Thursday 11 May 2017

ଷଡ଼ଯନ୍ତ୍ରର ଶିକାର





ଭୁଲିଯିବା ଆଉ ଭୁଲିଯିବାର ଛଳନା କରିବା-ଦୁଇଟାଯାକ ସମାନ କଥା ନୁହେଁ! ସୁଦେବୀ ବର୍ଷବର୍ଷ ଧରି ଏହି ଦୁଇଟି ସମୀକରଣ ଭିତରେ ଘାଶ୍ଚି ଗୋଳେଇ ହେଉଥିଲା ! ୟାମଧରେ ବାରବର୍ଷ ଚିତି ଯାଇଥିଲା ସୁଦେବୀ ଗୋଲ୍ଡି ଓ ନିଖି ଲ୍ ଙ୍କ ମାହେଇସାରିଥିଲା ଏହା ସତ୍ୱେ  ପେ ସର୍ବେଶକୁ  ଭୁଲି ପାରୁନଥିଲା କେବଳ ଭୁଲିଯିବା ର ଛଳନା ହିଁ କରୁଥିଲା
ସୁଦେବୀ ଏବଂ ସର୍ବେଶଙ୍କ ମଧରେ ସମର୍କ ଖୁବ୍ ଆକମ୍ବିକ ଭବରେ ଆରମ୍ଭ ହୋଇଥିଲା ସୁଦେବୀର ବଡ଼ଭଉଣା ଶାମାଦୁଲାରୀର ବିଭାଘର ହୋଇଥିଲା  କାନପୁରର ମହାରାଜା ପୁର ଥାନା ଅନ୍ତର୍ଗତ ଜାନାଗ୍ରାମର ଗାଙ୍ଗୁ ନିଶାଦ ସହିତ! ଗାଙ୍ଗୁ ର ବଡ଼ଭାଇ ପୁଅ ହେଉଛି ସର୍ବେଶ!
ବୟସରେ ପ୍ରାୟ ପାଖାପାଖି ଥିଲେ ସୁଦେବୀ ଏବଂ ସର୍ବେଶ ହେଲେ ସେମାନେ ସମର୍କରେ  ଥିଲେ ମାଉସୀ-ପୁତୁରା   ସୁଦେବୀ ନିୟମିତ ବଡ଼ ଭଉଣୀ  ଘରକୁ ଯାଊଥିଲା ଆଉ ସେଠାରେ ସପ୍ତାହେ ଦୁଇସପାହ ବିତାଉଥିଲା ସୁ ଦେବାର ସେଇଠି ନିୟମିତ ସାକ୍ଷାତ୍ ହେଉଥିଲା  ସର୍ବେଶ ସହିତ! ସୁ ଢେବା ଏବଂ ସର୍ବେଶ ସେତେବେଳେ ସେହି ବୟସରେ ଥିଲେଯେଉଁ ବୟସରେ ଯାବତୀୟ ଆଶ୍ଚର୍ଯ୍ୟଜନକ ଘଟଣା ଘଟେ! ମନ ଆକାଶରେ ଉଡ଼େ! ବିନା ମେଘରେ ବି ଛାଚି ତଳ ତିନ୍ତି ଯାଏ! ଯଦି ସାଧାରଣ ଭାବରେ ପୁଅଟିଏ ଝିଅଟିଏକୁ ଚାହେଁ ତ ଝିଅଟିର ଛାତିତଳେ ପୁଲକର ଘୂଶ୍ଚିବାତ୍ୟା ଆରମ୍ଭ ହୋଇଯାଏ! ସେ ଭାବେ ହୁଏତ ପୁଅଟି ତା ପ୍ରତି ଆକର୍ଷିତ ହୋଇପଡ଼ିଛି! ଅନୁରୁପ ଭାବରେ ଯଦି କଥ! ହେଉ ହେଉ  ଝିଅଟି ଲାଜେରଯାଏ ତାହେଲେ ପୁଅର ମନରେ ଶିହରଣର ସୁନାମି ଉଠେ! ସେ ଭାବେ, ହୁଏତ ଝିଅଟି ତାପ୍ରେମରେ ପଡ଼ିଯାଇଛି! ଏମିତି ଭାବରେ କିମିଅଁ! କରେ ବୟସ! ଆଉ ଉଭୟ ସୁଦେବୀ ଏବଂ ସର୍ବେଶ ସେମିତି ଏକ ବୟସରେ ପହଞ୍ଚଥିଲେ  ବୟସ ବି ସେମାନଙ୍କ ପ୍ରତି କୌଣସି ଅବିଚାର କରିନଥିଲା ! ଉଭୟଙ୍କ ଅଜାଣତରେ ଉଭୟେ ପରସ୍ପର  ପ୍ରତି ଆକର୍ଷିତ ହୋଇଉଠିଥିଲେ!


ଦିନେ ବାରଣ୍ଡାରେ ବସି ସୁଦେବୀ ବାସନ ମାକୁ ଥିଲା  ଘରେ କେହି ନ ଥିଲେ ସେଠାରେ ଅକସ୍ୱାତ୍ ଆସିପହଂଚି  ଯାଇଥିଲା  ସର୍ବେଶା ସର୍ବେଶକୁ  ଥରେ ଗହିଁଦେର ଆଖି ପତା ତଳକୁ କରିଦ୍ଦେଇଥିଲା  ସୁଦେବୀ! ତାଓଠରେ ମାଖି ହେରଯାରଥିଲା  ଧାରେ ଲାଜ ମିଶା ହସ! ବଢ଼ି ଯାରଥିଲା  ସର୍ବେଶର ହାର୍ଟବିଟ୍! ସେ ଗୋଟେ ଚେୟାରକୁ  ଟାଣିଆଣି ସୁଦେବୀ ପାଖରେ ବସିପଡ଼ିଲା ଓ ଫିସ୍ ଫିସ୍ ହେଇ କହିଲା- ମାଉସୀ! ମୋତେ ଏମିତି ଚାହଁନିପିକ୍! ନ ହେଲେ କିଛି ବି ଘଟିଯାରପାରେ " ଏଥର ଖୋଲାଖୋଲା ଭାବରେ ହସିବେଲା ସୁଦେବୀ! ସର୍ବେଶର ଆଖି ରେ ଆଖି ମିଶେଇ କହିଲା- ତାହେରେ ତ ଭଲହେବ! ଅନ୍ତତଃ ମୁଁ ତ ଜାଣିବି ଯେ, ଣ ସବୁ ଘଟିବଆରେ ମାଊସୀ! ସେମିତି କୁ ହନି! ହୁଏତ ଝଡ଼ ମାଡ଼ି ଆସିପାରେ!ସର୍ବେଶ କହିଲା 6ହ8- ତୁମେ ଖାଲି ଝଡ଼ ଆସିବ, ଝଡ଼ ଆସିବ ଗୋଲି କହୁ ଛ! କିନ୍ତୁ ଖୋଲିକି କବୁନ, କେଉଁ ଝଡ଼ ଆସିବା ଆର କିପରି ଭାବରେ ଆସିବ !’ - ସୁଦେବୀ ନ ଢାଣିଥିବା ର ଅଭିନୟ କଲା ସର୍ବେଶ ଏଣିକିତେଣିକି ସତର୍କ ଦୃଷ୍ଟି ରେ ଗହିଁଲା! ଘରେ କେହି ବି ନ ଥିଲେ  ସେ ସୁଦେବୀ ପାଖକୁ ଘୁମ୍ପୂ ଆସି କହିଲା- ମାରସାମୁଁ ତୁମକୁ  ଆଲିଇଂନ କରିବାକୁ ଗହେଁ!ସୁଦେବୀ ଠିଆହେଇ ପଡ଼ିଲା ଆଉ ଖି ଲିଖି ଲି ହେଇ ହସିଉଠି କହିଲା- ଆରେ କେହି କଣ ମାଉସା କି
ଆଲିଇଂନ କରେ! ବୋକା ସର୍ବେଶ କହିଲା- ମୁଁ ସତରେ ତୁମକୁ  ଆଲିଙ୍ଗନ କରିବାକୁ ଚାହେଁ!ସୁ ଦେବା ନିଜର ଓଦା ହାଚକୁ  ପୋଛୁପୋଛୁ କହିଲା- ହେ ତୁମେ କିଛି କରିପାରିବନି ! ମୁଁ ଜାଣେ, ଗରଜିଲା ମେଘ ବରଷେ ନାହିଁ
ବାସ୍, ଏତିକି ଯଥେଷ୍ଠ- ଥିଲା  ସର୍ବେଶକୁ  ଆଗକୁ ଆଗେଇବା ପାଇଁ ! ସେ ଯାଇ ନିଜର ଦୃଢ  ଆଲିଇଂନରେ ବାହିନେଲା ସୁଦେବୀ କୁ ! ସୁଦେବୀ ତାହ! ହିଁ ଚାହୁଁଥିଲା ! ବୟସର ଅତ୍ୟାଚାର ତାକୁ ଦିନରାତି ଅତିଷ୍ଠ କରୁଥିଲା !
ଘରେ କେହି ନ ଥିଲେ! ଉଭୟେ ଏଭଳି ଏକ ସୁଯୋଗକୁ ଅପେକ୍ଷା କରି ରହିଥିଲେ! ସର୍ବେଶର ବାବୁବଳୟ ଭିତରେ ନିଜକୁ ବେଶ୍ ସୁରକ୍ଷିତ ମଣୁଥିଲା  ସୁଦେବୀ! ତାକୁ ଯେମିତି ବର୍ଷବର୍ଷର ସୁଖ ମୁହୂର୍ତକ ରେ ମିଳିଯାଇଥିଲା ! ସେ ସର୍ବେଶର କାନପାଖରେ ଫିସ୍ ଫିସ୍ ହେଇ କହିଥିଲା - ତୁ ଗୋଟେ ଡରୁଆ! ଏତେ ଦିନପରେ ତୁ ମେ! ଆଖି ର ଇସାରା ବୁଝିଲୁ !ସର୍ବେଶ କହିଲା- ମୁଁ ତ ପ୍ରସୁ ତ ହେଇ ରହିଥିଲି ! ହେଲେ ତୁ ମୋତେ କୋଉ ସୁଯୋଗ ଦଉଥିଲୁ ! ସବୁବେଳେ ତ ଲୋକଙ୍କ ଭିଡ଼ରେ ରହୂଥଲୁ ସୁଦେବୀ କହିଲା- ମୁଁ ଏବେ ରୋଟାପଣେ ତୋର! ତୋତେ ଛାଡ଼ି ମୁଁ କେଉଁଆଢ଼େ ଯିବିନି " ସର୍ବେଶ କହିଲା- ତୁ ଆଜିଠୁ କେବଳ ମୋର ସୁଦେବୀ! ଦରକାର ପଡ଼ିଲେ ଡୋ ପାଇଁ ମୁଁ ଜୀବନ ନେଇଯିବି ୟି ଆର ଜୀବନ ଚି ବେଇଦେବି

ସୁଦେବୀ ଏବଂ ସର୍ବେଶ ଯେତେବେଳେ ପରତ୍ସରର ବାହୂବନ୍ଧନ ଭିତରେ ଥାଇ ଏମିତି ଶପଥ କରୁଥିଲେ ସେମାନେ ଜାଣି ନ ଥିଲେ ଯେ, ଏହା ସେମାନଙ୍କ ମନର ଭାଷା ନା ବୟସର ଗୋଟେ ଉରେକନା! ଏହାପରେ ସେମାନେ ଖୁସିଥିଲେ! ପରମ୍ବରଠୁ ସୁଖ ସା ଊଂଟୁ  ଥିଲେ! ସବୁକିଛି ଠିକ୍ ଠାକ୍ ଥିଲା ପେତେବେଳଯାଏ ସେମାନଙ୍କୁ ଆପଭିଜନକ ଅବସ୍ଥାରେ ଆବିଷାର କରି ନ ଥିଲା  ଶାମାଦୁଲାରୀ - ସୁଦେବୀର ବଡ଼ଭଉଣୀ ! ତାମୁଣ୍ଡରେ ଯେମିତି ଚଡ଼କ ପଡ଼ିଗଲା ! ମାଉସା ଆଉ ପୁତୁ ର! ମଧରେ ଏଭଳି ସମ୍ପର୍କ କୁ  ଦେଖି ତାକୁ ଚତୁର୍ଟିଗ ଅନ୍ଧାର ଦେଖାଗଲା! ସେ ତୁରନ୍ତ ତାବାପାଙ୍କୁ ଖବରଜେଲା ସୁ ଦ୍ଦେବାକୁ  ଆସି ନେଇଯିବା ପାଇଁ ! ଆଉ ସବୁଘଟଣ! ଖୋଲି କହିଲା ମଧ୍ୟ ପ୍ରଥମଥର ପାଇଁ ସୁଘେବାର ପରିବାରବର୍ଗ ଅନୁଭବ କଲେ ରେ, ତାଙ୍କ ଝିଅ ଏବେ ବଡ଼ ହୋଇଗଲାଣି! ତାଶରୀରରେ ବୟସର ଆବଶ୍ୟକତା ସୃଷ୍ଟି ହେଲା ଣି ! ତାକୁ ଏବେ ବାହାକରି ଦିଆଯିବା ଦରକାର
 ସେମାନଙ୍କ ଅନୁଭୂତିରୁ ସେମାନେ ଢାଣିଥିଲେ-ମଣିଷ ରକ୍ତ ଚାଖି ଥିବା  ବାଘ ଯେମିତି ଥରକୁଥର ମଣିଷ ମାଂସ ଖାଇବାକୁ ଜନପଦ ମୁହଁ! ହୁଏ, ଠିକ୍ ସେଇଭଳି ଦୈହିକ ସୁଖର ସ୍ୱାଦ ପାଇଥିବା  ନାରୀ ଚେଷ୍ଟାକରି ବି ନିଜକୁ ସେହି ସୁଖ ପାଇବାରୁ ବଞ୍ଚତ କରିପାରେନାହିଁ ! ସେଥିଲା ଗି ବିବାହ ହିଁ ଏକମାତ୍ର ଉପାୟ, ଯଦ୍ୱାରା ନାରୀକୁ ଆୟତ୍ତ କରାଯାଇପାରେ! ଏହା ଭାବି  ସୁଦେବୀର ପରିବାରବର୍ଗ ଯୁଦ୍ଧକାଳୀନ ରିରିରେ ସୁଦେବୀ ପାଇଁ ବରପାତ୍ର ଯୋଗାଡ଼ କରିବାରେ ଲାଗିପଡ଼ିଲେ! ବହୂ ଖୋଜାଖୋକି କରିବା ପରେ ସୁ ଦେବା ପାଇଁ ଯେଉଁ ବରପାତ୍ର ଯୋଗାଡ଼ କରଗଲା, ସେ ହେଉଛି ବିଠୋର ଥାନା ଅନ୍ତର୍ଗତ ବିବାୟା ହିଖିପୂର ଗ୍ରାମର ଛୋଟେଲା ଲ୍ ନିଶାଦଙ୍କ ପୁଅ ହରିଶ୍ ଗଦ ନିଶାଦା
ସୁ ଦେବା ବେଖି ବାକୁ  ସୁନ୍ଦର ଥିଲା  ! ସେଥିଲା ଗି ତାକୁ  ବୋହୁ କରିନେବା ପାଇଁ ଛୋଟେଲାଲ୍ ନିଶାଦଙ୍କ ପରିବାରର କୌଣସି ଆପଭି ନଥିଲା ! ନିର୍ଦ୍ଧା ରିତ ତିଥିରେ ସୁ ଦେବାର ବାହାଘର ହେଇଗଲା! ସେ ହରିଶ୍ ର ବୋହୁ ସାଜି ତାଙ୍କ ଘରକୁ ଗଲା ! ମନରେ କିନ୍ତୁ ସେ ପୂର୍ବପରି ସାଇତି ରଖି ଥ୍ଲା ସବୈଶ୍ କୁ! ତାନିକଟରେ କୌଣସି ବିକଳ୍ପ  ନଥିଲା  ତାଳୁ ବାହାରକୁ ଆଣିବା ପାଇଁ ! କାରଣ, ପାରିବାରିକ ସମ୍ଭନ୍ଧ ହେତୁ ସର୍ବେଶ ଉପରେ ମଧ କଢ଼ା ନଜର ରଖାଯାଇଥିଲା  ଅନ୍ୟପଟେ, ବୋହୁ ହୋଇଆସିବା ପରେ ସ୍ନେହ  ପ୍ରେମ ଭଲପାଇବା ଅଜାଡ଼ି ହୋଇ ପଡି଼ଥିଲା  ସୁଦେ ବା ଉପରେ! ତାକୁ ପରିବାରର ଲୋକମାନେ ଖୁବ୍ ଭଲପାଉଥିଲେ  ଖୋଦ୍ ହରିଶ୍ ର ପ୍ରେମ ତାପାଇଁ କିଛି କମ୍ ନଥିଲା ! ବାସ୍ନିଜ ମନକୁ ବୁଝେଇ ବେଇଥିଲା ସୁ ଦେବୀ ! ନିଜ ଛାତି ଭିତରେ ସର୍ବେଶ୍ କୂ ସେ ସବୁଦିନ ଲାଗି ସ୍ମୃତି ଟିଏ କରି ସାଇତି ଦେଇଥିଲା ! ସର୍ବେଶ ଓ ତାମଧରେ ଘଟିଥିବା  ସମସ୍ତ ଘଟଣାକୁ ଦୁର୍ଘଟଣାଟିଏ ବୋଲି ଭାବି ଭୂଲିଯିବା ପାଇଁ ବେଷା କଚୁଥିଲା  ! ହେଲେ ପାରୁ ନଥିଲା

ହରିଶ୍ ଏକ ପଲ୍ଲୀ ଘର ଆରମ୍ଭ କରିବାର ଯୋଜନା କଲା! ସେ ରାଜମିସ୍ତ୍ରୀ  ସନ୍ଧାନରେ ଲାଗିପଡ଼ିଲା! ସୁତେବୀ ଜାଣିଥିଲା  ପେ, ସର୍ବେଶ୍ ଜଣେ ଭଲ ରାଜମିସ୍ତ୍ରୀ! ହଠାତ୍ ତାମନରେ ପ୍ରଶ୍ନଟିଏ ଉଫିମାରି ଉଠିଲା- ଯଦି କୌଣସି ପ୍ରକାରେ ସର୍ବେଶକୁ  ଏଠାକୁ ଆଣି ରାଜମିସ୍ତ୍ରୀ ଦାୟିତ୍ଵ ଦିଆଯାଆନ୍ତ! ତାହେଲେ କେମିତି ହୁଅନ୍ତା  କୁହାଯାଏ, ପୁରୁଣା ସ୍ମୃତିର ରୋମନ୍ଥନ କରିବାଠାରୁ ସୁନ୍ଦର କଥା ଆଉ କିଛିନାହିଁ ! ପୁରୁଣା କଥା ସବୁ ସୁଦେବୀ କୁ  ଆନମନା କରିବାକୁ ଲାଗିଲେ! ସେ ସର୍ବେଶକୁ  ପୁଣିଥରେ ପାଇବାକୁ ବ୍ୟାକୁଳ ହୋଇଉଠିଲା!

ସର୍ବେଶକୁ  ରାଜମିସ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ହରିଶ୍ କୂ ଯାଇ ପ୍ରବର୍ଡୋଇଲା ସୁଦେବୀ ! ହରିଶ୍ ମଧ ସର୍ବେଶକୁ  ଚିହିଥିଲା  ଆଉ ସେ ଜଣେ ଭଲ ରାଜମିସ୍ତ୍ରୀ ବୋଲି ଜାଣିଥିଲା ! ତେଣୁ ସହଜରେ ରାଜି ହୋଇଗଲା ସୁଦେବୀ  କଥାରେ! ହେଲେ ସେ ଜାଣି ନଥିଲା  ଯେ ସର୍ବେଶକୁ  ପାଇବା ପାଇଁ ସୁଦେବୀର ଏହା ଥିଲା  ଏକ ଷଡ଼ଯନ୍ତ୍ର
ସ୍ୱାମାଙ୍କଠୁ ସବୁଜ ସଂକେତ ପାଇ  ସେସେହି ଦିନ  ରା ତିରେ ଭଉଣୀ ଶାମାଦୁଲାରୀଠୁ ନସର ଆଣି ସର୍ବେଶକୁ  ଫୋନ୍ କଲା ସୁଦେବୀ ! ଏତେଦିନ ପରେ ସୁ ଦେବୀ  ଫୋନ୍ ପାଇ ଆଶ୍ରୟ  ହୋଇଗଲା ସର୍ବେଶ! ସୁ ଦେବୀ  ତାକୁ  ବୁଝେଇଦ୍ଦେଲା ନିଜର ଯୋଜନା ସମର୍କରୋ ଆଉ ତାପରେ ଦୁଇଜଣଙ୍କୁ ଲାଗିଲା ଯେମିତି ହଜି ଯାଇଥିବା  ସୁଖ ପୁଣିଥରେ ସେମାନଙ୍କ ନିକଟକୁ ଫେରୀ ଆଃ ସିଛି! ସେମାନେ ଏବେ କେବଳ ପୁନର୍ମିଳନର ଦିନ ଗଣିବାକୁ ଲାଗିଲେ!
ଘର କାମ  ଆରମ୍ଭ ହେଲା ସର୍ବେଶକୁ  ମୁଖ୍ୟ ରାଜମିସ୍ତ୍ରୀ ଭାବରେ ଦାୟିତ୍ଵ ଦିଆଗଲା! ସର୍ବେଶ ନିଜର ସମର୍ଜାୟ ହୋଇଥିବା  ହେତୁ ବେଫିକର ଥିଲା  ହରିଶ୍! ସେ ସର୍ବେଶକୁ  ସବୁ ଦାୟିତ୍ଵ ଛାଡ଼ିଦେଇ ନିଜ କାମକୁ ଚାଲି ଯାଊଥିଲା ! ଆଉ ସେ ଯିବା ପଗେ ହିଁ ସୁଯୋଗ ମିଳି ଯାଉଥିଲା  ଉଭୟ ସର୍ବେଶ ଏବଂ ସୁଦେବୀକୁ ! ସେମାନେ ମନଭାରି  ପରିସରକୁ ଉପଭୋଗ କରୁଥିଲେ! ଦାର୍ଘ ବାରବର୍ଷର ବିଛେଦକୁ  ସେମାନେ ଯେମିତି ଗୋଟିଏ ଗୋଟିଏ କ୍ଷଣରେ ଭରଣା କରିଦେବାର ପ୍ରୟାସ କରୁଥିଲେ!
ସର୍ବେଶ ଏବଂ ସୁଦେବୀ ଭାବୁଥିଲେ- ଏଥର ସେମାନଙ୍କୁ କେହି ଅଲଗା କରିପାରିବେ ନାହିଁ ! କାରଣ, ଘରକାମ ଅନେକ ଦିନ ଚାଲିବା ପୁଣି ହରିଶ୍ ଥରେ ତାକାମକୁ  ଗଲେ ସନ୍ଧ୍ୟା ଯାଏ ଫେରିବାର ନାଁ ଧରେ ନାହିଁ ବାସ୍ତମାମ୍ ଦିନ ସେମାନଙ୍କର!
ହରିଶ୍ କାମକୁ ଯାଉଯାଉ ପିଲାମାନଙ୍କୁ ଖୁଏଇ ପିଏଇ ଗାଁକୁ ପଠେଇଦିଏ ସୁ ଦେବା! ସେହିଭଳି ମଜଦୁରମାନଙ୍କୁ କାମ ବୁଝେରଦେଇ ସର୍ବେଶ ଚାଲିଆସେ ସୁ ଦ୍ଦେବା ନିକଟକୁ! ଏମିତି ଚିତେ ସେମାନଙ୍କର ଦିନା ମାତ୍ର ଦିନେ ଅଧାରୁ ଫେରିଆସେ ହରିଶ୍! ଆସି ଦେଖେ, ସେ ଯାହାକ ଘର ତିଆରି ପାଇଁ ରାଜମିସ୍ତ୍ରୀ ଭାବେ ରଖି ଛି ସେ ତାଘରକୁ ତାଆୟତ୍ତକୁ ନେଇସାରିଲାଣି!
କ୍ରୋଧରେ ପାଗଳ ଦେଇ ସେ ଉଭୟଙ୍କୁ ମାଡ଼ମାରେ! ସୁଦେବୀ କୁ ସର୍ବେଶଠାରୁ ପୃଥକ୍ କରିବାକୁ ଚେଷ୍ଟା କରେ ! ହେଲେ ସେତେବେଳକୁ ସମୟ ଅନେକ ବାଟ ଅତିକ୍ରମ କରିଯାଇଥାଏ! ଆଉ ଥରେ ପୃଥକ୍ ନ ହେବାର ଶପଥ କରିଥାନ୍ତି  ଷୁଦେବା ଏବଂ ସର୍ବେଶା

ଏଥର କଣ୍ଟାକୁ ସେମାନେ ରାସ୍ତାରୁ  ହଟେଇଦେବାର ଯୋଜନା କରନ୍ତି ! ଦିନେ ସର୍ବେଶ ହରିଶ୍ କୁ ମଦ ପିଏଇ ଡାକିନିଏ ବାହାରକୁ! ଆଉ ତିଆରି ହେଉଥିବା  ତ୍ରେନେକ୍ ଭିତରକୁ ଠେଲି ଢିଅଗ ବାଲିସିମେଣ୍ଟ ଦେଇ ତାକୁ କବର ଦେଇଦିଏ  ଅପରାଧୀର ପରିଚୟ ନେଇ ଜେଲ୍ କୁ ଯାଆନ୍ତି  ସର୍ବେଶ ଏବଂ ସୁଦେବୀ! ସେମାନଙ୍କର ପୁନର୍ମିଳନ ସବୁଦିନ ଲାଗି ଭଣ୍ଡୁର  ପାଲଟିଯାଏ ସତ; ହେଲେ କିଛି ଦୋଷ ନ ଥାଇବି ଏକ ଭୟଙ୍କର ଷଡ଼ଯନ୍ତ୍ରର ଶିକାର ପାଲଟି ଜୀବନ ହରା ଏ ହରିଶ୍!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...