Monday 26 June 2017

ପ୍ରେମିକାକୁ ହତ୍ୟା



ରୀନା ଯୌବନରେ ପାଦ ଦେବା ପରେ ପଡୋଶୀ ଘରର ପୁଅ ଅମିତକୁ ଭଲ ପାଇବସିଥିଲା ! ଏହି ଖବର ରୀନା ଘର ଲୋକ ଜାଣିବା ପରେ ସେମାନେ ରୀନାର ଭଲ ପାଇବାକୁ ସହଜରେ ଗ୍ରହଣ କରିପାରି ନଥିଲେ! କାରଣ ଅମିତ ଅପାଠୁଆ ଥିଲା ଆଉ ରୀନା ଏମ୍ ବିଏ କରୂଥିଲା ! ରୀନା ମଧ୍ୟ  ସେତେବେଳକୁ ବୁଝିପାରିଥିଲା ପରିବାର ଲେ!କ ଯାହା କହୂଛରି ତାହଁଠିକ୍! ସେଥ୍ ପାଇଁ ସେ ଅମିତ୍ ଠାରୂ ଦୁରେଇ ରହୂଥିଲା ! ରୀନା ଅନ୍ୟତ୍ର ବିବାହ କରିନେଇ ତାହ! ଅମିତ୍ କଦାପି ସହ୍ୟ କରିପାରି ନଥିଲା  ପ୍ରେମରେ ବିଫଳ ହେବାରୁ ତାର ରାଗ ମୁଣ୍ଡ ଉପରକୁ ଚଢ଼ି ଯାଉଥିଲା ଆଉ ରୀନାକୁ ତାର ଓଢ଼ଣୀ ଆଣି ତଶ୍ଚିରିପି ସବୁଦିନ ପାଇଁ ଶେଷ କରିଦେଇଥିଲା

 


ଜନପଦ ଅନ୍ନାବର ଥାନା ବିହାର ଅନ୍ତର୍ଗତ ଏକ ଗ୍ରାମ ଆଟମନୂ ଖେଡା ! ଏହି ଗ୍ରାମରେ ଜୋଧା ପରିବାର ରହୁଥିଲେ ! ଯୋଦ୍ଧା କଣେ କୁଷକ ! ଷେତବାଡିରେ କାମ କରି ପରିବାର ପ୍ରତିପୋଷଣ କରୂଥିଲେ ତାଙ୍କର ଦୁଇ  ପୁଅ ଓ ଗୋଟିଏ ଝିଅ ରୀନା ! ଆଥିକ ପରିସ୍ଥିତି ଏତେ ସ୍ଵଚ୍ଛଳ ନଥିଲେ ମଧ୍ୟ  ଜୋଧା ପିଲାମାନକୁ ପାଠପଢ଼ାଇ ଶିକ୍ଷିତ କରିଥିଲେ


ରୀନା ବି ଘାପୁର ଉଚ୍ଚଗ୍ରାମ ପାଙ୍କେପୁରସ୍ତିତ ଡିଗ୍ରୀ କଲେଜର ଏମବିଏର ପ୍ରଥମ ବର୍ଷ ଛାତ୍ରୀ ଥଲା ଜୋଧାର ପଡୋଶୀ ଶିବତରଣ ସପରିବାର ରହୁଥିଲେ ! ସେ ମଧ୍ୟ  କୁଷି କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୂଥିଲେ ! ଶିତତରଣଙ୍କ ପୁଅ ଥଲା ଅମିତ ! ଅମିତ ବେଶି ପାଠ ନ ପଢ଼ି ବାପା ଙ୍କୁ କ୍ଷେତବାଡି କାର୍ଯ୍ୟ ରେ ସାହାଯ୍ୟ କରୂଥି ଲା ! ଯେହେତୁ ନୋଧା ଓ ଶିବତରଣ ଟୁଇ ପଡୋଶୀ ଥିଲେ  ସେମାନଙ୍କ ପାରିବାରିକ ସମ୍ପର୍କ ଭଲ ରହିଥିଲା !  ତେଣୁ ଦୁହେଁ ଦୁହିଁଙ୍କ ପରିବାରକୁଯିବାଆସିବା କରୂଥି ଲେ ! ଏମିତି ଯିବା ଆସିବା ଭିତରେ ଚୀନ! ଓ ଅମିତଙ୍କ ପ୍ରେମ ସମ୍ପର୍କ ୩ ବର୍ଷ ପୂର୍ବରୁ ଗଢ଼ି ଉଠିଥି ଲା ସେତେବେଳକୁ ରୀନାର ବୟସ ୧୫ ଓ ଅମିତ ବୟସ ୧୮ ଥଲା ସେମାନେ ଯେତେ ଲୁଚି ଛପି ପ୍ରେମ କରୁଥିଲେ ମଧ୍ୟ  ର୍ଗାଳୋକ ଓ ସାହିପଡିଶାରେ ସେମାନଙ୍କର ପ୍ରେମ ଚର୍ଚା ର  ବିଷୟ ପାଇଟିଗଲା ! ଆଉ ଏହି ଖବର ଆସି ରୀନାର ବାପ! ଜୋଧାଙ୍କ କାନରେ ପଡ଼ିଲା! ଜୋଧା ଝିଅର ଅମିତ ପରି କଣେ ମୂର୍ଖ  ପୁଅଳୁ ପ୍ରେମ କରିବା କଥ! ଶୁଣି ଅତ୍ୟନ୍ତ  କ୍ରୋଧାନିତ୍ଵ ହୋଇଅଲେ ! ଆଉ ରୀନ! ଉପରେ ଖୁବ୍ ମାରଧର କରି ତାଗିଦ୍ କରିଦେଇଥିଲେ ! ଯଦି ଅମିତ ଭଳି କଣେ ମୂର୍ଶକୁ ତୂ ଭଇ ପାଉ ତେବେ ମୋଠାରୂ କେହି ଖରାପ ହେବେ ନାହିଁ ବୋଲି ତାଳୁ ତାଗିଦ୍ କରିଦେଇଥିଲେ ! ମାଊର୍ମିଳା ଓ ଭାଇମାନେ ମଧ୍ୟ  ରୀନାକୁ ଆଖି ରେ ରାଝିଲେ ଅମିତଠାରୂ ଦୂରରେ ରହିବାକୁ ସମସ୍ତେ କଡ଼! ନକର ରୀନା ଉପରେ ରହିଲା! ରୀନ! ଘରଲୋକଙ୍କ ବାରଣ ହେତୁ ସେ ଅମିତଠାରୂ ଦୂରେଇ ରହିଲା ! ଘରୁ ବାହାରକୁ ବେଶି ବାହାରିଲା ନାହିଁ ! ଏଥ୍ସହିତ ରୀନ! ବୁଝି ସାରିଥ୍ଇ! ଯେ, ସେ ଜଣେ ପଢ଼ାଲେଖା କରିଅବା ଝିଅ ତେଣୁ ଅମିତ ଭଳି କଣେ ଅପାଠୁଆ ପୁଅ ସହିତ ସମ୍ପର୍କ ରଖି ତାଘରର ମାନମହତ ଆଉ ତଳେ ପକାଇବ ନାହିଁ ! ରୀନ! ତାଆତୂ ନିଜେ ନିଜେ ସତର୍କ ହୋଇଗଲା ଅମିତ ନିକଟରୁ ଦୂରେଇ ରହୁଅଲ! !


କିନୁ ଅମିତ ରୀନାର ଏପରି ଦୂରେଇ ରହିବାକୁ ପସନ୍ଦ କରୁନଥିଲା ! ରୀନା ସହିତ କାଳେ ଦେଖା ହେବ ତେଣୁ ତାଙ୍କ ଘରଳୁ ଯାଉଥିଲା ! ହେଲେ ବିଭିନ୍ନ ଆଳ ଦେଖାଇ ରୀନାର ବାପ! ମାତାସହିତ ରୀନାର ଦେଖା କରି ବେଉନଥିଲେ ! ଏଥ୍ ସହିତ ଦିନେ ଅମିତ ରୀନା କୁ ନ୍ଦେଖାକରିବାକୁବାଧ୍ୟ କରିବାରୁ ସେଦିନ ରୀନାର ଭାଇ ଓ ବାପାଙ୍କ ସହିତ ଖୁବ୍ ଗଣ୍ଡଗୋଳ ହୋଇଥଲା ! ଅମିତ ଏମିତି ବି ଧମକ ଦ୍ଦେଇଥିଲା ଯଦି ରୀନା ସହିତ ତାର ବାହାଘର ନ କରନ୍ତି ତେବେ ସେ ତାବାପ!ଭାଇକୁ ଜୀବନରୁ ମାରିଦେବ ବୋଲି ! ଏହାପରେ ରାନା ଘର ଲୋକ ରାନା ଉପରେ ଖୁବ୍ କଡ଼! ନଇର ରଖ୍ଥ୍ ଲେ ! କିନ୍ତୁ  ଅମିତ ରୀନାର ପ୍ରେମରୁ ଭୁଲି ପାରୁ ନଥାଏ ! ସେ ପାଗଳ ପ୍ରାୟ ହୋଇଯାଇଥାଏ


   ସେଦିନ ଜୋଧାଙ୍କ ପଡୋଶୀ ହରିଶଙ୍କର ଝିଅ ବିବାହ ଚାଲିଥାଏ ଏହି ବିବାହ ଉତ୍ସବରେ ଯୋଧା ପରିବାର ସାମିଲ ଥିଲେ  ! ଏଠି ସହିତ ଶିବଚରଣଙ୍କ ପରିବାର ମଧ୍ୟ  ଯାଇଥିଲେ ! ବିବାହ ଉତ୍ସବରେ ଅମିତ ହଠାତ୍ ରୀନାକୁ ଦେଖୁ ତାର ପାଦ ଆଉ ତଳେ ଲାଗି ନଥିଲା  ! ସେ କେମିତି ରୀନା ସହିତ କଥା ହେବ ସେଥପାଇଁ ରୀନାର ଆଖପାଖରେ ବାରମ୍ବାର ତକ୍ ର କାଟୁଥାଏ ! ରାନା ଚାହୁଁଥିଲେ ବି  ପ୍ରେମିକ ଅମିତ ସହିତ କଥା ହେବା ପାଇଁ କିନ୍ତୁ ପରିବାର ଲୋକ ତାଉପରେ ତୀକ୍ଷଣ ଦୂଷ୍ଠି ରଖ୍ ଥି ବା


ଯୋଗୁକିଛି କହିପାରୂନଥିଲା ! ଅମିତକୁ ଯେପରି ନ ଚିଦ୍ଧିଲା ଭଳି ତାଠାରୁ ଦୂରେଇ ଦୂରେଇ ରହୂଥିଲା ! ପରିବାର ଲୋକ ଯେତେବେଳେ ଜାଣିଲେତାଙ୍କ ଝିଅ ଅମିତକୁ ଭୁଲି ଯାଇଛି ! ତାସହିତ ରୀନାର କିଛି ସମ୍ବନ୍ଧ ନାହିଁ, ସେତେବେଳେ ତାକୁ ଏକାଛାଡ଼ି ଦେଲେ! ଅମିତ କିନ୍ତୁ ରୀନାର ଏପରି ବଦଳିବାକୁ ଆଦୌ ସହଜରେ ଗ୍ରହଣ କରିପାରୁ ନଥାଏ ! ଏପରି ପରିସ୍ଥିତି ଭିତରେ ରାନା ଭୋଜି ଖାଇସାରିବା ପରେ ତାର ପେଟ କାଟିବାରୂ ସେ ଶୈଚା  ପାଇଁ ଗାଁ  ପଡ଼ିଆକୁ ଚାଲିଯାଇଥିଲା ! ଏହାର ସୁଯୋଗ ନେଇ ଅମିତ୍ ମଧ୍ୟ  ରୀନାର ପିଛା କରି ତାପଛେ ପଛେ ଯାଇ ପହଞ୍ଚ ଯାଇଥିଲା ! ରୀନ! ଯେତେବେଳେ ପଡ଼ିଆରେ ଅମିତକୁ ବେ ଖ୍ ଲା ତମ୍ କି ପଡି଼ଥିଲା ! ସେ ପଚାରିଥ୍ ଲ! ତୁମେ କଣ ପାଇଁ ଏଠାକୁ ଆସିଛ ଅମିତ କହିଲା, ମୁଁତୂମଳୁ ଭଲ ପାଏ ! ତୁମ ବିନା ବଂଚି ରହିପାରିବି ନାହିଁ ! ମୁଁତୂମକୁବିବାହ କରିବି ? କିନ୍ତୁ ରାନା କହିଥିଲା ଏହା ଅସମ୍ଭବ କାରଣ ଆମ ପରିବାର ମୁଁ ଚୁମ ସହିତ କୌଣସି ସମ୍ବନ୍ଧ ର ଖ୍ ବାକୁ ଚାହୁଁ ନାହାନ୍ତି


ଅମିତ, କହିଲା ଏହା ଅସମ୍ଭବ ! ତୁମେ ମୋର ! ତୁମେ ମେ! ମନ ଓ ହୃଦୟରେ ବସାବାନ୍ଧି  ରହିଛ ! ତୂମ ଜୁ ମୁଁ ରାତି ଦିନ  ସ୍ବପ୍ନ ରେ ବାନ୍ଧି  ରଖୀ ଛି ତେଣୁମୁଁଯେମିବି ହେଲେ ବୁମକୁବିବାହ କରିବି


ରାନା କହିଲା, ତୁମେ  ମେ! ପରିବାର ଲୋକଙ୍କ ସହ କଳିଝଗଡ଼! କଲ, ସେମାନକୁ ଜୀବନରୁ ମାରି ଦେବାକୁ ଧମକ ଦେଲ ସେମାନେ କଣ ମତେ ତୁମ ସହିତ ବିବାହ ଦେବାକୁ କେବେ ବି ରାଜି ହେବେ !


ଅମିତ୍ ପୁଣି କହିଲା, ତୁମ ଘର ଲୋକ ଯବି ମେ! ସହିତ ବିବାହ କରିବାକୁ ରାବି ହେଉ ନାହାବି ! ବାଲ ତୁମର ମୋର କେଉଁଆଡେ ଚାଲିଯାଇ ବିବାହ କରିନେବା ! ହେଲେ ରୀନା କହିଲା, ମେ! ପରିବାରର ମାନ ମହତକୁ ତଳେ ପକାଇ ତୁମ ସହିତ କେଉଁଆଡେ ଚାଲି  ଯାଇ ପାରିବି ନାହିଁ ! ପରିବାର ଖୁସିରେ ଯେଉଁଠି କହିବେ ମୁଁ ସେଠି ବିବାହ କରିବି


ଅମିତ୍ କହିଲା ତାମାନେ ଡୁମ ପରିବାର ଅନ୍ୟତ୍ର କହିଲେ ତୁମେ ତାଳୁ ବିବାହ କରିନେବ ?


 ରୀନା କହିଲା ନିଶ୍ଚୟ କାରଣ ମେ! ପରିବାରର ମାନ ଇକତ ହିଁ ସବୁଠାରୂ କଡ଼


ଏଥର ଅମିତ କହିଥିଲା, ଯବି ବୁମ ପରିବାର ବ ଡ଼ ତେବେ ମୋତେ ଭଲ ପାଇଲା ବେଳେ କଣ ସେମାନଙ୍ଗୁ ପଚାରି ଭଲ ପାଇଁ ଥିଲା  ! ମୋତେ ଆକାଶରେ ଉଡ଼ାଇବା ଶିକ୍ଷାଇ ମୋର ଏବେ ଡେଣା କାଟିଦେଉଛ ମିଛଟାରେ ଖାଲି ଜହ୍ନ, ତାର! ତେଖାଉଥିଲା  ! ଏମିତି କଣ କେହି କେବେ ପ୍ରେମ କରି ଭୁଲି ଯାଇପାରେ


ରୀନା ଠାରୂଏପରି କଥା ଶୁଣି ଅମିତର ରାଗ ବଢ଼ିଯାଇଥିଲା ! ରୀନ! ତାକୁ ଛାଡ଼ି ଅନ୍ୟତ୍ର ବିବାହ କରିନେଇ ସୁଖ ସଂସାର କରିବ ! ଆଉ ତାପ୍ରେମକୁ ଝୁରି ଝୁରି ଅମିତ ସବୁଦିନେ ମରୂଥି ବ ! ତାହ! ସେ କଦାପି ବରଦାସ୍ତ କରିପାରି ନଥିଲା ! ତାମୁଣ୍ଡକୁ ପିତ୍ତ ଚଢ଼ି ଗଲା ରୀନା କାନ୍ଧରୁ ତାର ଓଢ଼ଣୀକୁ ଟାଣା ଆଣି ତାବେକରେ ଗୁଡ଼ାଇ କହିଲା, ମୁଁ ସେମିତି ମୁଣ୍ଡପିଟା ପ୍ରେମିକା ନୁହଁ ଯେକି ଚୁଅନ୍ୟକୁ କାହା ହୋଇ ଚାଲିଯିବୁ  ଆଉ ମୁଁତୋ ରାହା ସବୁଦିନ ପାଇଁ ଚାହିଁରହିଥ୍ ବି ! ଆଜି ତୋତେ ମାରି ମୋ ପ୍ରେମକୁ ଏଇଠି ଶେଷ କରିଦେବି ! ଆଉ ସବୁଦିନ ତେ! ପାଇଁ ତଡ଼ପି ତଡ଼ପି ମରି ପାରିବି ନାହିଁ ! ରୀନା ଖୁବ୍ କାକୁତି ମିନତୀ ହୋଇ କହିଲା ତୁମେ ମତେ ଭଲପାଅ ନାଁ କେହି କଣ ତାପ୍ରେମିକାକୁ ମାରି ପାରନ୍ତି  ! ଅମିତ କହିଲା ମୁଁ କିଡୁ ମୋ ପ୍ରେମଜୁମାରିପାରେ !ଏଇ ଦେଖ କହି ଓଢ଼ଣି ଖୁବ୍ ଜୋରରେ ଦୁଇହାତରେ ଟାଣିବେବାରୂ ରୀନା ଆଖୁ ତରାଟି ଜିଭ ବାହାରି କରି ଟଳିପଡି଼ଲା  ରୀନାର ଅସ୍ଥିର ଦେହଟା ହଠାତ୍ ସ୍ଥିର ହୋଇପଡ଼ିବାରୂ ଅମିତ ରୀନାର ମୂତଦେହକୁ ବିଲ ମଧ୍ୟ ରେ ଫିଙ୍ଗି  ସେଠାରୁ ଫେରାର ହୋଇଗଲା


      ଏଣେ ବିବାହ ଉତ୍ସବରେ ରୀନାକୁନପାଇ ପରିବାର ଲୋକେ ଏଣେ ତେଣେ ଖୋଜା କରିଥିଲେ ସେମାନେ ସାରା ରାତି ଯେତେ ଖୋଜିଥିଲେ ମଧ୍ୟ  ରୀନାର ପତ୍ତ! ପାଇ ନଥିଲେ ! ସକାଳ ହେବାରୁ ଜୟ ସିଂହଙ୍କ କ୍ଷେତରେ ରୀନାର ଶବ ପଡି଼ଥିବା  ଦେଖ୍ ତାଙ୍କ ପରିବାର ଲୋକଙ୍ଗୁ ଖବର ମିଳିବା ପରେ ରୀନାର ପରିବାର ଲୋକେ ଆସି ଝିଅକୁ ମୂତ ଅବସ୍ଥାରେ ଦେଖ୍ ଖୁବ୍ କନ୍ଦାକଟା କରିଥିଲେ ! ଏହି ସମୟରେ ଗ୍ରାମ ପଧାନ ଥାନାଅଧ୍ଯକ୍ଷ ଚନ୍ଦ୍ର ପ୍ରକାଶ ସିଂହଙ୍କୁ  ଏହି ଘଟଣା ସମ୍ପର୍କରେ ସୂଚନା ଦ୍ଦେଇ ଥିଲେ ! ସୂଚନା ପାଇବା ପରେ ଥାନାଅଧ୍ଯକ୍ଷ ନିକର ସବଳବଳେ ଘଟଣାସ୍ଥଳରେ ପହଞ୍ଚ ଥିଲେ ! ଏହାପରେ ଥାନା ଅଧ୍ କାରୀ ମନୋଜ ଅବସ୍ତି ମଧ୍ୟ  ପହଞ୍ଚ ଥିଲେ ରୀନାର ବାପା ଜୋଧା ଅମିତ ଉପରେ ରୀନାକୁ ହତ୍ୟା କରିଥିବା  ନେଇ ଆରୋପ ଲଗାରଥିଲେ ! ମୂତ! ରୀନାର ପରିବାରଙ୍କ ଆରୋପ ଅନୁଯାୟୀ ପୋଲିସ ଅମିତ ଘରେ ପହଞ୍ଚ ତାକୁ ଖୋରିଥିଲା ! କିନ୍ତୁ ଅମିତ ସେତେବେଳକୁ ଫେରାର ହୋଇଯାଇଥଲା ! ଏହାପରେ ରୀନାର ଶବକୁ ଜବତ କରି ବ୍ଯବଛେଦ ପାଇଁ ପଠାଇ ଦେଇଥିଲା ପୋଲିସ! ରୀନାର ବାପା ତୋଧାଳୁ ଥାନାକୁ ଡକାଇଥିଲା ପଚଗାରଚର! କରିବା ପାଇଁ ! ପ୍ରାରମ୍ଭିକ ତଦନ୍ତ ରୁ ରୀନାର ହତ୍ୟା ଯେ, ଅମିତ କରିଛି ଏଥଗେ ପୋଲିସର ମଧ୍ୟ  ସନ୍ଦେହ ରହିଲା ନାହିଁ ! କାରଣ ଅମିତ ତାଘରୁ ଫେରାର ରହିଥିଲା ଏହାପରେ ଅମିତ୍କୂଧରିବା ପାଇଁ ପୁର! ପୋଲିସ୍ ଟିମ୍ ଗଠନ କରାଗଲା ସହରର ସମସ୍ତ ଥାନାକୁ ସୂଚନା ଦିଆଗଲା ଯେ, ଅମିତ୍ ଯେପରି ଖସି ଜେଇଁ ଆଡେ ଫେରାର ନ ହୋଇଯାଏ ! ଏଥ୍ ପାଇଁ ସବୁ ପ୍ରକାର ବ୍ଯବସ୍ଥା କରାଗଲା


ଦିନେ ଅମିତ୍ ବିଦେଶକୁ ଫେରାର ହୋଇଯିବ ବୋଲି ମସୂଧା କରିବା ବେଳେ ପାଟନାର ଏକ ଟେମ୍ପୋ ଷ୍ଟାଣ୍ଡରୁ ପୋଲିସ ଅମିତ୍ କୂ ଅତି ସତର୍କତାର ସହିତ ଗିରଫ କରିନେଲା ପୋଲିସ ହାତରେ ଗିରଫ ହେବା ପରେ ଅମିତ ରୀନାକୁ ହତ୍ୟା  କରିଛି ବୋଲି ମାନିନେଇଅଲା ! ଅମିତ ତାବୟାନରେ କହିଥିଲା ଯେ, ସେ ରୀନାକୁ ଖୁବ୍ ଭଲପାଉଥିଲା ! ବିବାହ କରିବାକୁ ଦୁହେଁ ରାଜିଅଲେ ହେଲେ ରୀନାର ଘରଲୋକ ଆମ ସମ୍ପର୍କଳୁ ସ୍ୱୀକାର କରି ନ ଥିଲେ ! ଏଅସହିତ ରୀନ! ମଧ୍ୟ  ଶେଷରେ ତ!ପରିବାର ସପକ୍ଷରେ ଯାଇଥିଲା  ଆଉ ପରିବାରର କହିବା ମୁତାବକ ଅନ୍ୟତ୍ର ବିବାହ କରିନେବ ବୋଲି କହିଥିବା ରୁ ସେ ରାଗି ଯାଇ ରୀନ!କୁ ହତ୍ୟା  କରିଛି ବୋଲି ବୟାନ ବେଇଥି ଲ! ! ଅମିତର ବୟାନକୁଭିରି କରି ଅମିତ ପ୍ରେମିକ!କୁ ହତ୍ୟା   କରିଥିବା  ଅଭିଯୋଗରେ ତା କୁ ଆଜୀବନ ଜେଲ ହୋଇଗଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...