Monday 23 October 2017

ଏ ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଅନେକ ମୁଖା!

ୟସ୍ ପାଲ୍ ଓ ବଵି ତ୍ୟାଗୀ ଦୁଇ ବନ୍ଧୁ ଥିଲେ !ଦୁଇ ଜଣଯାକ ଥିଲେ  ଯୁବକ! ଯୌବନ ର ରୋଗ ଭଭୟକୁ ଆକ୍ରାନ୍ତ କରୁ ଥିଲା! ସେମାନେ ନିଜ ନିଜ ଉପାୟରେ ଏହି ରୋଗର ଉପଚାର କଗୁଥିଲେ ! ୟସ୍ ପାଲ୍ ର ମୁଖ୍ୟ ମାଧ୍ୟମ ଥିଲା ଇଣ୍ଟରନେଟ୍! ସେ ରାତି ଅନିଦ୍ରା ରହି ରଣ୍ଟରନେଟ୍ ରେ ନୂଆନୂଆ  ପର୍ନ  ସାଇଟ୍ ଖୋଳୁଥିଲା ଓ ଭିନ୍ନଭିନ୍ନ ପର୍ନ ଷ୍ଟାରଙ୍କ ଭିଡିଓ ଦେଖ୍ ନିଜ ବେହର ଭୋକ  ମେଣ୍ଟାଉଥିଲା! ଅପରପକ୍ଷରେ, ବବି ତ୍ୟାଗୀ ୟସ୍ ପାଲ୍ ଠାରୁ କିଛିମାତ୍ରାରେ ଆଡ଼ଭାନ୍ସ ସ ଥିଲା ! ସେ ପର୍କସାଇଟ୍ ବ୍ରାଉଜ ନ କରି ଏସ୍ ବ୍ଦର୍ଟ ସଭିସର ସହାୟତା ନେଉ ଥିଲା  ରେଣୁ ସହରର କୋଭଜୋଭ ସ୍ଥାନରେ ଦେହ ବ୍ୟବସାୟ ହେଉଛି, ସେ ସମ୍ପର୍କରେ ତା’ର ସବିଶେଷ ଜ୍ଞାନ ରହିଥିଲା! ସେ ନିୟମିତ ବ୍ୟବଧାନରେ ସେହିସଚୁସ୍ଥାନ କୁ ଯାଇ ଶରୀର କ୍ଷୁଧା ଉପଶମ କଚୂଥିଲା!
         ଦିନେ ୟସ୍ ପାଲ  କୁ  ଫୋନ୍ କଲା ରବି! ସେତେବେଳକୁ ସକାଳ ଆଠଟା ବାଜି ସାରିଥିଲା! ମାତ୍ର ୟସ୍ ପାଲ ଉଠି ନ ଥିଲା! ବାରମ୍ବାର ଫୋନ୍ ରିଂ ହେବା ଦେଖ୍ ଫୋନ୍ ଧରିଲା ୟସ୍ ପାଲ୍! ତା’ର ନିଦ ମଳମଳ କଣ୍ଠସ୍ଵର ଶୁଣି ବଦି ରହିଲା- ଆବେ, ତୁଏଯାଏଁ ଉଠିନୁ କ’ଣ ପାଇଁ? ଲାଗୁଛି, କାଲି ରାତିସାରା ସନି ଲିଓନ କୁ  ଦେଖୁଥିଲୁ ଲୁ (ରବି କାଣିଥିଲା’ ସବୁ ପର୍ଜଷ୍ଟାରଙ୍କ ତୁ ଳନାରେ ସନି ଲିଓନ୍ ହିଁ ୟସ୍ ପାଲ ର ପ୍ରିୟ)! ୟସ୍ ପାଲ ର ମନ ଉଣା  କରି କହିଲା- ଆରେ ଭାଇ! ଚୁସିନା ସତସତିକା କଲରର୍ଲ କୁ ନେର ତୋ ମନର ଓରମାନା ମେଣ୍ଟାଉତୁ, ମୁଁତ ଆଉ ତୋ ଭଳି ନୁହେଁ! ଯାହା ଇଣ୍ଟରନେଟ୍ ରୁ ମିଳିଲା ସେଇଥିରେ କାମ ଚଳେରଦେଲି! ବବି କହିଲା- ‘ତତେ କିଏ ମନାକରୁ ଛି ସତସତିକା କଲଗା ର୍ଲଙ୍କ ପାଖକୁ ଯିବା ଲାଗି! ତୁ ତ ଡରିମରି ଛାନିଆ’ ଆଉ ଯିଏ ଡରିବା  ସେ ଏ କାମ  କରିବ କେମିତି

        ୟସ୍ ପାଲ୍ ଦୀର୍ଘଶ୍ବାସ ଛାଡ଼ିଲା! ବବି କହିଲା-‘ଦେଖ, ଥରେ ମୋ କଥା ମାନ୍ ! ମୋ ସହିତ
ଚାଲ! ଦେଖିବୁ  ତତେ ଆଉ ଅ ନ୍ ଲାଇନ୍ ରେ ରାତି ବିତେଇବା କୁ  ପଡ଼ିବ ନାହିଁ!’ ୟସ୍ ପାଲ୍ କହିଲା- ‘ନାଇଁରେ ଦବି! ତୁ ତ ଖବରକାଗଜ ପଢୁଥିବୁ ! ସବୁବେଳେ  ପରା ପୋଲିସ୍ ରେଡ କରି କଲଗର୍ଲ ଆଉ ଗ୍ରାହକଙ୍କୁ ଗିରଫ କଚୁଥିବା ର ଖବର ପ୍ରକାଶ ପାଉଛି! ତେଣୁ ଯଦି ସେମିତି କିଛି ଘଟିବ ତା’ହେଲେ ଲାଇଫ୍ ବରବାଦ | ଦବି କହିଲା- ‘ଆରେ ମାର ଗୁ ଲି ସେ ପୋଲିସକୁ! ମୁଁ ସବୁବେଳେ ଯାଉଛି! ମୋର କ’ଣ ହେଇଯାଉଛି କ ହିଲୁ? ଆଚ୍ଛା ଶୂଶ୍’ ମୁଁ ତତେ ଏମିତି ଏକ ଜାଗାକୁ ନେବି, ଯେଉଁଠିକି ପେ!ଲିସ୍ ଯିବାକୁ ବି ସାହସ କରିବନି!’ ୟସ୍ ପାଲ୍ ପଚାରିଲା- ‘କୀହିଁକି ସେଠିକି ପୋଲିସ୍ ଯିବନି!’ବବି କହିଲା- ‘ଦେଖ, ଫୋନ୍ ରେ ସବୁକଥା କହିବା ସମ୍ଭବ ନୁହେଁ! ତୁ ନ’ଟା ସୁଦ୍ଧା ରେଡି ହେଇ ଚାଲିଆସ୍ ! ମୁଁତତେ ପ୍ରେମନଗର ଟ୍ରାଫିକ୍ ପୋଷ୍ଟରେ ଅପେକ୍ଷା କରିଛି!’
      ବବି କଥ! ଶୁଣି ୟସ୍ପାଲ୍ ର ରକ୍ତ ଗରମ ହେଇଗଲା ଯେମିତି! ସେ ଭାବିଲା, ଯଦି ଦବି ଏତେ କରି କହୁଛି ତା’ହେଲେ ସେ ଥରେ ଟ୍ରାଏ ନ କରିବ କ’ଣ ପାଇଁ? ସେ ରେଡି ହେଇ ଠିକ୍ ନ’ଟାରେ ପ୍ରେମନଗର ଟ୍ରାଫିକ୍ ପୋଷ୍ଠରେ ପହଞ୍ଚିଗଲା! ସତ କୁ ସତ ସେଠାରେ ତାକୁ ଅପେକ୍ଷା କରିଥିଲା  ଦବି ତ୍ୟାଗୀ’ ବବି କହିଲା- ମୋ ଗାଡ଼ି ପଛରେ ବସା ମୁଁ ତତେ ଠିକଣା ଜାଗାକୁ ନେଇଯିବି! ୟସ୍ ପାଲ୍
କହିଲା- କୋଉ ଜାଗା ମୋତେ କହ! ବଚିକହିଲା- ମୋ ଉପରେ ତୋର ଭରସା ଅଛିତା ବେଶ୍ ଚାଲ, ଦେ କହିବୁ , ସବୁଠିକ୍ ଠାକ୍ ହୋଇଯିବ! ଥଥମମ ହୋଇ ୟସ୍ ପାଲ୍ ବବିଗାଢ଼ିରେ ବସିଲୀ,ସମାନେ ଗୋଟେ ବଡ କୋଠାଘର ସାପାରେ ପହଞ୍ଗଲେ! ୟସ୍ ପାଲ୍ ପଚାରିଲା- ‘ଆରେ ଦବି! ତୁ ମୋତେ ଏଠିକି କାହିଁକି ଆଣିଛୁ? ଏଇଟା ତ ଗୋଟେ ତାଜମହଲ ପରି ଲାଗୁଛି!’ ଦବି କହିଲା- ‘ଆରେ ସେଇଥ୍ ପାଇଁ ତ ଏସବୁ ସ୍ଥାନ ସୁରଷିତା ' ତେଣୁ ତତେ ଏଠିକି ନ ଆସି କ’ଣ କୋଉ ସହର ତଳି କୁ  ନେରଥାନ୍ତି

    ବବି କରିଂବେଲ୍ ଚିପିଲା ! କବାଟ  ଖେଲିଲେ  ଜଣେ ମଧ୍ୟବୟସ୍କା ମହିଳା ! ତାଙ୍କର ନାମ ସବ୍ ନମ୍! ସେ ବବି କୁ  ଜାଣି ଥିଲା! ବବି କହିଲା- ‘ୟେ ମୋ ସାଙ୍ଗ ୟସ୍ ପା ଳୀ ନୂଆ! ତାକୁ ଏକଦମ୍ ଜୋଖା ଆଇଟମ ଦେଖାଅ!’ ସବ୍ ନମ୍ ଟିକେ ହସିନ୍ଦେରା ! କହିଲୀ- ‘ମୁଁ ଆଜି ତୁମକୁ ଆରଟମ୍ ଦ୍ଦେଖେଇବିନି’ ଏ ଘରର ଅସଲ ମାଲିକାଣୀ ଏଠି ଅଛନ୍ତି ! ସେ ଏ କାମର ମଧ୍ୟ ମାଲିକାଣୀ! ତେଣୁ ଆଜି ସେ ତୁମକୁ ଆଇଟମ୍ ଦେଖେଇବେ!’ ଏହା କହି ସବ୍ ନମ୍ ସେମାନ କୁ  ଫାଷ୍ଟ ଫ୍ଲୋର କୁ  ନେଇ ଗଲା , ଘର ଭିତରେ ବସିଥିଲେ  ଜଣେ ସସ୍ରାନ୍ତ ମହିଳା, ଯାହାକୁ ଦେଖୁଦେଖୁ ଉଭୟ ବବି ଓ ୟସ୍ ପାର ଚମକି ପଡ଼ିଲେ!ସେମାନେ ତାଳୁ ଭଲଭାବରେ ଜାଣିଥିଲେ ! କାରଣ ସେ ଥିଲେ  ସେ ଅଞ୍ଚଳର ଜଣେ ପ୍ରତିଷ୍ଠିତ ରାଜନେତ୍ରୀ ତାଙ୍କ ନାମ ହେମା ରାଓର୍! ୟସ୍ ପାଲ  ତ ନୂଆ! ବଚି ଥିଲା ପୁରୁଣା! ସେ ବି ବିଶ୍ବାସ କରିପାରୁନ ଥିଲା ଯେ, ହେମା ରାଓଲଙ୍କ ଭଳି ଜଣେ ଆଦର୍ଶଚାଦୀ ମହିଳା ଦେହ ବ୍ୟବସାୟ ଭଳି ଏକ ଧନ୍ଦା କରିପାରନ୍ତି  

ହେମା ରାଓଲ୍ ଙ୍କ ସମ୍ପର୍କରେ ବବି   ବେଶ୍ କିଛି ଜାଣିଥିଲା! ତାଙ୍କର ଅଗ୍ନିବର୍ଷା ଭାଷଣ ଶୂଣିଥିଲା!
ତେଣୁ ସେ ଘୋର ଚିନ୍ତାରେ ପଡ଼ିଗଲା ! ହେମା ରାଓଲ୍ ଆଉ ବେଶୀ ସମୟ ସେମାନକୁ ଅପେକ୍ଷା କରେଇବା ଉଚିତ ମନେକଲେ ନାହିଁ! ସେ ସେମାନକୁ ବସିବାକୁ ସଂକେତ ଦେରେ ଓ କହିଲେ: ମୁଁଚ୍ଚାଣେ ତୁମେମାନେ ମୋତେ ଚିଦ୍ୱିଛା ଟିଭିରେ ଦେଖିବା ଖବରକାଗଜରେ ପଡ଼ିଛା ତେଣୁ ସେଥିଲାଗି ତୁମେ ମୋତେ ଦେଖ୍ ଦ୍ଵନ୍ଦ ରେ  ପଡି଼ଯାରଛ! ଭାଚୁଥିବା  ମୁଁ ଏ ଧନ୍ଦାରେ କେମିତି? ଦ୍ଦେଖ’ ଏ ଦୁନିଆରେ ଅନେକ ଲୋକ ଅଛନ୍ତି  ଯେଉଁମାନଙ୍କର ଅନେକ ମୁଖା! କାରଣ ଗୋଟେ ମୁଖା ନେଇ ବଞ୍ଚିବା ଏ ସଂସାରରେ ସମ୍ଭବ ନୁହେଁ! ମୋର ବି ଅନେକ ମୁଖା ଅଛି! ଆଉ ମୋର ଅନେକ ରୁପ ତୁମେମାନେ ଦେଖିବା କେତେବେଳେ  ରାଜନେତ୍ରୀ ଭାବରେ ତ କେତେବେଳେ ବକ୍ତା ଭାବରେ, ପୁଣି କେତେବେଳେ ସମ !ଚ୍ଚସେବୀ ଭାବରେ! ସେହିଭଳି ମୋର ବି ଏଇଟା ଆଉ ଗୋଟେ ମୁଖା! ଅର୍ଥୀତ୍ଵ ମୁଁ
ହେଉଛି ଏକ ସେକ ଭ୍ୟାକେଟ୍ର କିଙ୍ଗ  ପିନ୍! ତେଣୁ ମୋର  ପ୍ରିୟ ଗ୍ରାହକଗଣ’ ମୋ ବିଷୟରେ ଆଉ ବେଶୀ ଚିନ୍ତା ନ କରି ଯୋଉଥ୍ ପାଇଁ ଆସିଛ ସେହି କାମ କରୀ ପ୍ରଚୁର ଆନନ୍ଦ ନେଇ ଫେରିଯାଅ
ବବି କିଛି କହିବା ପାଇଁ ବାହାଗୁଥିଲା ! ହେଲେ ତା’ ପୂର୍ଚରୁ  ତର ତର  ହେଇ ୟସ୍ ପାଲ୍ କହିଲା: ‘ଆମର କିଛି ହବନି ତା ପୋଲିସ୍ ଯଦି ରେଡ଼୍ କରେ!’ ଭଚ୍ଚକଣ୍ଠରେ ହୋ ଦୋ ହେଇ ହସିଲେ ହେମାଦେବୀ! କହିଲେ:‘ପୋରିସ୍ ମୋ ଘରକୁ ଆସିବାକୁ ସାହସ କରିବ? ତୁମେ ମାନେ ଏକଥା ଭାବୁଛ 6କମିତି?° ଚଟ୍ କିନା ବଚି କହିଲା- ‘ମୁଁତତେ କହି ନଥିଲି  ଏମିତି ଜାଗାକୁ ନେବି ଯେ ପୋଲିସ୍ ଟେର ପାଇବନି! ଆଉ ମାଡାମ୍ ଙ୍କ ଘର ଉପରେ ରେତ୍ କରି ପୋଲିସ୍ କ’ଣ ତା’ ଚାକିରି ହରେଇବ ବୋଲି  ଭାବୁଛୁ?’


 ଏତେବେଳଳେ ଯାଇ ୟସ୍ ପାଲ୍ ମନରେ ସାହସ ଆସିଲା  ହେମା ବେବ! ତୁରନ୍ତ ଦୁଇଜଣ ଝିଅଳୁ ତାକିଲେ! ସେମାନେ ହେଉଛନ୍ତି  ସୋନମ୍ ଏବଂ ହୀନା! ଦୁଇଜଣ କୁ  ଦେଖିବା ପରେ ଆଖ୍ ତରାଟି ହେଇଗଲା ୟସ୍ପାଲ୍ ର ସେ ଭାବିଲା, ଏମାନଙ୍କ ତୁଳନାରେ
ସନି ଲିଓନ୍ କେତେ ଯେ! ସେ କିଛି ସମୟ ଦ୍ଵନ୍ଦ ରେ ପଡ଼ିଗଲା କାହାକୁ ବାଛିବ? ସୋନମ୍ କୂ ନା ହୀନା କୁ ! ଶେଷରେ ବହୂଭାବିଚିନ୍ତି ସେ ହୀନାକୁତା’ର ପାର୍ଟନର ପାଇଁ ବାଛିଲା! ପ୍ରଥମେ ସେମାନେ ଟଙ୍କା ପଇଠ କରିଦେଲେ ! ବଵିକୁ   ସୋନମ୍ ଏବଂ ୟସ୍ପାଲ୍ କୂ ହୀନା ଦୁଇଟି ଅଲଗା ଅଲଗା ଗୁମ୍ କୂ ନେଇ ଚାଲିଗଲେ!        ଘର ଦୁଇଟି ବେଶ  ସାଜସଜା ଦୋଇଥିଲା! ଏ.ସି ଚାଲୁଥିଲା ! ୟସ୍ପାଲ୍ କୃ ସବୁକିଛି ମ୍ୟାଜିକ୍ ଲାଗୁଥିଲା! ସେ କେବଳ ଛବି ସିନା ଦ୍ଦେଖ୍ ଥିଲା ’ ହେଲେ ସତସତିକା ଝିଅକୁ ଦେଖ୍ ନଥିଲା ! ପୁଣି ତା’ ଆଗରେ ଖୁବ୍ ସ୍ଵଳ୍ପ ବସ୍ତ୍ରରେ ଠିଆ ହେଲୋଥିଲା  ହୀନା ହୀନାର ଗହମ ଗୋରା ଦେହ ପୁଣି ସୂଠାମ ଯୌବନ ୟସ୍ପାଲ୍କୂ ବିମୋହିତ କରିବା ପାଇଁ ଥିଲା ଯଥେଷ୍ଟ! ସେ ଭାଟୁଥିଲା ଏତେବିନ ଧରି ପର୍ନ   ସାଇଟ୍ରେ ସେ ଯେଉଁ ସ୍ୱର୍ଗ ସୁଖ ଖେଳୁଥିଲା  ତାହା ଯେମିତି ତାଳୁ ଏଇଠି ମିଳିଯିବ ମାତ୍ର ନା- ସ୍ଵର୍ଗସୁଖ ମିଳିବ! ପୂର୍ବରୁ ଏକ ପ୍ରଚଣ୍ଡ ଚିତ୍କାର  ତାକୁ ସ୍ତବ୍ଧ କରିଦେଲା ! ଜ୍ୟୋତି ବୋଲି  ଜଣେ କେୟାରଟେକର ବିଲେଇ ବିଲେଇ କହୃଥିଲା- ପୋରିସ୍”. ପୋଲିସ୍.” ଯିଏ ଯୁଆଡେ ପାରୁଛ ପଲେ ଇଯାଅ! ହେଲେ ଖସିବାର ଉପାୟ ନ ଥିଲା ! ବାଟ ବି ନ ଥିଲା ! ପେ!ଲିସ୍ ହେମା ରାଓଲ୍ ଙ୍କ ଘରକୁ ଚାରିପଟଗୁ ଘେରି ନେଇଥିଲା! ଜଣେ ରାଳନେତା ଙ୍କ ଘରକୁ ପୋଲିସ୍ ରେତ୍ କରିବାକୁ ସାହସ କରିବ ନାହିଁ ବୋଲି ଯେଉଁ ଧାରଣା ୟସ୍ ପାଲ ର  ମନରେ ଥିଲା ତାହ! ପାଣିଫୋଟକା ଭଳି ମିଜେଇଗଲ! ! ପୋଲିସ୍ ଗିରଫ କଲା ସେମାନ ଙ୍କୁ  ! ଖବର ମିଳିଲା ଯେ, ହେମା ରାଓଲ୍ ଓ ସବ୍ନମ୍ କୁଆଡ଼େ ଫେରାର ହୋଇଯାଇଛନ୍ତି ଅସଲ  ମୁଖା ଖୋଲିଯାଇଥିଲା ହେମା ରାଓଲ୍ ର ଜଣେ ରାଜନେତ୍ରୀ, ସମ !ଚ୍ଚସେବୀର ଖୋଳପା ତଳେ ଥିବା  ତାଙ୍କର ଏହି  କୁ ସିତ ଚେହେରା ଗଣମାଧ୍ୟମର ମୁଖ୍ୟ ପ୍ରସଙ୍ଗ ପାଲଟି ଗ ଲା ! ସେତିକିନୁହେଁ’ ତା ହାର ପ୍ରଭାବରେ ୟସ୍ ପାଲ୍ ଇଳି ଯୌବନ ର ରୁ ଗରେ ଆକ୍ରାନ୍ତ ଯୁବକଙ୍କର ଲାଇଫ୍ ସବୁଦିନ ଲାଗି ନଷ୍ଟ ହୋଇଗଲା
timesofindia

amarujala


No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...