Monday 23 October 2017

ତୁ ଆଉ କାହାର ହେଲେ ମୁଁସହିବି କେମିତି






ଏକପାଖି ପ୍ରେମ ପ୍ରେମିକ ଟିକୁ  ସମ୍ପୂର୍ଣ୍ଣ ପାଗଳ କରଦଏ ! ପ୍ରଥମେ ପ୍ରେମକଟ ଆଶା ନେଇ ବଞ୍ଚିଥାଏ ଯେ, ଦିନେ ନା ଦିନେ ତାପ୍ରେମିକା ତାପ୍ରେମକୁ ସ୍ୱୀକାର କରିବା ଆଜି ତାକଥା ଶୁଣି ହସୁଛି! କାଲି ସେ କଥା କହି ତାକୁ ହସେଇବ ! ଆଜି ନିଜେ ନିଜେ ସେ ଯେଉଁ ସ୍ଵପ ଦେଖୁଛି କାଲି ସେ ତାସହିତ ମିଶି ସ୍ଵପ ଦେଖିବା ମାତ୍ର ଯେତେବେଳେ ସେ ଜାଣିଯାଏ ତାପ୍ରେମ ହେଉଛି ଏକପାଖ୍ଆ ପ୍ରେମ- ପ୍ରେମିକାର ତା ପ୍ରେମକୁ ସ୍ୱୀ କୁ ତି ନାହିଁ- ପ୍ରେମିକାର ହସରେ ସବୁଥିଲା ହେଲେ ତାପାଇଁ ପ୍ରେମ ନଥିଲା - ସେତେବେଳେ ତାହୃଦୟ ଖଣ୍ଡଖଣ୍ଡ ହେଇ ଲାଗିଯାଏ! ଆଉ ତା ସ୍ଵପ ସବୁ ଭଙ୍ଗାକାଚର ଟୁକୁରା ପରି ପବନ ବେଗରେ ଛୁଟିଆସି ତାଛାତି ଭିତରେ ଫୁଚିଯାଏ ! ବାସ୍, ପ୍ରେମିକ ତା ମାନସିକ ସନ୍ତୁଳନ ହରେଇବସେ! ଆଉ ପାଗଳ ବନିଯାଏ! ତାପାଇଁ ପ୍ରେମ ପାଲଟିଯାଏ ଏକ ପ୍ରତିଶୋଧ ! ସେ ଶପଥ କରେ, ଯଦି ସେ ମୋର ହେଲାନି ତାହେଲେ ଆଉ କାହାର ବି ହେବନି! ମୋର ପଛେ ଯାହା ହେଉ
ମୁଁ ତାକୁ ମାରିଦ୍ଦେବି! ଆଉ ତାକୁ ବୁଝେଇବେବି : ତୁ ମୋର ନୁହେଁ କାହାର ନୁହେଁ

  ଏମିତି ଜଣେ ଯୁବକ ଥିଲା ଶାନୁ ଓରଫ ଅଶ୍ୱିନୀ କୁମାର ଯାଦବ! ଇଟାୱାର ଯଶଓନ୍ତ ନଗର ଅନ୍ତର୍ଗତ ଭଓଲପୁର ନାମକ ଏକ ସ୍ଥାନରେ ରହୂଥିଲେ  ଶୈଳେଶ ଯାଦବ! ତାଙ୍କର ଗୋଟିଏ ବୋଲି  ପୁଅ ଶାନୁ! ଶୈଳେଶ ଯାଦବଙ୍କ ଭାଇ ରାକ୍ ବାହାଦୁର ସିଂ ଜଣେ ପ୍ରଭାବଶାଳୀ ରାଚ୍ଚନେଗା ଶାନୁ ପଞ୍ଜାବର ଜଳନ୍ଧରଠାରେ ଥିବା  ଲଭ  ଲୀ ପ୍ରଫେସନାଲ୍ ୟୁନିଭସିଟିରେ ନ୍ଦି.ବି. କୋର୍ସ କରିବାକୁ ଆତ୍ ମିଶନ୍ ନେରଥିଲା! ସେଇଠି ତା ଭେଟ ହୋଇଥିଲା ଅଞ୍ଜଳି ସିଂ ରାଠୋର ସହିତ! ଅଞ୍ଜଳି ଥିଲା ତା ବ୍ୟାତ୍ ମେଟ୍
ଅମ୍ବାଲାର ୟମୁନା ନଗର ଅନ୍ତର୍ଗତ ଫର୍କପୁର ନିବାସୀ ତେଜପାଲ ସିଂ ରାଠୋର ଏବଂ ଆଶା ରାଠୋରଙ୍କ ବଡ଼ ଝିଅ ଅଞ୍ଜଳି ସିଂ ରାଠୋର! ତାତଳେ ଥିଲେ  ତା ଭଉଣୀ ଅନାମିକା ସିଂ ରାଠୋର ଏବଂ ଅଜୟ ସିଂ ରାଠୋର! ପିଲାଟି ଦିନରୁ ଅଞ୍ଜଳିର ଗୋଟିଏ ଲକ୍ଷ୍ୟ ଥିଲା - ସେ ରଞ୍ଜନିୟର ହେବା ସେଥିଲାଗି ସେ ମଧ୍ୟ ଲର୍ଲୀ ପ୍ରଫେସନାଲ୍ ୟୁନିଭସିନିଃର ବିଟେକ୍. ଆଡମିଶନ ଜେଇଥିଲା! ଅଞ୍ଜଳିର ମାଉସୀ କାମିନୀ ସେହି କଲେର୍ରେ ବିବିଏ କରୁ ଥିଲା ଆଉ ସେ ଶାନୁର ଉପର ବ୍ୟାଦ୍ ଥିଲା! ଦିନେ କାମିନୀ ନିକଟକୁ ଯାରଥିବା  ବେଳେ ଶାନୁର ଭେଟ ହୋଇଥିଲା ଅଞ୍ଜଳି ସହିତ ! କାମିନୀ ହିଁ ଦୂରଜଣଙ୍କୁ ପରିଚିତ କରାଇଥିଲା! ଯ୍ୟାକ୍ ଲଚି ଭିନ୍ନ ଥିଲେ  ବି ଦୁହେଁ ଗୋଟିଏ ବ୍ୟାବ୍ ଥିବା ଚୁ ସେମାନଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିବାକୁ ବେଶି ସମୟ ଲାଗି ଥିଲା! ପୁଣି ସେଇ ପ୍ରଥମ ଦେଖାରେ ଅଞ୍ଜଳିର ଫୁଲ ପରି ହସ, ମୁକ୍ତା ପରି ତୋଫା ଧଳାରଙ୍ଗର ଦାନ୍ତ, ଗୋଲାପ ଫୁଲ ପରି ତାସୌନ୍ଦର୍ଯ୍ୟ ନିକଟରେ ବନ୍ଧା ପଡ଼ିଯାଇଥିଲା ଶାନୂ! ଶାନୁ ଭାଚିଥିଲା- ଯଦି ସେ କାହାଜୁ ପ୍ରେମ କରିବ ସେ ଝିଅ ହେବ ଅଞ୍ଜଳି! ଯଦି ସେ କାହାକୁ ଜୀବନ ସାଥୀ କରିବ ସେ ଝିଅ ହେବ ଅଞ୍ଜଳି! ଯଦି ସେ କୋଉ ଝିଅ ପାଇଁ ନିକର ଜୀବନକୁ ହସିହସି ମରଣ ହାତକୁ ଟେକିଦେଇ ପାରିବ ତାହେଲେ ସେହି ଝିଅ ହେବ ଅଞ୍ଜଳି! ଯଦି ସତରେ ଅଞ୍ଜଳି ତା ସ୍ତ୍ର1 ହୁଏ ତାହେଲେ ତାଜୀବନରେ ଆଉ କୌଣସି ସଫଳତାର ଅଭାବ ରହିବ ନାହିଁ!
   ବ୍ୟା ଚମେଟ ହୋଇଥିବା  ହେତୁ ଅଞ୍ଜଳି ଶାନୁ ପ୍ରତ୍ୟେକ ଦିନ ପରସରକୁ ଭେଟୁଥିଲେ ! କଫି ପିଉଥିଲେ ! କଲେକ୍ କ୍ୟା ଯାମ୍ପସ୍ ରେ  ଗସିଫ୍ କରୁଥିଲେ ! ଆଉ ପ୍ରତ୍ୟେକ  ସାକ୍ଷାତରେ ଶାନୁ ତା ହୃଦୟରେ ଗଢୁଥିବା  ପ୍ରେମର ମହଲରେ ଗୋଟିଏ ଗୋଟଏ ପ୍ରୀତି  ଇଟା ରଖୁଥିଲା! ସେ ସବୁବେଳେ ଭାବୁଥିଲା- ଆଳି ସେ ଅଞ୍ଜଳିକୁ ପ୍ରପୋଜ କରିବା ପୁଣି ପରମୁହୂର୍ଭରେ ଭାଟୁଥିଲା- ନାଜଣକୁ ପ୍ରପୋଚ୍ଚ କରିବା ପାଇଁ ଏତିକି ଟାଇମ୍ ଯଥେଷ୍ଟ ନୁହେଁ
    ସମୟ ବିତୁ ଥିଲା! ଅଞ୍ଜଳି ତା ଲକ୍ଷ୍ୟଦିଗଗେ ଆଗଉଥିଲା ! ଖୁବ୍ ଭଲ ରେଜଲ୍ କରୁ ଥିଲା ! ହେଲେ ଅଞ୍ଜଳି ଅଞ୍ଜଳି ହେଇ ଶାନୁ କିନ୍ତୁ ପରୀକ୍ଷାରେ ଫେଲ ହେଉଥିଲା! ଶାନୂର ପୁଓର ରେଚ୍ଚଲ୍ମ ଦେଖ୍ ବିରକ୍ତ ହେଉଥିଲା ଅଞ୍ଜଳି! ଆଉ ଅଞ୍ଜଳି ବିରକ୍ତ ହେବାମାତ୍ରେ ଶାନୁ ଫେଲ ହୋଇଥିବା ଦୁଃଖ ଭୁଲିଯାଉଥିଲା! ତାକୁ ଲାଗୁଥିଲା- ଅଞ୍ଜଳି ତାକୁ ସତରେ ଖୁବ୍ ଭଲ ପାଉଛି! ହେଲେ ସେ ଫେଲ୍ ହୋଇଗଲେ ଅଞ୍ଜଳି ଏମିତି ଅସୁଖୀ ହେଉଛି ପାଇଁ ? ତାଉପରେ ରାଗ କରୁଛି ପାଇଁ? ଥାର୍ଡ଼ ଲୟର ହେଲା ! ଶାନୁ ଏଥର ଭାବିଲା କହିଦେବା ! ତେଣୁ ସେ ତାକୁ ପ୍ରପୋଚ୍ଚ କରିବାର ସଚୂପ୍ରକାର ଉପକ୍ରମ ଆରମ୍ଭ କରିଦେଲା ସଂକେତ ଦେବାକୁ ଲାଗିଲା ! ସବୁପ୍ରକାର ସଂକେରେ ପାସିଟିଭ  ରେସପନ୍ସ ବଉଥିଲା ଅଞ୍ଜଳି! ଆଉ ପ୍ରତୋଳ ରେସପନ୍ସର ଶେଷରେ ଶାନୁଳୁ ଜୋନସ ଭାବରେ ମିଳୁଥିଲା ଅଞ୍ଜଳି ଓଠର ହସ! ଶାନୁ ଭାଟୁଥିଲା- ବୋଧହୁଏ ଅଞ୍ଜଳି କୁ ଜୀବନ ସାଥୀ ଭାବେ ପାଇବାର ସମୟ ଆଉ ଡେରି ନୁହେଁ!

ଦିନେ ମୁହଁ ଖୋଲି କହିଦେଲା ' ଶାନୁ  ଅଞ୍ଜଳି! ମୁଁ ତତେ ଭଲପାଏ!’ ଅଞ୍ଜଳି ହସିଦେଲା କହିଲା:‘6କୀ ସେକଥା ମୁଁ ଚ୍ଚାଣେ!’ ଶାନୁ ପଚାରିଲା: ‘ତାମାନେ ତୁ ବି ମୋତେ ଭଲପାଡାଅଞ୍ଜଳି କହିଲା: ‘ମୋର ଏବେ ସବୁ ଫୋକସ୍ ମୋ କ୍ୟା ରିୟର ଉପରେ! ମୁଁ ସେ ପ୍ରେମ କଥା ଚିନ୍ତା ହିଁ କରିନାହିଁ! ସେସବୁ ପରେ!’
 ଶାନୁ କହିଲା- ଆଉ ନ୍ୟାରିୟର କଣ ? ତୁ ବିଟେକ୍ ପାସ କରିବୁ! ଆଉ ଚାକିରି ପାଇଚ୍ଛା ପୁଣି ପରେ ରହିଲା!  ତାପରେଗୋଚିଏ କଥା ବାହାଘର! ମୁଁତୋ ବର   ହେବାକୁ ଅପ୍ରେକ୍ଷା କରି ରହିଛି! ତୁ କହ ମୋ କନିଆ ହବୁ କି ନାହିଁ!’ ଅଞ୍ଜଳି ହସିଦ୍ଦେଲା! କହିଲା- ‘ମୁଁ ସେସବୁ ଆଲୋଚନା କରିବାକୁ ଚାହେଁନି! ଲେଟ ଅସ୍ ଚେଞ୍ଜ ଟପିକ୍!’ ଶାନୁର ମୁହଁ ଫିକା ହେଇଗଲା ! ସେ ତାକୁ ଏକ ଶୂନ୍ୟ ଆଖ୍ ରେ ଅନେଇଲା ! ତଥାପି ତାଆଶା ତୁଟୁ  ଥିଲାସେ ତାକୁ ପ୍ରଢୋକ ଦିନ ତାପ୍ରେମ ବିଷୟରେ ମନେ ପକେଇ ଦେଉଥିଲା! ଅଞ୍ଜଳି ବି ତାପ୍ରତି କଠୋର ହେଉ ଥିଲା! ଓଲଟି ତା ପ୍ରତ୍ୟେକଟି କଥାଳୁ ଗୋଚିଏ ଗୋଟିଏ ଛୋଟିଆ ହସଗେ ସମର୍ଥନ କରୁଥିଲା !ଦିନେ କିନ୍ତୁ ଅଞ୍ଜଳିଢାକୁ କହିଦେଲା: ‘ଦେଖ ଶାନୁ ତୁ ମୋତେ ନେଇ ଏତେ ସ୍ଵପ ଦେଖନା ! ଦିନେ ନା ଦିନେ ମୁଁ କାହାରି ପ୍ରେମରେ ପଡ଼ିଚି! ହେଲେ ସେ ତୁ ନୁହଁ! ମୋ ପ୍ରେମିକର ଯେଉଁସବୁ ଗୁଣକୁ ସ୍ଵପରେ ଦ୍ଦେଖ୍ ଛି ସେସବୁ ତୋର ନାହିଁ!’

ଏହାପରେ ଅଞ୍ଜଳି ଚାଲିଆସିଲା ନୋଏଡ଼ା! କ୍ୟା ଯାମ୍ପସ୍ ସିଲେକ୍ସନରେ ଅଞ୍ଜଳି ନୋଏଡାର ଗୌତମ ବୁଦ୍ଧ ନଗରରେ ଥିବା  ମୋବାଇଲ୍ ମ୍ୟାନୁଯ୍ୟାକ୍ଚରିଂ କମ୍ପାନୀଲାଭା ରେ ଜବ୍ ପାଇଯାଇଥିଲା ! ସେ ଭାବିଥିଲା ମୁଁଏଠୁଚାଲିଗଲେ ଶାନୁ ମୁଣ୍ଡରେ ଥିବା ପ୍ରେମର ଭୂତ ଓତ୍ରେଇଯିବା ମାତ୍ର ନା ସେମିତି ହେଲା ନାହିଁ! ବାସ୍ତବରେ ସେ ଶାନୁକୁ ଯେମିତି ପ୍ରେମିକଟେ ଟୋଲି ଭାଚୁଥିଲା ସେ ସେମିତି ପ୍ରେମିକଟେ ଥିଲା! ଶାନୁ ସତକୁସତ ସଚ୍ଚାମନରେ ଭଲ ପାଉଥିଲା ଅଞ୍ଜଳିକୁତେଣୁ ସେ ପାଠପଢ଼ା ଛାଡ଼ି ନୋଏଡା ଚାଲିଆସିଲା କେବଳ ଅଞ୍ଜଳିକୁ ଭେଟିବ ଟୋଲି ଗୋଟେ ଲୁଗା ଦୋକାନରେ କାମ କଲା-- ସେ ଗୋଟିଏ ବି ଦିନ ଅଞ୍ଜଳିବୁ ଦେଖ୍ ରହିପାରୁ ଥିଲା ! ଶାନୁ ସବୁଦିନ ତାଳୁ ଭେଟୁଥିଲା ! ତାସହ କଥା ହେଭଥିଲା ! ଆଉ ଗୋଟିଏ ଅନୁରୋଧ କରୁଥିଲା: ‘ଅଞ୍ଜଳି! ମୁଁ ଚୋ ପାଇଁ ସବୁକିଛି କରିଚି! ତୁ ମୋ ପ୍ରେମକୁ ଆସେପ୍ର କର ଆଉ ମୋତେ ବାହ! ହେଇଯା ! ତାପରେ ତୁ ଯାହା କହିଚୁ ମୁଁ ସେଇଆ କରିବି!’

         ପ୍ରଥମେ ପ୍ରଥମେ ଅଞ୍ଜଳିଏସବୁଶୂଣି ହସୂଥିଲା ତାପାଇଁ ଏସବୁ ଥିଲା! ଗୋଟେ ଗୋଟେ କୋକ୍! ତାପରେ କଥା ବଦଳେଇ ଦଉଥିଲା ! ଅନ୍ୟ ଟପିକ୍ ଉଠାଉଥିଲା ! ମାତ୍ର ସେଇ ଗୋଟିଏ ବିନ୍ଦୁରେ ଲଟ୍ କି ରହିଥିଲା ଶାବୁ! ଦି ନେ ବିରକ୍ତ ହୋଇଗଲା ଅଞ୍ଜଳି! କହିଲା: ‘ଶାନୁ ! ତୁ ମେ! ଯୋଗ୍ୟ ନୁହେଁ! ତତେ ଦ୍ଦେଖ୍ଲେ  ମୋ ଭିତରେ କିଛି ଘଟୁନି! ମୁଁକେମିତି ତତେ ଭଲପାଇଚି! ତୁ କେ ବଳ ମୋର ଭଲସାଙ୍ଗା ଆଉ ସବୁ ଦିନ  ସାଙ୍ଗ ହେଇ ରହିବୁ! ହେଲେ ମୁଁ ତତେ କେବେ ବି ବାହା ଦେଇପାରିବିନି !’ ଅଞ୍ଜଳିଠୁ ଏକଥା ଶୁଣିବା ପରେ ଯେମିତି ଆକାଶରୁ ଖସି ପଡ଼ିଲା ଶାନୁ! ଅଞ୍ଜଳିର ପ୍ରତ୍ୟାଖ୍ୟାନ ତାଛାତି ଭିତରେ ଭୟଙ୍କର ବିସ୍ପୋ ରଣ ଘଟେଇ ଦେଇଥିଲା
   ତାପ୍ରେମ ପ୍ରଚିଶୋଧ କୁ ରୁପାନ୍ତରିତ ହୋଇଗଲା ସେ ମନେମନେ ଉଚ୍ଚାରଣ କଲା : ଅଞ୍ଜଳି! ତୁ ଯଢି ମୋର ନୁହେଁ ; ତାହେଲେ ତୁ କାହାର ବି  ନୁହେଁ ରାକ୍ଷସ ପାଲଟି ଯାଇଥିଲା ଶାନୂ! 
ଦିନେ ଅଞ୍ଜଳି ରହୂଥିବା  ହଷ୍ଟେଲ୍ କୂ ଗଲା ଶାନୁ ! ସାଥ୍ରେ ନେଇଥିଲା ଏକ .୬୫ ବୋର ପିସ୍ତଲ ଆଉ ଦୁଇଟା କ୍ୟା ଟ୍ରି , ଶେଷଥର ପାଇଁ ତାକୁ ଦେଖାକରିବାକୁ ସେ ଡାକିଲା ଅଞ୍ଜଳିଚ୍ଛା ଆସିଲା ଅଞ୍ଜଳି! ଶେଷଥର ପାଇଁ ତାକୁ କାକୁତି ହେଲା ଶାନୁ! କହିଲା- ‘ଡୋ ଚିନା ମୁଁ ବଞ୍ଜୁ ପାରିଚିନି! ପ୍ଲିଜ଼  ମୋତେ ଦଯାକର !’ ଅଞ୍ଜଳି ରାଗିଯାଇ କହିଲା- ‘ତୁ ମୋ ପାଇଁ ଯୋଗ୍ୟ ନୁହଁ ! ଆଉ ପାଗଳାମି କରି ଫେରିଯାଶାର୍ଟ ଭିତରୁ ପିସ୍ତଲ କାଢି ଆଣିଲା ଶାନୂ! କହିଲା- ‘ତତେ ଛାଡ଼ି ମୁଁ ରହିପାରିବିନି  ତୁ ଆଉ କାହାର ହେଲେ ମୁଁସହିବି କେମିତି ?’ ଅଞ୍ଜଳି ଡରିଗଲା  ଦଉଡ଼ି ପଳଉଥିଲା! ମାତ୍ର ତ୍ରିଗର ରିପିନ୍ଦେଲା ଶାନୁ! ସେଇଠି ଟଳି ପଡ଼ିଲା ଅଞ୍ଜଳି!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...