ସମ୍ପର୍କରେ ସୀତା ଓ ଅନିଲ ଥିଲେ ମାଇଁ ଓ ଭଣଜା! ମାତ୍ର ସମୟ ଏମିତି ଆସିଲା ଯେତେବେଳେ ସେମାନେ ସମ୍ପର୍କର ସମସ୍ତ ଇଷ୍ଠଣରେଖାକୁ ଡେଇଁଯିବା ପାଇଁ ବାଧ୍ୟ ହେଲେ ! କାରଣ ସୀତା ପାଇଁ ଅନିଲ ଯେତିକି ଦରକାର ଥିଲା ଅନିଲ ପାଇଁ ସୀତା ଥିଲା ସେତିକି ଜରୁରୀ! ଏଥର ସମ୍ପୂର୍ଣ୍ଣ କାହାଣୀ...........
ଉତ୍ତରପ୍ରଦେଶର ଔରିୟା ଜିଲା ଅଚନଦା ଥାନା ଅନ୍ତର୍ଗତ ଗୋଟିଏ ଗାଁ ନାନକପୁର! ଏହି ଗାଁର ବାସିନ୍ଦା ହେଉଛି ବାଙ୍କେଲାଲ୍! ବାଙ୍କେଲାଲ୍ ର ସୀତା ସହିତ ବାହାଘର ହୋଇଥିଲା ! ସୀତା ବେଖ୍ ବାଜୁ ଥିଲା ବେଶ୍ ସୁନ୍ଦରୀ! ପୁଣି ତା’ ଚରିତ୍ରର ଆର ଏକ ଅ°ଶ ଥିଲା ସୁଶୀଲତା ! ସେ ପ୍ରଥମ ବେଖାରେ ସମସ୍ତଙ୍କୁ ନିଜର କରିପାରୁଥିଲା ! କେହି ତା’ ଉପରେ ରାଗି ପାରୁ ନ ଥିଲେ ! ପୁଣି ଯେଉଁମାନେ ବି କାଁ ଇଁ! ରାଗ କରୁଥିଲେ ସେମାନଙ୍କୁ ସୀତା ଚୁଟକୀ ରେ ମନେ ଇ ପାରୁଥିଲା ! ଏମିତି ଏକ ମେଳାପି ଝିଅକୁ ପତ୍ନୀ ରୁପରେ ପାଇ ବାସ୍ତବରେ ସୁଖୀ ଥିଲା ବାଙ୍କେଲାଲ୍! ବାହାଘରେ କିଛିବର୍ଷ ମଧ୍ୟରେ ସୀତା ଦୁଇଟି ଝିଅ ଙ୍କୁ କନ୍ମ ଦେଇଥିଲା ହିମାଂଶୀ ଓ ଶିବାଙ୍ଗୀ
ବାଙ୍କେଲାଲ୍ ଖୁବ୍ ଭଲ ଟେଲରିଂ ଜାଣିଥିଲା ! ତେଣୁ ସେ ପରିବାର ଚଳେଇବା ପାଇଁ ଦିଲ୍ଲୀ ଚାଲିଆସିଲା! ଆଉ ତାକୁ ଦିଲ୍ଲୀର ଓଖ୍ଲା ଇଣ୍ଡତ୍ତିୟାଲ ଏରିଆରେ ଥିବା ଏକ ଗାର୍ମେଣ୍ଟ ଫାକ୍ଟ୍ରି ରେ କାମ ମଧ୍ୟ ମିଳିଗଲା! ସ୍ତ1 ଓ ଦୁଇଝିଅକୁ ନେଇ ବେଶ୍ ଭଲରେ ଚଳୁଥିଲା ବାଙ୍କେଲାଲ୍! ସେମାନେ ଦିଲ୍ଲୀର ତେହଖଣ୍ଡ ଅଞ୍ଚଳରେ ଏକ ଘରଭଡ଼ା ନେଇ ରହୁଥିଲେ ! ସୀତା ଘରେ ବସିରହିବା ଭଳି ଝିଅ ନ ଥିଲା ! ଦୁଇ ଝିଅ ବଡ଼ ହେରଥିଲେ ! ସେଥିଲା ଗି ସେ କିଛି ରୋଜଗାର କରିବାକୁ ଇଚ୍ଛ! କରୁଥିଲା ! ସେମାନେ ଯେଉଁଠି ଘରଭଡ଼ା ନେଇ ରହୂଥିଲେ ’ ସେଠାରେ ଏକ କସ୍ମେଟିକ୍ ଶଫ୍ ଥିଲା ! ସାତ! ଯାଇ ବଳକା ସମୟରେ ସେଠାରେ କାମ କରି ମଧ୍ୟ କିଛି ଅର୍ଥ ରୋଜଗାର କରିପାରିଲା!
ବାଙ୍କେଲାଲାଲ୍ ର ବଡ଼ ଭାଉ ଣୀର ପୁଅ ହେରଛି ଅନିଲ! ତେଣୁସମ୍ପର୍କରେ ଅନିଲ ବାଙ୍କେଲାଲ୍ ର ଭଣଜା ! ଅନିଲ ମାତ୍ର ସପ୍ତମ ଯାଏ ପାଠପଢ଼ିଥିଲା !ପାଠରେ ତା’ର ମନ ନ ଥିଲା ! ସେ ଗାଁରେ ଭାଗାବଣ୍ଡ ହେଇ ଘୂରି ବୁଲୁ ଥିଲା ! ତେବେ ସେ ପିଲା ହିସାବରେ ମନ୍ଦ ନ ଥିଲା କିମ୍ବା ଘରକୁ ଅଯଥା କଳି ତକରାଳ ଆଣୁ ନ ଥିଲା ! ବାଙ୍କେଲାଲ୍ ର ବଡ଼ ଭରଣା ଦିନେ ତାକୁ ଅନିଲ ବିଷୟରେ କହିଲା ଓ ଦିଲ୍ଲୀ ନେଇ କୌଣସି ଏକ କାମରେ ଲଗେରବେବାଜୁ ଅନୁରୋଧ କଲା ! ବାଙ୍କେଲାଲ୍ ବି ଦେଖ୍ ଲା’ ଅନିଲ ପିଲାଟା ମନ୍ଦ ନୁହେଁ! ତେଣୁ ତାକୁ କୌଣସି ଯ୍ୟାକ୍ରିରେ ଲଗେରଦେ ଲେ ସେ କାମ କରିପାରିବ ! ଏହା ଭାବି ସେ ଅନୀଳ କୁ ଦିଲ୍ଲୀ ନେଇ ଆସିଲା ଦିଲ୍ଲୀ ଆସିବ! ପରେ ବାଙ୍କେଲାଲ୍ ଘରେ ରହିଲା ଅନିଲ! ମାମୁ ଘରେ ଭଣଜା ! ତେଣୁ ଆଦର କାହିଁରେ କେତେ! ପୁଣି ସୀତା ତ ଜଣେ ମେଳାପି ସ୍ୱଭାବର ମହିଳ! !ସେ ପରଲୋକକୁ ମଧ୍ୟ ଆବର ଯତ୍ନ କରିବାରେ ହେଳା କରେନାହିଁ! ଅନିଲ ତ ସହଜେ ରେ ଭଣଜା ! ଯଦିଓ ବୟସରେ ସାତ! ଅନିଲ ଠାରୁ ବଡ଼ଥିଲା ; ତଥାପି ସେମାନଙ୍କ ମଧ୍ୟରେ ବୟସର ତାରତମୟ ବି ସେତେ ଅଧିକ ନ ଥିଲା ! ସାତାକୁ ତିରିଶ ତ ଅନିଲକୁ ଛବିଶ! ଏହି ଦୃଷ୍ଠିଚୁ ସେମାନେ ମାଇଁ ଭଣଜା କମ୍; ବେଶି ଭାଗ ସାଙ୍ଗ ଭଳି ଚଳୁଥିଲେ
ବାଙ୍କେଲାଲ୍ ଅନିଲ୍ କୃ କାମରେ ଲଗେଇ ଦେରଥିଲା ! ଅନିଲ୍ କିଛି କିଛି ରୋଜଗାର କରିବ! ଆରମ୍ଭ କଚିଥିଲା ! ବାଙ୍କେଲଲ୍ କିନ୍ତୁ ତା’ର ସବୁତକ ସମୟ କାମ କରିବାରେ ବିତଓ ଥିଲା ! ସେ ସବୁଦିନ ଓଭରଟାଇମ୍ କରୁଥିଲା ! ତା’ର ଉଦ୍ଦେଶ୍ୟ, ବୟସ ଥିବା ବେଳେ କାମ କରି ଦି’ପଇସା ରୋଜଗାର କରିଯିବ, ଭବିଷ୍ୟତରେ ସେସବୁ କାମରେ ଆସିବ! ସେଥିଲା ଗି ସେ ଘରକୁଡେରି ରାତିରେ ଫେରୁଥିଲା ଆଉ ଆସୁ ଆସୂ ସୋଇ ପଡ଼ୁଥିଲା!
ଅନିଲ ଉଭୟ ମାମୁ ଓ ମାଇଁକୁ ଦେଖୁଥିଲା ! ତା’ ମନରେ ଅଜବ ଖ୍ଆଲ ସଦୁ ଆସୁଥିଲା! ; ଯେଉଁଖ୍ଆଲ ଯୌବନ ରୋଗରେ ଆକ୍ରାନ୍ତ ଯୁବକମାନଙ୍କ ମନକୁ ଆସେ ! ସେ ଦେଖୁ ଥିଲା!’ ମାମୁ ସିନା ଖନି ଖତି ଆସି ଶୋଲ ପଦୂଛନ୍ତି ; ହେଲେ ରାତି ସାର! ମାଇଁ ଆଖ୍ କୂ ନିଦ ଆସୁନି! ଅନିଲ ଆଉ ଛୋଟ ପିଲା ହୋଇ ରହି ନ ଥିଲା ! ତେଣୁ ମାଇଁକୁ ରାତିରେ କ’ଣ ପାଇଁ ଯେ, ନିଦ ଆସୁନି ସେକଥା ବୁଝିବା ତ!’ ଲାଗି କଷ୍ଟକର ନ ଥିଲା! ଆଉ ଏମିତି କଥ! ଭାବି ବା ପରେ ସାତ! ତାକୁ ଆଉ ତା’ର ମାଇଁଭଳି ଦି ଶିଲାନି; ଓଲଟି ତାଜୁଲାଗିଲ! ସୀତା ଗୋଟେ ସାଧାରଣ ସୁନ୍ଦରୀ ଝିଅ ଯିଏ ପ୍ରତି ରାତିରେ କାହାରି ବାଟକୁ ଅନେଇ ବସୁଛି ! ସୀତାର ଦୁଃଖ ଯେମିତି ଅନିଲର ଦୁଃଖ ପାଲଟି ଗଲା! ଆଉ ଅନିଲ ସାତାକୁ ଦ୍ଦେଖ୍ ନିଜକୁ ଆୟତ୍ତରେ ରଖ୍ ପାରିଲାନାହିଁ! କେବ ସୁଯୋଗକୁ ଅପେକ୍ଷା ଲୋ! କାରଣ ସେ ସୀତାର ମନୋଭାବ ପଢି ନ ଥିଲା! କିମ୍ବା ତା’ଠାରୁ ସେମିତି କୌଣସି ସଙ୍କେତ ସେ ପାଇ ନ ଥିଲା!
ସପ୍ତାହର ପାଇଁ ଗାଁକୁ ଚାଲିଗଲା ବାଙ୍କେଲାଲ୍! ଦିଲ୍ଲୀରେ ରହିଲେ ସୀତା ଓ ଅନିଲ! ସେତିକିବେଳେ ଜୋର କିଥଣ୍ଡା ଧରିପକେଲଲ! ସୀତାକୁ! ମୁଣ୍ଡ ବିନ୍ଧି ଲ! କ୍ରମାଗତ ଛିଙ୍କ ହେଲ! ! ସୀତା କହିଲା- ‘ଅନିଲ! ମେ! ପାଇଁ ଯାଇ ପାଖ ଦୋକାନରୁ କିଛି ଥଣ୍ଡା ମେତିସିନ୍ ନେଇଆସ !’ ସୁଯୋଗଟେ ମିଳିଗଲା ଅନିଲକୁ ! ସେ ଭାବିଲା, ସୀତାର ଇଚ୍ଛା ଥାଉ କି ନ ଆଉ ସେ ଏଇ ମଉଚ୍ଚାରେ ତା’ ନିଜ ଦେହର ଭୋକ ମେଣ୍ଢେଇ ନ ଦବ କ’ଣ ପାଇଁ ? ଅତଏବ ସେ ଥଣ୍ଡା ମେଡ଼ିସିନ୍ ସହିତ କିଛି ନିଦ ବଟିକା ନେଇ ଆସିଲା ! କହିଲା- ମେଡିସିନ ସବୁ ମୋ ପାଖରେ ଥାଉ ! ମୁଁ ଡ଼ୁମକୁ ଟାଇମ୍ ଅନୁଯାୟୀ ଖାଇବାକୁ ଦେବି! ସୀତା କହିଲା- ହଉ , ଠିକ୍ଅଛି! ଆଗ ଟାଇମ୍ ଅନୁଯାୟୀ ସୀଡାକୁ ଥଣ୍ଡା ମେଡ଼ିସିନ୍ ବେଲା ଅନିଲ ! ରାତିବେକେ ଗୋଟି ଏ ସ୍ଲୀ ପି° ପିଲ ଦେଇ କହିଲା- ଏଇଟାକୁ ରାତିରେ ଖାଇ ବାକୁ ହେବ! ଡାକ୍ତର କହିଛନ୍ତି ! ସୀତା ଚୁପ ଚାପି ଖାଇଦ୍ଦେଇ ଗଭୀର ନିଦ ରେ ଶୋଇଲେ! ! ଆଉ ସେଇ ରାତିରେ ଖୁବ୍ ଆରାମରେ ନିଜ ଦେହର ଭୋ କକୁ ମେଣ୍ଢେଇଦେଲା ଅନିଲ! ତା’ପର ଦିନ ବି ଠିକ୍ ସେମିତି ଘଟିଲା ! ହେଲେ ତୃତୀୟ ଦିନ ଘନ୍ଦିଲା ଏକ ଅଦ୍ଭୁତ ଘଟଣା !ଅନିଲ ଯେତେବେଳେ ସ୍ଥିପି° ପିଲ୍ ବେବାଳୁଗଲା ସୀତା ଅନିଲର ହାତକୁ ଧରି ବେଡ଼ ରପରକୁ ଘୋଷାରିନେଲା ଓ କହିଲା- ‘ଭଣଜା! କେତେଦିନ ମୋତେ ସ୍ଥିପି° ପିଲ୍ ଖୁଆଇ ଏମିତି କାମ ସବୁ କଚୁଥିବା ଏବେ ଆସ! ମୋର ଆଉ ସ୍ଲୀ ପି° ପିଲ୍ ଖାଇବାର ନାହିଁ!’ ମାଇଁ କଥ! ଶୁଣି ଚମକି ପଡ଼ିଲା ଅନିଲ ସୀତା କହିଲା- ‘ମୁଁ ତୁମ ହାତରେ ସ୍ଥିପି" ପିଲ୍ ଦେଖ୍ ସବୁ କଥ! ଜାଣି ଯାଇଥିଲା! କାହିଁକି ନା’ ଥଣ୍ଡା ହେଲେ କୌଣସି ରୋଗୀକୁ ଡାକ୍ତର ନିଦ ବଟିକା ଖାଇବାକୁ ବିଏନାହିଁ! ତେଣୁ ତୂମେ ମୋତେ ଯେଉଁ ସ୍ଲୀ ପି° ପିଲ୍ ଦେଉଥିଲା ତାକୁ ମୁଁନ ଖାଇ ଫିଙ୍ଗି ବେଉଥିଲି ! ଆଉ ରାତିରେ ତୁମେ ଆସିବାକୁ ଅପେକ୍ଷା କଗୁଥିଲି ! କାରଣ କାଳେ ମୁଁ ନ ସୋଇ ,ଜାଗିଛି ବୋ ଲି ଜାଣି ତୁମେ ଫେରିଯିବ ସେଥିଲା ଗି ମିଛରେ ଶୋଇବାର ଅଭିନୟ କଗୁଥିଲା! ହେଲେ
ଦୁଇଦିନ ପରେ ଜାଣିଲି ଯେ, ମିଛ ପ୍ରେମର ମଜା କିଛି ନାହିଁ! ଏବେ ଆସ ! ମୁଁ ବି ତୁମକୁ ଚାହେଁ
ସୀତା କଥ! ଶୁଣି ଅନିଲ ଯେତିକି ଆଶ୍ଚର୍ଯ୍ଯ ହେଲା ତା’ଠୁ ଅଧିକ ଖୁସିରେ ନାତିବାକୁ ଲାଗିଲା! ମନେମନେ କହୂଥିଲା - ମୁଁ ଯବି ଏକ ସାଧାରଣ ଖୀଲାଡ଼ି ହୁଏ ତା’ହେଲେ ମାଇଁ ମୋର ଖୀ ଲାଡ଼ି ନଂ ୱାନ୍!
ଆଉ ମାଇଁ ଭଣଜାଙ୍କ ମଧ୍ୟରେ କୌଣସି ବାଡ଼ବତା ରହିଲା ନାହିଁ! ସେମାନେ ମାଇଁ ଭଣଜାରୁ ପାଲଟି ଗଲେ ପ୍ରେମିକ ପ୍ରେମିକା! ସୀତା ଓ ଅନିଲ ପରସରକୁ ତାହୁଁଥିଲେ ! ଏମିତିକି ସେମାନେ ସବୁଦିନ ଲାଗି ବିବାହ ବନ୍ଧନରେ ବାନ୍ଧି ହୋଇ ଏକ ହୋଇଯିବାକୁ ଇଚ୍ଛ! ପୋଷଣ କରୁଥିଲେ ! ଚାଙ୍କେଲାଲ୍ ଅନୁପସ୍ଥିତିରେ ସେମାନେ ମନ ଖୁସିରେ ମନଇଛା ଟୁଲୁଥିଲେ ! ଶପି° କରୁଥିଲେ ! ତା’ର ଯେ ଦୁଇ ଦୁଇ ଟା ବଢ଼ିଲା ଝିଅ ଅଛନ୍ତି ସେକଥା ଭୁଲି ଯାରଥିଲା ସୀତା! ଓଲଟି ସେ ଭାବି ନେଇଥିଲା ସେ ହେଉଛି ଜଣେ ଷୋଡ଼ଶୀ କିଶୋର! -ଅନିଲ ର ପ୍ରେମିକା!
ଦିନେ ସେମାନକୁ ଅସଂଯତ ଅବସ୍ଥାରେ ବେଖ୍ ନେଲା ଚାଙ୍କେଲାଲ୍! କ’ଣ କରିବ କିଛି ବୁଝି ପାରିଲ! ନାହିଁ ! ଗୋତିଏ ପଟେ ସ୍ତ୍ର1! ଅନ୍ୟପଟେ ଭଉଣୀର ପୁଅ ଭଣଯା ! ସେ ଶାନ୍ତ ମନରେ ରହି ଅନିଲ କୁ ଘରୁ ବିଦା କରିଦେଲା! ଅମିର ଅନ୍ୟଏକ ଭଡ଼ାଘର ନେଇ ରହିଲା! ବାଙ୍କେ ଲାଲ୍ ଭାତିଥିଲା ’ ଦୁରେଇଗଲେ ସମ୍ପର୍କ ତୁଟିଯିବା ମାତ୍ର ନା’ ସୀତା ଓ ଅନିଲ ପାଗଳ ପ୍ରେମିକ ପ୍ରେମିକାଙ୍କ ଭଳି ପରସରକୁ ଭେଟୁଥିଲେ ଓ ପରସରକୁ ଭପଭୋଗ କରୁ ଥିଲେ
ବାଙ୍କେଲାଲ୍ ସବୁଦିନ ସୀତାକୁ ଦୁଝାଉଥିଲା ଯେ, ତା’ର ଦୁଇଟ! ଝିଅ ଅଛନ୍ତି ! ସେ ଯାହା କରୁଛି ପାପ! ସବୁ ଦିନ ଏମିତି କଥା ସବୁ ଶୁଣିଶୃଣି ଦିନେ ସୀତାର ଭପରବ୍ ଧ୍ ହେଲା ଯେ, ସେ କ୍ଷଣିକ ଉତେଜନା ରେ ଭାସିଯାଇ ସତକୁ ସତ ପାପ କରୁଛି! ବାସ୍ତବରେ ସାତ! ସିନା ବେହର ଜାଳାକୁ ରୋକି ପାରୀ ନ ଥିଲା ହେଲେ ସୀତା ଏକ ଭଲ ହୃଦୟର ଝିଅ ଥିଲା ! ସେ ନିଷ୍ପରି ନେଲା- ଯେତିକି ପାପ ହେଲା ସେତିକି! ଆଉ ନୁହେଁ ! ଏକଥା ସେ ଜଣେଇଦେଲ! ଅନିଲକୁ! କହିଲା- ତୁମେ ମୋଠୁ ଯେତିକି ପାଇଲ ସେତିକି! ଏଣିକି କୁମେ ମୋତେ ଭୁଲିଯାଅ! ମୋତେ ଛାଡ଼ି ଆଉ ଗୋଟେ ଝିଅକୁ ବାହାହୁଅ! ତୁମ ବାହାଘରର ବ୍ଯବସ୍ଥା ଆମେ କରିଦେକୁ!
ହେଲେ ସେତେବେଳକୁ ଅନେକ ଡେରି ହୋରସାରୀ ଥିଲା ! କାମନାର ‘ୱାନ୍ ୱେ ଟ୍ରାଫିକ୍ୟ୍’ରେ ପାଦ ରଖ୍ ସାରିଥିଲା ଅନିଲ ! ବାଙ୍କେଲାଲ୍ ନ ଥିବା ବେଳେ ଦି ନେ ସୀତାର ଦେହକୁ ଅତ୍ରିଆର କରିବାକୁ ଆସିଲା ସେ! ପ୍ରତିରୋଧ କଲା ସୀତା! ଆର କାମନାରେ ଅନ୍ଧ ଅନିଲ କିଚେନ୍ ନାଇଫ୍ ଆଣି ସୀତାର ତଳିପେଟକୁ ଭୁସି ଦେଲା!-------

No comments:
Post a Comment