Wednesday 2 August 2017

ପ୍ରେମରେ କଣ୍ଟା


 9 ୦୧୭ ମସିହା, ମେ ୧୦ ତାରିଖ!ସମୟ ପ୍ରାୟ ସକାଳ ଆଠଗ ପାଖାପାଖି ହେବ! କାନପୁର କାକାବେବ୍ ର ଥାନା ଅଧିକାରୀମନୋଜ କୁମାର ସିଂଙ୍କ ଫୋନ୍ ବାଁଜ଼ୀ ଉଠିଲା! ଫୋନ୍ କଲ୍ଟି ଜୋହରାନ ଭତ୍ତା ରୁ  ଆସିଥିଲା! ଜିତି ରୋଡ଼୍ ସ୍ଥିତ ରାମରତି ହୋଟେଲରେ କଣେ ପୁବକକୁହତ୍ୟା କରାଯାଇଛି ବୋଲି ଫେ!ନ୍ କରି ଥିବା ବ୍ଯକ୍ତି କଣକ ପୁଲିସକୁ  ସୂଚନା ଦେଇଥିଲା ! ଏତିକି କହି ସାରିଲା ପରେ କଲ୍ କଟି ଯାଇଥିଲା ! ସୂଚନା ପାଇବା ପରେମନୋକ କୁମାର ସିଂ ପୁଲିସ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ! ପୁଲିସ ପହଞ୍ଚିବା ପୂର୍ବରୁ ସେଠାର ପୂର୍ବର ଲୋକକ ଭିଡ କମି ପାଇଥିଲା! ଭିଡକୁ ହଟାଇ ଶବ ନିକଟରେ ପହଞ୍ଚିଥିଲେ ମଜୋକ କୁମାର ସିଂ! ଶବ ପାଖରେ ବସି ଜଣେ ମହିଳା ଚିତ୍କାର  କରି କାନ୍ଦୁ ଥିଲା! ପୁଲିସ ଆଉ ଡେରି ନକରି ହତ୍ୟା ସଂପର୍କରେ ଜାଣିବା ପାଇଁ ସେହି ମହିଳାକୁ  ପଚରାରଚର! ଆରମ୍ଭ କରିଥିଲା!ସେହି ମହିଳାର ନାମ ଥିଲା ରାମରତି! ମୃତକର ନାମ ଛୋଟୁ   ଏବଂ ସଂପର୍କରେ ସେ ରାମରତିର ଧରମ ଭାଇ! ପୁଲିସଟିମ୍ ଘଟଣାସ୍କୃଳର ଭଲକରି ତନାଘନା କରିଥିଲେ! ଛୋଟୁ  ମୁଣ୍ଡକ ଭାରି ଜିନିଷରେ କେହି ଜଣେ ଶକ୍ତ ଭାବେ ପ୍ର ହାର କରିଥିଲା ! ମୁଣ୍ଡର ପ୍ର ବଳ ରକ୍ତସ୍ରାବ ହେବାରୁ ମୃତ୍ୟୁ ହୋଇଥିଲା ବୋଲି ଜଣାପଡ଼ିଥିଲା! କିନ୍ତୁ ଘଟଣାସ୍ଥଳରୁ  ସେମିତି କୌଣସି ପୁମାଣ ପୁଲିସ ହାତରେ ଲାଗିନଥିଲା! ହତ୍ୟା ବିଷୟରେ ଜାଣିବା ପାଇଁ ରାମରବି ଏବଂ ସ୍ଥାନୀୟ ଲୋକଙ୍କୁ  ପଚରାଉଚର! କରିଥିଲା ପୃଲିସଟିମ୍! ଜାଣିବାକୁ ମିଳିଲା ଯେ ସେଦିନ ରାତିରେ ହୋଟେଲରେ ଛୋଟୁ   ବ୍ଯତୀତ ତା’ର ଆଉ ଦୁଇଜଣ ସାଙ୍ଗ ମଧ୍ୟ  ଶୋଇଥିଲେ! ସଙ୍ଗେ ସଙ୍ଗେ ଛୋଟୁ  ଦୁଇଜଣ ସାଙ୍ଗକୁ ଙ୍କୁ  ପୁଲିସ ଥାନାକୁ  ନେଇ ଆସିଥିଲା! ସେ ଦୁ ଇକଣକ ନାମ ଥିଲାବୁ ଧରାମଏବଂ ସଲାଉଢିନ୍! ପୁଲିସ ସେମାନଙ୍କୁ ଛୋଟୁର  ର ହତ୍ୟାବିଷୟରେ ପଚାରି ଥିଲ୍ୟା କିନ୍ତୁ ସେ ଦୁଇ ଇଚ୍ଚଣ ହତ୍ୟା କରିନାହାନ୍ତି  ବୋଲି ମନା କରିଥିଲେ ! ସେମାନକ କହିବା କଥାଥିଲା ରାତିରେ ସେମାନେ ହୋଟେଲରେ ଶୋଇଥିଲେ
ସତ କିନ୍ତୁ ଛୋଟୁ  ର ହତ୍ୟା କିପରି ହେଲା ସେମାନେ ଜାଣି ନାହାରି! ପୁଲିସ ବାରମ୍ବାର ପଚାରିବା ସତ୍ୱେ  ମନାକରିଥିଲେ! ସେମାନକ ବିରୋଧରେ କୌଣସି ପୁମାଣମଧ୍ୟ  ନଥିଲା! ତେଣ ସେ ଦ୍ଇକଣଙ୍କୁ   ପୁଲିସ ଛାଡି ଦେଇଥିଲା! କିନ୍ତୁ ପୁଲିସ ଅପରାଧୀକୁ  ଧରିବା ପାଇଁ ଚେଷ୍ଟା ଚ୍ଚାରି ରଖିଥିଲା ଘଟଣାର ଠିକଦୁଇ  ଦିନ ପରେପୁଲିସ ହାତରେ ଲାଗିଥିଲା ବଡ଼ ପୁମାଣ! ଲୋହରାନଭଚ୍ଚାରେ ରହୁଥିବା ସଞ୍ଜୟ ରାମରବିର ଝିଅ ସୂନୟନାକୁ ଭଲ ପାଉଥିଲା ! ଦୁଇ ଇକଣକ’ ପ୍ରେମରେ କଣ୍ଟା ହୋଇ ଛିଡାହୋଇଥିଲା ହୋଟ୍! ପୁଲିସ ସୂନୟନାକୁ  ମଧ୍ୟ  ଏବିଷୟରେ ପଚାରିଥିଲା ଏବଂ ଦୁହେଁ  ପରସରକୁ ଭଲ ପାଉଥିଲେ ବୋଲି ସେ ସ୍ୱୀକାର କରିଥିଲା! ପୁଲିସ ଏସବ୍ ଶୃଣିବାପରେ ନିଶ୍ଚୟ ହେଇଗଲା ଯେ ଛୋଟୁ  ହତ୍ୟା ପଛରେ ସଞ୍ଜୟର ହିଁ ହାତ ଅଛି! ସଞ୍ଜୟକୁ  ଗିରଫ କରିବା ପାଇଁ ତା’ ଘରକ୍ଳ ଯାଇଥିଲେ ପୁଲିସଟିମ୍! କିନ୍ତୁ ପୁଲିସ ପହଞ୍ଚିବା ଆଗରୁ ସଞ୍ଜୟ ଫେରାର ହୋଇ ସାରିଥିଲା! ପୁଲିସଟିମ୍ ର ଖୋଜ ଖୋଜି ପରେ ପରେ ଗୋଲ ଚୌରାହୀ  ଅଞ୍ଚଳରୁ ସଞ୍ଜୟକୁ  ଗିରଫ କରି ଥାନାକୁ ନେଇ ଆସିଥିଲୀ ପୁଲିସର ଲାଠି ମାଡରେ ସଞ୍ଜୟ ସବୁ   ସତ କଥା ମାନି ଯାଇଥିଲା!
 ରାମରତିର କିଟିରୋତ୍ରେ ଗୋଟେ ଛୋଟ ହୋଟେଲ ଥିଲା! ହୋଟେଲକୁ  ସେ ନିଜେ ଚଲାତ୍ତଥିଲା! ତା’ରି ହୋଟେଲରେ କାମ କରୁଥିଲା ଛୋତୁ  ! ରାମରତି ତା’କୁ  ଧରମ ଭାଲ କରିଥିଲା!ଏମିତିକି ରାମରତି କୌଣସି କାମ ତା’କୁ ନ  ପଚାରିକି କରୁନଥିଲା! ସୁନୟନା ମଧ୍ୟ  ଛୋତୁ  କୁ  ମାମୁଁ ବୋଲି ଡାକୁଥିଲା! ସୁନୟନା ରାମରତିର ଏକମାତ୍ର ଝିଅ ଥିଲା!

   ସୁନୟନାକୁ  ଯେତେବେଳେ ୧୬ବର୍ଷ ହେଲ! ସମସ୍ତଙ୍କନକର ପଡ଼ିଥିଲା ତା’ରି ଉପରେ! ସେ ଦେଖିବାକୁ ବହୁତସୁନ୍ଦର ଥିଲା! ରାସ୍ତାରେ ଗଲ! ସମୟରେ ସମସ୍ତେ ତା’କୁ  ବୁଲି ବୁଲି ଦେଖୁଥିଲେ! ଲୋହରାନ ଭଚ୍ଚାରେ ସଞ୍ଜୟରଘର ମଧ୍ୟ  ଥିଲା! ସଞ୍ଜୟର ବାପ! ବାବୁରାମ ନଗର ନିଗମ ଅଫିସ୍ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ!ସଞ୍ଜୟ ଘରର ସାନ ସୁଅ ଥିଲା! ଗୋଟେ ପ୍ରାଇଭେଟକମ୍ପାନିରେ ସେ ଚାକିରି କରିଥିଲା! ଗାଁ ! ନିକଟରେ ଥିବାରାଧାକ୍ରିଷ୍ଣ ମନ୍ଦିରରେ ସଞ୍ଜୟର ଭେଟ ହୋଇଥିଲା ସୁନୟନ!ସହ! ପୁଥମ ବେଖାର ହିଁ ସଞ୍ଜୟ ସୁନୟନାକୁ  ଭଲ ପାଲ ବସିଥିଲା! ସୁନୟନା ମଧ୍ୟ  ସଞ୍ଜୟ ପୁତି ଆକର୍ଷିତ ହୋଇ ରହିଥିଲା ସବୁ  ବେଳେ ସେ ସୁନୟନା ବିଷୟରେଭାଚୁଥିଲ! ! ସଞ୍ଜୟ ସୁନୟନାକୁ  ସବୁଦିନ ପାଇଁ ନିଜର  କରିବାକୁ
ତାହୁଁଥିଲା! ସେଥିପାଇଁ ସେ ଅଧ୍କାଂଶ ସମୟ ରାମରତିର ଦୋକାନରେ ଯାଇ ବସୁଥିଲା! ସେଠି ସେ ଭଲମନ୍ଦ କଥାପଚାରି ରାମରତିର ବିଶ୍ବାସ କିତିଥିଲ! ! ଛୋଟୁ  ମଧ୍ୟ  ତା’ର ବହୁତ ଭଲ ସାଙ୍ଗ ହୋଇଯାଇଥିଲା ! ରାମରତି ଏବଂ ଛୋଡ଼୍ ସହିତ ମଧୂର ସଂପର୍କ ବନେଇ ରାମରତିର ଘରକୁ  ଯିବ! ଆସିବା କରିଥିଲା ସଞ୍ଜୟ ! ଧୀରେ ଧୀରେ ସୁନୟନା ସହିତକଥା ହେବାକୁ ଆରମ୍ଭ କରିଥିଲ୍ୟା ସୁନୟନା ମଧ୍ୟ  ସବୁଦିନତା’ ଆସିବା ବାଟକୁ  ଅପେକ୍ଷା କରି ରହୁଥିଲା ! କିନ୍ତୁ ଦୁହେଁ  ପରସରର ମନକଥା ଖୋଲି କହିନଥିଲେ! ଅପେକ୍ଷା ଥିଲା ଗୋଟେ ସୁବର୍ଣ୍ଣ ସୁଯୋଗର! ବାସ୍ ଦିନେ ସୁଯୋଗ ଦେଖି ସଞ୍ଜୟ ତା’ ମନକଥା ସୁନୟନାକୁ କହିଥିଲା ସୁନୟନା ମଧ୍ୟ  ସଞ୍ଜୟ ମୁହଁରୁ ଏକଥା ଶୁଣିବାକୁ ବହ୍ ଦିନ ରୁ ଅପେକ୍ଷାକରି ରହିଥିଲା ତା’ପରଠାରୁ ଦ୍ଇକଣଙ୍କ ଭିତରେ ପ୍ରେମସଂପର୍କ ଗଢି ଉଠିଥିଲା! ସବୁଦିନ ସୁନୟନା ଘରେ କିଛି ନା କିଛି ମିଛ ବାହାନା କରି ସଞ୍ଜୟକୁ  ଦେଖ! କରିବାପାଇଁଯାଉଥିଲା ! କିନ୍ମ ଯେତେ ଲୁତେଇଲେ ବି ସେମାନଙ୍କ ପ୍ରେମଲୁଚି ପାରିନଥିଲା! ଦିନେ କାଗିଲ ପାର୍କରେ ସଞ୍ଜୟ ଏବଂ ସୁନୟନାକୁ  ଏକାଠି ବେଖିଦେଇଥିଲା ଛୋଟୁ ପାର୍କରେ କିଛି ନକହି ସିଧା ଯାଇ ପହଞ୍ଚିଥିଲା ରାମଗତି ପାଖରେ!ରାମରତିକୁ ସୁନୟନା ବିଷୟରେ ସରୁ  କହିଥିଲା! ଛୋଡ଼୍ ଠାରୁ ଏସରୁ  କଥ! ଶୁଣିବା ପରେ ସେ ଆଶ୍ଚର୍ୟ୍ଯ ହୋଇ ଯାଇଥିଲା!
 ସନ୍ଧ୍ୟା ବେଳେ ସୁନୟନା ଯେମିତି ଘରକୁ  ଆସିଛି ରାମରତି ସଙ୍ଗେ ସଙ୍ଗେ ପୁଶ୍ନ କରିଥିଲା - କୁ ଆଡେପାଇଥିଲୁ? ସୁନୟନା ଡରି ଡରି କହିଥିଲା ମା’ ମୁଁ ସାଇ ମବିର ଯାଇଥିଲି ! କିନ୍ତୁ ସୁନୟନାକୁ  କଣା ନଥିଲା ରାମରତି ସଞ୍ଜୟ ଏବଂ ତା’ର ପ୍ରେମ ସଂପର୍କ ବିଷୟରେ ଜାଣି ସାରିଛି ଚୋଲି ! ରାମରତି ବେତ୍ ଉପର୍ ଭଠିପଡି ସୁନୟନା ଗାଲରେ ଶକ୍ତ ଚପୁଡାଟେ ମାରିଥିଲା ସଞ୍ଜୟକୁ  ବେଖା କରିବାକୁ  ପାର୍କ ପାଇଥିଲୁ! ଏଥର ତୋର ଘରୁ ବାହାରିବ! ବନ୍ଦ! ସେପଟେ 6ଛ!ଟ୍ ମଧ୍ୟ  ସଞ୍ଜୟକୁ  ତାଗିବ୍ କରିଥିଲା ପଦି ସେ ସୂନୟନାନ୍ତୁ ଆଖି ଉଠାଇ ଦେଖିବ ସେ ତା’ ଆଖି ତାଡି ଆଣିବ! ସେ ପଦି ତା’ ଘର ପାଖରେ ବି ନଜର ଆସେ ତ! ଗୋଡ ହାତ ଭାଫି ଦେବ ଟୋଲି ଧମକାଇ କହିଥିଲା ସଞ୍ଜୟନ୍ତୁ! ରାମରତି ମଧ୍ୟ  ସଞ୍ଜୟକ୍ଳ ବହୁତ ଗାଳିରୁଲକ କରି କହିଥିଲା ତା’ ଝିଅ ଠାରୁ ଦୂରେଇ ରହିବା ପାଇଁ ସ୍ନନ ୟନ! ଉପରେ କଡା ନରେ ରଖୁଥିଲେ ଘରଲୋକ!
ଯେତେବେଳେ ବି ଘରୁ ବାହାରୁଥିଲା ସଙ୍ଘରେ ମ!’ କିମ୍ବା ମାମୁଁ’ ଯାଉଥିଲେ! ସୁନୟନା ବହୁତ ତେଷ୍ଟ! କରୁଥିଲା ସଞ୍ଜୟନ୍ତୁ ଦେଖା କରିବା ପାଇଁ ! କିନ୍ତୁ ଛୋଟୁ  କଣ୍ଟ! ହୋଇ ସବୁବେଳେ ଛିଡା ହେଉଥିଲା ତା’ ରାସ୍ତାରେ! ଦିନେ ସ୍ନୟନାକୁ  ସୁଯୋଗ ମିଳିଥିଲା ସଞ୍ଜୟନ୍ତୁ ଦେଖା କରିବ! ପାଇଁ ! ଫେ!ନ୍ କରି ସଞ୍ଜୟକୁ  ପ!ର୍କ ଆସବ! ପାଇଁ କହିଥିଲା! କିନ୍ତୁ ସ୍ନୟନା ଜାଣିନଥିଲା ଛୋଟୁ ତା’ର ପିଛା କରୁଛି ଚୋଲି! ପାର୍କରେ ଦୁ ହେଁ ଏକାଠି ବସି କଥ! ହେଉଥିବ! ସମୟରେ ଛୋଡ଼୍ ହାତରେ ଧର! ପଡ଼ି
ଯାଇଥିଲେ ଦୁହେଁ ! ପାର୍କରେ ହିଁ ଛୋଟୁ ସଞ୍ଜୟନ୍ତୁ ପିଟିବା ଆରମ୍ଭ କରିଥିଲା! ସଞ୍ଜୟ ଛୋତୁ   କବଳରୁ ଯେନତେନ ପୁକାରେ ବାହାରି ଦୌଡ଼ି ପକାଇଥିଲା! ଛୋଟୁ ସୂନୟନାନ୍ତୁ ଘରକୁ  ନେଇ ଆସିଥିଲା! ଘରେ ସ୍ନୟନାକୁ ବହୁତ ମାଡ ପଡ଼ିଥିଲା ସେଦିନ! ସଞ୍ଜୟକୁ  ମାଡ ମାରିବା ଘଟଣାଟି ନିଆଁରେ ଘିଅ ଢାଳିବା ଭଳି କାମ ଦେଇଥିଲା! କାରଣ ସଞ୍ଜୟ ଚ୍ଚାଣିସାରିଥିଲା ଯେ ପର୍ଯ୍ୟନ୍ତ ଛୋଟୁ  ବଞ୍ଚିରହିଛି ସେ କେବେ ଚୂହିଁକୁ  ଏକାଠି ହେବାରୁ ବେବନି! ଏ ଘଟଣ! ପରଠାରୁ ସଞ୍ଜୟ ଛୋଟୁ ମାରିବାର ଷଡ଼ଯନ୍ତ୍ର ରଚିଥିଲା!
ମେ ୧0 ତାରିଖରେ ଛୋଟୁ  ହୋଟେଲ ବନ୍ଦ କରି ଶୋଇବାନ୍ତୁ ଗଲା ସମୟରେ ସଞ୍ଜୟ ଆସି ପହଞ୍ଚିଥିଲା ! ଛୋରୁ କୁ  ଆଖି ଆଗରେ ଦେଖି ରକ୍ତମ୍ନଖା ହୋଇ ଯାଇଥିଲା ସଞ୍ଜୟ! ସଙ୍ଗେ ସରେ ସେ ଘରକୁ  ଫେରିଯାଉ ଗୋଟେ ଲୁହା ଗତ୍ ଆଣିଥିଲା! ସେତେବେଳକୁ  ଛୋଟୁ ଗଭୀର ନିବରେ ଶୋଇ ପଡ଼ିଥିଲା ! ଏଇ ମଉକାରେ ସଞ୍ଜୟ ଲୁହ! ରଡ଼ ରେ  ଛୋଟ୍ର ମୁଣ୍ଡକୁ  ଖୁବ୍ ଜୋରରେ ପୁହାର କରିଥିଲା!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...