Friday 19 May 2017

ରେଡ ରୋଜ






ଶେଷଥର ପାଇଁ ସେଦିନ ସନ୍ଧ୍ୟା ରେ କଥା ହୋଇଥିଲା ପ୍ରଶାନ୍ତ! ପନ୍ଦର ଦିନ ତଳେ ପୁନମ୍ ତାବାପଘରକୁ ଯାଇଥିଲା ନବବିବାହିତା ସ୍ତ୍ରୀ କୁ  ଛାଡ଼ି ଏକୁଟିଆ ରାତି ବିତେଇବା ବାସ୍ତବ ରେ ଖୁବ  କଷ୍ଟ କର  ଥିଲା ପ୍ରଶାନ୍ତ ପାଇଁ ! ସେଥିଲାଗି ସେ ପୁନମ୍ କୁ  କହିଥିଲା- ଦେଖିବ ପୁନମ  ତୁମଳୁ ଝୁରି ଝୁରି ମୁଁ ଆଜି ରାତିରେ ମରିଯିବି! ଆଉ ମୋ ମରିବା ଲାଗି ଦାୟୀ ରହିବ ତୁମେ !ସେ ପଟରୂ ପୁନମ ଖିଲି ଖିଲି ହୋଇ ହସିଉଠିଥିଲା କାରଣ ସେ ଖୁବ୍ ଭଲକରି ଜୀଣିଥିଲା ଚାସ୍ୱାମୀକୁ! ତାସ୍ୱାମା କେବଳ ଜଣେ ସ୍ପର୍ଶ କାତର ଯୁବକ ଚୂହେଁ; ପ୍ରଚଣ୍ଡ ଭାବପ୍ରବଣ ମଧ ! ବିବାହ  ପରଠୁ ସେ ଯେମିତି ତାର ଛାଇ ପାଲଟିଯାରଛି! ତେଣୁ ପଦର ଦିନ j  ତାକୁ ଦୂରେଇ ରହିବା ଯେ  ପ୍ରଶାନ୍ତ ପାଇଁ କେତେ କଷ୍ଟ କର  ହେଉ ଥିବ  ସେକଥା ତାକୁ ଅଜଣା ନ ଥିଲା ସେ ଥିଲାଗି ସେ କଣ୍ଠସ୍ଵରକୁ ବିଲକୁଲ ନରମ କରି କହିଲା- ମାଇଁ ତିଅର ସୁଈଟ୍  ହଜବ୍ୟାଣ୍ଡ , ମୁଁ ଚାହୁଁନି ଯେ ତୁମ ତୁଣ୍ଡ  ସୁତୁଣ୍ଡ ହେଉ ! ଆଉ ଯଦି ହେଲା ତାହେଲେ ମୁଁ ଏକଥା ଭାବି ନେବି ଯେ ,ଏ ସୃଷ୍ଟି ର  ସବ୍ରଠୁ ସୁନ୍ଦରୀ  ଆଉ ଭାଗ୍ୟବତୀ ସ୍ତ୍ରୀ  ଦେଉଛି ମୁଁ; ଯାହାକୁ ଝୁରିଝୁରି ତାସ୍ୱାମୀ ଜୀବନ ଚି ହରେଇ ଦେଇ ପାରନ୍ତି |


ବାସ୍, ଏହା ପରେ ଆଉ କିଛି ଏଣୁତେଣୁ କଥା! ରାଗ ରୁଷା ପ୍ରେମ ଅଭିମାନ  ହଠାତ୍ ପ୍ରଶାନ୍ତ କହିଲା- ଡାର୍ଲିଂ ଫୋନ୍ ରଖ ଆଉ ଗୋଟେ କଲ୍ ଆସୁଛି ଫୋନ୍ ଚ୍ଚାଟିଦ୍ଦେଲା ପୁନମ୍ ଆଉ ସତକୁସତ ପ୍ରଶାନ୍ତ ସେଲ୍ କୁ  ଆସିଲା ଆଉ ଏକ କଲ  | କଥା ହେଇ ପ୍ରଶାନ୍ତ ସଂଗେ ସଂଗେ ନିଜ ପୋଷାକ ପିନ୍ଧି  ରେଡ଼ି  ହୋଇଗଲା   ବାହାରକୁ  ଯିବା ପାଇଁ ! ଯିବ! ପୁର୍ବରୁ ବାପାମାଙ୍କୁ କହିଲା ପେ, ମୋର ଜଣେ ସାଙ୍ଗ  ଅସୁବିଧାରେ ପଡ଼ିଛି! ମୋତେ ତୂରନ୍ତ ତାପାଖରେ ପହଚିବାକୁ ପଡ଼ିବା ଆଉ ବାଇକ   ନେଇ ବାହାରି ଚାଲିଗଲା ପ୍ରଶାନ୍ତ! ସେଇ ଗଲା ଯେ ଗଲା , ଆଠଦିନ ପଲେ ପୋଲିସର ଅକ୍ଲାନ୍ତ  ପରିଶ୍ରମ ପରେ ମିଳିଲା ତାର ଶବ! ଆଉ ସଦୁଠୁ ଗୁରୁତ୍ୱପୁ ର୍ଣ କଥା- ପରୋକ୍ଷରେ ହେଉ କି ପ୍ରତ୍ୟକ୍ଷରେ ପ୍ରଶାନ୍ତ ହତ୍ୟାକାଣ୍ଠରେ ସମ୍ପୃକ୍ତ  ଥିଲା ତାସ୍ତ୍ରୀ  ପୁନମ୍!
ବାରଣାସୀ ର ଶିବଦାସପୁର ରେ ରହନ୍ତି ଓମ ପ୍ରକାଶ ବିନ୍ଦ |ଓମ ପ୍ରକାଶ ବୃତିରେ କଣେ ନର୍ସରୀ ବ୍ୟବସାୟୀ!ପତ୍ନୀ ମୁନାର ଦେବୀ ଓ ଦୁଇ ପୃଅ ପ୍ରଶାନ୍ତ , ଅବଧେଶ୍ କୁ ନେଇ  ତାଙ୍କର  ପରିବାର|ପଢ଼ାପଢ଼ି ବେଶି ନୁହେଁ ଓମ ପ୍ରକାଶ ଙ୍କର ମାତ୍ର ଦୁଇ ପୁଅଙ୍କୁ ନେଇ ତାଙ୍କର ଢେର ସାରା ସ୍ବପ୍ନ ,ସେ ଚାହିଁ ଥିଲେ ଦୁଇପୁଅ ଖୁବ ପାଠ ପଢଂନ୍ତୁ  ଆଉ ସରକାରୀ ଚା କିରି କରନ୍ତୁ | ପ୍ରଶାନ୍ତ ଓ ଅବଧେଶ୍ ମଧ ବାପାଙ୍କ ସ୍ଵପ୍ନକୁ ପୁରା   କରିବା ପାଇଁ ଲାଗି ପଡି ଥିଲେ ! ବିଏ ପାସ୍ କରିବା ପରେ ପ୍ରଶାନ୍ତ ଅଇଟିଆଇରେ ଡିପ୍ଲୋମା କରୁଥାଏ ! ଏହା  ସହିତ ସାରକାରୀ  ଚାକିରି ପଲବ! ଲାଗି ଆବେଦନ  କରୂ ଥାଏ ସେହି ଭଳି  ଅବଧେଶ୍ ବି.ଏ ରେ  ନାମ ଲେଖାଇଥାଏ
! ଶିବଦାସପୁର ପୁର ଏକ ପୁରୂଣକାଳିଆ ଗ୍ରାମ! ସାଧରଣତଃ ଏପରି ଗ୍ରାମରେ  ବିଶ୍ବାସ ଥାଏ  ପେ, ପିଲାଙ୍କୁ  ଯେତେଶୀଘ୍ର ବାହା  କରେଇ ଦବ ଭଲ ! ଓମ ପ୍ରକାଶ  ଓ ମୁନାର ଦେବୀ ମଧ୍ୟ ଏଇ ଭଳି  ଏକ  ଧାରଣା ରେ ବିଶ୍ବାସୀ ! ପ୍ରଶାନ୍ତ ବି ଏ ପାସ୍ କରିସାରିଥିବା ହେତୁ ଯେମାନେ ଚା ର ବିବାହ ସାରିଦେବାକୁ  ବ୍ୟସ୍ତ  ହୋଇ  ପଡ଼ି ଥିଲେ | ସେମାନେ ପ୍ରଶାନ୍ତ ପାଇଁ ପୁନମ୍ ନାମକ  ଏକ ତରୂଣୀକୁ ପସନ୍ଦ କରୀ  ଥିଲେ ସେହି ବାରାଣସାର କାଦି  ପୁର ନାମକ ଏକ ଗ୍ରାମର ବାସିନ୍ଦା ହେଉଛନି ମୂନାରାମ୍ ବିନ୍ଦ ! ତାଙ୍କର   ଏକମାତ୍ର ଝିଅ ହେଊଛି ପୁନମ | ପୁନମ୍ ବି ପ୍ରଶାନ୍ତ ଭଳି ବି ଏ ପାସ କରି ଥିଲା  ସେ ଦେଖି ବାକୁ ଖୁବ ସୁନ୍ଦରୀ  ଥିଲା| ସେହିଭଳି ତାର କଥାବାର୍ତା ତା  ଚାଲିଚଲଣ ତଥା ଆଚାର ବିଚାର ଓ ବ୍ୟବହାର  ଏପରି ଥିଲା ଯେ ,ପୁନମ କୁ ଦେଖୁ ଦେଖୁ  ଓମପ୍ରକାଶ ଓ ମୁନାର ଦେବା ତାକୁ ବୋହୁ କରିବାକୁ ରାଳି ହୋଇଗଲେ!
ଅପରପକ୍ଷରେ, ପୁନମ୍ କୁ ଦେଖୀବା ପରେ  ପ୍ରଶାନ୍ତ ମଧ ଖୁସିରେ ନାଚିବାକୁ ଲାଗିଲା ! ସେ ମନେମନେ ଏକଥା ବି ଚିନ୍ତା କଲା ଯେ , ଯଦି ସେ   ନିଜେ ଝିଥ ପସଦ କରିଥାନ୍ତ ତାହେଲେ ପୁନମ୍ ଭଳି  ଝିଅଟିଏ  କେବେ  ତାକୁ ମିଳି ନ ଥାନ୍ତା  ଅତଃଏବ ଏକଥା କହିଲେ ଆଦୌ ଅ ତିରଂଜିତ  ହେବ ନାହିଁ ଯେ ସେ ପ୍ରଥମ ରାତିରୂ ହିଁ ସେ ପୁନମ୍ ପାଇଁ ଦିୱାନା ପାଲଟିଗଲା ! ତାକୁ  ନେଇ ସ୍ପର୍ଶ କାତର ବନିଗଲା |ଓମ ପ୍ରକାଶ  ଙ୍କ ପରିବାରର ସବୁ ସଦସ୍ୟ ବେଶ୍ ମେଳାପି  ଥିଲେ! ସେମାନେ ପୁନମ୍ କୁ ବୋହୁ ନୁହେଁ  ଝିଅଭଳି  ଦେଖୁ ଥିଲେ  ତେଣୁ ଘରେ ପୁନମ୍ ର ରାଜ ଚା ଲୁଥ୍ୟା ବୋଲି କହିଲେ ଅତ୍ୟୁଢି ହେବନାହିଁ ! ପୁନମ୍ ଯେବେ ବି ଚାହୁଁଥିଲା ସେ ବାପଘରକୁ ଯାଇ ପାରୁ  ଥିଲା ଏ ଥିରେ  କିଛି ବି ଆପଭି ନ ଥିଲା ଓମ ପ୍ରକାଶ  ବାବ୍ରୁ କୀ ମୁନାର ଦେବୀ ଙ୍କର |ତେବେ ପୁନମ୍ ର ତାବାପଘରକୁ ଯିବାକୁ ନେଇ ଯଦି କେହି ଜଣେ ସବୁଠୁ ବେଶି ଦୁଃଖ କରୁ ଥିଲା  ଆଉ କଷ୍ଠ  ପାଊଥିଲା ତାହେଲେ ସେ ଥିଲା ପୁନମ୍ ର ସ୍ଵାମୀ ପ୍ରଶାନ୍ତ! ସେଥିଲାଗି ସେଦିନ ସେ ଫୋନରେ କହୁ କହୁ କହି ଦେଇ ଥିଲା ଯେ  , ମୁଁ ତୁମକୁ ଝୁରିଝୁରି ମରିଯିବି! ଆଉ ସେଠି ପାଇଁ  ଦାୟୀ ରହିବ ତୂମେ! ଅବଶ୍ୟ ଏକଥା କହିବ! ବେଳେ କେହି ଥରୁଟେ ବି ଭାବି ନ ଥିଲେ ପେ, ସେହିଦିନ ରାତିରେ ପ୍ରଶାନ୍ତକୁ ନିର୍ମମ ଭାବରେ ହତ୍ୟା  କରାଯିବ | ଏସିତ୍ ପକେଇ ତାମୁହଁକୁ ନଷ୍ଟ  କରିଦିଆଯିବ | ପୋଲିସ୍ ପାଇଁ ବି ଏହା ଥିଲ ଏକ ଚ୍ୟା ଲେଞ୍ଜ ! କାରଣ ପ୍ରଶାନ୍ତ କୁ ପ୍ରଥମେ ଅପହରଣ କରିନିଅ ଯାଇ ଥିଲା ତାଳୁ ଛାଡ଼ିବା ପାଇଁ ଅପହର୍ତା ମାନେ  ଡେଢ଼କୋଟି ଟଙ୍କା  ବାବି କରିଥିଲେ! ଅଥଚ ଗୋଟିଏ ଦିନ ପରେ ସେମାନେ ପ୍ରଶାନ୍ତକୁ ହତ୍ୟାକରି ବାହାରେ ଫିଙ୍ଗି ଦେଲେ! ପୋଲିସ୍ ର ଏକ୍ସପେରିଏଳ୍ପ ' ଏହାକୁ କେବଳ ଏକ ଅପଦରଣ ଚ୍ଚନିଚ ହତ୍ୟାକାଣ୍ଡ ବୋଲି ମନେକରୁ ନ ଥିଲା! ପୁଣି ଅପହର   କର୍ତ୍ତା ଏଭଳି ଭାବରେ ପ୍ରଶାନ୍ତକୁ ହତ୍ୟା କରିଥିଲେ ଯେ , ଦେଖ୍ ଲେ ଲାଗୁଥିଲା- ଯେପରି ପ୍ରଶାନ୍ତ କାହାର ପ୍ରେମିକାକୁ ଧରି ଫେରାର୍ ହୋଇଯାଇଛିଆଉ ତା ହାର ପ୍ରତିଶୋଧ ନେବ! ପାଇଁ ପାଗଳ  ପ୍ରେମିକ ପ୍ରଶାନ୍ତକୁ ଅତି ନିର୍ମମ ଭାବେ ହତ୍ୟା କରିଛି! ସେଥିଲାଗି ପୋଲିସ୍ ଚାରିଦି ଦିଗ ରୂ ତାର ତଦନ୍ତ ଆରମ୍ଭ କରିଦେଲ ଆଉ ଶେଷରେ ହତ୍ୟାକାରୀ କୁ କୁ ଧରିବାକୁ ସଫଳ ହେଲା
ହତ୍ୟାକାରୀ ଥିଲା ରାହୁଲ୍
ପୋଲିସ ନିକଟରେ ରାହୁଲ୍ ର ଥଲା ଗୋଟିଏ ପରିଚୟ! ଆଉ ସେ ହି ପରିଚୟଟି ହେଉଛି ସେ ଥିଲା ପ୍ରଶାନ୍ତର ସ୍ତ୍ରୀ  ପୁନମ୍ ର ପ୍ରେମିକ! ରାହୁଲ୍ ଓ ପୁନମ୍ ଥିଲେ କ୍ଲାସ ମେ ଟ୍ ! ପୁନମ୍ କୁ ପାଗ ଳଙ୍କ ଭଳି ଭଲ ପାଉଥିଲା ରାହୁଲ୍କେବଳ ଭଲ ପାଉ ନ ଥିଲା; ତାକୁ ସ୍ତ୍ରୀ  କରିବାକୁ ସ୍ବପ୍ନ  ଦେଖୁଥିଲା ପୁନମ୍ ର ସବୁ ଅଳିଅର୍କଳି  ପୁରଣ କରୂଥିଲା! ଏତେ ସତ୍ୱେ  ସେ ଗୋଟିଏ କଥା ଶୁଣିବାକୁବ୍ୟାକୁଳ ହେ ଉଥିଲା ସେ ଦିନ ଗ ଣୁଥିଲାକେବେ ସେଦିନ ଆସିବ, ଯେଉଁଦିନ ପୁନମ୍ ତାକୁ କହିବ- ରାହୁଲ୍! ଆଇ  ଲଭ  ୟୁ! ମୁଁ ଡୁମର ରାଣୀ  ସାଜିବାକୁ ପ୍ରସ୍ତୁତ !  ପ୍ରତ୍ୟେକ ଦିନ ପୁନମ୍ ବିଛଣା ଛାଡ଼ିବା ପୁ ର୍ଚରୂ ତାକୁ ଯାଇ ଗୁଡ଼ ମର୍ନିଙ୍ଗ ଜଣାଉ ଉଥିଲା ପ୍ରତ୍ୟେକ ଦିନ ତାକୁ ସେ ଏକ ରେଡ଼ ରୋଜ  ଗିଫ୍ଟ କରୁ ଥିଲାଆଉ ସବୁଠୁ ମଜାର କଥା, ପୁନମ୍ ବି ରାହୁଲ୍ ର  ସବୁ କାମକୁ ପସନ୍ଦ କରୂଥିଲା |ହସିବେଇ ଥ୍ୟାକ୍ ୟୁକହୁ ଥିଲା ସେ ଦଉଥିବା  ରେଡ଼ ରୋଜ  କୁ ଆଦରରେ ନେଇ ପାଖରେ ସାଇତି ରଖୁଥିଲା   ! ଏତିକିରେ କୃତ୍ୟ କୃତ୍ୟ ହୋଇପାଉଥିଲା ରାହୁଲ୍  ତାଳୁ ଲାଗୂଥିଲା ଯେମିତି ଏ ପୃଥିବୀ ରେ  କେବଳ ଗୋଟିଏ ଋତୁ : ପ୍ରେମଋତୁ! ତେବେ ତାର ଦୁଃଖଥିଲା   ପେ, ପୁନମ୍ ତାକୁ ଭଲପାଏ ବୋଲି କହୁ ନାହିଁ  ଣ ପାଇଁ? ସେ ଗୋଟିଏ କଥାରେ ବିଶ୍ୱାସ କରୁ ଥିଲା ହୃଦୟ  ଦେଇ ଯେଉଁ କାମ କରାଯାଏ ତାହା କେବେ ବି ବିଫଳ ହୁଏ ନାହିଁ ,ସେ ତ ହଦୟ ଦେଇ  ଭା ଲପାଉଛି ପୁନମ୍ କୁ ! ତାପାଇଁ ସବୁକିଛି କରୁଛି ! ତାହେଲେ ପୁନମ୍ ତାକୁ ଭଲପାଇବ ନାହିଁ କେମିତି! ନିଶ୍ଚୟ ତାକୁ ପୁନମ୍ ଭଲ ପାଉଛି! କେବଳ କହିପାରୁନି! ହେଲେ ଦିନ ଆସିବା ପୁନମ୍ ଆସି କହିବ ଯେ, ସେ ତାକୁ ଭଲପାଏ! ସମ୍ଭବତଃ ଏପରି ଦିନଟିଏ କଦାଚିତ୍ ଆସିବାର ନ ଥିଲା ସେଦିନ ଆସିବା ପୁ ର୍ବରୁ ରାଦୂଲ୍ ଶୁଣିଲା ଯେ,ପୁନମ୍ ବାହାଘର ହେଇଗ ଲା! ସେ ଯାହାକୁ ତାହଦୟ ରାଜ୍ୟରେ ରାଣା କରି ରଖି କରି ରଖିଛି ସେ  ଆଉ କାହାର ରାଣା ହୋଇ  ଚାଲିଗ ଲା ! ନିଅଁ! ଲାଗିଗ ଲା ରାହୁଲ୍   ଭିତରେ! ତାକୁ ଆଉ ଘର, ଗ୍ରାମ କିମ୍ବା ସାଙ୍ଗ ସାଥି  ଭଲ ଲାଗିଲେ ନାହିଁ! ସେ ମୁମ୍ବାଇ  ଚାଲିଗ ଲା! ଭାବିଥିଲାମୁମ୍ବାଇ ଚାଲିଗଲେ ପୁନମ୍ କୁ ଭୁଲିଯିବା ହେଲେ ନାସେମିତି ବି ହେଲା ନାହିଁ ଓଲଟି ସେ ଏକ ମଦ୍ୟପ ପାଲଟିଗଲା! ମାସ ପରେ ମାସ ବିଚିଲୀ ତାଭିତରେ ଥିବା ପୁନମ୍ ବାଲିଘରଟି ଦିନକୁ ଦିନ ଅଚ୍ଚାଳିକା ପାଲଟୁଥିଲା ସିନା ; ମାଟିରେ ମିଶିବାର ନାଁ ଧରୂ ନ ଥିଲା |ଶେଷରେ ବାଧ୍ୟହୋଇ ଗାଁକୁ ଫେରିଆସିଲା  ଆଉ ଗାଁକୁ ଆସିବ! ପରେ ତାକୁ ଏକ ସାଙ୍ଗ  ମିଳିଗଲା ଜୟପ୍ରକାଶ!
  ଦିନେ ଏକ ଆଲକୋହଲ ପାର୍ଟିରେ ଜୟପ୍ରକାଶ ପଚାରିରା- ଦୋସ୍ତ   ! ତୁମ ଭିତରେ ନିଶ୍ଚୟ କିଛି ଦୁଃଖ ଅଛି!ତୁମକୁ କଷ୍ଠ  ହେଉଛି! ଚୂମେ ସେକଥା କହିଦିଅ! ଛାଚି ହାଲ୍ କା ହେଇଯିବାଖୁବ୍ ମଳିନ ହସଟିଏ ହସିଲା ରାହୁଲ୍ କହିଲା   କହିଲା- ମୋ ଛାତିରେ ତ  ପୁନମ୍ ଅଛି! ସେ ନ ମିଳିବ! ଯାଏ ମୁଁ ଶାନ୍ତି  ପାଇବି କିପରି ପୁନମ୍ ନାଁ ଶୁଣି ଚମକି ପଡ଼ିଲା ଜୟପ୍ରକାଶ! କହିଲା, ‘ଚୂମେ ଜୋଊ ପୁନମ୍ କଥା କଦୁଛ? ସେ ପ୍ରଶାନ୍ତର ସ୍ତ୍ରୀ  ପୁନମ୍ ନୁହେଁ ତାଜୟପ୍ରକାଶ ର କଥା ଶୁଣି ଆଶ୍ ଉଚ୍ଛଳ ହୋଇଉଠିଲା ରାହୁଲ୍ ର ସେ କହିଲା- ସେଇ ପୁନମ୍ ରେ ! ସେଇ ପୁନମ୍ ମୋର ରାଣୀ
      ବାସ୍ତବରେ  ଜୟପ୍ରକାଶ ଓ ପ୍ରଶାନ୍ତ ଦୁହେଁ ବନ୍ଧୁ!ସେଥିବାଗି ସେ ପୁନମ୍ କୁ ଚ୍ଚାଣିଥିଲା ଜୟପ୍ରକାଶ କହିଲା - ଯିଏ  ଆଉ କାହାର ହେଇ ସାଚିଛି ତାକୁ ଝୁରି ଲାଭ  ? ବରଂ ଭଲ ହେବ  ଚୂମେ ଆଉ କାହାକୁ ବାହା  ହେଇଯାଅ ଏକଥା ଶୁଣି ରାଗି ଗଲା ରାହୁଲ୍  କହିଲା- ପୁ ନମ୍ କେବଳ ମୋର ମୁଁ କେବଳ ଗୋଟିଏ  କଥ! ଚାହୁଁଛି ପ୍ରଶାନ୍ତ  ମରିଯାଓ  ମୁଁ ଚା କୁ ମାରି ଦେବି! ଆଉ ପ୍ରଶାନ୍ତକୁ ମାରିବା ପାଇଁ ଯିଏ ମୋତେ ସାହାଯ୍ୟ କରିବ ତାକୁ ଲକ୍ଷେ  ଟଂକା ଦେବୀ|  ପ୍ରକୀଶ ଥିଲା ଗୋଟେ ଦେବା ଲିଆ ବ୍ୟବସାୟୀ ଲକ୍ଷେ  ଟଂକା  କଥା ଶୁଣି ତା ଛାତି ଭିତର ତା ରୁନ୍ଧି  ହୋଇ ଗଲା  ସେ କହିଲା- ମୋଡେ ଯଦି ଲକ୍ଷେ  ଟଂକା ଦେବା   ତାହେଲେ ମୁଁ ପ୍ରଶାନ୍ତକୁ  ଚୂମ ପାଖକୁ ନେଇ ଆସିବି! କାରଣ ପ୍ରଶାନ୍ତ ମୋର ପୁରୁଣା ବନ୍ଧୁ ରାହୁଲ୍ କହିଲା  - ଦ୍ଦେବି! ଆହୁରି ଅଧିକ  ଦେବି
ସତ କୁସଚ ବନ୍ଧୁ ରୂ ଶତୃ ପାଲଟିଗଲା  ଜୟପ୍ରକାଶ |ଦିନେ ରାତିରେ ଫୋନ କରି ତାକୁ ଡକେଇ ପଠେଇଲୀ ଆଗରୁ ପ୍ରସୂତ ହୋଇ ହୋଇ ରହି ଥିଲେ ରାହୁଲ୍ ଓ  ତାର ଲୋକମାନେ! ସେମାନେ ପ୍ରଶାନ୍ତକୁ କାବ୍ରୁ କରିନେଲେ! କଣ ପାଇଁ କିଛି ଅଜଣା ଲୋକ ତାକୁ ମାରୁ ଛନ୍ତି ବୋଲି ଜାଣିବା  ଆଚାରୁ ପ୍ରଶାନ୍ତ  ପ୍ରାଣତ୍ୟାଗ   କରି ସାରିଥିଲା
ପୋଲିସ୍ ଗିରଫ କଲୀ ରାହୁଲ୍, ଜୟପ୍ରକାଶ ଓ ଅନ୍ୟମାନଙ୍କୁ! ଥାନା କୁ  ବି ଅଣାଗ ଲା ପୁନମ୍ କୁ! ମାତ୍ର ପୁନମ୍ ର ବ୍ୟବହାର ଥିଲା ଆଶାତୀଚ ଭାବରେ ସନ୍ଦିହାନ! ସ୍ୱାମୀକୁ ହରେଇ ଇଥିବାର ଦୁଃଖ ତାଭିତରେ ନ ଥିଲା ! ପୁଣି ସେ ବି ଏକଥା ସ୍ୱୀକାର କରିବାକୁ ମନା କରିଦେଲା ପେ, କେବେ ଦିନେ ରାହୁଲ୍  ତାକୁ ରେଦର୍ଜ ଦଉଥିଲା ଆଉ ତାକୁ ବାହାହେଇ ଘରସଂସାର କରିବାକୁ ଚା ହୁଁଥିଲା ଶେଷପର୍ଯ୍ଯନ୍ତ ପୋଲିସ୍ ଚୂଝିପାରି ନ ଥିଲା ପୁନମ୍ କୁ ! ତେବେ ଯିଏ ବି ଶୁଣିଲା ସେ କହିଲା ପେ, ପୁନମ୍ ର ରେଡ ରୋଜ  ଟି  ପରୋକ୍ଷରେ ପ୍ରଶାନ୍ତ ପାଇଁ ପାଲଟିଗ ଲା କଣ୍ଟା !

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...