Thursday 17 August 2017

ଅବୈଧ ପ୍ରେମ ନେଲା ଜୀବନ



ନି ଜର ଦୈନନ୍ଦିନ କାମ କ୍ଷେତ୍ରରୁ  ହାଡ଼ଭଙ୍ଗା କାମ ସାରି ଘରେ ବିଶ୍ରାମ ନେବାକୁ ଆସନ୍ତି  ରିଶିପାଲ ! ଦିନସାରା ଖଟି ଖଟି ଦୁଇ  ପଇସା କମେଇ ପରିବାର ଭରଣପୋଷଣ କରିବା ଦାୟିତ୍ଵ ତାଙ୍କ ମୁଣ୍ଡ ଉପରେ ସବୁଦିନ ଭଳି ସେ ଘରକୁ ଫେରନ୍ତି  ବହୁତ ବିଳମ୍ବ ରାତିରେ ! ଏହି ଦିନ ସେ ଘରେ ପହଞ୍ଚ ଦେଖନ୍ତି  ! ତା ସ୍ତ! ସବିତା ପୁଡ଼ୁରା ସାଗର ସହିତ କୁଆଡ଼େ ଚମ୍ପଟ ମାରିଛି ! ଖୁ ଡି  ପୁଚୁରାର ଗାୟବକୁ ଭଲ ଦୃଷ୍ଟି ରେ
ନଦେଖୀ ରିଶିପାଲ୍ ଖରାପ ଦୃଷ୍ଟି ରେ ବେଖୀ ଲେ ପ୍ରଥମତଃ ସାହି ପଡି଼ଶାଙ୍କ ଠା ରୁ ଶୁଣିଥିବା  ଅବୈଧ ପ୍ରେମ କଥା ଓ ଏତେ ରାତିରେ ଚୂଲିଯିବ! ଘଟଣା କଥ! ରିଶିପାଲ୍ର ସନ୍ଦେହକୁ ଦ୍ଵିଗୁଣିତ ଏବଂ ସଷ୍ଟ କରିଦେଇଥିଲା  କାହାକୁ କିଛି ନକହି ସେ ସକାକୁସକାକୁଘରକୁ ଫେରିଲେ ! ରାତିରେ ଅନ୍ୟ କୋଉ ଜାଗାରେ ରହିଯାଇଥିଲେ ! ଚାରି ପୁଅକୁ ସାଥରେ ନେଇ ସାଗର ସହିତ ପଳାଇଥିବା  ସବିତା ଢ଼େର ରାତିରେ ଆସି ଘରେ ପହଞ୍ଚଲା ! ରିଶିପାଲ୍ ସକାଳେ ତାର କକାଟ ଠକ ଠକ୍ କଲେ ! ସବିତା ଆସି କବାଟ ଖୋଲିଲା ! ସାଗର ସେତେବେଳେ ତାକାମକୁ ପକାଇଥାଏ
ସ୍ତ୍ରୀ ସବିତାକୁ ରିଶିପାଲ୍ ସବୁକଥା ପଚାରିଲେ ! ଏପରିକି ପୁଚୁରା ସହିତ ଅବୈଧ ପ୍ରାତି କଥା ମଧ୍ୟ ଟିକିନିକି ପଚାରିଲେ ! କାମୂକି ସବିତା ସାଗରକୁ ବହୁତ ଭଲପାଏ ଓ ତାବିନ! ଗୋଟିଏ ମୁହୂର୍ଭ ବଂଚି ପାରିବନି ବୋଲି ସ୍ୱାମୀକୁ ଉଭୃର ଦେଲା ! ଏମିତି ଅନେକ ଗଣ୍ଡଗୋଳ ଓ ଧମ୍ କା ଚମକି ଲାଗିଲା ଦୁହିଙ୍କ ମଧ୍ୟ ରେ ! କଥ! କଟାକଟି ଆଡ଼କୁ ଗତି କଲ! ସେଦିନ ନିଜକୁ ଆୟତ୍ତରେ ରଖି  ଥ୍ ଲେ ରିଶିପାଇ ! ୟାକୁ ବେଶ!ରରେଜିତ ନ କରି ଘଟଣାକୁ ଆହୂରି ଜୀବନ୍ତ କରିବାକୁ ଚାହୁଁଥିଲେ  ସେ ତେଣୁ ସେଦିନ କିଛିଟା ମୀମାଂସା ହୋଇଗଲା

ଆଉ ଏକ ଦିନର ଘଟଣା ! ଚୋରା  ପୀରତି ନିଶ୍ଚୟ ଦିନେ ଇତି ହୋଇଥାଏ ! ଏଇ ଯେମିତି ସାଗର ଓ ସବିତାର ଅବୈଧ ସମ୍ପର୍କକୁ ଦିନେ ରିଶିପାଲ ଦେଖୀ  ତାଙ୍କ ପ୍ରେମରେ ଇତି ପକାଇଥିଲେ  ! ଦିନକର କଥା ଅଚାନକ ରିଶିପାଲ ଘରେ ପହଞ୍ଚ ସ୍ତ୍ରୀ  ଓ ପୁଚୁରାର ଅନୈତିକ ସଂପର୍କ ତଥ! ଆପରିଜନକ ଅବସ୍ଥା ଦେଖୁ ରାଗରେ ଜର୍ଜରିତ ହୋଇ ରଠିଥିଲେ  ଆଉ ସାଙ୍ଗେ ସାଙ୍ଗେ ପୁତୁ ରା ସାଗରକୁ କହିଲେ ତତେ କଣ ଘରେ ରଖ୍ଥଲିମେ! ଘର ଉକୁଡ଼ିବା ପାଇଁ, ମୋ  ବଂଶ ଚୂଡ଼ାଇବା ପାଇଁ ଆରେ ତତେ ସାହାରା ଦେଇ ମୁଁ ବଡ଼ ଭୁଲ କରିଚି ! ତେ! ଭଳିଆ ଛତରା, ବେଧୁଆ ପିଲାକୁ ଘରେ ରଖ ବଡ଼ ଭୁଲ କଲି ! ଏତକ କହି ସ୍ତ୍ର1 ସବିତା ଆଡ଼କୁ ଅନେକ କହିଲେ- ଶଳା ମାଇକିନା ତୁ  ବି ଗୋଟାଏ ନିଲ୍ଲଜୀଆରେ ମେ! ଠା ରୁ  ଣ ସୁଖ କିଛି ପାଇ ନଥଲୁ! ବାରି ଚାରିଟା ପୁଅର ମାହୋଇ ମଧ୍ୟ  ତୁ  ଷୋହଳ ସତର ବୟସୀ ଯୁବତୀ ଇଳି ହେଉଛୁ ! ନିକର ପୁଅ ସମାନ ପୁଚୁରା ସହିତ ସଂପର୍କ ରଖୁବା ଛି.. ଛି... ତୋତେ ଲାଜ ଲାଗୁନି ! ଅତି ରାଗରେ ଜର୍ଜରିତ ରିଶିପାଲ ଦୁଇକଣକୁ ଏମିତି ଅଖାଡ଼ୁଆ ଗାଳିଗୁଲଜ କରିବାରେ ଲାଗିଥଲେ ! ରାଗ ମୁଣ୍ଡକୁ ବେଶୀ ଚଢ଼ିବା ରୁ ସେ ସବିତା ଉପରକୁ ହାତ ମଧ୍ୟ  ଉଠାଇଥଲେ ଖୁଡିଠା ରୁ  ବେହସୁଖ ପାଇଥବା ସାଗର ସେଠାରେ ଅବାକ୍ ହୋଇ ଠିଆ ହୋଇଥଲା ! ସେ ଏଥର ତାପ୍ରେମର ଠିକ୍  ରୁ ପ ଦେବା ପାଇଁ ଓ ସମ୍ମାନ ବଜାୟ ରଖି  ବାକୁ ଯାଇ ରିଶିପାଲ୍ କୁ ପ୍ରତିରୋଧ କଲା ! ଖୁଡି ପ୍ରତି ଏମିତି ଖରାପ ବ୍ୟବହାରକୁ ଦେଖୀ  ସେ ତାଦାବୀକୁ ଭମୁଁନା କଲା ! ପୂର୍ବ ଭାଗରେ ନିଆଁବାଣ ହୋଇଥବା ରିଶିପାଲ ସାଗର ଉପରେ ଭୀଷଣ ରାଗିଗଲେ ! ନିକର ସହିବାର ସୀମା ଅତିକ୍ରମ କରି ଘର କୋଣରେ ଥବା ଏକ ଶକ୍ତ ରଡ଼ ଆଣି ସାଗର ମୁଣ୍ଡକୁ ପ୍ରହାର ଉପରେ ପ୍ରହାର କଲେ ! ସବିତା ଜଗିବା ଯୋଗୁଁ ତାକୁ ମଧ୍ୟ  ମାଡ଼ ମାରିଲେ କିନ୍ତୁ ସଚୂତକ ମାଡ଼ ସାଗର ଉପରେ ସୁଝାଇଲେ ! ଏକ ଶକ୍ତ ଟାଣୁଆ ପାହାଇରେ ବିତର! ସାଗରର ମୁଣ୍ଡ ଝାଇଁ ଝାଇଁ ହୋଇଗଲା ! ଆଉ ଗୋଟିଏ ମାଡ଼ରେ ସେ ଆଖୁକୁଜି ସାରିଥଲା ! ରିଶିପାଲ ଏହି ଘଟଣା ଭିଆଇ ଚାହାରକୁ ପଳାଇ ଯାଇଥିଲେ
ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥାଏ ସାଗରର ସ୍ତିର ନିସ୍ତବ୍ଧ ଶରୀରଟା ! କାମୁକା ଖୁଡି଼ ସବିତା ଅର୍ଧ ପାଗଳୀ ପ୍ରାୟ ହୋଇଯାଇଥାଏ ! ସେ ତତ୍ କ୍ଷଣାତ୍ ସାଗର ଉପରେ ମୁଣ୍ଡ ବାଡ଼େଇ ବୁ କୁଫଟା କାନ୍ଦିବାକୁ ଲାଗିଲା ଚାର ସୁଦୁର ପ୍ରସାରୀ କାନ୍ଦଣା ଓ ଆର୍ଭ ଚିତ୍କାର  ଶୁଣି କେତେକ ଲୋକ ଓ ପଡ଼ୋଶୀ ଜମା ହୋଇଯାଇଥିଲେ  ! ଏପରିକି କେହି ହେଲେ ବି ସେମାନଙ୍କ ଉପରେ ଦୟା ବେଖେଇନଥିଲେ  ! ଖାଲି ଜଳ ଜଳ ହୋଇ ଅନାରଥିଲେ  ନିଜର କୁତକର୍ମର ଫଳ ବୋଲି କହି ନାକ ଛିଞ୍ଚାଡୁଥିଲେ  ବେସାହାର! ସବିତା ନିଜେ ପୁଚୁରାକୁ ନିକଟସ୍ଥ ସତ୍ୟବାଦୀ ରାଜା ହରିଶ୍ଚନ୍ଦ୍ର ହସ୍ପିଟାଲକୁ ନେଇଯାଇଥିଲା  ! ଳିଚ୍ଛୁ ସେଠାରେ ତାଙ୍କର ଅସଫଳ ହେବାରୁ ନୂଆଦିଲ୍ଲୀର ଲେ!କନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲକୁ ପଠାଇବେଲେ ! ମାତ୍ର ଡାକ୍ତର ସାଗରକୁ ମୂତ ବୋଲି ଘୋଷଣା କଲେ
ହସ୍ପିଟାଲର ତ୍ତଚ୍ଚକର୍ମୀମାନେ ଏଇ ଘଟଣା ସଂପର୍କରେ ଦିଲ୍ଲୀର ନଭେଲ! ଥାନାକୁ ଜଣାଇଦ୍ଦେଲେ ! ତାପରେ ତତ୍ କ୍ଷଣାତ୍ ଏସ୍ଏତ୍ଓ ରାମକୁଷ୍ଣ ଓ ସହଯୋଗୀ ସବ ଇନ୍ସପେକ୍ଟର ରମେଶ  ଆସି ପହଞ୍ଚଗଲେ ! ମୂତ ଶରୀରର ପଞ୍ଚନାମା କରି ପୋଷ୍ଟମର୍ଟମ ପାଇଁ ପଠାଇଲେ ! ସଦିତାକୁ ମଧ୍ୟ  କିଛି ପ୍ରଶ୍ନ ପଚାରିଥଲେ ! ସେଠାରେ ପେରି ନରେଲା ଥାନାରେ ଏକ ହତ୍ୟାକାଣ୍ଡ ଜନିତ ମାମଲା  ରୁ ଜୁ କଲେ ! ଏହି କେସ୍ ସବିତାର ଲିଖି  ତ ଅଭିଯୋଗ ଅନୁସାରେ ହୋଇଥଲା
ତାପରେ ଏଏସ୍ଆଇ ଆସାମୀ ରିଶିପାଲ୍କୂ ଗିରଫ କରିବାରେ ସମର୍ଥ ହୋରଥି ଲେ ! ରାହନୀ  ଜୋର୍ଟକୁ ପଚରାଉଚୂର! ନିମନ୍ତେ ପଠାଇ ଦିଆଗଲା |
ରିଶିପାଲ କରିଥିବା  ହତ୍ୟାକାଣ୍ଡ ବିଷୟରେ ବର୍ଣ୍ଣନ! କରିଲେ

ଘଟଣାର ଅନ୍ତରାଳେ:
ଉତ୍ତର-ପଶ୍ଚିମ ଦିଲ୍ଲୀର ବାବିନାର ହରିଜନ କଲୋନୀରେ ରିଶିପାଲଙ୍କ ଘର ସ୍ତ୍ରୀ ଓ ଚାରିସନ୍ତାନ ସଦିତକୁ ନେଇ ତାଙ୍କ ପରିବାର ! ହରିୟାଣାର ସୋନିପଟ୍ ଜିଲ୍ଲା ଅନ୍ତର୍ଗତ ଖାରଖୋଡ଼! ଗାରେ ରିଶିପାଲଙ୍କ ପିତ! ଜଙ୍ଗ   ସିଂହ ଘର ଅପରପଷେ ସଦିବାର ବାପ ! ରିଚାଲ ସିଂହଙ୍କ ଘରେ ମଧ୍ୟ  ସୋନିପଟ୍ ଗ୍ରାମରେ
ବିବାହ ପରେ ରିଶିପାଲ ସ୍ତ୍ରୀ କୁ ନେଇ ଦିଲ୍ଲୀ ସହରକୁ ଭଲ କାମ ସନ୍ଧାନରେ ଯାରଥିଲେ  ! ଭଲ ଏକ ସଂସ୍ଥାରେ କାମ ନ ମିଳିବାରୁ ରିଶିପାଲ ମୁଲିଆ କାମ କରି ଘର ଚଳା ଇଲେ  ! ନରେଲା ମାଶ୍ଚିରେ ସେ ଦିନ ମଜୁରିଆ  ରୁ ପେ ଗଣିତ ହେଲେ

ଏପଟେ ରିଶିପାଲର ବଡ଼ ପୁତୁରା ସାଗର ଦିଲ୍ଲୀକୁ ଆସିଥାଏ ! କଣ ଗୋଟାଏ ଭଲ ଚାକିରି କରିବା ପାଇଁ ! ସାଗର ହତାଶ ହୋଇ ଶେଷରେ ଦାଦାଙ୍କ ସାହାରା ନିଏ ! ରିଶିପାଲ ତାକୁ କହନ୍ତି  ଯେ, ମାଣ୍ଡି (ଏକ
ହୋଲ୍ ସେ ଲ୍ ମାର୍ବେଟାରେ କିଛି ଦିନ କାମ କର, ତାପରେ ଭଲ୍ଚାକିରି ପାଇଲେ ଛାଡି଼ଦେବୁ  ! ଦାଦା କଥ! ମାନି ସାଗର ସେୟା ହି କଲା ! ତାଙ୍କ ପାଖରେ ରହିଲା ମଧ୍ୟ  ! ଏମିତି କିଛିଦିନ ଭଲରେ କଟିଗଲା ! ଦାଦା ଘରେ ରହି ନିକର ଆସ୍ଥାନ ଜମେଇ ସାରିଥାଏ ସାଗର ୨ ୦ ବର୍ଷିୟଦେଖୀ ବାକୁଭାରି ସୁନ୍ଦର ଓ ଡ଼ଉଲଡ଼ାଉଲ୍ ଥି ଲ! ସେ ଅତିକମ୍ ଦିନଃର ଖୁଡ଼ି ସବିତାର ସ୍ଵେହର ପାତ୍ର ହୋଇପାରିଥଲା ସାଗର ନିକର ଖଟଣୀ ଟଙ୍କାରେ ସବିତାର ପିଲାପିଲିମାନଙ୍କ ପାଇଁ ଖାଇଦାଠାରୁ ଆରମ୍ଭ କରି ପିନ୍ଧିବା  ପର୍ଯ୍ଯନ୍ତ ସବୁ କିନିଷ
ଯୋଗାଇବେଲା ! ଏପରିକି ସବିତା ଓ ପିଲାମାନଙ୍ଗୁ ନେଇ ସେ ମାର୍ବେଟ ଚୂଲିବା ଓ ଫିଲ୍ମ ଦେଖା ବେଖୀ ରେ ସମୟ କଟାଇଲା ନିଜ ପୁଚୂରାର ଏପରି ଉତ୍ତମ କାର୍ଯ୍ୟକଳାପ ଦେଖୀ  ତାଠାରୁ ୫-୬ ବର୍ଷରେ ସାନ ସବିତା ତାଳୁ ଅନ୍ତରର ଏକ ନିଭୃତ କୋଣରେ ସ୍ଥାନ ଦେଲା ! ଦିନକୁଦିନ ସାଗର ପ୍ରତି ଭଲ ପାଇବ! ବଢ଼ିଗଲା ସବିତାର ! ସମୟ ଆସିଲା ପୁଡ଼ୁରା ସାଗର ସହିତ ମଧ୍ୟ ଅନେକ ସୁହାଗ ରାତି କଟାଇଲା କାମୁକୀ ସବିତା ! ଏପରିକି ରିଶିପାଲଙ୍କ ଅନୁପସ୍ଥିତିରେ ପିଲାମାନଙ୍କ ସ୍କୁଲ ଯିବା ଅନୁପସ୍ଥିତିରେ କିମ୍ବା ଶୋଇଥିବା ର ସୁଯୋଗ ନେଇ ସାଗର ମନଭରି ଉପଭୋଗ କଲା ଦିନ ପରେ ଦିନ ରାତି ପରେ ରାତି ସବିତାକୁ! ଆଉ ଦୁହିଁଙ୍କର ଏପରି ଅବାଧ ଶାରୀରିକ ମିଳନ ଘଟିଥିଲା  ଏମିତି ଏକ ଘଟଣାରୁ
ଦିନେ ବାଥ ରୁ ମରେ ଗାଧୋଇ ସାରି ସବିତା ସାଗରକୁଏକ ଟାୱାର ମାଗିଥଲା ! ସବିତା ସାମାନ୍ୟ କବାଟ ଖୋଳି ସାଗରଠା ରୁ  ଟାୱାଲଟିକୁ ହାତ ବଢ଼ାଇନେର ଥ୍ ବ! ବେଳେ ସାଗର ସତିତାର ଗୋର! ଗୋର! ଅର୍ଧ ନଗ୍ନ ଶରୀର ଦେଖି  ଅବାକ୍ ହୋଇଗଲା ! ତାଛଡ଼ା ସତିତାର ଗୋର! ତକ ତକ ଦେହରୁପାଣି ଟୋପା ଟୋପା ଝରିପଡ଼ୁଥିବା ର ଦୁଶ୍ୟ ସାଗର ଦେହରେ ଉତ୍ତେଜିତ ର ଶିହରଣ ସୃଷ୍ଠି ହୋଇଗଲା ! ସେ ଭାବିଲା ସତେ ଯେପରି ଏକ କଅଁଳିଆ ସବୁଜ  ପତ୍ରରୁ ଟୋପ! ଟୋପା କାକର ଝ ରୁ ଛି ! ନିଃସଙ୍କାଚରେ ଟାୱାଲଟି ନେଲା ସବିତା ! ଛୋଟ ଟାୱାଲଟିକୁ ଗୁଡ଼େଇ ହୋଇ ପଡ଼ିଲା ସବିତା ! ସାଗର ସେମିତି ତାଳୁ ଅନାଇଁ ଥାଏ ! କବାଟ ମଧ୍ୟ  ସେମିତି ଟିକିଏ ଖୋଲାଥାଏ ! ତାପରେ ସାଗର ନିଜକୁ ସମ୍ଭାଳି ନପାରି ବାଥ ରୁ ମ୍ ଭିତରକୁ ପଶିଗଲା ! ସବିତା ସେତେବେଳେ ନଇଁପଡି଼ ପୋଛାପୋଛି ହେଇଥଲା ! ସାମ୍ବାରେ ସାଗରକୁଦେଖୀ  ମୁରଳି ହସିଲ! ! ଏଇ ଏମିତି କଣ ଦେଖୁଛ ? ଣ ମେ! ଦେହରେ ଲାଗି ଗଲଳି ! ସବିତା କହିଲା ! ସାଗର ଉରର ଦେଲା ସତରେ ଖୁଡି଼ ତୁମେ ଭାରି ସୁନ୍ଦର ! ଡୁମର ଗୋର! ଦେହ ମତେ
ଯେପରି- ଏତିକି କହି ତାପାଟି ଅଠା ଅଠା ହୋଇଯାଉଥାଏ ସେ ନିଜର କାମୁ କତାକୁ ସମ୍ଭାଳି ନପାରି ସଳିତାକୁ ଆଲିଙ୍ଗନ କରିପକଲାଇଲା ! ଏହାପରେ ଶାରିରୀକ ସୁଖରେ ମାତିଯାଇଥଲେ ସବିତା ଓ ସାଗର ! ତାପରେ ସେହିଦିନଠା ରୁ ଟିକେ ସୁଯୋଗ ପାଇଲେ ଦୁହେଁ ଦେହକୁ ଦେହ ମିଶାଇ ପକାଉଥିଲେ  ! ତୁ ଣ୍ଡ ବାଇଦ ସହତ୍ସ କୋଷ ପରି ଅଚ୍ଚିଧ ପ୍ରେମ ସମ୍ପର୍କର ଦଉଡି ଅତି ଲମ୍ବ! ବୋଲି  ଜଣାନଥିଲା  ଦୁହିଙ୍କୁ ! ପଡିଶା ଘର ଲୋକେ ମଧ୍ୟ  ଦୁହିଳୁ ସନ୍ଦେହ ଦୃଷ୍ଟିରେ ବେଖଲେ ! ରିଶିପାଲର କାନରେ ମଧ୍ୟ  ଏ କଥ! ପକାଇଲେ ଅଧ୍ କାଂଶ ସମୟ ମଧ୍ୟ  ରିଶିପାଲ ଓ ସବିତା ମଧ୍ୟ ରେ ମନୋମାଳିନ୍ୟ ଓ ଗଣ୍ଡଗୋଳ ହେଉଥିଲା
 ସାଗର କିନ୍ତୁ  ତାବାଟ ରୁ  ଓହରିନଥିଲା ! ! ବେଳ ପାଇଲେ ଖୁସି କରି ରଖୁଥଲା ଖୁଡି ସରିତାକୁ ! ତାଛଡ଼ା ଦିନେ ସବିତା ସାଗରକୁ କହିଲା- ଚୂଝିଲ ସାଗର ! ଏଇ ଘରଟାରେ ମିଶି ମିଶି ଭାରି ବିରକ୍ତ ଲାଗିଲାଣି ! ଟାଲ ବାହାରେ ଟିକେ ଚୂଲାଦୁଲି କରି ମନ ଫୁର୍ଗୀ କରି ଆସିବ! ! ଟିକେ ପାର୍କ ବୁଲି ବା ହୋଟେଲରେ ଖାଇ ପିଇ ଘରକୁ ଆସିବ!

ସାଗର ରାଜି ହୋଇଗଲା ! ଏମିତି ଦୁହେଁ ପ୍ରେମାଳାପ କରି ଓ ବାହାରେ କିଛି ବେହସୁଖ ପାଇବ! ଆଶାରେ ଦୁହେଁ ପଳାଇଲେ ! ସବିତା ସାଙ୍ଗରେ ପିଲାମାନଙ୍କୁ  ନେଇଥାଏ ! ସେଦିନ ଢ଼େର ରାତି ଯାଏଁ ରୋମାନ, କରି ଘରକୁ ଫେରିଥିଲେ  ! ଏପଟେ ରିଶିପାଲ କାହାରିକୁ ଘରେ ନପାଇ ଆଶ୍ଚର୍ଯ୍ଯ ହୋରଯାଇଥିଲେ  ଓ ପଡ଼ୋଶୀଙ୍କ କଥାକୁ ବି ଶ୍ବାସ କରି ଦିନେ ଦୁହିକୁ ପାନେ ଦେବେ ଟୋଲି ମନସ୍ଥ କରିଥଲେ ! ଆଉ ଶେଷରେ ଏହାର ଶିକାର ହେଲା କଣେ ବିଚରା ! ଅତି ପ୍ରାପ୍ତ ବୟସ୍କା ଖୁଡି ସହ ଅନୈତିକ ସଂପର୍କ ରଖୀ ନିଜ ଜୀବନକୁ ଅକାଳେ ବିନାଶ କଲା ପୁତୁ ର! ସାଗର
ରିଶିପାଲ ତ ଦଣ୍ଡ ନିଶ୍ଚୟ ପାଇବ ହେଲେ ଏମିତି ଏକ ବର୍ବରୋତିତ ହତ୍ୟା କାଣ୍ଡ  ଘଟାଇବାର କାରଣ ହେଲା ଅବୈଧ ପ୍ରେମ ସଂପର୍କ ! ତେଣୁ ସଚେତନ ନ ହୋଇ ତଥ! ନିକକୁ ସଂଯତ ନକରି ଅବା ଟରେ ପାଦ ଥାପିଲେ ଏମିତି ଅବସ୍ଥ! ହେବ! ସ୍ଵାଭାବିକ ସୁତରାଂ ଆମର ଆଶା ବିଶ୍ଵାସ ଯେ, ଏମିତି କାଣ୍ଡ ସମାଜରେ ନ ଘଟୁ ଓ ଲୋକମାନେ ସଚେତନ ହୋଇ ନିଳକୁ ସୁଧାରି ସମାଜରୁ ଏପରି ଘଟଣାର ମୁ ଳପୋଛ କରନ୍ତୁ

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...