Saturday 6 May 2017

ସୌନ୍ଦର୍ଯ୍ୟ






ପ୍ରଥମରୁ ସୁନ୍ଦରୀ ହୋଇ ଜନ୍ନ ହୋଇଥିଲା  ସବ୍ ନମ୍! ବୟସ ଧାରେ ଧାରେ ତାଦେହରେ ସୌନ୍ଦର୍ଯ୍ୟର ମଲମ ବୋଳି ଦ୍ଦେଇଥିଲା ! ସେ ନିଜର ରୂପକୁ ନେଇ ଖୁବ୍ ଖୁସି ଥିଲା ! ଭାବ୍ରୁଥିଲା ଏହା ତା ପାଇଁ ଈଶ୍ଵରଙ୍କର ଏକ ବରଦାନ! ଆଶୀର୍ବାଦ! ହେଲେ ଦିନେ ସେଇ ଆଶୀର୍ବାଦ ପେ ଅଭିଶାପ ପାଲଟିଯିବ ଆଉ ତାକୁ ମୃତ୍ୟୁର ଦ୍ଵାରଦେଶଯାଏ ନେଇଯିବ - ଏକଥା ସେ ସ୍ଵପରେ ସୁଦ୍ଧା ଚିନ୍ତାକରି ନ ଥିଲା ! ମାତ୍ର ତାହ! ହିଁ ହେଲା! ସବ୍ ନମର ସୌନ୍ଦର୍ଯ୍ୟ ତାପାଇଁ ଅଭିଶାପ ପାଲଟିଗଲା ଓ ତାକୂ ମୃତ୍ୟୁମୁଖକୂ ଟାଣିନେଲା

ଦିଲୀର ଖୟାଲା ଥାନା! ସେହି ଥାନା ଅଧାନ ଏକ ଅଞ୍ଚଳ ହେଉଛି ରଘୁବି ର ନଗର | ରଘୁବି ର ନଗରର ନିଉ.ଏଫ୍  ବ୍ଲକ ସ୍ତିତ  ଏନ୍.ଏନ୍୧୩୮ କ୍ୱାର୍ଟ ର୍ସରେ  ପରିବାର ସହିତ ରହେ ସବନମ! ପରିବାର କହିଲେ ସେ, ତାସ୍ୱାମୀ ଜାଫର ଏବଂ ପାଞ୍ଚଟି ସନ୍ତାନ ସବନମ ପ୍ରତିବର୍ଷ ଗୋଟିଏ ଲେଖା ସନ୍ତାନ ଜନ୍ମ ଦେଉଥିଲା ! ତଥାପି ତାର ସୌନ୍ଦର୍ଯ୍ୟ ଉପରେ ସାମାନ୍ୟ ଚି ପ୍ରଭାବ ପଡୁ ନ ଥିଲା ! ତାର ଯୌବନ ଥିଲା  ଅତୁଟ ! ବେଳକୂବେଳ ସେ ଅଧୀକ ରୁ ଅଧିକ ସୁନ୍ଦର ବିଶୁଥିଲା  !
ଉତ୍ତର ପ୍ରଦେଶର କସଗଞ୍ଜ ସ୍ତିତ ମ୍ୟାଓଁ ଗ୍ରାମ ନିବାସୀ ରିଆଜ ହୁସେନଙ୍କ ଝିଅ ସବନମ! ତାର ବିବାହ ହୋଇଥିଲା  ସେହି କସଗଞ୍ଜ ଅନ୍ତର୍ଗତ ତିଲୋକପୁର ଗ୍ରାମର  ମହମ୍ମଦ ସୌକତ୍ ଙ୍କ  ପୁଅ ଜାଫର ସହିତ!ସାଧାରଣତଃ ନିମ୍ନବିତ୍ତ ପରିବାରରେ ଖୁବ୍ କମ୍ ବୟସରୁ ବଡ଼ପୁଅମାନଙ୍କ ଉପରେ ପରିବାରର ଆର୍ଥିକ ବୋଝ ପଡ଼ିଥାଏ! ଜାଫର ପରିବାରର ବଡ଼ପୁଅ ହେଲେଥିବା ରୂ ତାମୁଣ୍ଡ ଉପରେ ପରିବାରର ଆର୍ଥିକ ବୋଝ ଲଦି ହୋଇଯାଇଥିଲା  ସେଥିଲା ଗି ସେ ପାଠପଢ଼ା ଅଧାରେ ରଖ୍ ଦିଲ୍ଲୀ ବାଲିଆସିଲା କାମ ଖୋଜିବା ପାଇଁ ! ସେଠାରେ ରହି ସେଟେଲରିଂ ଶିଖିଲା ଓ ପୁରୁଣା ଲୁଗାକୁ ଓଲଟ କରି କିପରି ନୂଆ ତଥା ଫ୍ୟାସନେବଲ କରାଯାଇପାରିବ ତାହାର କଳ! ହାସଲ କରିନେଲା! ଖୁବ୍ ଅଳ୍ପଦିନ ମଧରେ ସେ ଭଲ ବିପଇସା ଲୋଗୋର କରିପାରିଲା!
ନିମ୍ନବିତ୍ତ ପରିବାରରେ ଆଉ ଏକ ଘଟଣା ଘଟେ! ପୁଅ ରୋଜଗାରକ୍ଷମ ହେବା ମାତ୍ରେ ତାର ବିବାହ କରିଦିଆଯାଏ! ଜାଫର କ୍ଷେତ୍ରରେ ତାହ! ହିଁ ହେଲା!ବିବାହ ପାଇଁ ପ୍ରଥମରୁ ଅ ରାଜି ଥିଲେ  ମଧ ସବନମ କୁ ଦେଖିବା ମାତ୍ରେ ସେ ବାହ! ହେବାକୁ ରାଜିହୋଇଗଲା! କାରଣ ସେ ସବନମ ଭଳି ସୁନ୍ଦର! ଝିଅକୁ ହାତଛଡ଼! କରିବା ପାଇଁ ଚାହିଁଲା ନାହିଁ! ଅତଏବ,୨୦୦୫ରେ ଜାଫରଏବଂ ସବନମର ବିବାହ ହୋଇଗଲା

    ଜାଫର ରଳି ସବନମ ମଧ ଏକ ନିମ୍ନବିତ୍ତ ପରିବାରର ଝିଅ! ନିମ୍ନବିତ୍ତ ପରିବାରର ସୁନ୍ଦରୀଝିଅମାନଙ୍କ କ୍ଷେତ୍ରରେ ଯାହା ଘଟେ ସବନମ କ୍ଷେତ୍ରରେ ମଧ ତାହା ଘଟିଥିଲା ଅର୍ଥାତ୍ ବୟସ ନିବିଶେଷରେ ବହୁ ପୁରୁଷଙ୍କ ନଜର ତାଉପରେ ପଡ଼ିଥିଲା ! ସେହି ପୁରୁଷମାନଙ୍କ ମଧରେ ଜଣକର ନାଁ ଥିଲା  ଆକ୍ରମ୍! ଅବଶ୍ୟ ଆକ୍ରମ୍ ସବନମ ସମବୟସ୍କ ଥିଲା  ଅନେକ ପୁରୁଷ ସବନମ ରୂପରେ ଆକୃଷ୍ଟ ହୋଇ ତାପ୍ରତି ପ୍ରଲୁବ୍ଧ - ଥିଲେ  ଏକଥା ସତ; ହେଲେ ସବନମଚରିତ୍ର ଥିଲା  ଶୁଦ୍ଧ ଆଉ ପବିତ୍ର! ସେ କାହା ପ୍ରତିଆକର୍ଷିତ ହୋଇ ନ ଥିଲା  କିମା ତାପାଦ କୂପଥରେ ପଡ଼ିନଥିଲା ଆକ୍ରମ୍ ତାକ ନିଜ ପ୍ରତି ଆକର୍ଷିତ କରିବା ପାଇଁ ଶତ ଚେଷ୍ଟା କରିଥିଲା ! ମାତ୍ର ସବନମ ତାଳୁ ଏଥିରେ ସଫଳ ହେବାକୁ ଦେଇ ନ ଥିଲା ! ଏମିତି ଏକ ସମୟରେସବନମ ବାହାଘର ଲାଗିଲା ଓ ସେ ବୋହୁ ସାଜି ଜାଫର ଘରକୁ ଚାଲିଆସିଲା! ଆକ୍ରମ୍ ର ଆଶା ଆଶାରେ ରହିଗଲା!

ବିବାହ ପରେ ବାହାରକୁ ଯାଇ ଦୁଇପଇସା ଅଧିକ ରୋଜଗାର କରିବାକୁ ଜାଫର୍  ଇଚ୍ଛା ଥିଲା ! ହେଲେ ତାଶଳାମାନେ ତାକୁ ସେଥିରୁ ନିବୃତ କଲେ! ସେମାନେସମୟେ ପୋଷାକ ତିଆରି କରୂଥିଲେ  ଆଉ ସେ କ୍ଷେତ୍ରରେସେମାନଙ୍କର ଖୁବ୍ ଭଲ ନେ ଟ୍ଓର୍କ ମଧ ରହିଥିଲା ! ସେମାନେ ତାକୂ ସେମାନଙ୍କ ସହିତ ମିଶି କାମ କରିବାକୁକହିଲେ! କାଫର୍ ମଧ ସେମାନଙ୍କ କଥାରେ ରାଜି ହୋଇଗଲା ଓ ପୂର୍ବ ପରି ଦିଲ୍ଲୀରେ ରହି କାମକଳା!ଇତିମଧ୍ଯରେ ଚାରିବର୍ଷ ଅତିକ୍ରାନ୍ତ ହୋଇଗଲା! ସବନମ ଚାରୋଟି ପିଲାର ମାହେଲା |ଦିନେ ସବନମ ଓ ପିଲାମାନଙ୍କୁ ଦିଲ୍ଲୀ ନେଇଆସିଲା ଜାଫର! ରଘୁବାର ନଗରରେ ଏକ ଘରଭଡ଼ା ନେଲା ଓ ସେଠାରେ ତାପରିବାରକୁ ରଖିଲା! ଜାଫର ସପ୍ତାହ ସାର! ଘରେ ରହି କପଡ଼ା ପ୍ରସୂତ କରୂଥିଲା  ! ଶନିବାର ସେ ନିଜ ଶଳାମାନଙ୍କ ସହିତ ଦିଲ୍ଲୀବାହାରକୁ ଯାଇ କପଡ଼ା ବିକ୍ରି କରୂଥିଲା
  ରଘୁବାର ନଗରରେ ଜାଫର ଯେଉଁ ଘର ଭଡ଼ାରେ ନେଲା ତାହାର ମାଲିକଙ୍କ ନାମ ମହମ୍ମଦ ଫଇମ୍!ଫଇମ୍ ର ଘର ମଧ କସଗଞ୍ଜ ଅଞ୍ଚଳରେ! ଫଇମ୍ ସହିତସବନମ ପରିବାରର ସମ୍ପର୍କ ଥିଲା ! ସେମାନେ ପ୍ରାୟତଃ ପଡ଼ୋଶୀ ଥିଲେ ! ଗୁରୁତ୍ଵପୂର୍ଣ କଥା ପେ, ସବନମ ନିଜ ପ୍ରେମରେ ପକେଇବାକୁ ଚାହୁଁଥିବା  ଆକ୍ରମ୍ ଥିଲା  ଫଇମ୍ ର ବଡ ଭାଇଙ୍କ ପୁଅ | ଫଇମ୍ ର ଦିଲ୍ଲୀରେ ବିଜ଼ ନେସ୍ ଥିଲା ! ସେଏକାଧିକ ସ୍ଥାନରେ ଘର କିଣି ଭଡ଼ାରେ ଲଗେଇ ଥିଲେ ସେହି ଘର ମଧରୁ ଗୋଟିଏ ଘର ଭଡ଼ାରେ ନେରଥିଲା  ଜାଫର ଓ ସେଇଠି ନେଇ ସେ ରଖିଲା ସବନମ ଓ ପିଲାମାନଙ୍କୁ!

ଆକ୍ରମ୍ ଗାଁରେ ରହି ଏକ ବେକାରି ଜୀବନ ବିତାରଥିଲା ! ସେ ମାତ୍ର ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢିଥିଲା ! କୌଣସି କାମଦାମ କରୁ ନ ଥିଲା ! ଓଲଟି ଗାଁରେ ରାଜନୀତି କରି ଘରକୂ କଳି ଆଣୁଥିଲା  ! ସେଥି ପାଇଁ ଦିନେ ଫଇମ୍ ର ବଡ଼ଭାଇ ଅଖଲାକ୍ ଫଇମ କୂ ଡାକିକହିଲେ ଯେ, ସେ ଆକ୍ରମ୍  କୂ ଦିଲୀ ନେଇଯାଇ ସେଠାରେ ତାକୁ କୌଣସି କାମଧନ୍ଦାରେ ଲଗେଇ ଦେଉ! ଏମିତିହେଲେହୂଏତ ଆକ୍ରମ୍ ଭଲବାଟକୂ ଆସିଯିବ! ଫଇମ୍ ବଡ଼ଭାଇଙ୍କ କଥା ରଖ୍ ଆକ୍ରମ୍ କୂ ଦିଲ୍ଲୀ ନେଇଆସିଲା ଓ ତାକୁ ଏକ ଜିନ୍ସ ତିଆରି ଫାକ୍ଟ୍ରି ରେ କାମରେ ଲଗେଇଦେଲା! ସେଠାରେ ରହି ଆକ୍ରମ୍ ଜିନ୍ସ ତିଆରିର କଳାକୌଶଳ ଶିଖ୍ଲା! ସେହି ଦିନ, ଫାକ୍ଟ୍ରି ରେ କାମକରୂଥିଲା   ମହମ୍ମଦ ସୟିଦ୍ ନାମକ ଜଣେ ଯୁବକ; ଯାହାନାମରେ ଥାନାରେ ଏକା ଧିକ  ଆପରା ଧିକ  ମାମଲା ରୂକୂ ହୋଇଥିଲା ! ମହସ୍ଥଦ ସୟିଦ୍ ର୍ ଆଉଜଣେ କ୍ରିମିନାଲ୍ ସାଥୀ ଥିଲା  ମନସୂର ଉଭୟ ମହମ୍ୱଦ ସୟିବ୍ ଓ ମନସୂର ସହିତ ଆକ୍ରମ୍ର ଖୁବ୍ ଭଲ ଦୋପ୍ରି ହୋଇଗଲା ଅପରପକ୍ଷରେ, ଢିଲା ଆସିବ! ପାଇଁ ଆକ୍ରମ୍ ଅଡି ସହଜରେ ରାଜି ହୋଇଯିବା ପଛରେ ଯେଉଁ କାରଣଟି ଥିଲା  ସବ୍ରୁଠୁ ବଳିଷ୍ଠ ହେଉଛି ସବନମ! ସବନମ ବାହ!ହୋଇ ଚାରୋଟି ପିଲାର ମାହୋରସାରିଥିବା  ବିଷୟଜାଣିବା ପରେ ବି ଆକ୍ରମ୍ ତାକୁ ପାଇବାର ଲାଳସା ମନରୁ ପାସୋରି ପାରି ନ ଥିଲା ! ଆକ୍ରମ୍  କୁ ସବନମ ଯାହା ବେଶି ଆକୃଷ୍ଟ କରୂଥିଲା ତାହା ହେଉଛି ତାର ସୁନ୍ଦରଶରୀର! ସେ ଜୀବନରେ ଥରୁଟିଏ ହେଉନା କାହିଁକି ସବନମ କୁ ପାଇବା ପାଇଁ ଇଳ! କରୂଥିଲା ! ଆଉ ଦିଲ୍ଲୀ ଆସି ଯେତେବେଳେ ଜାଣିଲା ଯେ ସବନମ ତାଙ୍କ ଘରେଭଡ଼ାରେ ରବ୍ରୁଛି ସେତେବେଳେ ତାର ଖୁସୀର ସୀମା ରହିଲାନାହିଁ ! ଏଥର ଯେମିତି ବି ସବନମ ପାଇବା ତାପାଇଁ କଷ୍ଟକର ହେବନାହିଁ ବୋଲି ସେ ମନେମନେ ଭାବିନେଲା!
   ପ୍ରଥମରୁ କୁହାଯାଇଛି ପେ, ସବନମ ରୂପ ତାପାଇଁ ଏକ ବରଦାନ ସର୍ଦୁଷ୍ୟ ଥିଲା ! ତାରୂପ ବୟସ ନିବିଶେଷରେ ସମସ୍ତକୁ ଅକୃଷ୍ଟକରିପାରୁଥିଲା  ! ଦିଲ୍ଲୀ ରେ ଯାଇ ରହିବା ପରେ ସର୍ବପ୍ରଥମେ ସ  ବନମ ପ୍ରତି ଘର ମାଲିକ ତଥା ଆକ୍ରମ୍ ଦାଦା ଫଇମ୍ ହିଁ ଆକର୍ଷିତ ହୋଇଗଲା! ବୟସ ଦୃଷ୍ଟି ରୁ ଫଇମ୍ ର ଝିଅ ବୟସରହେବ ସବନମ! ଏହା ସତ୍ୱେ ଫଇମ୍  ତାକୁ ଶଯ୍ୟାସ ଙ୍ଗୀ ନୀ କରିବାକୁ ପଛଉ ନ ଥିଲା ! କୌଣସି କାମ ଥାଉ କି ନ ଥାଉ ଦିନକୁ ଅତିକମ୍ରେ ତିନିଥର ସେ ଯାଉଥିଲା  ସବନମ ଘରକୁ! ଚାଖାଇବାର ବାହାନା କରୂଥିଲା ! ପୁଣି ମୁଖଦୁଃଖ   ହେବାର ଆଳ କରୂଥିଲା
     ସବନମ ପାଇଁ କେବଳ ଜଣେ ଗୁରୁଜନ ଥିଲା  ଫଇମ୍ ତାକୁ ସେ ଅଙ୍କଲ୍ବୋଲି ଡାକୁଥିଲା  ! ସେ ତା ଭିତରେ କୌଣସି ପ୍ରକାର ଆବିଳତା ସୃଷ୍ଠି କରିପାରି ନଥିଲା  ଫଇମ୍ ପ୍ରତି! ହେଲେ ଫଇମ୍ ତାକୂ ନିଜ ଆଡ଼କୁଆକୃଷ୍ଟ କରିବା ଲାଗି ସାମାନ୍ୟ ବି ତୁଟି କରି ନ ଥିଲା ! ଦିନେ ସବନମ କୂ  ଆଖିରେ   ଇସାରା ଦେଲା ଫଇମ୍! ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲା ସବନମ! ଭାବିଲାବୋଧହୁଏ ଆଖିରେ  ପୋକ ପଡ଼ିଗଲା ଫଇମ୍ ଅଙ୍କଲ୍!ତେଣୁ ସେ ଆଖି  କୂ6ଞ୍ଚଇ ନେଲେ! ସେ କଣ ପାଇଁତାଙ୍କର ଜଣେ ଝିଅ ବୟସର ମହିଳାକୁ ଆଖି ମାରୀ ବେ! ଏହାର କିଛି ଦିନ ପରେ ଫଇମ୍ ଆଶୀର୍ବାଦ କରିବା ବାହାନାଗେ ପ୍ରଥମେ ତାମୁଣ୍ଡରେ ହାତ ରଖି ଲେଓତାଗାଲକୂ ଚିପିଦେଲେ! ଏହାକୁ ମଧ ହାଲୁକା ଭାବରେ ନେଇଗଲା ସବନମ! ଭାବିଲା, ଗୂରୂଜନମାନେ ଏମିତି ହିଁ କରଜି! ହେଲେ ଦିନେ ସହିବାର ସବ୍ରୁ ସୀମା ଟପିଗଲାସବନମ! ସେ ତାଳୁ ଚାକରି ପିଇବା ପାଇଁ ଦେଲା! ଆଉ ତାପିଇପାରିବା ପରେ ତାହାତକୁ ଧରିନେଲାଫଇମ୍! ଗାଲରେ ଚୂସନ ଦେଲା ଓ ନିଜ ଛାତିରେ ଭିଢ଼ିଧରିଲା! ସବନମ ବିକାର କରିବାକୁ ଯାରଥିଲା ! ହେଲେସେତିକିବେଳେ ସେଠାରେ ପହଞ୍ଗଲା ଆକ୍ରମ୍! ଆକ୍ରମ୍  କୁ  ଦେଖ୍ ଲାଜ଼ରେ ଘରୁ ବାହାରି ଚାଲିଗଲା ଫଇମ୍!
ଅପରପକ୍ଷରେ, ସବନମ ର ଆକ୍ରମ୍ ପ୍ରତି ସମାନଚୋଧ ବଢ଼ିଗଲା! ସେ ଭାବିଲାଆକ୍ରମ୍ ହିଁ ଆସି ତାର ଇଜ୍ଜତ     ବଂଚେଇ ଦେଲା! ନ ହେଲେ କିଏ ଜାଣେ ଆଜି ଫଇମ୍ଅକଲ୍ ତାସହିତ ଆର କିଭଳି ହରକତ କରିଥାନ୍ତେ
    ଏହାପରେ ଏକ ସମୟରେ ଦୁଇଟା କଥା ଘଟିଲା! ପ୍ରଥମତଃ, ସବନମ ଫଇମ୍ ଅକଲ୍ ର ଏଭଳି କାଣ୍ଡକୁ ସହଜରେ ନେଇପାରିଲା ନାହିଁ ! ସେ ଜାଫରକୂ ସବ୍ରୁକଥାକହିଲା! ଜାଫର ବି ଭୟଭୀତ ହୋଇଗଲା ଏପରି କଥା ଶୁଣି! କିଏ ଜାଣେ ତାତା ନିରୀହ ସ୍ତ୍ରୀ ର ସୌନ୍ଦର୍ଯ୍ୟ ଚୂଏତ ତାପ୍ରତି କିମା ତାର ପିଲାମାନଙ୍କ ଉପରକୁ କେଉଁ ବିପଦ ଡାକିଆଣିବ ? ସେଥିଲା ଗି ସେ ତୁରନ୍ତ ଘର ବଦଳେଇ ଦେବାକୁ ନିଷ୍ଠଭି ନେଲା! ଆଉ ଏକ ଘର ଖୋଜି ନେଲାମଧ୍ୟା
        ଦ୍ୱିତୀୟ ଘଟଣାଟି ହେଉଛି, ଜାଫର ନିଜ ପରିବାର ପାଇଁ ଅନ୍ୟତ୍ର ଭଡ଼ାଘର ଖୋଜି ନେବା ପରେ ଆକ୍ରମର ଚିକ! ବଢ଼ିଗଲା! ନିଜ ଘରେ ଥିବା  ହେବ୍ରୁ ସବନମକୂପାଇବାର ଯେଉଁ ଆଶା ଥିଲା ; ଘର ବଦଳେଇବା ପରେ ସେ ତାହ! ଆଦୌ ପୂରଣ ହେବନାହିଁ ସେକଥା ସେ ସହଜରେ ଜାଣିନେଲା! ପୁଣି ଉପରୋକ୍ତ ଘଟଣା ପରେବି ସବନମ ମନରେ ତାପ୍ରତି ସାମାନ୍ୟ ବି ଆକର୍ଷଣ ସୃଷ୍ଟି ହୋଇ ନ ଥିଲା ! ଏହିସବୁ କଥା ଚିନ୍ତାକରି ତାମନରେ ଘୋର ବିଷାଦ ଯୋଗ ତିଆରି ହୋଇଗଲା ! ସେ ମନଦୁଃଖରେ କାମ କରିପାରିଲା ନାହିଁ |ତାମନରେ ସୁଖ ନ ଥିବା ରୂ ଦିନେ ତାକୁ ତାହାରି କାରଣ ପଚାରିଲେ ତାରି ସାଙ୍ଗ ସୟିଦ ଓମନସୂର! ସେ ସବ୍ରୁକଥା କହିଲା ଓ ଥରୁଟେ ସେ ସବନମକୁ  ପାଇବା ପାଇଁ ଚାହେଁ ବୋଲି ମଧ ନିଜରମନ ଖୋଲି କହିଲା | ସୟିଦ ଓ ମନସୂର ଜଣେ ଜଣେ କ୍ରିମିନାଲ ଥିଲେ ! ସେମାନେ ତାକୂ କହିଲେ, ଯଦି  ସେ ସେମାନଙ୍କ ଅନୁଯାୟୀ କାମ କରେ ତା ହେଲେ ହୁଏତ ସେ ଡାକୂ ସବନମ ମିଳିଯିବ! କିନ୍ତୁ ତାପୂର୍ବରୁ ସେ ତାକୁ କହିବା ଜରୂରୀ ସେ, ଢାଫର ଘରେ ଟଙ୍କ! ଅଛି ନା ନାହିଁ! କାରଣ ସେମାନଙ୍କର ସବନମ ଦେହକୁ ନେଇ କୌଣସିଦୁର୍ବଳତା ନାହିଁ ! ସେମାନଙ୍କର ଟଙ୍କଦରକାର! ଆକ୍ରମ କହିଲା, ଜାଫର ଘରେ ଟଙ୍କ! ଅଛି! କାରଣ ତାର ବ୍ୟବସାୟ ଖୁବ୍ ଭଲରେ ଲୁଛି! ବାସ୍, ହୋପରେ ମହନଦ ସୟିଦ ଓ ମନସୂର ଯୋଜନା ପ୍ରସ୍ତୁତ କଲେ!
ଯୋଜନା ଅନୁଯାୟୀ ସେମାନେ ଏକ ଯ୍ୟାକେଟ୍ ମିଠା ଧରି ସବନମ ଘରେ ପହଞ୍ଜଲେଯେଉଁ ମିଠା ଯ୍ୟାକେଟ୍ ରେ  ନିଦ ପାଉଡର ଗୋଳାଯାଇଥିଲା ! ସେଦିନଥିଲା  ଶନିବାର! ଆକ୍ରମ ଜାଣିଥିଲା  ଯେ, ଶନିବାରଜାଫର କପଡ଼ା ବିକିବାକୂ ଦିଲ୍ଲୀ ବାହାରକୁ ଯାଏ ! ଆକ୍ରମ୍ ପ୍ରତି ସବନମ ମନରେ କୌଣସି ଆଚିଳତା ନ ଥିଲା ! ତେଣୁ ସେ ସେମାନଙ୍କୁ ଘରକୁ ନେଇଗଲା! ଖୁସିରେସେମାନେ ନେଇଥିବା  ମିଠା ଖାଇଲା! ବାସ୍, ତାପରେଆରମ୍ଭ  ହୋଇଗଲା ବିପର୍ଯ୍ୟୟ!
    ମିଠା ଖାଇ ବେହୋସ୍ ହୋଇଯିବା ପଗେ ତାସହିତ ଶାରୀରିକ ସମ୍ପର୍କ ସାପନ କଲା ଆକ୍ରମ୍!ଅନ୍ୟପଟେ, ଘରେ ଥିବା  ଟଙ୍କା ଓ ସୁନାକୁ ଲୁଟିନେଲେ ମହସ୍ଥଦ ସୟିଦ ଓ ମନସୂର ଯିବାବେଳକୂ ହତ୍ୟାକଲେ ସବନମ ଓ ପରେ ଥିବା  ତାର ଦୁଇପିଲାକୂ’!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...