Saturday 15 July 2017

ଡାଏରୀ




ଯାହା  ପାଖରେ ହେଉନା କାହିଁକି ନିଜ ମନକଥା କହିଦେଲେ  ହାଲ୍ କା ଲାଗେ ! ହେଲେ ସାଇମ! ପାଖରେ କେହି ନ ଥିଲେ  ଯାହାକୁ ସେ ମନକଥା କହି ହାଲ୍କା ହେବ ! ଏଣୁ ସେ ଚିନ୍ତା  କଲ! ତାମୁଣ୍ଠକୁ ଯାହ! ଆସୁଛି ବା ଯାହ! ସବୁ ତାମୁଣ୍ଡକୁ ଭାରାକ୍ରାନ୍ତ କରୁଛି ସେ ସବୁକୁ ସେ ଡାଏରୀ ପୃଷ୍ଠାରେ ଲିପିବଦ୍ଧ କରିବ ! ଆରମ୍ଭ ହେଲ! ଡାଏରୀ ଲେଖା କୌଣସି ନିଦିଷ୍ଟ ସମୟ ନ ଥିଲା! ! ଯେତେବେଳେ ତାକୁ ଲାଗୁଥିଲା କି ଏକେ ଲେଖିବାକୁ ପଡ଼ିବ ସେ ବସିଯାଉଥିଲା! ! ସେଦିନ ଚି ସେ ଡାଏରୀ ଲେଖିବ! ପାଇଁ ବସିଥିଲା! ! ସେ ତାରିଖର ଡାଏରୀ ପୃଷ୍ଠାରେ ଏହ! ହିଁ ଲେଖା ଥିଲା! କି ମୁଁ ବୋକା ଥିଲି ! ସମାନା କଥାରେ ପଡ଼ିଗଲି ! ସେ ସବୁ666ଳ କବୁଥିଲା! କି ମୁଁ ତୁମକୁ ଭାଉଜ କରିବି ! ଆଉ ସବୁଦିନେ ଆମେ ସାଙ୍ଗ  ହୋଇ ରହିବ! ! ଆଉ ତାକଥାରେ ପଡ଼ି ମୁଁ ଫରିଦ୍ କୂ ବିବାହ କଲି, ଯାହ! ମେ! ଜୀବନର ସବୁଠାରୁ ବଡ଼ ଭୁଲ  ଥିଲା!
 ଇସ୍ମାଇଲ୍ ଓ ରୋଶନାରାଙ୍କ ସବାସାନ ଝିଅ ଥିଲା ସିମା  ପରବି ନ୍ ! ପରଭେଜେ  ନଭେଜ ସଗନ୍ ତିନି ବଡ଼ ଭାଇ  ଓ ଆସିୟା  ପରବି ନ୍ ବଡ଼ ଭରଣା ଥିଲା ! ତାଙ୍କ ପରିବାର ଦିଲ୍ଲୀ  ଲା ହୋରୀ ଗେଟ୍ ର ଫରାସ୍ ଖାନ୍ ର ବାସିନ୍ଦା ଥିଲେ  ! ସାଇମାକୁ ଯେତେବେଳେ ୧୦ ବର୍ଷ ସେତେବେଳେ ବାପା  ଇସ୍ମାଇଲ ମୃତ୍ୟୁବରଣ କଲେ ! ମ! ରୋଶନୀର! ପରିବାର ଦାୟିତ୍ଵ ନେଇ ସମସ୍ତ  ବଡ଼ ପୁଅଝିଅଙ୍କୁ ବିବାହ କଲେ ! ପାଠ ସା ରିବ! ପରେ ସାଇ ମା ପରିବାରର ଆର୍ଥିକ  ମାନଦଣ୍ଡ ବଢ଼ାଇବ! ପାଇଁ ଏକ କ୍ଲିନିକ  ରେ  ନର୍ସ-କମ୍-କପ୍ୟଟର ଅପରେରେ ଭାବରେ ଜଏନ୍ କଲା ! ସମୀନା  ଯିଏ କି ଜଣେ ବିଧବା ଥିଲା ଏବଂ ନିଜ ବାପଘରେ ରହୁ ଥିଲା  ସେ ଅନେକ ସମୟରେ ଏହି କ୍ଲିନିକ କୁ  ଔଷଧ ପାଇଁ ଆସୂଥିଲା ! ଅନେକ ଥର ଯିବାଆସିବ! ଭିତରେ ସାଇ ମା ଓ ସମାନାଙ୍କ ମଧରେ ବନ୍ଧୁତା ଗଢିରଠିଥିଲା!
୩୪ ବର୍ଷାର! ସମୀନା  ରଇ ସ୍ ଅହମଦକୁ ବିବାହ କରିଥିଲା ! ତାର ଏକ ୪ ବର୍ଷର ପୁତ୍ରସନ୍ତାନ  ଥିଲା ! ପରିବାରରେ ଶ୍ୱଶୁର ରଫିକ୍ ଅହମଦ ମୃତ୍ୟୁବରଣ କରିଥିବା  ବେଳେ ଶାଶୁ ନୁର ଜହାଂ  ମାନସିକ ରୋଗ! ଥିଲେ  ଦେଡ଼ଶୁର ରସିଦ୍ ଅହମଦ ଓ ଦିଅର ଫରୀଡ  ଅହମଦ ଘରେ ରହୁ ଥିଲେ !
ରସିଦ୍ ସାଇ ର! ବାନୋକୁ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ସପନ ଥିଲେ  !ସମାନାର ସ୍ୱାମା ରଇସ୍ ଆତ୍ମହତ୍ୟା କରିଥିଲା ସାଇ ମା ଓ ସମୀନା ଙ୍କ ମଧରେ ବନ୍ଧୁତା ଘନିଷ୍ଠ ହେବା ସହ ପରସ୍ପର ର  ପରମ୍ଭରଙ୍କ ଘରକୁ ଯିବାଆସିବ! କଲେ ! ବଜାର ଯିବାଠାବୁ ଆରମ୍ଭ କରି ଏକୁଟିଆ ସମୟରେ ଏକାଠି ହେଉଥିଲେ  ! ବିବାହ ପରେ ସାଇମ! ସମାନାଠାଚ୍ଛ ଅଲଗା ହୋଇଯିବାକୁ ନେଇ ସେମାନେ ଅନେକ ଚିନ୍ତା କଲେ! ସମାନାଠାରୁ  ଅଲଗା ହୋଇଯିବାକୁ ନେଇ ସେମାନେ ଅନେକ ଚିନ୍ତା କଲେ! ଶେଷରେ ସାରା ଜୀବନ ସେମାନେ ଏକାଠି ରହିବା ପାଇଁ ଦିନେ ସମୀନା  ତାଦିଅର ଫରି ବ୍ କୂ ବିବାହ କରିବା ପାଇଁ ସାଇମାକୁ ପ୍ରସ୍ତାବ ଦେ ଲା! ସେଦିନ କିନ୍ତୁ ପାଲମ! ସମି ନାର କଥାକୁ ଗୁରୁତ୍ଵ ଦେଇ ନ ଥିଲା ! 
ପରଦିନ ସମାନା ତାର ଦିଅର ଫରିଦକୁ ସାଙ୍ଗରେ  ଧରି ସାଇମାକୁ ଭେଟିବା ପାଇଁ ଆସିଥିଲା ହ୍ୟା ଣ୍ଠସମ୍ ଫରିଦକୁ ଦେଖି ସାଇମା ପ୍ରଥମ ନଜରରେ ହିଁ ତାପ୍ରତି ଆକର୍ଷିତ ହୋଇପଡ଼ିଥିଲା ତେବେ କେବଳ ଗୋଟିଏ ପଟୁ ନୁହେଁ, ସୁନ୍ଦରୀ  ସାଇମାକୁ ଦେଖି ଫରିଦ  ମଧ ତାକୁ ନେଇ କେତେ କଣ ଭାବି ଦ୍ଦେଇଥିଲା ! ଏକ ବଡ଼ ଶୋରୁମ ରେ  ସେ ସେଲ୍ମମ୍ୟାନ୍ ଭାବରେ କାମ କରୂଥିଲା ! ହ୍ୟା ଣ୍ଠସମ୍ ସହ ରୋଜଗାର ଥିବା ରୁ ସାଇମା ସଂଗେ ସଂଗେ  ରାଜି ହୋଇଯାଇଥିଲା  ୨୦୦୧ ମସିହାରେ ସାଇମ  ଫରି ଦ୍ କୂ ବିବାହ କରି ବୋହୁ ହୋଇ ଆସିଲା! ସାଇମ! ଆସିବାପରେ ସମୀନା  ଆଉ ବାପଘରେ ନ ରହି ଶାଶୂଘରକୁ ଚାଲିଆସିଲା ! କିଛିଦିନ ଭଲରେ ବି ତିଲ! ! ହେଲେ ତାର ଖରାପ ଦିନର କାଉଣଡାଉନ୍ ଆରମ୍ଭ ହୋଇଯାଇଥିଲା

ସେଦିନ ରାତିଅଧରେ ସାଇମାର ନିଦ ଭାଫିଯାଇଥିଲା ! ସେ ଦେଖିଲ! ଫରିଦ୍ ତାଜାଗାରେ  ତାଜାଗାରେ ନାହିଁ ! ସେ ବାଥରୁମ୍ ରୁ ଫେରିଆସିବ ଭାବି କିଛି ସମୟ ଅପେକ୍ଷା କଲ! ! ହେଲେ ଅଧଘଣ୍ଟା   ଏ ବିତିବା ପରେ ମଧ ନ ଆସିବାରୁ ସେ ତାକୁ ଖୋଜିବ! ପାଇଁ ଗଲା ! ପ୍ରଥମେ ବାଥ୍ ରୁ ମ୍ ଓ ପରେ ଅନ୍ୟସବୁ ସ୍ଥାନ  ଖୋଜିବ! ବେଳେ ସମାନାର ରୁମ୍ ରୁ ଶବ୍ଦ ଶୁଭୃଥିଲା! ସେ ଆପେ କବାଟରେ ଗପଦେବାରୂ ଖୋଲିଗଲା ! ଭିତରେ ସେ ଯାହା ଦେଖିଲା ତାପାଦତଳୁ ମାଟି ଖସିଯାଉଥିଲା! ! ସମୀନା  ତ! ସ୍ୱାମା ସହ ଅସଂପତ ଅବସ୍ଥାରେ ଥିଲା! ସାଇମାର ଆସିବ! ଦେଖି ସେମାନେ ସଂଯତ ହେଉ ନ ଥିଲେ  ! ବରଂ ଫରିଦ୍ କହିଲା, ଏମିତି ଛୋଟିଆ କଥାରେ ଇସୁ! କରନି ! ଘରର ବୋହୁ ସେଠି ପାଇଁ  ବାହାରକୁ ଯାଏନି! ସମୀନା  ମଧ କହିଲା, ତୂ ବାହାହେବାକୁ ମନ!
କରୁ ଥିବା ବେଳେ  ମୁଁ କହୁ ଥିଲି  ନା ଅଳ୍ପ  ବୟସରେ ଝିଅଙ୍କର କିଛିଟା ଆବଶ୍ୟକତ! ଥାଏ, ଯାହା ପୂରଣ କରିବ! ଅପରିହାର୍ଯ୍ୟ!  ଅଯଥା ମୁଣ୍ଡ ଖରାପ ନ କରି ଶାନ୍ତି ରେ ବସ ! ସାଇମା କିଛି ଭା ବିପାରୂ ନ ଥିଲା  ! କ୍ରୋଧ ଓ ଅପମାନରେ ସମଗ୍ର ଶରୀର ତାର ଥରିବାକୁ ଆରମ୍ଭ କରିଥିଲା! ! ଶୀତରାତିଗେ ବି ତ!ଦେହରୁ ଝାଳ  ବାହାରୂଥିଲା ! ଉଭୟଙ୍କ ନିର୍ଲକତା ଦେଖି ସେ  କିଛି କହିବ! ପାଇଁ ସାହସ ଜୁଟାଇ ପାରିଲାନି ! ସେ ତ!ରୁମକୁ ଫେରିଆସିଲା ! କିଛି ସମୟ ପରେ ଫରିଦ୍ ଫେରି ତାକୁ  ସେହି ଅନୈତିକ ସମର୍କକୁ ନୈତିକ ସମ୍ପର୍କ କରିବ! ପାଇଁ ବୁଝାଇ  ବାକୁ ଲାଗିଲା ! ତ!ମନ ବୁଝିବ! ପରିବର୍ତେ ଅଧିକା   ଖରାପ ହେଊଥିଲା! ! କୌଣସି ନାରୀ  ତାସ୍ଵାମାକୁ ଅନ୍ୟ ନାରୀର ବହୁ ରେ ଦେଖିପାରିବ ନାହିଁ ! ସେ ହି ନିଆଁରେ ସାଇମା ଯଳିଯାଉଥିଲା ଯେମିତି! ତେବେ ଯେମିତି ହେଉ , କାଳରାତିଟା ପାହିଲା

 ପରଦିନ ଏହି କଥାକୁ ନେଇ ସମୀନା  ବି ଯେତେବେଳେ ବୁଝାଇବ! ଆରମ୍ଭ କକ! ସେତେବେଳେ ସମଗ୍ର ପରିବାର ଜାଣିଲେ ! ଆଉ ଅନେକ ଗୁପ୍ତ କଥା ପଦାକୁ ଆସିଲା, ଯାହ! ସାଇମ ଜାଣି  ନ ଥିଲା! ! ସମାନାର ସ୍ଵାମା ରଇ ସ୍ ବଞ୍ଚିଥିବା  ବେଲେ ବି ତାର ଫରଦ ସହ ଏହି ଅନୈତିକ ସମର୍କ ଥିଲା ! ଏହି ସମର୍କ ନେଇ ରଇସ୍ ଆତ୍ମହତ୍ୟା କରିଥିଲା! କେବଳ ସମୀନା  ସହ ନୁହେଁ; ତାବଡ଼ ଯାଅ! ସାଇର! ବାନୋ ସହ ମଧ ଫରିଦର ଅନୈତିକ ସମର୍କ ଥିଲା ! ଆଉ ସମଯ ବାହାର ଲୋକ ମଧ ଏ କଥ! ଜାଣିଥିଲେ  ! ଲୋକଙ୍କ ଟୁପୁରୁ ଟାପୁରୁ କୁ ବାଣ୍ଡ  କରିବା ପାଇଁ ସମାନା ଫରିଦ୍ କୂ ଏଭଳି ଏକ ଝିଅ ସହ ବାହ! କରାଇଦେବାକୁ ଚାହୁଁ ଥିଲା ଯିଏ ଏହି ସମର୍କକୁ ଗ୍ରହଣ କରିନେବ ! ସେ ଭାବି ବିଥିଲା ସାଇମା ତାର ବନ୍ଧୁ ହୋଇଥିବା ରୁ ସେ ମଧ ଏହାକୁ ବିରୋଧ କରିବ ନାହିଁ
ଏବେ ସାଇମାର ମାନସିକ ସ୍ତିତି  ଭଲ ନ ଥିଲା ! ଉଭୟଙ୍କୁ ଦେଖି ଦେଲେ  ତାର ଗୋଡହାତ  ଯେମିତି ଅଚଳ  ହୋଇଯାଊଥିଲା ! ସେ  ଅନେକଥର ଭାବୁ ଥିଲା ଫ୍ରୀଡ଼ କୁ  ଛାଡ଼ପତ୍ର ଦେବ ! ହେଲେ ସେ ଗର୍ଭବତୀ ଥିଲା! ! ସେ  ଭାବିଲ! କାଳେ ପୁଅ ଜନ୍ମ ହେଲେ ଫରିଦ୍ ଏହି କାର୍ନାମାରୁ ଦୂରେଇ ରହିବ ! ଏଣୁ ଭାଗ୍ୟ ଉପରେ ସବୁ ଛାଡି ସେ ନିରବି  ଗଲା ! ଅନ୍ୟପଟେ ସବୁ ରହସ୍ୟ ଉକ୍ନୋଚନ
ହୋଇଯାଇଥିବା ରୁ ଫରିଦ୍ ସମାନା ରୂମ୍ କୂ ସାଇମାସାମ୍ନା ରେ  ଯାଉଥିଲା ଏବ" ଭିତରପଟୁ କବାଟ ବନ୍ଦ ହୋଇଯାଉଥିଲା ପତ୍ନୀ  ଆଗରେ ପାଟି  ଆଉ କାହା ବାହୁ ରେ ଆବଦ୍ଧ ହେଉଥିବ  ! ଏଭଳି ବି ଘଟେ ବୋଲି ସେ ବିଶ୍ବାସ କରିପାରୁ ନ ଥିଲା! ! ତାକୁ ଏହ! ଚଳଚ୍ଚିତ୍ରର ଦୃଶ୍ୟ  ପରି ମନେ ହେଊଥିଲା

୨୦୧୨ ମସିହାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲ! ! ଘରେ  ଏକ ପ୍ରକାରର ଖୁସା ଫେରି ଥିବା  ବେଲେ ଫରିଦ  କିନ୍ତୁ  ତ!କୁଳର୍ମବୁ ଫେରି ନ ଥିଲା ! ଏଥର କିନ୍ତୁ ସାଇମ ଚୁପ   ରହିପାରିଲାନି ! ତାଛାଟି  ଫାଟିଯାଉଥିଲା ! ପେ ପ୍ରତିରୋଧ କଲୀ ଏବେ ପ୍ରତିରୋଧର ଜବାବରେ ତାକୁ ମାଡ଼ ହେଲ! ! ଯାହାକୁ କେବେ ବି ସେ କଳ୍ପନା  କରି ନ ଥିଲା! ଦିନେ ସେ ବିବ୍ରତ ହୋଇ ତ!ବାପଘରକୁ ଗଲି ଆସିଲ! ! ବାପଘରେ ତାଦେହରେ ମାଡ଼ଦାଗ ତେଖି ତା ମାଓ ଭାଇଙ୍କ ରକ୍ତ ଗରମ ହୋଇ ଯାଉ ଥିଲା !ଗଇମାନେ କହିଲେ, ଛାପେତ୍ର ନେଇପାଅ !ଫରିଡ଼ କୁ ମାରି ଫିଙ୍ଗି ଦେବା ! ! ମାମଧ ତାକୁ ଛାଡ଼ପତ୍ର ଦେ ବାପାଇଁ କହିଲେ! ହେଲେ ସାଇମରେ  କିଛି ଭାବି ପାରୁ  ନ ଥିଲା! ! ସେ ଭାବୁ ଥିଲା! ସମୀନା  ସହ ଅନୈତିକ ସମ୍ପର୍କ  ଛାଡି ସେ ଦିନେ ଫେରିବ ଆଉ ତାକୁ ଆସି ନେଇଯିବ!
ହେଲେ ଦିନେ ଫରିଦ୍ ସାରମାର ପ୍ରଶ୍ନର ଉତ୍ତର ଦେବାକୁ ଆସି କହିଲା, ସମୀନା  ସହ ସମର୍କ ଛାଡି ହେବନାହିଁ ! ତୂ ଏହାକୁ ଗ୍ରହଣ କରିପାରିଲେ ରହ ! ନଚେତ୍ ଛାଡପତ୍ର ନେଇ ସବ୍ରତିନ ପାଇଁ ଗଲିପାଅ! ! ଏବେ ସବୁ ବାଟ  ପାଲମ! ପାଇଁ ବନ୍ଦ ଦିଷୁଥିଲା ! କିନ୍ତୁ ହଠାତ୍ ଏକ ବିଚିତ୍ର ଘଟଣା ଘଟିଲା! ଫରିଦ  ପୁଣିଥରେ ଘରେ ପହଞ୍ଚି ସାରମାକୁ ନେବାକୁ  କହି ଲ! ତୁ ର୍କମ୍ୟାନ୍ ଗେଟ୍ ରେ  ଏକ ଘର ଭଡ଼ା ନେଇ ସେ ସପରିବାର ରହିଲ! ସାଇମରେ  ବିଶ୍ବାସ କରି ପାରୁ ନ ଥିଲା

୨୦୧୪ ଅକ୍ଟୋବର ୧୧ ତାରିଖ ଦିନ ସାଇମାର ରକ୍ତ  କୁଡ଼ୁବୁଡ଼ୁ ଶରୀର ଘରେ ପଡି଼ଥିବା  ବେଳେ ତାର ପୁଅ ବସି କାନ୍ଦୁ ଥିଲା ! ଫରିଦ୍ ନିଜେ କାନ୍ଦି କାଢି ସମସଙ୍କୁ ଡା କିଥିଲା ! ସେ ରାତିରେ ଘରେ ନ ଥିଲା! ସକାଳେ ଆସି ଦେଖିଲା ବେ ଳେକୁ ଏଭଳି ଘଟିଛି ବୋଲି ସେ କହୁ ଥିଲା   ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଆବଶ୍ୟକ କାର୍ଯ୍ୟନୂଷ୍ଠାନ ସାରିବା ପରେ ଫରିଦ କୁ  ଥାନାକୃ ନେଇ ପଚରା ଉଚରା କଲ! ! ସେବାରୁ ହତ୍ୟାକାଣ୍ଠର ରହସ୍ୟ ଜଣାପଡ଼ିଲା ! ସାଇ ମା ଚାକିରୀ କରିବ! ବେଳେ ବାର କେତେଜଣ ପୁରୁଷଙ୍କ ସହ ସମର୍କ ଥିଲା ! ସେ ଭଲ ଖାଇବ! ସହ ଭଲ ପିତି ସଜବାଜ ହୋଇ ରହିବା ପାଇଁ ବାହୁଁଥିଲା ! ହେଲେ ଫ୍ରୀଡ଼ ର  କମ୍ 6ର!ଜଗାର6  ଏ ସବୁ କରିବା ସମ୍ଭବ ନ ଥିଲା ! ଏଣୁ ବିବାହ ପରେ ମଧ ସେ ଏରଳି ସମ୍ପର୍କରେ ଥିଲା! ! ଯାହାକୁ ନେଇ ଅନେକ ଥର ଗଣ୍ଡଗୋଳ ହୋରଥିଲା ! ହେଲେ ସେ ଛାଡିବାକୁ ପ୍ରସୂତ ନ ଥିଲା ! ଗୋଟିଏ ପଟେ  ଫରଦ ସମାନାକୁ ଛାଡିବାକୁ ବାହୁଁ ନ ଥିବା  ବେଳେ ଅନ୍ୟପଟେ ସେ ସାଇମା ତାର ପୁରୁଷବବୁଙ୍କୁ ଛାଡୁ ନ ଥିଲା ! ଫଳରେ ତିକ୍ତତା  ଉଗ୍ରରୂପ ନେରଥିଲା ! ଏବଂ ଶେଷରେ ଫରିଦ  ସାରମାକୁ ହତ୍ୟା କରିବା ପାଇଁ ଯୋଜନା କରଥିଲା ! ସେଦିନ ରାତିରେ ସେ ବାହାରେ ରହିବ ବୋଲି କହି ଗଲି ଆସିଥିଲା ! ଏବଂ ଫୋନରେ କଥାବାର୍ଭ! ହୋଇ ପ୍ରମାଣ ପାଇଁ ରେକଡି଼ମଧ ରଖିଥିଲା! ! ରାତି ୩ଟା6ବଳେ ହଠାତ୍ ପହଞ୍ଚି ତାକୁ କତୁରୀ ରେ   ଭ୍ରଷି ହତ୍ୟା କରିଥିଲା ! ବୟାନକୁ ଆଧାର କରି ଫରିଦ କୁ  ଗିରଫ କରାଗଲା ! ମାର ହତ୍ୟା ଓ ବାପାଙ୍କ ଜେଲ୍ ଯିବା ପରେ ଦୁନିଆ ଦେଖି ନ ଥିବା ! ଶିଶୁପୁତ୍ର ସମୀନା  କୋ ଳକୁ ଫେରିଥିଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...