Saturday 5 August 2017

ବିଶୃଙ୍ଖଳିତ ସୁନ୍ଦରୀ ସ୍ତ୍ରୀ



ମାନୁଆର ଗୋଟେ ହାତରେ ଥିଲା ଦ୍ୱିଶ୍ଚି ପେଗ୍! ଆର ହାତରେ ବି କିଂ  ସାଇଜର  ସିଗା ରେଟ୍! ଦେହରେ ଛାଡି ଲୁଚୁ  ନ ଥିବା ଲୁଗା! ସେ ଜଣେ ପ୍ରଫେସନାଲ ଭଜି ସିଗାରେଟ ଟାଣୁଥିଲା ଓ ଦ୍ୱିଶ୍ଚି ପିଉଥିଲା! ମାନୁଆର ଏଭଳି ରୂପଭେକ ଆଉ ଆଚରଣ  ଦେଖ୍ ଆଶ୍ଚର୍ଯ୍ୟ ହୋଇଯାଉଥିଲା ଅନୁପମା ତାସ୍ତ୍ରୀ ର ଯେ ଏଭଳି ଏକ ରୂପ ଥିଲା ସେ ସହଜରେ ତାହାକୁ ହଜମ କରିପାରୁ ନ ଥିଲା! ମାନୁଅ! ତାର ସ୍ତ୍ର1 ! ସେମାନେ ଦିନକ ପୂର୍ବେ ବିବାହ କରିଛଛି! ଆଉ ହନିମୁନ୍ ପାଇଁ ବ୍ୟାଙ୍କକ୍ ଆସିଛନ୍ତି !
ବଙ୍ଗଳା ବେଶର ଜାସୋର କିଲା ଅନ୍ତର୍ଗତ ପଞ୍ଚପୁଟ କିସ୍ ପୁର ଗାଁର ଜାଗଦୀଶ ସିହ୍ନ! ଓ କଳ୍ପନାରାଣୀଙ୍କ ଗୋଟିଏ ଟୋଲି ସନ୍ତାନ ଅନୁପମା |ଉଚ୍ଚଶିକ୍ଷିତ! କଳ୍ପନାରାଣୀ ଗୃହିଣୀ ଥିବା ବେଳେ ଜଗଦୀଶ ବାବୁ  ଥିଲେ ଜଣେ ଡାକ୍ତର ! ତେଣୁ ସେମାନଙ୍କ ଅର୍ଥାଭାବ ନ ଥିଲା! ପୁଣି ଗୋଟିଏ ଟୋଲି ପୁଅ ହୋଇଥିଲେ ମଧ୍ୟ ଅନୁପମ ଆଦୌ ବିଶୃଙ୍ଖଳିତ କିମ୍ବା ଉଦ୍ ବାର୍ଯ୍ୟ  ନ ଥିଲା


ଦିନେ  ସେ ଚିନ୍ତା କଲା, ବାପାଙ୍କ ସମ୍ପରିରେ ଅଏସ୍ ନ କରି ସେ ନିଜେ  କିଛି କରିବ! ସେ ବାପାଙ୍କୁ କହିଲା- ବାପା! ମୁଁ ନିଜେ କିଛି କରିବାକୁ ଚାହୁଁଛି! ମୋତେ ଅନୁମତି ଦିଅନ୍ତୁ ମୁଁଭାଗତ ଯାଇ ସେଠାରେ ନିଜ ବୁଢ଼ୀ ରେ  କିଛି କାମ କରି ରୋଜଗାରକ୍ଷମ ହେବି ଜଗଦୀଶ ବାଚୁ କିମ୍ବା କଳ୍ପନ! ଦେବୀଙ୍କର ଆଦୌ ଇଚ୍ଛ! ନ ଥିଲା ଅନୁପମକୁ  ବାହାରକୁ ପଠେଇବା ପାଇଁ! କାରଣ ଅନୁପମ ସେମାନଙ୍କର ଗୋଟିଏ ଟୋଲି ପୁଅ ପୁଣି ଧନସମ୍ପଭିରେ ଅଭାବ ନାହିଁ ! ତେବେ ସେମାନେ ଜାଣିଥିଲେଅନୁପମ ଖୁବ୍ ଉଦ୍ୟ ମୀ! ତେଣୁ ସେ ବସିପାରିବ ନାହିଁ! ସେଥିଲାଗି ସେମାନେ ଅନୁପମକୁ ବାହାରକୁ ଯିବା ପାଇଁ ଅନୁମତି ଦେଲେ

ଅନୁପମ ବାଙ୍ଗଲାଦେଶ ସୀମା  ଅତିକ୍ରମ କରି ଭାରତ ଆସିଲା ଓ କୋଲ୍ କାତାରେ ପହଁଚିଲା ! ସେ ଜାଣିଥିଲା କୋଲ୍ କାତା ଏମିତି ଏକ ସହର, ଯାହା କାହାକୁ କେବେ ନିରାଶ କରେନାହିଁ! ଅନୁପମ କୋଲ୍ କାତା ଆସି କୈଳାସନଗର  ଅଞ୍ଚଳରେ ଗୋଟିଏ ଘର ରଡ଼ା ନେଇ ରହିଲା ! ସେ କାମ ଖୋଜି ଭିନ୍ନ ଭିନ୍ନ କାମ କଲା! ହେଲେ କୋଉଥ୍ ରେ ତାକୁ ଖୁସି ମିଳୁନ ଥିଲା ! ଶେଷକୁ ସେ ଏକ ଅଫିସ୍ ଭଡ଼ା ନେଇ ଫରେନ କରନ ସିଂ  ଏକ୍ସଚେଞ୍ଜ ବିଜନେସ୍ ଆରମ୍ଭ କରି6ଲେ!! ଖାଲି ସେତିକି ନୁହେଁ, ସେ ଏକ ଟ୍ରାଭେଲ ଏଜେନସି ରେ ମଧ୍ୟ  ଯୋଗଦେଇ କାମ କରିବା ଆରମ୍ଭ କରିଦେଲା! ଫଳରେ ଦିନ କେରଟା ଭିତରେ ତାର ପ୍ରଚୁର ରୋଜଗାର  ହେଲା! ଅନୁପମ ସେତେବେଶି ବିଳାସୀ କିମ୍ବା ବଦଖର୍ଟା ନ ଥିଲା ! ପୁଣି ତାର ଘରକୁ ମଧ୍ୟ  ଟଙ୍କା ପଇସା ଦେବାର ନ ଥିଲା! ଅତଏବ ସେ ତାର ଟଙ୍କା ସଚୁକୁ ଏକ ବ୍ୟାଙ୍କରେ ଜମା ରଖୁଥିଲା

ସେ ଯେଉଁ ଘରେ ରହୁଥିଲେ ସେହି ଘର ମାଲିକାଣୀଙ୍କର ଭିଣୋଇ ହେଉଛଭି ନିର୍ମଳ ମଜୁମଦାର ! ସେ ରାଜନୀତି ସହିତ ଜମିମୋ ବିଜନେସ୍ ମଧ୍ୟ  କଚୂଥିଲେ! ସେ ପତ୍ନୀ ଚଦ୍ରାଦେବୀ ଓ ଏକମାତ୍ର ଝିଅ ମାନୁଆ ମଜୁମଦାର ସହିତ ସପ୍ତହକୃ ଦୁଇ  ତିନିଥର ସେଠାକୁ ବୁ ଲି ଆସୁଥିଲେ! ଫଳରେ ଅନୁପମ ସହିତ ସେମାନଙ୍କର ଭଲ ପରିଚୟ ହୋରଯାଇଥିଲା ଅନୁପମର ଏକ ଲକ୍ଷ୍ୟ ଥିଲା ସେ କୋଲ୍ କାତାରେ ଏକ ଘର କରିବା ଆଉ ଭଡ଼ାରେ ରହିବ ନାହିଁ ସେ ଯେତେବେଳେ ଢାଣିଲା ନିର୍ମଳବାଚୁ ଜମିଜମା କାରବାର କରନ୍ତି , ସେତେବେଳେ ସେ ଭାବିଲା ତାର ଜମି କିଣିବା କିମ୍ବା ଘର କରିବା ଆଉ କଷ୍ଟରେ ହେବନାହିଁ! ଅତଏବ ଦିନେ  ସେ ନିର୍ମଳବାଚୁଙ୍କୁ   ନିଜ ମନକଥା ଚ୍ଚଣେଇଲା! ନିର୍ମଳବାବୁ  ଥିଲେ କଣେ ପକ୍କା ରାଜନୀତିଆ ମଣିଷ! ସେ ଅନୁପମ ସହ କିଛି ସମୟ ବାର୍ଜାନାପ କରି ଜାଣିଦ୍ଦେଲେ ସେ, ଏକ ପିଲାଟିର ଭବିଷ୍ୟତ ଉଜ୍ଜଳ  ଏ ଖୁବ୍ ଅର୍ଥ ରୋଗୋର କରିବା ଆଉ ବହୁତ ରପରକୁଯିବ! ସେ ମନେମନେ ଭାବିଲେ, ଝିଅ ମାନୁଆ ପାଇଁ ଅନୁପମଠାଚୁ ଭଲ ଯୁବକ ସେ ଆଉ କୋଉଠି ବି ପାଇବେ ନାହିଁ! ଏ କଥା ସେ ପ୍ରକାଶ କଲେନାହିଁ ! ମନକଥା ମନରେ ରଖ୍ ଲେ! ଯେହେତୁ ସେ ମନେମନେ ଅନୁପମକୁ ଜୋ ଇଁ ଭାବରେ ବା ଛିଥିଲେଲାଗିପଡ଼ି ଅନୁପମ ପାଇଁ ଏକ ଭଲ ଜମି କିଣିଦେଲେ! ସେତିକି ନୁହେଁ  ; ନିଜ ଉଦ୍ୟମରେ ଘର ଖଣ୍ଡେ ମଧ୍ୟ  ତୋଳାଇବେଲେ! ଅନୁପମ ଏଥର ନିଜ ଘରେ ରହି ବିଜନେସ୍ ଚବେଇବାକୁଲାଗିଲା

ଦିନେ ପତ୍ନୀ ଚନ୍ଦ୍ର ଦେବୀ ଓ ମାନୁଆକୁ ନିର୍ମଳବାଦୁ ନିଜ ମନକଥା ଜଣେଇଲେ ! ଅନୁପମକୁ  ଜୋ ଇଁ  କରିବାକୁ ଅରାଜି ନ ଥିଲେ ଦ୍ରୋବେବୀ! ତେବେ ପ୍ରଥମେ ଟିକେ ଅରାଜି ହେଲା ମାନୁଥା! ତେବେ ଝିଅ କଥାକୁ ସେତେଟା ଗୂଚୁତ୍ଵ ଦେଲେନାହିଁ ନିର୍ମଳବାବୁ ! ଭାବିଲେ, ବାହାଘର କଥା ଉଠିଲେ ସବୁଝିଅ ପ୍ରଥମେ କୁ ନ୍ତୁ କୃନ୍ଧୁ ହୁଅନ୍ତି ! ବାହାଘର ସରିଗଲେ ସବୁ ଠିକ୍ ହୋଇଯାଏ! ନିର୍ମଳବାବୁ  ଅନୁପମକୁ  ତା ଙ୍କ ପ୍ରସ୍ତାବ ସମ୍ପର୍କରେ ଜଣେଇଲେ! ଅନୁପମ କହିଲା- ମାନୁଆ ମୋର ଖୁବ୍ ପସନ୍ଦ ! ତାଭଳି ଗୋଟେ ସୁନ୍ଦରୀ ଝିଅକୁ ମୁଁ ମୋ ସ୍ତ1 ଭାବରେ ପାଇବି - ଏଥ୍ ରେ ଅରାଜି ହେବାରେ କଣ ଅଛି! ତେବେ ବାହାଘର ବିଷୟରେ ମୁଁ ନିଷ୍ପରି ନେଇପାରିବି ନାହିଁ! ଆପଣମାନେ ମୋ ବାପାମାଙ୍କ ସହ କଥା ହୁଅନ୍ତୁ!

ଅନୁପମର ବାପ! ଜଗଦୀ ଶବାବୁ ଓ କଳ୍ପନାବେବା କଲିକତା ଆସିଥିବା ବେଳେ ମାନୁଥାକୁ ଦେ ଖ୍ ଥ୍ ଲେ! ମାନୁଆ ସେମାନଙ୍କର ମଧ୍ୟ  ପସନ୍ଦ ହୋଇଥିଲା! ବାସ୍ତବରେ ମାନୁଆ ଦେଖ୍ ବାକୃ ଖୁବ୍ ସୁନ୍ଦରୀ ଥିଲା! ଗୋଟିଏ ଚାଉଳରେ ଗଢ଼ା ଦେହ! ଯିଏ ତାକୁ ଥରୁଟେ ଦେଖୁଥିଲା ସେ ତାରୂପର ସ୍ତାବକ ପାଲଟି ଯାରଥିଲା! ଉଭୟ ପକ୍ଷ ରାଜି ଥିବାରୂ ଅନୁପମ ସହ ମାନୁଆର ବାହାଘର ତାରିଖ ଧାର୍ଯ୍ଯ ହୋଇଗଲା! ଅନୁପମ ଓ ମାନୁଆ ମଧ୍ୟ  ପରସ୍ପର  ସହିତ ମିଳାମିଶା ଆରମ୍ଭ କରିଦେଲେ ! ସାଙ୍ଗ ହୋଇ ଚୂଲାଟୁଲି କରିବାକୁ ଲାଗିଲେ! ଇତିମଧ୍ୟ ରେ କର୍ପୋରେଟେ  ନିର୍ବାଚନ ସରିଗଲା ଓ ନିର୍ମଳବାଚୂ ନିର୍ବାଚନ ଜିତି  ଜଣେ ଜଣାଶୁଣା ବ୍ୟକ୍ତି ବନି ଗଲେ!

ବାହାଘର ପୂର୍ବରୁ ଦିନେ ମାନୁଆ କହିଲା- ଅଜୁପମ! ତୁମେ ଡୁମ ଘରେ ଜ ଲ୍ ଦି ଏସି ଲଗାଅ! ମୁଁବିନା ଏସିରେ ରହିପାରିବି ନାହିଁ! ହଁ ଶୁଣ, ମୋ ପାଇଁ ଗୋଟେ ତୁରନ୍ତ ନୁଆ ସ୍କୁଟି କିଣି ଦିଅ! ତୁମକୁ ବାହା ହେଲେ ମୁଁକଣ ଟାଉନ୍ ବସ୍ ରେ ଯିବା ଆସିବା କରିବି! ଆଉ ଗୋଟେ କଥା- ମୁଁ ହନିମୁନ୍ ଏଠି ମନେଇ  ପାରିବି ନାହିଁ! ମୋର ସ୍ୱପର ସହର ବ୍ୟାଙ୍କକ୍! ତୁମେ ଯେତେଶୀଘ୍ର ପାରୁଛ ବ୍ୟାଙ୍କକ୍ରେ  ଏକ ଫାଇଲ୍ ଷ୍ଟାର ହୋଟେଲ ବୁକ୍ କରଆଉ ବିଟ! ପ୍ଲେନ  ଟିକେଟ୍ ବି ଆଗୁଆ ବୁକ୍ କରିଦିଅ ! ହାତରେ ଗଣ୍ଠି  ପତୂପଡ଼୍ଆମେ ବ୍ୟାଙ୍କକ୍ ଯାଇ ସେଠାରେ ହନିମୁନ୍ ମନେଇବା

ସୁନ୍ଦରୀ ସ୍ତ୍ର! ପାଇଁ ଥିବା! ଖୁସିରେ ଉତ  ଫୁଳିତ ଅନୁପମ ମାନୁଆର ଇଚ୍ଛ! ଅନୁଯାୟୀ ସବୁକିଛି ବନ୍ଦୋବସ୍ତ କରିଦେଲା ! ବାହାଘର ପରଦିନ ସେମାନେ ବ୍ୟାଙ୍କକ୍ ଚାଲିଆସିଲେ! ହେଲେ ବ୍ୟାଙ୍କକ୍ ରେ  ପହଞ୍ଜୁ ପହଞ୍ଜୁ ଅନୁପମ ଯାହା ଦେଖ୍ ଲାସେଥ୍ ରେ  ତାର ବିସ୍ଥୟର ସୀମା ରହିଲା ନାହିଁ! ତାକୁ ଲାଗୁଥିଲା, ମାନୁଆକୁ ସ୍ତ୍ର! ଭାବେ ନିର୍ବାଚନ  କରି ସେ ଖାଲି ଭୁଲ୍ କରିନାହିଁ; ଏକ ଅପରାଧ କରିଛି! କିଛିଦିନ ପରେ ସେମାନେ କୋଲ୍ କାତା ଫେରିଆସିଲେ! ହେଲେ ତାମନ ଭିତରେ ମାନୁ ଆର ଏକ ଖରାପ ଚିତ୍ର ତିଆରି ହୋଇଗଲା!

କିଛି ଦିନ  ବିତିଲା! ଦିନେ ଅନୁପମ ଘରକୁ ଫେରି ଦ୍ଦେଖ୍ ଲା, ମାନୁଆ କାହା ସହ ଫୋନ୍ ରେ  ଗପୁଛି! ଆଉ ତାଆଙ୍ଗୁଠିରେ ଏକ ସଦ୍ୟ କିଣାଯାରଥିବା ନୁଆ ସୁନାମୁବି ଜାକଜକ  କରୁଛି! ବିସିତ ହୋଇଗଲା ଅନୁପମ ପଚାରିଲା- ଏ ସୁନାମୁଦି  କିଏ ଦେଲା ମୁଁତ ଦେଇନି!ଇଚ୍ଛା  ନ ଥିବା ପରି ମାଜୁଆ କହିଲା- ମୋର ଜଣେ ସାଙ୍ଗ ଦେଇଛି! ସେ ବାହାଘରକୁ  ଆସିପାରି ନ ଥିଲା ତା ଏବେ ଉପହାର ଦେଲା ଅନୁପମ ପଚାରିଲା- କିଏ ସେ ସାଙ୍ଗ ?’ ଚିଡି  ଉଠିଲା ମାନୁଆ! କହିଲା- ତୂମର କଣ ସବୁ କଥା ଜାଣିବା ନିହାତି ଦରକାର ? ମୋର କଣ ନିଜର ଟୋଲି ଜୀବନଟେ ନାହିଁ!
ବ୍ୟା ଙ୍କକ୍ ରୂ ଫେରିବା ପରଠାରୁ ଅନୁପମ ମନରେ ମାନୁଆ ପ୍ରତି ଭଲ ଧାରଣା ନ ଥିଲା! ହେଲେ ଏଇ ସୁନାମୁଦି ଘଟଣା ପରଠାରୁ ସେ ତାପ୍ରତି ସନ୍ଦେହ ପୋଷଣ କରିବାକୁଲାଗିଲା !ତାମନକୁ ପାପ ଚୁଇଁଲା ଭାବିଲା, କାହିଁ ମାନୁଥା ତାକୁ ଲୁଚେଇ ଲୁଚେଇ ଆଉ କାହା ସହ ପାପ ସମ୍ପର୍କ ରଖୁନାହିଁ ତ ଦିନେ ସେ ମାନୁଥାର ଫେସବୁକ୍ ଆକାଉଣ୍ଟ ଏବଂ ମୋବାଇଲ କଲ୍ ତିଟେଲ୍ ମ ଯାଞ୍ଚ କଲାକାଶିଲା, ତାଆଶଙ୍କା ଶତପ୍ରତିଶତ ସତ୍ ! ମାନୁଆର ଅଜି ତ ରୟ ନାମକ ଜଣେ ଯୁବକ ସହିତ ସମ୍ପର୍କ ଅଛି! ଖାଲି ସମ୍ପର୍କ ନୁହେଁ ; ଅନ୍ତରଙ୍ଗ ସମ୍ପର୍କ! ମାନୁଅ! ନିଜର ନଗ୍ନ ଫଟୋ ମଧ୍ୟ  ତ!ସହିତ ସେୟାର କରିଛି! ଅନୁପମ! ଆଉ ଚୁଫ୍ ରହିବାକୁ ଚାହିଁଲା ନାହିଁ! ସେ ମାନୁଥାକୁ  କହିଲା- ଦେଖତୁମର ଅଜି ତ ସହିତ ଯାହା ଚାଲିଛି ସେସଟୁ ମୁଁ ଜାଣେ ! ଆଉ ତାକୁ ନେଇ ମୁଁଆବୌ ଚିନ୍ତିତ  ମଧ୍ୟ  ନୁହେଁ ତେବେ ଆମେ ଦୁହେଁ ଆଉ ସାଥୀ ହୋଇ ରହିପାରିବ! ନାହିଁ! ମୁଁ ତୁମକୁ ଡିଭୋର୍ସ ଦେବି! ତାପରେ ତୁମର ଯାହା ସହ ଇଚ୍ଛ! ତାସହ ସମ୍ପର୍କ ର ଖ୍ ବ ଡିଭୋର୍ସ କଥ! ଶୁଣି ହୋସ୍ ଭଡ଼ିଗଲା ମାନୁଆର! ସେ ଭାବି ଲା, ଯଦି ସତକୁ ସତ ଅନୁପମ ଡିଭୋର୍ସ ଦିଅନ୍ତି  ତାହେଲେ ତାର ଚେହେରା ପଦାରେ ପଡ଼ିଯିବା ପୁଣି ତ!ବାପାଙ୍କ ରାଜନୈତିକ କ୍ୟା ରିଅର ମଧ୍ୟ  ବିଗିଡି  ଯାଇପାରେ! ସେଥିଲାଗି ସେ ନିଷ୍ପରି ନେଲା ଅନୁପମକୁ ମାରିବବ! ଆଉ ଅନୁପମ ମରିଗଲା ପରେ ଅନୁପମର ବିଧବା ସ୍ତ୍ରୀ  ଭାବରେ ସେ ସବୁ ସମ୍ପରିର ଅଧ୍ କାରିଣୀ ଵାଣିଯିବ  ! ବାସ୍, ତାପରେ ଅଚ୍ଚିତ  କୂନେଇ ସାର! ଜୀବନ ଆରାମ କରିବା
ସତକୁ ସତ ସେ ସ୍ବାମୀକୁ  ମାରିବାର ଯୋଜନା ବନେଇଲା ! ଅଚ୍ଚିତ କୁ  ସେ ବେଲା ନିଜକୁ ବିଧବା ସଜେଇବାର ଦାୟିତ୍ଵ ! ଖାଲି ସେତିକି ନୁହେଁ ; ସେ ଅଜିତ୍ କୁ କହିଲା- ତୁମେ ଅନୁପମକୁ ଅତି କଲବଲ କରି ମାରିବ! ଆଉ ମାରୂଥିବା! ଥିବା ବେଳେ ତୁମ ଭିଡ଼ିଓ କଳିଙ୍ଗ ଆକ୍ଟିଭ ରଖିବା ; ଯେପରି ମୁଁତା ମରଣର ଦୃଶ୍ୟ ବେଖ୍ ପାରିବି! ସେଇଆ କଲା  ଅଜିତ୍! ଅନୁପମ ମରୁ ଥିବା ବେଳେ ମାନୁଆ ତାର ମରଣର ଭିଡ଼ିଓ ଦେଖି  ହସୁଥିଲା
ତଦନ୍ତ ପରେ ପୋଲିସ ସବୁ ଜାଣି ପାରିଲା ଦୁଇ ପ୍ରେମୀ ଏବେ ଜେଲ୍ ରେ





No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...