Sunday 13 August 2017

ସ୍ବପ୍ନ ଦେଖୁ ଥିବା ସୋନାଗାଛି ର ସୋମା ଦାସ



ଏକ ଗରିବ ବାପର ସୁନ୍ଦରୀ ଝିଅ ଥିଲା ସୋମା ଦାସ! ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଢିଲା ଅନ୍ତର୍ଗତ ସୋନପୁର ଥାନା ଅଧିନସ୍ଥ    ମାଗାରହା ଟ    ଗାଁରେ ତାର ଜନ୍ମ ! ତାକୁ ୨୧ ବର୍ଷ ହୋଇଥିବା  ବେଳେ ଅମିତ୍ ଦାସ ନାମକ ଜଣେ ଯୁବକ ସହିତ ତାର ବାହାଘର କରିଦିଆ ଯାଇଥିଲା ହୁ ଗୁଳି ଜିଲାର ଶ୍ରୀରାମପୁର ଥିଲା ତାର  ଶାଶୂଘର! ବାହାଘରର ବର୍ଷକ ପରେ ସେ ଗୋଟିଏ ଝିଅକୁ ଜନ୍ମ ଦେଲା  ଏଇଠୁ ଆରମ୍ଭ ହେଲା ସୋମ! ଜୀବନର ଦୁଃଖର ଦିନା
ଆଜି ବି ଅନେକଙ୍କ ପାଇଁ ପୁଅ ହେଊଛି ସବୁକିଛି ତେଣୁ ଘରର ପ୍ରତ୍ୟେକ ସଦସ୍ୟ ଚାହାନ୍ତି  ସେମାନଙ୍କ ଆସନ୍ନପ୍ରସ ବା ସ୍ତ୍ରୀ ବା  ବୋହୁ  ପୁଅଟିଏ ଜନ୍ମ ଦେଉ   ଅମିତ୍ ଭିତରେ ବି ସେ ମିତି ଏକ ଇଚ୍ଛା  ବଳବତ୍ତର ରହିଥିଲା ସେ ପୁଅର ବାପ ହେବାକୁ ବିନ ଗଣୁଥିଲା ମାତ୍ର ସୋମ! ଜନ୍ମ  ଦେଲା ଝିଅ! ଝିଅ ଟେ  ହୋଇଥିବା  ଜାଣି ବିରକ୍ତ  ହୋଇଉଠିଲା ଅମିଡା଼ ତାମନ ସୋମ! ଉପରୁ ଛାଡ଼ିଗଲା !! ଫଳରେ ସେ ସୋମାକୂ କଥା କଥାରେ  ଗାଳିଗୁଲକ କଳା!  ତା ଉପରେ ଚିଡ଼ିଲା   ସୋମାର ମନ କଷ୍ଟ  ହେଉଥିଲା ସତ; ହେଲେ ସେ କିଛି କହୁ ନ ଥିଲା ! ସେ ଯାହାକୁ ବାହା 6ଦ୍ଦେଛି ସେ ଯେ  ଏଭଳି ଏକ ପୁରୁଣାକାଳିଆ ଚିନ୍ତା ଧାରାକୂ ଯା ବୁଡ଼ି ଧରି ବସିଛି ସେ କଥା ଭା ବିବା କ୍ଷଣି ତାଭିତରଟା ଦୋହଲି ଯାଉଥିଲା  ! ସେ ଏଭଳି ଏକ ସ୍ଵାମୀର ସ୍ତ୍ରୀ  ହୋଇଥିବା ରୁ  ନିଚ୍ଚକୂ ଧ୍ କ୍ ଚ୍ଚାର କରୁ ଥିଲା ଆଉ ଅମିତ୍ ଭିତରେ ସେ ନିଜ ମନର ମଣିଷକୁ ଖୋଳି ପାଉ  ନ ଥିଲା !
ଅମିତ୍  ବ୍ୟବହାର ଦିନକୁ ଦିନ ଭୟଙ୍କର ହେବାକୁ ଲାଗୁଥିଲା ସୋମ! ଆଉ କେତେ କଟୁ କଥା ସହା ନ୍ତା  ! ଶେଷକୁ ଦିନେ ସେ ମୁହଁ ଖୋଜିଲା! ଅମିତ୍ ର ମୁହଁ ଉପରେ  ଜବାବ ଦେଲା ! ଅମିତ୍  ଭଳି ଟିପିକାଲ ଅର୍ଥୋ ଡକ୍ସ ମାନସିକତାର ମଣିଷମାନେ କେବେ ବି ଏକଥା ଚାହାନ୍ତି  ନାହିଁ ଯେ , ସେମାନଙ୍କ ସ୍ତ୍ରୀ ସେମାନଙ୍କ ମୁହଁ ଉପରେ ଜବାବ ଦଉ ! ଆଉ ସୋମ! ଯେତେବେଳେ ତାଆଖି ରେ  ଆଖି ମିଶେଇ କଥା କହିଲା ସେତେବେଳେ ରାଗ ତାର ପଞ୍ଚମକୂ ବଢ଼ିଗଲା! ପରେ ସେ ମାଡ଼ ମାରିବ! ଆରମ୍ଭ କଲା ସୋମ! ଦେଖିଲା , ଆଉ ଅମିତ୍ ପାଖରେ ରହିବ! ତାପଷଗେ ସମ୍ବବ ନୁହେଁ! ସେ ଅମିତ୍ କୂ କହିଲା, ମୁଁ ଝିଅ ଜନ୍ମ ଦେଇ ଥିବାରୁ  ଚୂମର ରାଗ ତା  ବେଶ୍ ତୁ ମେ ଏବେ ଆଉ ଗୋଟେ ସ୍ତ୍ରୀ  ଆଣ, ଯିଏ ତୁମକୁ ପୁଅ ଜନ୍ମକରି ଦେବ ଅମିତ୍ କହିଲା- ଢାଢ଼େଲେ ତୁ  ମୋତେ ଡିଭର୍ସ  ଦେ ! ସୋମ! ଚି ଦେଖିଲା ଯାହା ପାଖରେ ସେ ବଢିପାରିବ ନାହି ତାକୁ ସେ ଡିଭୋ  ର୍ସ ନ ଦେବ କାହିକି ? ସେ ଅମିତ କଥାରେ ରାଜି ହୋଇଗଲା ଆଉ ସେମାନଙ୍କର ଡିତୋର୍ସ ବି ହୋଇଗଲା ଶାଶୁଘର ଛାଡ଼ି ଛୋଟ ଝିଅକୂ ଧରି ବାପଘରକୁ ଚାଲି ଆସିଲା ସୋମା! ଭାବି ଥିଲା ବାପଘରେ ରହି ସେ ଝିଅକୁ ମଣିଷ କରିବା
 ମାତ୍ର ଅଭୁତ ଆମର ଏଇ ମଣିଷ ସମାଜା ଝିଅଟିଏ ବାହ! ହୋଇ ନ ଥିବା  ଯାଏ ବାପଘରେ! ଆଉ ଥରେ ବାହା ହୋଇ ଗଲେ ତାର ସବୁ  ସମ୍ପର୍କ ଯେମିତି ବାପଘର ସହିତ କଟି ଯାଏ  ବାହାଘର ପୂର୍ବରୁ ଯେଉଁ ଝିଅକୁ ବାପମାଅମୂଲ୍ୟ ସମ୍ପତି  ଭଳି ସାଇତି ରଖି ଥାନ୍ତି  ବାହାଘର ପରେ ସେଇ ଝିଅ ମୂଲ୍ୟହାନ ପାଲଟିଯାଏ! ପୁଣି ଯଦି ଝିଅ ସ୍ୱାମାକୂ ଛାଡ଼ି ବାପଘରେ ଆସି ରହେ ତାହେଲେ ତ ସିଏ ବାପମାଙ୍କ ପାଇଁ ବୋଝ ପାଲଟିଯାଏ! ସୋମାର ଅବସ୍ଥା  ଠିକ୍ ସେଇଆ ହେଲା ବାପମ!ତାଳୁ ବୋଝ ବୋଲି  ମନେକଲେ! ସେଥ୍ ରେ ପୁଣି ସାଇପଡ଼ିଶାଙ୍କ ନାନାଦି କାଟୁ କଥା! ସୋମା ଭାବିଲା, ନ! ସେ ନିଜେ ଏଠି ରହିପାରିବ ନା ଝିଅକୁ ରଖି ପାରିବା ଏହା  ଭାବି ସେ କୋଲକାତା ଚାଲିଆସିଲୀ ରାବିଥିଲା କୋଲକାତାରେ ରହି ସେ କାମଧନ୍ଧା କରି ନିଜେ ଚଳିବ ଆଉ ଝିଅକୁ ମଣିଷ କରିବା ହେଲେ ଏ ଦୁନିଆ କେବେ ବି କଣେ ବେସାହାର ମହିଳା ପାଇଁ ସୁରକ୍ଷିତ ନୁହେଁ - ସେ କଥା ସୋମା ଭୁଲିଯାଇଥିଲା
         ସୋମ! ଅନେକ କାମ ଖୋଜିଲା! ହେଲେ କେଉଁଠି ବି ତାକୁ ପାଇଟି ମିଳିଲା ନାହିଁ! ସବୁଠି ତାକୁ ଗୋଟିଏ କଥ! କୁହାଗଲା- ଆମେ ତୁମକୁ ଚାକିରି ଦବୁ ! ବଦଳରେ ତୁ  ଆମକୁ ତୋ ଦେହ ଦବୁ  ତ! ବାସ୍ତବିକ   ସୋମ! ଖୁବ୍ ସୁନ୍ଦରୀ ଥିଲା ତାଦେହର ଗଢ଼ଣ କୌଣସି ସୁନ୍ଦରା ଚିତ୍ର ତାରକାଠୁ କମ୍ ଆକର୍ଷଣୀୟା   ନ ଥିଲା ହେଲେ ସୋମା ସେ  ପାପକାମ କରିବାକୁ ଚାହୁଁ ନ ଥିଲା ତେଣୁ ସେ ସମସ୍ଥଙ୍କୁ  ରୋକ୍ ଠୋ କ୍ ଜଣେଇଦେଲା  ଯେ, ସେ ପଛେ ଭୋକ ଓପା ଷରେ ମରିବ - ହେଲେ ତାଦେହକୁ  ନେଇ କମ୍ପର ମାଈଜ  କରିପାରିବନି |
              ଆଦର୍ଶର ଭାବନା ମନକୁ ଶାନ୍ତି  ଦେଇପାରେ; ହେଲେ ବେହର ଭୋକ  ମାରିପାରେନା! ସୋମ! ପାଖରେ ଆଉ ପଇସା ନ ଥିଲା ଘର ମାଲିକ ଭଡା  ମାଗୁଥିଲା ଦୋକାନରେ ବାକି ହୋଇଯାରଥିଲା ଝିଅ ମୁହଁରେ ଦାନାଟିଏ ଦେଇ ପାରୁ  ନ ଥିଲା ! ମନ  ସ୍ତାପ  ରେ କୌଣସି କୁଳକିନାରା ନ ପାଇ ଘରକୁ ଫେରୂଥିବା ବେଳେ ପାଖରେ ଥିବା ବ! ଏକ ପାର୍କରେ ଯାଇ ବସି ପଡ଼ିଲା ସୋମା! ତାକୁ ଚତୁ ଦିଗ ଅନ୍ଧାର ଦେଖାଯାଉଥିଲା ସେ ନାରବରେ  ଲୁହ ଗଡ଼ାଉଥିଲା ଓ ନିକର ଭାଗ୍ୟକୁ ନିଦୁଥିଲା !
     ସୋମ! ଯେଉଁ ବେଞ୍ଜରେ ବସିଥିଲା ସେଠାରେ ଆଗରୁ ବସିଥିଲା  ଆଉ ଏକ ଠିକ୍ ତାବୟସର ଝିଅ ! ସେ ସୋମାକୂ ଭଲ ଭାବରେ  ଲକ୍ଷ୍ୟ କରୂଥିଲା! ! କିଛି ସମୟ ପରେ ସେ ତାପାଖକୁ ଆସିଲ! ଓ କହିଲା- ମୋ ନାଁ ପୂଜା! ମୁଁ ତୁ ମକୂ ଅନେକ ବେଳୁ   ଦେଖୁଛି! ଆଉ ମୁଁ ଏକଥା ଜାଣେ ପେ, ଯେତେବେଳେ ଜଣେ ସ୍ତ୍ରୀ ଲୋକ  ସଦୁ ଆଡୁ  ନିରାଶ ହୋଇଯାଏ ସେତେବେଳେ ସେ ଏଭଳି ଏକୁଟିଆ ବସି ଲୁହ ଗଢ଼ାଏ! କାରଣ ମୁଁ ବି ତୁମ  ପରି ଏକ ଝିଅ!ପୂଜାର କଥ! ସୋମ! ମନକୁ ଛ୍ଇଁଗଲା ସେ ଆଉ ନିଜ ଭିତରେ ଲୁହ କୁ  ରୋକି ରସୋମା ପାରିଲା ନାହିଁ ! ଭୋ ଭୋ  ରଡ଼ିକରି  ପୂଜା ଆଶ୍ବାସନା ଦେଲା  ତ ସବୁ  ଦୁଃଖ କହିଗଲା  ସୋମା! ପୂଜା କହିଲା- ତୁମକୁ ଡୁମ ସ୍ୱାମୀ ଡିଭୋ ର୍ସ ଦେଇ ଛନ୍ତି ! ମୋତେ ମୋ ସ୍ୱାମା ମାଡ଼ମାରି ଘରୁ ତଡ଼ି ଦ୍ଦେଇଛଢି! ମୁଁ ଯାହାକୁ କାମ ମାଗିଛି ବଦଳରେ ସେ ମୋ ଦେହ ଗହିଛି! ମୁଁ କିନ୍ତୁ ସେମାନଙ୍କୁ ଦେହ ଦେଇନି ହେଲେ  ଭାବିଛି ଯଦି ମୋ ଦେହ ରେ ଏତେ ସାମର୍ଥ୍ୟ ଅଛି, ମୋର ଦୁଃଖକୁ ସେ ଦୂର କରିପାରିବ ତାହେଲେ ମୁଁ କଣ ପାଇଁ କାନ୍ଦି ବି! ଶେଷକୁ ମୁଁ ସୋନାଗାଛି ଗଲି! ଆଉ ଦିନ କେଇଟା ରିତରେ  ମୋର ଦୁଃଖ ଦୂର ହୋଇଗଲା
  ପୂଜା  କଥା ଶୁଣି ସୋମ! କିଛି ହାତ ଦୂରକୁ ଘୁଂଚି ଗଲା  ! କହିଲ!- ତୁମେ ତାହେଲେ ଗୋଟେ ବେଶ୍ୟ! ପୂଜା ହସିଲ! ଆଉ କହିଲା- ହଁ ମୁଁ ଗୋଟେ ବେଶ୍ୟ!  ତୁମେ ମୋତେ ଘୃଣା କରୁ ଥିବା  ମୋର କିନ୍ତୁ ଦୁଃଖ ନାହିଁ! ମୋ ପରିସ୍ତିତି  ମୋତେ ଏପରି କରିବାକୁ ବାଧ୍ଯ କରିଛି! ସେ ଯାହା ହେଉମୁଁ ତୁମକୁ ସମଦୁଃଖୀ ବୋଲି ଭାବୁ  ଥିବା  ହେତୁ  ଗୋଟେ ପ୍ରସ୍ରାବ ବେଉତି- ଯଦି  ତୁମେ ରାଜି, ତାହେଲେ ତୁ ମେ ମୋରି ଭଳି ତୁ ମ ଦେହକୁ ବ୍ୟ ବହାର କରା ଦେଖିବା ତୁମ  ଦୁଃଖ ରହିବନି!ସୋମ! କହିଲା- ନା ନା ତାହ! ପାପକାମପୂଜା କହିଲା- ନାରୀ କୂ ତ ପୁରୁଷ କେବଳ ସେଇ ପାପକାମ ପାଇଁ ଲୋଡ଼େ! ତୁମ ସ୍ୱାମୀକୁ ତୁମେ ଦେହ ଦଉଥିଲା ବଦଳରେ ସେ ତୁ ମକୂ ଖାଇବାକୁ ଦଉଥିଲା ! ତୁ ମ ଦୁଃଖ ସୂଖ ବୁ ଝୁଥିଲା  ! କହିଲ, ଚୂମେ ଯଦି ଚୂମ ସ୍ୱାମୀକୁ ଦେହ ଦାନ କରିବାକୁ ମନା କରିଦ୍ଦେଇଥୀନ୍ତ ତାହେଲେ.....! ସତକଥା ତ ହେଉଛି ଏଇଆ ସେ, ବିବାହ ହେଉଛି ଗୋଟେ ସାମାଜିକ ସ୍ଵୀକୃତିପ୍ରାପ୍ତ ଦେହ ବ୍ୟବସାୟ, ମୁଁ ତୁମକୁ ମୋ କଥ! କହିଦେଲି ! ଏଣିକି ତୁ ମ ଇଚ୍ଛା  କିନ୍ତୁ ମନେରଖ, ଏ ସମାଜ ଗୋଟେ ଅସହାୟ ସୁନ୍ଦରୀ  ଝିଅଠୁ କେବଳ ଏତିକି ହିଁ ଆଶା କରେ!
 ସୋମାର ଆଖି ରେ  ଥିଲା  କେବଳ ଘମାଘୋଟ ଅନ୍ଧାର ! ବଂଚିବା ପାଇଁ ଟଙ୍କା ନିହାତି ଲୋ ଡ଼ା! ଆଉ ତାପାଖରେ ପୁଞ୍ଜି  କହିଲେ କେବଳ ତାର ସୁନ୍ଦର ଦେହ.. ସେ ନିଷ୍ପତି ନେଲା , ସେ ଦେହ ବ୍ୟବସାୟ କରିବା  ସୋନାଗାଛିରେ ପହଁଚିଲା  ସୋମ! ! ପୂଜା ତାକୁ ନେଇ ଏକ ଦଲାଲ୍ ସହିତ ସାକ୍ଷାତ କରିଦେଲା! ତାପରେ ସୋମା ପାଇଟିଗଲା ଦେହଜୀବୀ  ରିମା ! ସେ କିନ୍ତୁ ସୋନାଗାଛିରେ  ରହୁ ନ ଥିଲା ! ସେ ଅନ୍ୟ ଏକ ସ୍ଥାନରେ  ଘର ଡ଼ୋ ନେଇ ତାଝିଅ ସହ ରହୁ ଥିଲା ! ପଡ଼ୋଶାମାନେ ଢାଣିଥିଲା ଯେ, ପ୍ରତ୍ୟେକ ଦିନ ସୋମ! ଚାକିରି କରିବାକୁ ଯାଉଛି ! ଆଉ ସନ୍ଧ୍ୟା  ସୁଦ୍ଧା ଘରକୁ ଫେରି ଆମୁଛି
                    ସତକୁ ସତ ଦିନ କେଇଟା  ପରେ ସୋମ! ଓରଫ ଦେହଜୀବୀ ରିମାର ସବୁ ଦୁଃଖ  ଦୁର ହୋଇଗଲା! ସେ ଦିନକୁ ଦିନ ତାର ସେଇ ନିଷିଦ୍ଧ ଜୀବନକୁ ଆପଣେଇବାକୂ ଲାଗିଲା! ସେଇ ସୋ ନାଗାଛିରେ  ଦିନେ ତାର ଭେଟ ହେଲା  ସୟଦ ରିଜୱାନ  ସହିତ! ରିଜୱାନ ସେଦିନ ସୋମାର ଗ୍ରାହକ ହୋଇ ଆସି ଥିଲା ଆଉ ସେଇ  କେଇ ଘଣ୍ଟା ର ସମ୍ପର୍କ ଭିତରେ  ରିଜୱାନ ଓ ସୋମା ପରସ୍ପା ରକୂ ମନଃ ଦେଇ  ବସିଲେ! ସୋମ! ତ ଦେଖିବା କୁ ଖୁବ୍ ସୁନ୍ଦର ଥିଲା ! ରିଜୱାନ ର କଥା ବାର୍ତା ସବୁକିଛି ସୋମାକୂ ଭଲ ଲାଗୁ ଥିଲା 
                    ପ୍ରଥମରୁ ସୋମ! ଯେଉଁଭଳି ଏକ ଜୀବନସାଥୀ ପାଇଁ ସ୍ବପ୍ନ  ବେଖୁଥିଲା! ସେସବୁ  ଉପାଦାନ ପାଖରେ  ମହଯୁ ଦ ହୋଇ ରହିଥିଲା  ରିଜୱାନ ଭିତରେ! ଦି ନେ ସୋମାକୂ ମ୍ୟାରେକ୍ ପ୍ରପୋଜାଲ ଦେଲା  ରିଜୱାନ! ତ ଖୁସିରେ ନାଚି ଉଠିଲା ସୋମା!! ବାସ୍ତ   ବିକ ସେ ଦେହ ଦାନ  କରିକରି ବିରକ୍ତ ହୋଇସାରିଥିଲା,ଏହା କୁ ସେ ପାପ ବୋଲି ଭାବୁ ଥିଲା   ! ସେ ଗୋଟେ ଘର ବସେଇବାକୂ ଗହୁଁ ଥିଲା ! ଆଉ ଯେତେବେଳେ ରିଜୱାନ ତାକୁ ସେ ସୁଯୋଗ ଆଣିଦେବା କଥ! କହିଲା ସେ କୁ ଖୁଶି ରେ ଆତ୍ମହରା ହୋଇ ଗଲା ! ସେଇଦିନଠୁ ସେ ରିଜୱାନ କୁ ନିଜ ସ୍ବପ୍ନ ର ମଣିଷ ରୂପରେ ଦେଖି ବା କୂ ଲାଗିଲା

ସୋମ! ରୂପରେ ପାଗଳ ହୋଇସାରିଥିଲା  ରିଜୱାନ ପ୍ରତ୍ୟେକ ଦିନ ସୋନାଗାଛି ଧାଉଁଥିଲା | ଦିନେ ସୋମ! କହିଲ!-ତୁମେ ଆଉ ସୋନାଗାଛି ଆସନି! ମୁଁ ଗହେଁନି ଯେ ମେ! ଭାବି  ସ୍ୱାମାକୁ କେହି ସୋନାଗାଛି  ଆଗରେ ଦେଖି ଚରିତ୍ରହୀନ  ବୋଲି କହୁ! ରିଜୱାନ କହିଲା- ସେ କଥ! ତ ଠିକ୍ ହେଲେ  ତୁ ମକୂ ନଦେଖିଲେ ମୁ ଦିନଟିଏ ବି ରହିପାରିବିନି!  ସୋମ! କହିଲ!- ଠିକ୍ ଅଛି! ପ୍ରତ୍ୟେକ ଦିନ ମୋତେ ବାହାରକୁ ନେଇଯାଅ! ଚୂମ ମନ ବୁ ଝିଗଲେ ମୋତେ ଆଣି ଏଠି ଛାଡ଼ିଦବା ରିଜୱାନ ତାହ! ହିଁ କଲା
   
ସେ ତାକୁ ପ୍ରତ୍ୟେକ ଦିନ ଏକ ହୋଟେଲ ନଉଥିଲା ! ମନର ରୋକ ମେଣ୍ଟିବା  ପାଏ ସୋମାକୂ ରଖୁଥିଲା ! ତାପରେ ଆଣି ସୋମାକୂ ସୋନାଗାଛି ରେ ଛାଡ଼ି ଦେଉ ଥିଲା  ସୋମାର ବି ଏଥିରେ  ସାମାନ୍ୟ ଆପତ୍ତି  ନ ଥିଲା! ! କାରଣ ସେ ରିଜୱାନକୁ   ନିଜର  ସ୍ୱାମୀ ବୋଲି ହିଁ ଭାବୁଥିଲା ମାସ ପରେ ମାସ -ବର୍ଷ ପରେ ବର୍ଷ ବିତିବାରେ ଲାଗିଲା ସୋମ  ରିଜୱାନକୁ ବାହା ହେବ ବୋଲି ଭାବୁ  ଥିଲା ସ୍ବପ୍ନ ଦେଖୁ ଥିଲା ହେଲେ ସତକୁ ସତ ବାହାଘର ହେଉ ନ ଥିଲା ସବୁଦିନ ରିଜୱାନ ଷୋମାକୁ ବୋହୁ କରି   ନେବାର ସ୍ବପ୍ନ  ଢେଖାଉଥିଲା ! ହେଲେ ସତକୂ ସତ ସେ ତାକୁ ବାହ! ହେଉ ନ ଥିଲା ସୋମ! ମନରେ ବି  ବେଳକୁ ବେଳ ସନ୍ଦେହ ଉପୁଯୁ ଥିଲା !
ଦିନେ ଏକ ହୋଟେଲରେ ସୋମ! ରିଜୱାନ ପାଖରେ ଜିଦ୍ କଲା  6ସେ ଆଉ ଅଧ୍ କ ଦିନ ରହିପାରିବନି! ୟା ଭିତରେ ତାକୁ ବାହା ହୁଅ  ରିଜୱାନ ଦେଖିଲା ସୋମ ତାକୁ ବାହା ନ ହୋଇ ଛାଡିବା ନାହିଁ ବାସ୍ତବ ରେ ସେ ସୋମା କୁ ସତକୁ ସତ ବାହା ହବାକୁ ଚାହୁଁ ନ ଥିଲା  କେବଳ ସେ ତାକୁ ମିଛରେ ବିବାହ ପ୍ରତି ସୃତି ଦେଇ ଥିଲା ସେପରି କରିବାର କାରଣ -ସୋମ ତାକୁ ବିବାହ କରିବା ଲୋଭରେ ଟଙ୍କ! ନ 6ନଇ ତା’ 6ଦହ ଅର୍ପଣ  କରୁ ଥିଲା

 ସୋମା ଠାରୁ  ରିଜୱାନର ମନ ଛାଡ଼ି ଯାଇ ଥିଲା ! ସେ ତାପାଇଁ ଏକ ପୁରୁଣା ସାମଗ୍ରୀ ପାଲଟି ଯାଇ ଥିଲା! ସେଥିଲାଗି ସେ ତାର ମନକଥା ଶୁଣେଇ ଦେଲା  ! କହିଲା- ସୋମା! ତୁ  ଗୋଟେ ବେଶ୍ୟା ! ତୁ  କେମିତି ଭାବୁଚୁ  ମୁଁ ତୋତେ ମୋ ଘରକୁ ବୋହୁ କରି ନେବି !ସୋମା ପାଦତଳୁ  ଯେପରି ପୃଥ୍ ବୀ ଖସିଗଲା! ସେ କାନ୍ଦିଲା ! ଗୋଡ଼ ତଳେ  ପଡ଼ିଲା! ହେ ଲେ ରିଜୱାନ ଥିଲାନ ଛଡ଼ବନ୍ଧ  ଶେଷକୁ  ସୋମା କହିଲା ଯେ, ସେ ତାକୁ ପୋଲିସରେ  ଦେବା , ଏ କଥା ଶୁଣି ଡ ରିଗଲା ରିର୍ୱାନ୍! ଭାବିଲା, ସୋମାକୂ ମାରିଦେଲେ କାମ ଶେଷ! ସେଇଆ କଲା ସେ! ସୋମାର ତଶ୍ଚି ଚିପି ତାକୁ ହତ୍ୟା କଲା !ହତ୍ୟା କୁ ଆତ୍ମହତ୍ୟା ର ରୂପ ଦେବା ପାଇଁ ରିଜୱାନ ତାର   ବେକ  ଚାରିପଟେ    ଏକ ଶାଢ଼ୀ ବାନ୍ଧି  ଦେଇ   ତା ମୃତ ଶରୀର କୁ ଏକ ଫ୍ୟାନ  ରେ ଟଙ୍ଗେଇ ଦେଲା ଓ ହୋଟେଲ ରୁମ ଲକ କରି ରୁମ ରୁ ଚାଲିଗଲା ,ସନ୍ଧ୍ୟା  ରେ  ପୁଣି  ହୋଟେଲ  କୁ  ଫେରି  ଆସିଲା  ଏବଂ   ହୋଟେଲ  ପ୍ରବଂଧକ ଙ୍କୁ  ଜଣାଇଲା  କି  ରୋମା    ଭିତର ପଟୁ  ଡୋର   ଲକ  କରି  ନେଇଛନ୍ତି  ଏବଂ   ଦରୱାଜେ ଖୋଲୁ  ନାହାନ୍ତି  , ଯେତେବେଳେ  ହୋଟଲ  କର୍ମଚାରି ଯାଇ  ଦରୱାଜା ଭାଙ୍ଗି  ଦେଲେ   ଦେଖିଲେ   , ସୋମ    ଶରୀର   "ଆଂଶିକ ଫାଂସୀ" ର  ସ୍ଥିତି ରେ  ଫ୍ୟାନ  ରେ  ଓହଳି ରହିଥିଲା   କିନ୍ତୁ  ତାର    ପାଦ ଦୁଇଟି   ବେଡ କୁ  ଲାଗି ରହି  ଥିଲା  |ଏହା  ଦେଖି  ରିଜୱାନ ନିଜର  ଅଭିନୟ  ଜାରି  ରଖିଲା  ଏବଂ   ଜଣେ  ଡକ୍ଟରଙ୍କୁ  ଡାକିବାର   ବହାନା  କରି  ହୋଟଲ ଛାଡି  ଦେଲା ଆଉ  ଫେରିଲା  ନାହିଁ  ଅନେକ ସମୟ ପର୍ଯ୍ୟନ୍ତ ରିଜୱାନ ନ ଫେରି ବାରୁ , ହୋଟଲ ର ପ୍ରବଂଧକ ଆଉ ତାଙ୍କର ଅନ୍ୟ ଦୁଇ ସହଯୋଗୀ କର୍ମଚାରୀ  କଥିତ ରୂପ ରେ ସୋମା ର ମୃତ ଶରୀର କୁ ରାତ୍ରିର ଅନ୍ଧକାର ରେ  ଫୁଟପାଥ ରେ ନେଇ ଫୋପାଡ଼ି ଦେଲେ ।ତଦନ୍ତ ପରେ ପୋଲିସ ସବୁ ଜାଣି ପାରିଲା ବର୍ତମାନ  ସୈଯଦ ରିଜୱାନ ଅଲୀ,ହୋଟଲ ର  ମ୍ୟାନେଜର ସୌମନ ମିତ୍ର ଏବଂ ତାଙ୍କା  ଦୁଇ ସହଯୋଗୀ ଜେଲ ରେ 
ସୋମାର ମୃତ୍ୟୁ ସହିତ ଗୋଟେ ଅସହାୟ! ଝିଅ ଜୀବନର ବିପର୍ୟ୍ଯୟର ବି ପରିସମାପ୍ତି  ଘଟିଲା







No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...