Thursday 11 May 2017

ଦୋଷ କାହାର ଦୋଷୀ କିଏ




ଏଇ କାହାଣୀକୁ ଯଦି ବେତାଳ ତାନିଜ କଣ୍ଠରେ କହିବ ଓ ଶେଷରେ ରାଜା ବିକ୍ରମାଦିତ୍ୟଙ୍କୁ ପଚାରିବ- ରାଜନ୍ ! ସମୂର୍ଣ୍ଣ କାହାଣୀ ତ ଶୁଣିଲା ଏଥର କୁହ, ବାସ୍ତବରେ ଦୋଷୀ କିଏ ? ଅର୍ସାଦ ନ! ରମଜାନ୍? ସଦମା ନ! ମନ୍ତୁରା ? ତାହେଲେ ନିଶିତ ଭବରେ ବିକ୍ରମାଦିତ୍ୟଙ୍କ ଉତ୍ତର ହେବ : ଦୋଷ! ନା ରମଜାନ ନା ସଦମା! ନା ମନ୍ତୁରା! ଦୋଷୀ ହେଉଛି ଅର୍ସାଦ!
ଏଥର ଆରମ୍ଭ ହେଉ ଏଇ ଅର୍ସାଦର କାହାଣା
         ଉତ୍ତରପ୍ରଦେଶର ଗୁଣ୍ଡା ଜିଇଲ୍ଲା ! ଗୁଣ୍ଡା ଜିଲାର ବାଜପୁରୱା ଗାଁ ! ଏଇ ଗାଁରେ ଅର୍ସାଦର ଘର! ଅର୍ସାଦ ଓରଫ ଅର୍ସାଦ ଅଲୀ! ମାବାପାଙ୍କର ଗୋଟିଏ ଚୋଲି ପୁଅ! ପିଲାଟିଏ ହୋର ଥିବା  ବେଳେ ବାପ! ଚାଲିଗଲେ! ଏକୁଟିଆ ମା’ ! ଦୁଃଖକଷ୍ଟ  ସହି ଅର୍ସାଦକୁ ବଡ଼କଲ! ! ପୁଅ ବଡ଼ ହୋଇଯିବ! ପରେ ମାଟିଏ ନିଶ୍ଚୟ ଗହିଁବ ତାକୁ ବାହ! କରେଇ ବୋହୁଟିଏ ଆଣିବା ଅନ୍ତତଃ ବୋହୁ ପରଷା ଟିକେ ତୁଣ୍ଡରେ ବାଯୁ ! ନାତିନାତୂଣୀକୁ କୋଳରେ ଧରି ଅବଶିଷ୍ଟ ଆୟୁଷ ସରିଯାଉ! ଅର୍ସାଦ କ୍ଷେତ୍ରରେ ତାହ! ହିଁ ହେଲା! ମାଙ୍କ କଥ! ରଖି  ବାହ! ହୋଇଗଲା ! ଅର୍ସାଦ ର ଘରକୁ କନିଆଁ ସାଜି ଆସିଲ! ସଦମା  !


           ସଦମା ଦେଖି ବା କୁ ଥିଲା  ସୁନ୍ଦରୀ! କଷ ସହିଷୁ! ସଦମାର କଥା ତାର ଆଚାର  ବ୍ୟବ   ହାର ଦିନ କେଇ ଟାରେ ଅର୍ସାଦର ମନକୁ କିଣିନେଲା ! ବିବାହ ବେଳକୁ ଅର୍ସାଦକୁ ହୋଇଥିଲା  ମାତ୍ର ୨୨ବର୍ଷ ବୟସ! ତାର ଦାଈତ୍ୟ ବୋଲି କିଛି ନ ଥିଲା  ! ମାତ୍ର ସଦମାକୁ ପତ୍ନୀ ଭାବେ  ପାଇବା ପରେ କେଇଟା ଦିନରେ ସେ ନିଜର ଦାୟି ତ୍ୟ ସମ୍ପର୍କରେ ସ6ତେନ ହୋଇଗଲା ସେ ଭାବି ଲା-ତାକୁ ରୋଜଗାରକ୍ଷମ ହେବାକୁ ପଡ଼ିବା ତାକୁ ନିଜର ଘର ସତାଡ଼ିତାକୁ ହେବା ପୁଣି ମାଓ ସ୍ୱୀ ସ୍ତ୍ରୀ   ଙ୍କର ସବୁତକ କଥା ବୁଝିବାକୁ ପଡ଼ିବା
ବାସ , ବଦଳିଗଲା ଅର୍ସାଦ ଗୁଣ୍ଡରେ ସେ କୌଣସି କର୍ମ ସଂସ୍ଥାନର ସନ୍ଧାନ ପାଇଲା ନାହିଁ ! ତେଣୁ ସେ ଦିଲ୍ଲୀ ତାଲିଗଲୀ ସେ ଠାରେ   ଲେଡ଼ିକ୍ ସାଣ୍ଟାଲବ୍ୟାଗ ଆଦି ବିକ୍ରିକଲା ସେ ଖୁବ ପରିଶ୍ରମୀ ଥିଲା ତେଣୁ ସ୍ଵଳସମୟ ମଧରେ ସେ ବିଜ୍ଜ୍ୱନେ ସ୍ ର  ଏକ ଧାର ପାଇଗଲା ତାର ଭଲ ଲାଭହେଳା ! ସେ ଘରକୁ ନିୟମିତ ଟଙ୍କା ପଠେଇଲୀ ତାର ମାଓ ସ୍ତ୍ରୀ  ଭଲରେ ଚଳିଲେ!

        ଅର୍ସାଦ ଘରକୁ ଟଙ୍କ! ପଠଉଥିଲା  ସତ; ହେଲେ ନିଜେ ଘରକୁ ଯାଇପାରୁ ନ ଥିଲା  ! କାରଣ ତାକୁ ପ୍ରତ୍ୟେକ ଦିନ ଭିନ୍ନଭିନ୍ନ ପାନ  ସ୍ଥାନ କୁ ଯାଇ ସାମଗ୍ରୀ ସବୁକୁ ବିକ୍ରି କରିବାକୁ ହେଉଥିଲା  ତାର ଘରକୁ ନ ଯିବାର ପ୍ରଭାବ ତାଉପରେ ସିନା ପଡ଼ୁ ନ ଥିଲା , ହେଲେ ତାର ଅଭବ ଅନୁଭବ କରୂଥିଲା  ତାର ସ୍ତ୍ରୀ  ସଦମା! ନବ ବିବାହିତା ସଦମା! ଯୌବନର ମଝିନଈରେ  ଉବୁ ଟୁଁବୁ  ହେଉଥିଲା  ସେ ସବୁବେଳେ ତାର ସ୍ୱାମାକୁ ତାପାଖରେ ପାଇବ! ପାଇଁ ଅପେକ୍ଷା କରୁ ଥିଲା  ତାର ବୟସ ବି ସେତେବେଶି ହୋଇ ନ ଥିଲା  ଯେ, ସେ ନିଜ ମନକୁ ବି ବୁଝେଈ ସଂଯତ କରିପାରେ! ତାଦେହର ଭୋ କ ତାକୁ ଅତିଷ୍ଠ କରୂଥିଲା  ଦିନରେ ସେ ଘରକାମ କରୁ  ଥିଲା  ଶାଶୁଙ୍କ ସହିତ ସାହିପଡି଼ଶାଙ୍କ ସହିତ ଗପସପ କରି ସମୟ ତିବେଇ ଦଉଥିଲା  ହେଲେ ରାତିକୁ ଡରୁ ଥିଲା  ସଦମା! କାରଣ ରାତି ହେଲେ ସେ ପାଲଟି ଯାଉଥିଲା  ନିଃସଙ୍ଗ  ବିଲ୍ କୁଲ୍ ଏକ୍ ଲା  | ତାର ଅର୍ସାଦ ଖୁବ୍ ମନେ ପଡୁଥିଲା  ସେ ଅର୍ସାଦକୁ ପାଖରେ ପାଇବାକୁ ହାତ ବଢା଼ଉ  ଥିଲା  ମାତ୍ର ତାର ହାତ ଅର୍ସାଦ ନିକଟକୁ ପାଉ ନ ଥିଲା
       ଅର୍ସାଦ ଛସାତମାସରେ ଥରେ ଦିନେ ଦୁଇଦିନ ପାଇଁ ଘରକୁ ଆସୁଥିଲା  ହେଲେ ସେଇ ଦୁଇ  ଦୀନର ରହଣି ସଦମା! ଭିତରର ନିଆଁକୁ ଲିଭେଇବା ପରି ବର୍ତ୍ତେ  ଆହୁରି ଜୋର   କରି ତେଜି ଦଉଥିଲା
 ଅର୍ସାଦର ପଡ଼ୋଶୀ ହେଉଛି ରମଜାନ୍! ଅର୍ସାଦ ଓ ରମଜୀନ୍ ଙ୍କ   ବୟସ ପାଖାଯାଖ୍ ସମାନ ହୋଇଥିଲେ  ମଧ ସମ୍ପର୍କ  ରେ ଯେମାନେ ଥିଲେ  ଦାଦା ଓ ପୁତୁରା ଅର୍ସାଦକୁ ରମଜାନ୍ ଦାଦା ବୋଲି ଡାକୁଥିଲା ରମଜାନ୍ ଥିଲା  ଏକ ଚଇନିଫିଟ୍ ଯୁବକ ! ସବୁବେଳେ  ଫିଟ ପାଟ୍ ହୋଇ ରହୁ ଥିଲା  ନାରୀକୁ ନେଇ ଶତପ୍ରତିଶତ ଦୁର୍ବଳ ଥିଲା  ସେ ! ଅତଏବ ସଦମାକୁ ଦେଖୁ ଦେଖୁ ସେ ବୋଲଡ  ହୋଇଯାଇଥିଲା  ସେ ଏକଥା ଜାଣି ସାରିଥିଲା  ଯେ, ପୁରୁଷ ସୁଖ ପାଇବା ପାଇଁ ସଦମା! ବ୍ୟାକୁଳ ହେଉଛି! ସେ ସିନା ଉପରକୁ ଖୁସି ଦେଖାଯାଉଛି, ବାସ୍ତବରେ ସେ ନା ତାର ମନ ଭଲଅଛି ନା ତାର ଦେହକୁ ନିଜ ନିୟତ୍ରଣ ରେ ରଖୀ ପାରୁଛି! ମାସ ମାସ ଧରି ଅର୍ସାଦ ଅନୁପସ୍ଥିତ ରହି ସଦମା! ମନରେ ଯେଉଁ ଅଦେଖା ନିଅଁ! ଲଗେଇଦ୍ଦେଇଛି ତାହ! ତାକୁ ପ୍ରତି ମୁହୃରରେ ଜାଳିପୋଡ଼ି ପାଉଁଶ କରିଚାଲିଛି ! ତେଣୁ ରମଯାନ୍ ସେଇ ନିଆଁରେ କେମିତି ପାଣି ପକେଇବ ଆଉ ତାର ନରମ ଉତାପରେ ନିଜ ଭିତରେ ଉଭେଜନାକୁ ପ୍ରଶମିତ କରିବ ସେଇ  ସୁଯୋଗ ଅପେକ୍ଷାରେ ରହିଲା
  ସେ ସଦମାକୁ କାକୀ ବୋଲି ତାକୁଥିଲା  ସତ! ହେଲେ ତାର ବ୍ୟବହାର ଜଣେ ପୁତୁରା ର ବ୍ୟବହାର ପରି ନ ଥିଲା  ସେ ସଦମା! ସହିତ ଦ୍ୱିଅର୍ଥଢୋଧକ କଥା ବାର୍ତା  କରୁଥିଲା ! ସେ ସଦମାକୁ କହୁ  ଥିଲା - କାକା ! ଅର୍ସାବ ଯାହା କରୁଛି ଠିକ୍ କରୁନି! ତୁମେ ତାକୁ ବାନ୍ଦା ହେଇଥିଲା କଣ ଏକାକୀ ରାତି ବିତେଇବା ପାଇଁ ?’ ରମଜାନ୍ କଥା ସଦମା! ଛାତିରେ କଣା କଣ୍ଟା   ଭଳି ଗଳି ଯାଉଥିଲା  ଯେମିତି ତାରକ୍ତ ରେ  ଚହଟି ଯାଉଥିଲା  ଜହର! ଲୁହରେ ତାଆଖି ଜକେଇ ଆସୂଥିଲା  ! ସେ ଛାଟିପିଟି ହେଇ ଘରକୁ ଚାଲିଆସି କବାଟ କିଳି ବଉଥିଲା  ଭାବୁ ଥିଲା କିଛି ତ ଭୁଲ କହୁନି ରମଜାନ୍! ଅର୍ସାଦ ଯାହା କରୁଛି କଣ ଠିକ୍ କରୁଛି! ତାଛାତି ତଳର ବ୍ୟଥା କଣ କିଛି କମ୍ ? ଅନେକ ସମୟରେ ସେ ରମଜାନ କୁ ଏଡ଼େଇ ଯାଉଥିଲା | ଆଉ ବେଳେବେଳେ ଓଠରେ ମିଛର ସୋରାଏ    ହସ ଖେଳେଇ କହୁଥିଲା - ନା ନାଅର୍ସାଦ ତ  ମୋରି ପାଇଁ ଖଚୂଛି! ଟଙ୍କା ନ ହେଲେ ଆମ ପରିବାର ଚଳିବ କେମିତି ଯେ ...
     ରମଜାନ ଥିଲା  କଂସାରୀ ଘରର ପାଗ ! ସେ ପରିହାସ କରି କହୂଜୋ- ମୁଁ ସିନା ବାହ! ହେଇନି! ହେଲେ ବୁଝିପାଚ୍ଛଛି ତୁମେ କେମିତି ଦୁଃଖରେ ଅଛ ସବୁଦିନ ସମାନରେ ଯାଏନି ! ସବୁଦିନେ ନିଜ ମନକୁ ଆକଟ କରୂ ଥିବା ସଦମା! ଦିନେ କିନ୍ତୁ ବାଟ ହୂଡ଼ିଗଲା ଧର! ଦେଇଦେଲା ରମଜାନ୍ ନିକଟରେ!ଦୀର୍ଘଦିନ ଧରି ଧୁ ଧୁ ଖରାରେ ଶୁଖୀ ସୁଖୀ  ପଡ଼ିରହି ଥିବା ମାଟି ଉପରେ ଯେମିତି ରମଜାନ ବର୍ଷାର ତାଣ୍ଡବ ଖେଳେଇ ଦେଇଥିଲା  ସଦମା! ଆଉ ଛାଡ଼ି ପାରିଲାନି ରମଜାନ କୁ! ପ୍ରତିଦିନ ରାତି ହୋଇଗଲେ ସେ ସଙ୍କେତ ଦେଇ ନିଜର ଶୋଇବା ଘଋକୁ ଡାକି ଆଣୁଥିଲା  ରମଯା ନ୍ କୁ  ଆଉ ତାକୋଳରେ ଶୋଇ ଭୁଲି ଯାଉଥିଲା  ନିଜ ପ୍ରବାସୀ ସ୍ୱାମାର ଅନୁପ ସ୍ଥିତିର କଷ୍ଟ |
 କଥା ରାଷ୍ଟ୍ର ହେଲା ! ସମୟେ  ସ୍ତେ  ଜାଣିଲେ ସଦମା ପାପ କରୁଛି ପୁଚୁରା ରମଜାନ ସହିତ! ଅର୍ସାଦକୁ ଡକେଇଆଣିଲେ ତାର ମା’! ଅର୍ସାଦ ପଚାରିଲା ତ ସଦମା ସାମାନ୍ୟ ବି ସଂକୋଚ ନ କରି କହିଲା- ମୁଁ କଣ କିଛି ଭୁଲ କରିଛି କି ? ମୋ ମନକୁ ବୁଝିବା କଣ ତୂମ ଦାୟିତ୍ଵ ନୁହେଁ! ତୁମେ ଜେବେ ମୋ ପାଇଁ ସମୟ ଦେଇଛ କି ? ମୋ ଭିତରେ ଥିବା ଭୋକକୁ ମେଣ୍ଡେଇବ! ପାଇଁ ମୁଁ ତୂମକୁ କେତେଥର କହିଛି! ହେଲେ କଣ ଶୁଣିଛ କି ମୋ କଥା ଆଶ୍ଚର୍ଯ୍ୟ ହୋଇଗଲା ଅର୍ସାଦା ଆଗରୁ ଦିଲ୍ଲୀ ଯିବ! ପାଇଁ ଅର୍ସାବ ନିକଟରେ ଅଳି କରୂଥିଲା  ସଦମା! ମାତ୍ର ଅର୍ସାବ ତାକୁ ନେଉ ନ ଥିଲା  ! ଏବେ ଅରସାବ୍ ଜିଦ୍ ଧରିଲା ତାକୁ ଦିଲ୍ଲୀ ନେଇଯିବା ହେଲେ ରମଜାନ କୁ ଛାଡ଼ି ତାସହିତ ସେ ଯିବନାହିଁ ବୋଲି ରୋକ୍ ଠୋକ  ଜଣେଇଦେଲ! ସଦମା ମା! ସେତିକିନୁହେଁସେ ଅରସାବ କୁ  ଛାଡ଼ି ତାବାପଘରକୁ ଚାଲିଗଲା
ଅର୍ସାଦ ଦିଲ୍ଲୀ ଫେରିଗଲା ଓ ନିଜ କାମରେ ଲାଗିଗଲା ! କିଛି ମାସ ପରେ ଅରସାବ୍ ର  ମାତାର ମନ୍ତୁରା ନାମରେ ଆଉ ଜଣେ ଝିଅ ସହିତ ବାହାଘର କରି ଦେଲେ ସଦମା! ଭଳି ମନ୍ତୁରା ବି ଥିଲା  ବେଶ୍ ସୁନ୍ଦରା! ତେଣୁ ସଦମାକୁ ଭୁଲିବା ପାଇଁ ଅରସାଦକୂ ବେଶି ସମୟ ଲାଗିଲା ନାହି! ତେବେ ଏଥର ସେ ପୂର୍ବ ଭୁଲ ର  ପୁନର ରା ବିବୃତି କରିବାକୁ ତାହୁଁ ନ ଥିଲା  ! ତେଣୁ ସେ ବାହାଘର ସରୁସରୁ ମନୃଗକୁ ତାସହିତ ଦିଲ୍ଲୀ ନେଇଆସିଲା  ! ବେ ଶ୍ ସୁରୁଖୁରୁରେ ତାର ଜୀବନ ଚାଲିଲା  ! ସେ ମନ୍ତୁରା ସହିତ ଦିଲ୍ଲୀରେ ଖୁସିରେ ରହିଂଲ! ! ଗାଁକୁ ନିୟମିତ ଟଙ୍କା   ପତାଉଥିଲା  ତେଣୁ ତାର ମାବି ସୁଖରେ ରହିଲେ! ! ଇତିମଧ୍ୟରେ ମନ୍ଥର ଏକ ପୁତ୍ର  ସନ୍ତାନ ମାଧ୍ୟ ଜନ୍ମ ଦେଲା  ! ତେବେ ଦୁର୍ଜାଗ୍ୟର କଥା ସେ, ମାତ୍ର ସାତମାସର ହୋଇଥ୍ବ!ଥିବା  ବେଳେ ରୋଗରେ ପଡ଼ି ପିଲା ଟ! ଆରପାରିକୁ ଗଲିଗଲ! ! ଏହ! ଏକ ବଡ଼ ଦୁଃଖ ଥିଲା  ଅରସାବ୍ ପାଇଁ ! ତେବେ ସେ ଏହି ଦୁଃଖକୁ ଭୁଲି ନଥିବା ବେଳେ ଆଉ ଏକ ଘଟଣା ଘଟିଲା! ରମଜାନ୍ ଆସି ଦିଲ୍ଲୀ ରେ ପହଂଚି ଗଲା     ଅରସାବ୍  କୂ ଆସି ଭେଟିଲା!  ପୂର୍ବ  କାର୍ଯ୍ୟକଳାପ ପାଇଁ ତାନିକଟରେ  ଭୂଲ ମାଗିଲା! କୁହାଯାଏ, ସମୟକ୍ରମେ ଶତୃତାର ଘନତା ବି ହ୍ରାସ ପାଇଯାଏ ! ଅରସାବ୍ ସଦମାକୁ ଭୁଲି ସାରିଥିଲା  ! ସଦମା! କରି ଥିବା  କାମକୁ ବି ଭୁଲି ସାରିଥିଲା  ! ପୁଣି ରମଜାନ କରି  ଥିବା   ଭୁଲ କୁ  ବି ସେ ମନେରଖ୍ ନଥିଲା  ଢେଣୁସେ ଅଳ୍ପ ସମୟ ମଧରେ ରମଜାନ୍  କୁ ବି କ୍ଷମ! କରିଦେଲା


ବାସ୍ତବିକ ରମଜାନ୍ ଦିଲ୍ଲୀକୁ କିଛି କାମଧନ୍ଦା ପାଇଁ ଆସିଥିଲା  ପଡ଼ୋଶୀ ଓ ସମର୍ଜାୟୀ ତେଣୁ ଅରସାଦ୍ ତାକୁ ଏକ ଠେଲାଗାଡି଼ ଦୋକାନ କରେଇଦ୍ଦେଲ! ଓ ନିଜ ଘରେ ରଖିଲା କିଛିଦିନ ତ ଠିକ୍ ଠାକ  ଚାଲିଲା! ରମଜାନ୍ ବେଶ୍ ଭଦ୍ର ଓ ଶୃଙ୍ଖଳିତ ହୋଇଯାଇଥିଲା  ! ହେଲେ କିଛିଦିନ ପରେ ସେ ପୁଣିଥରେ ତାର ପୁରୁଣା ସ୍ୱରୂପକୁ ଫେରିଲା ! ମନ୍ତୁରା ର ଯୌବନ ତାକୁ ପୂରାପୂରି ପାଗଳ କରିବେଇଥିଲା  !
      ରମଜାନ୍ ଥିଲା! ଜଣେ ୱିମେନାଇଜର୍’! ଗୋଟିଏ ସ୍ତ୍ରୀ  ଲୋକକୁ ନିଜ ଆୟତ୍ତକୁ ଆଣିବା ପାଇଁ ତାକୁ ବେଶି ସମୟ ଲାଗୁ ନଥିଲା  ତାର ମିଠାମିଠ! କଥାମନଭୁଲା ହସ ଯଥେଷ୍ଠ ଥିଲା  ମନ୍ତୁରା କୁ ତାପ୍ରେମରେ ପକେଇଦ୍ଦେବ! ପାଇଁ ! ସବୁଠୁ ବଡ଼କଥା ତାର ବୟସ ବି ଏ ସବୁକୁ ସପୋର୍ଟ  ପପୋର୍ଚ କରୂଥିଲା  ସମ୍ପର୍କରେ ସେ ପୁତୁରା  ହେଲେ ବି ସଦମା! କିମା ମନ୍ତୁରା ଭାବୁ ନଥିଲେ  ଯେ, ସେ ସେମାନଙ୍କର ପୁତୂଗ ! ଓଲଟି ତାକୁ ଏକ ସମର୍ଥ ପୁରୁଷ ଭାବି ତାବାହୁବଳୟରେ ନିଜକୁ ଧରା ପକେଇ ଦଊଥିଲେ  ମନ୍ତୁରା ନାହିଁ ନାହିଁ କରୂଥିଲେ  ବି ବେଶି ଦିନ ନିଜକୁ ନିୟନ୍ତ୍ରଣ କରି ପାରି ଲାନାହି! ମନକୁମନ ଆସିଗଲା ରମଜାନର ଆୟତ୍ତକୁ! ପ୍ରଥମେ କାମକୁ ଚାଲି ପାଉଥିଲା  ରମଜାନ୍ ଅରସାଦ୍ ଘରୂ ଯିବ! ପରେ ତାକୁ ଫୋନ୍ କରି ଡକେଇ ପଠଉଥିଲା  ମନ୍ତୁରା ବାସ୍, ଅରସାହର ଅନୁପସ୍ଥିତିରେ ସେମାନେ ନିଜ ନିଜର ଦେହ ଓ ମନର ଭୋକ ମେଣାଉଥିଲେ

ଦିନେ ସେମାନେ ଅନ୍ତରଙ୍ଗ ଅଥଚ ଆପରିଜନକ ଅବସ୍ଥାରେ ଥିବା  ବେଳେ ଘରକୁ ଫେରିଆସିଲା ଅରସାଦ |ଯାହା ଦେଖିଲା  ସେଥରେ ତାର ମୂଣ୍ଠ ଗୋଳମାଳ ହୋଇଗଲା ତାର ପୁଣିଥରେ ସଦମା! କଥ! ମଳେପଡିଗଲୀ ସେ କାହା ସହିତ କଣ କରିବ କିଛି ବୁଝି ପାରିଲାନାହିଁ! ତେବେ ନିଜକୁ ନିୟନ୍ତ୍ରଣ କରିନେଲା ଓ ଫେରିଗଲା ! ମନ୍ତୁରା କିମା ରମଜାନ୍ ଜାଣିବା ପାଇଁ ଦେଲାନାହିଁ ଯେ, ସେ ସବୁ ଦେଖଛି! ସବୁ ଜାଣିଛି! ମନେମନେ ଅଙ୍କ କଷୁ ଥିଲା - ସେ କଣ କରିବା ତାଦୃଷ୍ଟି ରେ ତାପତ୍ନୀ ମାନକୁ ବିଗାଡ଼ିତାରେ ରମଜାନ୍ ହିଁ ଥିଲା  ଦାୟୀ    ! ଢେଣୁ ରମଜାନ୍ ହିଁ ଦଣ୍ଡ ପାଇବ! ଯୋଗ୍ୟ  ସତକୁସତ ସେ ନିଷ୍ଠରି ନେଲା  ଯେତାର ପତ୍ନୀ ମାନକୃ କୁପଥକୁ ନେଇ  ଥିବା  ରମଜାନ୍ କୁ ସେ ସବୁଦିନ ଲାଗି ଶେଷ କରିଦେବା
ହତ୍ୟାଯୋଜନ! ଆରମ୍ଭ କଲା ଅର୍ଶଦ ! ପ୍ରଥମେ  ମନ୍ତୁରା କୁ ନେଇ ତାବାପଘରେ ଛାଡି ଆସିଲା ! ଆଉ ସୁଯୋଗ ଦେଖି  ରମଜାନ୍ କୁ ହାଣିହାଣି ମାରିଦେଲା
ସବୁ ଅପଗଧ ଚ୍ଛାଇମାକ୍ସ ଗୋତିଏ: ଅପରାଧି କୁ ହେବ ଜେଲଦଣ୍ଡ! ଅର୍ସାଦ କୂ ବି ତିହାର ଜେଲ୍ କୁ ନିଆଗଲା ! ତେବେ ଜେଲ୍ ରେ   ଦଣ୍ଡାଦେଶ କାଟୁ ଥିବା  ଅର୍ସାଦ କଣ କଦାଚିତ୍ ନିଜକୁ ଏଭଳି  ଏକ ପ୍ରଶ୍ନ ପଗରିଥିବ- ଏ ସମୂର୍ଣ୍ଣ ଘଟଣା ପାଇଁ ଦାୟୀ  କିଏ ? ସଦମା! ଯଦି ବାଟ  ହୁ ଡି଼ଲା ତାହେଲେ ସେଥି ପାଇଁ କଣ ଦାୟୀ  ସଦମା! ? ମନ୍ତୁରା ରଅସତାୟତାର ସୁଯୋଗ ଯଦି ରମଜାନ୍ ନେଲା  ତାହେଲେ ସେଥି ପାଇଁ କଣ ଦାୟୀ  ରମଜାନ୍
ସ୍ୱାମା ଭବରେ ସଦମା ର  ମନକୁ ବୁଝିବା  ଣ ତାର ଆବଶ୍ୟକ ନ ଥିଲା ? କୁହାଯାଏ, ମଣିଷ ଠକିଲେ ଶିଖୋ ସଦମା! ଉପାଖ୍ୟାନରୂ କଣ କିଛି ବି ଶିଖିଲା  ଅର୍ସାଦ? ଯଦି  ସେ ଶିକ୍ଷା ପାଇ ଥାନ୍ତା  ତାହେଲେ ସେ ପୁଣିଥରେ କଣ ନିକର ଯୁବତୀ ପତ୍ନୀ ରହୁ ଥିବା  ଘରେ ୱିମେନାଇଜର ରମଜାନ୍ କୁ ଋ ଖିବା ଭଳି ବୋ କାମି କରିଥାନ୍ତା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...