୧ ୭ଅକ୍ଟୋବର, ୨0୧୬ ସକାଳ ! ଉତ୍ତରପ୍ରଦେଶର ଗୋରଖତ୍ପର ଜିଲ୍ଲା ଅନ୍ତର୍ଗତ ତିଲୁଆତାଲ ଅଞ୍ଚଳର ମହେସରା ପୋଲ ନିକଟରେ ଥୁଆ ହୋଇଥିଲା ଏକ ସାଇକେଲ୍! କ୍ୟା ରିୟରରେ ବନ୍ଧା ହୋଇ ଥିବା ରକ୍ତ ଭିଜା ଅଖାତିର୍ ନିଗିଡ଼ି ପଡୁ ଥିଲା ଟୋପାଟୋପା ରକ୍ତ |ଏ ସଂପର୍କରେ ସୂଚନା ପାଇ ଘଟଣାସ୍କୃଳରେ ପହଞ୍ଚିଲେ ତିଲୁଆତାଲ ଇନ୍ସପେକ୍ଟର ରାମବିଳାସ ଯାଦବ! ଅଖା ଖୋଲାଯିବାରୂ ତା’ ଭିତରୁ ବାହାରିଲା ୩୫-୩୬ ବର୍ଷାୟ ଜଣେ ଯୁବକର ଶବ, ଯାହାର ମୁଣ୍ଡକୁ କୌଣସି ଓଜନିଆ ଜିନିଷରେ ଏକାଧିକ ଥର ପ୍ରହାର କରାଯାଇଥଲା! ସେତେବେଳକୁ ଶବଟି ତିଲୁଆତାଲ ଗାଁ ର ପ୍ରପର୍ଟି ଡିଲର ସୁରେଶ ସିଂହର ଟୋଲି ଚିହ୍ନଟ 6ହାଇସାରିଥିଲା!
ମୃତକଙ୍କ ପରିବାରକୁ ଏହି ହତ୍ୟାକାଣ୍ଡ ବିଷୟରେ ଖବର ବେଚାକୁ ଯାଇଥିବା ଦୁଇଜଣ କନେଷ୍ଟବଳ ସୁରେଶଙ୍କ ଘରେ କାହାକୁ ଦେଖିବାକୁ ପାଇନଥିଲେ! ସେମାନେ ସୂରେଶଙ୍କ ପଡ଼ୋଶୀଙ୍କୁ ପଚାରି ଜାଣିଲେ, ସୁରେଶର ବିଛଣା ରକ୍ତ ଜୁଡ଼ୁବୁଡ଼ୁ ହେବା ଓ ସୁରେଶ ଘରେ ନଥିବା ତେଖି ପରିବାର ଲୋକ ତାକୁ ଖୋଳିବାକୁ ଯାଇଛନ୍ତି ଘରକୁ ପୋଲିସ ଆସିଥିବା ଖବର ପାଇ ମୃତ ସୁରେଶର ବଡ଼ଭାଇ ଦୀନେଶ ଘରକୁ ଫେରିଆସିବା ମାତ୍ରେ ପୋଲିସ ତାଙ୍କୁ ଥାନାକୁ ନେଇଗଲେ! ସୁରେଶର ଶବ ଦେଖି କାନ୍ଦି ଉଠିଲା ଦୀନେଶ! ଏହାପରେ ପୋଲିସଉକ୍ତ ସାଇକେଲ୍ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ପଠାଇଦେଲେ! ଇନ୍ସପେକ୍ଟର ଦୀନେଶଠୁ ଜାଣିଲେ, ସୁରେଶ ବିବାଦୀୟ ଳମି କିଣ! ବିକ! କରୂଥିଲା ! ମାତ୍ର ତା’ର ବ୍ୟବସାୟ ଭଲ ଚାଲିଥିଲା ଓ କାହାରି ସହିତ ତା’ର ଶତ୍ରୁ ତା ନଥିଲା ! ପରଦିନ ସମସ୍ତ ଗଣମାଧ୍ଯମରେ ଏହି ହତ୍ୟାକାଣ୍ଡ ଥିଲା ମୁଖ୍ୟ ଖବର! ଏସ୍.ଏସ୍.ପି ରାମଲାଲ ବର୍ମ! ଯଥା ଶୀଘ୍ର ଏହି ମାମଲାର ପରଦା ଫାଶ କରିବା ପାଇଁ ଏସ୍ପି (ସିଟି) ହେମରାଚ୍ଚ ମିଣାଙ୍କୁ ନିର୍ବେଶ ବେଲେ! ହେମରାକ ସିଓ ବେବେତ୍ରନାଥ ଶୁକ୍ଳ! ଓ ଇନ୍ସପେକ୍ଟରଙ୍କ ସୁରେଶର ପରିବାର ସଦସ୍ୟଙ୍କ ଉପରେ ତୀକ୍ଷ୍ଣ ନଜର ରଖି ମାମଲାର ତଦନ୍ତ କରିବାକୁ ନିର୍ବେଶ ବେଲେ! ଏସ୍ପିଙ୍କର ମନେ ହୋଇ ଥିଲା , ଏହ! ଶତୂତା କାରଣରୁ ହତ୍ୟାକାଣ୍ଡ ହୋଇନପାରେ! ଏହ! ପଛରେ ଅବୈଧ ସମ୍ପର୍କଥାଇପାରେ! କାରଣ ସୁରେଶର ମୁଣ୍ଡକୁ ଯେଉଁଭଳିନିର୍ଦୟ ଭାବେ ପ୍ରହାର କରାଯାଇଥିଲା , ଅନୈତିକସମ୍ପର୍କ ଜନିତ ଘୃଣାରେ ସାଧାରଣତଃ ସେଭଳି ନିର୍ମମ ପ୍ରହାର କରାଯାଇଥାଏ
ଏସ୍ପି ଙ୍କ ସନ୍ଦେହ ସତ ଥିଲା! ଘଟଣାର ତଦନ୍ତ କରିବାରୁ ଜଣାପଡ଼ିଲା, ଗତ କିଛି ବର୍ଷ ହେଲା ସୁରେଶ ଓ ତା’ର ସ୍ତ୍ରୀ ରାଧିକ ମଧ୍ୟ ରେ ଭଲ ସମ୍ପର୍କ ନଥିଲା ! ଦୁହିଁଙ୍କ ମଧ୍ୟ ରେ କଳି କଜିଆ ଲାଗି ରହୁଥିଲା ! କଜିଆର କାରଣ ଥିଲା ସୁରେଶର ନିଜ ପୁତ୍ର! ରାହୁଲ! ରାଧିକା ଓ ରାହୁଲ୍ ଅର୍ଥାତ୍ ଖୁଡି଼ ଓ ପୁତୁରା ! ମଧ୍ୟ ରେ ଗଡ଼ି ରଠିଥିଲା ଅନୈତିକ ସମ୍ପର୍କହତ୍ୟାକାଣ୍ଡର ସପ୍ତାହେ ପୂର୍ବରୁ ମଧ୍ୟ ଏହାକୁ ନେଇ ସୁରେଶ ଓ ରାଧିକା ମଧ୍ୟ ରେ ବଡ଼ ଧରଣର ଝଗଡ଼ା ହୋଇଥିଲା ଓ ସୃରେଶ ରାଧିକ କୁ ଖୁବ୍ ପିଟିଥିଲା ! ରାଗିଯାଇ ରାଧିକତ୍ପଅକୁ ନେଇ ପଳେଇଥିଲା ବାପଘରକୁ ! ରାହୁଲକୁ ପଚରା ଉଚରା କରିବାକୁ ଯାଇ ତ୍ପଲିସ ଜାଣିଲା’ ରାହୁଲଲକ୍ଷ୍ମୌ ର ଗୋମତୀ ନଗରରେ ଘରଭଡ଼ା ନେଇ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିଲା’ ଘଟଣାର ଦିନକ ପୂର୍ବରୁ ରାହୁଲ ଲଯୌ ପଳାଇଥିଲା ଚୋଲି ତା’ର ବାପା ଦୀନେଶକହିଥ ବେଳେ ମୁଖବାର ନାମକ ଜଣେ ଲୋକ ରାନ୍ଦୁଲକୁ ଘଟଣା ଦିନ ସକାଳୁ ଚିଲୁଆତାଲ ଅଞ୍ଚଳରେ ବେଖିଥିବା
ପ୍ରକାଶ କଲା ଲଜ୍ଜୈ] ପୋଲିସ ସହାୟତାରେ ଗୋରଖପୁର ପୋଲିସ ୨୨ ଅକ୍ଟୋବର, ୨୦୧୬ରେ ଗୋମତୀନଗରରୂ ରାହୁଲକୁ ଗିରଫ କରିଥଲା!
ରାହୁଲ ହିଁ କଚ୍ଚା ସୁରେଶକୁ ହତ୍ୟା କରିବା କଥା ସ୍ୱୀକାର କରିଥଲା! ଖୁଡ଼ି ପ୍ରେମରେ ପଡ଼ି କକାହଚ୍ୟାକାଣ୍ଡର ଯେଉଁ କାହାଣୀ ରାହୁଲ ଶୂଣାଇଲା, ତାହା ଥିଲା ସମସ୍ତଙ୍କ ଚକିତ କରିଦେବା ଭଳିଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲା ଚିଲ୍ଲଆତାଳ ଗାଁ ରେ ପତ୍ନୀ ରାଧିକା ଓ ଛ’ ବର୍ଷର ପ୍ଅକୁ ନେଇ ରହୁଥିଲା ସୁରେଶ! ସେହି ଘରେ ସୁରେଶର ବଡ଼ଭାଇ, ଭାରତ ଓ ସେମାନଙ୍କ ଘୁଅ ରାହୁଲ ବି ରହୁଥିଲେ! ସୁରେଶ ଚେନ୍ନାଇର ଏକ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରିଥିଲା ବର୍ଷ କୁ ଥରେ କି ଦୁଇ ଥର ଘରକୁ ଆସୁଥିଲା ସୁରେଶ ! ଏପଟେ ସୁରେଶ ଘରେ ରହୁ ନ ଥିବା ରୁ ରାଧିକାର ଛୋଟମୋଟକାମ ରାହୁଲ କରିବେଉଥିଲା ! ସମ୍ପର୍କରେ ଖୁଡି଼ ଓ ପୁଚୁରା ହୋଇଥିଲେ ହେଁ ରାଧିକା ଓ ରାହୁଲର’ ବୟସ ପ୍ରାୟ ସମାନଥିଲା ! ସମବୟସ୍କ ହୋଇଥିବା ରୂ ଦୁହେଁ ସାଙ୍ଗସାଥି ଭଳିକଥାବାବାର୍ତା କରୂଥିଲେ ! ପରିଣାମ ସ୍ଵରୂପ ଧୀରେଧୀରେଦୁହିଁଙ୍କ ମଧ୍ୟ ରେ ମଧୁର ସମ୍ପର୍କ ଗଢ଼ି ଉଠିଲା ! ମନ ଭିତରେ ଜଣେ ଅନ୍ୟ ଜଣକର ଆବଶ୍ୟକତା ଅନୁଭବ କଲେ!
ରାହୁଲ ରାଧିକାକୁ ନିଜଠୁ ଅଧିକ ଭଲପାଇଲା! ରାଧିକା ମଧ୍ୟ ଯ ରାହୁଲ ପ୍ରେମରେ ସମର୍ପଣର ମୋହର ଲଗାଇଦେଲାଥରେ ପାରିବାରିକ ମର୍ଯ୍ୟାଦା ସମ୍ପର୍କର ଲକ୍ଷଣରେଖାତେଇଁଗଲା ପରେ ଯେତେବେଳେ ବି ସୁଯୋଗ ମିଳୁଥିଲା ’ ଦୁହେଁ ଦୁହିଁଙ୍କ ଶରୀରର ଭୋକ ମେଣ୍ଟାଉଥିଲେ !
ମାତ୍ର ଏହି ଅନୈତିକ ସମ୍ପର୍କ ବିଷୟରେ ସେମାନେ ଅଧିକ ବ ଦିନ ଲୁଚାଇ ପାରିଲେ ନାହିଁ! ରାଧିକା ଓ ରାହୁଲ ର ସମ୍ପର୍କକୁ ନେଇ ପାଖ ପଡ଼ୋଶାମାନେ ଅନେକ ଚଟୁଳ କଥା ଆଲୋଚନା କଲେ! ମାତ୍ର ସେ ଦୁହେଁ ଏହାକୁ ବେଖାତିର କରି ଚାଲିଲେ! ଧୀରେ ଧାରେ ସୁରେଶ କାନରେ ପଡ଼ିଲା ଏ କଥା! ସେ ଚାକିରି ଛାଡ଼ି ଆସି ଘରେ ରହିଲା! ଏହା୨୦ ୧୪ର ଘଟଣା! ବେନ୍ନାଇରେ ଚାକିରି କରିଥିବା ବେକେ ବେଶ୍ କିଛି ଟଙ୍କା ସଞ୍ଚୟ କରିଥିଲା ସୁରେଶ! ସେହିଟଙ୍କାରେ ସେ ପ୍ରପର୍ଟି କିଣାବିକା ବ୍ୟ ଯବସାୟ ଆରମ୍ଭ କଲା! ଅଳ୍ପ ଦିନ ଭିତରେ କମିଗଲା ତା’ର ବ୍ୟବସାୟ! ଏଥି ପା ଇଁ ସାରା ବିନ ସେ ବାହାରେ ରହୁଥିଲା ! ତେଣୁ ତା’ ଅନୁପସ୍ଥିତିରେ ରାହୁଲ ଓ ରାଧିକା ପୂର୍ବ ଭଳି ଅନୈତିକ ସମ୍ପର୍କରେ ଲିପ୍ତ ରହୁଥିଲେ ! ଦିନେ ସୁରେଶ ନିଜ
ଆଖିରେ ଦୁହିଁଙ୍କ ଆପଭିଜନକ ଅବସ୍ଥାରେ ଦେଖିଲା! ମାତ୍ର ରାଧିକା କିମ୍ବା ରାହୁଲକୁ କିଛି ନ କହି ବଡ଼ଭାଇ ଦାନେଶକୁ ସଚୂ କଥା କହିଲା ସ୍ଵରେଶ! ଦୀନେଶଠାରୁ ଗାଳି ଗୁ ଲକଶୁଣି ରାହୁଲ ଲକ୍ଷ୍ମୌ ଚାଲିଗଲା ଓ ସେଠାରେ ଘରଭଡ଼ା ନେଇ ରହିଲା! ମାତ୍ର ତା’ ମନରେଚ୍ଚଳୁଥିଲା ପ୍ରତି ହିଂସାର ନିଅଁ ! ! କକା ସୁରେଶ ଯୋଗୁଁବାପା ମା’ ତାକୁ ଘରୁ ତଡ଼ିଦେଲେ! ଗାଁ ଲୋକ, ବନ୍ଧୁବାନ୍ଧବ ତାକୁ ଛି’ ଛାକର କଲେ! ପ୍ରେମିକା ରାଧିକା ସହିତ ସେ ପୂର୍ବ ଭଳି ମିଶିପାରୂ ନଥିଲା !
ତେଣୁ କକାକୁ ରାସ୍ତାରୂ ହଟାଇବେବାକୁ ସେ ସ୍ଥିର କଲା ରାହୁଲ ଏଭଳି ଏକ ସୁ ଚିନ୍ତିତ ଉପାୟ ଖୋଜୁଥିଲା , ଯଦ୍ଵାରାକକା ସୁରେଶ ମରିବ ଓ ତାଳୁ କେହି ସନ୍ଦେହ କରିବେ ନାହିଁ! ବହୁତ ଭାବିବା ପରେ ସେ ସ୍ଥିର କଲା ସେ, ଗୋମତୀନଗର ଭଡ଼ାଘରେ ସେ ନିଜ ମୋବାଇଲ୍ କୁ ଭାଇ ବ୍ରେ ସନ୍ ମୋଡ଼ ରେ ରଖି ରାତିରେ ଗୋରଖପୁର ଆସି କକାକୁ ହତ୍ୟା କରିବ ଓ ପୁଣି ଥରେ ଲକ୍ଷ୍ମୌ ଫେରିଯିବ ! ପୋଲିସ ତା’ ଉପରେ ସନ୍ଦେହ କରିବ ତ ମୋବାଇଲ୍ ଲୋକେସନ୍ ସାହାଯ୍ୟରେ ସେ ରକ୍ଷା ପାଇଯିବ!
ଯୋଜନା ଅନୁସାରେ ସେ ଅକ୍ଟୋବର ୧୬ ତାରିଖ ଦିନ ଲକ୍ଷ୍ମୌ ଚାଲିଗଲା! ମାତ୍ର ୧୭ ତାରିଖ ରାତି ୧୧ଟା ସୁଦ୍ଧା ପୁ ଣି ଗୋରଖପୁର ଚାଲିଆସିଲା! ଲୁଚି ଲୁଚି ସେ ପ୍ରଥମେ ତା’ ବାପାଙ୍କ ଘର କବାଟ ବାହାରୁ ବନ୍ଦ କରିଦେଲା ! ଯେମିତିକି ପାଟିତୁଣ୍ଡ ଶୁଣି ସେ ବାହାରକୁ ଆସି ପାରିବେନି! ଏହାପରେ ସେ କକା ସୁରେଶର କୋଠରିକୁ ଯାଇ ଏକ ଲୁହାଛଡ଼ରେ ତା’ ମୂଣ୍ଡକୁ ଶକ୍ତ ପାହାର ଦେଲା! କିଛି ସମୟ ଛଟପଟ ହୋଇ ସେ ମରିଗଲା! ଏହାପରେ ରାଦୁଲ ଏକ ଅଖାରେ ସୁରେଶର ଶବ ପୂରାଇ ସାଇକେଲ୍ କ୍ୟା ରିୟରେ ବାନ୍ଧି ଜଙ୍ଗଲ ଆଡ଼େ ଚାଲିଲା! ସେ ଭାବିଥିଲା ! ତାଳୁ କେହି ଦେଖିନ ଥିବେ ମାତ୍ର ସେହି ରାସ୍ତାରେ ଯାଉଥିବା ଏକ ଟ୍ରାକ୍ଟରର ଡ୍ରାଇଭରକୁ ଦେଖିବ! ମାତ୍ରେ ରାହୁଲ ଦୌଡ଼ି ଚାଲିଗଲା ଓ ଟ୍ରେନ୍ ଯୋଗେ ଲଯୌ ଫେରିଗଲା! ସୁରେଶର ମୃତ୍ୟୁ ଖବର ପାଇ ଚାପଘରୂ ଫେରିଆସିଲା ରାଧିକା ! ଏ ଘଟଣାରେ ସେ ଖୁବ୍ ମର୍ମାହତ ହୋଇପଡ଼ିଥିଲା ! ଜାରଣ ବେହର ଭୋକ ମେଣ୍ଟାଇବାକୁ ସେ ରାହୁଲକୁ ବାଛିଥିଲା ! ମାତ୍ର ସୁରେଶକୁ ହତ୍ୟା କରିବାକୁ ସେ କେବେହେଲେ କହିନଥିଲା ରାହୁଲ କୁ ! ରାହୁଲର ମା’ ବାପ! ମଧ୍ୟ ଖୁବ୍ ଦୁଃଖ କଲେ ଓ ତ!’ ସହ ସମସ୍ତ ସମ୍ପର୍କ ଛିନ୍ନ କରି କୁ ତକର୍ମର ଫଳଭୋଗିବାକୁ ଛାଡ଼ିଦେଲେ
No comments:
Post a Comment