Saturday 8 July 2017

ସୁନ୍ଦରୀ ଭାମ୍ପାୟାର ଶୀତଲ୍




ମୁଁ ତୁମ ପାଇଁ ସବୁକିଛି କରିପାରିବି! ସବୁକିଛି! ମୁଁ ତୁମ  କଳ୍ପନାର ଊର୍ଦ୍ଧକୁ ଯାଇପାରିବି ' ମୁଁ ତୁମ କୂ ତୁମ ସ୍ବପ୍ନ ର  ଶୀର୍ଷକୁ ନେଇପାରିବି! ମୁହୂର୍ତକ  ପାଇଁ ତୁମକୂ ଅନୁଭବ କରିବ! ପାଇଁ ଦେ ବିନାହିଁ ପେ, ତୁମେ ମୋ ସହ ଫ୍ରେଣ୍ଡ ଶିଫ୍ କରି ଭୁଲ କରିଛ
ଗୋଟେ ସୁନ୍ଦରୀ  ଝିଅମୃହଁର ଏଇତକ କଥା ଇ ଯଥେଷ୍ଠ କଣେ ଯୁବକର ଆଖିରେ  ଅନ୍ଧ ପୁଟୁଳି  ବାନ୍ଧିଦେବା  ପାଇଁ! ସେ ମିତି ଗୋଟେ ସୁନ୍ଦରୀ  ଝିଅ ଥିଲା  ଶୀତଲ| ଶୀତଲ କପୁରା ଆଉ ଶୀତଲ୍ ର  କଥା ଶୁଣି ଯେଉଁ  ଯୁବକଆଖି ରେ  ସ୍ଵତଃ ଅନ୍ଧ ପୁଟୁଳି  ବାନ୍ଧି  ଦେଇଥିଲା  ସେ ହେଊଛି ଅଷୟ- ଅକ୍ଷୟ ଜୈନ!
ଅକ୍ଷୟ ଜୈନ ନୂଆଦିଲ୍ଲୀ ସ୍ତିତ  ଜ୍ୟୋତିନଗର (ୱେଷ) କଲୋନୀ ରେ  ରହୁଥି ଲା  ଓ ମାୟାପୁରୀ ଫେକ୍ ୱାନ ରେ ଥିବା ଷ୍ଟୋନ ୱେଲ (ଇଣ୍ଡିଆ ) ପ୍ରାଇଭେଟ କମ୍ପାନୀ ରେ  ଜଣେ ଆକାଉଂଟଣ୍ଟ ଆକାରରେ କାମ କରୂଥିଲା  ୨୦୧୪ ମସିହ! କଥା କମ୍ପାନୀ ର ଏକ ଲେଡ଼ି ରିସେପ ସ୍ ନିଷ୍ଟ ଆବଶ୍ୟକ ପଢ଼ିଲା ଆଉ ଜଣେ ସୁନ୍ଦରୀ ରିସେପ ସ୍ ନିଷ୍ଟ ଯୋଗାଡ଼ କରିବାର ଦୈତ୍ୟ  ଅଷୟକୂ ହି ଦିଆଗଲା ଅଷୟର କାମ, ସେ ବିଭିର୍ନ  ଜବ  ସାଇଟ୍ ଚେକ  କରିବ ଅଉ ସମ୍ଭାବ୍ୟ ଯୋଗାତା ଥିବା ଯୁବତୀଙ୍କ ସହିତ ଯୋଗାଯୋଗ କରିବା
! ସେଇଠି ସେ ପାଇଲା ଶୀତଲ ଦିନେ କ୍ରିକରସଲଟ୍ ସଫି କରି  ରିଚ୍ୟୁମ୍ ସବୁ କୂ ଚେକ୍ କରୁଥିଲା  ଅକ୍ଷୟ  ଅକ୍ଷୟ! ସେଇଠି ସେ ପାଇଲା ଶାମ୍ବେ କପୃରର ଵୟୋଡ଼ାଟା ! ଶୀତଲ ଵୟୋଡ଼ାଟାରେ ସେମିତି କିଛି ସ୍ଵାତନ୍ତ୍ର ନ ଥିଲା   ନା ତାର ଅକର୍ଷଣୀୟ ଏକାଡେମୀ ଯୋଗ୍ୟତା ଥିଲା ନା  ସେ ଡିପ୍ଲୋମା କୋର୍ସ କରିଥିଲା , ନା ତାର କୌଣସି ପୂର୍ବ  ଅଭିଜ୍ଞତା ଥିଲା  ଅବଶ୍ୟ ତାର ଫଟୋଟି ଥିଲା  ଆକର୍ଷଣୀୟ! ତେବେ ଅଷୟକୂ ଯାହା ସବୁଠୁ ବେଶି ଅକର୍ଷଣୀୟ ଲାଗିଥିଲା  ତାହ! ହେଉଛି ଶୀତଲ ନିକର ବାୟୋତାଗରେ  ଲେଖ୍ ଥିବା କେତୋଟି ସଂକ୍ଷିପ୍ତ ଧାଡି଼- ମୋ ସ୍ୱାମା ତାଙ୍କର ଗକିରି ହଗେଇଛଛି! ଆମେ ଦୁଇବେଳା ଦୁଇ ମୁଠା ଖାଇବାକୁ  ବି ପାରନାହୁଁ! ମୋର କାମଟିଏ ଲୋଡ଼ା ! ସେଥ୍ ଚ୍ଚାଗି ମୁଁ ସଚୂକିଛି କରିପାରିବି


ଏକ ମଧ୍ୟବିତ୍ତ ପରିବାରରୁ ଆସିଥିବା  ଅଷୟ ପାଇଁ ଶୀତଲ୍ ର  ଅବସ୍ଥା  ବ୍ରଝିବ! ଆଦୌ କଷ୍ଟଦାୟକ ନ ଥିଲା    ସେ ଭାବିଲା,ଶୀତଲ୍ ର ଯେଉଁ ଯୋଗ୍ୟତା ତାହା  କମ୍ପାନୀରେ ଚାକିରି ପାଇବ! ପାଇଁ ଯଥେଷ୍ଠ ନୁହେଁ! କେବଳ ଗୋଟିଏ ଯୋଗ୍ୟତାକୁ ଛାଡି ! ତାର ସୁନ୍ଦର ରୂପ, ତାହେଲେ ସେ ତାକୁ ତ୍ରାଏ କରିବାରେ ଅସୂବିଧା କେଉଁଠି ? ଯଦି ତାର ତାଗ୍ୟ ତାକୁ ସପୋର୍ଚ କରେ!
ଶୀତଲ୍ କୁ  ତୁଋନ୍ତ ଫୋନ୍ କଳା ଅଷୟୀ ଆଉ ଆବଶ୍ୟକ ଉପକ୍ରମଣିକା ଶେଷହେବା ପରେ ସେପଟରୂ ଭାସି ଆସିଲ ଶୀତଲ୍ ର ଆକର୍ଷଣୀୟ କଣ୍ଠସ୍ଵର ମୁଁ ତୁମ ପାଇଁ ସଚୂକିଛି କରିପରିବି! ସବୁକିଛି! ମୁଁ ତୁମ କଳକାର ଊର୍ଦ୍ଧକୁ ଯାଇପାରିବି ! ମୁଁ ତୁମକୁ ତୁମ ସ୍ୱପ୍ନର  ଶୀର୍ଷକୁ ନେଇପାରିବି! ମୁହୂର୍ତକ  ପାଇଁ ତୁମକୁ ଅନୁଭବ  କରିବା ପାଇଁ ବେବିନାହି ପେ, ତୁମେ ମୋ ସହ ପ୍ରେଣ୍ଠଶିପ୍ କରି ଭୁଲ୍ କରିଛ!
ଶୀତଲ୍ କୁ  କମ୍ପାନୀରେ ତାକିରି ମିଳି ନ ଥିଲା !  ଏକଥା ସତ ହେଲେ ଅଷୟକୂ ମିଳିପଇଥିଲା ଶୀତଲ୍ ର  ପ୍ରେଣ୍ଠଶିପା ଅକ୍ଷୟ ଏବଂ ଜ୍ୟୋ ସାକ୍ଷାତ୍ ଢ଼େଉଥିଲା  ଦ୍ୱାଟ୍ ସଅପ୍ ରେ! ବାର୍ତାଳାପ  ହେଉଥିଲା ମେସେନଜର ରେ |

ବିଚିତ୍ର ପୁରୁଷର ପ୍ରକୃତି! ଇଚ୍ଛା କଲେ  ସମୁଦ୍ରର କଳକୁ ଉଦରସ୍ଥ   କରିଦେଇପାରେ! ମାତ୍ର ନାରୀର ପଦୁଟିଏ ମନଲୋଭା କଥାକୁ ହଜମ  କରିବ! ତାଦ୍ଵାରା ସମ୍ଭବ ନୂନୋହିଁ ! ସମ୍ଭବତଃ ସେଇଆ ଘଟିଥିଲା  ଅକ୍ଷୟ କ୍ଷେତ୍ରରେ! କେଇପଦ ମୁଲାୟମ କଥା ଆଉ ଶେଷବେଳକୁ ଶୀତଲ୍ ର  ମୋବାଇଲ୍-କିସ୍ଗେ ସେ ଛଦି ହୋଇପଡୁଥିଲା  ବେଳକୂବେଳା ଆଉ ଦିନକୂଦିନ ଖାଲି ହୋଇଯାତ୍ତଥିଲା  ଅଷୟର ବ୍ୟା କ୍ ଆକା ଉଣ୍ଟ ପାଞ୍ଚ ହଜାର! ଦଶହଜାର! ଏକ ଲକ୍ଷ ! ଦେଢ଼ଲକ୍ଷ! ଆଲିଙ୍ଗନ ର  ଆଳରେ ଭାମ୍ପାୟାର ରକ୍ତ  
ଶୋଷି ନେବ! ପରି କଥା ଆଉଚୁମ୍ବନ ର  ମୋହ ଦେଖେଇଅର୍ଥ ଲୁଟି ଗଲିଥିଲା  ଶୀତଳା
ଜୈନ ସାହେବ! ମୋର ଦୁଇ ଲକ୍ଷ ଟଙ୍କା  ଦରକାର! ଦିଅନ୍ତୁ ନା! ପ୍ଲୀଜ଼....’!”
ରାତି ବାରଟା !  ଏଇ ପଟରେ ଅକ୍ଷୟ! ସେ ପଟରେ ଶୀତଲ ! ମଝିରେ ଦ୍ଵାଟ୍ସଆଫ୍! ଶାତଲ୍ ଆଙ୍ଗୁଳି ର ଟାଇଫ୍ କରା  ଶବ୍ଦସବୁ  ସେତେବେଳକୁ ଉତ୍ତେଜନା ର  ସୀମାନ୍ତରେ ନେଇ ଠିଆକରେଇ ସାରିଥାନ୍ତି  ଅଷୟକୂ! ସେ ଟିପିଏ କଲା !-ବ୍ୟସ୍ତ  ଦୂଅନି! ମୁଁ ଏଇକ୍ଷଣି ଚିଅର ଅଫ୍ହେବ! ଗହେଁ!
ମୋତେ ଡୁମର ସେଲଫିଟିଏ ଲୋଡ଼ା !ଶାତଲ୍ କହିଲା !- ଓ8ଏଇକଥା ! ମାତ୍ର ୧ଠମିନିଟ୍ !ତାହା ହିଁ ହେଳା, ଠିକ୍ ଦଶ ମିନିଟ୍ ଭିତରେ ଅକ୍ଷୟ ନିକଟରେ ଆସି ପହଁଚିଗଲା   ଶୀତଲ୍ ର  ଆବଷ ପୋଲଫି! ହାତରେ ମୁଣ୍ଡକୁ ଭରା ଦେଇ  ଖଟ ଉପରେ ସାମାନ୍ୟ ଢଳି ବସିଲେ ଶୀତଳା ଅଣ୍ଟାଠାରୁ ମୁଣ୍ଡ   - ତାର ମାର୍ଚଲ୍ ମସ୍ଵଣ ଦେହରେ ଥିଲା  ଗୋଟି ଏ  ବୋଲି ପରିଧାନ!

ଅକ୍ଷୟ ଶରୀରର ରକ୍ତରେ  ଗରମ ହୋଇ ରଠିଥିଲା  ତାର ନିଃଶ୍ବାସ ପ୍ରଶ୍ବାସ ଦ୍ରୁତ ହୋଇ ରଠିଥିଲା  ହୃତ ପିଣ୍ଡାର ବ୍ଲାଡର ଶବ୍ଦ କରି   ଛାତି ପଞ୍ଜରା   ରେ ପିଟିହେରଥିଲା  ସେ ତାର ଜିଭ କୁ  ଧାରେଧାରେ ବୁଲେଇ ନିକର ଡୁଇଓଠକୂ ଓଦା କରୁ ଥିଲା ଠିକ୍ ସେ ତିକିବେଳେ ସେ ରିସିଭ କଲା  ଶୀତଳ ର  କଲ୍! ଶୀତଳ ତାକୁ  ଚୁମ୍ବନଟିଏ  ଭେଟିଦେଇ ପଗରିଳା- ଏବେ ଖୁସା ତ, ଜୈନ ସାହେବ ? ଆଇ କହିଲେ, କେମିତି ଲାଗିଲି ମୁଁ ?” ସମ୍ଭବତଃ ଅକ୍ଷୟ ଆଉ  କଥା କହିବା ଅବସ୍ଥାରେ  ହି ନଥିଲା  ତେଣୁ ସେ ଶୀତଲ୍ କୁ  ଶବ୍ଦରେ ନୁହେଁ ଉତର  ଦେଇଥିଲା  ଅର୍ଥରେ! ତାଆକାଉଣ୍ଟ ରୁ ଶୀତଳ  ଆକାଉଣ୍ଟକୂ ଧାରେ ଧାରେ ଟ୍ରା ନ୍ସଫର ହୋଇଯାଇଥିଲା  ଦୁରଲଷ ଟଙ୍କା
ବେଳେବେଳେ ସଇତାନର ମୁଣ୍ଡକୁ ମଧ ନୀତି  ନୈତିକତାର କଥ! ଢୁକେ ! ସେ ଭଲମନ୍ଦ  ଦିଗର କରୋ ଅକ୍ଷୟ ତ ସଇଢାନ ନ ଥିଲା !କେବଳ କୂପଥଗେ ପାଦ ରଖି ଥିଲା  ଯାହା ଦିନେ ହଟାତ କାଇଁକି ତାକୁ ଲାଗିଲା ଯେ   ସେ ସେ ଯାହା କରୁଛି  ଠିକ କରୁନାହିଁ  ହୁଏତ ଏମିତି ଭାବିବା  ପଛରେ ତାର କେଳକୂବେଳ ଶୂନ୍ୟ ହୋଇ ଯାଉଥିବା ଆକାଉଣ୍ଟ  ହିଁ ଏକ କାରଣ ଥିଲା  ସେ ଭବିଲା, କାହିଁ ସେ ଶୀତଳ ର ମିଠା ମିଠା କଥାରେ  ଶିକାର ଟିଏ  ବନି ଯାଉନାହିଁ ତ!
ଏତିକି ବେଳେ  ତାର ମନେପଡ଼ିଲା ପ୍ରଥମଥର କରି ସେ ଶୀତରେ ରିଚ୍ୟୁମ୍ଦେଖି ଥିବା  କଥା ସେଥିରେ  ଶୀତଲ ଲେଖି ଥିଲା , ସେ ସବୁକିଛି କରିପା ରିବା ଏବେ  ଅକ୍ଷୟ ନିକତରେ ସବୁକିଛି ସ୍ପଷ୍ଠ  ହୋଇଗଲା! ଶୀତଲ୍ ର  କାମ ପେ କେବଳ ଏକ ଉପାୟରେ ଅର୍ଥ ରୋଜଗାର କରିବ!, ସେକଥା ତାକୁ ଆଉ ଅଛପା ରହିଲା ନାହି! ସେ ଭାବିଲା , ଯେତିକି ହେଳା- ସେତିକି ; ଏବେ  ସେ ଶୀତଲ କବାଲା ରୁ ଖସି ଅସିବା ହେଲେ ସେତେବେଳକୁ ଅନେକ ଡେରି ହୋଇସାରି ଥିଲା
ଶୀତଲ କହିଲା, “ଜୈନ ସାହେବ! ତୁମେ ଯଦି ମୋ ବନ୍ଧୁତ୍ୱରେ ଖୁସି ନୁହେଁ ତୁମେ ମୋ ଠାରୁ ଦୁରେଇ ଯାଇ ପରିବା  ହେଲେ ଏତେଦିନ ଧରି ଆମେ ବନ୍ଧୁ ଥିଲେ  ଆମେ କଣ ଥରୁଟେ ପରଘରକୂ ଭେଟି ପରିବା ନାହିଁ ! ବାସ୍, ଥରୁଟେ କେବଳ !ଅକ୍ଷୟ ଗବିଳା’ “ଥରୁଟେ ଭେଟ ନେଲେ  ଅସୂବିଧା କଣୀ ଅନ୍ତତା ସବୁଦିନ ଲାଗି  ତ ଛୁଟକାରା  ମିଳିଯିବ !ହେଲେ ଅକ୍ଷୟ ଭାବି ନଥିଲା  ଯେ, ଏଇଠି ହି ରହିଲେ ତାର ଭୁଲ୍!

ଶୀତଲ କହିଥିବା  ସ୍ଥାନରେ  ଯାଇ ପହଁଚିଲା  ଅକ୍ଷୟ! ସେତେବେଳକୁ ଶୀତଲ ଆସି ପହଂଚି ସାରି ଥିଲା ଅକ୍ଷୟ କୁ ଦେଖୁ ଦେଖୁ  ଶୀତଲ ଧଇଁ ଆସି ଆଲିଙ୍ଗନ  କରିନେଲା ଓ ତାଗାଲରେ  ଚୂମ୍ୱନଟିଏ  ଆଙ୍କିଦେଲା ! ତାଆଖିରେ ଲୁହ ଥିଲା ! ଅଷୟଭାବିଲା ହୂଏତା ସେ  ସବୁ ଦିନ ପାଇଁ ଦୁରେଇ ଯାଉଛି ବୋଲି ମନା କାଷ୍ଠା କରୁଛି ! ମାତ୍ର ଗର କିଛିକରିଗର ନାହିଁ! ସେ ଆଉ ଅଧ୍ କ ଦିନ ଶୀତଲ୍ ର ଜନତା ରେ ପଡି ପାରିବ  ନାହିଁ!
ସେ ଶୀତଲ୍ କୁ  ଗୁଡ୍ରବାୟକରି ଗଲିଆସିବାକୂ ବାହାରୂଥିଲା  ସେତିକିବେଳେ ଘଟିଗଲା ଏକ ଦୁର୍ଘଟଣା ଜଣେ ଯୁବକ ହାତଟା  ଚାଲିଆସି ଅଷୟର କଲର କୁ  ଧରି ରିଡ଼ିନେଳା ଓ ଦୁଇ ଚାରିଟା ଚଟକଣା ତାଗାଲରେ କଷିଦେଲା ଚିତ୍କାର  କରି କହିଲା- ଏତେଦିନେ ତୁ ଧଗପଡ଼ିଛୁ! ମୋ ସ୍ତ୍ରୀ କୁ  ଫସେଇ ତୁ ମୋ ଘର ଭାଙ୍ଗି ବାକୁ ବସି ଥିଲୁ  ! ମୁଁ ଡୁମ ଦୁହିଁଙ୍କୁ ରେଡି ହେଂଡେଡ଼ ଧରିବାକୁ ଚାହିଁ ଥିଲି

ଶୀତଲ ଅଷୟକୂ ସେହି ଯୁବକର ପରିଚୟ କକେଇ ଦେଇ କହିଲା ଯେ, ସେ ହେଉଛି ତାର ସ୍ଵାମା ଦାପକ୍ ଓରଫ୍ ଅଙ୍କିତ  କପୁରା ଡରି ଯାଇ ଥିଲା  ଅକ୍ଷୟ  ସେ ବ୍ଦୀପକ୍ ର ହାତ ଧରି କହିଲା- ମୋର ଭୁଲ ହୋଇଛି! ମୁଁ ଏବେ ଶୀତଲ  ଦୂରେଇ ଯିବାକୁ ଆସିଛି! ଏହା ଆମର ପ୍ରଥମ ଓଶେଷ ଦେଖା! ମୁଁଶୀତଲ୍ ର  ଦ୍ଦେହକୂ ସ୍ପର୍ଶ ସୂଦ୍ଧା କରିନାହିଁ ! ତେଣୁ ତୁମେ ମୋତେ କ୍ଷମା କରିଦିଅ

ଦାପକ୍ କହିଲା - ସେଥିଲା ଗି ତୋତେ ଦୁଇଲଷ ଟଙ୍କା  ଦେବାକୁ ହେବା ନ ହେଲେ ମୁଁ ପୋଲିସ୍ ରେ  ଏଫ୍ଆଇଆର ଦେବି !ଅକ୍ଷୟ କହିଲା- ମୋ ନିକଟାରେ ଏତେ ଅର୍ଥନାହିଁ ! ମୋଟେ ଦାସ  ହଜାର ଅଛି! ମୁଁସଚୂଟଙ୍କା  ଶୀତଲପାଇଁ ଖର୍ଚ୍ଚ କରିଦେଇଛି

ଦାପକ୍ ଅଷୟଠାରୁ  ଦଶହଜାର ଟଙ୍କା  ଓ ତାଏପଲ୍ ଆଇସେଟ ଟିକୁ  ମଧ ଛଡ଼େଇ ନେଇଗଲା  ! ଅକ୍ଷୟ ଭାବିଲା , ଯାହା ଯାଉଛି ଯାଇ! କଥା  ପୋଲିସ୍ କୂ ନଯାଉ  ପୋଲିସ୍କୂ ଗଲେ ତାର ଇଜ୍ଜତ  ଯିବା ସେ  ଆଉ କାହାରିକୁ ମୁହଁ ଦେଖେଇ ପାରିବନି!

ମାତ୍ର ଘଟଣା କଦାଚିତ୍ ସେଇଠି ସ ରିବାର ନ ଥିଲା  ଉଭୟ ଦି ପକ୍ ଏବଂ ଶୀତଲ ତାକୁ ମିଳିତ ଭାବ ରେ ବ୍ଲାକମେଲ  କରିବା ଆରମ୍ଭ କରିଦେଲେ  ଅଷୟ ନିଦର ସମଯ ପ୍ରପର୍ଟି ବିକ୍ରି କରିଦେଲା! ତଥାପି ସୋମାନଇଂ କବଳରୂ ତାକୁ ମୁକ୍ତି ମିଳିଲା ନାହି! ଦିନେ ଗତିରେ ଶୀତଲ ଅଷୟକୂ ଫୋନ୍ କରି କହିଲ ପେ,ଡାସହିତ ସେ  ସମ୍ପର୍କ ରଖି ଥିବା ରୁ  ଦୀପକ ତାକୁ ଘରୁ ବାହାର  କରିଦେଇଛି! ତାରହିବା ପାଇଁ ସେ ଘଋଡିଏ କିଣିଦେଉ  ସେ ଗୋଟି  ଘର ବୁ ଝିଛି! ସେଥିଲାଗି  ପାଞ୍ଚ ଲକ୍ଷ ଟଙ୍କା  ଦରକାର! ନ ହେଲେ ସେ ତୁରନ୍ତ ପୋଲିସ୍ ନିକଟକୁ ଯିବା

ଅଷୟ ମୁଣ୍ଡରେ  ବକ୍ରପଡ଼ିଳା ଯେମିତି! ସେ ଭବିଲା, ଆଉ ସେମାନଙ୍କ କବଳ ରୁ ତାର ନିସ୍ତାର ନାହି ! ତାନିକଟରେ ଦୁଇଟ! ରାସ୍ତା ! ସେ ଚୁପ ଚାପ  ଆତ୍ମହତ୍ୟା କରିଦେବା ନ ହେଲେ ପୋଲିସ୍ ହାତରେ ଧଗଦ୍ଦେବା 6ସଡିକି6ନଃଳ ସେ ଭାବିଲା , ବାପତ୍ ଏବଂ ଶୀତଲ ତାକୁ ପୋଲିସ୍ ହାତରେ ଦେବ! ପୂର୍ବରୁ ସେ ନିଜେ ଯାଇ ପୋଲିସ୍ ନିକତରେ ଆମ୍ ସମର୍ପଣ କରିବ ନାହି କଣପଇଁ? ହୁଏତ ଦଣ୍ଡ କିଛି କିଛି କମ୍ ହେଇପାରେ!
ସେ ତାହା ହିଁ କଲା  ପୋଳିସ୍ ସବୁ  ଶୁଣିବା ପରେ ପ୍ରଥମେ ଡ଼ୁ ପ୍ରିଣ୍ଟ ପ୍ରସ୍ତୁତ  କଲା  ଶୀତଲ ଏବଂ ଦୀପକ ଓରଫ ଅଜିତ୍କୂ ଗିରଫ କରିବ! ପାଇଁ ! ସେଠି ପାଇଁ  ସେମନେ ସ୍ପେ ସିଆଲ୍ ସର୍ବେଲାନ୍ସ  ଟିମର ସହାୟତା ଲୋଡିଲେ !  ୨୦୧୫, ଜାନୂୟାରୀ ୨୩ ତାରିଖ! ଗିରଫ କରାଗଲା ଦାପକ୍ କୂ ଏବଂ ତାର ସୁନ୍ଦରା ଭାମ୍ପାୟାର ଶାତଲ୍ କୁ  ଜେଲ୍ କୁ ଯିବା ପୂର୍ବରୁ ସେମାନେ ସ୍ୱୀକାର କରିଥିଲେ  ଯେ, କେବଳ ଅଷୟକୂ ନୁହେଁ; ଏହା ପୂର୍ବରୁ ସେମାନେ ୧୧ଜଣଙ୍କୁ  ଶିକାର କରିସାରିଛନି! କେବଳ ଅଷୟକୂ ଶିକାର କରିବା ସେମାନଙ୍କ ପାଇଁ ମହଙ୍ଗା ପଡ଼ିଗଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...