Saturday 5 August 2017

ସିକିମ୍ ସୁନ୍ଦରୀ




ଅଖି  କ ଭାରତୀୟ ଆଯୂବିଜ୍ଞାନ କେନ୍ଦ୍ର (ଏମ୍ ସ)ର ରେସି ଡେ  ନ୍ ସିଆଲ୍ ଡକ୍ଟର ମେହାରତେଜ ! ତାଙ୍କର ବୟସ ବେଶି ହୋଇ ନ ଥିଲେ ସେ ବିବାହ ମଧ କରିନ ଥିଲେ! ନା ତାଙ୍କ ନିକଟରେ ପ୍ରେମ କରିବାକୁ ବେଳ  ଥିଲା ନା ପାର୍କରେ ବସି ଗପ କରିବାପାଇଁ  ବାସ୍ତବିକ  ସେ ତାଙ୍କ କ୍ୟା ରିୟରକୂ ନେଇ ବ୍ୟସ୍ତ  ଥିଲେ ତେଣୁ କିଛିବର୍ଷ ପରେ ବିବାହ କରିବାକୁ ମନସ୍ଥ କରିଥିଲେ ତାଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଥିଲା ପୁଣି ଡାଙ୍ଗୁ କେବେକେବେ ଦୈହିକ ଷୁଧା ଅତିଷ୍ଠ କରୁଥିଲା ଢେଣୁ ସେ ଯେତେବେଳେ ଇଚ୍ଛା  କରୁ ଥିଲେ ସୁନ୍ଦରୀ ଝିଅଙ୍କୁ ଆଣି ନିକର ଶାରୀରିକ ଷୁଧା ମେଣ୍ଟାଉ ଥିଲେ!

ଏହା ତାଙ୍କ ପାଇଁ କଦାଚିତ୍ ପାପ କିମ୍ବା  ଅପରାଧ ନ ଥିଲା ତାକ ମତରେ ପେଟର ଭୋକ ପାଇଁ ଯେମିତି ଖାଦ୍ୟ ଦରକାର, ବେହର ଭୋକ ପାଇଁ ସେମିତି ଆଉ ଗୋଟେ  ଦେହ ଦରକାର! ସେଠି  ପାଇଁ ସେ ଦାବି ମୁତାବକ ଅର୍ଥ ଦ୍ଦେରଥିଲେ! କାଦ! ସହିତ ଡୋରଢବରଦପ କଚୁ ନ ଥିଲେ! କିମ୍ବା  ଅର୍ଥ ବଦଳରେ କାହାକୁ ବ୍ଳା କ୍ ମେଲ୍ କରୁ  ନ ଥିଲେ! ଏପରି କି, ତାଙ୍କ ଅଧୀନରେ ଅନେକ ଝିଅ ତାକର କାମ କରୁ ଥିଲେ ବି ସେ କାହାର ଜୀବନକୁ ନେଇ ଖେଳିବାର ପ୍ରଯାସ କରି ନ ଥିଲେ! ତାଙ୍କର କେବେ କେମିତି ଦରକାର ହେଉ ଥିଲା ରାତିକର ପ୍ଲେ ଜର! ବାସ୍, ସେ ତାହ! ହିଁ କରୁ ଥିଲେ!
୨୦୧୫, ଜାନୂୟାରୀ ୨୬ ତାରିଖ! ନିଜ ପାଇଁ କଣେ ଝିଅ ଲୋଡ଼ାକଲେ ଡକ୍ଟର ମେହାରତେର! ଦିଲୀ ଏସ୍କର୍ଚସଭିସ୍ ତାଙ୍କୁ ପ୍ରତିଶୃତି ଦେଲା ସିକିମ୍ ରୂ ନୂଆକରି ଆସିଥିବା ଗୋଟେ ସୁନ୍ଦରା ଝିଅ ପୋଗେରବେବା ପାଇଁ ! ମେଲ୍ରେ ତାର ଫଟୋ ପଠେଇକେଲୀ ମଧ୍ୟା ଫଟୋ ଦେଖି  ଖୁସି ହୋଇଗଲେ ମେହାରଡେକ୍! ଝିଅତା ସୁନ୍ଦରୀ ଥିଲା, ଯଦିଓ ସେ ଗୋଟେ  ପିଲାର ମାଜେଇସାରିଥିଲେ ପୁଣି ରାତିରେ ଦର ଥିଲା ମାତ୍ର ପଦର ହଜାର ଟଙ୍କା !
ବେଶ୍ ମଢଲିସ୍ ରେ  କଟିଗଲା ଜାନୁ ଯାରୀ ୨୬ ତାରିଖର ରାତି! ରାତି ଶେଷବେଳକୁ କାନ୍ତ ହୋଇ ଶୋରପଡି଼ଥିଲେ ଡକ୍ଟର ମେଢ଼ାରତେତ୍! ସିକିମ୍ ସୁନ୍ଦରୀ ର  ସାହଚର୍ଯ୍ୟ ତାଙ୍କ ଭିତରେ ରରିବେରଥିଲା ଅଯୁତ ଯୁଗର କ୍ଲାନ୍ତି ! ମାତ୍ର ସକାଳକୁ ବିଗିଡ଼ିଗଲା ସବୁକିଛି! କାହାର ଠକ୍ ଠକ୍ ଆୱାକ୍ ଶୁଣି ନିଦ ରାଫିଗଳ! ମେହାରତେକ୍ ଙ୍କର! ସେ ଆଖି  ମଳି ରଠି ବସିଲେ! ସେତେବେଳକୁ ରାତି ପାହିଯାଇଥିଲା! ଘରେ ସିକିମ୍ ସୁନ୍ଦରୀ! ନ ଥିଲା! କିନ୍ତୁ ତାଙ୍କୁ  ଘେରି ଠିଅ! ହୋରଥିଲେ ଚାରିଜଣ ପୋଲିସ ! ଡାଙ୍ଗୁ ଗିରଫ କରାଗଲା ଓ ଥାନାକୂ ଟା ଣି ନିଆଗଲା!
ଘଟଣାଟି ଘଟିଥିଲା! ଏମିତି! ମେହାରତେକ୍ ଶୋଇପଡ଼ିବା ପରେ ସିକିମ୍ ସୁନ୍ଦରୀ! ଚୂସ୍ ଗପ୍ ରଠି ବାହାରକୁ ଆସି ଥିଲା ଓ ରାସ୍ତା ରେ  ଉପରେ ଦରଡ଼ିବାକୂ ଲାଗିଲା! ରାସ୍ତା ରେ   ତାକୁ ଭେଟିଲୀ ଜଣେ ଗାଡି  ଚାଳକ! ବଡ଼ିଭୋର ରେ  ଜଣେ ଏକୁଟିଆ ଯୁବତୀ ଅସ୍ତ ବ୍ୟସ୍ତ ହେଇ ରାସ୍ତା ରେ  ଧାଇଁବା ଠିକ୍ ଲାଗିଲା ନାହିଁ ଗାଡି  ଚାଳକ ଜଣଙ୍କୁ! ସେ ଡାକୁ ଅଟକାଇ  ନିକଟସ୍ଥ ଥାନାକୁ ନେଇ ଯାରଥିଲା! ଗିରଫ କରାଯାଇଥିଲା ଡାକ୍ତର ମେହର୍ତାଜ ଙ୍କୁ
 ପୋଲିସଠାରୁ ଏକଥା ଶୁଣି କାବା ହେଇଗଲେ ମେହାର ତାଜ ! କାରଣ ସେ ତାସହିତ ବଳାକାର କରିନାହାଢି! ତାକୁ ଜାଣନ୍ତି ନାହିଁରାତିରେ ସମ୍ପର୍କ ବ୍ୟତୀତ  ଆଉ କୌଣସି ସମ୍ପର୍କ ନାହିଁ ସେମାନଙ୍କର! ତାଛଡ଼ା ସେଠି ପାଇଁ ସେ  ଆଗୁଆ ଅର୍ଥ ବି ପଇଠ କରିଛନ୍ତି ! ରାତିରେ ଯାହା  ବି ଘଟିଛି ଉଭୟଙ୍କର ସହମତିକ୍ରମେ ହିଁ ଘଟିଛି! ତାହେଲେ ତାଙ୍କର ଦୋଷ ରହିଲା କେଉଁଠି ? ଏମିତି ଅନେକ ପ୍ରଶ୍ନ ଢେଉ  ଭାଙ୍ଗୁ ଥିଲା ମେହାରତେଦ୍ ଙ୍କ ମନରେ! ଯାହାର ରରର ପୋଲିସ ନିକଟରେ ବି ନ ଥିଲା
ବହୁ  ବିଳସରେ ସିକିମ୍ ସୁନ୍ଦରୀ ହିଁ ରଠେଇଲା ରହସ୍ୟଉପରୁ  ପରଦା
ସିକିମ୍ ସୁନ୍ଦରୀର ବାସ୍ତବ  ନାମ କାଞ୍ଚନ, ତାର ବୟସ ୨୫ ! ଘର ସିକିମ୍! ତାବିବାହ ଦୋଇଥିଲା ଭାରତୀୟ ସେନାବାହିନୀର ଜଣେ ଯବାନଙ୍କ  ସହିତ! ଯବାନମାନଙ୍କର ସ୍ତ୍ରୀ ମାନଙ୍ଗୁ ବି ନାଶ୍ରମରେ ଯାହା ମିଳିଥାଏ ତାହା ହେଉଛି ନିଃସଙ୍ଗତା ତା ର କାରଣ ସେମାନଙ୍କ ସ୍ୱାମାମାନେ ସବୁ  ବେଜେ କୋଉଠି ନା କୋଉଠି ସୀମାରେ ମୁତୟନ ହୋଇଥାନ୍ତି  ! ଦେଶବାସାକୂ ସୁରକ୍ଷିତ ରଖୁଥାନ୍ତି  କୀଞ୍ଚନର ବି ଠିକ୍ ସେମିତି ଭାଗ୍ୟ ଥିଲା ବର୍ଷକ ପରେ ସେ ଗୋଟିଏ ପୁତ୍ର ସନ୍ତାନ କୁ ଜନ୍ମ ଦେଇ ଥିଲା

କାଞ୍ଚନ ଖୁବ୍ ସୁନ୍ଦରୀ ଥିଲା  ଅବଶ୍ୟ ସେ ସେତେକେଶି ପାଠ ପଢ଼ି ନ ଥିଲା ସେ ସବୁବେଳେ ଏକୁଟିଆ ରହୂଥିବାରୁ ତାଳୁ ବିରନ୍ତ ଲାଗୁଥିଲା  ସେ ଭାବୁ   ଥିଲାପଦି ତାକୂ କିଛି କାମ ମିଳିଯାଆନ୍ତ ତାହେଲେ ଅନ୍ତତଃ ତାର ସମୟ ତ ଅତିବାହିତ ହୋଇପାରନ୍ତା ! ପୁଣି ଦିନରେ କାମ କରି କାନ୍ତ ହୋଇ ରାତିକୁ ବି ଅନିଦ୍ରା କାଟିବାକୁ ପଡନ୍ତା  ନାହିଁ ! କିମା ରାତିର ଅନ୍ଧାରରେ ସ୍ୱାମୀଙ୍କ କଥା ମନେପକେର ସେ କଷ୍ଟ   ପାଆନ୍ତ ନାଦି ଏକୁଟିଆ ରଦୂଥ୍ ତାରୁ ତାର ଦିନସବୁ   ତାର  ଭଲରେ କାଟୁ  ନାହିଁ ! ଫଳରେ ଯାବତୀୟ ବୁ  ଶ୍ଚିନ୍ତ! ମୁଣ୍ଡ ଭିତରକୁ ପଶୃଛି!

କାଞ୍ଚନ ଏମିତି ଭାବନାରେ ଥିବା ବେଳେ ତାର ସିଲିଗୁଡ଼ିଠାରେ   ଭେଟହେଲା ସୁମନ ଛେତ୍ରୀ ସହା ସିଲିଗୁଡ଼ିରେ  ଥିବା କାଞ୍ଚନର ଜଣେ ସମର୍ଜାୟ! ତାକୁ ସୁମନ ସହିତ ପରିଚିତ କରେଇ ଦେଇ ଥିଲା  ପ୍ରଥମ ଡେ ଖାରେ ସୁମନ କାଞ୍ଚନକୂ ନିଜର ବାନ୍ଧବୀ  ବନେରଦେଲା ! ସେମା6ନ ଖୁବ୍ ଶାଘ୍ର ଅନ୍ତରଙ୍ଗ  ମଧ ହୋଇପାରିଲେ! ଦିନେ କଥା ହେଉ ହେଉ  କାଞ୍ଚନ ନିଜ ମନକଥା ଖୋଲି କହିଲା ସୁମନକୂ! ସୁମନ ହସିଲା ଓ କହିଲା- ଏକ ଛୋଟିଆ କଥା ପାଇଁ ଏବେ ଚିତା! ସେ ଚୂଟ୍ କିରେ ତାର ଏଇ ଟେନ୍ ସନ ଦୂର କରିଦେଇପାରିବା ମୋପାଖରେ ଅନେକ ସ୍କିମ  ଅଛି! କେବଳ ତୁମେ କରିପାରିଲେ ହେଲା  କାଞ୍ଚନ କହିଲା, ମୁଁ ସବୁ  ଥିଲେ ରାଜି! ମୋର କେବଳ କୌଣସି ବାଟରେ କାମ କରିବା ଦରକାର! ନ ହେଲେ ମୁଁ ବସି ବସି  ଅଣନିଶ୍ୱାସୀ  ହୋଇଗଲିଣି! ସୁମନ କହିଲା- ତୁମେ ପ୍ରଥମେ ଗୋଟେ ବିପୁଟିସିଆନ୍ କୋର୍ସ କରା ଆଉ ତାପରେ ନିଜେ ଗୋଟେ ବିପୁଟିପାଲର ଖୋଲିପାରିବ ଓ ନିଜକୁ ଏନ୍ ଗେଜ଼  ରଖି  ପାରିବା ହେଲେ ସେଥ୍ ପାଇଁ ତୁମକୁ ଦିଲ୍ଲୀ ଯାଇ ସେଠାରେ ବିୟୁଟିସିଆନ୍ କୋର୍ସ କରିବା ପାଇଁ ହେବ!
ଦିଲୀ କଣ ପାଇଁ ସେ ଚାହିଁଲେ  ସିଲିଗୁଡ଼ିରେ ତ ବିପୁଟିସିଆନ୍ କୋର୍ସ କରିପାରିବାକାଞ୍ଚନ କହିଲା! ତ ସୁମନ କହିଲା- ଲୋକମାନେ ଚାହିଁଲେ ଯେକୌଣସି ଟିଭି ଆଣି ଘରେ ରଖି  ପାରିବେ ! ହେଲେ ସେମାନେ ବ୍ରାଣ୍ଠ ଖୋଜୁ ଛନ୍ତି  ଣ ପାଇଁ! ବାସ୍ତବିକ ଲୋକମାନେ ବ୍ରାଣ୍ଡ ଦେଖି  ପାଖକୂ ଆସନ୍ତି ! ଆଜିର ବଯା ରୀକରଣ ବିଶ୍ୱରେ ବ୍ରାଣ୍ଡ ଭ୍ୟାଲୁ  ବଢ଼େଇବା ନିହାତି ଦରକାର! ସିଲିଗୁଡି଼ରେ  ସେ ବିପୁଟିସିଆନ୍ କୋର୍ସ କରିପାରିବା ଆଉ ବିଯୂଟିପାର୍ଲର ବି ଖୋଲିପାରିବା ହେଲେ ଲୋକମାନେ ବିଶେଷକରି ଚାପାଖକୁ ଆସିବେ କଣ ପାଇଁ ? କାରଣ ଏଠି ତ ଅନେକ ବିଯୂଟିପାର୍ଲର ରହିଛି! ଯଦି ସେ ଦିଲ୍ଲୀ ରେ କୋର୍ସ କରି ଆସି ଏଇଠି ବିୟୁଟିପାର୍ଲର ଖୋଲେ ତାହେଲେ ତାର ଏକ ସ୍ଵତନ୍ତ ଚାହିଦା  ସୃଷ୍ଟି ହେବା ଲୋକମାନେ ଦିଲୀର ବ୍ରାଣ୍ଡ ଦେଖି  ତାପାଖକୁ ଆସିବେ! ତାଛଡ଼ା, ଦିଲୀର ଗୋଟେ ସ୍ଵତନ୍ତ ମହତ୍ଵ ରହିଛି! ସେଠାରେ କୋର୍ସ କଲେ ଯେତିକି ଉନ୍ନତମାନର କୌଶଳ ସେ ଶିଖି  ପାରିବ ଏଠାରେ ତାକୁ ତାହା ମିଳିବ ନାହିଁ

ଏତିକି କହିଁ ସାରି ସୁମନ ଟିକିଏ ଦମ୍ ନେଲା ଓ କହିଲା- ମୁଁ ଜଣେ ବାନ୍ଧବୀ ଭାବରେ ମୋ କର୍ତବ୍ୟ କରିଦେଲି! ତେଣୁ କାଞ୍ଚନର ଇଚ୍ଛା  ସେ ଦିଲ୍ଲୀ  ଯିବ କି ସିଲିଗୂଡି଼ରେ  ରହିବ ସେକଥା ତାଉପରେ ନିର୍ଭର କରୋ କାଞ୍ଚନ କହିଲା, ତାର ଦିଲୀ ଯିବାରେ କିଛି ଅସୁବିଧା ନାହିଁ ! ହେଲେ ସେ ପୁଅକୁ କାହା ପାଖରେ ଛାଡ଼ି ଯିବା---ପୁଣି ଶାଶୂଶ୍ୱଶୁରଙ୍କ  ଦେଖାଶୁଣା କିଏ କରିବ କାଞ୍ଚନ କଥ! ଶୁଣି ଏଥର ରାଗିଗଲା  ସୁମନ! କହିଲା, ଏସବୁ  ର ଉତ୍ତର ମୁଁ କେମିତି ଦେବି! କିଛି ହାସଲ କରିବାକୁ ହେଲେ କିଛି ହରେଇବାକୂ ପଡ଼ୋ ତାଛଡ଼ା ଏହା  ତ ସବୁ  ଦିନର କଥ! ନୁହେଁ! ଛମାସ ପାଇଁ ଦିଇ! ଯିବ ଆଉ କୋର୍ସ କରି ଫେରିଆସିବା କାଞ୍ଚନକୂ ସୁମନର କଥା ଖୁବ୍ ଭଲ  ଲାଗିଲା! ସେ ଭାବିଲା, ସୁମନ ଯାହା କହୁ ଛି ତାର ଭଲ ପାଇଁ ହିଁ କହୁ ଛି! ସେ ଛମାସ ପାଇଁ କଷ୍ଟ ସହି ଗଲେ ନିଜ ପାଇଁ କିଛି କରିପାରିବ! ଆଉ କିଛି ହେଉ କି ନ
ହେଉ, ସେ ନିଜେ ଏନ୍ ଗେକ୍ ତ ହୋଇପାରିବା ସୁମନ କହିଲା, ଦିଲ୍ଲୀ ରେ  ତାର କିଛି ଅସୁବିଧ! ହେବନାହିଁ ! ସେ ପହଂଚିବା ! ମାତ୍ରେ ସବୁ  ଳିଛି ଠିକ୍ ହେଇଯିବ!
ଦିଲୀre  ପହଂଚିଲା କାଞ୍ଚନ! ରେଳ ଷ୍ଟେସନ ରୂ ଆସି ତାକୁ ନିଜେ ସୁମନ ହିଁ ଘରକୁ ନେକଗଲୀ! ସେମାନେ ଯାଇ ଦାଦ୍ରିର ସଗରପୂରରେ ପହଚିଲେ  ସଗରପୁର ରେ  ସୁମନ ତାସ୍ୱାମା ଦୀପକ ସହିତ ରହୂଥିଲା! ପହମ୍ପୁ ପହମ୍ପୁ ଦୀପକ ସହିତ ବି ବେଶ୍ ଦୋସ୍ତି  ହେଇଗଲା କାଞ୍ଚନର ! କାଞ୍ଚନ ଭାବିଲା, ସୁମନ ଇଳି କଣେ ବାନ୍ଧବ! ଥାଉଥାଉ ତାର ଆଉ ଅସୁବିଧା କ? ସେ ଥକି ପଡ଼ିଥିଲା! ତେଣୁ ଗାଧେଇ ନିକକୂ ପ୍ରେଶ୍ କଲୀ ଓ ଖାଇଦ୍ଦେଇ ଶୋଇପଡ଼ିଲା! ଉଠିବ! ବେଳକୁ ସନ୍ଧ୍ୟା ! ସେଠାରେ ସୁମନ କିମା ସୁମନର ସ୍ୱାମା ଦୀପକ ନ ଥିଲେ! କେବଳ ରାଜୁ ଥିଲାଯିଏ ସେମାନଙ୍କୁ ରୋଷେଇବାସ କରି ଖାଇବାକୁ ଦ୍ଦେଉଥିଲା!
ସେ ଉଠିବା ପରେ ରାଜୁ କହିଲା, ମାଡାମ୍ ଆପଣ ଏବେ ଯାଇ ଗାଧେଇ ପଡନ୍ତୁ ! କାଞ୍ଚନ ଆଶ୍ଚର୍ଯ୍ୟ ହେଇ ପଚାରିଲା- ମୁଁ ତ ଗାଧେଇଥ୍ ଲି! ଏବେ  ପୁଣି କଣ ପାଇଁ? ରାଜୁ କହିଲା- ଆପଣଙ୍କ କୋର୍ସ ପାଇଁ ସୁମନ ମାଡାମ୍ ଏବେ କଣେ ଲୋକକୁ ପଠେଇବେ! ତେଣୁ ଆପଣ ପ୍ରେଶ୍ ହୋକଯାକଥିଲେ ତାଙ୍କୁ ସହକରେ ଇମ୍ପ୍ରେ ସ୍ କରିପାରିବେ! କାଞ୍ଚନ କବିଲା, ତୂଏତ ଏଠିକାର ସେମିତି ଚଳଣି ହୋଇଥିବା ତାଛଡ଼ା, ସୁମନ ଯାହ! କହୁ ଛି ସେ ତାହା କରିବା ଆବଶ୍ୟକ! କାଞ୍ଚନ ଯାଇ ଗାଧେଇ ଆସିବା ବେକକୁ ରାଜୁ ସହିତ ଆଉ କଣେ ବଳିଷ୍ଠ ଲୋକ  ବସିଥିଲା ମା ତ୍ର କାଞ୍ଚନକୂ କହିଲା ପେ, ଏଇ ଭଦ୍ରବ୍ୟକ୍ତି ହେଉ ଛନ୍ତି ତୁମର କୋଚ ! ତୂମେ ବସି କଥା ହେଉଥାଅ ! ମୁଁ ଯାଇ ବଜାରରୁ ଆସୁଛି!

ବାସ୍, ରାଜୁ ଚାଲିଗଲା ବାହାରକୁ ! କାଞ୍ଚନ ତଳକୁ ମୁହଁ ପୋତି ବସିଥିଲା ! କିଛି ସମୟ ପରେ ସେ ଅନୁଭବ କଲା  କିବ୍ୟକ୍ତି  ଜଣକ ତାପାଖକୁ ଆସି ଯାଇଛନ୍ତି  ଓ ଡାକୁ ଡାବୁ  ଡି଼ ଧରିବାର ଉପକ୍ରମ କଚୂଛନ୍ତି  ! କାଞ୍ଚନ ଆଖି  ଆଗରେ ସବୁକିଛି ପରିଷାର ହୋଇଗଲା ! ସେ ବାହାରକୁ ଚାଲିଯିବାର ଉଦ୍ୟମ କଲା! ମାତ୍ର ସେତେବେଳକୁ ରାଜୁ  ବାହାର କବାଟ ବନ୍ଦ କରିସାରିଥିଲା! ଆଉ କିଛି ଉପାୟ ନ ଥିଲା କାଞ୍ଚନର! ସେ ସେହି ମୁହୁଉରେ ହିଁ ପାଲଟିଗଲ! ବେଶ୍ୟା - ଦେହଜୀବୀ
କାଞ୍ଚନକୂ ସେଇ  ଗୋଟିଏ ପରେ ବନ୍ଦ କରି ରଖାଯାଉଥିଲା ତାଠୁ ତାର ମୋବାଇଲ ଛଡ଼େଇ ନିଆପାଉଥିଲା! କେବଳ ରାଜୁ ଆମୁଥିଲାଓ ରାତିରେ ତାକୁ ବିଭିନ୍ନ ସ୍ଥାନ କୁ ଳେଉଥିଲା! ପୁଣି ସକାଳୁ ଯାଇନେଇଆସୁଥିଲା କାଞ୍ଚନ ନିଜକୁ ମୁକ୍ତା  କରିବାକୁ ଚାହିଁ ବି ମୁକ୍ତା  କରିପାରୁ ନ ଥିଲା କେବଳ ସୁଯୋଗ ଅପେକ୍ଷାରେ ଥିଲା
ସେଇ ସୁଯୋଗ ଆସିଲା ୨୦୧୫, ଜାନୂୟାରୀ ୨୬ ତାରିଖ ରାତିରେ; ଯେତେବେଳେ କ୍ଲାନ୍ତ  ହୋଇ ବିଛଣାରେ ଘୁମେଇ ପଡ଼ିଲେ ଡକ୍ଟର ମେହାରତେଜ ! କାଞ୍ଚନ ଆଖି  କୂ ନିଦ ଆସୁ ନ ଥିଲା! ସେ ମେହାରତେଜ  ଙ୍କୁ ଗଭୀର ନିକରେ ଶୋଇଯିବା ଯାଏ ଅପେକ୍ଷା କଲା ଗଭୀର ନିକରେ ଶୋଇପଡ଼ିଲେ ଡକ୍ଟର ମେହାରତେଦ୍! ପାହିପାହି ଆମୁଥିଲା ରାତି! କାଞ୍ଚନ ଢାଣିଥିଲା ସକାଳ ହେବା ମାତ୍ରେ ରାଜୁ ଆସିବ ଓ ତାଳୁ ବନ୍ଦୀ କରି ନେଇଯିବା ତେଣୁ ସେ ଏ ସୁଯୋଗକୁ ହାତ ଛଡା  କଲାନାହିଁ ! ପାଦ ଚିପିଚିପି ଡକ୍ଟରେ ଚାମ୍ବର ରୁ  ବାହାରକୁ ଆସିଲା ଓ ରାପ୍ତା ଉପରେ ଦଉଡିଲା
କାଞ୍ଚନର ବୟାନ ପରେ ସୁମନ ସହିତ ତାଙ୍କର ରାକେଟ୍ କୁ ଗିରଫ କରାଗଲା! ଏଥ୍ ସହିତ ମେହାରତେଜ ଙ୍କୁ ପଠେଇ ଦିଆଗଲା କଷୋଡିକୂ ! ରାତିର ସିକିମ୍ ସୁନ୍ଦରୀ  ସକାଳକୁ କଳାଦାଗ ହେଇପାଇଥିଲା ତାଙ୍କ ପାଇଁ..........

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...