Monday 1 May 2017

ନିଆଁ





ଦୀପାବଳି ପାଳିବା ପାଇଁ ପ୍ରତ୍ୟେକ ବର୍ଷ ରାଜେନ୍ଦ୍ର ର୍ଗାକୁ ଯାଏ ଆଉ  ପ୍ରତିଥର ଭଣଜା ଧରମବୀର ପାଇଁ ଗିଫ୍ଟ ନିଏ ! ଉତ୍ତର ପ୍ରଦେଶ ଵାଦାୟୁ   ଜିଲା ହଜ  ରତପୁରର ବାସିନ୍ଦା ଧରମବାର ଏହି ଦିନକୁ ପ୍ରତୀକ୍ଷା କରିଥାଏ ! ଉତ୍ତରାଖଣ୍ଡର ଜଣାଶୁଣା ପ୍ଲା ଏତ୍ତଡ ଫାକ୍ଟ୍ରି ରେ ରାଜେନ୍ଦ୍ର  କାମ କରୁଥାଏ ! ତାରପତ୍ନୀ  ଓ ପିଲା  ଭବନ ନଗଲା ଗାଁ ରେ  ରୁହନ୍ତି  ! ଧରମଦୀର ଉତ୍ସାହର ସହ ଅପେକ୍ଷା କରିଥାଏ ! ଦୀପାବଳି ପୂର୍ବଦିନ ଅର୍ଥୀତ୍ଵ ନଭେମ୍ବର ୨ ତାରିଖରେ ଧରମଦୀର ରାଜେନ୍ଦ୍ରକୁ ଫୋନ  କଲ! ତାର ପ୍ରୋଗ୍ରାମ ବିଷୟରେ ଜାଣିବ! ପାଇଁ  ! କିନ୍ତୁ ତାନମ୍ବର ସୁଇଜଡ଼ ଅଫ   ଥିଲା ! ଅନେକ ଥର ଲଗାଇଲେ ମଧ୍ୟ ଯ ସେହି ଗୋଟିଏ ଉତ୍ତର ମିଳୁ ଥିଲା କି ଆପଣ ଡାଏଲ କରିଥିବ! ନମ୍ବରଟି ଏବେ ବନ୍ଦ ଅଛି ! ଧରମବୀର ବିବ୍ରତ ହୋଇପଡୁ ଥିଲା ! ! କିନ୍ତୁ ଭାବିଲା କୌଣସି କାରଣରୁ ପେ!ନ ବନ୍ଦ ଥିବ ! ଦୀପାବଳି ହେଲେ ସେ ଆପେ ପହଞ୍ଚିଯିବେ


୩ ତାରିଖ ଥିଲା ଦୀପାବଳି ! ଦିନ ଯାଇ ସନ୍ଧ୍ୟା  ଆସୂ ଥିଲା କେଉଁଠି କେଉଁଠି ବାଣର ଠେ! ଠ! ଶବ୍ଦ ଶୁଭିବା ଆରମ୍ଭ ହୋରଥିଲା ! ହେଲେ ରାଜେନ୍ଦ୍ର ଆସୁ ନ ଥିଲେ  ! ରାଜେନ୍ଦ୍ର ଆସୁ ନ ଥିବ! ଏବଂ ଫୋନ ବନ୍ଦ ଥିବ! ନେଇ ସମସ୍ତେ ଟେନସରେ ଥିଲେ  ! ଏଣୁ ଚାରିଆଡେ ପ୍ରତ୍ୟକ ଘର ଆଲୋକିତ ହେଉଥିବ  ବେଜେ ରାଚେନ୍ଦ୍ରକ ଘର ଅନ୍ଧାର ପଡିଥିଲା ! ପରିବାରର ସମସ୍ତ ସଦସ୍ୟ ରାକେହ୍ରଙ୍କୁ ଫୋନ  ଲଗାଇ ଇବାରେ ବ୍ୟସ୍ତ ଥିଲେ  ! ଶେଷରେ ଧରମଚୀର ରାଦେନ୍ଦ୍ରଙ୍କ ପନ୍ତ! ଅଞ୍ଜନିକ ନିକଟରେ ପହଞ୍ଚି କହିଲା, ଆଂଟି , ଏଭଳି ତ ଜେବେ ହେଇନି ରାଜେନ୍ଦ୍ର ଅଙ୍କଲ  ଦୀପାବକିକୁ ଆସିବେନି ଆଉ ଫୋନ ବନ୍ଦ ରହିବ ତାଙ୍କୁ କଣ ଛୁ ଟି ମିଳିଲାନି ! ନ! କେଉଁ ବଡ କାମରେ ରହିଗଲେ ଅଞ୍ଜଳି କହିଲେ, ନ!ସେ ଦୁଇଦିନ ତଳେ କହୁଥିଲେ ଏଥର ଲମ୍ବା ଛୁ ଟି ନେଇ  ଯିବି ! ଅଧିକ  ଦିନ ରହିବି ! ହେଲେ କଣ ହେଲା କେଜାଣି ଏମିତି ତ ଫେ!ନ କେବେ ବନ୍ଦ ରୁହେ ନି ! ଧରମବୀର ପରାମର୍ଶ ଦେ ଲା କି ରାଜେନ୍ଦ୍ର ଯଦି ଆଜି ନ ଆସନ୍ତି  ତେବେ ସେ ନିଜେ ରୁଦ୍ର ପୁର ଯାଇ  ତାକ ସନ୍ଧାନ କରିବ ! ରାତି ପାହିଲା, ନ! ରାଜେନ୍ଦ୍ର ଆସିଲେ ନ! ଫୋନ ଅନ ହେଲା ! ଏଣୁ ପରଦିନ ସକାଳେ ଅର୍ଥୀତ୍ୱ ୨0୧୩ ନଭେମ୍ବର ୫ ତାରିଖ ଦିନ ଧରମବୀର ରୁଦ୍ର ପୁର ଅଭିମୁଖେ ବାହାରିଲେ! ! ସେ ସିଧା ଯାଇ ଫାକ୍ଟ୍ରି ରେ  ପହଞ୍ଚି ମ୍ୟାଜେକର ସହ ଦେଖା କଲେ ! ! ମ୍ୟାନେଜର କହିଲେ, ୨୮ ତାରିଖରୁ ସେ କାହାକୁ କିଛି ନ କହି ଛୁ ଟି ନ ନେଇ ବାହାରି ଯାଇଛି ! ସେହିଦିତୁ ଫେରିନାହିଁ ! ସେଠାରେ ତାଙ୍କର ସହକର୍ମୀମାନେ କହିଲେ, ୨୭ ତାରିଖରୁ ଆଉ କେହି ତାକୁ ବେଖିନାହାତି ! ରାଜୀବ କାଶ୍ୟପ ତାର ଆଉଜଣେ ଘନିଷ୍ଠ ସହକର୍ମୀ ଥିଲା ! ସେ କହିଲ! କି ୨୭ ତାରିଖରୁ ସେ ଗାଁ କୁ ଯାଇଛି ! ସପ୍ତାହ ପର୍ଯ୍ଯନ୍ତ ସେଠାରେ ରହିବ ! ଏଇନି ବିଭିନ୍ନ ସ୍ଥାନରୁ ହତାଶ ହୋଇ ଧରମବୀର ବାଧ୍ଯ ହୋଇ ପୋଲିସ ଷ୍ଟେଶନରେ ପହଞ୍ଚିଲା ! ରୁଦ୍ରପୁର  ପୋଲିସ ନିଖୋଜ ରିପୋର୍ଟ ଦେଖି ଧରମବୀରକୁ ହାରୁୱାନୀ ଥାନାରେ କମିବ! ପା ଇଁ ମରାମର୍ଶ ବେଳା !  କାରଣ ନୈନିତାଲ ଢିଲା ତୋଡ଼ା  ଜଙ୍ଗଲରୁ କିଛିଦିନ ତବେ ସମ୍ପୃକ୍ତ ଥାନ! ଏକ ଅଜଣା ମୃତଦେହ ଠାବ କରିଥିଲା ! ଧଗମବୀର ତୁରନ୍ତ ସେଠାରେ ପହଞ୍ଚି ଫଟୋ ଓ ସାର୍ଟଯ୍ୟାଣ୍ଟ ଦେଖିଲା ! ଆଉ କାନ୍ଦି ବାକୁ ଲାଗିଲା ! ଫଟୋ ଓ ଯ୍ୟାଣ୍ଟସାର୍ଟ ରାଜେନ୍ଦୁର ଥିଲା ! ପୋଲିସ ଏହାକୁ ହତ୍ୟା ମାମଲାରେ ରୂପାନ୍ତରିତ କରି ତଦନ୍ତ ଆରମ୍ଭ କଲୀ ! ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲା କି ରାଜୀବ କାଶ୍ୟପ ତାର କ୍ନୋଯ ଫ୍ରେନ୍ଡ  ଥିଲା ! ୨୭ ତାରିଖ ଦିନ ସେମାନେ ଏକାଠି କରି ମତ ପିଇବ! ସହ ସାଇକେଲ ଯୋଗେ ତୋଡ଼ା ଜଙ୍ଗଲ ଆଡେ ଯାଇହରି ! ରାଜୀବ ଏବେ ସନ୍ଦେହ ଘେରକୁ ଆସିଯାଇଥିଲା ! ସେଦିନ ସେମାନେ ଏକାଠି ମଦ ପିଇବ! ପରେ ରାଜୀବ ତାରୁମ୍ ରେ  ରାତି ନ ବିତାଇ ବିଜୟ ରୁମ୍ ରେ ରାତିବିତାଇଛି ! ପୋଲିସ ବିଜୟ ପାଖରେ ପହଞ୍ଚିଲା ! ବିଜୟ କହିଲା, ରାଜୀବ ରାତି ପ୍ରାୟ ୧୧ଟା ବେଳେ ଆସିଥିଲା ! ତାସାର୍ଟରେ ରକ୍ତ  ଛିଟା ଥିଲା ! ମୁଁ ଯେତେବେଳେ ରକ୍ତ   କଥା ପଚାରିଲି ସେ କହିଲା କି ମୋର ୨କଣକସହ ଗଣ୍ଡଗୋଳ ହୋଇଗଲା ! ଜୀବନ ବଞ୍ଚାଇ ରୁମ କୁ କୁ ନ ଯାଇ ମୁଁ ଆଡେ ପଳାଇ ଆସିଲି ! ଏଥ୍ରେ ଆଉ ସନ୍ଦେହ କରିବାର ନ ଥ୍ଲ! ! ରାଜୀବ ଏବେ ଦୋଷ! ବୋଲି ପୋଲିସ କାଣି ପାରିଥିଲା ! ସିଧାସଳଖ ରାଜୀବକୁ ଥାକାକୁ ନିଆଗଲା ! ବିଭିନ୍ନ ଦିଗରୁ ପଚରା ଉଚରା ପରେ ରାଜୀବ ଧରା ପଡ଼ିଯାଇଥିଲା ରାଜେନ୍ଦ୍ର କ ହତ୍ୟାକାଣ୍ଡର ରହସ୍ୟ ଉକ୍ନୋଚନ କରିଥିଲା

ଉତ୍ତର ପ୍ରଦେଶ ଵାଦୟୁ! ଜିଲ୍ଲା ହଜରତ ପୁର  ଥାନ! ଅଧୀନ ଭବନ ନଙ୍ଗଲ ର୍ଗାର ବାସିନ୍ଦା ଥିଲେ  0 ବର୍ଷ1ୟ ରାଜେନ୍ଦ୍ର ! ମାବାପ! ମରିଯିବା ପରେ ଭଉଣୀ ପାର୍ବତୀ ତାକୁ ଲାଳନ ପାବନ କରିଥିଲେ ସେ କିନ୍ତୁ ଚତୁର ମହିଳ! ଥିଲେ ! ବିବାହ ପରେ ମଧ୍ୟ  ସେ ରାଜେନ୍ଦ୍ର ଙ୍କୁ ତାଙ୍କ ଶାଶୁ ଘରକୁ ନେଇଯାଇଥିଲେ ! ୨ ବର୍ଷ ପରେ ସେ ଧରମବାରକୁ ଜନ୍ମ ବେଲେ ! ଚଡ଼ ହେବା ପରେ ରା6ଜେନ୍ଦ୍ର ଭଉଣୀ ପାର୍ବତୀ! ଉପରେ ଆଉ ବୋଝ ହେବାକୁ ଚାହିଁଲେ ନାହିଁ! ସେ ରୁଦ୍ର ପୁର ଯୁପିର ଏକ ପ୍ଲାଏ ଉଡ଼ ଫ୍ୟାକ୍ଟ୍ରି ରେ ବାମ ପାଇଗଲେ ! ଏବେ ରାଜେନ୍ଦ୍ର ଭଲ ରୋଜଗାର କରୁଥିବା  ରୁ ପାର୍ବତୀ ତାର ବିବାହ କଲିକତାର ବାସିନ୍ଦା ଅଞ୍ଜଳି ସହ କରାଇଦେଲେ ! ଭଉଣୀ ଘଇପାଖରେ ଏକ ଘରେ ରାଜେନ୍ଦ୍ର ବିବାହପରେ ରହିବାକୁ ଲାଗିଲେ ! କିଛି ଦିନ ପରେ ଅଞ୍ଜଳିଭାବନା, ନୟନା, ନେହ! ଏରଳି ତିନିଝିଅଙ୍କ ମାହେଲେ ! ପରିବାର ବଢି ଥିବାରୁ ରାଜେନ୍ଦ୍ର  ଘରକୁ କମ୍ ଆସି ଓ଼ଭର ଟାଇମ କରି ଅଧିକ  ଟଙ୍କା ରୋଜ଼ଗର କରୁଥିଲେ  ! କେବଳ ଦୀପାବଳିକୁ ଆସି କିଛିଦିନ ରହୁଥିଲେ ଅଧିକ ଦିନ ସେ ଭଉଣୀ ପାର୍ବତୀଙ୍କ ଘରେ କାଟିଥିବାରୁ  ଭଣଜା  ଧରମବୀର ସହ ଅଧିକ  ଆଟାରମେଣ୍ଟ ଥିଲା ! ଏଣୁ ଦୀପାବଳିକୁ ସେ ଉପହାର ଆଣିବା ସହ ରାଜେନ୍ଦ୍ର ଙ୍କ ଆସିବାରେ ଅଧିକ  ଅପେକ୍ଷା ଧରମବୀର କରୁ ଥିଲା ଗୋଟିଏ ପଟେ ଅଧିକ  ସମୟ ପରିଶ୍ରମ କରି ରାଜେନ୍ଦ୍ର ଅଧିକ  ଟଙ୍କ! କମାଉ ଥିବା ବେଳେ ଅଞ୍ଜଳି ସ୍ୱାମୀଙ୍କର ଏହି ଦୂରତ୍ୱକୁ ସହି ପାରୁ ନ ଥିଲା ! ବିରହ ଜାଳାରେ ସେ ଛଟପଟ ହେଉଥିଲା ! ! ପୁରୁଷର ସାନିଧ୍ୟ ବିନା ତାଶରୀରରେ ଯେମିତି ନିଆଁ ଜଳୁ ଥିଲା ! ସେ ନିଆଁରେ ଅନେକ ପତଙ୍ଗ ଝାସ ଦେବାକୁ ପ୍ରସ୍ତୁତ ଥିଲେ ମଧ୍ୟ  ଅଞ୍ଜଳି ଲଟୁରୀ ପଶ୍ଚିତକୁ ପସନ୍ଦ କଲା, ଯିଏ କି ତାନିଆଁରେ ଚ୍ଚବିପୋଡି ଯିବନି ବରଂ ଜ୍ୱାଳା ତୁ ଉପଶମ କରି ଅକ୍ଷତ ଫେରିବ ଟୋଲି ତାର ବିଶ୍ଵାସ ଥିଲା

0 ବର୍ଷାୟ ଲଟୁରୀସେ ର୍ଗାର କଣେ ଜମିଦାର ଥିଲା ! ମନଇଛା ଟଙ୍କ! ଖର୍ଚ କରି ସମସ୍ତ ସୁଖସୁବିଧାକୁ ଉପଭୋଗ କରୁଥିଲା ! ରାଜେନ୍ଦ୍ର ଓ କଟୁର! ପିଲାଦିନର ସାଙ୍ଗ ଥିଲେ ! ଲଟୁରୀ ଅଞ୍ଜଳିକୁ ଭାଉଜ ବୋଲି ଡାକୁଥିଲା ! ଅବିବାହିତ ଲଟୁରୀ ନାରୀ  ଶରୀରର ରହସ୍ୟ ଉଦ୍ରୋଚନ ପାଇଁ ବ୍ୟାକୁଳ ହେଉଥିଲା ଜେଜେ ଅଞ୍ଜଳି ବିରହ ଜ୍ୱାଳା ରେ ଛଟପଟ ଦ୍ଦେଉଥିଲା ଏଣୁ ଏକ ଦୂର୍ବଳ ମୁହୁର୍ଭରେ ସେମାନେ ମନକଥା ଆଦାନ ପ୍ରଦାନ କରିଏକ ଦେହ ଏକ ମନ ହେଲେ ! ରାତିର ନିର୍ଜନ ମ୍ୱହୂର୍ଭରେ ସେମାନେ ଏକାଠି ହେଲେ ! ଆଉ ଉଭୟେ ଏକ ନୂଆ ଉନ୍ମାଦନା ଉପ ଲବ୍ଧି କଲେ ଅଗ୍ନିକୁ ସାକ୍ଷୀ ରଖି ସାତ ତନ୍ମର ସାଥୀ କରିବା ପାଇଁ ଶପଥ କରିଥିବା ୩ଟି ସନ୍ତାନର ମାଅଞ୍ଜଳି କ୍ରମେ ରାଜେନ୍ଦ୍ର କୁ ଉପେକ୍ଷା କରିବାକୁ ଲାଗିଲା

ଗାଁ ଭିତରେ ଏଭଳି ପ୍ରେମକଥ! ଅଛପା ରହିଲା ନାହିଁ ! ପାର୍ବତ! ଜାଣିବ! ପରେ ରାକେନ୍ଦ୍ରକୁ ସବୁ କହିଲେ ! ସେଦିନ ଅଞ୍ଜଳିକୁ ରାଜେନ୍ଦ୍ର ବହୁତ ପିଟିଲା ! ଏବଂ ଘରୁ ବାହାର କରିଦେବାକୁ ଧମକ ଦେଲା ଏଭଳି ଏକ ପରି ସ୍ଥିତି  ପାଇଁ ଅଞ୍ଜଳି ଅପ୍ରସ୍ତୁତ ଥିଲା ! ଘରୁ ବାହାର କରିଦେବା ଏବଂ ଏଠାରୁ ବାହାରିବା ପରେ କୁଆଡେ ଯିବ ଏଭଳି ଭାବି ସେ ପାଗଳପ୍ରାୟ ହୋଇଉଠୁଥିଲା ! ଏପଟେ ଅବିବାହିତ ଲଟୁରୀଜୁ ଛାଡିବାକୁ ପ୍ରସ୍ତୁତ ନ ଥିଲା ! ଏଣୁ ସେ ନିଷ୍ଠରି ନେଲା କି ରାଜେନ୍ଦ୍ରକୁ ରାସ୍ତାରୁ ହଟାଇ ଦିଆଯାଉ ! ସେ ଲଟୁରୀ ପଶ୍ଚିତକୁ ପରାମର୍ଶ ଦେଲା କି ରାଜେନ୍ଦ୍ର ରହୁ ଥିବା ରୁଦ୍ର ପୁର ରେ ତାର ନିଜ ସାଙ୍ଗଙ୍କୁ ତାଙ୍କ ଚାହିଦା ଠାରୁ ୧0ଟୁଣ ଟକ! ଦେଇ ରାଜେନ୍ଦ୍ରକୁ ହତ୍ୟା କରିବ ! ସେ ଆଉ ଏକ ଚାଲ ଖେଳିଲା! ପୂର୍ବକୁ ରାକେନ୍ଦ୍ର ସହ କଥ! ହେବାବେଳେ ରାଜୀବ ସହ କଥ! ହୋଇଥିବ! ଅଞ୍ଜଳି କୌଶଳରେ ରାଜୀବକୁ ଡାକିଲା ଏକୁଟିଆ ମିଶିବା ପାଇଁ ରାକୀବକୁ ଡାକୁ ଥିବା କହିଲା ! ରାଜୀବ ଖୁସିରେ କାହାକୁ କିଛି ନ କହି ଅଞ୍ଜଳି ନିକଟରେ ପହଞ୍ଚିଲା ! ସେଦିନ ରାତିରେ ପଶ୍ଚିତ ସହାୟତାରେ ଅଞ୍ଜଳି ସହ ଶାରୀରିକ ସମ୍ପର୍କ ସ୍ଥାପନ କଲ! ! ସେତିକି ବେଳେ ପଶ୍ଚିତ ସେଠାରେ ପହଞ୍ଚି ବ୍ଲାକ ମେଲ କଲା ସେ ଯଦି ରାକେନ୍ଦ୍ରକୁ ହତ୍ୟା ନ କରେ ତେବେ ଏ କଥ! ପ୍ରଘଟ ହେବ ଆଉ ଗାଁଲୋକ ତାକୁ ପିଟିପିଟି ମାରିଦ୍ଦେବେ ! ସେପଟେ ଯଦି ରାଜେନ୍ଦ୍ର ଶୁଣେ ତେବେ ସେ ବି ମାରିବେବ ! ରାଜୀବ ପାଖରେ ବାଟ ନ ଥିଲା ଏଣୁ ସେ ଯୋଜନା କଲା! ! ୨୭ ତାରିଖ ଏକ ମବ-କୁକୁତା ପାର୍ଟି ଅଛି କହି ରାଜେନ୍ଦ୍ର କୁ ଏକ ହୋଟେଲକୁ ନେଇଗଲା ! ସେଠାରେ ସେମାନେ ମବ ପିଇବ! ପରେ ରାରେନ୍ଦ୍ରକୁ ନିଶ! ହୋଇଗଲା ! ସେମାନେ ହୋଟେଲରୁ ଫେରିବ! ବେବେ ବାଟରେ ରାଜୀବ ପଛରୁ ଛୁରୀ  ରେ  ରାଦ୍ଦେନ୍ଦ୍ରକୁ ଆକ୍ରମଣ କରି ହତ୍ୟାକଲା ! ସେଠାରୁ ରୁମ୍  କୁ ନ ଫେରି ଳିକୟ ରୁମ୍ ରେ ସୋଇ ପଡିଲା ପରଦିନ ସେ ଅଞ୍ଜଳି ପାଖକୁ ଫେରି ହତ୍ୟାର ପ୍ରମାଣ ଦେଖାଇ ତାସହ ଶାରୀରିକ ସମ୍ପର୍କ ରଖିବ! ପାଇଁ କହିଲା ! ହେଲେ ଅଞ୍ଜଳି କହିଲା, ସୀମା ଅତିକ୍ରମ କରନି ! ଯାହ! ତେ! ଦ୍ୱାରା କରାଇବାର ଥିଲା ! ମୁଁ କଲି ! ଏବେ ଅଧିକ  କହିଲେ ମେ! ସ୍ଵାମୀର ହତ୍ୟା ଅଭିଯୋଗରେ ଜେଲ ଯିବୁ ! ରାଜୀବ ଭୟରେ ସେଠାରୁ ପଳାଇ ଆସିଲା ! ହେଲେ ଆଇନ ହାତରୁ ବଞ୍ଚିପାରିଲାନି ! ବୟାନକୁ ଭିରିକରି ପୋଲିସ ତାକୁ ଗିରପକଲା………….

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...