Monday 31 July 2017

ନିଃସନ୍ତାନ




ଯୌବନର ପ୍ରଥମ ପାହାଚରେ ବିବାହର ମକା ନିଆରା ! ପ୍ରତ୍ୟେକ  ମୁହୂର୍ଭରେ ରୋମାଞ୍ଚକର ଅନୁଭୁତିର ସ୍ବପ୍ନ  ଭରି ରହିଥାଏ ନବ ବିବାହିତାଙ୍କ ମନରେ ! ସେହିଭଳି ଅନେକ ସ୍ବପ୍ନ ଦେଖି  ବିନ୍ଦିୟା ଆସିଥିଲା ଶାଶୁଘର ! ପୁରୁଷର ପ୍ରଥମ ଛୁ ଆଁକୂ ଯେମିତି ଅପେକ୍ଷା କରିଥଲା ସେ, ଠିକ୍ ସେମିତି ଧର୍ମେଶ ମଧ୍ଯ ଅପେକ୍ଷା କରିଥଲା ନାରୀ ଶରୀରର ରହସ୍ୟ ଉକ୍ନୋଚନ କରିବା ପାଇଁ ବିବାହ ସରିଲା ! ପ୍ରଥମ ମିଳନ ଧର୍ମେଶ ର କାପୁରୂଷତାର ପ୍ରମାଣ ବେଲା ! ବିନ୍ଦିୟାର ଭାବନାରେ ପୂର୍ଣ୍ଣଛେଦ ପଡ଼ିଯାଥିଲା ! ସେ ବେଖୁଥବା ସ୍ବପ୍ନ  ତା ଆଖି  ସାମ୍ନା ରେ ଭାଙ୍ଗି  ଯାଉଥିଲା ! ସେ ଭାଚୂଥିଲା ଯେ, ପୂର୍ବ ଜନ୍ମରେ କଣ କରିଥଲା କେଜାଣି ତାଳୁ ଏମତିକା ସ୍ଵାମୀଟେ ମିଳିଲା ! ଶାସ୍ତ୍ର ତାହେଲେ ଠିକ୍ କହିଛି ସବୁ ଚିକ୍ ଚିକ୍ କରୂଥିବା ବା କନିଷ ସୂନା ନୁହେଁ


୨୯ବର୍ଷ1ଯା ବିନ୍ଦିୟା ଗୁଜରାଟ ରାଜଳୋଟ ସଦର ମହକୁମାରୁ ୨୬ କିଳୋମିଟର ଦୂର ମୋରବୀର ବାସିନ୍ଦା ଥଲା ! ବାପା ରାଜେଶ, ଭାର ଲାଭଶଙ୍କର ଜାତିରେ ବ୍ରାହ୍ମଣ ଥିଲେ ! ନେହେରୁ ଗେଟ୍ ରେ  ତାଙ୍କର ହୋଟେଲ ଥିଲା ! ତାର ଛୋଟଭାଇ ଥଲା ଟିରାଗ !
ଭଲ ପାଠ ସାଙ୍ଗକୁ ସୁନ୍ଦର ବେଖାଯାରଥିବା  ବି ନ୍ଦିୟ! ପାଇଁ ୨ ୨ବର୍ଷରୁ ବାପ! ବର ଖୋଜିବା ଆରମ୍ଭ କରିଦେଲେ ! ଏକ ମେଟ୍ରି ମୋନିଆଲ୍ ମାଧ୍ୟମରେ ୨୫ବର୍ଷ1ୟ ଧର୍ବେଶର ପ୍ରସ୍ତାବ ଆସିଲା, ଯିଏ କି ବୀମା ଏଜେଣ୍ଟ ଥିଲା ! ମୋରବୀଠାରୁ ୧୬କିଳୋମିଟର ଦୂର ମୋଟ! ଦଡ଼ବାର ବାସିନ୍ଦା ଡାକ୍ତର ବିମଳ ଗୋପିଆଣୀଙ୍କର ଏକମାତ୍ର ପୁଅ ଧର୍ମେଶ ର କିଛି ଅଭାବ ନଥିଲା ! ଗାଁ ରେ ଜମିବାଡ଼ି ସାଙ୍ଗଳୁ ଡାକ୍ତରବାପା ଘରେ ଖୋଲିଥିଲେ ଔଷଧ ଦୋକାନ ! କୋଟ ପରିବାରକୁ ଭଲ ରୋଜଗାର ଥିବା ରୁ ଧର୍ମେଶ  ପାଖରେ କିଛି ଅଭାବ ନଥିଲା ! ରାକେଶ ଓ ଲାଭଶକର ଯେମିତି ଘର, ବର ଖୋଜୁଥିଲେ ତାଠାରୁ ଅଧ୍ କ ଥିଲା ! ଏଣୁ ଶୁଭ କାର୍ଯ୍ଯରେ ଡ଼େରି ନ କରି ଲାଭଶଙ୍କର କାମ ସାରିବେଲେ !
ବିନ୍ଦିୟା ଶାଶୁଘର ଆସିଗଲା ଶାଶୂଘରେ ମିଳନ ଶଯ୍ୟାରେ ହିଁ ବିନ୍ଦିୟ! ସ୍ଵାମୀର ନପୁଂ ସକତାର ଭେଦ ଜାଣିଗଲା ! ଆଉ ଏହା ମଧ୍ୟ ଜାଣିଲ! ସେ, ଏ ବିଷୟରେ ତାଶାଶୁ-ଶ୍ଵଶୂର ମଧ୍ୟ ଅବଗତ ଥିଲେ ! ତାବାପା ଡାକ୍ତର ଥିଲେ ମଧ୍ୟ ତାର ବିକିତ୍ସ! କାହିଁକି କରାଯାଇ ନଥିଲା ତାର ଉତ୍ତରରେ ବିନ୍ଦିୟା ଜାଣିଲ! ଯେ, ଯାହାର ଜନ୍ମଗତ ପୌନଦୋଷ ଥାଏ ତାହାର ବିକିତ୍ସ! ସମ୍ଭବ ନୁହେଁ ! ଏଣୁ ବାପା-ମାତାର ବିକିତ୍ସ! କରାଇ ନ ଥିଲେ ଏବଂ ପୁଅର ଏହି ଦୋଷ କୁ ଲୁଚାଇ ରଖ୍ ବିବାହ କରିବେଇଥିଲେ ! ଚିନ୍ଦିୟା ଜାଣିପାରୁଥିଲା ପେ, ତାଳୁ ଧୋକା ଦିଆଯାଇଛି ! ସେ ଭାଚୂଥିଲା ଧର୍ମେଶ  କୁ ଛାଡ଼ି ଚାଲିଯିବ ! କିନ୍ତୁ ଳୋକଲଜା ତା କୁ ବାନ୍ଧି ରଖୁ ଥିଲା ! ସେ ଭାଚୂଥଲା ଭଗବାନ କେବଳ ଧର୍ମେଶ ର ଶରୀରରେ ଦୋଷ ରଖି ନାହାନ୍ତି  ତାନିଜ ଭାଗ୍ୟରେ ବି ଜୋଷ ରଖିଛନ୍ତି  ଯାହା ପାଇଁ ସେ ଧର୍ମେଶ  କୁ ବାହା ହୋଇ ଆସିଲା

ବର୍ଭମାନ ସତକଥା ଚିନ୍ଦିୟାର ସମ୍ମୁଖରେ ଥଲା ! ସେ ପରିସ୍ଥିତି ସହ ବୁଝାମଣା କରିନେଲା ଯେ, ପତ୍ନୀ ଧର୍ମ ପାଳନ କରି ତାସ୍ଵାମାଳୁ ମୁଣ୍ଡ ଟେକି ଚାଲିବାର ସାହସ ବେବ ! ତାପାଖରେ ଥିବା  ଏହି ଦୋ ଷବୁ କାହାରି କୁ ଜଣାଇବ ନାହିଁ ! ପରିସ୍ଥିତି ସହ ବୁଝାମଣା କରିନେଲେ ଜୀବନ ଜିଇବା ସହଜ ହୋଇଯାଏ ! ସେହିପରି ଚିନ୍ଦିୟାର ଜୀବନ ମଧ୍ୟ ସହଜ ହୋଇଗଲା ! ସେ ଭାବି ନେଲା ବୁନିଆରେ ସମସ୍ତଙ୍କର ତ ସନ୍ତାନ ହେରନାହାନ୍ତି  ! ଅନ୍ୟପକ୍ଷରେ ଧର୍ମେଶ  ଶରୀରରେ ଥବା ଦୋଷ ସିନା ପଦାବୁ ଚାଲିଆସିଲା କିନ୍ତୁ ଯଦି ତାଶରୀରରେ କିଛି ଦୋଷଥାଏସେତେବେଳେ କଣ ହୋଇଥାନ୍ତା? ଏଣୁ ସେ ସବୁକଥା ଭୁଲି ଏକ ନୂଆ ଜୀବନ ଜିଇବାବୁ ଆରମ୍ଭ କଲା !
ଦିନ ଗଡ଼ି ଚାଲିଲା ! ବିବାହ ଇତି ମଧ୍ୟରେ ୫ବର୍ଷ ହୋଇଗଲା ! ସନ୍ତାନ ନଥିବା ରୁ ଲୋକମାନେ କହିବା ଆରମ୍ଭ କଲେ ପଛରେ କହୂଥିବା  ଠିକ ଥଲା ! ବିନ୍ଦିୟା ସବୁ ଶୁଣି ବୁୟ ରହିଯାଉଥିଲା ହେଲେ ସ୍ତ୍ର! ଲୋକମାନେ ମୁହଁରେ କହିବା ଆରମ୍ଭ କରିଦେଲେ ! ମାଉଜ଼ ମସ୍ତି  ବହୁତ ହେଇଗଲା ବୋହୂ, ଏଥର ଘରସଂସାର କଥା ଚିନ୍ତା କର ! କିଏ କହିଲା ନ ହେଲେ ଭଲ ଡାକ୍ତର କୁ ଦେଖାଅ ! ଏପର୍ଯ୍ୟନ୍ତ ବି ଠିକ୍ ଅଲ! ଲୋକକ° କଥା କୁ ଶୁଣି ବିନ୍ଦିୟ! ସହି ଯାଉଅଲା !  କିନ୍ତୁ  ତାପାଖରେ ଖବର ପହଞ୍ଜଲା ଯେ, ଧର୍ମେଶ  କହିଚୂଲୁଛି ମୋର କିଛି ଦୋଷ ନାହିଁ”!  ଭାଗ୍ୟ ଖରାପ ଚିନ୍ଦିୟ! ଭଳି ସ୍ତ୍ରୀ  ମୋତେ ମିଳିଛି ! ଏକଥା ଶୁଣି ବିନ୍ଦିୟା ମୁଣ୍ଡ ଗରମ ହୋଇଗଲା ! ସେଦିନ ରାତିରେ ବିନ୍ଦିୟା ସିଧାସିଧା ଧର୍ମେଶ  କୁ ପଚାରିଲା ! ଧଚ୍ଚର୍ମଶ ମଧ୍ୟ କହିଲା ଯେ, ଲୋକଙ୍କ ମୁହଁ ତ ବନ୍ଦ କରିବାକୁ ପଡ଼ିବ ନା ? ବିନ୍ଦିଅ! ମୁଣ୍ଡରେ ଚଡ଼କ ପଡ଼ିଗଲା ! ଧର୍ମେଶ ର ସଚୂ ଦୋଷ ସେ ବା ଆଉ କେତେଦିନ ମୁଣ୍ଡପାତି ସହିଥାନ୍ତ! ! ସେ ଧର୍ମେଶ ଠାରୁ ସବୁ ସମ୍ପର୍କ ତୁଟାଇ ବାପ ଘର କୁଚାଲିଆସିଲା ଏବଂ ତାବାପାଙ୍କୁ  ସବୁ ଶୁଣାଇଦେଲା ! ବାପ! ଝିଅର ଏପରି କଥା ଶୁଣି ସାଙ୍ଗେ ସାଙ୍ଗେ ଝିଅକୁ ପରୀକ୍ଷା କରାଇ ଏକ ଡାକ୍ତରୀ ପ୍ରମାଣପତ୍ର କରାଇଦେଲେ ରେ, ତାଙ୍କ ଝିଅର ସନ୍ତାନ ଜନ୍ମ  ନେଇ କୌଣସି ଶାରୀରିକ ବୋଷ ନାହିଁ ! ଅନ୍ୟପକ୍ଷରେ ଏଭଳି ଘଟଣାରେ ନିଜ ଇକତ ଚାଲିଯାଉଅବା ଅନୁମାନ କରି ବିନ୍ଦିୟାର ଶ୍ଵଶୁର ବିମଇ ଗୋପିୟାଣୀ ପ୍ରାୟ ୪ ମାସ ପରେ ବିନ୍ଦିୟା ଘରେ ପହଞ୍ଚି ଧର୍ମେଶ ର ଚିକିତ୍ସା ଚାଲିଛି ସଚୂ ଠିକ୍ ହୋଇଯିବ କହି ଚିକିୟା କୁ ସାଙ୍ଗରେ ନେଇଗଲେ ! ସେଠାରେ ବିନ୍ଦିୟା ପହଞ୍ଚି  ପରିସ୍ଥିତି ଯଥାପୁର୍ବ° ତଥା ପର ଦେଖ ଶ୍ୱଶୁର ଉପରେ ସନ୍ଦେହ ବାତ ହେଲା ! ହେଲେ ଆଉ କିଛି କଲେ ନିଜର ଇଜ୍ଜତ  ଯିବ ଭାବି ଭାଗ୍ୟକୁ ଆଦରି ପଡ଼ିରହିଲା !

ଦିନେ ବିନ୍ଦିୟା ର ମୁଣ୍ଡ ବିନ୍ଧୁ ଥଲା ସେକିନ ଧର୍ବେଶ ବୀମା  କାମରେ ଯାଇଥିବା  ସ୍ଥାନରୁ ଡ଼େରି ହେବାରୁ ଫେରି ନପାରୁଥିବା ରୁ ଫେ!ନ୍ କରି ଜଣାଇଲା ! ରାତି ପ୍ରାୟ ୧୦ଟ!ବେଳେ ବିନ୍ଦିୟ! ଶ୍ଵଶୂରଙ୍ଗୁ ଖାଇବାକୁ ଦେଇ ନିଜେ ଖାଇ ଶୋଇବାକୁ ଗଲା ! ଏତିକି ବେଳେ ଶ୍ୱଶୁର ଗୋପିୟାଣୀ ବିନ୍ଦିୟା ବେଡ଼ରୁମ୍ ରେ  ପହଞ୍ଚଲେ ! ତାମୁଣ୍ଡ ବିନ୍ଧୁ ଥିବା  ଯୋଗୁଁ ତାକୁ  ଔଷଧ ଖାଇବା କୁ ଦେଲେ ଏବଂ ସାମ୍ବାରେ ନ ଖାଇଲେ ସେ ଯିବେ ନାହିଁ ବୋଲି କହିଲେ ! କିନ୍ଦିୟା କୁ ଡ଼ର ଲାଗୁଥିଲା କାଳେ ଶ୍ଵଶୁର ବିଷ ଦେଇଥିବେ   କିନ୍ତୁ  ବୁଢ଼ାର ଏଭଳି କଥାରେ ସେ ପାଟିରେ ଔଷଧ ରଖ ଦି ଢୋକ ପାଣି ପିଇବେଲା ! ଚୂଢ଼ା ଯିବା ପରେ ସେ ପାଟିରେ ରଖ୍ ଥିବା  ଔଷଧ ଫିକିଦେଲା !  କିନ୍ତୁ   ସେହି ସମୟ ଭିତରେ ଔଷଧ ଯେତିକି ବତୂରି ଯାଇ ପେଟକୁ ଯାଇଥିଲା ତାକମାଲ ଦେଖାଇବା ଆରମ୍ଭ କଲା ! ବିନ୍ଦିୟା ମଧ୍ୟ ଅନୁଭବ କରୁଥିଲା ଯେ, ତାଶରୀରର ଅଙ୍ଗପ୍ରତ୍ଯଙ୍ଗ ସବୁ ନିସ୍ତେଜ ହୋଇଯାଉଛି ! ତାଳୁ ନିଦ ଲାଗିଆସୁଛି ! ସେ ଭାଚୂଥିଲା ଉଠି ବସିବ ହେଲେ ତାର ବଳ ପାଉ ନଥଲା ! ତାଆଖି  ବନ୍ଦ ହୋଇଆସୁଥିଲା ଏତିକି ବେଳେ ଶ୍ଵଶୁର ତାରୁମରେ ପହଞ୍ଚଲେ ଏବଂ ତାଳୁ ବଳାତ୍କାର  କରିବା ପାଇଁ ତାଉପରକୁ ଝପଟି ପଡ଼ିଲେ ! ସେ କହୂଥିଲେଯେଉଁ କାମ ପୁଅ ୫ବର୍ଷ ହେଲା କରିପାରୁନି ସେ ଆଜି କରି ଦେଖେଇବେ ! ରିନ୍ଦିୟା ସବୁ ବେ ଖ୍ ପାରୁଥିଲେ ମଧ୍ୟ ଅବରୋଧ କରିବାକୁ ବଳ ପାଉ ନଥିଲା !
ରାତି ବିତି କେତେବେଳେ ସକାଳ ହେଲା ବିନ୍ଦିୟାଜାଣି ନଥିଲା ! ସକାଳୁସକାଲୁଧର୍ମେଶ  ଆସି ପହଞ୍ଚିଲା ସେ କାନ୍ଦି କାନ୍ଦି ତା କୁ ସବୁ କଥ! କହିଲା ! ହେଲେ ଧର୍ମେଶ  ତାବାପାଙ୍କ ପକ୍ଷନେଲା ! ସେ ବିରୋଧ କରିବାରୁ ଧର୍ଡୋଶ ଓ ତାବାପା ମିଶି ତାକୁ ବିଷ  ପିଆଇଦେଲେ ! ଘଟଣା ପରେ ଚିନ୍ଦିୟା ଘରକୁ ଫୋନ କରି ସଚୂ କଣାଇଦ୍ଦେଇଥିଲା ! ଘରଲୋକ ପହଞ୍ଚ ତାଳୁ ଡ଼ାକ୍ତରଖାନା ନେଇଗଲେ !ଉଚିତ୍ ସମୟରେ ପହଂଚି ବାରୁ ଚିନ୍ଦିୟା ଠିକ ହୋଇଗଲା ବର୍ଭମାନ ବିନ୍ଦିୟାଙ୍କ ବାପାଙ୍କ ଚିନ୍ତା ଥଲା କଣ କରାଯିବ? ଗୋଟିଏ ପଟେ ଝିଅର ଭବିଷ୍ୟତ ଆଉ ଅନ୍ୟପଟେ ଅନାଚାର ! ଶେଷରେ ବିନ୍ଦିୟା ଅଣ୍ଟା ଭିଡ଼ିଲା ଏବଂ ଥାନାରେ ପହଞ୍ଚଲା ! ପୋଲିସ୍ ଆଗରେ ସଚୂ କଥା କହିଲା ସବୁ ଶୁଣିଲା ପରେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ! ଖବର ପାଇ ବିମଲଧର୍ମେଶ  ଓ ତାଙ୍କୁ ଏହି କାମରେ ସାହାଯ୍ୟ କରିଥବା ବିମଲର ଭାଇ ରାଜେଶ ଓ ତାଙ୍କ ପୁଅ ରାକେଶ ଫେରାର ହୋଇଗଲେ ! କିଚ୍ଛୁ ପୋଲିସ୍ କବଳରୁ ରକ୍ଷା ପାଇନପାରିବ! ଭୟରେ ସେମାନେ ଆତ୍ମସମର୍ପଣ କଲେ ସେଠାରେ କେତେକ ଔପଚାରିକତା ପରେ ବାପ ପୁଅଙ୍ଗୁ ଜେଲ୍ ପଠାଇଦିଆଗଲ! ! ବିନ୍ଦିୟା ନିଜ ବାପଘରୁ ଚାଲିଯାଇଥିଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...