Tuesday 11 July 2017

ପୋଲିସ ଅଫିସର ର ପ୍ରେମିକ



     
   ରାକ୍ଷୀ ପାଇଁ ରଷିକେଶ୍ କମଳଦେ ଶର ରାଜକୁମାର ଠ!ରୂ ବି ସୁନ୍ଦର ଥିଲା ସେ ତାକୁ ମନଭାରି  ଭଲପାଉଥିଲା ତାର ପ୍ରତିଟି କଥାକୁ ସେ ଅକ୍ଷରେ ଅକ୍ଷରେ ପାଳନ କରୂଥିଲା ରଷିକେଶ୍ କୂ ସେ ନିଜ ଠାରୁ  ବି ଅଧ୍ କ ବିଶ୍ଵାସ କରୂଥିଲା ପଶ୍ଚିମବଙ୍ଗ ମେଦିନପୁରର ରାକ୍ଷୀ ମିଶ୍ର ଦୃଭିରେ ଥିଲା  ଜଣେ ଓକିଲୀ ପେ ଦେଖି  ବାକୂ ଖୁବ୍ ସୁନ୍ଦରୀ! ତାର ଦୁଇଟି ଆକର୍ଷଣୀୟ ଆଖ୍ ଥିଲା ଓ ମନଲୋଭା ଶରୀର ଥିଲା! ଖୁବ୍ କମ୍ ବୟସରୁ ଓକିଲ ଭାବରେ ବେଶ୍ ସୁନାମ ଅର୍ଜନ କରିଥିଲା ! ନିଜର କଣେ କ୍ଳୀଏଣ୍ଟ   ଅଭିଯୋଗ ନେକ ପୋଲିସ ଷ୍ଟେଶନ ଯାଇ ଥିବା  ବେଳେ ତାର ପ୍ରଥମ କରି ସାକ୍ଷାତ୍ ହୋଇଥିଲା ରଷିକେଶ୍ ସହିତ!
ରଷିକେଶ୍ ଓରଫ ରଷିକେଶ୍ ମିନା ଥିଲା! ୨୦୦୪  ଦ୍ୟାଚ ର ଜଣେ ଆଇ .ପି.ଏସ୍ ଅଫିସର ! ସେତେବେଳେସେ ମେଦିନପୁରର ଆସିଷାଶ୍ଚ ପୋଲିସ ଅଫିସର ଭା ବରେ ନିୟୋଜିତ  ହୋଇଥିଲା ରକ୍ଷାକୁ ଦେଖ୍ ତ! ପରେ ମନକୁ ମନ ଚମକି ପଡ଼ିଥିଲା ରଷିକେଶ୍ଵା ତାଦିଲ୍ କହିଥିଲା- ଇଲୁ କଲୁ! ସେ କେବେ ସୁନ୍ଦରୀ ରାକ୍ଷୀ ମିଶ୍ର ସହିତ ମିଶି ପ୍ରେମ ଗାତ ଗାଇବ ସେଇସୁଯୋଗ ଟିକୁ  ଅପେକ୍ଷା କରିବାକୁ ଲାଗିଲା!

ରକ୍ଷୀ ମିଶ୍ରକୂ ଅଛପା ନ ଥିଲା ଯେ, ରଷିକେଶ୍ ତାକୁ ତାହୃଦୟର ରାଣୀ  କରିସାଋଚି ! ସେ ଥିଲା ଜଣେ ବିଚକ୍ଷଣ!ଓକିଲ! ପୁଣି ଉଚ୍ଚଶିକ୍ଷିତ! ଓ ବୁଦ୍ଧି ମତୀ! ତାଛଡ଼ା ତାର ବି ଏଥିରେ  କୌଣସି ଆପଭି ନ ଥିଲା ସେ ଭାବୁ  ଥିଲାବାସ୍ତବ 6ର ଆଇପିଏସ୍ ପ୍ରେମିକ କେତେଜଣଙ୍କୁ ମିଳନ୍ତି ! କେବଳ ଭାଗ୍ୟବତୀ ମାନେ ହି ଏରଳି ସୌତାଗ୍ୟର ଅଧ୍ କାରୀ ହୋଇଥାନ୍ତି ! ଆର ସେ ହିଁ ହେଉଛି ପେହି ଭାଗ୍ୟବତୀମାନଙ୍କ ମଧରୁ ଜଣେ ନ ହେଲେ ରଷିକେଶ୍ ଭଳି ଜଣେ ସୁନ୍ଦର ଆଇପିଏସ୍ ତାକୁ ନେଇ ସ୍ଵପ ଦେଖ୍ ବା ଆରମ୍ଭ କରିଥାନ୍ତା  କିଭଳି ରାକ୍ଷୀ ବି ରଷିକେଶ୍ କୂ ରଜକୁ ମାର କରି ସ୍ବପ୍ନ ଦେ ଖ୍ ବାକୂ ଲାଗିଲା! ମାତ୍ର ସେ ଏକଥା ଜାଣି ନ ଥିଲା ପେ, ଯାହାକୁ ସେ ନିଜର ରାଜକୁମାର ବୋଲି ଭାବିଛି ସେ ବହୁ ପୂର୍ବରୁ  ଆଉ କାହାର ବନ୍ଧନରେ ବାନ୍ଧି ହୋଇସାରିଛି!
ହଁ, ରଷିଜେଶ୍ ଥିଲା ବିବାହିତ! ତାର ବିବାହ ୨୦୦୨ ବାଟଚ ର  ଆଇଏଏସ୍ ଡକ୍ଟର ଅର୍ଚ୍ଚନା ସହିତ ହୋଇଥିଲା ଓ ସେ ଦୁଇଜଣଙ୍କ ର ଗୋଟିଏ ୬ବର୍ଷର ଡଉଲଡାଉଲ ଝିଅଟିଏ ମଧ ଥିଲା! ଏସବୁ ବାବଦରେ ଅଜ୍ଞ ଥିବା  ରାକ୍ଷୀ ର ପ୍ରେମ ହୋଇଗଲା ରଷିକେଶ୍ ସହିତ! ସେ ରଷିକେଶ୍ କୂ ନିଜଠାଚୁ ଅଧ୍ କ ଭଲ ପାଇଲା! ନିଜ ଠାରୁ ଅଧ୍ କ ବିଶ୍ବାସ କଲା! ରଷିକେଶ୍ ର  ପ୍ର6ତ୍ଯକ ଇଚ୍ଚାକୂ ଅନ୍ଧ ଭଳି ପାଳନ କଚୁଥିଲା ସେ! ଏପରିକି ବିବାହ ନ କରି ବି ରଷିକେଶ୍ ନିକଟରେ ନିକର ସୁନ୍ଦର ଶରୀରକୁ ଲୋଟେଇ ଦେତାରେ ବି ସେ ତିଳାର୍ଧେ  କାର୍ପଣ୍ୟ କଲାନାହିଁ! ଆଉ  ଯେତେବେଳେ ଜାଣିଲା ରଷିକେଶ୍ ବିବାହିତ - ତାରସ୍ତ୍ରୀ ଅଛି - ଗୋଟିଏ ପିଲା ଅଛି ସେତେବେଳେ ତାର ଆଉ କିଛି କରିବାର ନ ଥିଲା! ସେ ସେତିକି ବାଟ ଆଗେଇ ଯାଇଥିଲା ଯେଉଁଠୁ ଚାହିଁଲେ ବି ନାରୀଟିଏ ସହଜରେ ପଛକୁ ପାଦ ଫେରେଇପାରେନା! ଅବଶ୍ୟ ରଷିକେଶ୍ ବି ତାକୁ ନିରାଶ କରି ନ ଥିଲା କଥା ଦ୍ଦେଇଥିଲା ତାକୂ ସେ ନିଶ୍ଚୟ ବିବାହ କରିବା କେବଳ ତାସ୍ତ୍ରୀ  ସହିତ ତାର ଛାଡ଼ପତ୍ର ହୋରଯାର!
ଆଇପିଏସ୍ ରଷିକେଶ୍ ମାନା ଏବଂ ଆଇଏଏସ୍ ଡକ୍ଟର ଅର୍ଚ୍ଚନାଙ୍କ ର ଆରେଞ୍ଜ ମ୍ୟାରେକ୍ ହୋଇଥିଲା! ଅର୍ଚ୍ଚନାଙ୍କ ର ପଦବୀ  ରଷିକେଶ୍ ଠାରୁ ବଡ  ଥିଲା! ଅର୍ଚ୍ଚନା ଘରେ ରଷିର ପାଦ ଧରି ପ୍ରଣାମ କରୂଥିଲେ  ବି ବାହାରେ ଅର୍ଚ୍ଚନାଙ୍କ  ସ୍ୟାଲୁଟ୍ କରିବା ପାଇଁ ବାଧ ହେରଥିଲା ରଷି ! ପରିବାରର ଅନେକଙ୍କର ଧାରଣା ଥିଲା ଯେ , ଯେହେତୁ ପୁଅର ଗକିରି ବୋହୂର ତାକିରିଠୁ ଛୋଟ ହୁଏତ ସେମାନଙ୍କ ମଧରେ ହାନମନ୍ୟତା ସୃଷ୍ଟି ହେବ  ହୀନମନ୍ୟତାରୁ ମନୋମାଳିନ୍ୟ! ଦୂଏତ ଏହା ସେମାନଙ୍କର ଦାମ୍ପତ୍ୟା ଜୀବନକୁ ବିଗାଁ ଡ଼ି ଦେଇପାରେ!
ବିବାହ ବେଳକୁ ରଷିକେଶ୍ ର  ନିଯୁକ୍ରି ମେଦିନୀପୁରରେ ହୋଇଥିବା  ବେଳେ ଡକ୍ଟର ଅର୍ଚ୍ଚନାଙ୍କର ଚାକିରି ସ୍ଥାନ  ଥିଲା ମାଲ୍ ଡା ତେବେ ସେମାନେ କଲିକତାର ମଇଣ୍ଡୋ ପାର୍କରେ ଏକ ଫାଟ୍ କିଣି ସେଇଠି ସେମାନଙ୍କର ଦାମ୍ପତ୍ଯ ଜୀବନର ଶିଳାନ୍ୟାସ କଲେ  ଅର୍ଚ୍ଚନା ମାଲ୍ବାରୂ ଏବଂ ରଷିକେଶ୍ ମେଦିନୀପୁରରୂ କଲିକତା ଆସି ସ୍ୱାମୀ ସ୍ତ୍ରୀ  ହୋଇ ରହୂଥିଲେ  ପ୍ରଥମବର୍ଷ ଉଭୟ ରଷିକେଶ୍ ଓ ଅର୍ଚ୍ଚନାଙ୍କର ଦାମ୍ପତ୍ୟ  ଜୀବନ ବେଶ୍ ସୁରୂଖୁରୁ ରେ  ତାଲିଥିଲା ! ନ! ସେମାନଙ୍କ ମଧରେ ପଦବୀ ର  ଉଚ୍ଚତାକୁ ନେଇ ହୀନମନ୍ୟତା ସୃଷି ହୋଇଥିଲା ନ! ସେମାନେ ଘରକୁ ଆସିବା ପରେ ସ୍ୱାମୀ ସ୍ତ୍ରୀ କୁ  ବାଦ୍ ଦେଇ ଅନ୍ୟ କୌଣସି ପାଦ ପଦବୀ  କଥା ଚିନ୍ତା କଚ୍ଛଥ୍6ଲୀ ବର୍ଷ ଶେଷକୁ ସେମାନଙ୍କର ଝିଅଟିଏ ମଧ ହେଲା! ନବଜାତକକୂ ଦେଖ୍ବା ପରେ ଉଭୟ ଅର୍ଚ୍ଚନା ଏବଂ ଋଷିକେଶ୍ ପରିବାରରେ ଖୁସିର ଲହରି ଛୁଟିବାକୂ ଲାଗିଲା ! ତେବେ କଣ ପାଇଁ କେଜାଣି ଠିକ୍ ଏହି ଘଟଣା ପରେ ପରେ ସେମାନଙ୍କ ସମ୍ପର୍କ ଖଟା ପଡ଼ିବାକୁଲାଗିଲା! ହୁଏତ ହୀନମନ୍ୟତା ହୋଇପାରେ କିମ୍ବା ସ୍ତ୍ରୀ  ଅର୍ଜନ! ଉପରୁ ଋଷିକେଶ୍ର ମନ ଛାଡ଼ିଯାଇଥାଇପାଗେ କାରଣ କିଛି ବି ହୋଇପାରେ! ମାତ୍ର ଏକଥା ସତ ପେ ସେମାନଙ୍କ ମଧରେ ଆଉ କୌଣସି ସୁସମ୍ପର୍କ ରହିଲ! ନାହିଁ! ସେମାନେ ଟିକେ ଟିକେ କଥାରେ କଳିତକରାଳ ଲାଗିଲେ! ପରସ୍ପର କୂ ଦୋଷ ଦେବାକୁ ଲାଗିଲେ! ଉଭୟେ ବାହାହୋଇଥିବାରୁ  ସେମାନଙ୍କର ଜୀବନ ବିଡ଼ମ୍ବିତ  ହୋଇଗଲା ବୋଲି ଆରୋପ କରିବାକୁ ଲାଗିଲେ!
୨୦୦୬ରେ ଅର୍ଡନାକୂ ହୂଗୁଳିର ଅତିରିକ୍ତ  ଜିଲା ଜକ୍ (ଏଡିଏମ୍) ଭାବରେ ନିଯୁକ୍ରି ମିଳିଲା! ସଂପୋଗବଶତଃସୁପରିଶ୍ଵେଶ୍ରେଣ ଅଫ୍ ପୋଲିସ୍ ଭାବରେ ରଷିକେଶ୍ର ମଧ ଦୂଗୂଳିକୁ ଟ୍ରାନ୍ସଫର ହୋଇଗଲା! ଏଇ ଦୂଗୂଳିରେ ଥିବା  ବେଳେ ସେମାନଙ୍କ ପାରିବାରିକ କଳହ ପ୍ରଥମଥର ପାଇଁ ପଦାକୁ ଆସିଲା! ଅର୍ଚ୍ଚନ! ହୂଗୁଳିର ଶ୍ରୀରାମପୁର ଥୀନାରେ ରଷିକେଶ୍ ଙ୍କ ବିରୋଧରେ ଏକ ମାମଲା ରୂଜୁକଲା ! ସେଥରେ ସେ ଉଲ୍ଲେଖ କରିଥ୍ଲ! ଯେ, ରଷି ତାକୂ ଶାରୀରିକ ଓ ମାନସିକ ଯନ୍ତଣା ଦେଉଛି! ହତ୍ୟା କରିବା ଉଦ୍ୟମ କରୁଛି! ତେବେ ଖୋଦ୍ ରଷିକେଶ୍ ସେଠାକାର ଏସ୍ପି ହୋଇଥିବାରୁ  ଏହି ମାମଲାକୁ ପୋଲିସ ପଷରୂ କୌଣସି ଗୁରୁତ୍ଵ ଦିଆଗଲା ନାହିଁ! ଅବଶ୍ୟ ଏହି ଘଟଣା ଗଣମାଧ୍ୟମରେ ବେଶ୍ ହଟମେଟ ସୃଷ୍ଠି କରିଥଲା!
୨୦୧୨ !ପୁଣିଥଗେ ଉଭୟଙ୍କର ଟ୍ରାନ୍ସଫର ହୋଇଗଲା ପୁନଶ୍ଚ ଏକ ସଂଯୋଗ ସୃଷି ହୋଇଥଲା ଋଷିକେଶ୍ ପାଇଁ ରଷିକେଶ୍ କୂ ଲୋ ଧା ମାମଲାର ସ୍ଵତନ୍ତ ତଦନ୍ତ ଅଧ୍ କାର! ଭାବରେ ପୁଣିଥରେ ମେଦିନୀପୁର ପଠେଇ ଦିଆଗଲା! ରଷିକେଶ୍ ପାଇଁ ମେଦିନୀପୁର ଥିଲା  ଏକ ତ୍ରିମ୍ଲ୍ୟାଣ୍ଟା କାରଣ ସେଠି ଥିଲା ତାର ପ୍ରିୟତମ! ରକ୍ଷା ମଶ୍ର! ମେଦିନୀପୁରରେ ସେଠି ଥିଲା ତାର ପ୍ରିୟତମା ରକ୍ଷା ମିଶ୍ର! ମେଦିନୀପୁରରେ ପହଞ୍ଚବା ପରେ ରାକ୍ଷୀ ଏବଂ ଗଷିକେଶ୍ ର ପ୍ରେମ ଆକାଶଛ୍ଅଁ! ହୋଇଗଲା! ଋଷିକେଶ୍ ବିବାହିତ ବୋଲି ଜାଣି ସାରିଥିଲେ  ବି ଗକ୍ଷୀ ଆଉ ପଛକୂ ଫେରିପାରି ନ ଥିଲା କାରଣ ସେ ଋଷିକେଶ୍ କୂ ସତସତିକା ଭଲ ପାଉଥିଲା ପୁଣି ଋଷିଜେଶ୍ ତାକୁ ନିଶ୍ଚିତ ବିବାହ କରିବାର ପ୍ରତିଶୃତି ଦେଇଥିଲା!
     ଏମିତି ଏକ ଦିନେ- ଅଚାନକ ରାକ୍ଷୀର କଲ୍ ପାଇଲା ରଷିକେଶ୍! ରାକ୍ଷୀ ବ୍ୟସ୍ତ  ବିବ୍ରତ ହୋଇ କହିଲା- ରଷିକେଶ୍ ଶୀଘ୍ର ଆସି ପହଞ୍ଚ! ସବୁ କିଛି ଗୋଳମାଳ ହୋଇଯାଇଛି ଋଷିକେଶ୍ ପହଂଚିବା  ପରେ ରାକ୍ଷୀ ଖୁବ୍ ଭୟଭୀତ ହୋଇ କହିଲା- ମୋର ଗର୍ଭ ରହିଯାଇଛି, ଋଷି ଆଇ ଆମ୍ ପ୍ରେଗ୍ ନାଣ୍ଟାରଷିକେଶ୍ର ମୁଣ୍ଡ  ଉପରେ ବୋମା ଫୁଟିଗଲା ଯେମିତି! ସେ କହିଲା, “ତୁମେ  ଏକଥା ଜାଣିଲ କେମିତି?” ଏକଆରେ ହସିଦ୍ଦେଲା ରାକ୍ଷୀ! କହିଲା- ମୁଁ ଅପାଠୋ ଇ ଝିଅ ନୁହେଁ! ପ୍ରଥମେ ମୋର ଡେଟସ  ପ୍ରୋବ୍ଲେମ  ହେଲା! ମୋତେ ଲାଗିଲା ସେ, କିଛି ଅସୂବିଧା ହୋଇଛି! ତାପରେ ମୋର ଊ ରିନ୍ ଟେଷ୍ଟ କଲି! ରିପୋର୍ଟ ଆସିଲା ପଜିଟିଭି  ତେବେ ମୁଁ ଡରିଯାଇଛି! ମୁଁ ଗୋଟେ ଅଭିଆଡ଼ା ଝିଅ! ମୋ ପେଟରେ ତୁମ ଭୃଣ ବଢୁଛି

ଏତିକିବେଳେ ତାନିକଟକୁ ଖବର ଆସି ପହଞ୍ଚଲା ପେଅର୍ଚ୍ଚନା ତାନାମରେ ହୈଂର ଷ୍ଟ୍ରୀଟ  ଥାନାରେ ସାନି ଏକ ମାମଲା ରୁକ୍ସ କରିଛି! ଆଉ ଏଥର ସେ ଚୁପ୍ ହୋଇ ବସିନାହି’! ଡିକି, ହୋମ ସେକ୍ରେଟାରୀ ଏବଂ ମୁଖ୍ୟମନ୍ତୀକୂ ଭେଟିଛି! ସବୁ ଠୁ ଗୁରୂତ୍ଵପୂର୍ଣ୍ଣ କଥା ତାର ମାମଲାକୁ ଅତିଗୂରୂହର ସହିତ ନେଇଛଚ୍ଚି ମୁଖ୍ୟମନ୍ତୀ ଆଉ ଆଇପିଏସ୍ ଅଧ୍ କାରା ସୂପ୍ରତିମ ସରକାରଙ୍କୁ ସ୍ଵତନ୍ତ ଭାବରେ ତାହାର ତଦନ୍ତ ଦାୟିତ୍ଵ ଦିଆଯାଇଛି
ରଷିକେଶ୍ ମୁଣ୍ଡ ବୁଲେଇଦେଲା ! ସେ ଯେମିତି ଉଭୟ ପଡୁ ଅସୁବିଧାରେ ପଡ଼ିଯାଇଥିଲା! ଏସବୁ ସଙ୍ଗେ ତାର ଏକ କମ୍ପୁ ଟର 6ବ୍ରନ୍ ଥିଲା ! ସେ ସଙ୍ଗେ ସଙ୍ଗେ ଖୁବ୍ ସୁନ୍ଦର ନିଷ୍ପତି  ନେଇପାରୂଥିଲା! ସେ ରାକ୍ଷୀ କୁ ଆଲିଙ୍ଗନ କରି ଗେଲକଲା! କହିଲା- ଆଜି ଆମ ପାଇଁ ଢେରେ ଖୁସାର ଦିନା ଆମ ପ୍ରେମର ପ୍ରଥମ ଫୁଲ ଫୁଟିବାକୂ ଯାଉଛି! ହେଲେ ଦେଖ, କେଡ଼େ ହତଭାଗ୍ୟ ମୁଁ! ମୋର ପିଲା ହେବ ବୋଲି ଜାଣି ବି କାହାରିକୁ କହିପାରୂନାହିଁ!
 ରାକ୍ଷୀ କହିଲା- ମୋ ପାଖରେ ଏକ ଆଇଡିଆ ଅଛି, ଋଷି! ତୁମେ  ମୋତେ ଏବେ ବାହା ହୋଇଯାଅ! ବାସ୍!ରିଷିକେଶ୍ କହିଲା- ତୁମେ  ବେଖୁଛ ଏବେ ପରିସ୍ଥିତି କିଭଳି! ଯଦି ଏଇ ପରିସ୍ଥିତିରେ ମୁଁ ତୂମକୂ ବାହାହେବି ତାହେଲେ ସଭିଏଁ ଜାଣିଯିବେ ପେ, ତୂମ ପାଇଁ ଅର୍ଚ୍ଚନା ଓ ମୋ ଭିତରେ ସମର୍କ ତିକ୍ତ  ହୋଇଛି! ହୂଏତ ଏଥିରେ  ତୁମେ  ବି ଆଇନର କାଠଗଢ଼ାକୂ ଯିବ
ରାକ୍ଷୀ ମୁଣ୍ଠ ଟୁଂଗା ରିଲା! କହିଲା - ତାହେ6ଲ...?”
ରିଷିକେଶ୍ କହିଲା- ଗୋଟିଏ ବାଟ ଅଛି! ତୂମେ ଆବର୍ଷନ   କରିଦିଅ! କଷ୍ଟ  ନିଶ୍ଚୟ ହେବ ମୋର ପ୍ରେମର ପ୍ରଥମ ପାଖୁଡ଼ାକୂ ମୁଁ ଖୋଲିବାକୁ ଦେଇପାରୂନାହିଁ  ବୋଲି ଭାବି ମୋତେ ବି ଖୁବ୍ ଦୁଃଖ ଲାଗୁଛି! ହେଲେ ସମୟ ଆମକୂ ସେମିତି ହିଁ କରିଦେଇଛି! ତେବେ କଥା ଦ୍ଦେଉଛି- ବିବାହର ମାସକ ପରେ ତୂମେ ପୁଣିଥରେ ମାହେବା ଏବେ ଯାଅ- ଆବର୍ସନ କରିଆସ
ରାକ୍ଷୀ ମାନିଗଲା ଋଷିକେଶ୍ ର କଥା! କାରଣ ସେ ତାକୁ ଭଲ ପାଉଥିଲା ତାକୁ ବିଶ୍ବାସ କରୂଥିଲା! ସେ ଭୀବୁ ଥିଲାତାଋଷି ଆଗ ବିପଦରୁ ମୁକୂଳିଯାଉ!
କିଛି ମାସ ଗଲା ! ରାକ୍ଷୀ ଦିନେ ଗଷିକେଶ୍ କୂ କହିଲା-ଋଷି! ମୁଁ ତୁମ କଥା ମାନି ଆବର୍ସନ କରିନେଲି! ମୋ ମନ ଭଲ ଲା ଗୂନି! ଏବେ ତ ମୋ ମଥାରେ ସିଚୂର ଟୋପାଏ ଦିଅ !ଋଷି କହିଲା- ତୁମେ  ଣ ପାଗଳ ହେଲା ଏବେ କେସ୍ ବିଚାରାଧୀନ ଅଛି! କେମିତି ବିବାହ କରିବି? ମୋ ଚାକିରି ଯିବାରାକ୍ଷୀ କହିଲା- କିଛି ଚିନ୍ତାକରନି! ତୂମ ଚାକିରି ଗଲେ ମୁଁ ତୁମକୁ ଚଳେଇନେବି! ତୂମେ ଯେମିତି ଥିଲେ  ବି ମୋ ସ୍ଵାମ୍ୟା ତାଛଡ଼ା ମୋତେ ବିବାହ କରିଯାଆ ଦେଖିବା  ଅର୍କନାକୂ ନେଇ ତୂମେ ଯେଉଁ ଟେନ୍ ସନରେ  ରହୁ ଛ ତାହା ଦୂର ହୋଇଯିବା ମୁଁ ତୁମକୁ ମୋ ପ୍ରେମରେ ଭିଜେଇ ସତେଜ କରିଦେବି
ବିରକ୍ତ ହୋଇଗଲା ରଷିକେଶ୍! ଜୋରରେ ଗର୍ଜନ କରି କହିଲା- ମୁଁ ତୁମକୁ ବିବାହ କରିବିନି! କେବେ ବି ତୂମକୂ ବାହାହେବାକୂ ମୋର ଇଚ୍ଚା ନ ଥିଲା! ତୁମର ସୁନ୍ଦର ଦେହ ମୋର ଦରକାର ଥିଲା ବାସ୍, ମୁଁ ସେତିକି ପାଇଯାଇଛି! ଆଉ ତୂମ ପାଖରେ ମୋର କୌଣସି ଆବଶ୍ୟକତା ନାହିଁ ତୂମ ରାସ୍ତା ଅଲଗା! ମୋ ରାସ୍ତା ଅଲଗା ଏତିକି କହି ସେଠାରୁ ଚାଲିଗଲା ଋଷି! କିଛି ସମୟ ପାଇଁ ହୋସ୍ ଉଡ଼ିଗଲା ରଷାର! ସେ କେବେ ବି ଭାବି ନ ଥିଲା ଏମିତି ହେବ ! ହୋସ୍ ଫେରିପାଇ ସେ ଭା ବିଲା- ତାର ସର୍ବସ୍ଵ ଉଜୁ ଡି଼ଯାଇଛି! ଯେଉଁ ପୁରୁଷ ନିଜର ସ୍ତ୍ରୀ  ଓ ଝିଅସହ ବିଶ୍ଵାସଘାତକତା କରିପାରେ ସେ ତାସହିତ କେମିତି ବିଶ୍ଵାସୀ ହୋଇ ରହିବା
ତାଭିତରେ ମୋହଭଙ୍ଗ  ଘଟିଲା ! ତାର ତାସୁନ୍ଦରଦେହ ଉପରେ କ୍ରୋଧ ଆସିଲା ! ଭାବିଲା, ଏଇ ଦେହକୁ ଛାଡ଼ି ତାନିକଟରେ ତାହେଲେ କିଛି ନାହିଁ ! ନ ହେଲେ ଏତେ ଭଲପାଇବା ସଙ୍ଗେ ରଷି ତାକୂ ଛାଡ଼ିଯାଇଥାନ୍ତ! କାହିଁକି? ସେ ଆଉ ଜଣେ ବିଶ୍ଵାସଘାତକକୂ ଭଲ ପାଇବନି! ଓଲଟି ତାର ଅସଲ ମୁଖା ଲୋକକୁ ଳଣେଇଦବଏହା ଭାବି ସେ ନିଜର ଫେ ସ୍ ବ୍ରୁକ୍ ଆକାଉଣ୍ଟରେ ସବୃ ସତ୍ୟର ପର୍ଜାଫାଶ କଲା! ଅନ୍ତରଙ୍ଗ ଫଟୋ ପୋଷ୍ଟ କଲା!ତାର କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା- ଯିଏ ତାକୁ ବଦନାମ କଲା ସେ ବି ବଦନାମ ହେଉ!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...