Wednesday 5 July 2017

ଅହଙ୍କାରୀ ସ୍ତ୍ରୀ ମଙ୍ଗଳା

ଦିନ ଥିଲା ୨0୧୭ ମସିହା, ଏପ୍ରିଲ ୨୧!ରନ୍ଦି ପ୍ରାୟ ୧୨ଟା ପାଖାପାଖି ହେବ!ଏହି ସମୟରେ ଜଣେ ବ୍ଯକ୍ତି ଧଇଁସଇଁହୋଇ ଥାନା ମଧ୍ୟ କୁ ପଶି ଆସି କହିଲା ସାର୍ ବଞ୍ଚାନ୍ତୁ  ! ସେମାନେ ମୋ ସ୍ତ୍ରୀ କ ପ୍ରତି ଅସଦାଚରଣକରୁ ଥିବା ବେଳେ ମୁଁ ପ୍ରତିରୋଧ କରିଥିଲି ! ତେଣୁ ସେମାନେମତେ ମାଡ଼ ମାରି ଲହୁଲୁହାଣ କରିବେଇଛନ୍ତି ! ମୋ ସ୍ତ୍ରୀ କୁବି ଖୁବ୍ ଜୋରରେ ପିଟିଛନ୍ତି ! ସେମାନକ ପ୍ରହାରରେ ମେ!ସ୍ତ୍ରୀ  ଅଟତେ ହୋଇପଡ଼ିଛି! ଲୋକଟିର ଶରୀରରେ ବିଶେଷ କ୍ଷତ ଚିହ୍ନ ନଥିବ! ବେଳେ ହାତକୁ ଅଳ୍ପ ରକ୍ତ ବାହାରୁଥିଲା!ତା’ କଥାରୁ ଲାଗ୍ନନଥିଲା ଏତେ ସବୁ  ହୋଇଥିବ! ମାତ୍ର ଇନ୍ସପେକୁ ର ରାଜ ବହାଦୁର ଭାବିଲେ ଡେରି କଲେ ହୁଏତସ୍ଥ! ଲୋକଟିର ଜୀବନ ଅଧିକ ସଚ୍ଚାଟପନ୍ମ ହୋଇପଡ଼ିବ!ସେଥିପାଇଁ ଡେରି ନ କରି ସେ କୁରର ସବଇନ୍ସପେକଟର  ରାଜକୁମାର କୁ ଘଟଣା ମୁଳକୁ ପଠାଇଦେଲେ
ସବଇନସେକୁର ରାଜକୁମାର ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲେ ଲୋକଟିର କହିବାକୁସାରେ ସେହି ସ୍ଥାନର ପରିସ୍ଥିତି ସେମିତି କିଛି ନାହିଁ! ତେବେ ଘଟଣା ସ୍ଥଳରେ ଜଣେ ସ୍ତ୍ରୀ  ଲୋକ ମୁହଁ ମାଡ଼ି ପଡ଼ିଥିଲା! ତା’ମୁଣ୍ଡକୁ ଧାର ଧାର ରକ୍ତ ବହି ଶୂଖିଯାଇଥିଲା! ଆଉ ସେ ମ ରିଯାଇଥିଲା! ମୃତ! ମହିଳାର ନାଁଥିଲା ମଙ୍ଗଳା ଯିଏକି ଥାନାକୁ ଅଭିୟୋଗ କରିବାକୁ ଯାଇଥିବା ବ୍ଯକ୍ରିର ପତ୍ନୀ ଥିଲା! ବ୍ୟକ୍ତିଜଣକ ଥିଲାସୌଦାନ ସିଂ! ଘଟଣା ସ୍ଥଳର ପରିସ୍ଥିତି ଦେଖି ସବଇନ୍ସପେକୁର ରାଜକୁମାର ର ଫୋନ୍ କରି ଜଣାଇଥିଲେ ଇନ୍ସପେକ୍ଟର   ରାଜବାହାଦୂର ସିଂକୁ କହିଥିଲେ ଲୋକଟିର ବର୍ଣ୍ଣନା ସହିତ ଘଟଣା ସ୍ଥଳର କୌଣସି ମେଳ ଖାଉ ନାହିଁ ! ମନେ ହେଉଛି ଲୋକଟିଏହି ହତ୍ୟାକାଣ୍ଡରେ ସଂପୃକ୍ତ ଜିମ୍ଭା ନିଜେ ସେ ତା’ସ୍ତ୍ରୀ କୁ ମରିବେଇଛି! ତଥାପି ଲୋକଟି କହିଥିବା କଥ! ଅନ୍ମସାରେ ଅନ୍ମସାଗେ ତ୍ପଲିସ ମାମଲାଟି ହତ୍ୟା, ଲୁଣ୍ଠନ ଓ ରୁଷର୍ମ ମାମଲା ଭାବେ ଗ୍ରହଣ କରି ତଦନ୍ତ ଆଗେଇଥିଲା!

ଇନ୍ସପେକୁ ର ରାଜବ ହନ୍ଦ୍ରର ସିଂ ତ୍ପଣିଥରେଘଟଣା ସ୍ଥଳକୁ  ଯାଇଥିଲେ! ଆଖପାଖର ଲୋକମାନଙ୍କୁ ପଚରାଉଚରା କରିଥିଲେ ସୌଚାନ ସିଂ ପରିଚାର ବିଷୟରେପଡ଼ୋଶୀ ଲୋକେ ସୌଦାନ ସିଂକୁ  କଣେ ନୀରିହ ଲୋକବୋଲି କହିଥିଲା ବେଳେ ତ!’ ସ୍ତ୍ରୀ  ମଇଂଚାକୁ  ଖରାପଚୋଲି କହିଥିଲେ! ଆଉ କିଛି ପଡ଼ୋଶୀ ତ କହିଥିଲେ ମଇଳାକୁ  ହ୍ଏତ ତ!’ ପ୍ରେମିକମାନଙ୍କ ମଧ୍ୟ ରୁ କେହି ହତ୍ୟା
କରିଥାଇପାରେ! ଏକଥା ଶ୍ଵଣିଚା ପରେ ପ୍ରଲିସ ବି ତାଯୁବ ହୋଇଯାଇଥିଲା! ସୌଚାନ ସିଂହଜୁ ସକେହ କରିବାରକୌଣସି କାରଣ 6ଖ!କିପ!ଉନଥିଲା ତ୍ପଲିସ! ତଥାପି ହାଲ୍ ଛାଡ଼ିନଥିଲେ ରାଜୋହାଦୂର ସିଂ! ତ୍ପଣି ଥରେ ଥାନା କୁଡକାଇ ପଠାଇଥିଲେ ସୌଦକକୁ ! ତାକ ପ୍ରଶ୍ନକଲା ବେଳେ
ରାକଚାହାଦୂର ସିଂ ତ!’ ତେହେରାକୁ ମ ଭଲ କରି ନାରିକ୍ଷଣକରିଥିଲେ ! ତାଙ୍କୁ ମନେ ହୋଇଥିଲା ସ୍ତ୍ରୀ ର ହତ୍ୟାପରେ କଣେ ସ୍ବାମୀ ଭାବେ ଯେତିକି ଦୁଃଖିତ ହେବ! କଥ! ସୌନ୍ଦାନ ସେତିକି ହୋଇନାହିଁ! ସୌଦାନର ତେହେରାରେ ଗଭୀର ଦୁଃଖର ଛାପ ପଢ଼ିଥିବା ଭଳି ମାନେ ହଉନଥିଲା! ତଥାପି ନିକ ଭାବନାକୁ ଲୁଚାଇ ରାଗେହାଦୂର ସିଂ ସୌଦାନକୁ  ପଚାରିଥିଲେ ପତ୍ନୀସହିତ ଅସଦାଚରଣ ଯେଉଁମନେ କଲେ ସେ ସେମାନଙ୍କୁ ଚିହିଁଛ  କି ? ସୌଦାନ କହିଲା ସେମାନେ ତ ମୁହଁରେ କପଡା଼ ବାନ୍ଧି ଥିଲେ ! ତେଣ ସେମାନଙ୍କୁ ନିହିବା ସମ୍ଭବ ନୃହେଁ ! ଏଥର ରାଚ୍ଚବାହନ୍ଦ୍ରର ପଚାରିଲେ ସେମାନଙ୍କ ସହ ତୁ ମେ ଚା ତୁ ମସ୍ତ୍ରୀ  ଧତ୍ସାଧୟି ହେଇଥିବା ବେଳେ ଳଣକ ମୁଂହାର  କପଡା ତ  ଖସି  ପଢ଼ିବା ସ୍ବବାଭିକ  ନ୍ମହେଁ କି ? ରନ୍ଦେନ୍ଦାଦୂରକ ଠାର ଏମିତି ପ୍ରଶ୍ନ ଶ୍ନଣି ହଡ଼ବଡ଼େଇ ଗଲା ସୌଦାନ ସିଂ! ଏମିତି ଏକ ମାଉ କ! ଖୋଳୁଥିଲେ ଇନ୍ସପେକୁ ର ରାଜେ ହାଦୂର ସିଂ!ପଚାରିଲେ ରୁର୍ଦ୍ଧତ୍ତମନେ କବାଟ ଭାଙ୍ଗି ଘରକୁ ପଶିଥିଚେ ନିଶ୍ଚୟ! ସୌନ୍ଦାନ ସିଂ ସ୍ୱର କୁ  ଯଥାସମ୍ଭବ ଅଧିକ କଅଁଳ କରିକହିଲା ଆଜ୍ଞ! ହଁ ! ହେଲେ କବାଟ ଭଙ୍ଗାଗଲା ଭଳି ଲାଗ୍ନନି ତ-କହିଲେ ରାକଚାହାଦୂର ସିଂ ! ଏଥର ସୌଦୀନ ସିଂ କହିଲା ଆଜ୍ଞା----- ସେ ରାତି ଏତେ ଭୟଙ୍କର ଥିଲା ମୋର ଠିକ ଭାବେ କିଛି ବିମନେପଡ଼ୁନି ! ଇନ୍ସପେକୁ  କହିଲେ ଠିକ ଅଛି ! ଧୀରେ ଧୀରେ ମନେ ପକାଅ ! ଆପଣାଛାଏଁ ସବୁ  ମନେ ପଡ଼ିବ! ଏହାପରେସେ ପଚାରିଲେ କବାଟ ତ ଭିତର ପଟ୍ ବନ୍ଦ ଥିଲା ! ସୌନ୍ଦାନଉତ୍ତର ଦେ ଲୋ- ଆଜ୍ଞା ହଁ ! ତା’ହେଲେ ତ୍ଵମେ ବୋଧହୁଏ କବାଟ ଖୋଲି ସେମନେ: ଭିତରକୁ  ଡାକି ଆଣିଥିଲ ! ବିଚଳିତ
ହେଲା ଭଳି ସ୍ୱରରେ ସୌଦାନ କହିଲା ନାହିଁ ନାହିଁ ସାହେବ ମୁଁ’ତ ଭିତର ଘରେ ଶୋଇଥିଲି! ରାକବାହାଦୂର ଏଥର ଶେଷଗୋଟି ଚଳାଇଲେ! କହିଲେ ହଁ ରୁମେ ପୂରା ସତ କହୁଛ!
ପ୍ରକୁ ତ କଥା ହେଲା ମଙ୍ଗଳ! ନିଜେ ସେହି ମୃଖାପିନ୍ଦା ଡୁବୁର୍ତ୍ତ ମାନଙ୍କୁ  କବାଟ ଖୋଲି ନିମନ୍ତ୍ରଣ
କରିଥିଲା! ଆଉ ତା’ ସହିତପାଶବିକ ଅତ୍ୟାଚାର କରିବା ପାଇଁ କହିଥିଲା ଶେଷରେ ତା’କୁ  ମାରିନେବା ପାଇଁ ଅନୁରୋଧ ବି କରିଥିଲା! ଏତକ କହିଲା ବେଳକୁ  ଇନ୍ସପେକୁ ର ରାକବାହାଦୂରଙ୍କ ମ୍ନହଁ ବେଶ୍ କଠିନ ହେବାକୁ  ଲାଗିଲା! ସେ ଆଉ ବୁ ଲେଇ ବଙ୍କେଇ କିଛି ପଚାରିବା ପରିବଭୈ ସିଧା ସୌବାନକୁ  ପଚାରିଲେ  ଆଉବେଶି ଚାଲାକି କର ନାହିଁ! ଆମକୁ  ସତ କଥ! କିପରି ଆଦାୟକରିବାକୁ  ହୁଏ ତା ହା ବେଶ୍ ଭଲ ଭାବେ କଣ!! ରୁମେ କାହିଁକି ମଙ୍ଗଳା କୁ  ହତ୍ୟା କଲ? ରାଜ ବାହା ଦୂର ଅନ୍ଧାରରେ ବାଡି଼ ବୁଲାଇଲ! ଭଳି ଏକଥା କହିଲେ! ମାତ୍ର ତାଙ୍କ କୌଶଳ କାମକରିଗଲା ! ପୌବାନ ସିଂ ଏଥର ଇନ୍ସପେକୁ ର ରାକବାହାଦୂର ଙ୍କ ପାଦ ତଳେ ପଡ଼ିଗଲା! କହିଲା ରାଗରେ ଅନ୍ଧ ହୋଇ ମୁଁ ବଡ଼ଭୂଲ୍ କରିଦେଇଛି ସାର! ମୋର କିଛି ବି କୋଷ ନାହିଁ! ଏଭଳିହେବା ପଛରେ ମଙ୍ଗଳା ହିଁ ଦାୟୀ! ମୋ ପ୍ରତି ତା’ର କଦର୍ଯ୍ୟବ୍ଯବହାର ହିଁ ମତେ ହତ୍ୟାକାରୀ ସଜାଇଛି! ଏତିକି କହି ସେ କାନ୍ଦି ବାରେ ଲାଗିଲା! ଇନ୍ସପେକୁ ର ରାକବାହାଦୂର ତାକୁ  ଆଶ୍ଵସ୍ତକରି ପଚାରିଲେ କ’ଣ ପାଇଁ ସେ ଏମିତି କଲା? ତା’ର ଉତ୍ତର ଥିଲା ଏମିତି-
ମଧ୍ୟ ପ୍ରବେଶର ବିଦିଶା କିଲ୍ଲା, ଲଗେରି ଥାନା ଅଧିନସୃ ସ୍ଵନଖେଢ଼ା ଗାଁର ବାସିନ୍ଦା ଥିଲା ସୌବାନା ବିଶେଷ ପାଠପଢିନଥିବା ସୌବାନ ଗାଁରେ ବାପା, ମା’ଙ୍କୁ କାଠ କାମରେସାହାଯ୍ୟ କରୁଥିଲା! ସେମାନଙ୍କର ଅଳ୍ପ ଜମିଜମା ମଧ୍ୟ  ଥିଲା! ଜମିରୁ ମିଳୁଥିବା ଫସଲ ଓ କାଠ ବାମରୁ ଉପାକିତ ଆୟରୁ
ସେମାନଙ୍କ ଦିନ ଭଲରେ ଚାଲୁଥିଲା ଆଥିକ ଭାବେ ସ୍ଵଚ୍ଛଳ ନଥିଲେ ବି ଦାରିଦ୍ର୍ୟ ନଥିଲା ! ବିବାହ ବୟସ ହେବାରୁ ବାପ! ମା’ସୌଦାନର ବିବାହ ମଙ୍ଗଳା ସହିତ କରିଦେଇଥିଲେ ! ମଙ୍ଗଳାଥିଲା ମଧ୍ୟ ପ୍ରଢେଶ ଭିଣ୍ଡ ଜିଲ୍ଲାର ଝିଅ! ମଙ୍ଗଳା ସହରରେ ବଢ଼ିଥିଲା! ଦଶମ  ଶ୍ରେଣୀ ଯାଏଁ ପଢ଼ିଥିବା ମଙ୍ଗଳା ବିବାହ ପରଠାରୁ ସୌଦାନ ଓ ତା’ ବାପା, ମା’ଙ୍କ ଉପରେ ବିରକ୍ତହେବାକୁ  ଲାଗିଲା ! ସୌନ୍ଦାନ ଅଳ୍ପ ପାଠ୍ଆ ହୋଇଥିଲା ବେଳେ ଦେଖିବାକୁ ସେତେ ସୁନ୍ଦର ନଥିଲା ! ସେଥିପାଇଁ ମଙ୍ଗଳା ମନେ ମନେ ନିଜ ଭାଗ୍ୟକୁ ନିନ୍ଦୁ ଥିଲା ! ହେଲେ କିଛି କରିବାର ଉପାୟବି ନଥିଲା ! ବିବାହର ଚାରି ବର୍ଷ ମଧ୍ୟ ରେ ସେ ଦୁଇ  ପିଲାଙ୍କରମା’ ହୋଇସାରିଥିଲା ! ପିଲାମାନେ ଗାଁରେ ରହିଲେ ସେମାନଙ୍କଭବିଷ୍ୟତ ବିଗିଡି଼ଯିବ ବୋଲି ବାରମ୍ବାର ମଙ୍ଗଳା କହୁଥିଲା ସେ ସୌନ୍ଦାନକୁ  ସହରରେ ଯାଇ ରହିବା ପାଇଁ ଜିଦ୍ କରୁଥିଲା ! ବାରମ୍ବାର  ଜିଦ୍ କରିବାର ସୌଦାନ ବାଧ୍ୟ  ହୋଇ ବାପା, ମା’ଙ୍କ ଗାଁରେ ଛାଡ଼ି ମଙ୍ଗଳା ଓ ପିଲାଙ୍କ ସହିତ ନିକଟସ୍ଥ ସହରରେ ରହିବାକୁ  ଆରମ୍ଭ କଲା! ଅଳ୍ପ ଭଡ଼ାରେ ତା’କୁ  ସହରରେ ଘର ଖଣ୍ଡେମିଳିଯାଇଥିଲା! ଘରଠ୍ ଅଳ୍ପ ଦୂରରେ ଥିବା ଏକ ପାର୍ଲରରେ ମଇଂଳାକୁ  କାମ ମିଳିଯାଇଥିଲା! ପିଲାମାନଙ୍କର ମଧ୍ୟ  ସ୍କୁଲରେନାଁ ଲେଖା ହୋଇଗଲା ସୌବାନ ଭବଥିଲା ଏଥର ତା’ଜୀବନରେ ସ୍ଵଖ ଶାନ୍ତି  ଫେରିଆସିବା ମାତ୍ର ନା! ସେ ସଂପୂର୍ଣ୍ଣଭୂଲ୍ ଥିଲା ପାର୍ଲରରେ କାମ କରିବାର ଅଳ୍ପ ଦିନ ମଧ୍ୟ ରେମଙ୍ଗଳ! ଆଖପାଖର ଯୁବକମାନଙ୍କ ସହିତ ବେଶ୍ ଭାବକମେଇ ଦେଇଥିଲା! ଦୁଇ  ପିଲାଙ୍କ ମା’ ହୋଇପାରିବା ପରେ ବି ତା’ ରୁପ ସେମିତି ଚହଟାଉ  ଥିଲା! ଆଉ ପାର୍ଲରରେ କାମକରିବ! ପରଠାରୁ ସେ ନିଚ୍ଚକୁ  ଅଧିକ ସଜା ଉଥିଲା ତା’ ରୁପଦେଖି ଆଖପାଖର ଯୁବକମାନଙ୍କ ମନରେ କାମ ଲାଳସା
ଜଗି  ଉଠ୍ଥିଲା! ଏଥର ମଙ୍ଗଳା ସେହି ଯୁବକମାନଙ୍କ ନିବରଅସ୍ତ କଲା! ସେ ଭନ୍ଦିଲା ସେହି ଯୁବକମାନଙ୍କ କାମରେଲଗାଇବ! ଯେମିତି ଭାବନା, ଠିକ ସେମିତି କାମ ! ସୌନ୍ଦାନ
ଓ ପିଲାମାନେ ବାହାରି ଗଲା ପରେ ମଙ୍ଗଳା ନିଜ ଘରେ ଆସର ମୋତ୍ତଥିଲା! ଆଜି ଜଣ କୁ ତ କାଲି ଆର ଜଣକ! କିଛିଦିନ ପରେ ଦିନକ ବ୍ରଇ ତିନି ଯୁବକଙ୍କ ଡାକିବା ଆରମ୍ଭ କଲା!ସୌଦାନ କାନରେ ଏକଥା ପଚାରିବାରୁ ସେ ମଇଂଳାକୁ  ତାଗିବ---- କଲା! କହିଲା ତୁ ମେ ଦୁଇ ପିଲାର ମା” ଜଣକର
ପତ୍ନୀ! ଏକଥା ଭୁଲିଗଲେ ଚଳିବ ନାହିଁ!
 ହେଲେମଙ୍ଗଳା ସୌଢାନର କଥାକୁ  ବେଖନ୍ଦିର କରି କହିଲାମୋ ବେହର ଭୋକ ତୁ ମ ଦ୍ଵାରା ମେଶିନ ନାହିଁ! ତେଣୁମୋ କାମରେ ମୁଣ୍ଡ ପୂରାଇବା ବଦଳରେ ତୁମେ  ନିକକାମ ଦେଖ ! ଅଧିକ ବକବକ କଲେ ଏଠ୍ ଚାଲିଯାଇ ଗାଁରେ ନିକ ବାପା, ମା’ଙ୍କ ସହିତ ଯାଇ  ରୁହ ! ହେଲେଖବରଦାର ପିଲାମାନଙ୍କୁ ଯେମିତି ନ ନିଅ ! ସୌଦାନଇଚ୍ଛ! କରିଥିଲେ ମଙ୍ଗଳାକୁ  ସେଇଠି ଛାଡ଼ିଦେଇ ଗାଁକୁଫେରିଆସିଆଆନ୍ତା! ହେଲେ ସେ ସେମିତି କଲାନି!କାରଣ ତା’ ରୁର୍ବଳତା ଥିଲା ତା’ର ଦୁଇ ପିଲା! ମଙ୍ଗଳା ବି ଠିକୟ୍ ଧରିପାରିଥିଲା ସୌଦାନର ଦୁର୍ବଳତାକୁ!
ଏହାପରେ ସେ ସୌନ୍ଦାନର ଉପସ୍ଥିତିରେ ତା’ ପ୍ରେମିକ ମାନଙ୍କୁ  ଘରକୁ  ଡାକିଆସର କମାଉଥିଲା! ସୌଦାନ ଏସବୁ  ଦେଖି ସହିପାଉଥିଲାହେଲେ ପିଲାମାନେ ଯେତେବେଳେ ଦେଖିଲେ ସେତେବେଳେ ସୌଦାନ ଆଉ ସହିପାରିଲା ନାହିଁ! କିନୂ ମଙ୍ଗଳାକୁ ବାଟକୁ ଆଣିବାର ଉପାୟ ଯାଉନଥିଲା! ଶେଷରେ ନିଷ୍ପଭି ନେଲାତା’କୁ  ସବୁଦିନ ପାଇଁ ରାସ୍ତାରୁ ହଟାଇବେବ! ଯୋଜନା ଅନୂସାରେ ପିଲାମାନଙ୍କ ର୍ଗାକୁ  ପଠାଇଦେଲା! ଘଟଣା ବିନରାତିରେ ସେ ମଙ୍ଗଳାକୁ  ରୁଝାଇଲା ସେ ଯାହା କରୁଛି ଠିକ୍ ନୁହେଁ ! ହେଲେ ମଙ୍ଗଳା ଉତ୍ୟକ୍ତ ହୋଇ କହିଲା ତ୍ କିଏମତେ ଏସBU କହିବାକୁ  ! ତେ! ଭଳିଆ ସ୍ୱାମୀ ପାଇଁ ମୋ  ଜୀବନନର୍କ ପାଲଟିପାଇଛି! ମତେ ଅଧିକ ବିରକ୍ତ କରିବୁ  ତ ମୋ ନିଜ ରଙ୍ଗ  ବେଖାଇବି ତତେ! ମୋର ଗୋଟିଏ ଲସଲାରେ ମେ! ପ୍ରେମିକମାକେ ତୋର ଏମିତି ହାଲ୍ କରିବେ ଯେ  ନିଜକୁ  ଚିତ୍ମି ପାରିବୁ  ନାହିଁ! ଆଉ ଅଧିକ ସହିବାର ଶକ୍ରି ନଥିଲା ସୌବାନର! ଆଗରୁ ଖଟ ତଳେ ଲୁଚାଇ ରଖିଥିବା ଏକ ଲୁହା ଗତ୍ ଆଣି ଖୁବ୍ ଜୋରରେ ପ୍ରହାର କରିଥିଲା ମଇଂଳାରମୁଣ୍ଡକ! ସେଇଠି ହିଁଟଳି ପଡ଼ିଥିଲା ମଙ୍ଗଳା! ଏହି ହତ୍ୟାରେ ସେ ସାମିଲ ନାହିଁ ବୋଲି ପ୍ରମାଣ କରିବାକୁ ଯାଇ ନିକ ହାତରେ ବି କ୍ଷତ ସୃଷ୍ଠି କରିଥିଲା ! ହେଲେ ତା’ର ସବୁ  ଯୋଜନା  ବିଫଳ ଗଲା ! ସେ ଧରାପଡି଼ଗଲା!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...