Saturday 15 July 2017

ଉଚ୍ଚାଭିଳାଷ




ତେଜ  ସିଂଙ୍କ ବଡ଼ପୁଅ ସନ୍ଦୀପ  ତେବ୍ ସିଂ ଏ ୟାରଫୋର୍ପରେ କଣେ ମେକାନିକ୍ ଭାବରେ କାମ କରୁ ଥିଲେ ସେ ବଡ଼ପୃଅ ସବ୍ଦୀପ୍ କୂ ନେଇ ମିଲିଟାରୀ ଇ ୱିନିୟରିଂ ସର୍ଭିସ  ର ଏକ କାମରେ ଲଗେଇ ଦେଲେ! ସନ୍ଦୀପ୍ ଚାକିରି କରିବା ପରେ ଋତୁ  ନାମୀ ଯୁବତୀ ସହିତ ତାର ବାହାଘର କରିଦିଆଗଲା ବର୍ଷକ ପରେ ଋତୁ  ଚାହତ୍  ନାମରେ ଏକ କନ୍ୟା  କୂ ମଧ ଜନ୍ମ ଦେଲା ]! ହେଲେ ଚାକିରି, ବାହାଘର କିମା ଝିଅକୁ ନେଇ ଆଦୌ ଖୁସା ନ ଥିଲା  ସଦାଫ୍! ସେ ସ୍ଵପ ଦ୍ଦେଖୁଥିଲା ! ଶୂନ୍ୟରେ ରାକମହଳ ତିଆରି କରିବାର ସ୍ବପ୍ନ

ନିଁତୁ  ଓରଫ୍ ନୂତନ ଥିଲା  ତ୍ରିଲୋଚନ ପାଣ୍ଡେ ଙ୍କର ସାନଝିଅ!ସ୍ମା ର୍ଟ! ସୁନ୍ଦରୀ ! ଉଚ୍ଚାରିଳାଷା! କଥାରେ କଥାରେ ସେ ସ୍ୱର୍ଗରୁ ପାରିଜାତ ତୋଳି ଆଣିପାରେ! ପାଣ୍ଡେକୀ ତାଙ୍କ  ସାନଝିଅକୂ ଅରବିନ୍ଦ ଓଝା ନାମକ ଜଣେ ଯୁବକ ସହିତ ବିବାହ ଦେଇଥିଲେ ! ଅରବିନ୍ଦ କଣେ ଇଟା ବ୍ୟବସାଇ ଥିଲେ  ସେ ନିଜର ବ୍ୟବସାୟ, ବାପାମାତଥା ଗାଁକୁ ନେଇ ବେଶ୍ ସନ୍ତୁଷ୍ଟ  ଥିଲା  ହେଲେ ନୂତନର ଉଚ୍ଚାଭିଳାଷ ସେତିକିରେ ସୀମିତ  ନ ଥିଲା ! ସେ ଅରବିବ୍ଦକୂଅରବିବ୍ଦର ଛୋଟ ବ୍ୟବସାୟକୁ ପୁଣି ତାର ଗାଁକୂ ଘୃଣା କରୁ ଥିଲା  ତାକୁ ବାହା ହୋଇ  ତାଜୀବନ ବରବାଦ ହୋଇଗଲା ବୋଲି ଭାବୁ ରୁଥିଲା  ସେଥିଲା ଗି ସବୁବେଳେ କଳିଝଗଡ଼ୀ ଲାଗୂଥିଲା  ବାପାମାଙ୍କୁ ଛାଡ଼ି ତାକୁ ନେଇ ସେ ଆଲ୍ଲା ହାବାଦରେ ରଖୁ ବୋଲି ବାଧ୍ୟ  କଚୁଥିଲା  ନିଁତୁ ର ଅତ୍ୟାଚାରରେ ଅତିଷ୍ଠ ଅରବିନ୍ଦ ଦିନେ ସେଇଆ କଲୀ ତାକୂ ଧରି ଆଲ୍ଲା ହାବାଦ ଗଲି ଆସିଲା ଓ ସେଠାରେ ଏକ ଘରଭଡ଼ା ନେଇ ରହିଲା!

ଆଲ୍ଲା ହାବାଦ ଆସିବା ପରେ ଦେହରେ ଯେମିତି ପର ଲାଗିଗଲା ନୀତୂର! ତାର ଆର କୌଣସି ବନ୍ଧା ବଡ ରହିଲ! ନାହିଁ ! ସେ ଏକ ରେଲ ଏଷ୍ଟେଟ ବିଜ଼ନେସ  ଆମ୍ଭେ କରିଦେଲା! ସେ ଯୁଆଢ଼େ ଗଳ! କହିଲ! ଯେ, ସେ ହେଉଛି ମହିଳା କମିଶନର ଜଣେ ସଦସ୍ୟ! ତାର ଠାଣି, ବାଣୀ, ଚାହାଣି ଏମିତି ଥିଲା  ଯେ, କେହି ତାକଥାକୁ ଅବିଶ୍ବାସ କରୁ ନ ଥିଲେ ! ଅତଏବ ଅନେକାଂଶରେ ସେ ତାର ବିଜ଼ନେସରେ ଆଗେଇଚାଲିଲା  ସେତିକିବେଳେ ତାର ସାକ୍ଷାତ୍ ଦେଲ! ସଦାଫ୍ ସହିତ!
ସନ୍ଦୀପ ଓ ନାଚୂର ଉଚ୍ଚାଭିଳାଷ ଥିଲା ସମାନ! ଢେଣୁ ସେମାନେ ପରଘରର ଅନ୍ତରଙ୍ଗ ହେବାକୁ ବେଶି ସମୟ ନେଲେନାହିଁ ! ପୁଣି ସନ୍ଦୀପ ଓ ନୂତନ ରଙ୍ଗୀନ ମିଜାଜ଼ ର   ମଣିଷ ଥିଲେ ! ଉପରକୁ ଯିବା ପାଇଁ କିଛି ବି ଦେବାକୁ ପ୍ରୟୁତ ଥିଲେ ! ଅତଏବ ସେମାନେ କେବଳ ମନରେ ଅନ୍ତରଙ୍ଗ 6ହ6ଳୋହିଁ; ଅଧି କନ୍ତୁ ଦେହରେ ମଧ ଘନିଷ୍ଠ ବନିଗଲେ!

ସନ୍ଦୀପ ଭାବିଲା , ରୀଚୂକୂ ବାହାହେଚ୍ଚ! ତାଜୀବନ ନଷ୍ଟ  ହୋଇଗଲାନୂତନ ଭାବି  ଲା, ଏଇ ସବ୍ଦୀପ୍ ହିଁ ତାର ପ୍ରକୃତ ଜୀବନସାଥୀ! ଉଭୟ ପସନ୍ଦ, ଅପସନ୍ଦ ଆଉ ନାପସନ୍ଦ ସମାନ ଥିଲା  ସେଥିଲା ଗି ଦୁହେଁ ସ୍ୱାମୀ ସ୍ତ୍ରୀ କଳି ଚଳିବାକୁ ଲାଗିଲେ! କାଳେ ସେମାନଙ୍କୁ କେହି ବାଧା ବେବ ସେ ଥିଲା ଗି ସେମାନେ ଆକାହାବାଦରେ ନ ରହି ଲଖନଉ  ଚାଲିଆସିଲେ ଓ ଏକ ମନ୍ଦିରରେ ମାଳା ଅଦଳବଦଳ କରି ସତକୁ ସତ ସ୍ଵାମାସ୍ୱା ପାଲଟିଗଲେ!
ନାତୂର ଏକ ସୁନ୍ଦର ତଥା ଆକର୍ଷଣୀୟ ଶରୀର ଥିଲା  ପୁଣି ସେ ଲୋକଙ୍କୁ ପଟେଇବାରେ ବି ମାହିର
ଥିଲା  ତେଣୁ ସେମାନଙ୍କର ନେଟ୍ ୱର୍କ ବଢ଼ିବାକୁ ବେଶି ସମୟ ଲାଗିଲା ନାହିଁ ! କିଛିଦିନ ପରେ ସେମାନେ
ରୟାଲ କନ୍ପ୍ରା ଡେଭଲପର୍ପ ପ୍ରା. ଲି°’ ବ୍ୟାନର ରେ  ଏକ କମାନା ମଧ ଫ୍ଳୋଟ୍ କରିଦେଜେସେମାନେ ଲୋକଙ୍କୁ ସ୍ଵପ ଦେଖେଇବାକୁ ଲାଗିଲେ ପେ, ‘ରୟାଲ ଇନ୍ପ୍ର’! ଡେଭଲପର୍ସ ପ୍ରା, ଲିରେ ଇନଭେଷ୍ଟ କଲେ ସହଜରେ ସେମାନଙ୍କର ସ୍ବପ୍ନ ପୂରଣ ହୋଇପାରିବା ଏହାଦ୍ୱାର! ସେମାନେ ଲୋକଙ୍କଠାରୁ ବେଶ୍ ମୋଟା ଅଙ୍କର ଫଣ୍ଠ କଳେକ୍ସନ୍ କରିପାରିଲେ! ଜେବେ ମଜାର କଥା ହେଉଛି ଏହା ଦ୍ୱାରା  ମଧ ସେମାନଙ୍କର
ଉଚ୍ଚାରିଳାଷର ତୃଷ୍ଣା  ମେଣୁ ନ ଥିଲା ! ସେମାନେ ଛୋଟମୋଟ ଅପରାଧ କରିବାକୁ ଲାଗିଲେ! ନିଁତୁ  ମଧ ଅନେକଙ୍କର ବେତ୍ ପାର୍ଟନର ସାଢିଲା! ଏଇ ପାର୍ଟନରିଂ ରେ ତାର ସାକ୍ଷାତ୍ ହେଳା ଅବଦୁଲ୍ ସଲିମ ଫରିଦିଙ୍କ ସହିତ!
ମଧ୍ୟ ବୟସ୍କ  ଫରିଦି ଏକ ବିଚିତ୍ର ଚରିତ୍ରର ମଣିଷ ଥିଲା  ! ପୁଅ ଗୂତୂ ଓ ପତ୍ନୀ ଙ୍କୁ ନେଇ ତାଙ୍କର ସଂସାର ! ସେ ୱାଟର ୱାର୍କସ ଡିପାର୍ଟମେଣଗେ ଜଣେ କିରାଣି ଭାବରେ କାର୍ଯ୍ଯ କରନ୍ତି  ! ମାତ୍ର ସେ ନିଜକୁ ଜେଜେ ବି କିରାଣି ବୋଲି ଭାବନ୍ତି  ନାହିକିମା ପରିଚୟ ମଧ ଦିଅନ୍ତି ନାହିଁ ! ସେ ନିଜକୁ ୱାଟର ୱାର୍କସ ଡିପାର୍ଟମେଣ୍ଟର ସର୍ବେସର୍ବା ବୋଲି ପରିଚୟ ଦିଅନ୍ତି ! ଫରିଦି ଜଣେ କୂହାଳିଆ ପ୍ରକୃତିର ମଣିଷ! ସେ ଯେଉଁ ଠିକି ଯିବେ ସେଠାରେ ନିଯାକୁ  ନେଇ ମିଛ ଗପ ଆରମ୍ଭ କରିଦେବେ! ସେ ଯେତେବେଳେ ନୂତନର ଗ୍ରାହକ ହୋଇ ଗଲେ ତାଙ୍କର ଆଖୀ  ଖୋସିହୋଇଗଲା! ଆଉ ନୂତନ ଯେତେବେଳେ ଜାଣିଲ! ଯେ, ଫରିଦି କଣେ ଳୋଟିପତି ସେତେବେଳେ ତାର ମନରେ ମଧ ଲଚୂ ଫାଟିବ!ଆରମ୍ଭ କଲା! ସେ ଭାବିଲା, ଏତେଦିନକେ ତାହାତରେ ଏକ ବଡ଼ମାଛ ପଡ଼ିଛି! ତେଣୁ ଯେ କି ତାକୁ ଅନ୍ୟ ଗ୍ରାହକଙ୍କ ଚୂଳନାରେ ଅଧ୍ କ ଗୁରୁତ୍ଵା ଦେଲା  ! ଆଦର କଲା! ଫରିଦି ଯେତେକେଜେ ଜାଣିଲ! ପେ, ନୂତନ ତାମିଛକଥାରେ ଫସିଲୋଣି ସେ ଆହୁରି ମିଛ କହିବାକୁ ଲାଗିଲା! ସେମାନେ ବିମାନ ରେ ବିଦେଶ ଯାଆନ୍ତି ଇଳି
କଥା କହି ନୃତନର ମନ କିଣିବାକୁ ଲାଗିଲା ! ଗୁରୁତ୍ଵପୂର୍ଣ କଥ! ହେଉଛି ଏଇଆ ପେ, ପ୍ତଜ୍ୟେକେ ପ୍ରତ୍ୟେକଙ୍କୁ ମିଛ କହୁ ଥିଲେ  ଓ ପରସ୍ପର କୁ  ଠକୂଥିଲେ !

ଏତିକିବେଳେ ନୂତନକୂ ଆଉ ଜଣେ ଗ୍ରାହକ ମିଳିଲା ଇମ୍ରାନ୍ ! ଇମ୍ରାନ୍ ସହିତ ଥରୁଟେ ମିଶିବା ପରେ ନୂତନ ଭାବିଲା - ଏତେଦିନ ପରେ କେହି ଜଣେ ଆସିଲା ଯିଏ ତାଳୁ ଅସଲ ସୁ ଖ ଦେଲା  ବାହ! ହୋଇ ଥିବା ! ଅରବିନ୍ଦ ହେଉ କି ପ୍ରେମିକ ସନ୍ଦୀପ କିମା ଦୈନିକ ଗ୍ରାହକ ସାଜି ଆସୂଥ୍ବା ଲୋକମାନେ ହୁଅନ୍ତୁ - ସେମାନେ କେହି ତାକୁ ସେଇ ମୁଖ କେଇ ନ ଥିଲେ  ଯାହା ଥରକରେ ପେ ଇମ୍ରାନ୍ ଠାରୁ ସେ  ପାଇଗଲା! ଅତଏବ, ତାଆଡ଼କୁ ଢାଳି ଗଲା ନୂତନ! ସେମାନେ ପରଘରର ସେଲ୍ ଫୋନ୍ ଏକ୍ସଚେଞ୍ଜ କଳେ! ଆଉ ଏକାନ୍ତରେ ପରସ୍ପର କୁ  ସାକ୍ଷାତ କଲେ! ଇମ୍ରାନ୍ଋ ମଧ ସଦାଫ୍ ତଥା ନୃତନଙ୍କ ଗଳି ରାତାରାତ୍  ବଡ଼ଲୋକ ହେବାର ମ୍ୱପ ଥିଲା ! ତେଣୁ ସେ ମଧ ନୂତନ ଓ ସନ୍ଦୀପ ସହିତ ହାତ ମିଶେଇଲୀ ସବ୍ଦୀଫ୍ କେବଳ ଏତିକି ଭାବୁ ଥିଲା  ପେ, ଇମ୍ରାନ୍ ନୃତନ୍ ର କଣେ ଗ୍ରାହକ! ପରେ ସେ ତାଙ୍କର ପାର୍ଟନର ପାଲଟିଛି! ତେବେ  ତାଳୁ ଏକଥା ଢଣା ନ ଥିଲା  ପେ, ନୃତନ୍ ଏହ! ଭିତରେ ଇମ୍ରାନ୍ କୂ ମନ କେଇ ବସିଛି! ଏକଥା ଜାଣିବା
ପରେ ସନ୍ଦାଫ୍ ମନରେ ଭୟଙ୍କର ଝଡ଼ ସ୍ଵଷି ହୋଇଗଲା! ସେ ଭାବିଲା ପେ, ରୀତୂକୂ ଓ ତାର କୂନିଝିଅକୂ ଘରେ ଛାତି ନୂତନ୍ କୂ ଆପଣେଇବା ତାପାଇଁ ଆଦୌ ଠିକ୍ ହୋଇନାହିଁ ! ନୃତନ୍ ଏକ ତିଶ୍ବାସଘାତିନୀ!ଏତିକିବେଳେ ଇମ୍ରାନ୍ନୂତନ ଓ ସନ୍ଦାଫ୍ ନିଷ୍ପତି ନେଲେ ପେ, ଆଉ ଏମିତି ଛୋଟମୋଟ କାମ ନ କରି ଗୋଟେ ବଡ଼ ଅପରାଧ କରିବେ! ! ଫଳରେ ସେମାନଙ୍କ
ହାତକୁ ପୁଳାଏ ଟଙ୍କା ଆସିଯିବ ! ଇମ୍ରାନ୍ କହିଲା, କେବଳ ଜଣେ ଜୋଟିପତିକୂ କିତ୍ ନାପ କରେ ହିଁ ସେମାନଙ୍କର ଏହି ଆଶା ପୂରଣ ହୋଇପାରିବା ଏତିକି ଶୁଣିବା ପରେ ଫରିଦିର ଚେହେରା ନୂତନ ଆଖୀ  ଆଗରେ ଭାସି ଉଠିଲା ତାଦୃଷ୍ଟି ରେ ଫରିଦି ଥିଲା କଣେ କୋଟିପଚି ଆଉ ତା ରୂପରେ ପାଗଳ ! ତେଣୁ ତାକୁ କିଡ ନାପ୍ କରିବା ଆଦୌ କଷସାଧ ହେବନାହିଁ ! ହେଲେ ତାର ସାମାନ୍ୟ ଚି ଧାରଣ! ନଥିଲା  ପେ, ଫରିଦି ଗୋଟେ ଡାହ! ଗାଲୁଆ



ପାହେଉ ଯେମାନେ ସର୍ଚସସତିକ୍ରମେ ନିଷ୍ଠରି ନେଲେ ଯେ , ଫରିଢିକୂ କିତ୍ଵନାପ୍ କରିବେ! ନୂତନ
ଫରିଦିକୁ  ଫୋନ୍ କରି ଖୁବ୍ ରୋମାଣିକ୍ ସ୍ୱରରେ  କହିଲା ଯେ, ଜାନୁ ! ଆଜି ମୁଁ ତୁମକୁ ଏକ ଗିଫ୍ଟ ବେଢାକୁ ଚାହୁଁଛି! ଆଉ ପେଇ ଗିଫ୍ଟା ହେଉଛି ମୋର ଯବାନି ! ତୁମକୁ ଆଜି ମୁଁ ମାଗଣାରେ ମୋର ଦେହଦାନ  କରିବି! ତୂମେ ସାତଟା ବେଳକୁ ଆସି ପହଞ୍ଚ!

ଫରିଦି ତ ଥିଲା  କଣେ ରଙ୍ଗୀନ ମିଜାଜ ର  ମଣିଷ! ସେ ଯେତେବେଳେ ନୃତନଠୁ ଏକ ରୋମାଞ୍ଚକର! ଆମନ୍ତ୍ରଣ ପାଇଲା ସେ ଆଉ ଥୟ ଧରି ବସି ପାରିଲାନାହିଁ ! ଠିକ୍ ସନ୍ଧ୍ୟା  ସାତଟା ବେଳକୁ ଠିକଣା ସ୍ଥାନ ନରେ ଆସି ହାଯା ର ହୋଇଗଲା! ଗୋଟେ  ବୋଲେରୋରେ  ତାକୁ ଅପେକ୍ଷା କରିଥିଲେ ସନ୍ଦୀପ୍ ଓ ନୂତନ ପଛକେ ବସି ଥିଲେ  ଇମ୍ରାନ୍  ଓ ତାର ଜଣେ କ୍ରିମିନାଲ ବନ୍ଧୁ ଜିତେ ଶ୍! ନୂତନ ଆଖୀ  ନବେଇ ତାକୁ ପଛସିଟ୍ କ୍ସ ଯିବାକୁ କହିଲା ତ ଫରିଦି  ଆଗପଛ ବିଚାର ନ କରି ଗାଡ଼ିକୂ ଉଠିଗଲା! ଇମ୍ରାନ୍ ଓ ଢିତେଶ୍ ତାକୁ ମଝିରେ ବସେଇଲେ! ଗାଡ଼ି ଗଡ଼େଇଲା ସନ୍ଦୀପ! ଗାଡ଼ି କିଛି ବାଟ ଯିବା ପରେ ଏକ ପିସ୍ତଲ  ବାହାର କଲା ଇମ୍ରାନ୍! ପିସ୍ତଲ  କୁ  ଫରିଦିର ମୁଣ୍ଡରେ ଲଗେଇ କହିଲା ପେ, ସେମାନେ ଡାକୁ କିତ୍ ନାପ୍ କରି ନେଇ ଛନ୍ତି  ନୂତନ ହସିଦେଇ କହିଲା- ଆମର ଦୁଇକୋଟି  ଟଙ୍କା ଦରକାର! ଏକଥା ଶୁଣିବା ପରେ ଫରିଦି ମୁଣ୍ଡରେ ଚଡ଼କ ପଡ଼ିଲା! ସାମାନ୍ୟ ଗୋଟିଏ କିରାଣି ସିଏ! ଦୁଇକୋଟି  ଟଙ୍କା ସେ ଆଣିବ କୋରଠୁ?
ଏକ ନିରାପଦ ସ୍ଥାନ କୁ ତାକୁ ନେଇଗଲେ ସେମାନେ! ଫରିଦି ନୂତନକୂ କହିଲା- ସେ  ଦୁଇଗୋଟି ଆଶିତ କୋରଠୁ? ତ ନୂତନ ତାଗାଲରେ ଚଟକଣା କଷିଦ୍ଦେର କହିଲୀ- ଆବେ ତୂ ଗୋଟେ କୋଟିପତି ହୋଇ ଆମକୁ ଭୁଅଁ!ବୁଲୁଛୁ ଏତେବେଳେ ଫରିଦିର ମନେପଡ଼ିଲା ପେ, ସେ ହିଁ ମୁହଁ ଭୁରୂଡି଼ ମାରି କହେ - ତାପାଖରେ କୋଟିକୋଟି ଟଙ୍କାର ସମ୍ପତି ! ମିଛକଥା କେମିତି ମଣିଷକୁ ଭୟଙ୍କର ଅଡୁଆ ଭିତରକୁ ଟାଣିନିଏ ସେକଥା ପ୍ରଥମଥର ପାଇଁ ଜାଣି ଲା ଫରିଦି! ସେ ସେମାନଙ୍କର ଗୋଡ଼ତଳେ ପଡ଼ିଲା! ସେମାନଙ୍କଠୁ ମାଡ଼ ଖାଇଲା! ଅନେକ ଟୁଁର୍ଚର କରିବା ପରେ ନୃତନର ହୃଦ୍ ବୋଧ  ହେଲା ପେଏଇଟା ଡାହ! ଗାଲୁଆଟାଏ! ସତକୂସତ ଳୋଟିପତି ନୁହେଁ! ଶେଷରେ ଫରିଦି ଦଶଲକ୍ଷ ତାଙ୍କ  ଆଣିତେବ ବୋଲି ରାଜି ହେଲା ଓ ପୁଅକୁ ଫୋନ୍ କରି ସନ୍ଦୀପର ଆକାଉଣ୍ଟରେ ଦଶଲଷ ଟଙ୍କା ଡିପୋଜିଟ୍ କଲୀ କିନ୍ତୁ ଏଥ୍ରେ ଇମ୍ରାନ୍ ସନ୍ତୁଷ୍ଟ ହେଲାନାହିଁ! ସେ ତ କେବଳ କୋଟିପତି ବୋଲି ଜାଣିବା ପରେ ହିଁ ଫରିଦିକୂ କିତ୍ନାଫ୍ କରିବାକୁ ଗଢି ହୋଇଥିଲା  ନହେଲେ ସେ ଏଭଳି କାମରେ କେବେ ବି ହାତ ଦେଇ ନ  ଥାନ୍ତା   ଏହି ଘଟଣାକୁ ନେଇ ନୂତନ ଓ ଇମ୍ରାନ୍ ମଧରେ ପାଟିତୂଣ୍ଠ ଲାଗିଗଲା! ଏଇ ସୁଯୋଗକୁ ଅପେକ୍ଷା କରିଥିଲା ସବ୍ଦୀପା ସେ ଇମ୍ରାନ୍ କାନରେମନ୍ତ୍ରଣା ଦେବାକୁ ଲାଗିଲା ପେ, ନୂତନ ଗୋଟେ ଚିଶ୍ବାସଘାତିନା ! ସେ ତାସ୍ୱାମାକୂ ଧୋକା ଦେଇଛି! ମୋ ସହ ରହି ବି ତତେ ପ୍ରେମ କରିବାର ଅଭିନୟ କରୁଛି! ଢେଣୁ ତୂ ତାକୁ ଗୁଳିରେ ଉଢ଼େଇଢୋ ଦଶଲଷଟଙ୍କା କୁ  ଆମେ ଦୁହେଁ ବାନ୍ତି ନେବା

ଅପରପକ୍ଷରେ, ଫରିଦିକୂ ମାରିଦେବା ପାଇଁ ନୂତନ ବାଧା କଚ୍ଛଥିଲା  ଇମ୍ରାନ୍ କୂ ! ତାର ଯୁଢିଥିଲା ଫରିଦି ବଂଚି  ରହିଲେ ସମସ୍ତେ  ଧର! ପଡ଼ିଯିବେ ! ତେବେ କେହି ନ  ଥିବା ! ବେଳେ ଫରିଦି ଇମ୍ରାନ୍ର ଗୋଡ଼ ଧରି କାନ୍ଦିବାକୁ ଲାଗିଲା କହିଲା, ମୋତେ ମାରନି! ମୋଋ ଗୋଟେ ବୋଲି ପୁଆ ସେ ଅନାଥ ହୋଇଯିବା ଇମ୍ରାନ୍ ଜଣେ ଅପରାଧୀ ଥିଲା  ସତ! ମାତ୍ର ତାଭିତରେ ମଣିଷପଣିଆ ଥିଲା ! ସେ ତାକୁ ହତ୍ୟା କରିବନି ବୋଲି ଆଶ୍ୱାସନା ଦେଲା! ନୂତନ ପ୍ରତି ତାଭିତରେ ବିଷ ଭରିଯାଇଥିଲା  ! ସେ ଜାଣି ନ ଥିଲା ଯେ , ନୁତନ ଜଣକର ସ୍ତ୍ରୀ ଥିଲା  ତାକୁ ଧୋକା ଦେଇ ଆସି ସନ୍ଦୀପ ସହ ରହୁଛି !  ହୁଏତ ସେ ବି ତାସହ ସେମିତି କରିପାରେ! ଏକଥା ଭାବିବା ପରେ ପ୍ରଥମେ ସେ ନୃତନକୁ ଗୁଳି କରିଦେଲା ! ସନ୍ଦୀପର ଖୁସା କହିଲେ ନ ପରେ! ସେ କହିଲା, ଏଥର ଦଶଲଷ ଟଙ୍କା ଆମ ଦୁହିଁଙ୍କର! ହେଲେ ଏତିକିବେଳେ କିଳେଶ ଆସି ତାକୁ ପଛପଟରୂ ପିଟି ମାରିଦେଲା ବାସ୍ତବ ରେଇମ୍ରାନ୍ ଯୋଜନା  କରିଥିଲା  ସେହି ଦଶଲଷ ଟଙ୍କାକୁ ସେ ଏକୁଟିଆ ନେବା
ଏହାପରେ ଆସିଲା ଫରିଦିର ପାଳି! ସେ ଫରିଦିକୁ କହିଲା ଯେ, ସେ ତାଳୁ ଛାଡ଼ିଦେବା ହେଲେ ସେ ଯେମିତି ଭୁଲରେ ବି ତାନାଁ ନ କହୋ ଦୁଇଦୁଇ ଜଣଙ୍କୁ  ପୋକମାଛି ଭଳି ହତ୍ୟା କରି ଥିବାର ଦ୍ଦେଖୀ  ଥିଲା ଫରିଦି! ସେ ପୁଣିଥରେ ଇମ୍ରାନ୍ର ଗୋଡ଼ ଧରି ତଳେ ପଡ଼ିଗଲା! କହିଲା- ପୁଅ ରାଣ! ମୁଁ କହିବିନି! ଇମ୍ରାନ୍ ତାକୁ ପାଞ୍ଚଶଟଙ୍କା  ଦେଇ ଘରକୁ ଯିବାର ଗାଡ଼ି ଚଢ଼େଇଦେ ଥିଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...