ୍ଟ୍ରେସ୍ ବିନ୍ଦଲ୍ ଝିଅର କଥା ଶୁଣି ତାଜୁବ୍ ହୋଇଗଲେ! ସେ ତାକୁ ଆଶ୍ବାସନା ଦେଲେ! ସାନ୍ତନା ପାଇବା ପରେ ସବୁ ସତକଥା କହିଲା ଆଞ୍ଚଲା ସେଦିନ ଅବନ୍ତୀକା ଜରିଆରେ ତାକୁ ପୁଲ୍ ପାଚିକୁ ଡକାଇଥିଲା  ଅରୀବ୍ ଉଦ୍ଦେଶ୍ୟ ଥିଲା  ଆଞ୍ଚଲ୍ ର ଦେହକୁ ଭୋଗ କରିବ!! ବାସ୍ତବରେ ପ୍ରଥମରୁ ଗୋଟେ ବଦମାସ୍ ପିଲ! ଥିଲା  ଅରୀବ୍!
   ତାବାପ! ଥିଲେ  କଣେ ଆଞ୍ଚଳିକ ରାଜନେତା! ଖୁବ୍ କମ୍ ବୟସରୁ ସେ ନାରୀ  ଓ ନିଶ! ଅଭ୍ୟାସରେ ପଡ଼ିଯାଇଥିଲା  ସେ ସବୁବେଳେ ନୂଆନୂଆ ଝିଅ ଗହୁଁଥିଲା  ! ସେଥ୍ ପାଇଁ ସେ କିଛି ବି କରିପାରୁ ଥିଲା  ! ମାତ୍ର ଆଞ୍ଚଲ୍ ସେମିତିକା ମିଜାକ୍ ର ଝିଅ ନ ଥିଲା ! ସେଥିଲା ଗି ସେ ସେଦିନ ପୁଲ୍ ପାର୍ଟି ଛାଡ଼ି ଘରକୁ ଫେରିଆସିଥିଲା ! ଫଳରେ ଅରୀବ୍ ର ସବୁ ଯୋଜନ! ପଣ୍ଡ ହୋଇଯାଇଥିଲା  ସେ କୌଣସି ବି ଅର୍ଥ ବିନିମୟରେ ଆଞ୍ଚଲତ୍କ ଉପଭୋଗ କରିବାକୁ ଗହୁଁଥିଲା ! ପରେ ଆଞ୍ଚଲ୍ ତ୍କ ତାପଞ୍ଚାକୁ ନେବ! ପାଇଁ ଯେତେ ଉଦ୍ୟମ କରିଥିଲେ  ବି ସେଥିରେ  ସେ ସଫଳ ହୋଇ ନ ଥିଲା ! ସେଠି ଲାଗି  ସେ ଏକ ଯୋଜନା ବନେଇଲା! ତାର ଥିଲେ  ତିନିଜଣ ସାଙ୍ଗକୁ - ଶଶାଙ୍କ, ଶୁଭମ୍ ଏବଂ ସିଦ୍ଧାର୍ଥ |ସେ ସେମାନଂକୁ ଆଞ୍ଚଲ୍ ସହିତ ଫ୍ରେଣ୍ଡଶୀପ ବଢେଇବା ପାଇଁ ତଥା ସେମାନଂକ ଟ୍ରାପ କୁ ଆଣିବାକୁ କହିଲା |ସେ ଏକଥା ବି କହିଲା ଯେ ଆଞ୍ଚଲ୍  ଠାରେ ସେମାନଂକ ଟ୍ରାପ କୁ ଆସିଗଲେ ସେମାନେ ସମସ୍ତେ ମିଶି ତାକୁ ଉପଭୋଗ କରିବେ

ଆଞ୍ଚଲ୍ ସହ ଫ୍ରେଣ୍ଡ ଶୀପ ବଢେଇବା ରେ  ଶଶାଙ୍କ, ଶୁଭମ୍ ସଫଳ ହେଲେ ନାହିଁ ,ହେଲେ ସିଦ୍ଧାର୍ଥ ସଫଳ  ହୋଇଗଲା! କାରଣ ଅବନ୍ତିକାର ପ୍ରେଣ୍ଡ ଥିଲା  ସିଦ୍ଧାର୍ଥ! ଆଞ୍ଚଲ୍ ବି ସିଦ୍ଧାର୍ଥକୁ ବିଶ୍ଵାସ କରିବାରେ ଲାଗିଲା! ଦିନେ ଆଞ୍ଚଲ୍ କୁ  ଏକ ଲଙ୍ଗ  ଜର୍ଣ୍ଣି ରେ ଯିବ! ପାଇଁ ପ୍ରସ୍ଥାବ ଦେଲା ସିଦ୍ଧାର୍ଥୀ ସେମାନଙ୍କ ସାଥିରେ ଅବନ୍ତିକାବି ଥିଲା  ! ଆଞ୍ଚଲ ସିଦ୍ଧାର୍ଥକୁ ବିଶ୍ବାସ କରୁଥିବା ରୁ  ପୁଣି ସାଥିରେ ଅବନ୍ତିକା ଥିବା ରୁ  ଜର୍ଣ୍ଣି ରେ ଯିବା ପାଇଁ ରାଜି  ହୋଇଗଲା ସେ ! ବାଟରେ ଅବନ୍ତୀକା ସମେତ ଅନ୍ୟମାନେ ସିଗାରେଟ୍ ଟାଣିଲେ ଓ ତାକୁ ବି ଟଣେଇଦେଳୋ ପୁଣି ସମସ୍ତେ ମିଶି କୋଲ୍ମ ଡ୍ରିଙ୍କ  ପିଇଲେ! ଏହା ପରେ କଣ ହେଲା ଆଞ୍ଚଲ ଢାଣେନାହିଁ ! ସେ ଆଖି  ଖୋଲିବ! ବେଳକୁ ଗୋଟିଏ ଖଟ ଊପର ପଡ଼ିଥିଲା ! ତାଦେହରେ ଖଣ୍ଡେ ବୋଲି କପଡ଼ା ନ ଥିଲା  ! ସେହି ଘର ଭିତରେ ବସି ତାକୁ ଅନେଇ ହସୁଥିଲେ  ଅରୀବ୍ଶଶାଙ୍କ, ଶୁଭମ, ସିଦ୍ଧାର୍ଥ ଏବଂ ଅରୀବ୍ ର ଆଉଜଣେ ସାଙ୍ଗକୁ  ଶକିଦ୍!
ଆଞ୍ଚଲ ବୁଝିଗଲା ଯେ ତାର କୁମାରୀତ୍ଵ ଲୁଣ୍ଠନ ହୋଇଯାଇଛି! ସେ ଗଣ ବଳାତ୍କାର ର ର ଶିକାର ହୋଇଛି! ସେ କିଛି ସମୟ କାନ୍ଦି ଲା ଓ ପରେ ରାଗି କହିଲା- ସେ କାହାରିକୁ ଛାଡ଼ିବନି! ପୋଲିସରେ ରିପୋର୍ଟ କରିବା ସମସ୍ତଙ୍କୁ ଙ୍କୁ ଜେଲ୍ କୁ ପଠେଇଦେବା ! ଅରୀବ୍ କହିଲା  ସେମିତି କଲେ ସେମାନେ ଯେଉଁ  ଭିଡିଓ ଶୁଟିଂ କରିଛନ୍ତି  ତାକୁ ଅନଲାଇନରେ ଲୋଡ଼ କରିଦେବେ  ତାବାପାମାଙ୍କର  ମାନ ସଂମାନ,  ଇଜ୍ଜତ   ମାଟିରେ ମିଶିଯିବା ବରଂ ଭଲ ହେବ ସେ ଏବେ ସମସ୍ତଙ୍କ ପାଇଁ ଉପଭୋଗର ସାମଗ୍ରୀ ହୋଇ ରହୁ !
 ଆଞ୍ଚଲନିକଟରେ ଆଉ କିଛି ବିକଳ୍ପ  ନ ଥିଲା ସେ ପୁରା ପୁରୀ ଭାଙ୍ଗି ପଡିଥିଲା  ପ୍ରତ୍ୟେକ ରାତିରେ ସମପ୍ରେ ତାସହିତ ଗଟିଂକରୁଥିଲେ  ଓ ପ୍ରତ୍ୟେକ ଦିନ ସେ ବ୍ଲାକ ମେଲ ର ଶିକାର ହୋଇ ସମସ୍ତଙ୍କର    ଶାରୀରିକ ଷୁଧା ମେଣ୍ଟା ଉଥିଲା ଝିଅଠୁ ଏକଥା ଜାଣିବ! ପରେ ଭାଙ୍ଗି  ପଡ଼ିଲେ ବିନ୍ଦଲ୍ ଦମ୍ପତି! ଅବଶ୍ୟ ପରେ ସେମାନେ ପୋଲିସର ଆଶ୍ରୟ ନେଇ ଅପରାଧୀ ମାନଙ୍କୁ ଦଣ୍ଡିତ  କରିଥିଲେ

Friday 19 May 2017

ରେଡ ରୋଜ






ଶେଷଥର ପାଇଁ ସେଦିନ ସନ୍ଧ୍ୟା ରେ କଥା ହୋଇଥିଲା ପ୍ରଶାନ୍ତ! ପନ୍ଦର ଦିନ ତଳେ ପୁନମ୍ ତାବାପଘରକୁ ଯାଇଥିଲା ନବବିବାହିତା ସ୍ତ୍ରୀ କୁ  ଛାଡ଼ି ଏକୁଟିଆ ରାତି ବିତେଇବା ବାସ୍ତବ ରେ ଖୁବ  କଷ୍ଟ କର  ଥିଲା ପ୍ରଶାନ୍ତ ପାଇଁ ! ସେଥିଲାଗି ସେ ପୁନମ୍ କୁ  କହିଥିଲା- ଦେଖିବ ପୁନମ  ତୁମଳୁ ଝୁରି ଝୁରି ମୁଁ ଆଜି ରାତିରେ ମରିଯିବି! ଆଉ ମୋ ମରିବା ଲାଗି ଦାୟୀ ରହିବ ତୁମେ !ସେ ପଟରୂ ପୁନମ ଖିଲି ଖିଲି ହୋଇ ହସିଉଠିଥିଲା କାରଣ ସେ ଖୁବ୍ ଭଲକରି ଜୀଣିଥିଲା ଚାସ୍ୱାମୀକୁ! ତାସ୍ୱାମା କେବଳ ଜଣେ ସ୍ପର୍ଶ କାତର ଯୁବକ ଚୂହେଁ; ପ୍ରଚଣ୍ଡ ଭାବପ୍ରବଣ ମଧ ! ବିବାହ  ପରଠୁ ସେ ଯେମିତି ତାର ଛାଇ ପାଲଟିଯାରଛି! ତେଣୁ ପଦର ଦିନ j  ତାକୁ ଦୂରେଇ ରହିବା ଯେ  ପ୍ରଶାନ୍ତ ପାଇଁ କେତେ କଷ୍ଟ କର  ହେଉ ଥିବ  ସେକଥା ତାକୁ ଅଜଣା ନ ଥିଲା ସେ ଥିଲାଗି ସେ କଣ୍ଠସ୍ଵରକୁ ବିଲକୁଲ ନରମ କରି କହିଲା- ମାଇଁ ତିଅର ସୁଈଟ୍  ହଜବ୍ୟାଣ୍ଡ , ମୁଁ ଚାହୁଁନି ଯେ ତୁମ ତୁଣ୍ଡ  ସୁତୁଣ୍ଡ ହେଉ ! ଆଉ ଯଦି ହେଲା ତାହେଲେ ମୁଁ ଏକଥା ଭାବି ନେବି ଯେ ,ଏ ସୃଷ୍ଟି ର  ସବ୍ରଠୁ ସୁନ୍ଦରୀ  ଆଉ ଭାଗ୍ୟବତୀ ସ୍ତ୍ରୀ  ଦେଉଛି ମୁଁ; ଯାହାକୁ ଝୁରିଝୁରି ତାସ୍ୱାମୀ ଜୀବନ ଚି ହରେଇ ଦେଇ ପାରନ୍ତି |


ବାସ୍, ଏହା ପରେ ଆଉ କିଛି ଏଣୁତେଣୁ କଥା! ରାଗ ରୁଷା ପ୍ରେମ ଅଭିମାନ  ହଠାତ୍ ପ୍ରଶାନ୍ତ କହିଲା- ଡାର୍ଲିଂ ଫୋନ୍ ରଖ ଆଉ ଗୋଟେ କଲ୍ ଆସୁଛି ଫୋନ୍ ଚ୍ଚାଟିଦ୍ଦେଲା ପୁନମ୍ ଆଉ ସତକୁସତ ପ୍ରଶାନ୍ତ ସେଲ୍ କୁ  ଆସିଲା ଆଉ ଏକ କଲ  | କଥା ହେଇ ପ୍ରଶାନ୍ତ ସଂଗେ ସଂଗେ ନିଜ ପୋଷାକ ପିନ୍ଧି  ରେଡ଼ି  ହୋଇଗଲା   ବାହାରକୁ  ଯିବା ପାଇଁ ! ଯିବ! ପୁର୍ବରୁ ବାପାମାଙ୍କୁ କହିଲା ପେ, ମୋର ଜଣେ ସାଙ୍ଗ  ଅସୁବିଧାରେ ପଡ଼ିଛି! ମୋତେ ତୂରନ୍ତ ତାପାଖରେ ପହଚିବାକୁ ପଡ଼ିବା ଆଉ ବାଇକ   ନେଇ ବାହାରି ଚାଲିଗଲା ପ୍ରଶାନ୍ତ! ସେଇ ଗଲା ଯେ ଗଲା , ଆଠଦିନ ପଲେ ପୋଲିସର ଅକ୍ଲାନ୍ତ  ପରିଶ୍ରମ ପରେ ମିଳିଲା ତାର ଶବ! ଆଉ ସଦୁଠୁ ଗୁରୁତ୍ୱପୁ ର୍ଣ କଥା- ପରୋକ୍ଷରେ ହେଉ କି ପ୍ରତ୍ୟକ୍ଷରେ ପ୍ରଶାନ୍ତ ହତ୍ୟାକାଣ୍ଠରେ ସମ୍ପୃକ୍ତ  ଥିଲା ତାସ୍ତ୍ରୀ  ପୁନମ୍!
ବାରଣାସୀ ର ଶିବଦାସପୁର ରେ ରହନ୍ତି ଓମ ପ୍ରକାଶ ବିନ୍ଦ |ଓମ ପ୍ରକାଶ ବୃତିରେ କଣେ ନର୍ସରୀ ବ୍ୟବସାୟୀ!ପତ୍ନୀ ମୁନାର ଦେବୀ ଓ ଦୁଇ ପୃଅ ପ୍ରଶାନ୍ତ , ଅବଧେଶ୍ କୁ ନେଇ  ତାଙ୍କର  ପରିବାର|ପଢ଼ାପଢ଼ି ବେଶି ନୁହେଁ ଓମ ପ୍ରକାଶ ଙ୍କର ମାତ୍ର ଦୁଇ ପୁଅଙ୍କୁ ନେଇ ତାଙ୍କର ଢେର ସାରା ସ୍ବପ୍ନ ,ସେ ଚାହିଁ ଥିଲେ ଦୁଇପୁଅ ଖୁବ ପାଠ ପଢଂନ୍ତୁ  ଆଉ ସରକାରୀ ଚା କିରି କରନ୍ତୁ | ପ୍ରଶାନ୍ତ ଓ ଅବଧେଶ୍ ମଧ ବାପାଙ୍କ ସ୍ଵପ୍ନକୁ ପୁରା   କରିବା ପାଇଁ ଲାଗି ପଡି ଥିଲେ ! ବିଏ ପାସ୍ କରିବା ପରେ ପ୍ରଶାନ୍ତ ଅଇଟିଆଇରେ ଡିପ୍ଲୋମା କରୁଥାଏ ! ଏହା  ସହିତ ସାରକାରୀ  ଚାକିରି ପଲବ! ଲାଗି ଆବେଦନ  କରୂ ଥାଏ ସେହି ଭଳି  ଅବଧେଶ୍ ବି.ଏ ରେ  ନାମ ଲେଖାଇଥାଏ
! ଶିବଦାସପୁର ପୁର ଏକ ପୁରୂଣକାଳିଆ ଗ୍ରାମ! ସାଧରଣତଃ ଏପରି ଗ୍ରାମରେ  ବିଶ୍ବାସ ଥାଏ  ପେ, ପିଲାଙ୍କୁ  ଯେତେଶୀଘ୍ର ବାହା  କରେଇ ଦବ ଭଲ ! ଓମ ପ୍ରକାଶ  ଓ ମୁନାର ଦେବୀ ମଧ୍ୟ ଏଇ ଭଳି  ଏକ  ଧାରଣା ରେ ବିଶ୍ବାସୀ ! ପ୍ରଶାନ୍ତ ବି ଏ ପାସ୍ କରିସାରିଥିବା ହେତୁ ଯେମାନେ ଚା ର ବିବାହ ସାରିଦେବାକୁ  ବ୍ୟସ୍ତ  ହୋଇ  ପଡ଼ି ଥିଲେ | ସେମାନେ ପ୍ରଶାନ୍ତ ପାଇଁ ପୁନମ୍ ନାମକ  ଏକ ତରୂଣୀକୁ ପସନ୍ଦ କରୀ  ଥିଲେ ସେହି ବାରାଣସାର କାଦି  ପୁର ନାମକ ଏକ ଗ୍ରାମର ବାସିନ୍ଦା ହେଉଛନି ମୂନାରାମ୍ ବିନ୍ଦ ! ତାଙ୍କର   ଏକମାତ୍ର ଝିଅ ହେଊଛି ପୁନମ | ପୁନମ୍ ବି ପ୍ରଶାନ୍ତ ଭଳି ବି ଏ ପାସ କରି ଥିଲା  ସେ ଦେଖି ବାକୁ ଖୁବ ସୁନ୍ଦରୀ  ଥିଲା| ସେହିଭଳି ତାର କଥାବାର୍ତା ତା  ଚାଲିଚଲଣ ତଥା ଆଚାର ବିଚାର ଓ ବ୍ୟବହାର  ଏପରି ଥିଲା ଯେ ,ପୁନମ କୁ ଦେଖୁ ଦେଖୁ  ଓମପ୍ରକାଶ ଓ ମୁନାର ଦେବା ତାକୁ ବୋହୁ କରିବାକୁ ରାଳି ହୋଇଗଲେ!
ଅପରପକ୍ଷରେ, ପୁନମ୍ କୁ ଦେଖୀବା ପରେ  ପ୍ରଶାନ୍ତ ମଧ ଖୁସିରେ ନାଚିବାକୁ ଲାଗିଲା ! ସେ ମନେମନେ ଏକଥା ବି ଚିନ୍ତା କଲା ଯେ , ଯଦି ସେ   ନିଜେ ଝିଥ ପସଦ କରିଥାନ୍ତ ତାହେଲେ ପୁନମ୍ ଭଳି  ଝିଅଟିଏ  କେବେ  ତାକୁ ମିଳି ନ ଥାନ୍ତା  ଅତଃଏବ ଏକଥା କହିଲେ ଆଦୌ ଅ ତିରଂଜିତ  ହେବ ନାହିଁ ଯେ ସେ ପ୍ରଥମ ରାତିରୂ ହିଁ ସେ ପୁନମ୍ ପାଇଁ ଦିୱାନା ପାଲଟିଗଲା ! ତାକୁ  ନେଇ ସ୍ପର୍ଶ କାତର ବନିଗଲା |ଓମ ପ୍ରକାଶ  ଙ୍କ ପରିବାରର ସବୁ ସଦସ୍ୟ ବେଶ୍ ମେଳାପି  ଥିଲେ! ସେମାନେ ପୁନମ୍ କୁ ବୋହୁ ନୁହେଁ  ଝିଅଭଳି  ଦେଖୁ ଥିଲେ  ତେଣୁ ଘରେ ପୁନମ୍ ର ରାଜ ଚା ଲୁଥ୍ୟା ବୋଲି କହିଲେ ଅତ୍ୟୁଢି ହେବନାହିଁ ! ପୁନମ୍ ଯେବେ ବି ଚାହୁଁଥିଲା ସେ ବାପଘରକୁ ଯାଇ ପାରୁ  ଥିଲା ଏ ଥିରେ  କିଛି ବି ଆପଭି ନ ଥିଲା ଓମ ପ୍ରକାଶ  ବାବ୍ରୁ କୀ ମୁନାର ଦେବୀ ଙ୍କର |ତେବେ ପୁନମ୍ ର ତାବାପଘରକୁ ଯିବାକୁ ନେଇ ଯଦି କେହି ଜଣେ ସବୁଠୁ ବେଶି ଦୁଃଖ କରୁ ଥିଲା  ଆଉ କଷ୍ଠ  ପାଊଥିଲା ତାହେଲେ ସେ ଥିଲା ପୁନମ୍ ର ସ୍ଵାମୀ ପ୍ରଶାନ୍ତ! ସେଥିଲାଗି ସେଦିନ ସେ ଫୋନରେ କହୁ କହୁ କହି ଦେଇ ଥିଲା ଯେ  , ମୁଁ ତୁମକୁ ଝୁରିଝୁରି ମରିଯିବି! ଆଉ ସେଠି ପାଇଁ  ଦାୟୀ ରହିବ ତୂମେ! ଅବଶ୍ୟ ଏକଥା କହିବ! ବେଳେ କେହି ଥରୁଟେ ବି ଭାବି ନ ଥିଲେ ପେ, ସେହିଦିନ ରାତିରେ ପ୍ରଶାନ୍ତକୁ ନିର୍ମମ ଭାବରେ ହତ୍ୟା  କରାଯିବ | ଏସିତ୍ ପକେଇ ତାମୁହଁକୁ ନଷ୍ଟ  କରିଦିଆଯିବ | ପୋଲିସ୍ ପାଇଁ ବି ଏହା ଥିଲ ଏକ ଚ୍ୟା ଲେଞ୍ଜ ! କାରଣ ପ୍ରଶାନ୍ତ କୁ ପ୍ରଥମେ ଅପହରଣ କରିନିଅ ଯାଇ ଥିଲା ତାଳୁ ଛାଡ଼ିବା ପାଇଁ ଅପହର୍ତା ମାନେ  ଡେଢ଼କୋଟି ଟଙ୍କା  ବାବି କରିଥିଲେ! ଅଥଚ ଗୋଟିଏ ଦିନ ପରେ ସେମାନେ ପ୍ରଶାନ୍ତକୁ ହତ୍ୟାକରି ବାହାରେ ଫିଙ୍ଗି ଦେଲେ! ପୋଲିସ୍ ର ଏକ୍ସପେରିଏଳ୍ପ ' ଏହାକୁ କେବଳ ଏକ ଅପଦରଣ ଚ୍ଚନିଚ ହତ୍ୟାକାଣ୍ଡ ବୋଲି ମନେକରୁ ନ ଥିଲା! ପୁଣି ଅପହର   କର୍ତ୍ତା ଏଭଳି ଭାବରେ ପ୍ରଶାନ୍ତକୁ ହତ୍ୟା କରିଥିଲେ ଯେ , ଦେଖ୍ ଲେ ଲାଗୁଥିଲା- ଯେପରି ପ୍ରଶାନ୍ତ କାହାର ପ୍ରେମିକାକୁ ଧରି ଫେରାର୍ ହୋଇଯାଇଛିଆଉ ତା ହାର ପ୍ରତିଶୋଧ ନେବ! ପାଇଁ ପାଗଳ  ପ୍ରେମିକ ପ୍ରଶାନ୍ତକୁ ଅତି ନିର୍ମମ ଭାବେ ହତ୍ୟା କରିଛି! ସେଥିଲାଗି ପୋଲିସ୍ ଚାରିଦି ଦିଗ ରୂ ତାର ତଦନ୍ତ ଆରମ୍ଭ କରିଦେଲ ଆଉ ଶେଷରେ ହତ୍ୟାକାରୀ କୁ କୁ ଧରିବାକୁ ସଫଳ ହେଲା
ହତ୍ୟାକାରୀ ଥିଲା ରାହୁଲ୍
ପୋଲିସ ନିକଟରେ ରାହୁଲ୍ ର ଥଲା ଗୋଟିଏ ପରିଚୟ! ଆଉ ସେ ହି ପରିଚୟଟି ହେଉଛି ସେ ଥିଲା ପ୍ରଶାନ୍ତର ସ୍ତ୍ରୀ  ପୁନମ୍ ର ପ୍ରେମିକ! ରାହୁଲ୍ ଓ ପୁନମ୍ ଥିଲେ କ୍ଲାସ ମେ ଟ୍ ! ପୁନମ୍ କୁ ପାଗ ଳଙ୍କ ଭଳି ଭଲ ପାଉଥିଲା ରାହୁଲ୍କେବଳ ଭଲ ପାଉ ନ ଥିଲା; ତାକୁ ସ୍ତ୍ରୀ  କରିବାକୁ ସ୍ବପ୍ନ  ଦେଖୁଥିଲା ପୁନମ୍ ର ସବୁ ଅଳିଅର୍କଳି  ପୁରଣ କରୂଥିଲା! ଏତେ ସତ୍ୱେ  ସେ ଗୋଟିଏ କଥା ଶୁଣିବାକୁବ୍ୟାକୁଳ ହେ ଉଥିଲା ସେ ଦିନ ଗ ଣୁଥିଲାକେବେ ସେଦିନ ଆସିବ, ଯେଉଁଦିନ ପୁନମ୍ ତାକୁ କହିବ- ରାହୁଲ୍! ଆଇ  ଲଭ  ୟୁ! ମୁଁ ଡୁମର ରାଣୀ  ସାଜିବାକୁ ପ୍ରସ୍ତୁତ !  ପ୍ରତ୍ୟେକ ଦିନ ପୁନମ୍ ବିଛଣା ଛାଡ଼ିବା ପୁ ର୍ଚରୂ ତାକୁ ଯାଇ ଗୁଡ଼ ମର୍ନିଙ୍ଗ ଜଣାଉ ଉଥିଲା ପ୍ରତ୍ୟେକ ଦିନ ତାକୁ ସେ ଏକ ରେଡ଼ ରୋଜ  ଗିଫ୍ଟ କରୁ ଥିଲାଆଉ ସବୁଠୁ ମଜାର କଥା, ପୁନମ୍ ବି ରାହୁଲ୍ ର  ସବୁ କାମକୁ ପସନ୍ଦ କରୂଥିଲା |ହସିବେଇ ଥ୍ୟାକ୍ ୟୁକହୁ ଥିଲା ସେ ଦଉଥିବା  ରେଡ଼ ରୋଜ  କୁ ଆଦରରେ ନେଇ ପାଖରେ ସାଇତି ରଖୁଥିଲା   ! ଏତିକିରେ କୃତ୍ୟ କୃତ୍ୟ ହୋଇପାଉଥିଲା ରାହୁଲ୍  ତାଳୁ ଲାଗୂଥିଲା ଯେମିତି ଏ ପୃଥିବୀ ରେ  କେବଳ ଗୋଟିଏ ଋତୁ : ପ୍ରେମଋତୁ! ତେବେ ତାର ଦୁଃଖଥିଲା   ପେ, ପୁନମ୍ ତାକୁ ଭଲପାଏ ବୋଲି କହୁ ନାହିଁ  ଣ ପାଇଁ? ସେ ଗୋଟିଏ କଥାରେ ବିଶ୍ୱାସ କରୁ ଥିଲା ହୃଦୟ  ଦେଇ ଯେଉଁ କାମ କରାଯାଏ ତାହା କେବେ ବି ବିଫଳ ହୁଏ ନାହିଁ ,ସେ ତ ହଦୟ ଦେଇ  ଭା ଲପାଉଛି ପୁନମ୍ କୁ ! ତାପାଇଁ ସବୁକିଛି କରୁଛି ! ତାହେଲେ ପୁନମ୍ ତାକୁ ଭଲପାଇବ ନାହିଁ କେମିତି! ନିଶ୍ଚୟ ତାକୁ ପୁନମ୍ ଭଲ ପାଉଛି! କେବଳ କହିପାରୁନି! ହେଲେ ଦିନ ଆସିବା ପୁନମ୍ ଆସି କହିବ ଯେ, ସେ ତାକୁ ଭଲପାଏ! ସମ୍ଭବତଃ ଏପରି ଦିନଟିଏ କଦାଚିତ୍ ଆସିବାର ନ ଥିଲା ସେଦିନ ଆସିବା ପୁ ର୍ବରୁ ରାଦୂଲ୍ ଶୁଣିଲା ଯେ,ପୁନମ୍ ବାହାଘର ହେଇଗ ଲା! ସେ ଯାହାକୁ ତାହଦୟ ରାଜ୍ୟରେ ରାଣା କରି ରଖି କରି ରଖିଛି ସେ  ଆଉ କାହାର ରାଣା ହୋଇ  ଚାଲିଗ ଲା ! ନିଅଁ! ଲାଗିଗ ଲା ରାହୁଲ୍   ଭିତରେ! ତାକୁ ଆଉ ଘର, ଗ୍ରାମ କିମ୍ବା ସାଙ୍ଗ ସାଥି  ଭଲ ଲାଗିଲେ ନାହିଁ! ସେ ମୁମ୍ବାଇ  ଚାଲିଗ ଲା! ଭାବିଥିଲାମୁମ୍ବାଇ ଚାଲିଗଲେ ପୁନମ୍ କୁ ଭୁଲିଯିବା ହେଲେ ନାସେମିତି ବି ହେଲା ନାହିଁ ଓଲଟି ସେ ଏକ ମଦ୍ୟପ ପାଲଟିଗଲା! ମାସ ପରେ ମାସ ବିଚିଲୀ ତାଭିତରେ ଥିବା ପୁନମ୍ ବାଲିଘରଟି ଦିନକୁ ଦିନ ଅଚ୍ଚାଳିକା ପାଲଟୁଥିଲା ସିନା ; ମାଟିରେ ମିଶିବାର ନାଁ ଧରୂ ନ ଥିଲା |ଶେଷରେ ବାଧ୍ୟହୋଇ ଗାଁକୁ ଫେରିଆସିଲା  ଆଉ ଗାଁକୁ ଆସିବ! ପରେ ତାକୁ ଏକ ସାଙ୍ଗ  ମିଳିଗଲା ଜୟପ୍ରକାଶ!
  ଦିନେ ଏକ ଆଲକୋହଲ ପାର୍ଟିରେ ଜୟପ୍ରକାଶ ପଚାରିରା- ଦୋସ୍ତ   ! ତୁମ ଭିତରେ ନିଶ୍ଚୟ କିଛି ଦୁଃଖ ଅଛି!ତୁମକୁ କଷ୍ଠ  ହେଉଛି! ଚୂମେ ସେକଥା କହିଦିଅ! ଛାଚି ହାଲ୍ କା ହେଇଯିବାଖୁବ୍ ମଳିନ ହସଟିଏ ହସିଲା ରାହୁଲ୍ କହିଲା   କହିଲା- ମୋ ଛାତିରେ ତ  ପୁନମ୍ ଅଛି! ସେ ନ ମିଳିବ! ଯାଏ ମୁଁ ଶାନ୍ତି  ପାଇବି କିପରି ପୁନମ୍ ନାଁ ଶୁଣି ଚମକି ପଡ଼ିଲା ଜୟପ୍ରକାଶ! କହିଲା, ‘ଚୂମେ ଜୋଊ ପୁନମ୍ କଥା କଦୁଛ? ସେ ପ୍ରଶାନ୍ତର ସ୍ତ୍ରୀ  ପୁନମ୍ ନୁହେଁ ତାଜୟପ୍ରକାଶ ର କଥା ଶୁଣି ଆଶ୍ ଉଚ୍ଛଳ ହୋଇଉଠିଲା ରାହୁଲ୍ ର ସେ କହିଲା- ସେଇ ପୁନମ୍ ରେ ! ସେଇ ପୁନମ୍ ମୋର ରାଣୀ
      ବାସ୍ତବରେ  ଜୟପ୍ରକାଶ ଓ ପ୍ରଶାନ୍ତ ଦୁହେଁ ବନ୍ଧୁ!ସେଥିବାଗି ସେ ପୁନମ୍ କୁ ଚ୍ଚାଣିଥିଲା ଜୟପ୍ରକାଶ କହିଲା - ଯିଏ  ଆଉ କାହାର ହେଇ ସାଚିଛି ତାକୁ ଝୁରି ଲାଭ  ? ବରଂ ଭଲ ହେବ  ଚୂମେ ଆଉ କାହାକୁ ବାହା  ହେଇଯାଅ ଏକଥା ଶୁଣି ରାଗି ଗଲା ରାହୁଲ୍  କହିଲା- ପୁ ନମ୍ କେବଳ ମୋର ମୁଁ କେବଳ ଗୋଟିଏ  କଥ! ଚାହୁଁଛି ପ୍ରଶାନ୍ତ  ମରିଯାଓ  ମୁଁ ଚା କୁ ମାରି ଦେବି! ଆଉ ପ୍ରଶାନ୍ତକୁ ମାରିବା ପାଇଁ ଯିଏ ମୋତେ ସାହାଯ୍ୟ କରିବ ତାକୁ ଲକ୍ଷେ  ଟଂକା ଦେବୀ|  ପ୍ରକୀଶ ଥିଲା ଗୋଟେ ଦେବା ଲିଆ ବ୍ୟବସାୟୀ ଲକ୍ଷେ  ଟଂକା  କଥା ଶୁଣି ତା ଛାତି ଭିତର ତା ରୁନ୍ଧି  ହୋଇ ଗଲା  ସେ କହିଲା- ମୋଡେ ଯଦି ଲକ୍ଷେ  ଟଂକା ଦେବା   ତାହେଲେ ମୁଁ ପ୍ରଶାନ୍ତକୁ  ଚୂମ ପାଖକୁ ନେଇ ଆସିବି! କାରଣ ପ୍ରଶାନ୍ତ ମୋର ପୁରୁଣା ବନ୍ଧୁ ରାହୁଲ୍ କହିଲା  - ଦ୍ଦେବି! ଆହୁରି ଅଧିକ  ଦେବି
ସତ କୁସଚ ବନ୍ଧୁ ରୂ ଶତୃ ପାଲଟିଗଲା  ଜୟପ୍ରକାଶ |ଦିନେ ରାତିରେ ଫୋନ କରି ତାକୁ ଡକେଇ ପଠେଇଲୀ ଆଗରୁ ପ୍ରସୂତ ହୋଇ ହୋଇ ରହି ଥିଲେ ରାହୁଲ୍ ଓ  ତାର ଲୋକମାନେ! ସେମାନେ ପ୍ରଶାନ୍ତକୁ କାବ୍ରୁ କରିନେଲେ! କଣ ପାଇଁ କିଛି ଅଜଣା ଲୋକ ତାକୁ ମାରୁ ଛନ୍ତି ବୋଲି ଜାଣିବା  ଆଚାରୁ ପ୍ରଶାନ୍ତ  ପ୍ରାଣତ୍ୟାଗ   କରି ସାରିଥିଲା
ପୋଲିସ୍ ଗିରଫ କଲୀ ରାହୁଲ୍, ଜୟପ୍ରକାଶ ଓ ଅନ୍ୟମାନଙ୍କୁ! ଥାନା କୁ  ବି ଅଣାଗ ଲା ପୁନମ୍ କୁ! ମାତ୍ର ପୁନମ୍ ର ବ୍ୟବହାର ଥିଲା ଆଶାତୀଚ ଭାବରେ ସନ୍ଦିହାନ! ସ୍ୱାମୀକୁ ହରେଇ ଇଥିବାର ଦୁଃଖ ତାଭିତରେ ନ ଥିଲା ! ପୁଣି ସେ ବି ଏକଥା ସ୍ୱୀକାର କରିବାକୁ ମନା କରିଦେଲା ପେ, କେବେ ଦିନେ ରାହୁଲ୍  ତାକୁ ରେଦର୍ଜ ଦଉଥିଲା ଆଉ ତାକୁ ବାହାହେଇ ଘରସଂସାର କରିବାକୁ ଚା ହୁଁଥିଲା ଶେଷପର୍ଯ୍ଯନ୍ତ ପୋଲିସ୍ ଚୂଝିପାରି ନ ଥିଲା ପୁନମ୍ କୁ ! ତେବେ ଯିଏ ବି ଶୁଣିଲା ସେ କହିଲା ପେ, ପୁନମ୍ ର ରେଡ ରୋଜ  ଟି  ପରୋକ୍ଷରେ ପ୍ରଶାନ୍ତ ପାଇଁ ପାଲଟିଗ ଲା କଣ୍ଟା !

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...