Saturday 10 June 2017

ଆଉ ରାଧା ବି ଥିଲା ଜଣେ ମା




କାନ ପୁରର ଏକ ଗାଁ ମାହେୱା ! ଏହି ଗାଁରେ ରହଛି ରାମ ସିଂ! ପରିବାର କହିଲେ ତାଙ୍କ ଦୁଇପୁ ଅ ଗୋଟିଏ ଝିଅ! ଝିଅର ନାଁ ରାଧା ! ରାମ ସିଂ ଜଣେ ଘିଅ ବେପାରୀ! ଆଖପାଖ ଗାଁରୁ ସେ ଘିଅ ସଂଗ୍ରହ କରନ୍ତି ! ପାଖ ସହରକୁ ନେଇ ବିକ୍ରି କରନ୍ତି ! ସେଇଥିରେ  ତାଙ୍କର ପରିବାର ଚଳେ ତାଙ୍କ ପିଲାମାନେ ବଡ଼ ହୂଅନ୍ତି ! ଝିଅ ରାଧାକୁ ନେଇ ସେ ସବୁବେଳେ ଚିନ୍ତି ତ! ପିଲାଟି ବେଳୁ ରାଧା ଉଚ୍ଚାଭିଲାସି  ! ସାଧାରଣତଃ ମଧବିର ପରିବାରର ଝିଅମାନେ ଉଚ୍ଚାଭିଳାଷା ହେଲେ ବାପାମାନଙ୍କ ଚିନ୍ତ! ବଢ଼ିଯାଏ! ରାମ ସିଂଙ୍କ କ୍ଷେତ୍ରରେ ଠିକ୍ ତାହ! ହିଁ ହୋଇ ଥିଲା ! ସହଜେ ରାଧା ସୁନ୍ଦରୀ  ହୋଇ ଜନ୍ମ 6ହ!ଇ ଥିଲା ! ତାର ଶାରୀରିକ ଗଠନ ବି ଖୁବ୍ ସୁନ୍ଦର ଥିଲା ! ତାକୁ ଯିଏ ଦେଖୁଥିଲା  ସେ ତାପ୍ରତି ଆକର୍ଷିତ 6ହ!ଇପଡୁ ଥିଲା ! ସାପ ବଢ଼ିବା ସହିତ ତାର ଚକ୍ର ବି ବଢ଼ିଥାଏ ! ଠିକ୍ ସେମିତି ରାଧାର ବୟସ ବଢ଼ିବା ସହ ତାର ସୌନ୍ଦର୍ଯ୍ୟ ବି ବହୂଗୁଣିତ ହେରଥିଲା ! ଅନୁରୂପ ଭାବରେ ରାମ ସିଂର ମୁଣ୍ଡବ୍ୟଥା ବି ବଢ଼ିବାକୁ ଲାଗୁଥିଲା ! ଯେମିତି ବି ହେଉ ସେ ରାଧାକୁ ବାହ! କରିଦେଲେ ମୁଣ୍ଡରୁ ଏକ ଚିନ୍ତାଯିବ ବୋଲି ମନେକରି ସେ ରାଧା ପାଇଁ ପାତ୍ର ସନ୍ଧାନରେ ଲାଗିପଡ଼ିଲେ!
 
            ଲକ୍ଷଣ ସିଂଙ୍କ ପୁଅ ଅଜୟ! ଅଜୟକୁ ହିଁ ସେ ଝିଅ ରାଧା ପାଇଁ ଯୋଗ୍ୟ ବିବେଚିତ କଲେ! ଲକ୍ଷଣ ସିଂଙ୍କର ତାଙ୍କ ଗାଁରେ ଖୁବ୍ ନାମଡାକ ଥିଲା ! ସେ ଆଠ/ ଦଶମାଣ ଦିଫସଲୀ ଜମିର ମାଲିକ ଥିଲେ! ଜମିରୁ ବେଶ୍ ଭଲ ଅମଳ ହେଉଥିଲା ! ଉଭୟ ରାମ ସିଂ ଓ ଲକ୍ଷଣ ସିଂ ପରିବାର ମଧରେ ସବୁକିଛି ତାଳମେଳ ଥିଲା ! କେବଳ ତାଳମେଳ ନ ଥିଲା  ରାଧା ଓ ଅଜୟ ମଧ୍ୟ ରେ! ରାଧା ଦେଖି ବା କୁ ଥିଲା  ଗୋରୀ ! ମାତ୍ର ଅଜୟର ଶରୀରର ବର୍ଣ୍ଣ ଥିଲା  କଳା! ଅପରପକ୍ଷରେ, ରାଧା  ମନେମନେ ନିଜର ପ୍ରିୟ ପୁରୁଷକୁ ନେଇ ବେଶ୍ କିଛି କଳ୍ପନା ଜଳ୍ପନା  କରିଥିଲା  ! ସେ ରାଜକୁମାର ପରି ହୋଇଥିବରୋମାଶ୍ଚିକ୍ ହୋରଥିବତାକୁ ବେଖ୍ଲେ   ମନରେ ପ୍ରେମର ଜୁଆର ରଠୁଥିବା ମାତ୍ର ରାଧାର କଳ୍ପନା ର ପୁରୁଷଠାରୁ ଅଜୟର ବ୍ୟବଧାନ ଥିଲା  ଶହ ଶହ କୋଶ ଦୁରୀ ଏହା ସଙ୍ଗେ ଅଜୟ ସହିତ ରାଧାର ବାହାଘର ହୋଇଗଲା! କାରଣ, ମଧବିତ୍ତ  ପରିବାରରେ ଝିଅମାନଙ୍କର ପସନ୍ଦ ଅପସନ୍ଦ କଥା ବିଚାରକୁ ନିଆଯାଏନା ! ସେଠାରେ କେବଳ ଦେଖାଯାଏ ପାତ୍ରଟି ଝିଅକୁ ଚଳେ ଇବାକୁ ଯୋଗ୍ୟ କି ନା! ଆର ତାର ପରିବାରର ଆର୍ଥିକ  ସ୍ଵଚ୍ଚଳତା କିପରି! ବାସ୍, ଏହି ଦୁଇ ପ୍ରଶ୍ନର ସକାରାତ୍ମକ ଉତର  ମିଳିପାରଥିଲା  ରାମ ସିଂଙ୍କୁ! ଆଉ ସେ ଆଗପଛ ବିଚାର ନ କରି ଅଜୟ ସହିତ ରାଧାର ବାହାଘର କରିଦେଇ ଥିଲେ! 
          ଅଜୟକୁ ଆଦୌ ପସନ୍ଦ କରୁ ନ ଥିଲା! ରାଧା! ସ୍ୱାମୀ ଭାବରେ ମଧ ସେ ତାକୁ ହୃଦୟରେ ସ୍ଵାନ ଦେର ନ ଥିଲା ! ଏହାସଡ଼ୋ ସେ ଦୁଇଟି ପୁଅ ଓ ଗୋଟିଏ ଝିଅର ମାହୋଇଥିଲା ! ରାଧା ତାଝିଅର ନାଁ ରଖ୍ ଥିଲା  କୋକିଳ! ରାଧାର ଦୁର୍ବ୍ୟବହାର ଅଜୟକୁ ଦୁଃଖ ଦ୍ଦେଉଥିଲା ! ଆଉ ଦୁଃଖକୁ ଭୁଲିବା ପାଇଁ ଅଜୟ ମଦର ସା ହାର! ନେରଥିଲା ! ଅଜୟ ଏଭଳି ମଦ କବଳିତ ହୋଇପଡ଼ିଲା ଯେ ସେ ଆଉ କାମକୁ ଗଲାନାହିଁ! ଅଳସୁଆ ହୋଇ ଘରେ ବସିରହିଲା! ତାର ଏଭଳି ପରିବରନ ଦେଖ୍ ଲକ୍ଷଣ ସିଂ ତାକୁ ତାର ଭାଗ ଜମି ତେର ରିଲେ କରିଦେଲେ! ସେ ଭୀବିଥିଲେକାନ୍ଧରେ ଢୋଲ ପଡ଼ିଲେ ସେ ନିଶ୍ଚୟ ବଜେଇ ଶିଖ୍ବ ! ମାତ୍ର ଫଳ ହେଲା ଓଲଟା! ଅଜୟ ତାର ଜମି ସବୁକୁ ମହେଶ ଯାଦବ ବୋଲି ଜଣେ ଯୁବକକୁ ଭାଗଚାଷ ଦେଇଦେଲା ଓ ପୁ ର୍ବପରି ମଦରେ  ବୁଢ଼ିରହିଲା!
         ଅଜୟ ଜମିକୁ ଭାଗଚାଷ ନେବାରେ ମହେଶ ନିକଟରେ ଏକ ବଳିଷ୍ଠ କାରଣ ଥିଲା ! ଆଉ ତାହା ହେଉଛି ଅଜୟ ର ସ୍ତ୍ରୀ  ରାଧା! ରାଧା ଉପରେ ତାର ଅନେକ ଦିନକୁ ଆଖ୍ ପଡ଼ିଥିଲା  ! ତେବେ ରାଧା ପାଖକୁ ଆସିବାର ସୁଯୋଗ ପାଉ ନ ଥିଲା ! ମାତ୍ର ଅଜୟ ର ଜମିକୁ ଭାଗଚାଷ ନେବା ପରେ ସେ ଭିନ୍ନ ଭିନ୍ନ ବାହାନା ଦେଖେଇ ତାଙ୍କ ଘରକୁ ଆସିପାରିଲା କୁହାଯାଏ, ପୁରୁଷର ଉଦ୍ଦେଶ୍ୟ ନାରୀ  ନିକଟରେ ବେଶିଦିନ ଯାଏ ଅଛପା ରହେନି! ସେମିତି ରାଧାକୁ ମହେଶର ମନକଥା ଅଛପା ରହି ନ ଥିଲା ! ଆଉ ସେ ବି ସେଭଳି ଏକ ମଉଳା ଅପେକ୍ଷାରେ ଥିଲା ! ମହେଶ ଦେଖ୍ ବାକୁ ଖୁବ୍ ଭଲ ଥିଲା ! ତାର ଶାରୀରିକ ଗଠନ ବେଶ୍ ବଳିଷ୍ଠ ଥିଲା ! ସେ ଏକଥା ନିଶ୍ଚିତ ଥିଲା  ପେ, ଅଜୟଠାରୂ ସେ ଯାହା ପାଉନାହିଁ ମହେଶଠାରୂ ସେ ତାହା ନିଶ୍ଚୟ ପାଇପାରିବା
      ଦିନେ ସେମିତି ଏକ ମଉଜା ମିଳିଲା ବାଧାକୁ! ଅଜୟ ନ ଥିବା ବେଳେ ମହେଶ କୋଳରେ ନିକକୁ ହଜେଇ ଦେଇ ଥିବା ରାଧା ଭାବୁଥିଲା - ତାଚଏସ୍ ଠିକ୍ ଅଛି! ସେ ଏତେଦିନ ଯାଏ କେବଳ ମହେଶ ଭଳି ଜଣେ ଗାଜକୁମାରକୁ ହିଁ ଖୋକୁଥିଲା  ଯେତେବେଳେ ନାରୀ କୁ ତାମନପସନ୍ଦର ଜିନିଷ ମିଳିଯାଏ ସେତେବେଳେ ସେ ନିଜକୁ ପୁରାପୁରି ସମର୍ପଣ କରିଦିଏ! ରାଧା ବି ଠିକ୍ ସେଭଳି ନିଜକୁ ସମ୍ପୂର୍ଣ ଭାବରେ ମହେଶକୁ ସମପି ଦେ ଲା! ଆଉ ପ୍ରତିଦିନ ସେ ମହେଶ କୋଳରେ ଶୋଇ ନିଜର ଅଭିଳଷିତ ସ୍ଵପଳୁ ଚରିତାର୍ଥ କରିବାରେ ଲାଗିପଡ଼ିଲା
           ପରକୀୟା ସମ୍ପର୍କ କେବେ ଲୁଚେନି! ରାଧା ଆଉ ମହେଶର ସମର୍କ ବି ଅଜୟ ଆଖ୍ ରୂ ଲୁଚିପାରିଲାନି ! ଦିନେ ଉଭୟ ଆପଭିକନକ ଅବସ୍ୱାରେ ଥିବା ବେଳେ ଅଜୟ ସେମାନଙ୍କୁ ଧରିନେଲା ! ରାଧାକୁ ଗାଳିଗୁଲଜ କଲା ! ରାଧା ରୋକ୍ ଠୋକ୍ ଜଣେଇଦେଲ! ଯେ, ଅଜୟ ଯଦି ପାରିବାର ପୁରୁଷ ହୋଇଥାନ୍ତା ତାହେଲେ ସେ କଣ ପାଇଁ ମଦ୍ଦେଶକୁ ଘରକୁ ଡାକିଥାନ୍ତା  ଅଜୟର ଆଉ କହିବ! ପାଇଁ କିଛି ନ ଥିଲା ! ସେ ଲିକର ପିଇ ନିଜ ହ୍ନଦୟର ଅଭାବଚୋଧକୁ ଭୁଲିବା ପାଇଁ ଚେଷ୍ଟା କଲା! କିଛିଦିନ ପରେ ଅସୁସ୍ଥ ହୋଇପଡ଼ିଲା ଅଜୟ! ରାଧା ତାକୁ ନେଇ ଡାକ୍ତର ଖାନାରେ ଭର୍ତି କଲା! ସେ ସୁସ୍ତ ହେବ! ପାଇଁ ଯେତେ ଟଙ୍କା ଲାଗିଲା ସ ବୁ ଟଙ୍କା ଖର୍ଚ କଲା ମହେଶ! ଅଜୟ ଭଲ ହେଲା ! ସେ ମହେଶ ପ୍ରତି କୃତଜ୍ଞ ହୋଇପଡ଼ିଥିଲା ! ସେତିକିବେଳେ ମହେଶ ସହ ରରେ ଏକ କମିଶନ ଏଜେନସଯ ରେ  ତ!ପାଇଁ ଏକ କାମ ଖୋଜି ଦ୍ଦେଲା! ରାଧାର ପିଲାମାନେ ବଡ଼ ହେଉଥିଲେ! ସେଥପ୍ରତି ତାର ପର୍ୱା ନ ଥିଲା ! ଏମିତିକି ସେମାନଙ୍କ ସାମ୍ନା ରେ ମଧ ସେ ମହେଶ କୋଳରେ ନିଜକୁ ଲଟେଇ ବେଊଥିଲା  ! ଦିନରେ ବି ଗୋଟିଏ ବନ୍ଦଘର ଭିତରେ ସେ ମହେଶ ସହିତ ରହିବାକୁ ଅନୁଚିତ ମଣୁ ନ ଥିଲା
          ସାଧାରଣତଃ ପୁଅମାନଙ୍କ ତୁଳନାରେ ଝିଅମାନେ ଶୀଘ୍ର ପରିପକ୍ଵ ହୋଇଯାଆଡି! ସେମାନେ ଅନେକ ଅକୁହା କଥା  ବୁଝିଯାଆନ୍ତି ! ରାଧାର ଝିଅ କୋକିଳ ସେମିତି ଏକ ବୟସରେ ଠିଆ ହୋଇଥିଲା ! ବନ୍ଦ ଘର ଭିତରୁ ରାଧାର କଙ୍କଣ ର ଶବ୍ଦ ସେ ଶୁଣୁଥିଲା  ଆଉ ସହଜରେ ବୃଝିଯାଉଥିଲା  ଯେ, ତାର ମାମହେଶ ଅଇଂଲ ସହିତ କଣ କରୁଛି! ଅନ୍ୟପଟରେଧାରେ ଧାରେ ଯୌବନର  ଫୁଲଗଛ ପାଲତୁ ଥିବା କୋକିଳକୁ ନେଇ ମହେଶ ଭିତରେ ମଧ୍ୟ  କିଛି କମ୍ କୌତୁହଳ ନ ଥିଲା ! ରାଧାଠାରୂ କୋକିଳ ତାକୁ ବେଶି ସୁନ୍ଦରୀ ଦିଶୁଥିଲା ! 6ସ ବାହାନା କରି ଏ କେତେବେଲେ  ତାଗାଲକୁ  ଚିପି ନ୍ଦେଉଥିଲା  ତ କେତେବେଳେ ତାବେଣାକୁ ଟାଣି ବେଉଥିଲା ! ହେଲେ ଏତିକିରେ ତାମନ ବୁଝୁ ନ ଥିଲା
         ଦିନେ ରାତିରେ ଅଜୟ ଘରକୁ ଫେରିବନି ବୋଲି ଫୋନ୍ କରି ଜଣେଇଦ୍ଦେଲା! ଏକଥା ଜାଣିବା ମାତ୍ରେ ମହେଶକୁ ଘରକୁ ଡକେଇ ପଠେଇଲା ରାଧା! ଖୁବ୍ ଶୀଘ୍ର ସେ ପିଲାମାନଙ୍କୁ ଖାଇବାକୁ ଦେଇ ଶୁଏଇ ପକେଇଲା ଓ ନିଜେ ମହେଶକୁ ନେଇ ନିଜର ବେତ୍ ରୂମ୍ କୂ ଚାଲିଗଲା! ଅଧରାତିରେ ନିଦ ଭାଙ୍ଗି ଗଲା ମହେଶରା ସେ ଉଠିଲା ବା ଥ୍ ରୁମ୍ ଯିବା ପାଇଁ ! ବାଥ୍ ରୁମ୍ ରୁ ଫେଗୂଥିବା ବେଳେ ଦେଖିଲା  କୋକିଳର ରୁମ୍ ଖୋଲା ଅଛି! ସେ ଉଫିମାରି ଭିତରକୁ ଦେଖ୍ ଲା! ଶୋଇଯାଇଥିଲା  କୋକିଳ! ତାର କେଶ ଖୋଲିଯାଇଥିଲା ! ଲୁଗାପଟା ଅସଜଡ଼ା ହୋଇଯାଇଥିଲା ! ନିଜକୁ ଆଉ ରୋକିପାରିଲାନି ମହେଶ ! ସେ ଯାଇ ଲାଇଟ୍ ଲିଭେଇଦେଲା ଓ କୋକିଳ ନିକଟରେ ଶୋଇ ପଡ଼ିଲା! ହଠାତ୍ ଛାଉଳି ଖାଇ ଉଠିପଡ଼ିଲା କୋକିଳ! ହେଲେ ପାଟିକରିବା ପୁ ର୍ବରୁ ମହେଶ ତାପାଟିକୁ ବନ୍ଦକରିଦେଇ କହିଲା- ମୁଁ ହେଉଛି ମହେଶ ଅକଲ! ତେ! ପାଖରେ ଶୋଇଲେ ତେ! ମାଭଳି ତୋତେ ବି ଖୁସି କରିଦେବି !ହେଲେ କୋକିଳର ସେମିତି କିଛି ଉଦ୍ଦେଶ୍ୟ ନ ଥିଲା ! ମହେଶକୁ ସେ କେବଳ ଅକଲ ବୋଲି ଜାଣିଥିଲା  ! ସେ ପାଟି କରିବାରୁ ଉଠିପଡ଼ିଲା ରାଧା ! ଆଉ ଯେତେବେଳେ ଜାଣିଲ! ମହେଶ ତାଝିଅ କୋକିଳ ଉପରେ ପାପ ନଜର ପକାଉଛି ସେତେବେଳେ ତାପାଦତଳୁ ମାଟି ଖସିଗଲା! ସେ ମହେଶ ଗାଲରେ ଏକ ଶକ୍ତ  ଚଟକଣ! କଷିଢେଇ ତାକୁ ଘରୂ ବାହାର କରିଦେଲା
             ମାତ୍ର ଦିନକ ପରେ ମହେଶକୁ ଡାକିବ! ପାଇଁ ପଡ଼ିଲା ତାକୁ! କାରଣ ମହେଶ ହିଁ ତାଘର ଚଳଉଥିଲା !ସ୍କୁଲ ଫି ଦେଉଥିଲା ! ରାଶଣ ଖର୍ଚ  ଉଠଉଥିଲା !ମହେଶ ଆସି ପହଂଚି ଗଲା  ଘରେ!ରାଧା କହିଲା,“କୋକିଳ ପାଇଁ ଗୋଟେ 6ଡ୍ରସ୍ ଦରକାର! ସେ କାନ୍ଦୁନ୍ଥି !ମହେଶ କହିଲା, “ମୁଁ ତୁରନ୍ତ କୋକିଳ ପାଇଁ ତ୍ରେସ୍ କିଣିଆଣିବି! ମୁଁ କିନ୍ତୁ କୋକିଳ କୁ ଚାହେଁ ତୂମେ ଦୁଇଜଣ ମୋର ପ୍ରେମିକ! ଭୂମିକା ତୁଲେଇବ….
   ଜଣେ ମାପାଇଁ ଏହାଠାରୁ ବଳି ବଡ଼ ଭୟଙ୍କର ସଉଦା ଆଉ କିଛି ଥାଇ  ହିଁ ନ ପାରେ! ଆଉ ରାଧା ବି ଥିଲା  ଜଣେ ମା’! ସେ କଣ କରିବ କିଛି ଚିନ୍ତ! କରିପାରିଲା ନାହିଁ! ସେତିକିବେଳେ କୋକିଳ ଆସି ପହ ଞ୍ ଗଲା ଓ ମହେଶକୁ କହିଲା- ଅକଲ! ମୋର ତ୍ରେସ୍ ନାହିଁ! ମୋତେ 6ଡ୍ରସ୍ ଆଣିଦିଆମହେଶ ତାକୁ ପାଖରେ ବସେଇଲା! ତାର ଗୋଟିଏ ପଟେ ବସିଥିଲା  ରାଧା! ଆରପଟେ ବସିଥିଲା  କୋକିଳ! ସେ ସେଇଠି ଉଭୟଙ୍କୁ ଏକ ସାଙ୍ଗ ରେ ଚୁସନ ତେଲା ଓ କହିଲା- ମାଝିଅ ଯଦି  ତାପ୍ରସ୍ତାବରେ ରାକିହେବେ ତାହେଲେ ତାଙ୍କର କିଛି ଅଭାବ ରହିବନି! ରାଧା ଆର ସହିପାରିଲାନି! ତାଆଖ୍ ଆଗରେ ସେ ତାଝିଅର ଭବିଷ୍ୟତକୁ ନଷ୍ଟ କରିବାକୁ ତାହୁଁ ନ ଥିଲା ! ସେଦିନ ସେ ବିଦା କରିଦେଲା ମହେଶକୁ! ହେଲେ ଜାଣିଥିଲା ମହେଶ କବଳରୁ କୋକିଳର ମୁକ୍ତି ନାହିଁ! କେମିତି ସେ ଳୋକିଳକୁ ବଂଚେଇବ  ସେଇକଥା ଚିନ୍ତ! କଚୁଥିଲା !
         ଏ ଘଟଣାର ଦୁଇମାସ ପରେ! ଦିନେ କୋକିଳ ସମେତ ପିଲାମାନେ ସ୍କୁଲ ତାଲିଯାରଥିଲେ! ଅଜୟ ତାର କାମକୁ ପଳେଇଯାରଥିଲା ! ମହେଶକୁ ଫୋନ୍ କରି  ଡାକିଲା ରାଧା! ପହଞ୍ ଲା ମହେଶ! ପ୍ରସୁତ ହୋଇ ରହିଥିଲା  ରାଧା! ନିଜକୁ ସେ ଖୁବ୍ ଯତ୍ନ କରି  ସଜେଇଥିଲା  ! ଯେମିତି ତାକୁ ଦେଖିବା  ମାତ୍ରେ ମହେଶ ତାଉପରକୁ ଝାମ୍ପି  ପଡ଼ିବ ! ଆର ସେଇଆ ହିଁ ହେଲା  ମହେଶକୁ ନିରାଶ କଲାନି ରାଧା! ମହେଶ ଥକି ପଡ଼ି ଶୋଇପଡ଼ିବା ଯାଏ ସେ ତାସହ ସହଯୋଗ କଲା! ଶେଷରେ ଶୋଇପଡି଼ଲା ମହେଶ! ଏଇ ସୁଯୋଗର ଅପେକ୍ଷାରେ ଥିଲା  ରାଧା! ଶୋଇ ପଡି଼ଥିବା ମହେଶର ତଶ୍ଚି ଚିପି ତାକୁ ମାରିଦେଲା! ଦୋଷା ସାବ୍ୟସ୍ତ ହୋଇ ଜେଲକୁ ଯିବା ବେଳେ ବି ରାଧାର ଆଖି ରେ  ଅନୁଶୋଚନା ନ ଥିଲା ! କାରଣ ସେ ନିଜେ କ୍ଷୀର ଭାତ ଦେଇ   ପୋଷି ଆସିଥିବା ଏକ ଅଜଗର କବଳରୁ ତାଝିଅକୁ ବଂଚେଇ ପାରିଥିଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...