Friday 17 November 2017

ଜୈନ ମୁନିରୁ ‘ଯୌନ ମୁନି’





କଥାରେ ଅଛି ଅନୈତିକ ପାପାଚାରରେ ଲିପ୍ତ ରହୂଥିବା  ବ୍ୟକ୍ତି ମାନେ ହିଁ ଧର୍ମ ଅଜିବ! ଆଶାରେ ମୁନିରୁଷିସାଧୁସନ୍ଥ, ଧର୍ମଗୁଗୁଙ୍କ ଶରଣାପନ୍ନ ହୂଅନ୍ତି  ! ଯାହାର ବହୁଳତାକୁ ଦେଖ୍ ଏବେ ଅନେକ ପାଖଶ୍ଚି ମୂଣ୍ଡଟେକି ଧର୍ମ !ମରେ ଲେ!କଙ୍କୁ  ଭୃଆଁ
ବୁଲାଇ  ନିକର ଅଭିଷ୍ଟ ସାଧନ କରୁଛନ୍ତି  ! ହେଲେ ଦୁଃଖର ବିଷୟ ନିୟମିତ ଅନ୍ତରାଳରେ ଅନେକ ଅସାଧୁଓ ଭଣ୍ଡଙ୍କ ଅସଲ ସତ୍ୟ ପଦାକୁ ଆସିସାରିଥିଲେ ହେଁ ସମାଜରେ ଏମାନଙ୍କ ସଂଖ୍ୟା କ୍ରମାଗତ ବଢ଼ିଚାଲିଛି ! ଆଉ ମୃତ୍ୟୁର ଆଭାସ ଥାଇ  ଅନଳରେ ପତଙ୍ଗ ଝାସ ଦେବାଭଳି ଆଜିର ଶିକ୍ଷିତ ମାନବ ସମାଜ ନିକଜୁ ଏମାନଙ୍କ ପାଖରେ ସମର୍ଷିତ କରିଦେଉଛନ୍ତି  ! ଫଳସ୍ଵରୁପ ଏହି
ଅନ୍ଧଭକ୍ରିର ସାହାର ନେର ମନ୍ଦ ବ୍ୟକ୍ତିମାନେ ପାଲଟି ଯାଉଛନ୍ତି  ତ୍ରାଣକର୍ଭ! ବାବା ! ଆସନ୍ତୁ ଜାଣିବ! ନିଜ କଳାକ!ରନ!ମା ପାଇଁ ନିକଟରେ ଜୈନ ମୁନିରୁଯୌନ  ମୁନିଆଖ୍ୟା ପାରଥିବାକଣେ ସାଧୁଙ୍କ ସମ୍ପର୍କରେ


ଦିନୁଦିନ ସୁଷ୍ଠର୍ମରେ ଲିପ୍ତ ବାବାଙ୍କ ସଂଖ୍ୟା ବଢ଼ି ଚାଲିଥିବା  ବେଳେ ଏହ ତାଲକାରେ ଆଉ ଏକ ନାମ ଯୋଡ଼ ହୋରଯାରଛ ! ସେ ହେଉଛନ୍ତ ଜୈନସାଧୁ ଜୈନମୁନି ଶାନ୍ତି ସାଗର ମହାରାଜ ! ଜଣେ
ଯୁବତୀ ତାଙ୍କ ବିରୋଧରେ ଯୌନ ଅଭିଯୋଗ ଆଣିବା ଏହା ପ୍ରମାଣତ ହେବା ପରେ କଛଦନ ଧର ଭକ୍ତମାନଙ୍କ ଗହଣରେ ଭଗବାନ ସାଜଥିବା  ଏହ ସାଧୁଏବେ ସମସ୍ତଙ୍କ ନଜରରେ ବଳାକ୍ରାରୀ
ପାଷାଣ୍ଡ ପାଲଟ ଯାଇଛନ୍ତ ! ପ୍ରଥମେ ଏହ! ତାଙ୍କ ବରୋଧରେ ଷଡ଼ଯନ୍ତ୍ର ହୋଇଛ ବୋଲ କହୂଥିବା  ସାଧୁଜଣକ ଏବେ ତାଙ୍କ ଦୋଷ ମାନଯାଇଛନ୍ତ
ଅଭିଯୁକ୍ତଙ୍କ ସ୍ଵୀକାରୋକ୍ରି ଅନୁସାରେ, ଜୈନମୁନି ଶାନ୍ତି  ସାଗର ହେଉଛନ୍ତ ମଧ୍ୟପ୍ରଦେଶର ଗୁନା ନବାସୀ ସତନଲାଲ୍ ଶମାଙ୍କ ପୁଅ
ତାଙ୍କ ପ୍ରକୃତ ନାମ ହେଉଛ ଗିରିରାଜ ଶମ! ! ସହନ ଜଣେ ହାଲୁଆ ବି କାଳ ହୋଇଥିବା  ବେଳେ ଗରରାଜ ଶର୍ମା  ପଲାଦିନୁ  ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ସ୍ବପ୍ନ  ଦେଖୁଥିଲେ ! ଛୋଟବେଳୁ ସେ ଖୁବ୍ ରଙ୍ଗିନ୍ ମିଜାଜର ହୋଇଥିବା  ବେଳେ ନୁଆ କପଡ଼ାବିଭିନ୍ନ ଢଙ୍ଗର ହେୟାର୍ଷ୍ଟାଇଲ୍ କରିବାସାଙ୍ଗ ମାନଙ୍କ  ସହ ଟୁଲିବା କ୍ରିକେଟ ଖେଳିବାକୁ ସେ ଖୁବ୍ ପସନ୍ଦ କରୁଥିଲେ ! ଖାସ୍ ଏହି କାରଣରୁ ପିତା-ପୂତ୍ରଙ୍କ ମଧ୍ଯରେ ପାଟିତୁଣ୍ଡ ହେବାରୁ ଗିରିରାଜ ଘରଛାଡି଼ ଯାଇ ବଡ଼ବାପାଙ୍କ ପାଖରେ ରହୂଥିଲେ ! କିଛିଦିନ ପରେ ସେ ରାଜସ୍ଥାନ ଚାଲିଯାଇ କେ!ଟାର ଏକ ସପି°ମଲ୍ରେ ନିକଟରେ ବର୍ଷ କାଳ !’ ଦେ!! କରିଥିଲେ ! ଇତିମଧ୍ଯରେ ସେ ଜଣେ ଜୈନ ସନ୍ଥଙ୍କ  ସଂସର୍ଶରେ ଆସିଥିଲେ ! ସନ୍ଥଙ୍କ ନୀତିବାଣୀ ତାଳୁ ଏପରି ପ୍ରଭାବିତ କରିଥିଲା ଯେ ସେ ମାତ୍ର ୨୨ ବର୍ଷ ବୟସରେ ତାଙ୍କଠାରୁ ଦୀକ୍ଷା ଗ୍ରହଣ କରି ପ୍ରବଚନ ଦେବ! ଆରମ୍ଭ କରିଦେଇଥିଲା ବିଭିନ୍ନ ଧର୍ମସଭାରେ ସାମିଲ ହୋଇ ପ୍ରବଚନ ମାନ ଦେବ! ଜ୍ଞାନ ବାଶ୍ଚିବ! ପରେ ସମୟକ୍ରମେ ଗିରିରାଜ ଶର୍ମ! ଜୈନ ମୁନି ଶାନ୍ତି ସାଗରରେ ପରିଣତ ହୋଇ ଯାଇଥିଲେ !
ଧୀରେଧୀରେ ତାଙ୍କ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାରିଥିଲା ! ସେ ଯେଉଁଠି ପ୍ରବଚନ ଯେରଥିଲେ ତାଙ୍କ ଶାନ୍ତି ବାର୍ବାରେ ଭକ୍ତଗଣ ବିମୋହିତ ହୋରରଠୁଥିଲେ ! ହେଲେ ତାଙ୍କ ବିବାଦୀୟ କାର୍ଯ୍ୟକଳାପ ସେ ମନ୍ତ୍ରଯନ୍ତ୍ର କରୁଥିବା! ସମ୍ପର୍କରେ ଜାଣିବ! ପରେ ସହଯୋଗୀମାନେ ତାଙ୍କଠାରୁ ଧୀରେ ଧୀରେ ଦୁରେଇ ଯାଉଥିଲେ ! ସେଥ୍ପାଇଁ ଶାନ୍ତିସାଗର ବାହାରେ ଟୁଲି ଧର୍ମସଭା ପ୍ରବଚନ ଦେବାକୁ ପସନ୍ଦ କରୁଥିଲେ

ଗତ / ମାସ ତଳେ ମଧ୍ଯପ୍ରଦେଶ ଗୋଆଲିୟର ଏକ ଦମ୍ପତି ଶାନ୍ତି ସାଗରଙ୍କ ଶରଣାଗତ ହୋଇଥିଲେ ! ଏହି ଦମ୍ପତି ନିୟମିତ ସାଧୁଙ୍କ ପ୍ରବଚନ ଶୁଣିବା ସହ ଆଶୀର୍ବାଦ ଭିକ୍ଷା କରୁଥିଲେ ! ଥରେ ଏହି ଦମ୍ପତି ବଡୋଦର! କଲେକରେ ପଡୁଥିବା! ତାଙ୍କ ୧୯ ବର୍ଷାୟ ଏକମାତ୍ର କନ୍ୟାଙ୍କୁ ଧରି ସାଧୁଙ୍କ ଆଶୀର୍ବାଦ ନେବାକୁ ଆସିଥିଲେ ! ମୁନି ଶାନ୍ତିସାଙ୍ଗର ପ୍ରଥମ ଦେଖାରେ ହିଁ ରକ୍ତ ଯୁବତୀଙ୍କ ଉପରେ ଫିଦ! ହୋରଯାରଥିଲେ ତାଙ୍କ ଶିଷ୍ୟ! ହେବାକୁ ଅନୁରୋଧ କରିଥିଲେ ! ପିତାମାତା ଦୀକ୍ଷିତ ହୋଇଥିବା ରୁ
ଅନିଚ୍ଛା ସଲ୍ଲେ ଛାତ୍ରୀକଣଙ୍କ ଦୀକ୍ଷା ଗ୍ରହଣ କରିଥିଲେ ! ଏହାପରେ ମୁନି ଛାତ୍ରୀଳୁ ଫେ!ନ୍ କଲ୍ ମେସେଟ୍ ପଠାରଥିଲେ ! କିଛିଦିନ
ପରେ ଶାନ୍ତିପାଠ ବାହାନାରେ ଶାନ୍ତିସାଗର ଯୁବତୀଙ୍କୁ ହ୍ରାନ୍ସଆପରେ ନ୍ୟୂଡ଼   ଫଟୋ ପଠାଇବାକୁ ବାଧ୍ଯ କରିଥିଲେ ! ଏପରିକି ଦକ୍ଷିଣ! ରୁପେ ଛାତ୍ରୀକଣଙ୍କୁ ତାଙ୍କ ସାପାରେ ନୃତ୍ଯ କରିବାକୁ କହୂଥିଲେ କଥା ମାନିଲେ ଅଭିଶାପ ଦେବେ ବୋଲି ଭୟ ଦେଖାରଥିଲେ ଫଳରେ ଯୁବତୀ ଚଣକ କାହାକୁ କିଛି ନକହି ଚୁପ ରହୂଥିଲେ

ଏକ ଶାନ୍ତି ସଭା ପାଇଁ ୪୫ ବର୍ଷାୟ ଜୈନ ମୁନି ଶାନ୍ତିସାଗର ଓରଫ ଗିରିରାଜ ଗୁଜରାଟର ସୁରତ ଆସିଥିଲେ ! !ନଯୁର!
ମହାବୀର ଦିଗମ୍ବର ଜୈନ ମନ୍ଦିରରେ ଅବସ୍ଥାନ କରିଥିବା! ଶାନ୍ତିସାଗର ଆଶୀର୍ବାଦ ନେବ! ବାହାନାରେ ଯୁବତୀଙ୍କ ପରିବାରକୁ
ଅକ୍ଟୋବର ତାରିଖରେ ସୁରତ ଆମନ୍ତ୍ରଣ କରିଥିଲେ ! ଝିଅକୁ ଧରି ଏହି ଦମ୍ପତି ସୁରତର ଜୈନ ମନ୍ଦିରରେ ପହଞ୍ଚି ଯାଇଥିଲେ
ସନ୍ଯା ହେବାରୁ ଆଚାର୍ଯ୍ୟ ଶାରିସାଗର ଝିଅର ମଙ୍ଗଳ ପାଇଁ ମନ୍ତ୍ର ଜପ କରାଯିବ ଏହା ସାରାରାତି ଚାଲିବ ବୋଲି ରକ୍ତ ଦମ୍ପତିକୁ
କହିଥିଲେ ! ଏଥ୍ପାଇଁ ଯୁବତୀ ଜଣକ ଏକାକୀ ଧ୍ୟାନମଗ୍ନ ହେବ! ଜରୁରୀ ବୋଲି ମୁନି ତାଙ୍କ ପିତାମାତାଳୁ କହିଥିଲେ ! ସେମାନେ
ଅନ୍ୟ ଏକ ଗୃହରେ ରାତ୍ରିଯାପନ କରିବାକୁ କହି ଯୁବତୀଙ୍କୁ ଧରି ମୁନି ମନ୍ଦିର  ପାଖ ଏକ ଗୃହକୁ ଚାଲିଯାଇଥିଲେ ! ସେଠାରେ ମୁନି
ଏକ ମୟୂର ଯୁଛରେ ଛାତ୍ରୀଙ୍କୁ ଝଡ଼ାଫୁଙ୍କ! କରିବ! ପରେ ବଳପୂର୍ବକ ବଳାକ୍ରାର କରିଥିଲେ ! ସମ୍ପର୍କରେ କାହାକୃକହିଲେ
ପିତାମାତାଳୁ ଏହିଠାରେ ମାରିବିଆଯିବ ବୋଲି ଧମକ ଦେର ମୁନି ସାରାରାତି ଛାତ୍ରୀଳୁ ଧର୍ଷଣ କରିଚାଲିଥିଲେ ! ବଦ୍ ନାମୀ
ଭୟରେ ପୀଡ଼ିତ! ଏହି କଥା ପିତାମାତାଙ୍କୁକହିନଥିଲେ ! ଭୟରେ ଚୁପ ରହିବ!  ଉଚିତ୍ ହେବ ଭାବି ସପରିବାର ସେଠାରୁ
ଚାଲିଯାଇଥିଲେ ! କିଛିଦିନ ପରେ ଏହି କଥା ପିତାମାତାଳୁ ବଣାଇବାରୁ ସେମାନେ ଆଶ୍ଚର୍ଯ୍ୟ ଚକିତ ହୋରଯାରଥିଲେ ! ଆର
ଏହା କାହାକୁ ନକହିବାକୁ ମନସ୍ଥ କରିଥିଲେ
ହେଲେ ଏହି ଘଟଣାକୁ ଭୁଲି ଚୁପ ରହିପାରି ନଥିଲେ ଯୁବତୀ ଜଣକ! ପିତାମାତାଙ୍କ ବାରଣ ସରେ ସେ ପହଞ୍ଚି ଯାଇଥିଲେ
ଅଠୱା ଥାନାରେ ! ସେଠାରେ ମୁନିଙ୍କ ବିରେ!ଧରେ ମାମଲା ରୁଜୁ କରିବା ପରେ ସୃଷ୍ଟି ହୋରଥିଲା ବିବାଦୀୟ ପରିସ୍ଥିତି ! ଜୈନ
ଦୀକ୍ଷିତମାନେ ଆରମ୍ଭ କରିଥିଲେ ବିଦ୍ରୋହ ! ପୋଲିସ କାର୍ଯ୍ଯରେ ମଧ୍ଯ !! ସୃଷ୍ଟି କରିଥିଲେ ! ଏହି କଥାକୁଆଚାର୍ଯ୍ଯ ଶାନ୍ତିସାଗର
ତାଙ୍କ ବିରେ!ଧରେ ଷଡ଼ଯନ୍ତ୍ର କହି ଟାଳିଦେରଥିଲେ ! ହେଲେ ଯୁବତୀଙ୍କ ଡାକ୍ତରାମାଇନାରୁ ତାଙ୍କ ସହିତ ବଳାକ୍ରାର ହୋଇଥିବା!
ସଷ୍ଟ ହେବାପରେ ପୋଲିସ ଆଉ ବିଳମ୍ବ କରିନଥିଲା ! ଅକ୍ଟୋବର ୧୪ ତାରିଖରେ ମୁନିଙ୍କୁରିରଫ କରାଯାଇ ଜେରା କରାଯାରଥିଲା
ଖସିବାର ଅନ୍ୟ କିଛି ଉପାୟ ନପାଇ ଶେଷରେ ମୁନି ଯୁବତୀଙ୍କ ସହମତିରେ ସମ୍ପର୍କ ସ୍ଥାପନ କରିଥିବା! ମାନିଯାରଥିଲେ ! ଶେଷରେ
ତାଳୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା


timesofindia.indiatimes.com

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...