Thursday 14 September 2017

ଷଡ଼ଯନ୍ତ୍ର





ସଲିମ୍ ମୂଳତଃ ଉତ୍ତରପ୍ରଦେଶ ରାଜ୍ୟ, ମୁଜଫରନଗର ଜିଲ୍ଲାର ଭବନ ଥାନା ଅନ୍ତର୍ଗତ ସୌମାନା ଗ୍ରାମର ବାସିନ୍ଦା ଥିଲା! କିଛିବର୍ଷ ପୁର୍ବରୁ ତାସ୍ତ୍ରୀର ଦେହାନ୍ତ ହୋଇଯାଇ ଥବାରୁ ସେ ସବାନାକୁ ଦ୍ଵିତୀୟ ବିବାହ କରିଥିଲା! ସଲିମ୍ ପ୍ରଥମ ସ୍ତ୍ରୀ ର  ୪ଟି ସନ୍ତାନ ଥିଲେ ସବାନା ସହିତ ବିବାହ କରିବା ସମୟରେ ସଲିମର ବୟସ ହୋଇଥିଲା ୫ ୨ବର୍ଷ
ଏବଂ ସବାନା ୧୫ବର୍ଷ1ୟ! ନାବାଳିକା କିଶୋରୀ ଥିଲା! ସଲିମ୍ ଏବଂ ସବାନାର ବୟସ ଅନ୍ତର ଥିଲା ୩୭ ବର୍ଷ ଫରକ! ବିବାହ ସମୟରେ ସବାନାକୁ ସଲିମର ବୟସ ବିଷୟରେ କଣାନ ଥିଲା ! ସବାନାର ପରିବାର ସଦସ୍ୟମାନେ ଜାଣିଶୁଣି ସଲିମର ବୟସ ସବାନା ଆଗରେ ଲୁଚାଇଥିଲେ! ସବାନାର ବାପା-ମ!ଖୁବ୍ ଗରିବ ଥିବାରୁ ସଲିମ୍ ସହିତ ତାର ବିବାହ କରିଦେଲେ!
ସବାନା ବିବାହ ପୂର୍ବରୁ ସ୍ଵାମା ବିଷୟରେ ଚିନ୍ତା କରି ବହୁତ ଖୁସି ଥିଲା, କିଡୁ ସେ କଣ ଜାଣିଥିଲା ଯେ ପ୍ରଥମ ରାତିରେ ତାସ୍ଵାମୀକୁ ଦେଖି ସେ ଚିନ୍ତି ତ ହୋଇଯିବ ବୋଲି ? ବାହାରରୁ ଅତର ସୂଗନ୍ଦ ବାସ୍ନାରୁ ସବାନା ଜାଣିପାରିଲା ଯେ, ତାସ୍ଵାମୀ ତାନିକଟକୁ ଆସୁଛି
 ସଲିମ୍ ସବାନା ମୁହଁରୁ ପରଦା ଉଠାଇବା ସମୟରେ, ସବାନା ନଜର ଯେତେବେଳେ ସଲିମ୍ ଉପରେ ପଡ଼ିଛି ତାର ଛାତିରେ ଛନକ ପଶିଗଲା ତ!ଚେହେରାର ରଗ କଳା ପଡ଼ିଗଲା! ସତେ ଯେପରି ସବାନା ତାସାମ୍ବାରେ ଗୋଟିଏ ମଣିଷ ରୁପୀ ଭୁତକୁ ଦେଖୁଛି! ସେ ନିକକୁ ବିଶ୍ଵାସ କରିପାରୁନଥିଲା ଯେ, ଏହା ପ୍ରକୁତଃର ଘଟିଯାଉଛି ନା ଏହା ଏକ ଭୟଙ୍କର ସ୍ଵପ୍ର! ତାଳୁ ଦେଖି ସବାନା ଥରିବାକୁ ଲାଗିଲା, ସେ ନିଜ ଆଖିକୁ ବିଶ୍ବାସକରିପାରୁନଥିଲା ଯେ, ଯାହାକୁ ସେ ବିବାହ କରିଛି ସେ ହେଉଛି ତାର ବାପ ବୟସଠାରୁମଧ୍ୟ ଅଧକ!
ସଲିମ୍ ସବାନାର ପ୍ରତିକ୍ରିୟା ଦେଖି ଆଶ୍ଚର୍ଯ୍ୟ ହୋଇଗଲା ! ପୁଣି କିଛି ସମୟ ପରେ ନିଜକୁ ସମ୍ଭାଳି ନେଇ କହିଲା, “କେଉଁ କଥାରେ ହଜିଗଲ ବେଗମ୍ ? ମୁଁତମ ସ୍ଵାମୀ
ସବାନା ନିକକୁ ସମ୍ଭାଳି ଥଣ୍ଡା ନିଶ୍ଵାସ ଛାଡ଼ି ମନେମନେ କହିଲା, “ମୋ ସ୍ଵାମୀ ସେ ମନେ ମନେ ତାର ଭାଗ୍ୟକୁ ନିନ୍ଦୁଥିଲା! ତାର ବାପ-ମାକୁ ମଧ୍ୟ ଗାଳି ଦେଉଥିଲା ! ଆଉ ବ! ସେ କଣ କରିପାରିବ ? ଗରିବପଣର ଏତେବଡ଼ ଦଣ୍ଡ ମିଳିବ ତାକୁ, ଏହା ସେ କେବେ ବି ଭାବି ନଥିଲା! ସବାନା କୌଣସି ପ୍ରକାରେ ହେଉ ତାଲୁହକୁ ଗୋକିନେଲା! ପୁଣି ଡ!ଚେହେରାରେ ହସ ଖେଳାଇ କହିଲା, “ମୁଁ ଡରି ଯାରଥିଲି .... ପ୍ରଥମ ରାତି ବିଷୟରେ ଚିନ୍ତାକରି
ହଁ ଏମିତି ହୁଏ, କିଚ୍ଛୁ ଧାରେ ଧାରେ ସବୁଠିକ ହୋଇଯିବ, ଏହ! କହି ସଲିମ୍ ସବାନାଲୁ କହିଲା
ସଲିମ୍ ତ ସୁହାଗ ରାତି ମନାଇ  ସାରି ଶୋଇ ପଡି଼ଥିଲା, କିବୁ ସବାନା ସାରା ରାତି ତାର ଦୁର୍ଜାଗ୍ୟକୁ ନିନ୍ଦା କରି କାନ୍ଦି ଥିଲା! ଲୁହ ବୁହାଇବା ଏବେ ତାର ଭାଗ୍ୟରେ ଲେଖା ହୋଇସାରିଥିଲାକିନ୍ତୁ  ଲୋକଳୁ ଦେଖାଇବ! ପାଇଁ ଦୁନିଆ ଦ ରିକୁ ବୁଝେଇବ! ପାଇଁ ଉପର ମନରେ କେବଳ ହସଖୁସିରେ ରହୁଥିଲା! ସମୟ ଏମିତି ଅବିରାମ ଗତିରେ ଚାଲୁଥିଲା ! ଠିକ୍ ଗୋ ଟିଏ ବର୍ଷ ପରେ ଅର୍ଥାତ୍ ୧୬ ବର୍ଷ ବୟସ ବେଳକୁ ସବାନା ଗୋଟିଏ ଝିଅକୁ ଜନ୍ମ ବେଲା! ନାଁ ତାର ରଖାଗଲା ସୁହାନା! ଗୋଟିଏ ପିଲା ଜନ୍ମ କରିସାରିବା ପରେ ତ!ଶରୀଇଟି ଆହୁରି ଆକର୍ଷଣୀୟ ହୋଇଗଲା! ମନ ଏବଂ ଶରୀରରେ କାମନା ବାସନା ଆହୁରି ଅଧିକା ଜାଗ୍ରତ ହେବାକୁ ଲାଗିଲା! ସବାନା ଏବେ ପୂର୍ଣ୍ଣମାତ୍ରାରେ ଗୋଟିଏ ଯୌବନାବତୀ ନାରୀରେ ରୁପାନ୍ତରିତ ହୋଇସାରିଥିଲା; କିନୁ ସଲିମର ଆଉ ସେପରି ଜୋ ଶ୍ ରହିଲା ନାହି ଏବଂ ସେ ତା  ସହିତ ଶାରୀରିକ ସମ୍ପର୍କ ରଖିପାରିଲା ନାହି! ପ୍ରତ୍ୟେକ  ରାତିରେ ସବାନା ଶରୀର ଦ୍ବାଳାର ଉରେଜନାରେ ଛାଟିପିଟି ହେଇଥିଲା!
ସବାନାର ଜୀବନ ବର୍ଷାଜଳ ଅଭାବରୁ ମରୁଭୂମି ସଦୃଶ ହୋଇସାରିଥିଲା! ଠିକ୍ ସେହି ସମୟରେ ତାର ପଡ଼ୋଶୀରେ ରହୂଥିବା ଗୋଟିଏ ଯୁବକ ଉପରେ ସଚାନାର ନଇର ପଡି଼ଥିଲା! ତାର ମାନ ଥିଲା ବାବୁରାମ୍! ବାବୁରାମ୍ ତାମନରେ ସାଇତି ରଖ୍ ବାଟୁରା ମ୍ ଭି ତରେ ଏକ ନୂତନ ଆଶା ସଞ୍ଚାର ହୋଇଥିଲା!

କାସିମ୍ ଓ ମମତାର ସମବୟସ ଥିଲା ! ସେ ପେସାରେ ଏକ ଡ୍ରାଇଭର ଥିଲା ସେ ମମତାଜର ଗୋଟିଏ ଦୂର ସମ୍ପର୍କ1ୟ  ହୋଇଥିବାରୁ ପ୍ରାୟ ସମୟ ମମତାଜ ଘରକୁଯବ! ଆସବ! କଗୁଥିଲା !କାସମ୍ ସବାନାକୁ ଭାଉଜ ତାବେ ଓ ସଚାନା ତାଳୁ ଦିଅର ଚୋଲି ସମୋଧନ କରେ! ବେଳେବେଳେ ସେମାନଙ୍କ ମଧ୍ୟରେ ଥଚ୍ଚାମଜା ମଧ୍ୟ ହୋଇଯାଏ! ବ!ବୁର!ମ କିନ୍ତୁ ସବୁବେଳେ ନଜର ପକାଇଥାଏ ସବାନାର ଯୌବନଭରା ଶରୀର ଉପରେ! ତାର ବେଳେବେଳେ ଇଛା ହୂଏ ଯଦି ସବାନା ଥରୁଟିଏ ସୁଯୋଗ ଦିଅନ୍ତା ତାହେଲେ ସେ ସବାନା ଯୌବନକୁ ଉପଭୋଗ କରନ୍ତା
ବାବୁରାମ ବେଳେବେଳେ ଦେଖେ ସେ ତାଆଡକୁ ଏକ ଭିନ୍ନ ଦୃଷ୍ଟିରେ ଚା ହି ରହୁଛି ଏବଂ ତାସହିତ କଥା କହିବା ସମୟରେ ସବାନା ବହୁତ ଖୁସି ହେଉଛି, ସେତେବେଳେ ବାବୁତାମ ଜାଣୁଥିଲା ନିଶ୍ଚୟ ସବାନା ତାଠାରୁ କିଛି ଚାହୁଁଛି !

ଦୁହିଙ୍କ ଦେହରେ ନିଆଁ ଲାଗିସାରିଥିଲା! ଏବେ କେବଳ ବାକି ଥିଲା ପ୍ରଥମେ କିଏ ଆରମ୍ଭ କରିବା ଦିନେ ବାଚ୍ଛୁରାମ ସବାନାକୁ ପତାରିଲା, ଭାଉଯ  ତମକୁ ଦେଖି ମୁଁ ଏଇଆ ଭାବୁଛି ଯେ, ତମେ ସଲିମ ଭାର ସହିତ ରହି ଜମାରୁ ଖୁସି ନୁହଁ ! ସବୁବେଳେ ଅନ୍ୟମନସ୍କ ଲାଗୁଛ, ଣ ହୋଇଛି ତୁମର ?
ଣ ଏହାର କାରଣ ତମେ ଜାଣିନ?” ସବାନା ଓଲଟା ବାବୁରାମ୍ କୃ ଏଭଳି ପ୍ରଶ୍ନ ପଚାରିଲା
ବାବୁରାମ କହିଲା, “ଜାଣିଛି! ତମ ସହିତ ଅନ୍ୟାୟ ହୋଇଛି!
ସବାନା କହିଲା ଭାଗ୍ୟରେ ଯାହା ଲେଖା ଅଛି!
ଭାଗ୍ୟ ତ ବଦଳା ଯାଇପାରିବ !ଏହି କଥା କହିବାରୁ ସବାନା ହସିଲା ଏବଂ ପୁଣି କହିଲା, “ଯଦି କୌଣସି ନୁଆ ଲୋକ ତୁମ ସାମ୍ବାକ୍ସ ଆସେ, ତାହେଲେ ତମେ ତାହାତ ଧରିବ ତ
ସବାନା କହିଲା, “ଆଗ ସିଏ ମୋ ଆଡକୁହାତ ବଢଉ ତ, ମୁଁନିଃଶ୍ଚ ତାହାତ ଧରିନେବି!
ବାବୁରାମ ହସି ହସି ତାହାତକୁ ଆଗକୁ ବଢ଼ାଭଲା, ସବାନା ଚଟ୍ କିନା ବାବୁରାମ୍ ହାତ ଧରି ପକେଇ କହିଲା, ଯଦି ଆଉ କିଛି ସମୟ ବିଳମ୍ବ କରିଥାନ୍ତ ତାହେଲେ ପ୍ରଥମେ ମୁଁହାତ ବଢ଼ାଇଥାନ୍ତି ଯେ
ସବାନା କହିଲା, “ମୁଁ କେବେଠାରୁ ତମର ଚାହିଁବାକୁ ମୋ ମନରେ ସାଇତି ରଖିଥିଲି, ଆଉ ମୁଁ ଜାଣିଥିଲି ତମେ ମୋତେ ମନେ ମନେ ଭଲ ପାଉଛ ବୋଲି! କେତେଥର ଭାବିଛି ତୁମକୁ ଏ ବିଷୟରେ ପଚାରିବି, ପୁଣି ଡରୁଥିଲି ତମ ମନରେ କାଳେ ଆଉ କଣ ଥିବା

ସବାନା କହିଲା, ଥରେ ମାତ୍ର ଚେଷ୍ଟା କରିଥାନ୍ତ ତ ତମକୁ ଆଉ ଏତେ ସମୟ ଅପେକ୍ଷା କରିବାକୁପଡି଼ନଥାନ୍ତା ! ଏହାପରେ ସବାନା ବାହୁର ହାର ବାବୁରାମ ଗଳାରେ ପକାଇ କହିଲା, ଯଦି ଏତେଦିନ ଅପେକ୍ଷା କରେଇଲ ତାହାହେଲେ ଏହାର ଫଳ ମୋର ଆଶାଠାରୁଢ଼େର ଗୁଣରେ ଦେବୀ

ବାବାରାମ୍ ସବାନାର ଏଭଳି ପ୍ରେମପୂର୍ଶ୍ଵ ନିବେଦନ ଭଲ ଲାଗୁଥିଲା ଏବଂ ବାବୁରାମ୍ ସହିତ ସବାନା ଶାରୀରିକ ସମ୍ପର୍କ ରଖିବା ପାଇଁ ଚାହୁଁଛି ଟୋଲି ବାବୁରୀମ ଅନୁଭବ କଲା ! ଏହା ଚିନ୍ତା କରି ସେ ସବାନାକୁ ଧରିବା ବେଳଜୁ ସବାନା କହିଲା, ବର୍ଭମାନ ପିଲାମାନେ ଘରେ ଅଛତ୍ୟି ଆସନ୍ତା କାଲି ଦ୍ଵିପ୍ରହରକୁ କେହି ନଥିବେ ! ପିଲାମାନେ ସ୍କୁଲଜୁଯାଇଥିବେ ! ସିଏ ବି ଘରେ ନଥିବେ! ଘରେ ମୁଁଏକୁଟିଆ ଥିବି ତମେ ଆସିବା ଏହାପରେ କାସିମ୍ ସବାନାର ଗାଲରେ ଗୋଟିଏ ଟୁମ୍ବନ ଦେର ସେଠାରୁ ବିଦାୟ ନେଲା

ପରଦିନ ଦ୍ଵିପ୍ରହର ସମୟରେ ବାବୁରାମ ଆସି ପହଞ୍ଚ ଗଲା ! ଅତି ଖୁସି ପାଇବା ଆଶାରେ ସେ ବାବୁରୀମ୍ର ବାହୁରେ ତାବାହୁକୁ ଛନ୍ଦି ଦେଲା ସବାନା ! ବାବୁରାମ ମଧ୍ୟ ପ୍ରଥମଥର କୌଣସି ଯୁବତୀକୁ ପାର ମନରେ ତାର ଯେତିକି ବ୍ୟାକୁଳତା ଥିଲା ତାଠାରୁ ଅଧିକା ତାଦେହରେ ଉରେନନା ଭରିଗଲା! ବାହୁରେ ବାହୁ ଛନ୍ଦି ହୋଇ ସେମାନେ ଏକ ହୋଇ ଶାରୀରିକ ସୁଖରେ ଲୀନ ହୋଇଗଲେ

ବାଚୁରାମ ଏକାଥରକେ ସବାନାର 6ଗାଲାମ ବନିଗଲା! ସବାନାର ଯେତେବେଳେ ବି ମନ ହେଉଥିଲା ସେ ବାବୁରାମଳୁ ଡକାଇ ତାଶରୀରର ଶୋଷ ମେଣ୍ଟାରଥିଲା! ସେମାନଙ୍କ ମଧ୍ୟରେ ଏଭଳି ସମ୍ପର୍କ କେତେଦିନଯାଏ ଆଉ ଲୋକଙ୍କ ନଜରରୁ ବଞ୍ଚପାରିବ? ବାରମ୍ବାର ବାଚୁରାମ ସବାନା ଘରକୁ ଯିବାଆସିବା କରୁଥିଲା ସେମାନଙ୍କର ଲୁଚାଛପା ପ୍ରେମ କିଡୁ ପଡ଼ୋଶୀଙ୍କ ଆଖିରେ ଧରାପଡି଼ଗଲା ! କଥ! ଯାଇ ସଲିମ୍ କାନରେ ପଡ଼ିଲା ! ସଲିମ୍ ଏଭଳି କଥାକୁ ଶୁଣି ସବାନାକୁ ଗୁଡାଏ ପିଟିଲା! ଏହାପରେ ସଲିମ୍ ଯେତେବେଳେ ବି ବାହାରକୁ ଯାଉଥିଲା ସବାନାଜୁ ଘର ଭିତରେ ରଖି ବାହାର ପଟୁ ତାଲା ପକାଇ ବ୍ରାଉଥିଲାଯାହାକି ବାବୁରାମ ଆଉ ସବାନା ମଧ୍ୟରେ ମିଳନ ହୋଇପାରିବ ନାହି!
କିନ୍ତୁ ଯିଏ ଥରେ ଯୌବନର ରସ ବାଖିଛି ସେ ବ! ଆଉ କେମିତି ସମ୍ଭାଳି ରହିପାରିବ ଘର ଭିତରେ! ଏହାପରେ ସବାନା ମଧ୍ୟ ଆଉ ଗୋଟିଏ ରାସ୍ତା ବାହାର କରିନେଲା ସବାନ! ସହିତ ମିଳନ ହେବା ପାଇଁ ସଲିମର ବାରମ୍ବାର ବାରଣ ସବାନାକୁ ଅତିଷ୍ଠ କରିପକାଇଲା! କେମିତି ସେ ସଲିମ୍ ଠାରୁ ଛାଡ଼ପତ୍ର ପାଇବ ଓ ସବୁଦିନ ପାଇଁ ସବାନାକୁ ବିବାହ କରିବ ବୋଲି ନିଷ୍ପଭି ନେଲା ଏବଂ ବାବୁଗାମର ମାଧ୍ୟମରେ ଗୋଟିଏ ଓକିଲ ସହିତ ଏହି ବିଷୟରେ କଥାବାର୍ଭ! କଲା ! ଯେକୌଣସି ପ୍ରକାରେ ହେଉ ସଲିଯେଠାରୁ ଛାଡ଼ପତ୍ର ମିଳିଗଲେ ହେଲା ଓକିଲ ଜଣକ ସବାନାଳୁ କହିଲା, ସଲିମ୍ ଏତେ ସହଜରେ ତମକୁ ଛାଡ଼ପତ୍ର ବେବ ନାହ
ସବାନାକୁ ଗୋଟିଏ ଗୋଟିଏ ଦିନ ଭାରି ପଡୁଥିଲା ! ସବାନା ଗୋଟିଏ କ୍ଷଣ ମଧ୍ୟ ସଲିମ୍ ସହିତ ସମୟ ବିତେଇବା ପାଇଁ ଚାହୁଁନଥିଲା ! ତାପରେ ସେମାନେ ଗୋଟିଏ ଯୋଜନା ପ୍ରସ୍ତୁତ କଲେ, ଯଦି ସଲିମ୍ ତାକୁ ଛାଡ଼ପତ୍ର ନଦିଏ ତାହେଲେ ଯେମିତି ହେଲେ ସଲିମ କୁ ତାଙ୍କ ରାସ୍ତାରୁ ହଟାଇବାକୁପଡ଼ିବ ସଲିମ୍ କୁ ନିଶ୍ଚୟ ମାରି ଦେବାକୁ ପଡ଼ିବ

ଯୋଜନା ମୁତାବକ ସବାନା ବାବୁରାମ ହାତରେ ମଗାଇଥକ! ଏକ ନିଦ ବଟିକା ସଲିମ୍ ଖାଇବାରେ ମିଶାଇ ନ୍ଦେଇଥିଲା! ଖାଦ୍ୟ ଖାଇସାରି ସଲିମ୍ ଗଭୀର ନିକରେ ଶୋଇପଡି଼ଲା ! ଏହାପରେ ରାତି ପ୍ରାୟ ୧ ଠଟା ବେଳକୁ ସବାନା ବାଟୁରାମକୁ ଡାକି ଆଣିଲା ଏବଂ ଏମାନେ ଦୁହେଁ ମିଶି ସଲିମ୍ ର ତଂଟି -କୁ ଚିପି ଦେଲେ
ଏହାପରେ ବାବୁରାମ ଗୋଟିଏ ଗାଡ଼ିରେ ସଲିମ୍ ର ଶବ କୁ ନେଇ ସେହି ଗ୍ରାମଠାରୁ କିଛି ଦୂରରେ ଥିବା  ଗୋଟିଏ ଜଙ୍ଗଲରେ ପକାଇଦେଲା! ପୁଣି ଆଗକୁ ଯାହା ଯୋଜନା କରିଥିଲା ତାହାକୁ ବାସ୍ତବରେ ପରିଣତ କରିବା ପାଇଁ ଲାଗିଗଲା, ବାଟୁରାମ୍ ସବାନା ପାଖରୁ ଯିବା ସମୟରେ ସବାନାକୁ ଘର ଭିତରେ ଛାଡ଼ି ବାହାରେ ତାଲା ପକାଇ ଦେଇଥିଲା; ଯାହାକି କାହାକୁ ସନ୍ଦେହ ନ ହେବ! କାରଣ ସବାନ! ଓ ବାବୁରାମ ସମ୍ପର୍କ ଥବାରୁସଲିମ୍ ସବାନାକୁଘର ଭିତରେ ବନ୍ଦ କରି ବାହାରେ ତାଲା ପକାଇ ବାହାରକୁ ଯାଉଥିବାର ସାହିପଡ଼ିଶା ଲୋକ ଜାଣନ୍ତି
ଏହାପରେ ସବାନାର ରାତି ୧ ୧ଟ!ବେଳେ ଘରର ଛାତ  ଉପରକୁ ବଢ଼ିଗଲା ଏବଂ ସାହି ପଡ଼ିଶାକୁ ଡାକ ପକାଇଲା ଯେ, ତା  ସ୍ଵାମୀ କାହିକି ଏ ପର୍ଯ୍ୟନ୍ତ ଘରକୁ ଫେରିନାହାଦ୍ରି ! ଘର ବାହାରେ ତାଲା ପକାଇ ଦେଇ ଯାଇଛନ୍ତି କହି ମିଛରେ ଅଭିନୟ କରି କାନ୍ଦି ପକାଇଲା ! ପାଖ ପଡ଼ୋଶୀ ଲୋକ ଦେଖିଲେ ସତରେ ଘର ବାହାରେ ତାଲ! ପକାଯାରଛି! ତାଲା ଭାଙ୍ଗି  ସବାନାଳୁ ଘରୁ ଉଦ୍ଧାର କରାଗଲା ଏବଂ ସାହି ପଡ଼ିଶା ଲୋକମାନଙ୍କ ସହିତ ମିଶି ସେହି ରାତିରେ ସବାନା ନିକଟସ୍ଥ ଥାନାକୁଗଲା ତ!ସ୍ୱାମୀ ହଜିଯିବାର ଗୋଟିଏ ଏଫ୍.ଆରଆର ଦେବା ପାଇଁ

ଠିକ୍ ଏହାର ପରଦିନ ଦଳେ କାଠ କଟାଳି ଯାରଥିଲେ ସେହି ଜଙ୍ଗଲକୁ କାଠ କାଟିବା ପାଇଁ ! ସେମାନେ ଦେଖିଲେ ଗୋଟିଏ ଲୋକର  ମୃତଦେହ ସେଠାରେ ପଡ଼ିଛି ! ସେମାନେ ତୁରନ୍ତ ଥାନାଳୁ ଫେ!ନ୍ କରି ଏ ବିଷୟରେ ଜଣାଇବେଲେ ଖବର ପାଇ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚଗଲେ! ଶବକୁଅଣାଗଲା ଥାନାଳୁ ଏବଂ ସବାନାକୁ ତକାଗଲା କାଳେ ସେହି ବ୍ୟକ୍ତି ଟି ସବାନାର ସ୍ୱାମୀ ହୋଇଥବା ସବାନା ଥାନାରେ ପହଞ୍ଚଲା ପରେ ସଲିମ୍ କୃ ଦେଖି କାନ୍ଦି କାନ୍ଦି ସଲିମର ଶବ ଉପରେ ପଡ଼ିଗଲା! କିଛି ପୋଲିସ୍ କର୍ମୀ ସବାନାକୁ ସମ୍ଭାଳି ନେଲେ ! ଏହାପରେ ଶବଟିକୁ ପେ!ଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଇଦିଆଗଲା! ତାପରଦିନ ସବାନାକୁ ଡାକି କେରା କରାଯିବାରୁ ସବାନା କହିଲା ସକୁଦିନ ଭଲି ସେଦିନି ମଧ୍ୟ ମୋ ସ୍ଵାମୀ ମୋତେ ଘରେ ବନ୍ଦ କରି ବାହାରେ ତାଲା ଲଗାଇ ସଜାକୁ ଯାଇଥିଲେ! ରାତି ଅଧିକା ହେବାରୁ ମୋତେ ଚିନ୍ତା ହେଲା ଏବଂ ମୁଁ ସାହି ପଡି଼ଶାକୁ ଡାକି ଆପଣଙ୍କ ପାଖକୁ ଆସିଥିଲି ଏଫ୍.ଆଇ.ଆର ଦେବା ପାଇଁ

ପୋଲିସ୍ ଜାଣିପାକୁଥିଲା ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବୟସର ପାର୍ଥନ୍ୟା ପୂର୍ବଦିନ ସବାନା ସଲିମର ଶବକୁ ଦେଖି ଯେଉଁଭଳି ଭାବେ କାନ୍ଦିଥିଲା ତାହା ସମ୍ପୂର୍ଣ୍ଣ ଅଭିନୟ ବୋ ଲି ପୋଲିସ୍ ଠଉରେଇ ଜେଇଥିଲା! ଏହାପରେ ସବାନା ତାସାଥ୍ରେ ଆଣିଥିବା ମୋବାଇଲ୍କୁ ଯାଞ୍ଚ କରାଗଲା! ଯାଞ୍ଚ କରିବା ପରେ ଜଣାଗଲା କେବଳ ଗୋଟିଏ ନିର୍ଚ୍ଚଷ୍ଟ ନମ୍ବରକୁ ଏହି ମୋବାଇଲ୍ ରୁ ବାରମ୍ବାର ଏବଂ ଦୀର୍ଘ ସମୟ ଧରି କଲ୍ କରାଯାଏ! ଏହି ମୋବାଇଲ୍ କୁ ଦୀର୍ଘ ସମୟ ଧରି କଥାବାର୍ଜାର ରେକର୍ଡ ଡିଟେଲ୍ ଯାଞ୍ଚ କରିବାକୁ ଜଣାପଡ଼ିଲା! ଏହାପରେ ସେହି ନମ୍ବରରେ ଥିବା ଫୋନ ର  ମାଲିକ ବାକୁରାମକୁ ଥାନାକୁ ଆଣି ପଚରାଯିବାର ସଲିମ୍ ହତ୍ୟାକାଣ୍ଡର ସମସ୍ତ କଥା ସାମ୍ବାକୁ ଆସିଥିଲା! ଶେଷରେ ବାକୁରାମ୍ ସଲିମକୁହଚ୍ୟା କରିଥିବାର ସମସ୍ତ କାହାଣୀ ସବାନା ପାଇଁ ହୋଇଛି ବୋଲି ମାନିନେଇଥିଲା ପରେ କୁଇ ଜଣକୁ ପୋଲିସ ଜେଲକୁ ପଠାଇ ଦେଇଥିଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...