Sunday 8 October 2017

ତ୍ରିକୋ ଣୀୟ ପ୍ରେମ


 ଏ ପ୍ରିଲ ୧୨ ତାରିଖ, ୨୦୧୭! ରାତି ବତୂଥିଲା ! ଜଗମୋହନଙ୍କ ଚିନ୍ତା ବି! ୪ଟା ବେଳୁ ଘରୁ ଯାଇଥିବା  ପୁଅ ଶିବକୁ ମାର ସେତେବେଳ ଯାଏଁ ଫେରିନଥିଲା ! ବ୍ଯସ୍ତ ବିବ୍ରତ ହୋଇ କେତେବେଳେ ସେ ଦରଜୀ ଆଡ଼କୁ  ଅନଉଥିଲେ  ତ କେତେବେଳେ ଟିକ୍ ଟିକ୍ କରୁଥିବା  କାନ୍ଥ ଘଣ୍ଟାକୁ ! ଶିବ କୁ ମାରର ମୋବାଇଲ୍ ଚି ସ୍ବିତ୍ଚ ଅଫ୍ ଥିଲା ! ଜଗମୋହନ ଶିବକୁ ମାରର କେତେ ଜଣ ସାଙ୍ଗ ଓ ସମ୍ପର୍ଜାୟ ମମତାଙ୍କ ପାଖକୁ  6ଫାନ୍ କଲେ, ମାତ୍ର ଶିବକୁମାର ସମ୍ପର୍କରେ କେହି କିଛି କହିପାରିଲେନି!

ସକାଳ ହେବା ମାତ୍ରେ ଜଗମୋହନ ଘୁଅ ନିଖୋଜ ହେବା ସମ୍ପର୍କରେ ପଡ଼ୋଶାଙ୍କ ସହିତ ଆଲୋଚନା କରୁଥିଲେ! ଏହି ସମୟରେ କେହି ଜଣେ କହିଲା, ବେବପ୍ରକାଶଙ୍କ ବଗିଚାର ଏକ ଗଛରେ ଗୋଟିଏ ମୃତ ଦେହ ଝୁଲ୍ଲଛି! ସେହି ସ୍ଥାନକୁ  ସମସ୍ତେ ଧାଇଁଲେ! ଝୁଲୁଥିବା  ମୃତ ବେହଟି ଶିବ କୁ ମାରର ହଁ ଥିଲା !
ମାତ୍ର ଶିବକୁ ମାର ଆତ୍ଵହତ୍ୟା କରିବା କଥା ମାନିବାକୁ ପ୍ରସ୍ତୁତ ନଥିଲେ  ଜଗମୋହନ! ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରୁ କେହି ଜଣେ 6ଫାନ୍ କରି ଘା ଟମପୃର ଥାନାକୁ  ଏଇ ସୂଚନା ଦେଲା! ଆନାଧିକା ରା ଅରବିନ୍ଦ ସିଂହ ଅନ୍ୟ ପବାଧିକା ରୀକୁ  ନେଇ ବଡ଼େରା ଗାଁରେ ପହଥ୍ଗଲେ! ଜଗମୋହନ ଗଛରେ ଝୁଲୁଥିବା  ମୃତବେହଟି ତା’ ପଅ ଶିବକୁ ମାରର ବୋଲି କହିଲା ଯିଏ କି ପୂର୍ବ ଦିନ ଚରିଟା
ବେଳୁ ବାହାରକୁ ଯାଇ ଘରକୁ  ଫେରିନଥିଲା !

ମୃତ ଶିବକୁ ମଇର ବୟସ ପ୍ରାୟ ୩0 ବର୍ଷ! ନିଜ ସାର୍ଟକୁ  ବେକରେ ଗୁଡ଼ାଇ ସେ ଗଛରୁ ଝୁଲୁଥିଲା ! କିଛି
ସମୟ ପରେ ସେଠାରେ ପହଞ୍ଲେ ଏସ୍ .ପି (ଗ୍ରାମୀଣ) ସୁରେନ୍ଦ୍ରନାଥ ତିୱାରା ଏବଂ ସିଓ (ଗାଟମଘୂର) ଜିତେନ୍ଦ୍ର କୁ ମାର! ଏହ! ପରେ ମୋହନଙ୍ଗୁ ସେମାନେ ପଚରା ଉଚରା କଲେ! ଜଗମୋହନ କହିଥିଲେ , ତାଙ୍କ ତ୍ପଅକୁ  ହତ୍ୟା କରାଯାଇ ଆତ୍ଵହତ୍ୟାର ରୁପ ଦିଆଯାଇଛି! ଏହ! ସହିତ ସେ ସମ୍ପର୍ଜାୟ ମମତା ଓ ତା’ର ପ୍ରେମିକ ପତ୍ପକୁ  ସଦ୍ଦେହ କରୁଛନ୍ତି  ବୋଲି ମଧ୍ୟ କହିଲେ!

ଥାନାଧିକ ’ରୀ ଶବ ବ୍ଯବଛେଦ ନିମନ୍ତେ ଲାଜପତରାୟ ହସିଟାଲ୍ କୃ ପଠାଇବା ପରେ ମମତାକୁ  ଥାନାକୁ  ଡକାଇ ପଠାଇଲେ! ମାତ୍ର ସେ ଏସଚୁ ସମ୍ପର୍କରେ କିଛି ଜାଣିନାହିଁ ବୋଲି କହିଲା! ଶିବକୁ ମାରର ବାପା ତାକୁ  ମିଛରେ ପସାଇବାକୁ  ବାହୁଁଛନ୍ତି  ବୋଲି ଅଭିଯୋଗ କରିବାକୁ ମଧ୍ୟ ପଛାଇଲା ନାହିଁ ! ମମତା ସହିତ ଥାନାକୁ ଯାଇଥିଲା  ତା’ର ୮ ବର୍ଷର ପଅ କଳଲୁ  ! ଥାନାଧ୍ଜାରା ଅରବିନ୍ଦ କୁ ମାର କଲ୍ଲକୁ
ଡାକିଦେଇ ଫ୍ ସ୍ ଲା ଫ୍ ସ୍ ଲି କରି ପଚାରିବାରୁ ସବୁ  ସତକଥା ଉଗାଳି ବେଲା କଲ୍ଲ! କଲ୍ଲ କହିବାନୁସାରେ, ତା’ର ମା  ଓ ପପ ଶିବକୁ ମାର ଅକଇକୁ  ଖୁବ୍ ପିଟିଲେ! ଏହାପରେ ଦୁହେଁ  ଶିବକୁମାର ଅଙ୍କଲଙ୍ଗୁ ଘୋଷାରି ଘୋଷାରି ବାହାରକୁ  ନେଇଗଲେ! କଲ୍ଲଠାରୁ ସବୁ  ଶ୍ନଣିସାରି ଥାନାଧିକା ରା ମମତାକୁ  ନାଲିଆଖି ଦେଖାଇ ପଚାରିବାରୁ ମମତା ସବୁ ସତକଥା ମାନି ଗଲା

ଶିବକୁ ମାରକୁ  ମାରିବାକୁ  ପରିସ୍ଥିତି ବାଧ୍ୟ କଲା ଟୋଲି ସଫେଇ ବେଲା ମମତ୍ୟା ଏହାପରେ ପୁଲିସ ପପୁ କୁ  ଗିରଫ କରି କେରା କଲା ପରେ ଜାଣିବାକୁ  ପାଇଲା ପେ ଶିବକୁ ମାରର ହତ୍ୟା ପଛର ମୂଖ୍ୟ କାରଣ ଥିଲା  ତ୍ରିକୋଣୀୟ ପ୍ରେମ!

ଉତ୍ତରପ୍ରଦେଶ ଅନ୍ତର୍ଗତ କାନପୁର  ଅଞ୍ଚଳ ଡେରାତ୍ପର ଥାନାର ମଟେରା ଗାଁ  ସେଇ ଗାଁରେ ପରିବାର ସହ ରହୁଥିଲା  କୟକୁ ମାର! ପରିବାର କହିଲେ ତା’ର ପତ୍ନୀ ଓ ତିନି ଝିଅ! ତିନି ଝିଅଙ୍କ ମଧ୍ୟରୁ ମମତା ଥିଲା  ସବୁଠୁ  ସାନ! ବଡ଼ ଦୁଇ ଝିଅ ବାହା ହୋଇସାରିଥିଲେ ! ତେଣୁ ଜୟ କୁ ମାର ମମତାର ବାହାଘର ମଧ୍ୟ ସାରିଦେଇ ଚିନ୍ତାମୂକ ହେବାକୁ  ଚାହୁଁଥିଲା ! ବଡ଼େର! ଗାଁର ଅମିତ ବିଷୟରେ କେହି କଣେ କହିଥିଲା  କୟକୁ ମାରଙ୍କୁ  ! ଅମିତ ଏକ ଲୁଗା ସୋ’ରୁମ୍ ରେ କାମ କଚୁଥିଲା ! ଅମିତର କଥାବାର୍ଜା, ବ୍ଯବହାର ଭଲ ଲାଗିବାରୁ ଚ୍ଚୟକୁ ମାର ତା’ ସହିତ ସାନଝିଅ ମମତାର ବାହାଘର କରିଦେଲା ମମତାକୁ  ପାର ବେଶ୍ ଖୁସି ଥିଲା  ଅମିତ! କାରଣ ସେ ଯେମିତି ପତ୍ନୀ ଚାହୁଁଥିଲା ’ ମମତା ପାଖରେ ସେ ସବୁ ଗୁଣ ଥିଲା ! କିଛି ବର୍ଷ ପରେ ସେମାନଙ୍କଠାରୁ ଏକ ଘୁଅ ଜନ୍ମ ନେଇଥିଲା ! ମମତାର ଯାଆ ବର୍ଖା ଥିଲା  କଳିହୁଡି! ମମତା ଅଧିକ  ସୁନ୍ଦରୀ ଥିବା ରୁ ବର୍ଖା ତାଳୁ ଈର୍ଷା କରୁଥିଲା ! ଘର କାମକୁ  ନେଇ ଦୁହିଁଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେତ୍ତଥିଲା ! ଅଲଗା ରହିବାକୁ  ବର୍ଖା ତା’ର ସ୍ବାମୀକୁ  ଉସ୍କାଉଥିଲା ! ମାତ୍ର ସେ ରାଜି ନହେବାରୁ ବର୍ଖା ଷଡ଼ଯନ୍ତ୍ର କରି ସଫଳ ହେଲା! ଅମିତ ଓ ତା’ର ବଡ଼ଭାଇ ଅଲଗା ହୋଇଗଲେ! ଜମିବାଡ଼ି ବି ଭାଗ ଭାଗ ହୋଇଗଲା! ଅଲଗା ହେବା ପରେ ଅମିତ ସୋ’ରୁମ୍ ଚାକିରି ସହିତ ବିଲବାଡି଼ କଥା ବି ବୁଝିଲା ! ଏଥ୍ ପାଇଁ ତାକୁ ଦିନରାତି ପରିଶ୍ରମ କରିବାକୁ ପଡ଼ୁଥିବା ରୁ ସେ ମମତାକୁ  ଅଧିକ  ସମୟ ଦେଇପାରନ୍ନଥିଲା  !ମମତ! ତା’ଠାରୁ ଦେହସୁ ଖ ଚାହିଁ ନିରାଶ ହେଉଥିଲା ! ମାତ୍ର କାହାକୁ  କହିବ? ମନର କଥା ମନରେ ମାରି ରହ୍ ଥିଲା  ମମତା
ଦିନେ ମମତା ଘରେ ଏକୁ ଟିଆ ଥିବା ବେଳେ ପହଞ୍ଲା ଶିବକୁ ମାର! ସେ ଥିଲା  ର୍ଗାର ଜଣାଶୁଣା କୁ ଷକ ଜଗମୋହନରେ ଏକମାତ୍ର ପୁ ଅ! ରଙ୍ଗୀନ୍ମିଜାଜ ର  ଥିଲା  ଶିବକୁ ମାର! ଅମିତ ଥିଲା  ତା’ର ସମ୍ପର୍ଜାୟ ଭାଇ! ମମତାକୁ  ପଚାରିଲା ଶିବକୁମାର - ‘ଅମିତ ଭାଇ କ’ଣ ପରେ ନାହିଁ?’ ‘କ’ଣ କିଛି କାମ ଥିଲା ?’ ଶିବକୁ ମାରର ପ୍ରଶ୍ନର ଉତ୍ତର ଦେବାକୁ  ଯାଇ ପଚାରିଲା ମମତା! ‘ହଁ କିଛି ଟଙ୍କା  ସେ ଧାର ନେଲଥିଲା ! ସେ ତ ନାହିଁ! ମୁଁ ଫେରିଯାଉଛି ! ’ କହିଲା ଶିବକୁମାର!
 ‘ଭାଇ ନାହିଁ ବୋଲି କ’ଣ ଏତେ ଶୀଘ୍ର ଚାଲିଯିବ? ଚା’ କପେ ପିଇଳି ଯାଅ ମମତା କହିଲା! ଶିବକୁ ମାର ବି ସେଇଆ ତାହୁଁଥିଲା ! ତା’ ପିଇବାବେଳେ ସେ ଲୋଭିଲା ଆଖିରେ ଚାହିଁଥିଲା  ମମତାକୁ ! ତା’ର ଏଭଳି ଚାହାଣାରେ ମମତା ଖୁବ୍ ଉଲ୍ଲସିତ ହେଉଥିଲା !
ଘରକୁ  ଫେରି ଶାରିରେ ରହିପାରିନଥିଲା  ଶିବକୁମାର! ତା’ର ବାରମ୍ବାର ମନେ ପଡ଼୍ ଥିଲା  ମମତା! ଅନ୍ୟପକ୍ଷରେ ମମତାର ଅବସ୍ଥା ବି ସେହିଭଳି ଥିଲା ! ଶିବକୁମାରର ଆଖିର ଭାଷା ପଢ଼ି ନେଇଥିଲା  ସେ! ଏହାପରେ ଶିବକୁମାର କିଭଳି ଅଧିକ ରୁ ଅଧିକ  ମମତାର ନିକଟବର୍ଗୀ ହେବ ସେଇ ଉପାୟ ଚିନ୍ତା କରୁ ଥିଲା ! ଅମିତ ବେଳେବେଳେ ମଦ୍ୟପାନ କରୁଥିଲା ! ତାହା ଜାଣିପାରି ଶିବକୁମାର ମବ ବୋତଲ ଧରି ପହଥ୍ ଯଭଥିଲା  ତା’ ଘରେ
 ଦିନେ ଖରାବେଳେ ଅମିତ ଘରେ ପହଞ୍ଗଲା ଶିବକୁମାର ସେତେବେଳେ ଅମିତ ଘରେ ନଥିଲା ! ଶିବକୁମାରକୁ ଦେଖି ମମତା ଖିଲ୍ ଖିଲ୍ ହସି ପଚାରିଲା - ‘ତମେ ତ ସଞ୍ଜବେଳେ ଆସ! ଆଳି କେମିତି ଅବେଳରେ?’ ଶିବକୁମାର ଉତ୍ତର ବେଲା - ‘ସଚୁଦିନ ମୁଁ’ ଅମିତ ଭାଇଙ୍କ ପାଇଁ ଆମେ! ଆକି ତମ ପାଇଁ ଆସିଛି ଭାଉବ!’
   ସତେ?’ ଆଖି ନଚାଇ ପଚାରିଲା ମମତା ଓ କହିଲା ଅଲଗା କିଛି ଉଦ୍ଦେଶ୍ୟ ଅଛି ଟୋଧେ?’ ‘ହଁ, ସେଇଥ୍ପାଇଁ ତ ଅମିତ ନଥିବା ବେଳେ ଆସିଛି ! ଅସଲରେ ମୁଁ ତମକୁ ବହୁତ ଭଲ ପାଉଛି!’ କହିଲା ଶିବକୁମାର! ‘ତମେ ଜାଣ ଶିବ, ମୁଁ ବିବାହିତା! ମୁଣି ଗୋଟେ ପିଲାର ମା’! ଗମ୍ଭୀର ହୋଇ କହିଲା ମମତା! ଶିବକୁମାର କହିଲା, ‘ମୁଁ ସବୁ ଜାଣେ ! ତମେ କହିବ ତ ମୁଁସବୁ  ବାଧା ବନ୍ଧନ ହଟେଇବେବି !’ ଏତିକି ଶୁଣିବା ମାତ୍ରେ ମମତ! ଶିବକୁମାରର ବେକରେ ଦୁଇ ହାତ ଛଦି କହିଲା - ‘ମୁଁ ବି ତମକୁ ବହୁତ ଚାହୁଁଛି ! ମାତ୍ର କହିପାରୁନଥିଲା ! ଶିବକୁମାର ମମତାକୁ ଖୁବ୍ ଜୋର ରେ  ଭିଡ଼ି ଧରିଲା! ଦୁହେଁ ମର୍ୟା ଦାର ସବୁ ସୀମା  ଲଫି ଶାରୀରିକ ସମ୍ପର୍କରେ ମାଡିଗଲେ! ଏହାପରେ ସୁଯୋଗ ପାଇବ! ମାତ୍ରେ ଦୁହେଁ ପରସରର ଦୈହିକ କ୍ଷୁଧା ମେଣ୍ଟାଭଥିଲେ !
       ଏକଥା ଅମିତ କାନରେ ପଡ଼ିଲା ଓ ସେ ମମତାକୁ ଖୁବ୍ ପିଟିଲା ଶିବକୁମାରକୁ ମାରିବେବାକୁ ଧମକ ବେଲାଏହାପରେ ଶିବକୁମାର ଅମିତ ଘରକୁ  ବିଶେଷ ଆସିଲା ନାହିଁ ! ମମତାର ମନ ବି ମାନ୍ନନଥିଲା ! ଅଳ୍ପ ଦିନ ମଧ୍ୟରେ ପାଖ ଗାଁ ’ ମାନପରର ପପୁ  ଯାଦବ ସହିତ ପ୍ରେମ ସମ୍ବନ୍ଧ ସ୍ଥାପନ  କଲା ମମତା! ପପୁ  ସୁଧରେ ଟଙ୍କ! ଲଗାଉଥିଲା ! ଅମିତ ତା’ଠ୍ କିଛି ଟଙ୍କା ସ୍କୃଧରେ ଆଣିଥିବା ରୁ ସେ ଅମିତ ଘରକୁ  ଯିବ! ଆସିବ! କରୁଥିଲା ! ସେର ସୂତ୍ରରେ ସେ ମମତା ସହିତ ସମ୍ପର୍କ ବଢ଼େ ଇଥିଲା ! ଏଣେ ମମତାକୁ  ଛାଡ଼ି ରହିପାରୁନଥିଲା  ଶିବକୁ ମାର ! ଲୁଚି  ଛପି ସେ ମଧ୍ୟ ମମତା ସହିତ ମିଳାମିଶା କରୁଥିଲା  ! ମମତା କାହାକୁ  ମଧ୍ୟ ନିରାଶ କରିବାକୁ  ନ ଚାହିଁ ଦୁହିଁଙ୍କ ସହିତ ସମ୍ପର୍କ ରଖ୍ ଥିଲା ! ମମତାର ଏଭଳି କାଣ୍ଡ କାରଖାନା ତେଖି ଅମିତ ତା’ଠ୍ ଦୂରେଇଯାର ଅଲଗା ରହିବାରେ ଲାଗିଲା!
ଦିନେ ପପୁ  ମମତା ଘରୁ ବାହାରିବାବେଳେ ଶିବକ୍ଳମର ସହ ସାମ୍ବାସାମ୍ବି ହୋଇଗଲା! ସନ୍ଦେହ ହେବାରୁ ପପୁ  ମମତାକୁ  ଶିବକୁ ମାର ବିଷୟରେ ପଚାରିଲା! ମମତା କହିଲା, ସମ୍ପର୍ଜାୟ ହୋଇଥିବା ରୁ ଶିବକୁ ମାର ତା ସହିତ ଜବରଦସ୍ତି କରୁଛି! ଏତିକିରେ ରାଗିଗଲା ପପ ଓ କହିଲା ଗୋଟିଏ ଖୋଳରେ ଦୁଇଟି  ଖଣ୍ଡା ରହିପାରିବନି! ଶିବକୁ ମାରକୁ  ରାସ୍ତାରୁ ହଟେଇବାକ୍ଳ ପଡ଼ିବ!
ଏପ୍ରିଲ ୧୨ ତାରିଖ ରାତି ୧ଠଟା! ଶିବକୁମାର ମମତା ଘରେ ପହଞ୍ ତା’ ସହିତ ସମ୍ପର୍କ ରଖିବାକୁ  କହିଲା! ମାତ୍ର ସେ ଜାଣି ନଥିଲା  ସେଠି ପୂର୍ବରୁ ଲୁଚି ରହିଥିଲା  ପତ୍ପ ! ଶିବକୁ ମାର ଉପରକୁ  ଝାମି ପଡ଼ିଲା ସେ ! ଏତିକିବେଳେ ଠେଙ୍ଗାଟିଏ ଆଣି ମମତା ଶିବକୁମାରକୁ  ପିଟିବାରେ ଲାଗିଲା! ଶିବକୁମାର ଚିତ୍କାର  କରିବାରୁ ଆରଘରେ ଶୋରଥିବା  ମମତାର ଘୁଅ କଲ୍ଲ ଉଠି ଏ ଘଟଣା ଦେଖିଲା! ମାତ୍ର ଡରିଯୀଇ କାହାକୁ କିଛି କହିଲାନି ! ଶିବକୁମାରର ମୃତ୍ୟୁ ହେବ! ପରେ ଦୁହେଁ ତାକୁ  ଘୋଷାରି ନେଇ ସାଇକେଲ୍ ରେ ଲଦି ଆତ୍ୱହତ୍ୟାର ରୁପ ବେତାକୁ  ଚେଷ୍ଟା କଲେ! ଦୁହିଁଙ୍କଠାରୁ ସବୁ  ଶ୍ମଣିବ! ପରେ ତ୍ପଲିସ ଏପ୍ରିଲ ୧୫ ତାରିଖରେ ସେମାନଙ୍କୁ  କୋର୍ଟ ଚାଲାଣ କଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...