Wednesday 4 October 2017

ଦୁଇ ଭଉଣୀ ଙ୍କୁ ହତ୍ୟା କଲା ବିଫଳ ପ୍ରେମିକ



               ଉତ୍ତରପ୍ରବେଶର ରାଜାଜୀପୁରାମ ପାରା ରାଗୋଡ ପାଖାପାଖ୍ ରାମବିହାର କଲୋନୀରେ ରହନ୍ତି  ଲାଲ୍ ବାହାଦୂର ସିଂ! ସେ ଜଣେ ରିଟାୟାର୍ଡ ସୁବେଦାର, ତାଙ୍କର ମୂଳ ଘର ଚାଯୌଲୀରେ ହୋଇଥିଲେ  ମଧ୍ୟ  ସେ ରିଟାୟାର୍ଡ ପରେ ରାଜାଜୀପୁରାମ ରେ  ଇହୁଥିଲେ  ! ପରିବାର କହିଲେ ପତ୍ନୀ ରେଣୁ ପୁଅ ଆଶୁତୋଷ, ଦୁଇଝିଅ ଆରତି ଏବଂ ଅନ୍ତି ମା! ଆଶୁତୋଷ ବିଟେକ୍ କରି ଏଇ ଆଣ୍ଡ ଟି ’ରେ ଜଣେ ଇଞ୍ଚିନିୟର ଭାବରେ ଜଏନ୍ କରିଥାଏ!      
       ବଡ଼ ଝିଅ ଆରତି ମଧ୍ୟ  ବି .ଟେକ୍ ପାସ କରିଥାଏ! ତାର ଇଚ୍ଛାଥାଏ ସେ ବଡ଼ ଭାଇ ଭଳି ଜଣେ ଇଞ୍ଜିନିୟର ହେବ! ମାତ୍ର ମା ରେଣୁଇ ଇଚ୍ଛା ତାଙ୍କ ବଡ଼ଝିଅ ଆରତି ଟିଚର  ହେଉ ! ତେଣୁମାଙ୍କ ଇଚ୍ଛାକୁ ସମ୍ମାନ ଦେଇ ସେ ଟିଟରଶିଫ୍ ପାଇଁ ପ୍ରିପେୟାଇ କରୁଥାଏ! ଏଥ୍ ସହିତ ବିଭିନ୍ନ କମିଟେନ୍ଦିଇ ଦେଇଥାଏ ! ସବା ସାନଝିଅ ଅନ୍ତି ମା ଓରଫ ସୋନମ୍! ଅଠର  ବର୍ଷାୟା ଅନ୍ତି ମା ସ୍ଥାନୀୟ ସେଣ୍ଟମେରୀ କଲେକ୍ରେ +୨ ବିଜ୍ଞାନ ପଡୁଥାଏ! ତାର ଇଚ୍ଛାଥାଏ ସେ ଇଣ୍ଟରମେଡିଏଟ କନ୍ଥିଟ୍ କରି ବିଟେକ୍ କରିବ ! ଆଉ ଭାଇ ଇଳି ଜଣେ ଇଞ୍ଜିନିୟର ହେବ ! ମୋଟାମୋଚିଭାବରେ ଲାଲ୍ ବାହାଦୁର ସିଂଙ୍କ ପରିବାର ବେଶ୍ ହସ ଖୁସିରେ ଚାଲୁଥାଏ! ଝିଅ  ଦୁଇଜଣ ଦେଖ୍ ବାକୁ ଯେମିତି ସୁନ୍ଦରୀ ; ସେମିତି ଶିକ୍ଷିତା ଓ ସୁଶୀଳା ପୁଅ ମଧ୍ୟ  ବେଶ୍ ବିନୀତ! ଲାଲ୍ ବାହାଦୂର ଆମିର ସୁବେଦାର ଭାବରେ ରିଟାଯାର୍ଡ କରିଥିବା ରୂ ବେଶ୍ ଭଲ ପେ ନ୍ ସନ୍ ପାଉଥାନ୍ତି ! ସବୁ ଦିଗରୁ  ଏକ ସଫଳ ପରିବାର ଭାବରେ ସେ ଅଞ୍ଚଳରେ ଲୋକମାନେ ଲାଲ ବାହାଦୁରଙ୍କ ପରିବାରକୁ ବିବେଚନା କରୁଥାନ୍ତି !   
        ଲାଲ୍ ବାହାଦୁର ସିଂଙ୍କର ନିକତେମ ପଡୋଶୀ ହେରଛଚ୍ଚି ମୁକୁଦିଲାଲ୍ ଶର୍ମୀ! ମୁକୁଢିଲାଲ୍ ଜଣେ ଟ୍ରାନ୍ସପୋର୍ଟର ତିନିପୁଅ ଦୀପକ, ଜୋଶନ୍ ଓ ସୌରଭ ଏବଂ ପତ୍ନୀ ଶାତିକୁ ନେଇ ତାଙ୍କର ପରିବାରୀ ନିକଟତମ ପଡ଼ୋଶୀ ହୋଇଥିବା  ହେତୁ ସେମାନେ ପରମ୍ୱରଳୁ ଖୁବ୍ ଭଲଭାବରେ ଜାଣିଥାନ୍ତି  ପରଘର ଘରକୃଯିବା ଆସିବା ଲାଗିଥାଏ ମୋଟାମୋଟି ଭାବରେ ସେମାନଙ୍କ ମଧ୍ୟ ରେ ଏକ ଉତ୍ତମ ସମ୍ପର୍କ ରହିଥାଏ! ମୁକୃନ୍ଦିଲାଲ୍ ଙ୍କ ଦୁଇପୁଅ ବୀପକ୍ ଓ ରୋଶନ୍ ପଢ଼ା ଶେଷ କରି ଚାକିରି କ୍ଷେତ୍ରରେ ପ୍ରତିଷ୍ଠିତ!
         ସାନ ସୌରଭ ଓରଫ୍ ସୋନୁ  ପାଠପଢ଼ା ଯା ରି ରହିଥାଏ ସେ ସ୍ଥାନୀୟ ‘କେକେସି କଲେଜେ ରୁ  କମର୍ସରେ ଗ୍ରାଦ୍ର୍ୟଶନ୍ ଶେଷ କରିବା ପରେ କମ୍ପି ଟେଚିଭ୍ ଦ୍ଦେବାଳୁମନ ଚଳାଇଥାଏ ଆଉ ସେଥିଲା ଗି ସେ ନିକଟସ୍ଥ ଏକ କୋ ଟିଂ ସେଣ୍ଟରରେ ନାମ  ଲେଖାଇଥାଏ! ସଂଯୋଗବଶତଃ ଏ ଘଟଣାର ଦୁଇମାସ ପରେ ଲାଲ୍ ବାହାଦୂରଙ୍କ ବଡ଼ଝିଅ ଆରତି କମ୍ପି ଟେଚ୍ଚିଭରେ ଭଲ ରେଚ୍ଚଲ୍ କରିବା ପାଇଁ ସେହି କୋବିଂ ସେଣ୍ଟରରେ ଆଡ଼  ମିଶନ୍ ନେଲା ଯେଉଁଠି ଦୁଇମାସ ଆଗରୁ ସୌରଭ ଆଡ଼  ମିଶନ୍ ନେଇଥିଲା

       ଆରତି ସୌରଭ ପ୍ରାୟ ପାଖାପାଖ୍ ବୟସର ! ସେମାନେ ନିକଟତମ ପଡ଼ୋଶୀ ହୋଇଥିବା  ହେତୂ ପରସରକୁ ବେଶ୍ ଭଲଭାବରେ ଜାଣିଥିଲେ ! ଆଉ ଗୋଟିଏ କୋଚି  ସେଣ୍ଟରରେ ଆ ଡ଼୍ ମିଶନ୍ ନେବା ପରେ ସେମାନଙ୍କ ମଧ୍ୟ ରେ ବନ୍ଧୁତା ତିଆରି ହୋଇଗଲା ! ଆଉ ଖୁବ୍ କମ୍ ଦିନ ମଧ୍ୟ ରେ ସେମାନେ ପ୍ରେଣ୍ଡଶିଫ୍ର ଗଭୀରତମ ପ୍ରଦେଶକୁ ଚାଲିଗଲେ! ତେବେ ଏଠାରେ ଗୋଟାଏ କଥା ମନେ ରଖ୍ ବାକୁ ପଡ଼ିବ ଯେ, ଆରତି ପାଇଁ ସୌରଭ କେବଳ ଜଣେ ଭଲ ବନ୍ଧୁଥିବାବେଳେ ସୌରଭ କିନ୍ତୁ ଆରତିକୃ ନେଇ ଦୁର୍ବଳଚୁ ବୁର୍ବଳତର ହେବାରେ ଲାଗୁଥିଲା
ଦିନକର କଥା! ଆରତି ଘରେ ଥାଏ! ସୌରଭ ତାର ହାଲଚାଲ ବୁଝି ବାକୁ ଘର ଭିତରକୁ ଆସିଲା ବେଖ୍ ଲା- ଆରତି ଏକୁଟିଆ ବସିଛି! ତା ମୁହଁଟା ଶୁଖ୍ ଲା କାଠଚମ୍ପା ଫୁଲ ପରି ମଉଳି ପଡିଛି ! ସୌରଭ କାରଣ ପଚାରିଲା ତ କାନ୍ଦକାନ୍ଦ ହୋଇଗଲା ଆରତି! କହିଲା- ‘ସୋନୁ! ପରୀକ୍ଷା ଆସିଗଲାଣି! ମୋ ଦେହ ଭଲରହୂନି! ନର୍ଭ ପ୍ରୋବ୍ଲେମ ! ମୁଁପେନ୍ ତି ଧରି ପାରୁନି! ଯଦି ଏମିତି ହୁଏ ତାହେଲେ ମୋର ସବୁ ସ୍ବପ୍ନ  ପାଣିରେ ପତିଯିବୀ ଏତିକି କହି କାନ୍ଦି  ପକେଇଲା ଆରତି! ସୌରଭ କହିଲା-‘ତୂମେ ବ୍ଯସ୍ତ ହୂଅନି ଆରତି ! ଆରେ ଯଦି ଜଣେ ପରୀକ୍ଷା ବେଲ ନ ପାରିବ ତାହେଲେ ତା ଲାଗି ଆଉ ଜଣେ ପରୀକ୍ଷା ଦେବ! ଏମିତି ଚି ବ୍ଯବସ୍ଥା ଅଛି! ତୁମେ ମେଡିକାଲ ସାଟିଫିକେଟ୍ ଯୋଗାଡ କର! ମୁଁ ତୃମ ଲାରି ପରୀକ୍ଷା ଦେଇଦେବି!’


        ଏକଥା ଶୁଣି ଖୁସିରେ ନାତିଊଠିଲ! ଆରତି! ମେଡିକାଲ ସାର୍ଟିଫିକେଟ ଯୋଗାଡ଼ ହୋଇଗଲା! ସୌରଭ ମଧ୍ୟ ଚୁପ  ହୋଇ ବସିଲାନି! ନିଜେ ଭୈନିୟରିଂ କରି ନ ଥିଲେ  ମଧ୍ୟ  ବିଭିନ  ଇଞ୍ଜିନିୟରିଂ ପାଠ ପଢିଲା ! ତାର ଗୋତିଏ ଲକ୍ଷ୍ୟ - ସେ ଆରତିକୁ ବିଫଳ ହେବାକୁ ନ୍ଦେବନି! ସତକୁସତ ସେଇୟା ହେଲା! ଆରତି ପାଇଁ ପରୀକ୍ଷା ଦେଲା ସୌରଭ! ଆଉ ଆରତି ସବୁଠୁ ଭଲକରି ଇଞ୍ଜିନିୟର ବଢିଗଲା!  
        ରେକଲ୍ଟ ବାହାରିବା ଦିନ ସୌରଭକୁ ଫୁଲତୋତାତିଏ ଦେଇ ନିଜର କୃତଜ୍ଞତା କଣେଇଲା ଆରତି! କହିଲୀ- ତୁ  ନ ଥିଲେ  ମୁଁ କିଛି କରିପାରି ନ ଥାତି! ଏ ରେଚ୍ଚଲ  ମୋର ନୁହେଁ, ଏ ରେଢଲ୍ମ ଡୋର !’ ସୌରଭ କହିଲା- ‘ବାସ୍ ଏତିକିରେ ସରିଗଲା ! ମୋର ଏତେ ଶ୍ରମର ମୂଲ୍ୟ କଣ ଗୋଟେ ଫୁଲତୋଡ଼ା ଆଉ କେଇପଦ କଥା ! ଆରତି! ମୁଁ ଚାହେଁ ଆମର ଏ ପ୍ରେଣ୍ଡଶିପ ସାରାଜୀବନ ରହୁ!’ ଆରତି ବୁଝିନେଲା ତାକୁ କଣ କହିବାକୁଚାହୁଁଛି ସୌରଭ ! ସେ ବହୁ ଆଗଚୂ ଚ୍ଚାଣିସାରିଥିଲା  ଯେ, ସୌରଭ ତାକୁ ଭଲପାରଛି! ଆଉ ସେ ମଧ୍ୟ  ସୌରଭକୁ ଭଲପାଇବା ଆରମ୍ଭ କରିଛି! ତେବେ ନିଜ ମନକଥା ଲୁଚେଇ--ରଖ୍ ପଚାରିଲା- ‘ସୋନୂ! ତୁ  ଣ କହୁଛୁ ମୁଁ ବୁଝିପାରୁନି !’ ସୌରଭ କହିଲା- ‘ମୁଁ ତତେ ଭଲପାଏ !’ ସୌରଭ ମୁହଁରୁ ଏର କଥାପଦକ ଶୁଣି ଆରତିର ମୁହଁଲାଜରେ ଲାଲ୍ ପଡ଼ିଗଲା ! ସେ ଆଉ ଆଖ୍ ଖୋଲି  ସୌରଭକୁ ଚାହିଁପାରିଲା ନାହିଁ ! ସୌରଭ ତା ହାତ ଧରି କହିଲା- ‘ଆରତି! ପ୍ରେମକୁ ପ୍ରକାଶ କରିଦେଲେ ଇ ବେଶି ଆନନ୍ଦ ମିଳେ! ମୁଁ ଚ୍ଚାଣେ ଚୁ ମୋତେ ଭଲପାଭ ! ତେବେ କହିଦେଉନୁ କାହିଁକି ?’ ଆରତି ଆଉ ରୋକିପାରିଲାନି ନିଜକୁ! ସେ ବି ଗୁଣୁଗୁଣୁ ସ୍ଵରରେ ସୌରଭ ଛାତିରେ ମୁହଁ ରଖ୍ କହିଲା-ସୋନୁ ମୁଁ ବି ତତେ ଭଲପାଏ ! ଆଭ ତୋ ସ୍ତ୍ରୀ  ହେବାକୁଚାହେଁ!’
  ବାସ୍, ସେମାନେ ବନ୍ଧୁ ରୁ ପାଲତିଗଲେ ପ୍ରେମିକ ପ୍ରେମିକା ! ଏମିତିରେ ଦୁଇବର୍ଷ ବିତିଗଲା! ଆରତିର ସାନଭଭଣୀ ଅନ୍ତି ମା ଓରଫ ସୋନମ୍ ଧୀରେଧୀରେ କୈଶୋର ଅତିକ୍ରମ କରି ଯୌବନରେ ପାଦ ଥାପୁଥାଏ! ସୋନମର ସୌନ୍ଦର୍ଯ୍ୟରେ ବନ୍ଧା ପଡ଼ିଯାଉଥାଏ ସୌରଭ! ସେ ଭୁଲି ଯାଉଥାଏ ଯେ, ତା ପ୍ରେମିକାର ସାନ ଭଉଣୀ ହେଉଛି ସୋନମ୍! ସେ କିନ୍ତୁ ଭୀବୁଥାଏ - ସେ ଆରତିକୁନୁହେଁ ; ସୋନମ୍ କୃ ହିଁଭଲପାରବା କଥା ଆରତିଳୁ ଭଲପାଇବା ତାର ଏକ ବଡ଼ ମିଷ୍ଟେକ୍!
         ଦିନେ  ସେ ଏକୁଟିଆ ପାଇ ସ୍ଟୋନମ୍ କୃ ସେଇକଥା କହିଦେଲା ତ ମେଳି ପଡ଼ିଲା ସୋନମ ! ସେ  କହିଲା- ସୋନ୍ଧୁଭାଇ ! ତୁମେ ମୋ ଭଉଣୀକୁ ଭଲପାଊଛ ’ଏମିତି କଥା ମୋତେ କହୁଛ କେମିତି! ତାଛଡ଼ା ମୁଁଏ ପ୍ରେମପ୍ରେମ କଣ ଜାଶେନି! ମୋର ଏବେ ପଢ଼ିବାର ବୟସ ! ହେଲେ ନଃଛାଡ଼ବନ୍ଦା ଥିଲା  ସୌରଭ! ସେ ଚାହୁଁଥିଲା  ଯେମିତି ବି ହେଉ ସୋନମ୍ କୂ ତା ହାତମୁଠାକୁ ଆଣିବା ଆଉ ଦୂଇଭତ୍ତଣୀଳୁ ମନ ଭରି ଉପଭୋଗ କରିବା ସେଥିଲା ଗି ସେ ସୋନମ୍ ପଛରେ ପଡ଼ିଗଲା ’ ହେଲେ ସୋନମ୍ ଦିନେ ବିରକ୍ତ ହୋଇ ଆରତିକୃ ସବୁକଥା କହିଚ୍ଚଲେ! ! ଆରତି ବିଶ୍ବାସ କରିପାରିଲା ନାହିଁ ଯେ, ଯାହାକୁ ସେ ଏତେ ଭଲପାଉଛି ସେ ଗୋଟେ ଏ 6 ଡ଼ ନୀଚ୍ଚମନା! ତା ସ୍ଵପ ଭୁଚୁଡ଼ି ପଡ଼ିଲା! ସେ ଭାବିଲା- ସୌରଭ ଭଳି ପିଲାମାନେ କେବେ ବି ଜଣକୁ ଯାଇ ସନ୍ତୁଷ୍ଟ ହେବେନି! ତେଣୁ ତାକୁ ତାହା ହେଲେ ତା ଜୀବନ ବରବାବ ହୋଇଯିବ! ଏତିକିବେଳେ ଆରତି ଲାଗି ଇନ୍ଦ୍ରଜିତ ନାମକ ଜଣେ ଯୁବକର ପ୍ରସ୍ତାବ ଆସିଲା! ପରିବାର ଲୋକେ ସମପ୍ରେ ଇନ୍ଦ୍ରଜିତକୁ ପସନ୍ଦକଲେ! ଏମିତିକି ଆରତି ମଧ୍ୟ  ଇନ୍ଦ୍ରଜିତର ଖୁବ୍ ପସନ୍ଦ ହୋଇଗଲା ! ସେ ନ୍ଦେଖ୍ ଲା ସୌରଭ ତୁଳନାରେ ଇନ୍ଦ୍ରଜିତ ବହୁତ ଭଲ! ଇନ୍ଦ୍ରଜିତ ସହିତ ତାର ବାହାଘର ପକ୍କା ହୋଇଗଲା!ଏକଥା ଯେତେବେଳେ ସୌରଭ କାନରେ ପଡ଼ିଲା ସେ ଆଉ ସମ୍ଭାଳି ହୋଇ ରହିପାରିଲା ନାହିଁ ! କହିଲା- ‘ଆରତି! ତୁମେ  ମୋତେ  ଭଲପାଇ ଆଉ ଜଣ କୁ ବାହାହେବାକୁ ଯାଉଛା ଆରଡି କହିଲା !- ‘ଆଉ ତମେ ମୋତେ ଭଲପାଇ ମୋ ସାନ ଭଉଣୀକୁ ପ୍ରେମ କରୁଛ! ତୁମ ଭଳି ଯୁବକମାନେ ପ୍ରେମକରି ଜାଣନ୍ତି  ନାହିଁ ! ଖାଲି ଉପଭୋଗ କରି ଚ୍ଚାଣନ୍ତି ! ତେଣୁଭଲ ହେବ ଆମ ଦୁଇ ଭଉଣୀଙ୍କ ରାସ୍ରାରୁ ହଟିଯାଅ
   ସୌରଭ ଦେଖିଲା, ଆରତି ଆଉ ହାତକୁ ଆସିବାର ନାହିଁ! ଏପଟେ ସୋନମ୍ୱ ଚି ଧରାଛୁଆଁ ଦେଉନି! ତାର ସଚୂ ଦିଗରୁ କ୍ଷତି ହିଁ କ୍ଷତି! ସେ ଯେତେ ଆରତିକୁ  ଦୁଃଝଇଲା ସଫଳ ହେଲାନାହିଁ! ଶେଷରେ ଭାବିଲା- ଏଇ ଦୁଇଭଉଣୀକୃ ଶେଷ କରିଦେଲେ ସେ ଶାନ୍ତି ପାଇବା ଦିନେ କେହି ନ ଥିବା  ବେଳେ ଘର ଭିତରେ ପଶିଲା ସୌରଭ! ଆଉ ନିର୍ମମ ଭାବରେ ଉଭୟ ଆରତି ଏବଂ ସୋନମ୍ କୁ ଗୋ ଟେ କତୂରିରେ ଭୁସିଭୁସି ମାରିଦେଲା ତା ଭିତରେ କ୍ରୋଧ ଏଭଳି ଭୟଙ୍କର ରୂପ ନେଇଥିଲା  ଯେ, ସେ ରାକ୍ଷସ   ପାଲଟି ଯାଇଥିଲା ! ଆରତି ଦେହରେ ଚବିଶ ଥର ଭୁସିଥିବା  ଚେଜେ ସୋନମ୍ ଦେହରେ ଭୁସିଥିଲା   ତିରିଶ ଥରା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...