Sunday 9 July 2017

ଅପହରଣ ନାଟକ




                 କଥାରେ ଅଛି ପ୍ରେମ ଅନ୍ଧ! ମଣିଷ ପ୍ରେମରେ ପଡ଼ିଲେ ନିଜାର ହିତାହିତଜ୍ଞାନ ହଜାଇ ଦେଇଥାଏ! ସେ ଚିନ୍ତା କରିପାରେ ନାହିଁ କେଉଁଟା ତାପାଇଁ ଠିକ ଆଉ କେଉଁଟା ଭୁଲ ! ଏମିତି କି ପତ୍ନୀ  ପିଲାଛୁଆ  ପରେ ମଧ୍ୟ ସେମାନଙ୍କଠାରୁ ଛୁଟ୍ କାର ମିଳିବା ପାଇଁ ସେ କିଛିବି କରିବାକୁ ପ୍ରସ୍ତୁତ ହୋଇଯାଏ ! ଯେମିତି ଗୁରୂ ଆଶିଷ କରିଛନ୍ତି  ! ସୁନ୍ଦରୀ ଛାତ୍ରୀ ସୂଷମାର ପ୍ରେମରେ ପଡି଼ ତାକୁ  ବିବାହ କରିବା ପାଇଁ ନିଜର ଅପହରଣ ନାଟକ ନିଜେ ରଚିଛନ୍ତି  କେବଳ ପନ୍! ଓ ପିଲାଙ୍କଠାରୁ ଦୂରେଇ ରହି ନିକ ପ୍ରେମକୁ ଶାକାର କରିବା ପାଇଁ ! ତେବେ ଏଭଳି ପାଗଳ ପ୍ରେମାଙ୍କର ପରିଣତି କଣ ହେଉଛି ଆସନ୍ତୁ ଦେଖ୍ ବା


୩୫ ବର୍ଷାୟ ଆଶିଷ କୁ ମାର ବ୍ରହ୍ମା ସିଂହଙ୍କ ପୁତ୍ର ଅଟନ୍ତି  ! ସେ ମୁହଲ୍ଲା ଦେବାବାସ, ବାଲ୍ଲୀକି ବସ୍ତି, ମୁଜାଫରନଗର ଉତ୍ତରପ୍ରଦେଶରେ ରହୂଥି ଲେ ! ଆଶିଷ ଜନ୍ମ ରୁ ୧୫ ବର୍ଷ ପର୍ଯ୍ୟନ୍ତ ହିନ୍ଦୁ ଥିଲେ  ! କିନ୍ତୁ ପାଠପଢ଼ବା ସମୟରେ ହ ହନ୍ଦୁ ଧମକୁ  ଛାଡ଼ ଇସାଇଧମକୁ  ଗ୍ରହଣ କର ନେଇଥି ଲେ ! ଇସାଇ ଧର୍ମକୁ ନେବାରେ ଆଶିଷ କୁ ମାର ନାମରେ ଆଉ ଏକ ନାମ ଯୋଡି଼ ହୋଇଯାଇଥଲା ପିଟର ! ଏହାପରେ ସେ ଆଶିଷ କୁମାର ପିଟର ନାମରେ ପରିଚିତ ହେଲେ
ପାଠପଢ଼ାରେ ଆଶିଷ ଯେପରି ଆଗୁଆ ଥିଲେ  ଠିକ୍ ସେହିପରି ପଢ଼ାଇବାରେ ମଧ୍ୟ  ଆଗୁଆ ! ଡବଲ୍ ଏମଏ କରିବା ପରେ ସେ ବିଏଡ କରିଥଲେ ! ପାଠପଢ଼ା ଶେଷ ପରେ ଆଶିଷ ନିଜ ଅଞ୍ଚଳରେ କେତେକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରିବାରେ ଲାଗିଲେ ! ଇଂରାଜୀ ଆଶିଷଙ୍କର ଖୁବ୍ ପ୍ରିୟ ବିଷୟ ଥଲା ! ତେଣୁ ଏହି ବିଷୟ ସେ ପିଲାଙ୍କୁ  ପଢ଼ାଉଥିଲେ  ଅଧ୍ୟୟନ-ଅଧ୍ୟାପନାରେ ୧ ଠ ବର୍ଷ ବିତିଯିବା ପରେ ଆଷିଶକ ବିବାହ ରିଚୁ ସହିତ ହୋଇଯାଇଥଲା ! ସେତେବେଳେ ଋତୁ ୨ ଠବର୍ଷର ଥିଲେ ! ରତ୍ରବିୟୁଟିସିଆନ୍ କୋର୍ସ କରି ଥ୍ ବାରୂ ଏକ ବିୟୁଟିପାଇରରେ କାମ କରି ଭଲ ବିପଇସା ରୋଜଗାର କରିନେଉଥଲେ ବିବାହର ଏକବର୍ଷ ପରେ ରତୂଙ୍କ ଝିଅ ରକୋନା ଜନ୍ମ ହୋଇଥଲା! ଏହାର ୩ବର୍ଷ ପରେ ପ୍ରତ୍ର ଳେମ୍ବର ଜନ୍ମ ନେଲା ! ଦୁଇଟି ପିଲାଙ୍କ ଯନ୍ ନେବାକୁ ଘରେ କେହି ନଥ୍ ବାରୂ ଋତୁ ବାଧ୍ଯ ହୋଇ ବି ୟୁଟିସିଆନ୍ ଚାକିରି ଛାଡ଼ି ଥଲା ପତି-ପନ୍ଧୀ ଦୁହେଁ କମାଉଥଲେ ଅଭାବ କିଛି କଣାପଡୁନଥିଲା ! କିନ୍ତୁ ରଚୂ ଘରେ ବସିପଡି଼ବାରୂ ଚଳିବାରେ ଅସୁବିଧା ହେଲା ! ଦିନକୁ ଦିନ ଘରର ଖର୍ଚ୍ଚ ବଢ଼ିବାକୁ ଲାଗିଲା ! ଆଶିଷ ଚିନ୍ତାରେ ପଚିଗଲେ ! ସେ ଇଂରାଜୀ ଶିକ୍ଷକ ଥିଲେ  ଭଲ ପଢ଼ାଉଥିଲେ  ମଧ୍ୟ  ନିକ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁ ନଥିଲା ! ତେଣୁଘର ଚଳାଇବା ଆଶିଷଙ୍କ ପାଇଁ ମୁସ୍କିଲ ହୋଇଗଲା ! ତେଣୁ ସେ ମୁଜାଫରନଗର ଛାଡ଼ି ଦିଲ୍ଲୀରେ ନିକର ଭାଗ୍ୟକୁ ନିର୍ଣ୍ଣୟ କରିବା ପାଇଁ ଚାଲି ଆସି ଥଲେ ! ଆଶିଷଙ୍କର ବିଶ୍ଵାସଥିଲା ଯେ, ଦିଲ୍ଲୀରେ ତାଙ୍କର ଦକ୍ଷତାକୁ ଚାହିଁଅର୍ଥ ଉପର୍ଜନ କରିପାରିବେ ! ସେ ନରେଲା ଥାନା କ୍ଷେତ୍ରର ସ୍ଵତନ୍ତ୍ରନଗରରେ ଗୋଟିଏ ଘର ଭଡ଼ାରେ ନେଇ ସେଠାରେ ଟିୟୁସ୍ନ କରିବା ଆରମ୍ଭ କରିଦେଲେ

ଆଶିଷଙ୍କ ଅଧ୍ୟାପନାର ତରିକ! ଖୁବ୍ ପ୍ରଭାବଶାଳୀ ଥଲା ! ତେଣୁ ଅତିକମ୍ ଦିନରେ ତାଙ୍କର ନାମ ସେ ଅଞ୍ଚଳରେ ଡାକ ହୋଇଗଲା ! ପ୍ରାୟ ୩୦ ଜଣ ଛାତ୍ର ତାଙ୍କ ପାଖରେ ପଢ଼ିବାକୁ ଲାଗିଲେ ! ଏତେ ଶୀଘ୍ର ପିଲାଙ୍କ ସଂଖ୍ୟ! ବଢ଼ିଯିବାରୂ ଆଶିଷ ଗୋଟିଏ ପରେ ଗୋଟିଏ ବ୍ୟାଚ   ଟିୟୁସ୍ ନ କରିବା ଆରମ୍ଭ କରିଦେଲେ ! ଦିଲ୍ଲୀରେ ତାଙ୍କ ପରିବାରଙ୍କ ଖର୍ଚ୍ଚ ମଧ୍ୟ  ଠିକଠାକ ଚାଲିଲା ! ଆଶିଷ ଯେତେବେଳେ ବେଖ୍ଲେ ତାଙ୍କର ଟିଯୁସନ୍ ରେ  ପିଲାଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗୁଛି ତେଣୁ ସେ ସ୍ଵତନ୍ତ୍ରନଗର ମେନ୍ ରୋବ୍ ଗଳି ନମ୍ବର-୧ ୫ରେ ଆଉ ଗୋଟିଏ ବଡ଼ ଘର ଭଡାରେ ନେଇ କୋବିଂ ସେଣ୍ଟର ଖୋଲି ପାଠପଢ଼ାରବାକୁ  ଆରମ୍ଭ କରିଦେଲେ ଏହା ତାଙ୍କ ଘରଠାରୂଖୁବ୍ ନିକଟରେ ଥୁଲା ! ତେଣୁ ଘରକୁ ଯିବା ଆସିବାରେ ଆଉ କୌଣସି ଅସୁବିଧା ହେଲା ନାହିଁ
ଆଶିଷଙ୍କ କେ!ରି°ରେ ଦଶମଠାଗୂ ଯୁକ୍ତ ଟୁଇ ଶ୍ରେଣୀର ଛାତ୍ରଛାତ୍ରୀମାନେ ଇଂରାଜୀ କେବଳ ପଡୁଥିଲେ  ! କୋବିଂରେ ପ୍ରଥମ ଚ୍ୟାଟ୍ ୭ଟାରୂ ଆରମ୍ଭ ହେଉଥିଲା ଦିନ ଦୁଇଟ! ପର୍ଯ୍ଯନ୍ତ ପୁଣି ୪ଟାରୂ ରାତି ୮ଟା ପର୍ଯ୍ଯନ୍ତ ପାଠପଢ଼ା ଚାଲୁଥିଲା ! ଦ୍ଵିପହରେ ମାତ୍ର ୨ଘଣ୍ଟା ପାଇଁ କୋଚି  ବନ୍ଦ ହେଇଥଲା ! ଏହି ସମୟରେ ଆଶିଷ ଲଞ୍ଚ କରିବା ପାଇଁ ଘରକୁ  ଆସି ଖାଇବା, ପିରବା ସହ ଚିଶ୍ରମ ନେଉଥିଲେ  ! ପୁଣି ୪ଟାରେ ଜୋଟିଂ ସେଣ୍ଟର ଯାଇ ପିଲାଙ୍ଗୁ ପାଠପଢ଼ାଉଥିଲେ ! ଆଶିଷଙ୍କ ପାଠପଢ଼ା ଶୈଳୀ ଖୁବ୍ ସୁନ୍ଦର ଥଲା ଯେତେବେଳେ ଯାଏ ଛାତ୍ରମାନେ ବୁଝିପାରୁ ନଥିଲେ  ସେତେବେଳ ପର୍ଯ୍ଯନ୍ତ ବାରମ୍ବାର ପିଲାଳୁ ଗ୍ରାମାର ଓ ବିଷୟବସ୍ତୁ ପ୍ରଶ୍ନଉତ୍ତର ସବୁକିଛି ସେ ଠିକ  ଭାବେ ଚୂଝାଉଥିଲେ  ! ଯେମିତି କି କୌଣସି ଛାତ୍ର ତାଙ୍କର ଇଂରାଜୀରେ କମ୍ ନମ୍ବର ନରଖୁ ! ସେଥ୍ ପାଇଁ ସେ ଖୁବ୍ ପରିଶ୍ରମ କରୂଥିଲେ  ! ସନ୍ଧ୍ୟା ରେ ପ୍ରତିଦିନ ପତ୍ରୀ ଋତୁ ଚାଳଳଗ୍ରଆ ନେଇ ଦେଇଆସୁଥିଲା ! ସବୁକିଛି ଠିକ୍ ଠାକ୍ ଚାଲୁଥିଲା ହଠାତ୍ ଆଶିଷଙ୍କ ମନ ଭଟ୍ କିଗଲା ! ଯେବେଠାରୂ ସୁଷମା ନାମ୍ନ! ଜଣେ ଛାତ୍ରୀ ତାଙ୍କ କୋବିଂ ସେଣ୍ଟରକୁ ଆସିଥିଲା ! ସୁଷମା ଦେଗ୍ରବାକୃ ଖୁବ୍ ସୁନ୍ଦରୀ ଥିଲା ଚାହାଣୀ,ଠାଣି  ଓ କଥାରେ ସେ ପୁରୂଷମନକୃ କିଣିନେବାର ଖୁବ୍ ଧୁରନ୍ଦର ଥଲା ତେଣୁ ଆଶିଷ ସୁଷମା ଉପରେ ଫିଦା ହୋଇଗଲେ ! ସୁଷମା ପ୍ରେମରେ ପଡ଼ିଯିବାରୂ କୋଟିଂରେ ପାଠପଢ଼ାଇବରେ ଢିଲା କରିଦେଲେ ! ପ୍ରାୟ ସମୟ ଜୋଚି" ସେଣ୍ଟର ବନ୍ଦ କରି ସୁଷମା ସହିତ ଚୂଲାଚୂଲି କରିବ! ଆରମ୍ଭ କରିଦେଲେ ! ସୁଷମ! ଯେ, କେବଳ ଜଣେ ସୁନ୍ଦରୀ ଥଲା ତାହାନୂହେଁସେ ଜଣେ ଖୁବ ବଡ଼ ବ୍ଯସୋୟୀଙ୍କ ଝିଅ ଥଲା ! ପାଠପଢ଼ାରେ ଢିଲା ହେବାରୁଧୀରେ ଧୀରେ ଟିୟୁସନ୍ ରୂ ପିଲା ସଂଖ୍ୟ! କମିବାରେ ଲାଗିଲେ ! ଏହାଫଳରେ ଆଶିଷ ଘରଖର୍ଚ୍ଚ ମଧ୍ୟ  ଠିଲ୍ ଭାବରେ ଚୂଲାଇପାରିଲେ ନାହିଁ ! ଏ ଥ୍ ପାଇଁ ଋତୁ ଯେତେ ପଚାରିଲେ ମଧ୍ୟ  ଆଶିଷ ସଠିକ୍ ଉତ୍ତର କିଛି ନବେଇ ସବୁବେଳେ କହିଆସୁଥିଲେ  ! ଧାରେ ଧାରେ ସବୁଠିକ ହୋଇଯିବ ! କିଚୂ ଦିନକୁ ବିନ ପରିସ୍ଥିତି କିଛି ବଦଲି  ନଥିଲା ! ଏଣେ ଆଷିଶ ଲୋକଙ୍କଠାରୂସୁଧରେ ଟଙ୍କା ନେଇ ସୁଷମା ପାଇଁ ଉଡାଓ ଥଲେ ! ସୁଷମା ମଧ୍ୟ  ଆଶିଷକୁ  ଭଲ ପାରଥିଲା ! ଦିନେ ସୁଷମା ସଚୂପିଲ! ଚାଲିଗଲା ପରେ କିଛି ଏକ୍ସଟ୍ରା ଟାକ୍ସ  ବାହାନା କରି ରହିଯାଇଥିଲା ! ! ସେଦିନ ସୁଷମା କହିଲା ସାର ଆପଣଙ୍କ ପାଖକୁ କାସ୍ ମୁଁ ଆଗରୁ ଆସିଥାନ୍ତି  ! ଆଶିଷ ଏଥର ସୁଷମାର କଥା ବୁଝି ନେଇ କହିଥିଲେ  ଯେ, ଏବେ କଣ ହୋଇଛି ! ଟୁମକୁ  ପାଇବ! ପାଇଁ ମୁଁମୋର ପନ୍! ଓ ପିଲାଛୁଆଳୁମଧ୍ୟ  ଛାଡ଼ିବେବି ! ତୁମେ ମୋତେ ଭଲ ପାଉଛ ତ ତେବେ ସେମାନେ କଣ କରିବେ ? ସୁଷମା ହସି ଦେଇଥିଲା ! ସୁଷମାର ହସ ଦେଖ୍ ଆଶିଷ ତାଳୁ ନିକ ବାହୁ ବନ୍ଧନ ରେ ଛନ୍ଦି ଦେଇ ନିଜ ଆଡକୁ ଟାଣିନେଇଥିଲେ  ! ସୁଷମା ମଧ୍ୟ  ଯୌବନରେ ଉଚୂଟୁଚୂ ହେଇଥଲା ! ସେ କିଛି ବି ବାରଣ କରିନଥିଲା ! ଦୁହେଁ ଏଥର ପ୍ରେମର ପାଠପଢ଼ିବାକୁ ଆରମ୍ଭ କରିଦ୍ଦେଉଥଲେ ! ! ଏମିତିକି ଆଶିଷ ସୂଷମାକୁ  ବିବାହ କରିବାକୁ କହିଥଲା ! ସୁଷମା ମଧ୍ୟ  କହିଥିଲା ସାର ଆପଣ ତ ଇସାଇ ଆମର ହିନ୍ଦୁ ତେବେ ଏ ବାହାଘର ସମ୍ଭବ ହେବ କେମିତି ? ଆଶିଷ କହିଥିଲେ  ମୁଁ କନ୍ମରୂ ହିନ୍ଦୁଥିଲି  ! ହେଲେ ପରେ ଇସାଇଧର୍ମ ଗ୍ରହଣ କରିଥିଲି  ! ତେବେ ଚୂମକ୍ସବିବାହ କରିବା ପାଇଁ ମୁଁ ପୁଣି ଥରେ ଇସାଇଧର୍ମକୁ  ତ୍ୟାଗ କରି ନିଜକୁ ସୁବିକରଣ କରି ହିନ୍ଦୁ ହୋଇଯିବି ! ଏଥର ସୁଷମା ଖୁସି ହୋଇଯାଇଥଲା ! ଆର ଚୂହେଁ ବିବାହ କରିବାକୁ ମଧ୍ୟ  ସ୍ଥିର କରିଦେଇଥଲେ

ଆଶିଷ ସୂଷମାର ପ୍ରେମ ଜାଲରେ ଏମିତି ବାନ୍ଧି  ହୋଇଯାଇଥିଲେ  ଯେ, ନିକର ପନ୍ତୀ ଓ ପିଲାଙ୍କଠାରୂ କିପରି ଛୁଟ୍ କାର! ପାଇବେ ସେଇ ଚିନ୍ତାରେ ରହୁଥଲେ ଏମିତି ସମୟରେ ଦିନେ ରାତିରେ ଆଶିଷ ଏକ ଚଳଚ୍ଚିତ୍ରରେ ଦେଖୀ ଲେନାୟକ କଣକ ନିକ ପରିବାରଠାରୁ ଛୁଟ୍ କାର! ପାଇବା ପାଇଁ ନିକେ°ନିକର ଅପହରଣ ହୋଇଯାଇଥବା ନାଟକ ରଚି ଥିଲେ ! ବାସ୍ ଏହି ଚଳଚ୍ଚିତ୍ର ହିଁ ଆଶିଷଙ୍ଗୁ ମୌକ!ଦେଇଦେଲା ! ସେ ଚି ଠିକ୍ ସେୟାକଲେ ନିଜର ଅପହରଣ ହୋଇଯିବା ନାଟକ ରରିଲେ

ସେଦିନ ଥଲା ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ସକାଳେ ପିଲାମାନେ  କୋବିଂ ସେଣ୍ଟର ଆସି ଆଶିଷଳୁ ପୁଜା କରି ଚାଲିଯାରଥିଲେ  ସନ୍ଧ୍ୟା ଯାରେ ତାଙ୍କର ପନ୍! ଚାନେଇ ଆସିଦେଖୁ ଥିଲେ  ଘର ଚାରିଆଡ଼େ ଏଣେ ତେଣେ ହୋଇପଡ଼ିଛି ! ହେଲେ ଭିତରକୁ ପଶିଯିବା ପରେ ଦେଖ୍ ଲେ  ମେଞ୍ଚାଏ ତାଜା ରକ୍ତରେ କାନ୍ଧରେ ଲେଖାଅଛି ସାର ଇସାଇଳୁ ମାରନ୍ତୁକିଚୂ କୋବିଂରେ ସ୍ୱାମୀ ଆଶିଷଙ୍କୁ ନବେଖ୍ ରକ୍ତର ଛିଟା ଦେଖ ଋତୁ  ଚିକ୍ରାର କରିବାକୁ ଲାଗିଥିଲା ! ଏହାପରେ ଋତୁ ର ଚିକ୍ରାର ଶୁଣି ପଡୋଶୀମାନେ ରୁଣ୍ଡ ହୋରଯାଇଥଲେ ! ଆଉ ଆଶିଷଙ୍କ ଫୋନକୁ କଲ୍ କରିବା ପାଇଁ ଋତୁ ଙ୍କୁ କହିଥିଲେ  ! ଋତୁ ଫୋନ କରିବାରୁ ମୋବାଇଲଟି ସୁଇଚ  ଅପ ଥବା କଣାପଡ଼ିଥିଲା

ଏହାପରେ ରତୂ ୧ ୦୦ ନମ୍ବରକୁ  ଡାଏଲ କରି ପିସିଆରଙ୍ଗୁ ସୂଚନା ଦେରଥିଲା ! ରଡ଼ୁର ବୟାନକୁ  ଆଧାର କରି ଧାର! ୩୬୫ଭାରଚୀୟ ଦଣ୍ଡବିଧାନରେ ଏକ ମକବ୍ଦମା ନମ୍ବର ୪୮୧/୧୨  ରୁଜୁ କରାଗଲା ଘଟଣାର ଅନୁସନ୍ଧାନ କରିବା ପାଇଁ ଫୋରେନସିକ ଟିମ୍ ମଧ୍ୟ  ଡକାଯାଇଥଲା ଫୋରେନସିକ୍ ଟିମ୍ ଏସିପି ହରପାଲ୍ ସିଂହ ଏଥର ଦତନ୍ତ ଜାରି କରିବା ଆରମ୍ଭ କରିଦ୍ଦେରଥଲେ ! କାନ୍ଥରେ ଲାଗିଥିବା  ତାଜା ରକ୍ତର କିଛି ଅନୁମାନ କରାଯାଇପାରୂନଥଲା ! ତେବେ ଆଶିଷଙ୍କର ଶତ୍ର କିଏ କଣ ପାଇଁ ତାଳୁ ହତ୍ୟା କରାଯାଇଛି ବା ଅପହରଣ କରାଯାଇଛି ତାହାର କିଛି ସୁରାକ ମିଳିପାରି ନଥଲା ! ତେବେ ଆଶିଷ କୁଆଡ଼େ ଗଲେ ! ପୋଲିସ୍ ପାଇଁ ଯେତିକି ଚିନ୍ତାର କାରଣ ବନିଥିଲା ବେଶି ଚିନ୍ତା ଥଲା ରତୂର ! କାରଣ ତାର ସ୍ଵାମୀ ଗଲେ କୁ ଆଡେ ! ଏପରିସ୍ତିତିରେ ପୋଲିସ୍ ଜାଣିବାକୁ ପାଇଲେ ଆଶିଷ ଖୁବ୍ କରଜରେ ଚୁଡ଼ି ରହିଥିଲେ  ! କାରଣ ଯାହାଠାରୂ କମ୍ ଟଙ୍କା ସୁଧରେ ଆଣୁଥଲେ ସୁଝି ବେରଥଲେ ହେଲେ ଅଧ୍ କ ଟଙ୍କା ମୂଳତ ଅଲଗା ସୁଧ ବି ଦେଉନଥଲେ ! ହଏତ ଟଙ୍କ! ନଦ୍ଦେଉଥବାର କେହି ତାଙ୍କ ହତ୍ୟା କରିଥବ ନଚେତ ଆଶିଷଙ୍କ ପାଖକୁ ଯୁବତୀ ଝିଅମାନେ ଟିୟୁସନ୍ ବେହାକୁ  ଆସୁଥିଲେ  ! କାହାରି ପ୍ରେମ ଫାସଗେ ଯଦି ପଡିଯାଇଥିବେ  ! ଏହି ଖବର ପରିବାର ଜାଣିବ! ପରେ ଆଶିଷଙ୍କୁ ହତ୍ୟା କରି ଅପହଣ କରିନେଇଥବା ପୋଲିସ ଚିନ୍ତା କଲା ! ଏଥ୍ପାଇଁ କେତେକ ଟିୟୁସ୍ ନ ପିଲାଙ୍ଗୁ ପଚାରିବା ରୂ ପୋଲିସ ଜାଣିବାକୁ ପାଇଲା ଯେ, ସୁଷମା ନାମକ ଜଣେ ଝିଅକୁ ଆଶିଷ ଖୁବ୍ ଭଲ ପାରଥଲେ ! ଟିୟୁସ୍ ନ କମ୍ ସମୟ କରି ତ!ସହିତ ଅଧ୍ କ ସମୟ ବିତାଉଥଲେ ! ଏ ଥ୍ ପାଇଁ ଟିୟୁସନ ପିଲାମାନେ ଧୀରେ ଧୀରେ କମି ଯାଉଥିଲେ  ! ହୂଏତ ସୂଷମାକୁ  ଆଶିଷ ବିବାହ କରିବା ନିମନ୍ତେ ଅପହରଣ ନାଟକ ରଚିଥାଇ ପରି ଥାନ୍ତି ପୋଲିସ ସନ୍ଦେହ କଲା ! କିନ୍ତୁ ପରେ ଜାଣିବାକୁ ପୋଲିସ ପାଇଲା ଯେ, ସୁଷମା ନିଜ ଘରେ ଅଛି କେଉଁଆଡେ ଯାଇନାହିଁ ! ଏବେ ପୋଲିସ୍ ପାଇଁ ଚିନ୍ତାର ବିଷୟ ହୋଇଗଲା ! ସୁଷମା ଘରକୁ  ଯାଇ ପଚରାଉଚରା କରିବାକୁ ପୋଲିସ୍ ଚିନ୍ତା କରିଥ୍ ବା ବେଳେ ପୋଲିସ୍ କୂଆଉ ଏକ ସୂଚନା ମିଳିଲା ଯେ, ପୋଲିସ୍ କିଛିଦିନ ହେବ ଏକ ମୋବାଇଲ୍ ସେଲ୍ ଫୋନ୍ ଦୋକାନରୁ ଆଶିଷ ସିମ୍ କିଣୁ ଥ୍ ବାର କେତେକ ଲୋକ
ବେଖ୍ ଥ୍ ଲେ ! ଏହାପରେ ସେହି ମୋବାଇଲ୍ ଦୋକାନକୁ ପୋଲିସ ଯାର ପଚରାଉଚରା କରିବାରୁ ଆଶିଷ ବ୍ଯବହାର କରୂଥ୍ ବା ମୋବାଇଲ୍ ନମ୍ବର ମିଳିଗଲା ! ଏଥର ପୋଲିସ୍ ଆଶିଷର ନୂଆନମ୍ବର ପାର ରିମାଣ୍ଡରରେ ନେଇଗଲା ! ମୋବାଇଲରୁ ଜଣାପଡ଼ିଲା ଯେ, ନୂଆ ସିମ୍ ନମ୍ବରଟି ଏବେ ବି ଚାଲିଛି ଏଥିରେ ଆଶିଷ କେବଳ ସୁଷମା ସହିତ କଥ! ହେଉଛଛି ହେଲେ ପୁରୂଣ! ନମ୍ବରଟି ସମ୍ପୁର୍ଣ୍ଣ ବନ୍ଦ ଅଛି

ସେପ୍ଟେମ୍ବର ୯ ରେ ପୋଲିସ୍ ଆଶିଷକୁ  ଗିରଫ କରି ରୋହିଣୀ କୋର୍ଟକୁ  ଚାଲଣ କଲା ! ଧାରା ୧ ୬୪ ସିଆରପିସିର ଏକ ମାମଲା ରୂଜୁକରି ତଦନ୍ତ ଚାଲୁରଖ୍ ଲା ! ଆଷିଶର ବୟାନରେ ନିକର ଶିଷ୍ୟ! ସୁଷମାକୁ  କିପରି ଭଲ ପାରଥଲା ଓ ଏଥପାଇଁ ସେ କିପରି ନିକ ପନ୍! ଓ ପିଲାଙ୍ଗୁଛାଡି଼ବ ସେ ଥ୍ ପାଇଁ ନିଜର ଅପହରଣ ନାଟକ ରଚିଥଲା ! ଏହି ଘଟଣାକୁ ପୋଲିସ ଆଗରେ ବୟାନ ଦେଇ ଥିଲା ! ଆଶିଷକୁ  କଣାଥଲା ଯେ, ପ୍ରଥମେ ଋତୂକିଛି ଦିନ ଖୋଯା ଖୋଜି  କରିବ ! ପରେ ମୋର ଅପହରଣ ଓ ହତ୍ୟା ହୋଇଯାଇଛି ଭାବି ଚୁପ ହୋଇ ବସି ରହିବ ! ହେଲେ ଋତୂ କିନ୍ତୁ ଛାଡ଼ିବାର ଝିଅ ନଅଲା ସେ ସହଜରେ ଆଶିଷକୁ  ଛାଡିବ ନାହିଁ ବୋଲି ସିଧାସିଧା କହିବେଇ ଥଲା ଋତୂ ଯେତେବେଳେ ଜାଣିବାକୁ ପାଇଲା ଯେ, ତାର ସ୍ୱାମୀ ତାଳୁ ଧୋକା ଦେଇଛି ଅନ୍ୟ ଜଣେ ଝିଅକୁ ଭଲ ଯାଇ ବିବାହ କରିବା ପାଇଁ ଏପରି ଅପହରଣ ନାଟକ ରହିଛଜି ସେତେବେଳେ ସେ ଖୁବ୍ ଦୁଃଖରେ ଭାଗିପଡ଼ିଥିଲା ! ! କିନ୍ତୁ ସେ କହିଅଲେ ଯେ, ଆଶିଷ ମୋର ଥିଲେ ମୋର ରହିବେ! ଆଉ ସେ! ପିଲାଙ୍କ ପାଇଁ ମଧ୍ୟ  ଆଶିଷ ଖୁବ୍ ଦରକାରୀ ! ମେ! ଅଜାଣତରେ ଯାହା ଘଟିଗଲା ଆଉ ଏମିତି ହେବାକୁ ମୁଁଦେବି ନାହିଁ ! ଏବେ ମେ! ପତିଙ୍କ ଉପରେ ସୁଷମାର ପରଛାଇ ମଧ୍ୟ  ପକାଇବାକୁ ଦେବି ନାହିଁ

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...