Monday 22 May 2017

ଅମୀର ବାପ କେ ବିଗଡ଼େ ଔଲାଦ



ପୁଲ୍ ପାର୍ଟି!
ବିସ୍ମିତ  ହୋଇ ଅବନ୍ତିକା କୁ ପଚାରିଲା ଆଞ୍ଚଲ-କଣ ପୁଲ୍ ପାର୍ଟି ?’ ଅବନ୍ତିକା ତାନାକକୁ ଚିପିବେଇ କହିଲା- ଆରେ, ସେଇଟା ୟୌଙ୍ଗ ମାସ୍ ଙ୍କ ପାଇଁ ଗୋଟେ ସ୍ଵର୍ଗ ! ତୂ ଥରୁଟେ  ଗଲ୍ ନାନିଜେ ଜାଣି ଯିବୁନି ଆଞ୍ଚଲ ମନାକଲା! କହିଲା- ନା, ମୋର ସେଠିକୁ ଯିବାର ନାହିଁ ! ମୋ ବାବା ମାମା ଜାଣିଲେ ମୋତେ ମାରି ପଜେଇବେ!ଅବନ୍ତିକା କହିଲା- ଦ୍ଦେଖଆମେ ଆଉ କିଡ଼ସ  ହୋଇନାହାନ୍ତି ପେ ସବୁକଥାରେ  ବାବା ମାମାଙ୍କୁ ପଚାରିବା! ତାଛଡ଼ା ପାଟି ତ ଦିନରେ ହେଉଛି! ଆମେ ସ୍କୁ ଲ ରୁ ସେଠିକି ଚାଲିଯିବ!  ଆଉ  ସ୍କୁ ଲ ଛୁଟିବେଳକୁ ଘରକୁ ଫେରୀ ଆସିବା ତୂ ଜାଣି ଖୁସି ହେବୁ ଯେ, ପାଟିକୁ ଅରିବ୍ ମଧ ଆସୁଛି |
         ଅରିବ୍ ନାଁ ଶୁଣି ଆଞ୍ଚଲ ଟିକିଏ ନରମି ଗଲା ବାସ୍ତବିକ ତାମନରେ ଅରିବ୍ ପ୍ରତି ଦୁର୍ବଳତା ରହିଥିଲା ! ଅବନ୍ତିକା ଦିନେ ଏକ ମଲ୍ କୁ  ନେଇ ଅରିବ୍ ସହିତ ଭେଟେଇ ବେଇଥିଲା  ତାକୁସେମାନେ ସାଥ୍ ହୋଇ ଆଇସ୍କ୍ରିମ୍ ଖାଇଥିଲେ ! ସେହିଦିନ ସନ୍ଧ୍ୟା ରେ  ସେ ଫେସ୍ ବୁକ୍ ରେ  ଅରୀବ୍ଋ ପ୍ରେଣ୍ଠ  ରୀକଏଷ୍ଟ  ପାଇଥିଲା  ଆଉ ଆକସେପ୍ଟ  ମଧ କରିବେଇଥିଲା  ! ସେମାନେ ୟା  ମଧରେ ବହୁଥର ଚାଟିଂ ବି କରିସାରିଥିଲେ ! ତେଣୁ ଆଞ୍ଚଲ ଯେତେବେଳେ ଜାଣିଲା ଯେ ପୁଲ୍ ପାର୍ଟିକୁ ଅରିବ୍ ଆସୁଛି ସେ ଆଉ କିଛି ନ କହି ପାର୍ଟିକୁ ଯିବାପାଇଁ ରାଜି  ହୋଇଗଲା ଓ ଅବନ୍ତିକାକୁ ପାର୍ଟିର ଏଣ୍ଟ୍ରି  ଫିମଧ ଦେଇ ଦେଲା !ବାସ୍ତବିକ ଆଞ୍ଚଲର ପାର୍ଟି ଏନ୍ଜୟ କରିବା ଉଦ୍ଦେଶ୍ୟ ନ ଥିଲା ; ସେ ଭାବୁ ଥିଲା  ପାର୍ଟି ବାହା ନାରେ  ଅରିବ୍ ସହ ତ କିଛି ସମୟ ବିତେଇ  ପାରିବା
ଉଭୟ ଅବନ୍ତିକା ଓ ଆଞ୍ଚଲ ବାନ୍ଧବୀ ଥିଲେ ସେମାନେ ମିରଟ୍ ର ଶାସ୍ତ୍ରୀ ନଗର ସ୍ତିତ ବ୍ଲକ -ଡି ରେ   ରହୂଥିଲେ ଓ ମିରଟ୍ ପବ  ଲିକ  ସ୍କଲ୍ ର ନବମ ଶ୍ରେଣୀରେ ପାଠ ପଧୁ ପଢୁ ଥିଲେ ଆଞ୍ଚଲ ର ବାପ! ମିଷ୍ଟ୍ରର ବିନ୍ଦଲ୍ ଥିଲେ  ଜଣେ କଷ୍ଟ୍ ମ୍ ଅଫିସର! ତାର ମାଥିଲେ  ଊଚ୍ଚଶିଷିତା ଓ ସୁଗୃହିଣୀ ! ସେ ମିଷ୍ଟ୍ରର ଏବଂ ମିଷ୍ଟ୍ରେସ୍ସ୍ ବିଦଲଙ୍କ  ଥିଲା ଗୋଟିଏ ବୋଲି ଝିଅ ! ଅବନ୍ତୀକା ର ବାପାମାଥିଲେ  ତାଙ୍କର ପଡ଼ୋଶୀ ! ସେଥିଲାଗି ଅବନ୍ତୀକା ର ଆଞ୍ଚଲ ନିକଟକୁ ଥିଲା  ଅବାଧ ପ୍ରବେଶ |

୨୦୧୫ ମସିହା ଜୁନ୍ ୮ ତାରିଖା ଆଞ୍ଚଲ ଅବନ୍ତୀକା ସହିତ ଯାଇ ପହଁଚିଲା  ବାଇପାସ୍ ର ଏକ ରିସର୍ଟରେ  ଯେଉଁଠି ଆୟୋଜିତ ହୋଇଥିଲା  ପୁଲ୍ପାର୍ଟିଭିତରକୁ ପଶୁପଶୁ ନର୍ଭସ ହୋଇଗଲା ଆଞ୍ଚଲl ସେଠାରେ କେବଳ ତାରି ବୟସର ଯୁବକଯୁବତା ଥିଲେ  ଯେଉଁମାନେ ଅର୍ଧ ନଗ୍ନ ହୋଇ ବୁଲୁଥିଲେ ! କିଏ ସିଗାରେଟ୍ ଟାଣୁଥିଲା  ତ କିଏ ବିୟର କେନ୍ ଧରି ପିଊଥିଲା  ପୁଅଝିଅମାନେ ପୋଡି଼ପୋଡ଼ି ହୋଇ ବସିଥିଲେ ! ପୁଅମାନେ ଝିଅମାନଙ୍କ କୋଳରେ ଶୋଇଥିଲେ ଝିଅମାନେ ସେମାନଙ୍କ ଲମ୍ବା   କେଶରେ ପୁଅମାନଙ୍କ ମୁହଁକୁ ଲୁଚେଇଦେଇ ଥିଲେ | ପ୍ରାୟ ଉଲଗ୍ନ ଅବସ୍ଥାରେ ସୁଇମି ପୁଲ ଭିତରେ ପଶି ପୁଅଝିଅମାନେ ପରସ୍ପର କୁ ଚୁସନ ଦ୍ଦେଉଥିଲେ ଓ ଆପଭିଜନକ କାର୍ଯ୍ୟରେ ଲିପ୍ତ ରହିଥିଲେ !
         ଏସବୁ ଦେଖ୍ ଆଞ୍ଚଲ ବୋକା ପାଲଟି ଗଲା  ଓ ଅବନ୍ତୀକା କୁ ବଲବଲ କରି ଗହିଁଲା  ଅବନ୍ତିକା ଆଖି  ମିଟିକା ମାରି କହିଲା- ଆରେ ଇଏତ ଟ୍ରେଲର୍! ପାର୍ଟି ଆରମ୍ଭ ହୋଇଯାଇ ଦେ ଖୀ ବୁ କଣ ସବୁ ହେବଆଞ୍ଚଲ ପଗରିଲା - ଏତେ ତ ହେଉଛି! ପୁଣି ଆଉ କଣ ହେବ?’ଅବନ୍ତିକା! ତାପାଖକୁ ଘୁଂଚି  ଆସିଲା ଓ କହିଲା- ଦେଖ, , ଏବେ ପ୍ରଣବ ଓ ଅରୀ ବ୍ ଆସି ପହଞ୍ ଯିବେ! ମୁଁ ପ୍ରଣବ ସହିତ ଗଲିଯିବି ଆଉ ତୂ ଯିବୁ ଅରୀବ୍ ସହିତ! ତାପରେ ଆମେ କିଛି କରିବାନି! ଯାହା ପ୍ରଣବ ଆଉ ଅରୀବ୍ ହିଁ କରିବେ ! କେବଳ ଆମେ ନୂହ ନ୍ତି; ଏଠିଥିବା  ସବୁ ପୁଅମାନେ ଝିଅମାନଙ୍କ ସହିତ ପେହି କାମ ହିଁ କରିବେ ଅବନ୍ତିକା କଥା ଶୁଣି ଆଞ୍ଚଲର ଆଖି  ଟେଳାଟେଳା ହୋଇଗଲା ! ଭୟ ରେ  ତାଛାତିର ନିଃଶ୍ବାସ ବନ୍ଦ ହୋଇଗଲା ସେ କହିଲ!- ମୋର ପାର୍ଟି ଢେର ହେଇଗଲା ! ମୁଁ ଏଇଠୁ ଘରକୁ ଫେରିଯାଉଛି !ଅବନ୍ତିକା ଖୁବ୍ ବୁଝେଇଲ! ! ହେଲେ ଜିଦ  କରି ସେଇଠୁ ଫେରିଆସିଲା ଆଞ୍ଚଲ  ଘରେ ପହଂଚି ନିଃଶ୍ବାସ ଛାଡ଼ିଲା! କହିଲା- ଯାହେଉ ମୁଁ ଫେରିଆସିଲି! ନ ହେଲେ ଆଜି ମୋର ସର୍ବନାଶ ହୋଇଯାଇଥାନ୍ତା  !ଏହି ଘଟଣା ପରେ ଅରୀବ୍ ପ୍ରତି ତାର ମନୋଭାବ ବଦଳିଗଲା |ଅରୀବ୍ ଅସଲ ଚେହେରା କଣ ସେକଥା ବୁଝିବାକୁ ତାର ଆର ବାକି ରହିଲା ନାହିଁ! ସେ କବିଲା, ଅରୀବ୍ ସହ ନିକଟତର ହୋଇ ସେ ଏକ ମସ୍ତ ବଡ଼ ଭୂଲ କରିଛି! ସେ ଗୋଟେ ବାଜେପିଲା! କେବଳ ତାର ଦେହ ଉପରେ ହିଁ ଅରୀବ୍ ନଜର! ସେ ତାକୁ ତୁରନ୍ତ ତାଫ୍ରେଣ୍ଡ ଲିଷ୍ଟ  ରୁ  ହଟେଇ ଦବ! ସେ ତାହ! ହିଁ କଲା! ତୁରନ୍ତ ଫେସ୍ ବୁ କ୍ ଖୋଲି ଅରୀବ୍ କୁ  ଅନଫ୍ରେଣ୍ଡ   କରିବେଲା
ଆଞ୍ଚଲ ତାବାପାମାଙ୍କର  ଥିଲା  ଏକମାତ୍ର ସନ୍ତାନ  ସେ ଖୁବ୍ ଭଲ ପତୁଥିଲା ! ! ଦେଖ୍ ବାକୁ ଥିଲା  ସୁନ୍ଦରୀ ! ମିଷ୍ଠର ଏବଂ ମିଷ୍ଟ୍ରେସ୍ ବିନ୍ଦଲ୍ ତାଳୁ ଖୁଦ୍ ଭଲପାଉଥିଲେ  ସେମାନେ ତାକୁ ସବୁପ୍ରକାର ସ୍ୱାଧୀନତା ଦ୍ଦେଇଥିଲେ ! ତାକୁ ଏକ  ସ୍କୁଟି କିଣିଦ୍ଦେଇଥିଲେ  ଯେପରି ସେ ସୁରୁ ଖୁରୁରେ ଘରୁ ସ୍କୁଲ୍ ରୁ ଯାଇପାରିବ ଆଉ ସ୍କୁଲ୍ ରୁ ଘରକୁ ଫେରିପାରିବ! ଆଞ୍ଚଳ ମଧ ସେମାନଙ୍କ ମୁଣ୍ଡ ତଳକୁ ହୋଇଯିବ! ଭଳି କୌଣସି କାମ କରି ନ ଥିଲା  ସେ ଶାନ୍ତ, ନମ୍ବ ଓ ସୁଧାର ଥିଲା ! ଶ୍ରେଣୀକଷରେ ତାର ସୁନାମ ଥିଲା ! ! ସବୁ ଏକ୍ଜାମ୍ ରେ    ସେ ଭଲ ମାର୍କ ମଧ ଆଣୁଥିଲା
୨୦୧୫ ଜୁଲାଇ ୨୭ ତାରିଖ!
ମିରଟ୍ ପବ୍ଲିକ   ସ୍କୁଲରୁ  ମିଷ୍ଠର ବିନ୍ଦଲ୍ ଙ୍କ ନି କଟକୁ ଏକ ଫୋନ୍ କଲ୍ ଆସିଲା ଯାହା ତାଙ୍କୁ ବିବାକ୍ ବିସ୍ମୟ  କରିଦେଲା! ସୁଲ୍ କର୍ତ୍ତୃ  ପଷ କହିଲେ- ମିଷ୍ଠର ବିନ୍ଦଲ୍! ଆପଣ ଆପଣଙ୍କ ଝିଅ ଆଞ୍ଚଲ ପ୍ରତି ଦୃଷି ରଖିବା   ଆବଶ୍ୟକ! ସେ ଆଉ ଆଗଭଳି ସ୍ତୁଲ୍ କୁ  ଆସୁନାହିଁ! କ୍ଲାସ   ଆଟେଣ୍ଡ କରୁନାହିଁ  |ଆଜି ସେ କାହାରିକୁ କିଛି ନ କହି କିଛି ଯୁବକଙ୍କ ସହିତ ସ୍କୁଲ ଛାଡ଼ି ଚାଲିଯାଇଛି ବିଶ୍ଵାସ କରିପାରୁ ନ ଥିଲେ  ବି ମିଷ୍ଠର ବିନ୍ଦଲ୍ ଏକଥା ମିଷ୍ଟ୍ରେସ୍ ବିନ୍ଦଲ୍ ଙ୍କୁ  କହିଲେ! ଏକଥା ଶୁଣି ମିଷ୍ଟ୍ରେସ୍ ବିନ୍ଦଲ୍ ଙ୍କ ମୁଣ୍ଡ ମଧ ଗୋଳମାଳ ହୋଇଗଲା ! ପେ ତୂରନ୍ତ ଆଞ୍ଚଲ୍କୂ ଫୋନ୍ କଲେ! ସେ ଭା ବିଥିଲେ ହୁଏତ ଆଞ୍ଚଲର ଫୋନ୍  ସ୍ବିତ୍ଚ ଅଫ୍ ଥିବ,  ସ୍ବିତ୍ଚ ଅଫ୍ ନ  ଥିଲେ ବି ସେଫୋନ୍ ଉଠାଇବ ନାହିଁ! କିନ୍ତୁ ଆଞ୍ଚଲ ତାଙ୍କ କଲ୍ ରିସିର୍ କଲା | କ୍ରୋଧରେ ଜକୁଥିଲେ  ମିଷ୍ଟେସ୍ ବିନ୍ଦଲ ଆଞ୍ଚଲକୁ କହିଲେ- ସେ ଯେତେଶୀଘ୍ର ସମ୍ଭବ ଘରେ ଆସି ପହଂଚିବା ଦରକାର! ସେ ଏକଥା ଜାଣନ୍ତି  ଯେ ଆଞ୍ଚଲ୍ କ୍ଲାସ ରେ  ନାହିଁ! କିଛି ଯୁବକଙ୍କ ସହିତ ବାହାରକୁ ଯାଇଛି! ଏତିକି କହି ଫୋନ୍ କାଟିଦ୍ଦେଲେ ମିଷ୍ଟେସ୍  ବିନ୍ଦଲ ପ୍ରାୟ ଘଣ୍ଟାଏ ପରେ ଘରକୁ ଫେରିଲା ଆଞ୍ଚଲ | ତାକୁ ଜେରା  କରିବା ଆରମ୍ଭ କରିଦେଲେ ମିଷ୍ଟେସ୍ ବିନ୍ଦଲ! ! ଆଞ୍ଚଲ କାଦିକାଦି କହିଲା- ମୁଁ ଠିକ୍ ଭାବେ  ପଢ଼ିପାରୁନାହିଁ! ମୁଁ ଯେଉଁମାନକ° ସହ ବାହାରକୁ ଯାଇ ଥିଲି  ସେମାନେ  ସମସ୍ତେ   ମୋର ବନ୍ଧୁ !ଆଉ କଣ ସବୁ ପଗରିବାକୁ ଯାଉଥିଲେ  ମିଷ୍ଟ୍ରେସ୍ ବିନ୍ଦଲ୍! ହେଲେ ତାଙ୍କୁ ରୋକିଦ୍ଦେଲେ ମି ଷ୍ଟର   ବିନ୍ଦଲ୍!
ଆଞ୍ଚଲ୍ କୁ  ତାରୁମ୍ କୁ  ପଠେଇଦେଲେ ଓ କହିଲେ- ଆଞ୍ଚଲ ଏବେ ବଡ଼ ହୋଇଗଲାଣି! ଆମକୁ ସତର୍କ ରହିବାକୁ ପଡ଼ିବା ଏହାପରେ ଆଞ୍ଚଲକୁ କଢ଼ା ନଜରରେ ରଖିଲେ ସେମାନେ! ଆଞ୍ଚଲ ମଧ ପାଠରେ ମନଦେଲା! ସେ ଡେରି ରାତିଯାଏ ପଢ଼ିଲା! ପୁଣି ସକାଳେ ଉଠି ପଢ଼ିଲା! ଠିକ୍ ସମୟରେ  ସ୍କୁଲ୍ କୁ ଗଲା  ଠିକ୍ ସମୟରେ ସ୍କୁଲ୍ ରୁ ଫେରିଲା! ବିନ୍ଦଲ୍ ଦମ୍ପତି ତାବିଲେ- ଯାହେଊ ଆଞ୍ଚଲ ଠିକ୍ ବାଟକୁ ଫେରିଆସିଲା! ଏବେ ସବୁ ଠିକଠାକ ହୋଇଯିବା ମାତ୍ର ସେମାନଙ୍କ ଭାବନା ସମୂର୍ଣ୍ଣ ଭୁଲ୍ ବୋଲି ପ୍ରମାଣିତ ହୋଇଗଲା ଯେତେବେଳେ ସେମାନେ ସ୍କୁଲ ରୁ ରିପୋର୍ଟ ପାଇଲୋ ସବୁ ସବ୍ ଜେକ୍ଟରେ ତାର ଦୁର୍ବଳ ମାର୍କ ରହିଥିଲା  ଏହା  ଚିନ୍ତା ରେ ପକେଇଦେଲା ବିଦଲ ଦମ୍ପତିଙ୍କୁ! ସେମାନେ ଭାବିଲେ, ସେମାନେ ତ ଆଉ ଆଞ୍ଚଲକୁ ମୋବାଇଲ୍ ଦେଇନାହାଢ଼ି! ଗାଡ଼ି ଦେଇନାହାଜି! ସେ ତ ସବୁବେଳେ ପାଠପତୁଛି! ପୁଣି ମାର୍କ କଣ ପାଇଁ କମ୍ ରହୁ ଛି!
      ମି ଷ୍ଟ ର  ବିନ୍ଦଲ୍ ମିଷ୍ଟେସ୍ ବିନ୍ଦଲ ଫୋନ୍ ରେକର୍ଡ଼ ଚେକ୍ କଲେ! ଜଣାପଡ଼ିଲା- ପ୍ରତ୍ୟେକ ଦିନ ବିଳମ୍ବିତ  ରାତି ପର୍ୟନ୍ତକୁ ପୁଣି ତାପରଦିନ ସକାଳେ କାହାସହିତ ଗଟିଂ କରୁଛି ଆଞ୍ଚଲ |ଏଥର ସବୁକଥା ସ୍ପଷ୍ଟ  ହୋଇଗଲା! ମିଷ୍ଟ୍ରେସ୍ ବିନ୍ଦଲ୍ ଭାବିଲେ- ଅବାଟକୁ ପାଇସାରିଛି ଆଞ୍ଚଲା ତାକୁ ଶାସନ କରିବାକୁ ହେବାସେ ଆଞ୍ଚଲ୍ ଗାଲରେ ଦୁଇଟା ଶକ୍ତ ଚଟକଣା ଲଗେଇଦେଲେ! ଆଞ୍ଚଲ ଭୋ ଭୋ  ରଡ଼ିକରି କାନ୍ଦି ଉଠିଲୀ କହିଲା-ମୁଁ ଆଉ ବାଟକୁ ଫେରିପାରିବିନି! ସେମାନେ ମୋତେ ବାଟକୁ ଫେରିବା ପାଇଁ ଦେବେନାହିଁ ମିଷ୍ଟ୍ରେସ୍ ବିନ୍ଦଲ୍ ଝିଅର କଥା ଶୁଣି ତାଜୁବ୍ ହୋଇଗଲେ! ସେ ତାକୁ ଆଶ୍ବାସନା ଦେଲେ! ସାନ୍ତନା ପାଇବା ପରେ ସବୁ ସତକଥା କହିଲା ଆଞ୍ଚଲା ସେଦିନ ଅବନ୍ତୀକା ଜରିଆରେ ତାକୁ ପୁଲ୍ ପାଚିକୁ ଡକାଇଥିଲା  ଅରୀବ୍ ଉଦ୍ଦେଶ୍ୟ ଥିଲା  ଆଞ୍ଚଲ୍ ର ଦେହକୁ ଭୋଗ କରିବ!! ବାସ୍ତବରେ ପ୍ରଥମରୁ ଗୋଟେ ବଦମାସ୍ ପିଲ! ଥିଲା  ଅରୀବ୍!
   ତାବାପ! ଥିଲେ  କଣେ ଆଞ୍ଚଳିକ ରାଜନେତା! ଖୁବ୍ କମ୍ ବୟସରୁ ସେ ନାରୀ  ଓ ନିଶ! ଅଭ୍ୟାସରେ ପଡ଼ିଯାଇଥିଲା  ସେ ସବୁବେଳେ ନୂଆନୂଆ ଝିଅ ଗହୁଁଥିଲା  ! ସେଥ୍ ପାଇଁ ସେ କିଛି ବି କରିପାରୁ ଥିଲା  ! ମାତ୍ର ଆଞ୍ଚଲ୍ ସେମିତିକା ମିଜାକ୍ ର ଝିଅ ନ ଥିଲା ! ସେଥିଲା ଗି ସେ ସେଦିନ ପୁଲ୍ ପାର୍ଟି ଛାଡ଼ି ଘରକୁ ଫେରିଆସିଥିଲା ! ଫଳରେ ଅରୀବ୍ ର ସବୁ ଯୋଜନ! ପଣ୍ଡ ହୋଇଯାଇଥିଲା  ସେ କୌଣସି ବି ଅର୍ଥ ବିନିମୟରେ ଆଞ୍ଚଲତ୍କ ଉପଭୋଗ କରିବାକୁ ଗହୁଁଥିଲା ! ପରେ ଆଞ୍ଚଲ୍ ତ୍କ ତାପଞ୍ଚାକୁ ନେବ! ପାଇଁ ଯେତେ ଉଦ୍ୟମ କରିଥିଲେ  ବି ସେଥିରେ  ସେ ସଫଳ ହୋଇ ନ ଥିଲା ! ସେଠି ଲାଗି  ସେ ଏକ ଯୋଜନା ବନେଇଲା! ତାର ଥିଲେ  ତିନିଜଣ ସାଙ୍ଗକୁ - ଶଶାଙ୍କ, ଶୁଭମ୍ ଏବଂ ସିଦ୍ଧାର୍ଥ |ସେ ସେମାନଂକୁ ଆଞ୍ଚଲ୍ ସହିତ ଫ୍ରେଣ୍ଡଶୀପ ବଢେଇବା ପାଇଁ ତଥା ସେମାନଂକ ଟ୍ରାପ କୁ ଆଣିବାକୁ କହିଲା |ସେ ଏକଥା ବି କହିଲା ଯେ ଆଞ୍ଚଲ୍  ଠାରେ ସେମାନଂକ ଟ୍ରାପ କୁ ଆସିଗଲେ ସେମାନେ ସମସ୍ତେ ମିଶି ତାକୁ ଉପଭୋଗ କରିବେ

ଆଞ୍ଚଲ୍ ସହ ଫ୍ରେଣ୍ଡ ଶୀପ ବଢେଇବା ରେ  ଶଶାଙ୍କ, ଶୁଭମ୍ ସଫଳ ହେଲେ ନାହିଁ ,ହେଲେ ସିଦ୍ଧାର୍ଥ ସଫଳ  ହୋଇଗଲା! କାରଣ ଅବନ୍ତିକାର ପ୍ରେଣ୍ଡ ଥିଲା  ସିଦ୍ଧାର୍ଥ! ଆଞ୍ଚଲ୍ ବି ସିଦ୍ଧାର୍ଥକୁ ବିଶ୍ଵାସ କରିବାରେ ଲାଗିଲା! ଦିନେ ଆଞ୍ଚଲ୍ କୁ  ଏକ ଲଙ୍ଗ  ଜର୍ଣ୍ଣି ରେ ଯିବ! ପାଇଁ ପ୍ରସ୍ଥାବ ଦେଲା ସିଦ୍ଧାର୍ଥୀ ସେମାନଙ୍କ ସାଥିରେ ଅବନ୍ତିକାବି ଥିଲା  ! ଆଞ୍ଚଲ ସିଦ୍ଧାର୍ଥକୁ ବିଶ୍ବାସ କରୁଥିବା ରୁ  ପୁଣି ସାଥିରେ ଅବନ୍ତିକା ଥିବା ରୁ  ଜର୍ଣ୍ଣି ରେ ଯିବା ପାଇଁ ରାଜି  ହୋଇଗଲା ସେ ! ବାଟରେ ଅବନ୍ତୀକା ସମେତ ଅନ୍ୟମାନେ ସିଗାରେଟ୍ ଟାଣିଲେ ଓ ତାକୁ ବି ଟଣେଇଦେଳୋ ପୁଣି ସମସ୍ତେ ମିଶି କୋଲ୍ମ ଡ୍ରିଙ୍କ  ପିଇଲେ! ଏହା ପରେ କଣ ହେଲା ଆଞ୍ଚଲ ଢାଣେନାହିଁ ! ସେ ଆଖି  ଖୋଲିବ! ବେଳକୁ ଗୋଟିଏ ଖଟ ଊପର ପଡ଼ିଥିଲା ! ତାଦେହରେ ଖଣ୍ଡେ ବୋଲି କପଡ଼ା ନ ଥିଲା  ! ସେହି ଘର ଭିତରେ ବସି ତାକୁ ଅନେଇ ହସୁଥିଲେ  ଅରୀବ୍ଶଶାଙ୍କ, ଶୁଭମ, ସିଦ୍ଧାର୍ଥ ଏବଂ ଅରୀବ୍ ର ଆଉଜଣେ ସାଙ୍ଗକୁ  ଶକିଦ୍!
ଆଞ୍ଚଲ ବୁଝିଗଲା ଯେ ତାର କୁମାରୀତ୍ଵ ଲୁଣ୍ଠନ ହୋଇଯାଇଛି! ସେ ଗଣ ବଳାତ୍କାର ର ର ଶିକାର ହୋଇଛି! ସେ କିଛି ସମୟ କାନ୍ଦି ଲା ଓ ପରେ ରାଗି କହିଲା- ସେ କାହାରିକୁ ଛାଡ଼ିବନି! ପୋଲିସରେ ରିପୋର୍ଟ କରିବା ସମସ୍ତଙ୍କୁ ଙ୍କୁ ଜେଲ୍ କୁ ପଠେଇଦେବା ! ଅରୀବ୍ କହିଲା  ସେମିତି କଲେ ସେମାନେ ଯେଉଁ  ଭିଡିଓ ଶୁଟିଂ କରିଛନ୍ତି  ତାକୁ ଅନଲାଇନରେ ଲୋଡ଼ କରିଦେବେ  ତାବାପାମାଙ୍କର  ମାନ ସଂମାନ,  ଇଜ୍ଜତ   ମାଟିରେ ମିଶିଯିବା ବରଂ ଭଲ ହେବ ସେ ଏବେ ସମସ୍ତଙ୍କ ପାଇଁ ଉପଭୋଗର ସାମଗ୍ରୀ ହୋଇ ରହୁ !
 ଆଞ୍ଚଲନିକଟରେ ଆଉ କିଛି ବିକଳ୍ପ  ନ ଥିଲା ସେ ପୁରା ପୁରୀ ଭାଙ୍ଗି ପଡିଥିଲା  ପ୍ରତ୍ୟେକ ରାତିରେ ସମପ୍ରେ ତାସହିତ ଗଟିଂକରୁଥିଲେ  ଓ ପ୍ରତ୍ୟେକ ଦିନ ସେ ବ୍ଲାକ ମେଲ ର ଶିକାର ହୋଇ ସମସ୍ତଙ୍କର    ଶାରୀରିକ ଷୁଧା ମେଣ୍ଟା ଉଥିଲା ଝିଅଠୁ ଏକଥା ଜାଣିବ! ପରେ ଭାଙ୍ଗି  ପଡ଼ିଲେ ବିନ୍ଦଲ୍ ଦମ୍ପତି! ଅବଶ୍ୟ ପରେ ସେମାନେ ପୋଲିସର ଆଶ୍ରୟ ନେଇ ଅପରାଧୀ ମାନଙ୍କୁ ଦଣ୍ଡିତ  କରିଥିଲେ

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...