Sunday 7 May 2017

ପାପ ବନ୍ଧନ

    ବିବାହ ଏକ ପବିତ୍ର ବନ୍ଧନ ଯାହା ବିଶ୍ୱାସ ଓ ଭରସାର ଡୋରି ରେ  ସାର! ଜୀବନ ଦୁଇ ମନକୁ ବାନ୍ଧି ରଖେ ! ପରସ୍ପର  ପ୍ରତି ସମପ୍ରୀତ  ହୋଇ ସଂସାର ନୌକାକୁ ଆଗକୁ ବାହିନେବାକୁ ମାର୍ଗ ଦେଖାଏ ହେଲେ ଏହି ସମ୍ପର୍କରେ ଛଳନା ଓ ସନ୍ଦେହର ଲେଶମାତ୍ର ଛିଟା ଲାଗି ପାପାଚାରର ପ୍ରବେଶ ଘଟିଲେ ଜୀବନ ହୋଇଯାଏ ଦୁର୍ବୀ ଷହ ! ଆଉ ସ୍ଵେହ ଶ୍ରଦ୍ଧାର ଏହି ସମର୍ପଣ ଲାଗେ ସତେଯେପରି ପାପ ବନ୍ଧନ ! ଗୁପ୍ତ ପ୍ରଣୟରେ ଲିପ୍ତ ରହି ଜଣେ ବ୍ୟଭିଚାରୀ ପତ୍ନୀ  ପିଶାଚୀ ପାଲଟି କିପରି ପତି ରକ୍ତରେ ହୋଲି ଖେଳିପାରେ ତାହାକୁ ନେଇ  ଆମର ଏ ଅପରାଧଭିଭିକ ଉପସ୍ଥାପନା



     ଘଟଣାଟି ହେଉଛି ଉତ୍ତରପ୍ରଦେଶ ଗୋରଖପୁରର କେ ଣ୍ଟ ଥାନା ଅଧୀନସ୍ଥ ବିଷ୍ଣୁ ପୁର! ଗାଁ ର ! କଥାରେ ଅଛି ଦୁର୍ଯୋଗ  ପଡ଼ିଲେ ସୁନାମୁଣ୍ଡା ପଥର ପାଲଟିଯାଏ ! ଆଉ କୁତକର୍ମର ଫଳ ଆପେଆପେ ମିଳିଯାଏ ! ସେହିଭଳି ଆପଣଛାଏଁ ରାତ୍ର ପେଟ୍ରୋ ଲି° କରୂଥିବା  ପୋଲିସ ନଜରରେ ପଡ଼ି ବୌଡ଼ିବା ଆରମ୍ଭ କରିଥିଲେ ଦୁର ଯୁବକ ସାଧାରଣ ଚୋରା  ଭାବି ପୋଲିସ ଳରିଥିଲା ପିଛା ! ଆଉ ହୂହିଁକୁ ଧରିବା ପରେ ଯେଉଁ ସତ୍ୟ  ପଦାକୁ ଆସିଥିଲା ସେଥିରେ  ପୋଲିସର ହୋସ୍ ଉଡ଼ିଯାଇଥିଲା





ଅଭିଯୁକ୍ତଙ୍କ ମୁହଁରୁ ଘଟଣା ପଛର ସତ୍ୟ ଯଟି ହେଉଛି- ଗୋରଖପୁରର ଦେବରିଅ! ଥାନା ପଥରହଟ ଗାଁ ର ସୁରେନ୍ଦ୍ର ବାହାଦୁରଙ୍କ କନ୍ୟା  ସୁଷମା ପ୍ରେମ ଳରୂଥିଲେ ସେହି ଗାଁର ଡବ୍ଲୁ  ସିଂହ ଙ୍କୁ ! ଡବ୍ଲୁ  ଥିଲା ହତ୍ୟାକାଣ୍ଡରେ ଲିପ୍ତ ଦୀପନାରାୟଣ ସିଂହ ଙ୍କ  ଏକମାତ୍ର ପୁତ୍ର  ! ଯିଏକି ହତ୍ୟା, ଲୁଟ୍, ଗୂଣ୍ଡାଗଦି ଓ ବହୁ କେଳେଙ୍କାରୀରେ ଲିପ୍ତ ରହି ଜେଲ୍ ହାୱା ଖାଇସାରିଥିଲା ! ଦୁହିଁଙ୍କ ପ୍ରେମ ସମ୍ପର୍କରେ ସୁରେନ୍ଦ୍ର ଜାଣିଥିଲେ ହେଁ ଭୟରେ କିଛି ରହିପାରି ନଥିଲେ ! ଏପରିକି ଦୁହିଁଙ୍କ ପ୍ରେମ ଦୀର୍ଘ ୧ ୨ ବର୍ଷ କାଳ ଚାଲିଥିଲା ପରିବାର ଲୋକଙ୍କ ଜ୍ଞାତସାରରେ ଡବ୍ଲୁ  ସୁଷମାସହ ସମ୍ପର୍କ ସ୍ଥାପନ କରୂଥିଲା ! ପରିବାର ଲୋକଙ୍କ ବାରଣ ସତ୍ୱେ  ସବୁ  ଜାଣି ମଧ୍ୟ  ସୁଷମ! ଏହି ବିସାହୀନ ପ୍ରେମରେ ଲିପ୍ତ ରହିଥିଲା ! ଡବ୍ଲୁ  ମଧ୍ୟ  ନିଜ ଅନୈତିକ ଉପାକିତ ଅର୍ଥରେ ସୁଷମାକୁ ଖୁସ୍ କରୂଥିଲା! ଏମିତିକି ଦୁହେଁ ୨ ମାସ କାଳ ଘରୁ ଫେରାର ହୋଇଯାଇ ସ୍ୱାମୀ -ସ୍ତ୍ର1 ଭଳି ବାହାରେ ରହିବା ପରେ ପୁଣି ଗାଁ କୁ ଫେରିଥିଲେ ଡଟ୍ଲୁ ଜଣେ ଲୋକକୁ ଚିଟ୍ ବଜାର ରେ ତାମୁଣ୍ଡ କାଚି ହତ୍ୟା କରିଦେଲା ଓ ମୁଣ୍ଡକୁଧରି ସହରରେ ପୂରିବାକୁ ଲାଗିଲା ! ଆଇନ ସମସ୍ତଙ୍କ ଠୁ ଉର୍ଦ୍ଧରେ! ଡବ୍ଲୁ କୁ ଜେଲ୍ ହୋଇଗଲା !




ଏସଟୁ ବରଦାସ୍ତର ବାହାରେ ହେବାରୁ ଶେଷରେ ୬ ମାର୍କ, ୨୦୧ ୧ରେ ସୁରେନ୍ଦ୍ର କନ୍ୟା ଯା ସୁଷମାଙ୍କ ବିବାହ କେଣ୍ଟ ଥାନା ଅଧୀନ ବିଷୁପୁଗା ନିବାସୀ ଦେବେନ୍ଦ୍ର ପ୍ରତାପ ଓ ଲକ୍ଷୀ ସିଂହଙ୍କ  ଏକମାତ୍ର ପୁତ୍ର ବିବେକ ସିଂହ (ବିବି) ସହିତ କରାଇ ଦେଇଥିଲେ ! ଏହି ବିବାହକୁ ଡବ୍ଲୁ  ଓ ସୁଷମା ମଧ୍ୟ  ବିରୋଧ କରିନଥିଲେ ! କାରଣ ଡବ୍ଲୁ  ଜାଣିଥିଲା ଯେ  ସେ ଯେତେବେଳେ ଚାହିଁବ ସୁଷମାକୁ ନିଜର କରି ପାରିବ  ! ସୁଷମା ମଧ୍ୟ  କିଛି ନଭାବି ଏହି ବିବାହକୁ ଆପଣେଇ ନେଇଥିଲା ! ବିବାହର କିଛିଦିନ ବିବେକ୍ ସହ ବେଶ୍ ହସଖୁସିରେ କଟାଇଥିଲେ ସୁଷମା ! ବର୍ଷକପରେ ଆରୂଷ ନାମକ ପୁତ୍ର  ତାଙ୍କ କୋଳମଣ୍ଡନ କରିଥିଲା ! ହେଲେ ଏତେସବୁ  ଖୁସି ଭିତରେ ସୁଷମା ଡବ୍ଲୁ ଭୁଲିପାରି ନଥିଲା !


1ର୍ଘ ଦୁଇମାସ ହେବ କମଳେ ଶ୍ଵର ଓରଫ ଡବ୍ଲୁ ସୂଷମାର ଫଟୋକୁଧରି ଗୋରଖପୁର ଅଞ୍ଚଳରେ ଘୂରି ବୁଲୁ ଥିଲା ! ! ଯାହାକୁ ଦେଖୁଥିଲା ତାକୁ ଫଟୋ ଦେଖେଇ ପଚାରୁଥିଲାୟେ ମାଡାମ୍ ଳୁଜାଣନ୍ତି କି ? ୟେ କେଉଁଠି ରହନ୍ତି  କହିପାରିବେ କି ? ପ୍ରତ୍ୟେକଦିନ ସେ ସେହିକାମ କଗୁଥ୍ଇ! ! କିଏ ତାଳୁ ପାଗ ଳ ଟୋଲି ଭାବୁ ଥିଲା ତ ଆଉ କିଏ ତାଳୁ ଗୋଟେ ଦିୱାନ! ଟୋଲି କହୂଥିଲା ! ସେ କିନ୍ତୁ କାହାକୁ କିଛି  କହୁ ନ ଥିଲା ! ସେ କେବଳ ଗୋଟିଏ କଥ! ତାମନକୁମନ କହୁଥିଲା- ସୁଷମା ମେ! ପ୍ରେମିକା! ସେ କେବଳ ମୋର! ମୁଁ ବଂଚି ଛି ତ କେବଳ ସୁଷମା ପାଇଁ ! ମେ! ଠୁ ମେ! ସୁଷମାକୁ ଚୂରେଇ ଦିଆଯାଉଛି! ମୁଁତାକୁପାଇବି! ନିଶ୍ଚୟ ପାଇବି! କାରଣ ତାସହିତ ମୋର କେଇ  ଚ୍ଚନ୍ମର ସମ୍ପର୍କ! ସତକୁସତ ଦିନେ ମିଳିଗଲା ସୁଷମାର ଠିକଣା!
ଦିନେ ଜଣେ ସେଇ ଫଟୋକୁ ଦେଖ୍ କହିଲା- ଆରେ ୟେ ତ ଆମ ସୁଷମା ଭାଉଜ ! ଏ ଫଟୋ ତୁମେ ପାଇଇ କେଉଁଠୁ?’ ଡବ୍ଲୁ ଖୁସିରେ ଉଛୁଳି ଉଠିଲା! ଭାବିଲା, ଯାହେଉ ସୁଷମାର ଠିକଣା ତାକୁ ମିଳିଗଲା! ଉତ୍ତର ଦେବାକୁ ଯାଇ କହିଲା- ମୁଁ ରାଶନ କାର୍ଡ ଅପି'ସ୍ ରୁ  ଆସିଛି! କେତେଟା ଡକୁ ମେଣ୍ଟ ବାକି ରହିଯାଇଛି ତ ସେଇଟାକୁ ନେବ! ପାଇଁ ଆସିଛି!ଲୋକଚ୍ଚଣକ ଆଉ କିଛି କହି ଲାନି! ସେ ତାକୁ ସୁଷମାର ଘର ଦେଖେଇଦ୍ଦେଇ ନିଜ କାମରେ ଚାଲିଗଲା ଖୁସିରେ ତା ର ପାଦ ତଳେ ଲାଗୁ ନ ଥିଲା!
ତାହାର୍ଟବିଟ୍ ବଢ଼ିଯାଏଇ ଥିଲା! ସେ ଯେତେବେଳେ ସୁଷମା ଘରର ବେଲ୍ ବଢେଇଲା ସେତେବେଳେ ତାକୁ ଲାଗିଲା ଯେମିତି ତାଦେହରୁ ଜୀବନ ଛାଡ଼ିଯାଭଛି! ତାର ରକ୍ତ ସବୁ ହେମାଳ ହୋଇଯାଉଛି! ଖୋଲିଗଲା କବାଟ ! ସୁଷମା ହିଁ କବାଟ ଖୋଲି ଥିଲା ! ସୁଷମା ବିଶ୍ବାସ କରିପାରିଲା ନାହିଁ ଯେ , ତାଆଗରେ ଠିଆ ହୋଇଛି ଡଟ୍ଲୁ - ତାପ୍ରେମିକ! ତାଜୀବନା ତାଜୀବନର ସବୁକିଛି! ତାକୁ ସ୍ଵପ ପରି ଲାଗୁଥିଲା! ଉଭୟ ଡଟ୍ଲୁ ଓ  ସୁଷମା ପରସ୍ପର କୁ ଅନେକ ରହିଥିଲେ! ନିମିଷକ ପାଇଁ କାହାରି ପଲକ ପଡୁ ନ ଥିଲା! ଝରଝର ହୋଇ ଆଖ୍ଚୂ ଲୁହ ଝରି ଯାଉ ଥିଲା ! କିଛିସମୟ ପରେ ସେ ସେନ୍ସେ କୁ ଆସିଲା ସୁଷମା ଟିକିଏଏ  ବି  ଡେରି ନ କରି ଡଟ୍ଲୁ  କୁ ଟାଣିନେଲା ଭିତରକୁ! ଆଉ ନିଜର  ସମସ୍ତ ଜୋର ଲଗେଇ କୁଣ୍ଢେଇ ଧରିଲା! ଡବ୍ଲୁ ବି ଜାବୁଡ଼ି ଧରିଥିଲା ସୁଷମାକୁ! ସତେଯେମିଟି  ସେମାନକୁକେହି ଅଲଗା କରି ନେଉ ଛନ୍ତି ! ସେମାନେ କିନ୍ତୁ କେହି କାହାରିକୁ ଛାନ୍ଦିବାକୁ ପ୍ରସ୍ତୁତ ନୁହନ୍ତି

ଉତ୍ତରପ୍ରଦେଶର ଜେବରୀଆ ଜିଲ୍ଲା ଅଧୀନରେ ରହିଛି ଗୌରୀବଚ୍ଚାରୀ ଗୌରୀବଜାର ଅଞ୍ଚଳର ପଥରାହାଟ ଗାଁ! ସେହି ପଥରାହାଟ ଗାଁରେ ଉଭୟ ସୁଷମା ଏବଂ କମଲେଶ୍ଵର ଓରଫ୍ ଡବ୍ଲୁର ଘର! ତଟ୍ଲୁର ବାପା ଦୀପ ନାରାୟଣ ଜଣେ କ୍ରିମିନାଲ ମାଇଣ୍ଡେଡ଼୍ ମଣିଷ! କେବଳ ସେ ନୂହନ୍ତି ; ତାଙ୍କ ପରିବାରର ସମସ୍ତ ସଦସ୍ୟ! ବର୍ଷକୁ ଦୁରତିନିଥର ଅପରାଧ ଘ ଟେଇ ଜେଲ୍ କୁ ଯିବା ତାଙ୍କ ପରିବାର ପାଇଁ ଏକ ମାମୁଲି କଥା! ସେହିହେତୂ ଲୋକମାନେ ସେମାନକୁଭୟ କରୁଥିଲେ! ଡତ୍ ଲୁସେହି ପରିବାରର ହୋଇଥିବା ରୁ ସେ ମଧ୍ଯ ଦୁଇତିନିଥର ଜେଲ୍ କୁ ଯାଇ ଆସିସାରିଛି! ତାନାମରେ ହତ୍ୟା, ଡକାୟତି ଓ ଅସଦାଚରଣ ମାମଲା ରହିଛି! ଅପରପକ୍ଷରେ, ସୁଷମାର ବାପା ସୁରେନ୍ଦ୍ର ବାହାଦୂର ସିଂ ପଶେ ସାଦାସିଧା ମଣିଷ! ସେ ସାଧାରଣ ଜୀବନଯାପନରେ ବିଶ୍ବାସ କରନ୍ତି ! ସୁଷମା ତାଙ୍କର ଗୋଟି ଏ  ବୋଲି ଝିଅ ସୁରେନ୍ଦ୍ର ବାହାଦୁର ସିନା ଅପରାଧ ଏବଂ ଅପରାଧୀକୁ ଘୃଣା କରଛି! ମାତ୍ର ସୁଷମାର ସେହି ଭଳି ଲୋକମାନେ ଖୁବ୍ ପସନ୍ଦ ! ଯେଉଁ ଫିଲ୍ମରେ ହିରୋ ଗୋଟେ ତନ୍ କିମ୍ବା ଗୁଣ୍ଡା ସେ ସେହି ପିଲ୍ମ ଦ୍ଦେଖ୍ ବାକୁବେଶି ପସନ୍ଦ କରେ!
ଦିନେ  ଅଚାନକ ଭେଟହୁଏ ସୁଷମା ସହିତ ଡବ୍ଲୁ ର ! ଉଭୟଙ୍କ ନଜର ମିଶିଗଲା ସେମାନକୁ ଲାଗିଲା, ଯେମିତି ସେମାନେ ପରସ୍ପର  ପାଇଁ ଜନ୍ମ ହୋଇଛନ୍ତି ! ଚାଲିଚାଲି ଯାଉଥିଲା ସୁଷମା! ଡବ୍ଲୁ ତାପାଇଁ ଗୋଟେ ରିକ୍ସା ଯୋଗାଡ଼ କରିଦେଲା ଓ ରିକସାବାଲାକୁ  ଣ ଠାରିବେଲା ଆଖିରେ ! ରିକ୍ସାବାଲା କହିଲା- ବୁଝିଗଲି ଭାଇ! ମାଡାମ୍ ଙ୍କୁ ନେଇ ଠିକ୍ ଜାଗାରେ ପହଷେଇନ୍ଦେବି !ସୁଷମାଜୁ ଆଣି ଘରେ ପହଞ୍ଚେଇ ଦ୍ଦେଲୀ ରିକ୍ସାବାଲା! ସୁଷମା ଟଙ୍କା ଯାଚିଲା ତ କହିଲା- ଆପଣ ଆମ ଭାଇଙ୍କର ସାଙ୍ଗ ! ମୁଁ ଆପଣଙ୍କଠୁଟଙ୍କା ନେବି.....ଏତିକିଶୂଣିବାପରେସୁଷମାକୁ ଲାଗିଲା ଯେମିତି ହଠାତ୍ ତାର ଖାତିର ବଢ଼ିଯାଇଛି! ଆଉ ସେ ଏ ସହରରେ ଏକ ନାମାଝିଅ ପାଲଚିଯାଇଛି!

ଆରମ୍ଭ ହୋଇଗଲା ସୁଷମା ଆଉ ଡବ୍ଲୁର ପ୍ରେମ କାହାଣୀ! ତବ୍ଲୁର ପରିବାର ଏକ ବଦନାମା ପରିବାର ଥିଲା! ଲୋକମାନେ ସିନା ସେମାନକୁ ଭୟ କରୁ ଥିଲେହେଲେ କେହି ସେମାନଙ୍ଗୁ ଭଲପାଉ  ନ ଥିଲେ! ତେଣୁ ଯେତେବେଳେ ସୁଷମା ଡବ୍ଲୁ ସହ ବାହାରେ ଘୂରି ବୁଲିଲା  ସେତେବେଳେ ଖବରଟି ଆଉ ଲୁଚି ରହିଲାନି! ସୁରେନ୍ଦ୍ର ବାହାଦୁର ଖବର ପାଇଲେ ସେ, ତାଙ୍କ ଝିଅ ସୁଷମା ଗୋଟେ ଗୁଣ୍ଡାକୁ ପ୍ରେମ କରୁଛି! ଏହା ଜାଣି ତାକ ମୁଣ୍ଡରେ ଯେମିତି ବକ୍ରପାତ ହେଲା! ସେ ଘରେ ପହଞ୍ ସୁଷମାକୁ ଗାଳିଗୁଲଜ କରିବା ଆରମ୍ଭ କରିଦେଲେ ! ହେଲେ ସୁଷମା କହିଲା- ବାପା ! ତବ୍ଲୁଗୋଟେ ଭଲ ପିଲା ! ତ!ହୃଦୟ ଭାରି କୋମଳ! ମୁଁତାକୁହିଁବାହାହେବି!ଝିଅ ମୁହଁରୁ ଏଭଳି କଥା ଶୁଣି ସୁରେନ୍ଦ୍ର ବାହାଦୂର  ନିଚ୍ଚକୁ ଧ୍ କ୍କାର କରିବାକୁ ଲାଗିଲେ ! ସୁଷମା ଉପରେ କଟକଣା ଲଗେଇ ଦେଲେ ! ତାଠୁ ତାସେଲଫୋନ୍ ଛଡ଼େଇନେଲେ ଏକଥା ସୁଷମା ଜଣେଇଦେଲ! ଡବ୍ଲୁକୁ! ଡବ୍ଲୁ ଆସି ସୁରେନ୍ଦ୍ର ବାହାଦୁରଙ୍କୁ  ଭେଟି କହିଲା ଯେ, ‘ମୁଁ ସୁଷମାକୁ ବାହାହେବି! ସେ ମୋର ସ୍ତ୍ରୀ  ! ବାହାହେବା ଯାଏ ସେ କେବଳ ତୁମ ଘରେ ଅଛି! ତାକୁଯେମିତି ତୁମେ ପଦୁଟିଏ ବି କିଛି  ନ କୁହ !ସୁରେନ୍ଦ୍ର ବାହାଦୁର ଏସଚୂଶୂଣି ତାଜୁବ୍ ହୋଇଗଲେ! ଆଗରୁ ସୁଷମା ଥିଲା ତାଙ୍କର ଝିଅ ଏବେ ସେ ପାଲଗେଲା ତାଙ୍କ ପାଇଁ ଏକ ଅଳିଆ ! ସେ ଭାବିଲେ ଯେତେଶୀଘ୍ର ଏ ଅଳିଆକୁ ଘଚୂ ହଟେଇଦ୍ଦେବ! ଭଲ ! ନ ହେଲେ ତାକୁ ବି ଅଳିଆରେ ରହି ନର୍କ ଯନ୍ତ୍ରଣା ଭୋଗିବାକୁହେବ ! ଏହ! ଭାବି ସେ ସୁଷମାର ବାହାଘର ଯୋଗାଡ଼ କରିବାରେ ଲାଗି ପଡ଼ିଲେ! ହେଲେ ସୁଷମା ଡଟ୍ଲୁକୁ ଛାଡ଼ି ଆଉ କାହାକୁ ବି ବାହ! ହେବାକୁ ଚାହୁଁ ନ ଥିଲା ! ତେଣୁ ସେ ତବ୍ଲୁକୁ କହିବେଉଥିଲା ! ଆଉ ଡବ୍ଲୁଯାଇ ସଚୂ ପ୍ରସ୍ତାବକୁଭାଗି ବେଉଥିଲା ! ପରିସ୍ଥିତି ହି ଏମିତି ହେଲା ଯେ, ଚାରିଆଡ଼େ ପ୍ରଚାର ହୋଇଗଲା ସୁରେନ୍ଦ୍ର ବାହାଦୂର ଝିଅ ସୁଷମା ହେଉଛି ଗୁଣ୍ଡା ଡବ୍ଲୁର ସମ୍ପଭି! ତେଣୁ ତାକୁ ଆଉ କେହି ବୋହୁ କରିନେବାକୁ ଚାହିଁଲେ ନାହିଁ! ସୁରେନ୍ଦ୍ର ବାହାଦୁର କିନ୍ତୁ ଗୋଟେ ଗୁଣ୍ଡାକୁ ଦ୍ବାଇଁ  କରିବାକୁ ଚାହୁଁନ ଥିଲେ! ତେବେ ସେ କଣ କରିବେ କିଛି  ଉପାୟ ପାଉ ନ ଥିଲେ! ଯେଉଁଠିକୁ ପ୍ରସ୍ତାବ ନେଉଥିଲେ ସେମାନେ ତାଳୁ ଆଉ ଘରେ ପୂରାଉ ନ ଥିଲେ! କେବଳ ମୁଣ୍ଡରେ ହାତଦ୍ଦେଇ ବସିବା ସାର୍ ହି ଥିଲା! ଏତିକିବେଳେ ଗୋଟିଏ ଘଟଣା ଘଟିଲା  ଯାହା ତାଳୁ ଟିକିଏ ଶାଚ୍ଚିରେ ନିଃଶ୍ବାସ ମାରିବାକୁ ସୁଯୋଗ ଦେଲା ! ଡଟ୍ଲୁ ଜଣେ ଲୋକକୁ ଚିଟ୍ ବଜାର ରେ ତାମୁଣ୍ଡ କାଚି ହତ୍ୟା କରିଦେଲା ଓ ମୁଣ୍ଡକୁଧରି ସହରରେ ପୂରିବାକୁ ଲାଗିଲା ! ଆଇନ ସମସ୍ତଙ୍କ ଠୁ ଉର୍ଦ୍ଧରେ! ଡବ୍ଲୁ କୁ ଜେଲ୍ ହୋଇଗଲା !
 ୟାରି ଭିତରେ ସୁରେନ୍ଦ୍ର ବାହାଦୂର କାହାକୁ କିଛି ନ କହି ଅନେକ ଦୂରରେ ନେଇ ସୂଷମାକୁ ବିବେକ ସିଂ ନାମକ ଜଣେ ଯୁବକ ସହିତ ଗୁପ୍ତ ଭାବରେ ବିଂକୀହ କରାଇଦେଲେ! ବିବେକ ଏକ କମ୍ପାନୀରେ କାମ କରୁଥିଲା! ଭଲ ରୋଜ଼ ଗର  କରୁଥିଲା ! ପୁଣି ସୁଷମା ନିକଟରେ ମନ! କରିବାର କୌଣସି ଚାରା ନ ଥିଲା! ତାର ବଳ ଥିଲା ଡବ୍ଲୁ! ହେଲେ ସେ ତ ଜେଲ୍ ରେ ! କର୍ମକୁ ଆଦରି ବାହା ହୋଇଗଲା ସୁଷମା! ବର୍ଷକ ଭିତରେ ତାର ଆୟୁଷ ନାମରେ ପୁଅଟିଏ ମଧ୍ଯ ହେଲା ସେ ସିନା ଚିବେକକୁ ବାହା ହୋଇଥିଲା ଏବଂ ଆୟୁଷକୁ ଜନ୍ମ ଦେଇଥିଲା ! ହେଲେ ସେ ଥରୁଟେ ବି ଭାଚୁନ ଥିଲା ଯେ ସେ ବିବା ହିତା କିମ୍ବା ଗୋଟେ ପିଲାର ମା’! ସେ ଡବ୍ଲୁ  ବାଟକୁ ଅନେଇ ବସିଥିଲା! ତାର ବିଶ୍ବାସ ଥିଲା ତାକୁ ଖୋଜି ଖୋଜି ଡବ୍ ଲୁନିଶ୍ଚୟ ଆସିବ ! ଆଉ ତାକୁଏ ନର୍କ ପୁରୀରୁ ଉଦ୍ଧାର କରିନବ
ସତକୁସତ ତ!ସ୍ଵପ ସତ ହେଲା ! ଆଉ ଡବ୍ଲୁ ଚି ତାକୁ ଖୋଜିଖୋଳି ଆସି ପହଞ୍ଚଲା! ସେ ଚାହା ହୋଇ ମାହୋଇ ସାରିଥିଲେ ମଧ୍ଯ ଡବ୍ଲୁ ର କିଛି ପରବାୟ ନ ଥିଲା ! ସେ ଡବ୍ଲୁପାଇଁ ଥିଲା କୁଂଵାରୀ  ଝିଅଟେ ; ଯାହ! ପାଇଁସେ ସବୁପାପ କରିବାକୁପ୍ରସ୍ତୁତ ଥିଲା ! ଧୀରେ ଧୀରେ ଦୁହିଁଙ୍କ ପାପ ସମ୍ପର୍କ ପୁଣି ଜାଗିଉଠିଥିଲା ! ଦୁହେଁ ସମସ୍ତଙ୍କ ଅଜ୍ଞାତରେ ବାର୍ଜାଳାପ ଓ ମିଳାମିଶା କରୁଥିଲେ ! ଏପରିକି ଘରେ କେହି ନ ଥିବା  ର ସୁଯୋଗରେ ସୁଷମ! ଡବ୍ଲୁ କୁ ଘରକୁ ଡାକି ରାତି ବିତାଉଥିଲେଏହି ଖବର ବିବେକକୁ ଜଣାପଡ଼ିବା ପରେ ସେ ସୁଷମାଙ୍କ ଘରୁ ବାହାରିବାର ସମସ୍ତ ବାଟ ବନ୍ଦ କରିଦେବା ସହ ତାଙ୍କ ଉପରେ କଡ଼ା ନଜର ରଖୁଥିଲେ ! ଅନ୍ୟପଟେ ଦୂର୍ଜାନ୍ତ ମାଫିଆ ଚନ୍ଦନ ସିଂହ ଗାଙ୍ଗ ରେ କାମ କରୂଥିବା  ଡବ୍ଲୁ! ନାମରେ ଭିନ୍ନ ଭିନ୍ନ ୧୨ଟି ମାମଲା ଥିଲା ଓ ସ୍ଥାନୀୟ ଅଞ୍ଚଳ ରି ରମେଶ ସିଂହ ନାମକ ବ୍ୟକ୍ତିଙ୍କ ମୁଣ୍ଡଗଶ୍ଚି ଅଲଗା କରିବେଇଥିଲା ! ସବୁ ଥର ପୋଲିସ ସିକଞ୍ଜାରୂ ଖସିଯାଉଥିଲେ ହେଁ ୨୦୧୩ରେ ପଥରହଟ ଗାଁ ର ଅରୁଣ ସିଂହ ହତ୍ୟାକାଣ୍ଡରେ ଫସି ଜେଲ୍ ରେ ଥିଲା   ! ବିବେକ୍ ଜେଲ କୁ ଯାଇ ତାକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ

ବିକିର ଧମକ ପାଇବା ପରେ ଜେଲ୍ ରୁ  ମୁକୁଳିବା ମାତ୍ରେ ପ୍ରଥମେ ତାକୁ ହିଁ ହଚ୍ୟା କରିବ ବୋଲି ଡବ୍ଲୁ  ସ୍ଥିର କରିଥିଲା ଓ ଏ ସଂପର୍କରେ ସୁଷମାକୁ କଣାଇ ଦେଇଥିଲା !ସୁଷମା ମଧ୍ୟ  ଏଥିରେ  ସହମତି ପ୍ରକାଶ କରିଥିଲା ! ମାସକ ପରେ (୧୮ ମାର୍ଜ)ରେ ଡବ୍ଲୁ  ଜେଲ୍ରୂ ମୁକ୍ତ ହେବା ମାତ୍ରେ ସୁଷମାକୁ ଦେଖାକରିବାକୁ ଚାରିଆସିଥିଲେ ! ସୁଷମ! କହିଲା - ମୋତେ ଏଠୁ ଜେଇଯାଅ ସେ ଥ୍ ପାଇଁ ଯଦିପାରୁଛ ମେ! ସ୍ୱାମୀ କୁ ମାରିବିଅ  ଡବ୍ଲୁ ପାଇଁ ମଣିଷ ମାରିବା  ନୂଆ କଥା ନ ଥିଲା!

 ଦୁହେଁ ତୁରନ୍ତ ବିକିକୁ ରାସ୍ତାରୂ ହଟାଇ ଏକ୍ ହୋଇଯିବାକୁ ନିଷ୍ପରି ନେଇଥିଲେ ଓ ହତ୍ୟା ଯେ!କନାରେ ଲାଗିପଡ଼ିଥିଲା ! ଯୋଜନା ମୁତାବକ ଏପ୍ରିଲ୍ ୨୨ ତାରିଖ ଦିନ ଡବ୍ଲୁ  ତାର ତିନି ସାଙ୍ଗ ରାଧେଖ୍ୟାମଅନୀଲ ଓ ସୁନୀଲ କୁ ଘ ଟ ଣା ସମ୍ପର୍କରେ ଟୁଝାଇ ଦେଇଥିଲା ! ରାତି ୧ ୨ଟାରେ ସମସ୍ତେ ଶୋଇଯିବା ପରେ ସୁଷମାର ଫେ!ନ କଲ୍ ପାଈଁ ଚାରିହେଁ ଏକ କାର ଯୋରେ ବାହାରିପଡ଼ିଥିଲେ ! ଗାଡ଼ିକୁ ମୁଖ୍ୟରାସ୍ତାର ଏକ ଅନ୍ଧାରିଆ ସ୍ଥାନରେ ରଖ୍ ଚାଲିଚାଲି ଚିବେକଙ୍କ ଘରେ ପହଞ୍ଚି ଯାଇଥିଲେ ! ଆଗରୁ ଚାହିଁ ରହିଥିବା  ସୁଷମା କବାଟ ଖୋଲିବା ମାତ୍ରେ ସମସ୍ତେ ବେଡ଼ ରୁମ କୁ ପଶିଯାଇଥିଲେ ! ଛାୟା ନିତ୍ରାରେ ଶୋଇଥିବା  ବିବେକ କିଛି ଜାଣିପାରିବ! ପୂର୍ବରୁ ଚାରିହେଁ ତାଙ୍କ ମୁହଁକୁ ଚାପିଧରି ଇଟାରେ ମୁଣ୍ଡକୁ ଛେଚି ଚାଲିଥିଲେ ! ପାଟିତୁଣ୍ଡ ଶୁଣି ପୁଅ ଆରୂଷ ଉଠିପଡ଼ିବାରୂ ସୁଷମା ତାମୁହଁକୁ ଚାପିଧରି ପାଟିକଲେ ଅଙ୍କଲମାନେ ବାପାଭଳି ମାରିଦେବେ ବେ!ଲି କହିଥିଲା ! ଭୟରେ କାକୁସ୍ଥ ହୋଇ ଆରୂଷ ସେହିଠାରେ ବଲବଲ ଚାହିଁ ସ୍ଥାଣୁ ପାଲଟି ଯାଇଥିଲା ! କିଛିସମୟ ପରେ ୩୫ ବର୍ଷାୟ ବିବେକର ରକ୍ତ ଜୁଡୁ ବୁ ଡୁ ଶରୀର ଯଡ଼ ପାଲଟି ଯିବାରୁ ଲାଶ୍ କୁ  ଏକ ଚାଦରରେ ଗୁଡ଼ାଇ ଛାତରୁ ତଳକୁ ଫିଲିଦେରଥିଲା ଡବ୍ଲୁ ! ଏ ସମସ୍ତ ଘଟଣା ଆରୂଷ ଦେଖୀ ଦେବା ରୂ ଡବ୍ଲୁ  ତାକୁ ମାରିଦେବା କୁ କହିଥିଲା ! ହେଲେ ସୂଷମାଠାରୂ ଯେତେ ବେଳେ  ଜାଣିବାକୁପାଇଲା ଯେ ଆରୂଷ ତାନିଜ ପୁଅ ବୋଲି ସେତେବେଳେ ସେ ତୂସ୍ ରହିଯାଇଥିଲା !

 ଘର ଚଟାଣ ସଟୁ ସଫା କରି ସୁଷମା କବାଟ କିଳିବା ମାତ୍ରେ ଚାରିହେଁ ତଳକୁ ଚାଲିଆସିଥିଲେ ! ତକୁ ଲାଶ କୁ ଉଠାଇ ଡବ୍ଲୁ  ରାଧେଖ୍ୟାମକୁ ପଛରେ ବସାଇ ବିବେକର ଗାଡ଼ିରେ ହିଁ ଲଦି କାର  ଅଭିମୁଖେ ବାହାରି ପଡ଼ିଥିଲେ ! ପଛେ ପଛେ ଅନୀଲ ଓ ସୁନୀଲ ଚାଲିଚାଲି ଯାଇଥିଲେ ! ବିଲ୍ଲି°ରେ ଏତେସଟୁ କାଣ୍ଡ ଘଟିଯାଇଥିଲେ ହେଁ ତଳମହଲାରେ ଶୋରଥିବା ! ବିବେକଙ୍କ ବାପାମାଓ ଦାଦାଖୁଡ଼ି କୃଷ୍ଣପ୍ରତାପ ଓ ଦୁର୍ଗାଦେବୀ କିଛି ଜାଣିପାରି ନଥିଲେ

        ଚାରିହେଁ ଭାବିଥିଲେ ଲାଶ୍ କୁ  କାରରେ ଲଦି କେଉଁ ଏକ ଜଙ୍ଗଲକୁ ନେଇ ଫିନଜି ଦେଇ ଚାଲିଆସିବେ ଓ କେହି କିଛି ଟେର୍ ପାଇବେ ନାହିଁ! ହେଲେ ଦୂଯୌଗଜୁ କାର୍ ପାଖରେ ପହଞ୍ଚିବା ପୂର୍ଚରୂ ଡବ୍ଲୁ  ଓ ରାଧେଖ୍ୟାମ ହଠାତ୍ ପାଟ୍ରେ!ଲି° କରୂଥିବା ! ପୋଲିସ ସାମ୍ବାରେ ପଡ଼ିଯାରଥିଲେ ! ଦୁହେଁ ବାଇକ୍ ଓ ଶବ ଫିକିଦୌଡ଼ିଥିଲେ ହେଁ ପୋଲିସ କବଳରୁ ଖସିପାରି ନଥିଲେ ! ଏହି ସୁଯୋଗରେ ପଛରେ ଆସୁଥିବା  ଅନୀଲ ଓ ସୁନୀଲ ଫେରାର ହୋଇଯାଇଥିଲେ
        ବେଣ୍ଟ ଥାନାଧ୍କାରୀ ଅଭୟ ମିଶ୍ରଙ୍କ ଜେରାରେ ଡବ୍ଲୁ  ଓ ରାଧେଖ୍ୟାମ ସମସ୍ତ ଦୋଷ ସ୍ୱୀକାର କରିନେଇଥିବା  ର୍ବେଳେ ପ୍ରତ୍ଯକ୍ଷବର୍ଶ1 ଆରୂଷର ବୟାନକୁ ଭିଲିକରି ପୋଲିସ ସୁଷମା ଓ ଅନ୍ୟ ଦୁଇ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିନେଇଥିଲା ! ଡବ୍ଲୁତ ଅନେକ ଥର ଜେଲ୍ କୁ ଯାଇ ଫେରିଥିଲା! ହେଲେ ପ୍ରେମ କରି ପ୍ରଥମଥର ପାଇଁ ଜେଲ୍ କୁ ଗଲା ସୁଷମା
୬ ବର୍ଷର ପୁଅ ଆରୂଷ ମାତାପିତାଙ୍କଠାରୂ ଦୂରେଇ ଅସହାୟ ହୋଇପଡି଼ଥିବା ! ବେଳେ ଅନ୍ୟପଟେ ବ୍ୟଭିଚାରୀଣୀ ସୁଷମା ବିବେକ ସହ ମୋର ବିବାହ ମିଛ ବନ୍ଧନ ବୋଲି କହି ପାଗଳପ୍ରାୟ ହସି ଚାଲିଥିଲା




No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...