Friday 8 September 2017

ବାଗ ଦତ୍ତା







ଯେବେ  ବି ଦୀପେନ୍ଦ୍ରର ଫୋନ୍ ଆସୂଥିଲା ଅନାମିକା ଖୁସିରେ ପାଗଳ ହୋଇଯାଉଥିଲା! ଦୀପେନ୍ଦ୍ରର ବାଗ ଦତ୍ତା ସେ! ଆଉ  ଦୀପେନ୍ଦ୍ର ତାର ହେବାକୁ ଥିବା ସ୍ୱାମୀ ! ସେଦିନ ଥିଲା ମକର ସଂକ୍ରାନ୍ତି ! ସମୟ ଅପରହନା ୪ଟ!! ଦୀପେକ୍ରର କଲ୍ ଆସିଲା! ତ ତରବର ହେଇ ବାହାରକୁ ବାହାରିଗଲା  ଅନାମିକା!

ଶାହପୁର ନିବାସ! ଧମୈଦ୍ର ତିୱାରୀଙ୍କର ଦୁଇଟି ସନ୍ତାନ ! ପୁଅ ଆଶିଷ, ଝିଅ ଅନାମିକା ! ଧମୈହ୍ର କଣେ
ପୁରୋହିତ! ଅମାପ ପୈତ୍ନକ ସମଭିର ଅଧିକା!ର1! କୁଣ୍ଡଳ! ଗଣନା ବି କାଣନ୍ତି  ! କଣେ କର୍ମକାଣ୍ଡ ଜ୍ଞାନସମ୍ପନ୍ନ ବ୍ରାହଣ ଭାବରେ ମଧ ତାଙ୍କର ବେ ଶ୍ ନାମ ଡା କ! ଧମୈଦ୍ର ପୁଅ ଆଶିଷ୍ଠକୁ ଏକ ଆଶ୍ରମ ବିଦ୍ୟାଳୟରେ ପାଠ ପଢ଼ାରଥିଲେ! ରଦ୍ଦେଶ୍ୟ- ଆଶିଷ ବି ତାଙ୍କ ଭଳି କର୍ମକାଣ୍ଡ ଶିଷା କରିବ ଓ ପୁରୋହିତି କରିବା ଆଶିଷ ମଧ ତାହା ହିଁ କରୁଥିଲା! ବାପାଙ୍କ ସହିତ ମିଶି କର୍ମକାଣ୍ଡ କରୁଥିଲା! ଝିଅ ଅନାମିକା ଦ୍ଦେଖିବାକୁ ଥିଲା ସୁନ୍ଦରୀ! ଭଦ୍ର ଏବଂ ସୁଶୀଳା! ସେ ଜବଲପୁର ସାଇନ୍ସ କଲେଜ ରୂ ବି.ଏସ୍ .ସି. ପାସ୍ କରିଥିଲା ଓ ଜବଲପୁରର ଏକ କମ୍ପୁ ଟର ଇନ୍ ଶ୍ଚିତ୍ ୟୁଟ୍ ରେ ପିଜି .ଡିସିଏ କୋର୍ସ କରୁଥିଲା!  ଅନାମିକା ପ୍ରତିଦିନ ଶାହପୁରରୁ ବସ୍ ଯୋଗେ ଜବଲପୁର ଯାରଥିଲା ଓ ପୁଣି ଘରକୁ ଫେରି ଆସୂଥିଲା! ଧମୈନ୍ଦ୍ରର ରଉଣା ସତ୍ୟା ରହୁ ଥିଲା ଜବଲପୁରରେ ! ତେଣୁ ଫେରି ନ ପାରିଲେ ବ! ଫେରିବାକୁ ନ ଚାହିଁଲେ ସେ ପିଉସା ଘରେ ରହିଯାଊଥିଲା!

ଝିଅ ବଡ଼ ହୋଇ ଯାଇଥିବାରୁ  ଧମୈନ୍ଦ୍ର ତାପାଇଁ ବାର ପାତ୍ର ଖୋଜୁଥିଲେ! ଏକଥୀ ଜାଣି ଆଶିଷ କହିଲା, ସେ ଅନାମିକା ପାଇଁ ଏକ ଭଲ ବରପାତ୍ର ଦେଖିଚି  ସେ  ହେଉଛି ତାସାଇଂ ଦୀପେନ୍ଦ୍ର! ଦୀପେନ୍ଦ୍ର ତା  ସହିତ ଆଶ୍ରମ ସ୍କଲରେ ପତୁଥିଲା  ସେ ମଧ ଏକ କୁଳୀନ ବ୍ରାହଣ ପରିବାରର ସନ୍ତାନ  ଏକଥା ଶୁଣି ଧମୈନ୍ଦ୍ର ଖୁସା ହୋଇଗଲେ ! ଯେପରି ତାଙ୍କ ମୁଣ୍ଡରୁ ଏକ ଚିନ୍ତା ଓଲ୍ହେଇ ଗଳା ! ସେ ଆଉ ଡେରି ନ କରି ଦୀପେନ୍ଦ୍ର ଘରକୁ ଚାଲିଲେ! ବିବାହ ପ୍ରସ୍ରାବ ପଡ଼ିବା ଆଉ ବିବାହ ଚୂଡ଼ାନ୍ତ ହେବାକୁ ବେଶୀ ଡେରି ହେଲା ନାହିଁ ! କାରଣ
ଦୀପେନ୍ଦ୍ର ଓ ଆଶିଷ ପରସରକୁ ଢାଣିଥିଲେ! ଉଭୟ  ପରିବାର ନୈଷ୍ଠିକ ବ୍ରାହଣ ଥିଲେ! ପୁଣି ଅନାମିକାର
ରୁପ, ଗୁଣ, ସ୍ଵଭାବ ଓ ଆଚରଣ ଦୀପେନ୍ଦ୍ରର ବାପ! ନାରାୟଣ ତିୱାରୀଙ୍କ ମନକୁ କିଣିନେଲୀ ୨୦୧୫
ମେମାସରେ ବିବାଘର ଆୟୋଜନ କରିବାକୁ ତିଥ୍ ନିବାରଣ କରାଗଲା! ତେରେ ଏତିକିବେଳେ ଏକ ଦୁର୍ଘଟଣା ଘଟିଲା, ପେଉଁଥିପାଇଁ ବିବାହ ତାରିଖ ଘୁଞ୍ଚାଇବା  ପାଇଁ ଉଭୟ ପରିବାର ବାଧ୍ୟ ହେଲୋ ଘଟଣାଟି ଥିଲା- ଦୀପେଦ୍ର ଓ ଆଶିଷକୁକର୍ମକାଣ୍ଡ ଶିକ୍ଷା ଦ୍ଦେଇଥିବା ଗୁରୁଜୀ ଦୁର୍ଘଟଣାଗ୍ରପ ହୋଇ ମେଡିକାଲ୍ ରେ  ପଡ଼ିଲେ! ଦୀପେନ୍ଦ୍ର ଜିଦ୍ ଧରି ବସିଲା ପେ, ଗୁରୁଜି  ସୁସ୍ଥ  ନ ହେବ! ଯାଏ ସେ ବିବାହ କରିବନି! ଗୁରୁଜି  ସୂମ୍ୱ ହୋଇ ଆସିବେ! ସେ ହିଁ ବିବାହ କରିବେ! ବାସ୍, ବାହାଘର ତିଥ୍ ମେ୨୦୧୫ ରୁ ୨୦୧୬ ଜାନୂୟାରୀ ୩୧ ତାରିଖକୁ ଘୁଂଚି ଗଲା

ଅନ୍ୟ କାହା  ପାଇଁ ଏହି ବିକସିତ ବିବାହ କଣ ଥିଲା! ତାହା ଭିର୍ଣ୍ଣ କଥା  ମାତ୍ର ଅନାମିକାର ମନଭାଫିଗଲ! ! ସେ ନିଜ ବିବାହକୁ ନେଇ ସ୍ବପ୍ନ ର ଇମାରତ୍ ତୋଳି ସାରିଥିଲା! ! ତେବେ ସେ ମନକୁ ବୁଝେଇଦ୍ଦେଲା ଭାବିଲା, ଠିକ୍ ଆଉ ମାସ ଜେଇଟାର ବ୍ୟବଧାନ! ହାତ ଗଣିଳ! ଭଳି ମାସ ସବୁ  ସରିଯିବନି! ତେଣୁ ସେ କମ୍ପୁ ଟର କୋର୍ସ କରିବାରେ ମନଦେଇ!

ଦିନେ କସ୍ଥ୍ୟଟର ଇନ୍ଷିତ୍ୟୁଟ୍ରେ ଥାଏ ଅନାମିକା! ଏକ ଅଜଣା ନମରରୁ କଲ ଆସିଲା ତ!ପାଖକୁ! ସେ ଗ୍ରୀନ୍ ବଟମ୍ ଟିପିଲା ତ ସେ ପଟରୁ ପଗରୁଥିଲା କେହି ଜଣେ ପୁରୁଷ- ତୁମେ ଅନାମିକା ତ ? ମୁଁ ଦୀପେନ୍ଦ୍ର! ତୁମର ଭାବି ସ୍ୱାମୀ  ମୁଁ ତୁମକୁ ଭେଟିବାକୁ ଚାହୁଁଛି !ଅନାମିକା ପ୍ରଥମେ ବୁଝିପାରିଲାନି କି ଉତ୍ତର ଦେବ! ସେ ଏକ ସଂସ୍କରୀ  ଘରର ଝିଅ! ଉଚ୍ଚଶିକ୍ଷିତ! ସତ, ହେଲେ ବିବାହ ପୂର୍ବରୁ ସେ କିପରି ଭାବି ସ୍ୱାମୀକୁ ଭେଟିବ! ଦ୍ବନ୍ଦ୍ବ ଭିତରେ ଥାଇ ଅନାମିକା ବାପେଦ୍ରକୁ ରେଟିଲୀ ଜାଣିଳାବିବାହ ପୂର୍ବରୁ ବି ଦୀପେନ୍ଦ୍ର ତାସହ ବନ୍ଧୁତା କରିବାକୁ ଚାହୁଁଛି! ତାଭିତରେ ଯେ  ଦୀପେନ୍ଦ୍ର ସହ ମିଶିବାକୁ କିମା ଗପସପ କରିବାକୁ ଇଚ୍ଛା  ନ ଥିଲା ସେକଥା ନୁହେଁ; କେବଳ ପାରିବାରିକ ସଂସ୍କାର  ହିଁ ତାର ପଥରୋଧ କଗୁଥିଲା ତଥାପି ସେ ନିଜକୁ ବୁଝେଇଲା ! ମୁଁ ତ ତାଙ୍କର
ବଗଦତ୍ତ !ବାହା ଘର ପରେ ତ ପୂର୍ଣତଃ ତାଙ୍କର ହେଇଯିଚି! ସେ ମୋଋ ସବୁକିଛି ପାଲଟିଯିବେ!
ତାହେଲେ ଏବେ ତାଙ୍କ ମନ ଭାଙ୍ଗି ବି କେମିତି? ବାସ୍, ସେ ବନ୍ଧୁତା କଲା ଦାପେନ୍ଧ୍ର ସହିତ! ଆଉ ମାତ୍ର ସପ୍ତାହକର ବନ୍ଧୁତା ପରେ ଅନାମିକାକୁ ଲାଗିଲା, ଯେମିତି ତାଭିତରେ କିଛି ଗୋ ଟେ ଅଭାବ  ଥିଲା ଯାହା ଦୀପେନ୍ଦ୍ର ସହ ମିଶିବା ପରେ ପୂର୍ଣ ହୋଇଗଲା

ଦିନକୁବିନ ଦୀପେନ୍ଦ୍ରର ବନ୍ଧୁତା ମୁଗ୍ଧ ଧ କରୁଥିଲା ଅନାମିକାକୁ! ଅପରପକ୍ଷରେ, ଅନାମିକାର ଚାହିଦା
ବି ବୃଦ୍ଧି ପାରଥିଲା ଦାପେଦ୍ର ନିକଟରେ! ଧାଗେଧାରେ ଦୀପେନ୍ଦ୍ର ଅନାମିକାର ସୁନ୍ଦର ଦେହକୁ ରପଚୋଗ କରିବା
ପାଇଁ ଇସାରା  କରୁଥିଲା ଆଉ ଉଦ୍ୟମ ମଧ କରୁ ଥିଲା !

ଅନାମିକାକୁ ଦାପେଦ୍ରର ସେକଥା ଭଲ ଲାଗି ନ ଥିଲା ସେ ଦୀପେନ୍ଦ୍ରକୁ ବାହା ହେବ ସତ, ତାବୋଲି
ବାହାଘର ଆଗରୁ ସେ ତାକୁ ତାଦେହ ଦେଇ ଦେବା  ପରିବାରର ଇକତ ତଲେ ପଡ଼ିଯିବନି! ପୁଣି ସେ ମନକୁ
ବୁଝେଇଲା  ବାହାଘର ପରେ ତ ଏସବୁ ଦୀପେନ୍ଦ୍ରର ହେବ  ଯଦି ସେ ଏବେଠୁ ତାକୁ ନେଇଯିବାକୁ ଗହୁଁଛନ୍ତି
ତାହେଲେ ସେ ମନାକରିବ କଣ ପାଇଁ ? ମନରେ ତଥାପି ଦ୍ରହ ଥିଲେ ବି ସେ ଦାପେଦ୍ରକୁ ତାର ଅଧିକାର
ଦେଇ ଦେଲା ! ଆର ଦୀପେନ୍ଦ୍ରଠୁ ଫେରି ଘରକୁ ଆସିବା ପରେ ଭାବିଲା - ପୁରୁଷ ନ ଛୁଇଁବା ଯାଏଁ  ନାରୀ କଣ ନାରୀ ! ଆଜି ଦୀପେନ୍ଦ୍ର ତାର ନାରୀତ୍ଵକୁ ସ୍ପର୍ଶ  କରି ତାକୁ ନାରୀ ଟିଏ କରିଛନ୍ତି  ! ସେ ନ୍ଦାପେନ୍ଦ୍ରକୁ ନିକର ଦେହ ଦେଇ କିଛି ଭୁଲ କରିନାହିଁ

ଦିନ-ମାସ-ସପ୍ତାହ ! ବାହାଘରର ବ୍ୟବଧାନ ଧୀରେଧୀରେ ହ୍ରାସ  ପାଉ ଥାଏ ! ଅନ୍ୟପଟେ, ଦୀପେନ୍ଦ୍ର
ଏବଂ ଅନାମିକାଙ୍କ ମଧରେ ବିବାହ ନ ହୋଇ ବି ସମ୍ପର୍କର ବ୍ୟବଧାନ ହ୍ରାସ ପାଇ ଗଲୁଥିଲା ଦିନେ ଅନୁ ଭବ
କରିବା ବେଳକୁ ଅନାମିକା ଗର୍ଭବତୀ ହୋଇସାରିଛି! ଢାପେଟଗେ ବଢୁଛି ଦୀପେନ୍ଦ୍ରର ତିନିମାସର ସନ୍ତାନ
ସେଦିନ ଗତିରେ ସମସ୍ତେ ଣୋଇଯିବ! ପରେ ଦାପେନ୍ଧ୍ରକୁ ଫୋନ୍ କଲା ଅନାମିକା ! କହିଲା- ଆମ ପିଲା ଏବେ ମୋପେଟରେ ବଢୁଛି! ମୁଁ ତାଳୁ ତୁମ ପାଇଁ ମୋଗର୍ଭରେ
ଯନ୍ କରି ବଢ଼ା ଉଛି ଦୀପେନ୍ଦ୍ର କିଛି କହିଚ୍ଚାନି! କେବଳ ଏତିକି କହିଚ୍ଚା- ଅନାମିକା! ଯାହା କରୁଛ କରା କିବୁ
ବାହାଘର ପର୍ଯ୍ୟନ୍ତ ଏକଥା ବାହାରେ ପ୍ରଘଟ କରିବନାହିଁ !ଦୀପେନ୍ଦ୍ର କଥା ଶୁଣି ଅନାମିକା ତାର ବୁଇହାଚକୁ
ନିଜ ଜାରା ୟୁ ଉପରକୁ ନେଇଗଲା ଓ ଆଖବୁଜି  କହିନା-ଦୀପେନ୍ଦ୍ର! ଆଇ ଲର୍ ୟୁ

ନିର୍ଜାରିତ ସ୍ଥାନରେ ଅନାମିକା ଯାଇ ପହଁଚିଲା  ବେଳକୁ ତାକୁ ଏକ କାର ଧରି ଅପେକ୍ଷା କରିଥିଲା
ଦୀପେନ୍ଦ୍ର! ତାସହିତ ଥିଲା ଦୀପେନ୍ଦ୍ରର ମାମୁ ପୁଅ ଗଇ ଅନାଇ ଦୁବେ  ! ଦୀପେନ୍ଦ୍ର କହିଲା- ଆକି ମକର! ତୁମକୁ
ଚୂଲେଇନେବି! ଗାଡ଼ିରେ ବସ !ନିଜ ତାତା ସ୍ଵାମା ସହ ଯିବା ପାଇଁ ଆପତି) ନ ଥିଲା ଅନାମିକାରା ପୁଣି ସେ
ବି ଅନିଲକୁ ଚ୍ଚାଣିଥିଲା ତେଣୁ ଗାଡ଼ିରେ ବସିଗଲା  ଗାଡ଼ି ତ୍ରାଇର୍ କରୁଥିଲା  ଅନୀଲୀ ପଛସିଟ୍ ରେ  ଅନ୍ତରଙ୍ଗ
ହେଇ ବସିଥିଲେ ଅନାମିକା ଓ ଦୀପେନ୍ଦ୍ର! ଅନାମିକାକୁ ଚୁମ୍ବନ ଟେ  ଦେଇ ତାଠୁ ମୋବାଇଲ୍ ନେଲଗଲା  ଦୀପେନ୍ଦ୍ର ଓ ମ୍ବିବ୍ଅଫ୍ କରିଦେଲା  ! ଆଶ୍ଚର୍ଯ୍ୟ ହୋଇଗଲା ଅନାମିକା ଦୀପେନ୍ଦ୍ର କହିଲ- ଏ ମୋବାଇଲ ଆମକୁ ଡିଷ୍ଟ୍ୟୁର୍ଵ କରୁ  ସେକଥା ମୁଁ ଗହେଁନା ଅନାଳ ଗାଡ଼ିନେଇ ପଟାନ୍ ରେଡ଼ ନିକଟାରେ ରଖିଲା   ଓ ନିଜେ ଗାଡ଼ିରୁ ଓଲ୍ହାଇ ଦୁ ରକୁ ଗଳିଗଲା  ! ସେତେବେଳକୁ ଗତି ହୋଇ ସାରିଥାଏ ! ଦୀପେନ୍ଦ୍ର କହିଲା -ଦେଖା ଅନିଲ ଆମ କୁ ଏକୁଟିଏ ଛାଡ଼ିଗଲିଗଲା ! ସେ! ମୋ   ମନକଥ ବୁଝିଗଲା ! ତୁମେ କଣ ବୁଝିପାରୁନା ବୁଝି ସାରି ଥିଲା ଅନାମିକା  ସେ କିଛି ନ କହି ଖାଲି  ହସିଦ୍ଦେଲା  ଅନା ମିଚ୍ଚାର ହସକୁ ବି ତୁଝିନେଲା  ଦୀପେନ୍ଦ୍ର! କିଛି ସମୟ ପରେ କାର ଭିତରେ ଅନାମିକାକୁ ଏକୁଟିଆ ଛାଡ଼ି ବାହାରକୁ ଗଳିଗଲା  ଦୀପେନ୍ଦ୍ର! ଅନ ମିଳ! ଭାବି ଲା, ଦୀପେନ୍ଦ୍ର ବୋଧେ  ପ୍ରେସ୍ ଏୟାର ନେବା କୁ ଯାଇଥିବା  ପେରି ଆସିବନି! ମାତ୍ର ନ!ଦୀପେନ୍ଦ୍ର ଫେରିଲା ନି! ଓଲଟି ଗାଡି ଭିତରକୁ ପଶି ଆସିଲା  ଅନାଇ! ନିଜର ଲୁଗା ବି ଠିକ୍ ଭବରେ ପିନ୍ଧି  ନ ଥିଲା ଅନାମିକା! ସେ ଚମକି ପଡ଼ିଲା! ହେଲେ ତାପରୁ ବଡ଼ ଚମକ ସେ ପାଇଲା , ଯେତେବେଳେ ଅନାଇ ତ!ସହିତ ବଳ ପ୍ରୟୋଗ କଲା

    କିଛି ବୁଝିପାରୁ ନ ଥିଲା! ଅନାମିକା! ସେ ବଡ଼ ପାଟିକରି ଦୀପେନ୍ଦ୍ରକୁ ଡାକୁଥିଲା ! ହେଲେ ଦିଗରି ଜାଣି ନ
ଥିଲା! ପେ, ଏସବୁ ନାଟକର ନାୟକ ହିଁ ଥିଲା  ଦୀପେନ୍ଦ୍ର; ଯାହାର ସେ ଥିଲା ବଗ ଦତ୍ତା ! ଆଉ ଯେତେବେଲେ ସେ ଏସବୁ ବୁଝିଲା ସେତେବେଳକୁ ଅନେକ ଡେରି ହୋଇସାରିଥିଲା ଦୀପେନ୍ଦ୍ର ଡାକୁ କହିଲା ଯେ, ସେ ହିଁ ଅନିଲକୁ ଡାକି ସାଥିରେ  ଆଣିଛି! ଆଉ ତାସହ ବଳପ୍ରୟୋଗ କରିବା ପାଇଁ ସେ ଅନାଲ୍ କୂ ଅନୁମତି ଦେଇଛି! କାରଣ, ସେ ତାକୁ ମାରି ଦେବା କୁ ଚାହେଁ! ସେଥିପାଇଁ ଅନୀଲ୍ଋ ସହାୟତା ଦରକାର! ଆଉ ଅନାଲ୍ ତାକୁ ମାରିଦେବା ପାଇଁ ତାଙ୍କ ନୁହେଁ ; ଅନାମିକାର ଦେହ ସହ ଡିଲ୍ କରିଛି!

ସବୁକିଛି ଭେଳିକି ଳାଗୂଥିଲା ଅନାମିକାକୁସେ କାନ୍ଦୁ ଥିଲା ହେଲେ ଲୁହ ଝରୁ  ନ ଥିଲା ସେ ଚିତ୍କାର କରୁ ଥିଲା ହେଲେ ଶବ୍ଦ ଶୁ ଭୂ  ନ ଥିଲା ଦୀପେନ୍ଦ୍ର ତାକୁ ବୁଝେଇଲା - ବାସ୍ତବରେ ସେ ତାକୁ ବାହହେବାକୁ ଗହୁଁ ନ ଥିଲା ! ପରିବାରର ଗପରେ ଯେ ବାହା ହେବାକୁ ରାଜି ହେଲା  ନିର୍ବନ୍ଧ ହେଲା ବାହାଘର ତାରିଖ ସ୍ଥିର  ହେଲା! ହେଲେ ସେତିକିବେଳେ ତାପାଖରେ ଆସି ପହଞ୍ଚଲା ପ୍ରିୟଙ୍ଗା ପ୍ରିୟଙ୍କା ତାର ପ୍ରେମିକା ପ୍ରିୟଚ୍ଚା ସେଇ ଝିଅଯିଏ ତାକୁ ପ୍ରଥମେ ପ୍ରେମ କଣ ଶିଖେଇଛି! ନିଷିଦ୍ଧ ଫଳର ସ୍ୱାଦ ଚଖେଇଛି! ପ୍ରିୟଙ୍ଗା କହିଲା, ମୋଠୁ ସବୁନେଲ! ମୋତେ ବାହୀ ନ ହୋଇ ଅନ୍ୟକୁ ବାହାହେବା ମୁଁ ଏବେ ଥୀନାକୁ ଯିବି!

ଡରିଗଲା ଦୀପେଦ୍ରା କାରଣ ସେ ଚ୍ଚାଣିଥିଲା ପ୍ରିୟଚ୍ଚା ଗୋଟେ ଜିଦ୍ ଖୋରି ଝିଅ  ! ସେ କହିବନି କାମରେ କରି ଦେଖେଇବା ସେ ପ୍ରିୟଚ୍ଚାକୁ କହିଲ!- ଯେମିତି ବି ହେଲେ ମୁଁ ବାହାଘର ଭାଙ୍ଗି ଦେ ବି! ତୁମେ ଆଉ କିଛିଦିନ ଅପେଷା କରାପ୍ରିୟଚ୍ଚା ବୁଝିଗଲୀ ସେତିକିବେଳେ ଗୁରୁଙ୍କର ଦୁର୍ଘଟଣା ହେଳା ଆଉ ବିବାହ ତିଥ୍ ଘୁଞ୍ଗଙ୍ଗା ଦୀପେନ୍ଦ୍ର ଭାବିଲା , ଏଇ ସମୟ ଭିତରେ ସେ ଯେମିତି ବି ହେଉ ଅନାମିକା ସହିତ ବାହାଘର ଭାଙ୍ଗି ଦବା ସେଥିଲାଗି ସେ ଅନାମିକା ସହ ସମ୍ପର୍କ  ପୋଡ଼ିବାକୁ ଚାହିଁଲା ପ୍ରତ୍ୟେକ ଦିନ ତାସହ
ବାହାରକୁ ବୁଲିଗଲୀ ଭା ବିଥିଲାଏସବୁକୁ ଅନାମିକା ପସନ୍ଦ କରିବନି! ବିରୋଧ କରିବା ପାଟିତୁଣ୍ଡ ହେବା ସେ ବାହାଘର ଭାଙ୍ଗି ଦେବା  ମାତ୍ର ଅନାମିକା ତାକଥ! ମାନିଗଲୀ କିଛିଦିନ ପରେ ସେ ଅନାମିକାର ଦେହକୁ ଉପତୋଗ କରିବାକୁ ଗହିଲୀ ଭାବି ଥିଲାବାହାଘର ପୂର୍ବରୁ ଗୋଟିଏ ଝିଅ କେବେ ବି ତାଦେହକୁ କରିବାକୁ ଦେବା ନି! ପ୍ରତିରୋଧ କରିବା ତାକୁ ଜଣେ ଚରିତ୍ରହାନ ବୋଲି ଭାବି ବା ଫଳରେ ତାନିଜ ତରଫରୁ ବାହାଘର ଭାଙ୍ଗି ଯିବା ! କିତୁ ନାସେମିତି ବି ହେ ଲାନିକି ଏକ ଭିନ୍ନ ଉପାଦାନରେ ଗଢ଼ା ହେଇଥିଲା ଅନାମିକା! ସେ ହସିହସି ତାକୁ ତାଦେହ ଦେଇଦେଲା! ଏପରିକି ସେ ଗର୍ଭବତୀ ହୋଇଯିବ! ପରେ ବି ଖୁସା ହେଳା
ଅପରପକ୍ଷରେ, ଦାପେଦ୍ର ଉପରେ ବାହାଘର ଗଳିବା ପାଇଁ ଗପ ପକାଉଥିଲା  ପ୍ରିୟଙ୍ଗା ଦାପେଦ୍ର ନିକଟରେ ଏବେ କେବଳ ଗୋଟିଏ ଉପାୟ ଥିଲା- ଅନାମିକାକୁ ମାରି ପ୍ରିୟଚ୍ଚାକୁ ନିକର କରିନେବା  ଆଉ ଆଜି ସେ ତାହା କରିବା ପାଇଁ ଅନାମିକାକୁ ଏଠିକି ଡାକି ଆଣିଛି!
ସବୁ ଶୁଣିବା ପରେ ଚେତା  ଦୁଡ଼ିବା  ପରି ଅନୁଭବ  କରୁଥିଲା ଅନାମିକା! ସେତିକିବେଳେ ଗାଡି ଭିତରେ ତାକୁ
ମଡି଼ବସିଲେ ଉଭୟେ  ଦୀପେନ୍ଦ୍ର ଓ ଅନାଲା ସେ କିଛି ବୁଝିବା  ଆଗରୁ  ତ!ତଂଟି  କୁ ଉଭୟେ ଜୋର ଲଗେଇ ଚିପି ଧରିଲେ! କିଛି ସମୟ ଛଟପଟ  ହେଇ  ମରିଗଲା ଅନାମିକା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...