Wednesday 30 August 2017

ବିପତ୍ନୀକ



ଏପ୍ରିଲ ମାସର ମଧ୍ୟ   ରା ତ୍ରି!
 ରାକେଶ ଶୋରପାଚୁ ନ ଥିଲା ଗୁଡ଼ିଆ ଆଖ୍ କୂ ନିଦ ଆସୁ ନ ଥିଲା ବାରମ୍ବାର  ରାକେଶ ବାହାରକୁ ଆସୁଥିଲା ! ଥରକୁ ଥର ଗୁଡ଼ିଆ ତାବିଛଣାରେ ଉଠି ବସୁଥିଲା ଅତିଷ୍ଠ ହୋଇ ରାକେଶ ବାରଣ୍ଡାରେ ପାଦ ଚାଳନା କରୁଥିଲା ଆଉ ଅଥୟ ହେଇ ଗୁଡ଼ିଆ ଘରର ସୁଇଚ କୁ   ଅନ୍-ଅଫ୍ କରୁ ଥିଲା ଏମିତିରେ ବିତିଗଲା କିଛି ସମୟ! ବାହାରକୁ ଆସିଲ! ଗୁଡ଼ିଆ! ଟାଏ ଲଟ୍ କୁ ଗଲା  ନିଜକୁ ପ୍ରେଶ୍ କରି ଫେରିଲା
ହେଲେ ନିଜ ପ୍ରକୋଷ୍ଠକୁ ଗଲା ନାହି! ପଷିଲା ଗକେଶ୍ କୋଠରିକୁସେତେବେଳକୁ ଘର ଭିତରକୁ ଲେଉଟି ଯାଇଥିଲା! ରାକେଶ ଆଉ ଦୁଇଆଣ୍ଠୁ ସନ୍ଧିରେ  ମୁଣ୍ଠ ରଖ୍ ବସିଥିଲା ଗୁମ୍ ହୋଇ ! ଗୁଡ଼ିଆ ତାକାନ୍ଧରେ ହାତ ଦେଇ  ପଚାରିଲା- ଜୀଯା ତୂମେ ଏ  ଯାଏ ଶୋଇନାହଁ ଯେ ?’ ‘ଯାହାର ଜୀବନ ଧ୍ୟସ ହେଇଯାଇଛି ସେ କେମିତି ଶୋଇପାରିବ ଗୁଡି଼ଆ?’ ରାକେଶ୍ ଭିତରର ଯନ୍ତଣା ଶବ୍ଦଦ୍ଦେଇ ବାହା ରକୁ ବାହାରି ଆସିଲା ଯେମିତି! ସେ କହିଲା- ମୋ ଆଖିରେ ତୋ ଭଉଣୀ ବସିଛି! ତାସ୍ମୃତି  ମୋ ଭିତରେ ଧୂଅଁ! ହେଇ କୁଦୂଳୁଛି ! ଏଥ୍ ରେ  ମୋ ଆଖୀ କୁ ନିଦ ଆସିବ କେମିତି?’ ଗୁଡ଼ିଆ ଏଥର ରାକେଶ୍ ପାଖରେ ବସିପଡି଼ଲୀ କହିଲା- ହେ ଲେ ଏମିତି କେତେଦିନ, ଜୀଯା? ଜାଣ, ତୁମ ଦେହ କେମିତି ଦିଶିଲାଣି! ତାଛଡ଼ା, ଯିଏ ଗଲା ତାକୁ ଯେତେ ମନେପକେଇଲେ ବି ସେ କଣ ଫେରି ଆସିବ?’
ରାକେଶ୍ ଗୁଡ଼ିଆକୁ ଅନେକ ଅଳ୍ପ  ହସିଲ! ଆଉ କହିଲା- ଢାଣୁ ଗୁଡ଼ିଆ, ମୋତେ ଯେତେବେଳେ ନିଦ ନ ହୁଏ ତୋ  ଦିବି ମୋତେ ତାକୋଳରେ ଶୁଏଇ ପକାଏ! ଧାରେ ଧାରେ ମୋ ମୁଣ୍ଡକୁ ଆଉଁଷିନିଏ  ! ଆପେ ଆପେ ମୋ ଚୁ ଟିଗେ ଆଙ୍ଗୁଳି ଚଲା ଏ! ବାସ୍, ଚୂଟ୍ କିନା ମେ! ଆଖକୁ  ନିଦ ଚାଲି ଆସେ ! ହେଲେ...!ଣ କହିଆସୁଥିଲା ରାକେଶ୍! ହେଲେ ତାକୁ କୁହେ ଇ ଦେଲାନାହିଁ ଗୁଡ଼ିଆ! କହିଲା, ଠିକ୍ ଅଛି ! ଆସ, ମୁଁ ତୁମକୁ ସେମିତି କରିଦେବି ଆଉ ଚୂମ ଆଖ୍ କୂ ନିଦ ତାଲିଆସିବ!
ତୂ କଣ ମେ! ସ୍ତ୍ରୀ ?’ ରାକେଶ୍ ର ପ୍ରଶ୍ନ!
ମୁଁ ସ୍ତ୍ରୀ  ନୁହେଁ ସତ; ହେଲେ ଶାଳ! ତ!ଗୁଡ଼ିଆର ଉତ୍ତର!
ଏବଂ ତାହା ହିଁ ହେଲା ! ରାକେଶ୍ କୁ ନିଜ କୋଳରେ ଶୁଏଇ ଧାରେ ଧାରେ ତାମୁଣ୍ଡକୁ ଆଉଁଷିଲା! ରାତି ଆହୁରି ରାତି ହେରଥିଲା! ! ଅନ୍ଧାର ଆହୁରି ଅନ୍ଧାର ! ସେଇ-ରାତି ହିଁ ସାକ୍ଷୀ ଥିଲା ଉଭୟ ରାକେଶ୍ ଏବଂ ଗୂଡି଼ଆଙ୍କ ସମ୍ପର୍କର! କାରଣ ଦୁହେଁ ଦୁହିଁଙ୍କୁ ଖୋଯୁଥିଲେଦୁହେଁ ଦୁହିଁଙ୍କ ପାଇଁ ଅନିଦ୍ରା ରହି ଅପେଷା କଚୂଥିଲେ! ତାପରଠୁ କିନ୍ତୁ ରାକେଶ୍ କୁ ବାରଣ୍ଡାରେ ଆସି ଘୂରିବା ପାଇଁ ପଡ଼ିଲା ନାହିଁ କିମା ଗୁଡ଼ିଆ ଘରେ ଥରକୁ ଥର ଲାଇଟ୍ ଅନ୍-ଅଫ୍ ହେଲାନାହିଁ


ସମ୍ପର୍କରେ ରାକେଶ୍ ର ଶାଳା ଥିଲା  ଚୁଡ଼ିଆ! ଗକେଶ୍ ଥିଲା ତା ଭଉଣୀ କିରଣ ର ସ୍ୱାମୀ |ଗକେଶ୍ ଏବଂ  କିରଣ ର ସମ୍ପର୍କ ସେତେ ଭଲ   ନ ଥିଲା ଯଦିଓ  ଦୁହେଁ ଉଋମ ଦମ୍ପତି ଥିଲେ  ସେମାନଙ୍କ ମଧରେ ସବୁବେଳେ କଳିତକଗଳଲାଗୁ ଥିଲା ଯଦିଓ ତା କାରଣ ଅନେକ ଙ୍କୁ ଜଣା ନ ଥିଲା  ଅନେକ ଦିନଯାଏ କିରନ୍ ମ!ହେଇପା ରି ନ ଥିଲା  ! ସେଲାଗି  କେହି କେହି କିରନ୍ କୂ ଦାୟୀ କରୁ ଥିଲେ  ତ ଜେହିକେହି ନ୍ଦୋଷ ଦେଉ ଥିଲେ ରାକେଶ କୁ ! ଶେଷରେ କିନ୍ତ କିରନ ମାହେଲା ଝିଅ ଅଂଶୁକୁ  ଜନ୍ମ ଦେଲା ହେଲେ ଅଂଶୂର ମୁହଁଦେଖିବା  ଆଗରୁ ସବୁଦିନ  ଲାଗି ବୁଜି ହୋଇ ଗଲା କିରଣ ର  ଆଖ୍!
ବିପତ୍ନୀକ  ହେଇଗଲା ରାକେଶ୍!
ମାଛେଉଣ୍ଡ ହେଇଗଲା ଝିଅ ଅଂଶୁ! ଛୋଟଝିଅଟିକୁ ଲାଳନପାଳନ କରିବା ପାଇଁ ତାକୁ ପାଖକୁ ନେଇଆସିଲେ କିରନ୍ ର ବାପା ଜଗଦମ୍ବା ପ୍ରସାଦ ଗୋସ୍ୱାମୀ ଓ ମାଲାଲ୍ ପତ୍ଵ ଗୋସ୍ୱାମୀ! ରାକେଶ୍ ର ଆଉ କାହା ପାଇଁ ଦାୟିତ୍ୱ ନ ଥିଲା! ତାର ସେବାପନ୍ ନେବା ଲାଗି ଆଉ କେହି ନ ଥିଲେ! ତାନିକଟରେ କେବଳ ଗୋଟିଏ କର୍ଭବ୍ୟ  ବାଳିଥିଲାଆଉ ପୋରଟାକୁ ସେ ଖୁବ୍ ନିଷ୍ଠାର ସହିତ ପାଳନ କଚ୍ଛଥିଲା ତାହା ହେଉଛି ପ୍ରତି ଦୁଇମାସରେ ଥରେ ସେ ନିଜ ଝିଅକୁ ଦେଖ୍ ବା ପାଇଁ ଶ୍ୱଶୁର ଘରକୁ ନିଶ୍ଚୟ ଆସୁଥିଲା
ତାଶ୍ଵଶୁର ଥିଲେ କଣେ ସରକାରୀ କର୍ମଗରା ! ଆଉ ଶାଶୁ ଥିଲେ  କଣେ ନର୍ସ ଝିଅ ମରିଗଲା ପରେ ବି ସେମାନେ ରାକେଶ କୁ  ଅଣଦେଖା କରି ନ ଥିଲେ କିମା ସେମାଙ୍କ ସ୍ନେହରୁ ବଂଚିତ  କରିନଥିଲେ! ଅପରପକ୍ଷରେ, ଗୁଡ଼ିଆ ବି ଭିଣୋଇ ଙ୍କର ସେବା ଯତ୍ନରେ   କରିବାରେ ସାମାନ୍ୟ ହେଳା କରୁନ ଥିଲା ଗକେଶ୍ ବି ଶାଳୀକୁ ଖୁବ୍ ସ୍ନେହ  କରୁଥିଲା  ! ଖୁବ୍ ଭଲ  ପାଉଥିଲା  ! ସେମାନେ ଦିନରେ ଖୁବ୍ ଥଚ୍ଚାମଚ୍ଚା କରୁ ଥିଲେ  ଟାହିଗପଗ ହେଉଥିଲେ! କେବଳ ରାତି  ହିଁ ସେମାନଙ୍ଗୁ କଷ୍ଠ  ଦ୍ଦେରଥିଲା ରାତିରେ |ମୃତଦାର  ହେ ବାର କଷ୍ଠ  ଅତିଷ୍ଠ କରୁଥିଲା  ରାକେଶ୍ କୁ! ଆଉ ରାତି ହିଁ କାମନାର ନିଅଁଲଗେଇ ଦେଊଥିଲା ଯୁବତୀ ଗୁଡ଼ିଅରୋ ମନରେ! ସେଥ୍ ଲା ଗି ନା ରାକେଶ୍ ଶୋଇପାରୁଥିଲା  ନ! ଗୁଡ଼ିଆ ଆଖୀ କୁ ନିଦ ଆମୁଥିଲା
    ହେଲେ ସେହି ଗତି ହିଁ ବଦଳାଇ  ଦ୍ଦେଇଥିଲା ସବୁକିଛି! କିନ୍ତୁ ଏକଥା ସତ ଯେ, ରାତି ସବୁ ବେକେ ରାତିହେଇ ର6ନୋ! କେବେ ନା କେବେ ସକାଳ ହୁଏ ! ରାକେଶ୍ ଆଉ ଗୁଡ଼ିଆର ସମ୍ପର୍କ ଆଉ ଗତିର ଗୋପନୀୟତା ହେଇ ବେଶିଦିନ ଲୁଚି ରହିପାରିଲା ନାହି ! ତାହା ଆତ୍ମପ୍ରକାଶ କଲା
ତେବେ  ଏଥିରେ   ଢଗଦମାପ୍ରସାଦ କିମା ଚ୍ଚାଲ୍ ପତ୍ ତିଳେ ବି ଅଧର୍ଯ୍ୟ  ହୋଇ ନ ଥିଲେ କିମା ମର୍ମାହତ! ପ୍ରଥମତଃ, ଗକେଶ୍ ତାଙ୍କର ଚ୍ଚାଇଁ ଥିଲା ପୁଣି ସେମାଙ୍କର  କେହି ପୁଅ ନ ଥିଲେ ! ଝିଅ ଗୂଡ଼ିଆକୁ ବିବାଦ ଦେର ସାରିବା---ପରେ ସେମାନଙ୍କର ଆଉ କେହି ସାହାରା ନ ଥିଲେ!
ସେମାନେ ଗଚୂଥିଲେଯାହା ହେଳା ଭଲ  ହେଲ! ! ବୋଧ ହୁଏ  ଗକେଶ୍ ଏବଂ ଗୂଡ଼ିଆଇଂ ଭିତରେ ଗୋଟେ ସମ୍ପର୍କ ତିଆରି ହେଉ ସେକଥା ଈଶ୍ୱର ଗହୁଁଥିଲେ  ପେଥିଲାଗି ଏତେସବୁ ଘଟିଲା ପଦି ଗୁଡିଏ କୁ  ସେମାନେ ରାକେଶ ସହିତ ବିବାହ ଦେଇ ଦିଅନ୍ତି ଆଉ ଗଜେଶ୍ ଯଦି ଘରଦ୍ଵାଇଁଆ ହେଇ ରହିବାକୁ ଗଢି ହୋଇଯାଏ ତାହେଲେ ଏହାଠୁ ବଳି ବଡ଼ ଭଲ କଥା  ସେମାନଙ୍କ ପଇଁ ଆଉ  କିଛି ବି ହେବନାହିଁ  ଗୁଡ଼ିଆକୁ ବିବାହ କରିବା କିମା ଘରଦ୍ଵାଇଁଅ!--- ହେବାରେ ରାକେଶ୍ ର କୌଣସି ଆପଭି ନ ଥିଲା ! ହେଲେ
ବାପା ମାଙ୍କ ନିଷ୍ଠଭି ଶୁଣି ଆକାଶରୁ ଖସି ପଡ଼ିଥିଲା ଗୁଡ଼ିଆ! ସେ ଭଲ ଭାବରେ ଜାଣିଥିଲା ରାକେଶ୍ କେବେ ବି ଗୋଟେ ଲମ୍ବା  ରେସ ର  ଘୋଡା  ହେବାକୁ ଯୋଗ୍ୟ ନୁହେଁ! ସେ ହୁଏତ  ଭବିଷ୍ୟତରେ ତାକୁ ଏକାଧିକ ଥର ମାତ୍ନତ୍ର ଦେଇପାରିବ; ହେଲେ ଥରୁଟିଏ ବି ସୁଖ ଦେଇପାରିବ ନାହିଁ ! ସେ ଏକଥା ବି ବୁ ଝିସାରିଥିଲା ପେ, ଣ ପାଇଁ ଭରଣା କିରନ୍ ଆଉ ଭିଣୋଇ ରାକେଶ୍ ମଧରେ ସବୁବେଳେ କଳିତକରାଳ ଲାଗି ରହୂଥିଲା! ରାକେଶ୍ କୁ କେବଳ କିଛି ସମୟ ପାଇଁ ବ୍ୟବହାର କରାଯାଇପାରେ! ହେଲେ ସବୁ ଦିନ ଲାଗି ତାଳୁ ସାଇତି ରଖାଯାଇପାଗେନା !

ଗୁଡ଼ିଆର ଏସବୁ  ଭାବନା ତାପାଇଁ କିନ୍ତୁ କୌଣସି ଲାଭଦାୟକ ହୋଇ ନ ଥିଲା! କାରଣ ସେତେବେଳକୁ
ରାଜେଶ୍ଵର ଭୃଣ ତାଜାରା ଯୁରେ ବଢ଼ିବା ଆରମ୍ଭ କରିଥିଲା ଇଛା ନ ଥିଲେ ବି ରାଜେଶକୁ ବିବାହ କଲା ଗୁଡ଼ିଆ! କିଛିମାସ ପରେ ସେ ବାସୁ ବୋଲି ଏକ ପୁଅକୁ ଜନ୍ମ ଦେଲା  ! ହେଲେ ତାଙ୍କ ଭିତରେ ଆଉ ବିବାହ ପୂର୍ବର ସମର୍କ ରହିଲ ନାହିଁ ! ଗୁଡ଼ିଆ ସବୁବେଳେ ଖୋଯୁ ଥିଲା ରାକେଶ୍ କୁ! ହେଲେ ଗୂଡ଼ିଆର ଅଭାବ ପୂରଣ କରିପାରୁ ନ ଥିଲା ସେ! କିରନ୍ ଭଳି ସେ ମଧ ପାଟିତୁଣ୍ଡ କରିବା ଆରମ୍ଭ କରି ଦେଇଥିଲା ରାକେଶ୍ ସହିତ! ନିଜର ଜୀବନକୁ ଧିକ୍କାର  କଚୂଥିଲା ସେ
ଇତିମଧ୍ୟରେ ମାଲାଲ୍ ପତ୍ ଵଙ୍କ ଦେହାନ୍ତ ଘଟିଲା! ଘରର ବୋଝ ବଢ଼ିଲା! ରାକେଶ୍ ଇଲେକ୍ରି କାମ କରି ଯାହା କିଛି ରୋଜଗାର କରୁ ଥିଲା ! ହେଲେ ପେଥ୍ରେ ଘରର ଖର୍ଚ୍ଚ ମେଁନ୍ତୁ ନ ଥିଲା ଜଗଦମ୍ବା ପ୍ରସାଦ କିଛି ଅର୍ଥ ଆସିବା ଆଶାରେ ତାଙ୍କର ଗୋଟିଏ ପଟ ଘରକୁ ଧନୀ ରାମ  ମିଶ୍ର ନାମକ ଜଣେ ବ୍ୟକ୍ତି କୁ ଭଡ଼ାରେ ଦେଇଦେଲେ!


ଧନାରାମ ମିଶ୍ର ପେହି ଅଞ୍ଚଳରେ ନୂଆକରି ବସିଥିବା  ଏଟିଏମ୍ କୋଉଣ୍ଟର ର  ସିଦ୍ୟୁରିଟି ଗାର୍ଡ ଭାବରେ ଜଏନ୍ ଳରିଥିଲେ ତାଙ୍କର ଦୁଇପୁଅ ହରିବଂଶ ମିଶ୍ର ଏବଂ ବ୍ରକେଶ୍ ମିଶ୍ର ! ହରିବଂଶ ପ୍ରତି ସପ୍ତାହ ବାପା ଧନାଗମ୍ଙ୍କ ନିକଟକୁ ଆସୁଥିଲା ଓ ଦିନେ ଦୁଇଦିନ ରହୁ ଥିଲା ! ସେହି -ଅବସରରେ ତାର ସାକ୍ଷାତ ହେଉଥିଲା ଗୁଡ଼ିଆ ସହିତ!କେତେବେଳେ କେମିତି କଥ! ବି ହେଉଥିଲେ ସେମାନେ!

ଗଜେଶ୍ ଠାରୁ  ମନ ତୁଟିଯାଇ ଥିଲା  ଗୁଡ଼ିଆରା ପୁଣି ରିଣୋଇ ଥିବା ! ବେଳେ ଯେଉଁ ଥଟା ଟାପରା ସେ ହେଉଥିଲା  ସ୍ୱାମୀ ହେଗ ପରେ ତାହ! ମଧ ବନ୍ଦ ହୋଇଯାଇଥିଲା ଅପରପକ୍ଷରେ, ହରିବଂଶର ମିଠ! ମିଠ! କଥା ଗୁଡ଼ିଆ ଭିତରେ ସ୍ବପ୍ନ ର  ମୈଫିଲ୍ ତିଆରି କରୀ ଦଇଥିଲା ସେ ସତକୁ ସତ ନିଜକୁ ହରିବଂଶ କୋଳରେ ଧରାଇ ଦେବାକୁ  ପ୍ରସୁତ କରୁ ଥିଲା

କୁହାଯାଏ, ଏମିତି କିଛି ଜି ନିଷ ନାହିଁ ଯାହାକୁ ନାରୀ ଚାହିଁଲେ ହାସଲ କରିପାରିବ ନାହିଁ ! ପୁଣି, ହରିବଂଶ ତ ଗୋଟେ ପୁରୁଷା ଗୁଡ଼ିଅ କୁ ମ ମିଳିଗଲା ହରିବଂଶ! ରାଜେଶକୁ ବିବାହ କରି ତାଜୀବନରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି  ହୋଇଥିଲା ତାହାକୁ ସଫଳତାର ସହିତ ପୂରଣ କରିଦ୍ଦେଇଥିଲା ହରିବଂଶ! ପରିଯିତି ଏମିତି ହେଲାରାକେଶ ନୁହେଁ; ହରିବଂଶ ହିଁ ଗୁଡ଼ିଆ ପାଇଁ ପାଲଟିଗଲା  ସବୁକିଛି! ସେ ସବୁ ଦିନ ଲାଗି ଚାହିଁଲା ଦରିବଂଶକୁ! ଦିନେ ହରିବଂଶ ସହିତ ଅଂଶୁ ଓ ବାସୁକୁ ନେଇ ଘର ଛାଡ଼ି ଚାଲିଗଲା ପୋଲିସ ନିକଟକୁ ଗଲା ରାକେଶ! ହେଲେ ପୋଲିସକୁ ଗୁଡ଼ିଆ ମୁହେଁ ମୁହେଁ କହିଦେଲା ଯେ, ସେ ସାଧାରଣ ମଣିଷ ଭଳି ଜୀବନ ଟିଏ ବଂଚି  ବାକୁ ଚାହେଁ! ତାର ତପସ୍ୱିନୀ ସାଜି ବାର  କୌଣସି ଅଭିଳାଷ ନାହିଁ ! ତାପାଇଁ ହରିବଂଶ ହିଁ ଏକମାତ୍ର ଯୋଗ୍ୟତମ ପୁରୁଷ ! ସେ ଲମ୍ବା ରେସ ର  ଗୋଟେ ପୋଡ଼ା ଚାହେଁ! ଆଉ ହରିବଂଶ ହିଁ ସେହି ଲମ୍ବା ରେସ ର  ଘୋଡା

ପୋଲିସ ନିକଟରେ ଅନ୍ୟ କୌଣସି ଉପାୟ ନ ଥିଲା ରାକେଶ ବି ମୁହେଁ ମୁହେଁ ସ୍ୱୀକାର କରିଥିଲା 6ତାର ପ୍ରଥମ ସ୍ତ୍ରୀ  କି ରନକୁ ମଧ 6ସ ସୁଖଦାନ   କରିପାରୁ ନ ଥିଲା! କେବଳ ସନ୍ତାନଟିଏ ଦେବା ବ୍ୟତୀତ ସେ ତାକୁ ଆଉ କିଛି ଦ୍ଦେଇପାରି ନ ଥିଲା ହରିବଂଶ ସହିତ ଖୁସିରେ ରହିଥିଲା ଗୁଡ଼ିଆ!ପୁଣି ଥରେ ଧୃସ ବିଧନ୍ସ  ହୋଇଯା ଇଥିଲା ରାକେଶ୍ ରଜୀବନା ସେ ଗହୁଁଥିଲା ଯେମିତି ବି ହେଉ  ଗୁଡ଼ିଆ ଫେରିଆସୁ ତାଜୀବନକୁ! ସେଥିଲାଗି ସେ ଥରକୁ ଥର ସେମାଙ୍କ  ନିକଟକୁ ଯାଉ ଥିଲା ସେମନେ ସହ ପାଟିତୁଣ୍ଡ କରୁଥିଲା ପିଲ! ଦୁଇଟିକୁ ଜୋର ଢବରଦସ୍ତ ସାଥିରେ  ନେଇ ଆସିବାକୁ ଗହୁଁଥିଲା ଯେମିତି କୌଣସି ବି ପରିପ୍ରେକ୍ଷୀରେ ସେ ମାନିନେବାକୁ ପ୍ରୟୁତ ନ ଥିଲା ନିଜର ଅସାମର୍ଥ୍ୟକୁ  ରାକେଶ୍ ର ଅତ୍ୟାଚାରରେ ଅତିଷ୍ଠ ହୋଇଉଠିଥିଲେ ଉଭୟ ହରିବଂଶ ଓ ଗୁଡ଼ିଆ! ଶେଷରେ ସବୁଦିନ ଲାଗି
ହଟେଇ ଦେ ଇଥିଲେ ସେମାନଙ୍କ ରାସ୍ତା ରୁ ! ହତ୍ୟାକରି ଫିଙ୍ଗି  ବେଇଥିଲେ ଗୋମତୀ ନଦୀ ଭିତରକୁ!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...