Monday 17 July 2017

ପର ନାରୀ ମୋହ



ଲୋକେ  ଅଧିକ  ପଇସା ପାଇଗଲେ ଭାବି ବାସନ୍ତୀ ଯେ  ସବୁ ସୁଖ ଆସିଗଲା, କିନ୍ତୁ ବାସ୍ତବରେ ତାହ! ଭୁଲ ! ଅନେକ ପଇସାବାଲ! ଅଛନ୍ତି ଯେଉଁମାନଙ୍କ ବୈବାହିକ ଜୀବନ ଦୁଃଖପୂର୍ଶ୍ଵ !ତ ରୁଣ ବଜାଯ  ଓ ରତୁଙ୍କ ଅବସ୍ଥା ଏହି ଭଳି ଥିଲା ପରସ୍ପର  ମଧ୍ୟ ରେ ଥିବା ମତ ପାର୍ଥକ'! ସେମାନଙ୍କ ଜୀବନକୁ କଣ୍ଟକିତ କରିଥିଲା ! ୫୬ ବର୍ଷିଆ ତରୁଣ ନୂଆଦିଲ୍ଲୀ ରାଜେନ୍ଦ୍ର ନଗର ଘର ନଂ, ଏଟ୍-୪୪୩ର ପ୍ରଥମ ମହଲାର ବାସିନ୍ଦା ଥିଲେ ! ସେ କେବୁଲ ବ୍ୟବସାୟୀ ! ନୂଆ ରାଜେନ୍ଦ୍ର ନଗର ଅଞ୍ଚଳରେ କେବୁଲ ବିଛାର ବ୍ୟବସାୟ କରୁଥିଲେଯେଉଁଥିରୁ କି ପ୍ରଚୁର ପଇସା ରୋଜଗାର କରୁଥିଲେ ବରୁଣଙ୍କ ପତ୍ନୀ  ଋତୁ କର୍ମଜୀବୀ ଥିଲେ  ! ଦିଲ୍ଲୀ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗର ନ୍ୟାୟିକ ପରିଚାଳିକା  ଭାବରେ ସେ କାମ କରୁଥିଲେ ! ଆଗାମନଗର ନିକଟରେ ତାଙ୍କର ଅଫିସ ଥିଲା ! ପୂର୍ବାହ୍ନ ୧ ଠଟାବେନେ ସେ ଅଫିସ୍ ଯାଉଥିଲେ  ଏବଂ ସନ୍ଧ୍ୟା  ୬ଟା ୭ଟ! ସୁଦ୍ଧ! ଫେରି ଆସୂଥିଲେ ! ଉଭୟ ସ୍ୱାମୀ ସ୍ତ୍ରୀ  ରୋଯା ଗାରିଆ ଥିବା ରୁ ଟଙ୍କାର ଅଭାବ ନ ଥିଲା ! ଏକ ମଧ୍ୟବିତ୍ତ ପରିବାରରେ ଯାହା ଆବଶ୍ୟକ ଥିଲା ସେମାନକ ପାଖରେ ତାଠାରୁ ଅଧିକ  ଥିଲା ! ହେଲେ ଅଭାବ ଥିଲା ଉଭୟଙ୍କ ମଧ୍ୟ ରେ ବୁଝାମଣା, ଭଲପାଇବା ଓ ବିଶ୍ୱାସ ! ସେମାନେ ଗୋଟିଏ ଛାତ ତଳେ ରହୁଥିଲେ ମଧ୍ୟ  ଲାଗୁଥିଲେ ଛାତର ଦୁଇଟି ଖୁଣ୍ଟ ଯେମିତି ! ସକାଳୁ ଉଠି ପରସ୍ପର କାମ ସାରି ଯେଝା କାମରେ ବାହାରି ଯାଆନ୍ତି  ସନ୍ଧ୍ୟାରେ  ଆସି ନିଜ କାମ ସାରି ଶେଯକୁ ଯାଆନ୍ତି ! ଦୈନନ୍ଦିନ ଏହିପରି ହୁଏ

0୧୪, ଜୁଡ଼ ୨୬ ତାରିଖ !ସବୁତିନଇଳି ଋତୁ ଅଫିସ୍ ଯାଇଥିଲେ ! ଅଫିସ୍ ସମୟରେ ସ୍ୱାମୀଙ୍କ ସହ ଦୁଇଥର କଥା ହୋଇଥିଲେ ସାଧାରଣତଃ ରତ୍ର ପ୍ରାୟ କଥ! ହୁଅନ୍ତି ନି ! କିନ୍ତୁ ସେଦିନ କଥ! ହେବାର ଏକ କାରଣ ଥିଲା  ପରି ବାରିର ଚ୍ୟାକ୍ସ ସେଦିନ ଦେବାର ଶେଷ ତାରିଖ ଥିଲା ! ଯେହେତୁ ଋତୁ ଫେରିବ! ବେଳକୁ ସନ୍ଧ୍ୟା  ହୋଇଯାଏସେ ଥ୍ ପାଇଁ ସେ ତାଙ୍କ ସ୍ବାମୀଙ୍କୁ ଡିପୋଜିଟ ପାଇଁ ତହିଥିଲେ ! ଏଣୁ ଦୁଇଥର ଫୋନ  କରି ସେ ମନେପକାଇ ବେଇଥିଲେ ତରୁଣ ମଧ୍ୟ  ଡିପୋଜିଟ୍ କରିବା ପାଇଁ ଋତୁଙ୍କୁ ନିଶ୍ଚିନ୍ତ କରାଇଥିଲେ

ସନ୍ଧ୍ୟା  ପ୍ରାୟ ୬ଟ!ବେକେ ରତୁ ଯେତେବେଳେ ଅଫିସରୁ ଫେରିଲେ ସେତେବେଳେ ଦେଖିଲେ ଘରର କବାଟ ଭିରେପଟୁ ଲ କ୍ ଅଛି ! ଏ ସମୟରେ ଲକ ରହିବ! ସ୍ୱାଭାବିକ ନ ଥିବା ରୁ ସେ ଆଶ୍ଚର୍ୟ୍ଯ ହେଲେ ! ଦୁରତିନିଥର କଳିଙ୍ଗ ବେଳ  ମାରିଲେ ମଧ୍ୟ  କୌଣସି ଉତ୍ତର ନ ଥିଲା ! ଏଣୁ ଭିତରେ ତରୁଣ ଥିବାର ! ସେ ଭାବିପାରିଲେ ନାହିଁ ସେ ତାଙ୍କ ପାଖରେ ଥିବା ଅନ୍ୟ ଏକ  ଚାବି ସାହାଯ୍ୟରେ କବାଟ ଖୋଲିଲେ ! ଭିତରେ ପଶିବା ପରେ ପରେ ବାମପଟକୁ ବେଡ଼ରୁମ୍ ଥାଏ ! ସେ ସିଧା ବେଡ଼ରୁମ୍ କୁ ପଶିଲେ ! ଲାଇଟ୍  ପୂର୍ବରୁ ଚ୍ଚଳୁଥିଲା! ! ଭିତର ଦୃଶ୍ୟ ଦେଖି ସେ ହତବାକ୍ ହୋଇଗଲେ ! ବରୁଣଙ୍କର ଉରଗ୍ନ ଶରୀର ଖଟ ଉପରେ ପଡିଥିଲା ! ବେ କ କଟାଯାରଥିଲା! ! ପେଟରୁ ଅନ୍ତନାତି ବାହାରକୁ ବାହାରି ଆସିଥ୍ରା ! ଛାତିରେ ମଧ୍ୟ  ଗଭୀର କ୍ଷତ ଥିଲା ! ଭୟ ଆଉ ମାନସିକସ୍ତରରେ ଆଘାତ ଯୋଗୁ ସେ ଛିଡା ହୋଇ ନ ପାରି ତଳେ ପଡିଯାଇଥିଲେ !
 କିଛି ସମୟ ପରେ ରାହୁର ପହଞ୍ଚିର! ! ପାହୁଲ, ଯିଏକି ଘର ସଫା କରିବା ସହ ରୋଷେଇ ଦାୟିତ୍ୱ ନେଇଛି ! ସେ ପହଞ୍ଚିବା ପରେ ଏହ! ଦେଖି ତୁରନ୍ତ ଉପର ମହରାକୁ ଯାଇ ସେଠାରେ ରହୁଥିବା  ° ଅଚୁରାଗ ପାଣ୍ଢେଙ୍କୁ ଡାକିଲା ପାଣ୍ଡେ  ଡାକୁ ତରୁଣ ମରିଯାଇଛଚ୍ଚି କହି  ପୋରିସରେ ଜଣାଇବ! ପାଇଁ କହିଲେ ! ଋତୁ ଫୋନ କରି ପୋଲିସକୁ ଜଣାଇଲେ ! କିଛିକ୍ଷଣ ମଧ୍ୟ ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା !ପ୍ରାଥମିକ ତଦନ୍ତରୁତଣପୋଡ଼ିଲା ପେ, ଆଲମାରି ଭିତରେ ଥିବା  ୩ ଲକ୍ଷ ଟଙ୍କ! ଓ ସୁନାଗହଣ! ଗାଏବ ହୋଇଯାଇଛି ! ଏଣୁ ପଷ୍ଟ ହେଉଥ୍ଇ! କି ଲୁଟେରା ମ!ନେ ହତ୍ୟାକରି ଲୁଟ୍ କରିଛତି ! ତଦନ୍ତ ପରେ ପୋଲିସ ଶବ ବ୍ଯବଦ୍ଦେଦ ପାଇଁ ପଠାଇଇ! ! ମୃତକଙ୍କ ପରିବାରକୁ ଶୁଢିକ୍ରିୟା ପାଇଁ ସମୟ କେଇ ତଦନ୍ତ ପାଇଁ ଏକ ଟିମ ଗଠନ କଇ! ! ଡୋରିସ ଚିନ୍ତା କରୁଥ୍ଇ! ଲୁଟେରା ଯବି ଲୁଟ୍ କରିବା ପାଇଁ ଆସିବ, ସେ ବରୁଣଙ୍କୁ କେବଳ  ହତ୍ୟା କରିବ ! କିନ୍ତୁ ତାକୁ ସମ୍ପୂର୍ଣ୍ଣ ଉଲଗ୍ନ କରିବା, ଶାର୍ଟଯ୍ୟାଣ୍ଟକିଛି ଦୂରରେ ରଖାଯିବା ଏ ସବୁ କିଛି ଭିନ୍ନ ନିର୍ବେଶ ବରୁଥିଲା ! ବରୁଣଙ୍କ ଘରକୁ ଅବାଧରେ ଯିବାଆସିବା କରୁଥିବା  କେହି ଏହି ହତ୍ୟାକାଣରେ ସାମିଲ ଅଛି ବୋଲି ପୋଲିସ ସୁରାକ ପାରଳା ! ପଚରା ବଚରାରୁ ଜଣାପଡିବ!
ଯେ, ଏକାଧିକ  ନାରୀଙ୍କ ସହ ପୌନକ୍ରିୟୀ କରିବାରେ ବରୁଣଙ୍କର କେଶ୍ ଆଗ୍ରହ ଥିଲା  ! ଏଥ୍ ପାଇଁ ପତ୍ନୀ -ପତିଙ୍କ ମଧ୍ୟ ରେ ଅନେକ ବର୍ଷ ହେବ ଶାରୀରିକ ସମ୍ପର୍କ ନ ଥିଲା! ପୋଲିସ୍ ତଦନ୍ତ ଆରମ୍ଭ କଲ! ! ପ୍ରଥମେ ବରୁଣଙ୍କର କଲ୍ ଡିଟେଲସ ବାହାର କରାଗଲା ! ଗତ କିଛି ଦିନ ଭିତରେ ବରୁଣ ୬0 ଜଣ ଯୁବତୀଙ୍କ ସହ ବଥା ହୋର ଥିଲେ ସେମାନଙ୍କ ମଧ୍ୟ ରୁ ସର୍ବାଧିକ  ଥିଲେ କରଗାର୍ଲ ! କିନ୍ତୁ ଏଥିରୁ  ହତ୍ୟାର କୌଣସି ସୁରାକ ମିଳିବ! ଭଳି ଦିଶୁ ନ ଥିଲା! ଏଣୁ ଘରେ ଲାଗି ଥିବା  ସିସିଟିଭି ଫୁଟେଜ  ମଧ୍ୟ ରୁ ପୋଲିସ୍ ସୁରାକ ପାଇଲା ! ଘଟଣାଦିନ ଏକ ଅଟେ! ଘର ପାଖରେ ଲାଗିଥିଲା ! ସେଥ୍ରୁ ଦୁଇଜଣ ତରୁଣୀ ତାଙ୍କ  ଘରେ ପଶିଲେ ! କିଛି ସମୟ ପରେ ଦୁଇଜଣ ଯୁବକ ବରୁଣଙ୍କ ଘରେ ପଶିଲେ ! କିଛି ସମୟ ପରେ ତରୁଣୀ ଦ୍ଵୟ କ୍ଷିପ୍ର ଗତିରେ ଚାଲି ଚାଲି ବାହାରି ଆସିଲେ ! ପ୍ରାୟ ଅଧଘଣ୍ଟାଏ ପରେ ଦୁଇଜଣ ଯୁବକ ବି କ୍ଷିପ୍ର ଗତିରେ ବାହାରି ଆସିଲେ  କିନ୍ତୁ ଆସିବ! ଜେଜେ ଯୁବକଦ୍ବୟ  ଯେଉଁ ଶାର୍ଟ ପିନ୍ଧି ଥିଲେଗଲାବେଳେ ସେ ଶାର୍ଟ ପିନ୍ଦିନଥିଲେ !ସ୍ପଷ୍ଟ  ହେଭଥିଲାପେ ଯୂବକଦୁଇ ଜଣ  ହତ୍ୟା କରିବ! ପରେ ଶାର୍ଟରେ ରକ୍ତ  ଲାଗି ଲାଗି ଥିବା ଏହି ରକ୍ତ ଲଗା  ଶାର୍ଟକୁ ଦିଲ୍ଲୀ ଭଳି ସହରରେ ପିନ୍ଧି ବାହା ରିବ! ସମ୍ଭବ ହୋଇନଥିବା  !ଏଣୁ ସେମାନେ ତାଙ୍କ  ଶାର୍ଟ ବ୍ୟବହାର କରିଛନ୍ତି  !ପୋରିସ ଉଭୟ ଯୁବକ ଙ୍କ
ବେହେରା ଦେଖାଇ ଚିନ୍ହିବ  ପାଇଁ ଚେଷ୍ଟା କଲା ! ହେରେ ସମ୍ଭବ ହେଲାନି ! କିନ୍ତୁ ଦୁଇ ଝିଅଙ୍କ ମଧ୍ୟ ରୁ ଜଣେ ଜଣା  ପଡିଲା !ସେହେଉଛି ମୁନି !ସୁଲତାନ ପୁରୀ ଅଂଚଳ ର ଜଣେ ଜଣାଶୁଣା କାଲଗା ର୍ଲ ! ମୁନି କୁ ପୋଲିସ୍ ଧରିବାରେ ସଫଳ ହେଲା ! ସେ ବିଚିତ୍ର ତଥ୍ୟ ଦେଲା  !
ତରୁଣ  ଦେହ ବ୍ୟବସାୟ ଚଳାଉଥିଲା ବାହାରେ ଝିଅମାନଟୁ ପଠାଇ ଟଙ୍କା ରୋଜଗାର  କରୁଥିଲା ! ସେଦିନ ଯେଉଁ ଝିଅ ତାସହିତ ଆସିଥିଲା ସେ ହେଉଛି ପୂଜା ! ଗରିବ ଘରୁ ଆସି ଦିଲ୍ଲୀରେ ରହିବ! ପରେ ଅଧିକ ଟଙ୍କା  ଲୋଭରେ ସେମାନେ ଏହି ବ୍ୟବସାୟରେ ପଶି ଯାଇଥିଲେ ! ପୂଜା ଭୂପେଶକୁ ବାହ! ହୋଇଥିଲେ ମଧ୍ୟ  ଏହି ବ୍ୟବସାୟ ଛାଡି ପାରି ନ ଥିଲା ! ଏଣୁ ଭୂପେଶ ତାକୁ ଛାଡି କେଇଥିଲା! ଏବେ ସ୍ୱାଧୀନ ପକ୍ଷୀ ପରି ପୂଜ! ଏହି ବ୍ୟବସାୟକୁ ଓଲ୍ହାଇ  ପଡି଼ଥିଲା ! ଇତିମଧ୍ୟ ରେ ସୁରଜ ସିଂହ ସହ ତାର ପରିଚୟ ହୋଇଥଲା ! ପୂଜାର ଅତୀତ ନ ଜାଣି ସେ ପ୍ରେମ କରି ବିବାହ ବରିଥିଲା ! କିଛି ଦିନ ପରେ ପୂଜ! ଅନ୍ତସେଭ୍ର! ହେବାରୁ ସେ ଏହି ବ୍ୟବସାୟ ସ୍ଵଇଚ୍ଛାରେ ଛାତି ନ୍ଦେଇଥିଲା  ! କିନ୍ତୁ ତାର ରେଗୂଲାର ଗ୍ରାହକ ପାଇଁ କଲ ଗାର୍ଲ ଆରେଞ୍ଜ କରିଦ୍ଦେଉଥିଲା ତରୁଣ ବଜାଜ ତାର ନିୟମିତ ଗ୍ରାହକ ଥିବା ରୁ ସେ ତାପାଇଁ ମୁନିକୁ ଠିକ କରିବେଇଥ୍ଇ! ! ମୁନିକୁ ପାର ତରୁଣ ତାଉପରେ ଖୁସା ହୋଇଯାଇଥିଲା! ମୁନି ଯିବାଆସିବ! କରିବ! ପରେ ଜାଣିଲା ଯେ କେବୁଲ ବ୍ୟବସାୟ କେବଳ ଦେଖାଇବ! ପାଇଁ ! ଟଙ୍କା ଆସୁଛି କେବଳ ଏହି ବ୍ୟବସାୟରୁ ଏବେ ମୁନିଠାରୁ ଚରୁଣର ମନ ଛାଡି ଯାଇଥିଲା

ଦିନେ ପୂଜା ଓ ମୁନି କଥ! ହେଉଥିଲେ ଯେ, ତରୁଣ ପାଖରେ ପ୍ରବଳ ଟଙ୍କ! ଅଛି! ପାଖରେ ସେତେବେଳେ ପୂଜାର ସ୍ବାମୀ ସୁରଜ ଥିଲା! ! ସୁରଜ ଅପରାଧ! ପ୍ରବୃରିର ହୋଇଥିବା ରୁ ଟଙ୍କା  କେମିତି ଆସିବ ତ!ମୁଣ୍ଡରେ ଚିନ୍ତା ଖେନିଥିଲା ! ପୂଜା ଓ ମୁନିଙ୍କ ସାମ୍ବାରେ ସେ ଏହି ଅର୍ଥ କିଭଳି  ଲୁଟ୍ କରାଯିବ ଆଇଡିଆ ଦେଲ! ସେମାନେ ଯୋଜନା କଲେ ଯେ, ପୂଜା ଓ ମୁନି ଏକାଠି ତରୁଣ ଘରେ ପହଞ୍ଚି ଗୋମାନ୍ସ କରିବେ !କି ଛି ସମୟ ପରେ ସୂରଜ ପହଞ୍ଚି ପୂଜାକୁ ତାରସ୍ତ୍ରୀ ର ପରିଚୟ ଦେଇ ଚ୍ଛାକମେଲ କରିବ ବଦ୍ ନାମ ଭୟରେ ବୁଢା ସବୁ ପରସା ଦେଇ ଦେବ ଟୋଲି ସୂରଜ ଆଇଡିଆ ଦ୍ଦେଇ! ! ଯଦି ନ ବିଏ ତେବେ ଆମେ ତାକୁ ହତ୍ୟା କରି ସବୁ ନେଇଯିବା !କିଛିପ୍ରମାଣ ନଥିବା  !ଏକୂଟିଥା କରିବା ସମ୍ଭବ ନ ଥିବା ରୁ ସେ ଚାସଙ୍ଗେ  ମୋହିତକୁ ସାମିଇ କଲା
ଘଟଣାବିନ ବିନ! ନିମନ୍ତ୍ରଣରେ ପ୍ରରୁଣ! ଖେଳାଳି ଙ୍କୁ ଦେଖି ତରୁଣ ଖୁସ1 ହୋଇଯାଇଥିଲେ ! ପୂଜା ଓ ମୁନି ଉଭୟ ତରୁଣଙ୍କ ତ୍ତପରେ ଝପଟି ପଡ଼ିଥିଲେ ! ପୂର୍ବଦିନ ଅପେକ୍ଷା ଆଳି ସେମାନେ ଅଧିକ  ଆକର୍ଷଣୀୟ ଦେଖାଯାଇଥିଲେ କିଛି ସମୟ ପରେ ସୂରଜ ଓ ମୋହିତ ଘରେ ପ୍ରବେଶ କଲେ ! ପୂଜାକୁ ପନ୍ତୀର ପରିଚୟ ଦେଇ ସୁରଜ ବରୁଣଙ୍କୁ ଦ୍ବାକମେଲ କରିବାକୁ ଲୀଗିଇ! ! ହେଲେ ତରୁଣ ତାକୁ ଗାକିକଲେ ! ଆଉ ଚଟକଣି ବି ମାରିଲେ ! ଏଥିଲେ ଉତକ୍ଷିପ୍ତ ହୋଇ ମୋହିତ ଓ ସୂରଜ ବରୁଣଙ୍କୁ ମାଡି ବସି ବେକ କାଟିକେଲେ ! ଏ ଦୃଶ୍ୟ ଦେଖି ପୂଜ! ଓ ମୁନି ସେଠାରୁ ପଳାଇଗଲେ ! ପରେ ରକ୍ତ ଇଗା ଶାର୍ଟକୂ ଫିଜି ଆଲମ ରିରୁ ଟଙ୍କା ଓ ଗହଣା ଧରି ଦୁଇ ଅଭିଯୁକ୍ତ  ବରୁଣଙ୍କ ଶାର୍ଟ ପିଢି ବାହାରି ଆସିଲେ ! ମୁନିର ବୟାନ ମୁତାବକ ସମସ୍ତଙ୍କୁ ଗିରଫ କରାଗଲା ! ନଗଦ ଟଙ୍କ! କିଛି ଉଦ୍ଧାର କରାଯାଇ ପାରିଇ! ନାହିଁ ବରଂ ଢେଢଇକ୍ଷ ଟଙ୍କାର ସୁନାଗହଣା ଉଦ୍ଧାର କରାଗଲା ! ପର ନାରୀ ମୋହରୁ ତରୁଣ ଜୀବନ ହରାଇଥିବା  ବେଳେ ବିନା ଦୋଷରେ ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଋତୁ

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...