Monday 13 November 2017

ଇତର ପତି ର ଅବୈଧ ପ୍ରୀତି



                 ନାରୀଟିଏ ଆପଣାକୁ ପରକରି ସାତକନ୍ମ ପାଇଁ ବାନ୍ଧି  ହୋଇଯାଇଥାଏ ଅଗ୍ନିକୁ ସାକ୍ଷୀରଖ୍ ଜୀବ  ଥିବା ଯାଏଁ ସୁରକ୍ଷା ଦେବାକୁ ଶପଥ ନେଇ ଥିବା  ମନର ମଣିଷ ପାଖରେ ଏହାଦ୍ୱାର! ସଂସାରର ଅଭିଷ୍ଟ ସାଧନ ହେବାସହ ନୁଆ ଦୁନିଆକୁ ଆଦରି ନୁଆ ପିଢ଼ିକୁ ଜ ନ୍ସବେଇ ନାର1 ସାର୍ଥକତା ଲାଭ କରିଥାଏ ! ହେଲେ ଯାହା ଭରସାରେ ନାର1ଟିଏ ତାର ସବୁକିଛି ତ୍ୟାଗ କରିଥାଏ ସେଯଦି ହାତଛାଡି଼ ପର ନାର1 ପାଇଁ ଇତର ପାଲଟିଯାଏ ତେବେ ଏହାଠୁ ବଳି ଦୁର୍ଜାଗ୍ୟ ଆଉ କିଛି ହୋଇ ନପାରେ ! ଯାହାର ଏକପ୍ରତ୍ୟକ୍ଷ ପ୍ରମାଣ ହେଉଛି ଆମର ଏହି ଅପରାଧ କାହାଣୀ.




କଥାରେ ଅଛି ଅପର!ଧୀ ଯେତେ ଚାଲାକ ହେଉ ବା କାହିଁ କି ଅଲକ୍ଷ୍ୟରେ କିଛିନା କିଛି ଭୁଲ୍ କବିବସେ ଯାହା ତାକୁ ଶାସ୍ତି ଦେବାକୁ ଯଥେଷ୍ଟ ହୋଇଥାଏ ! ଆଇନର ତୀକ୍ଷ ଦୃଷ୍ଟି ଏହାକୁ ବାରିନେଇ ସଅଳ ହେଉ  ଅବ! ବିଳମ୍ବ ନିଶ୍ଚୟ ଅପର!ଧୀକୁ କାଠଗଡ଼ାକୁ ଟାଣିଆଣେ ! ଠିକ ଏହିଭଳି ଭୁଲ୍ କରିବସିଥିଲେ ପଙ୍କଜ ମେହେର ! ଭାବିଥିଲେ ଆଇନକୁ ଆ ଖ୍ ଠାର ମାରି ପୋଲିସକୁ ଭକୁଅ! ବନାଇଦେବେ ! ହେଲେ ଶେଷରେ ପୋଲିସ ଜେରାରେ ଏମିତି ପଶିଲେ ପାଟି ଖନିମାରିଯାଇ ସଟୁ ଦୋଷ ବଖାଣି ଦେଇଥିଲେ ! ଆସନ୍ତୁ  ଜାଣିବା ନିକଟରେ ଦିଲ୍ଲୀରେ ଘଟି ଥିବା  ଏକ ହତ୍ୟାକାଣ୍ଡ ସଂପର୍କରେ ଖୋଦ୍ ଅଭିଯୁକ୍ତଙ୍କ ସ୍ଵ1କ!ରୋକ୍ତି
ଆଧାରରେ

    ପଙ୍କଜ ମେହେର! ଓ ପ୍ରିୟା ମନ୍ ଧାନୀ ପିଲାବେଳର ସାଙ୍ଗ  ଥିଲେ! ସେମାନେ ପାଖାପାଖ୍ ଦୂର ଗାଁର ହୋରଥିବା ରୁ  ସେମାନଙ୍କ ପରିବାର ମଧ୍ୟ ପରସରକୁ  ଜାଣିଥିଲେ ଓ ଚିଦ୍ୱିଥିଲେ! ଦିଲ୍ଲୀ ଚାନ୍ଦି ନଚୌକରେ କପଡ଼ା ବ୍ୟବସାୟ କ ରୁ ଥିବା  ସି.ଏଲ୍ ମେହରକ° ପୁତ୍ର ହେରଛିଛି ପଙ୍କଜ ମେହେର !  ଜଣେ ବିତ୍ତଶାଳୀ ମଣିଷ ଭାବରେ ତାଙ୍କ ବେଶ୍ ସୁଖ୍ୟାତି ରହିଥିଲା! ସ୍ତ୍ରୀ କାନ୍ତା, ବଡ଼ପୁଅ ସଞ୍ଜୟ ଓ ସାନପୁଅ ପଙ୍କଚ୍ଚ କୁ ନେର ବେଶ୍ ହସଖୁସିର ସଂସାର ଚାଲିଥିଲା! ବଡ଼ପୁଅ ସଞ୍ଜୟ ପାଠପଢ଼ା ସାରି ବ୍ୟବସାୟରେ ଚା ମନ୍ ଲୀଲ୍ ଙ୍କୁ  ସାହାଯ୍ୟ କରିବାକୁ ଆଗେଇ ଆସିଲା ଏକଥା ଦେଖ୍ ଉଭୟ  ଚମନ୍ ଓ କାନ୍ତା ସଞ୍ଜୟର ବାହାଘର ମାରିଦେଲେ! ପଙ୍କଜ କିନ୍ତୁ କଲେଜ ରେ  ପଢୁଥିଲା! ସମପ୍ରେ ପଙ୍କଜ ଓ ପ୍ରିୟାଙ୍କର ପ୍ରେମ କାହାଣୀକୁ ତାଣିଥିଲେ! ତେବେ କେହି ସେମାନକୁ କେ ବେ ଏ ବିଷୟରେ କିଛି ପଚାରି ନ ଥିଲେ

ପ୍ରିୟା ସିନ୍ଧି  ଥିବା  ବେଳେ ପଙ୍କଜ ଥିଲା  ପଞ୍ଜାବୀ! ଏହ! ସତ୍ୱେ  ସେମାନେ ପରସରକୁ ଭଲପାରଥିଲେ! କେବଳ ଭଲ ପାର ନ ଥିଲେ ଦୁଃହଁ ଦୁହିଁ କୁ ଜୀବନ ସାଥି  ଭାବରେ ପାରଚାକୁ ଡହଳ  ବିକଳ ହେଉ ଥିଲେ ! ପ୍ରିୟା ଭଲ ଭାବ ରେ ଜାଣି ଥିଲା  ପଙ୍କଜ ଠାରୁ ତାକୁ  ଆଉ ଏକ ଭଲ  ସ୍ୱାମୀ  ମିଳିବ ନାହିଁ! ପଙ୍କଜ ତାର ଯେଭବି ଭାବରେ କେୟାର ନେଉଛି - ତା ହାନିଲାଭ କଥ! ଟୁଝୁଛି ସେଭଳି  ସ୍ୱାମୀ ଚିଏ ଆଜି କଲି  କାହା ଭାଗ୍ୟ ରେ
ମିଳେ  ଅନୁରୂପ ଧାରଣା  ଥିଲା ପଙ୍କଜ ମନରେ ! ପ୍ରିୟା ନେଖିବା କୁ ଯେମିତି ସୁନ୍ଦରୀ ଥିଲା  ତା କଥାବାର୍ଭ! ମଧ୍ୟ ସେହିପରି ମାଳିତ ଓ ରୁ ଚିପୂର୍ଣ୍ଣ ରହିଥିଲା! ସେତିକି ନୂହେଁ ଜଣେ ସ୍ତ୍ରୀ  ହେବା ପାଇଁ ଯେଉଁସବୁମ୍ପୁଣ କଣେ ଝିଅ ପାଖରେ  ରହିବା କଥା ସେସବୁ ଭରପୂର ହୋଇ ରହିଥିଲା ପ୍ରିୟା ନିକଟରେ!  ସ୍ୱାମୀ  ନ ହୋଇ ବି ପ୍ରିୟା ତାକୁ ସ୍ୱାମୀ  ରୁପରେ ଦ୍ଦେଖୁଥିଲା ! ତା ପାଇଁ ବାର ଓଷା ତେର ବୁତ ରଖୁଥିଲା! କଲେଜରେ ବା ନ୍ୟାଣିନ୍ଗେ କେହି ନ ଥିବା ତେବେ ପ୍ରିୟା ତା ପାଦ ଚୁଁ ଥିଲା! ପଚାରିଲେ କହୁଥିଲା: ଆରେ  ଆଜି  ସ୍ୱାମୀ  ହେଇନ , କାଲି ତ ହେବ! ମୁଁ ତୁମକୁ  କାଲି  ପ୍ରଣାମ କରିବି! ଆଜି କଲେ ଅସୂବିଧା କଣ ?
ଏପରି  ଭାବରେ ସେମାନଙ୍କ ଦିନ  ବିତୁ ଥିଲା! ସେମାନେ କେବଳ ସେହି ସୁସମୟକୁ ଅପେକ୍ଷା କରୁଥିଲେ  ଯେତେବେଳେ ସେମାନଙ୍କ ବାହାଘର ସରିବ! ଆଭ ବାସରରାତିରେ ପରସ୍ପର  ପରସରକୁ ପାଇବେ! ସେମିତି ଗୋଟେ ଦିନ ଆସିଲା! ରରୟ ପରିବାର ମିଶି ନିଷ୍ପରି ଦେଲେ ସେ, ପ୍ରେମ ପକ୍ଷୀ ଦୁରଟାକୁ ଆର ବେଶିଦିନ ଅଲଗା  କରି ରଖା ନ ଯାଇ! ଏବେ ସେମାଦ୍ଦେର ବାହାଘର କରିଦିଆଯାଉ  ଏବେ ତ ସେମାନଙ୍କର ପାଠପଢ଼ା ସରିଗଲା! ପଙ୍କଜ ମଧ୍ୟ ଆସି ବାପାଙ୍କ ବିଜ଼ ନେସ ରେ  ଯୋଗ  ଦେଲାନି ! ପୁଣି ପରିବାରରେ ତ କୌଣସି ଆର୍ଥୀକ ସଙ୍କଟ ନାହିଁ ତାହେଲେ ପଙ୍କରେ ବାହାଘରରେ ବିଳମ୍ବ କଣ ପାଇଁ
 ଅଗତ୍ୟା ପଙ୍କଜ ଓ ପ୍ରିୟାର ପ୍ରଥମେ ନିର୍ବନ୍ଧ ଏବଂ  ପରେ ଶୁଭ ପରିଣୟ ଅନୁଷ୍ଟିତ ହୋଇଗଲା! ପ୍ରିୟା ତ ସହତେ ଜଣେ ମିଲା ପି ଝିଅ ଥିଲା  ସେ ତାର କଥାବାର୍ଭ! ଚାଲି ଚାଲାଣ ରେ  ଦିନ କେଇ ଟାରେ ତାର ଶାଶୁଘରକୁ ବଶ କରିନେଲା! ମେହେର! ପରିବାରର ସବୁ  ସଦସ୍ୟ ପ୍ରିୟାର ପ୍ରଶଂସକ ପାଲଟିଗଲେ! ପ୍ରିୟାର ସ୍କାମା ହୋରଥିବା ରୁ ପଙ୍କଜ  ନିଚ୍ଚକୁ ଭାଗ୍ୟବାନ ମନେକଗୁଥିଲା ତା  ଜୀବନରେ ସେ ଏତେ ସୁଖ ଆଉ ଏତେ  ଏତେ ଆନନ୍ଦ ଭରପୂର ହୋଇରହିଛି ସେକଥା ବାହାଘର ପରେ ଅନୁଭବ କଲେ ରରୟ ପ୍ରିୟା ଓ ପଙ୍କଜ ’ ଆଉ ଏକ ଖୁସିକୁ ନେଇ   ଜୀବନ କାଟିବାକୁ ଲାଗିଲେ!
କିଛି ବର୍ଷ ଗଲା ମେଦ୍ଦେରା ପରିବାରର ହସଖୁସିକୁ ଯେମିତି ଗ୍ରହଣ ଲାଗିଗଲା! ପ୍ରିୟାର ବାହାଘରକୁ  ଚାରିପାଞ୍ଚବର୍ଷ ଵିତିଯାଇଥିଲେ  ମଧ୍ୟ ତାଠାଗେ ଗର୍ଭ ସଞ୍ଚାର ହେବାର କୌଣସି ସଂକେତ ଦେଖାଗଲା ନାହିଁ! ପୂଜାପାଠ, ବୁତ ଉପବାସ ଠାରୁ ଆରମ୍ଭ କରି ଚିକିତ୍ସା ପଦ୍ଧତି ଅନୁସରଣ କରାଗଲା! ମାତ୍ର କୌଣସି ସୁଫଳ ମିନିକା ନାହିଁ! ଦ୍ଵିତୀୟ ରେ  ମେହେର! ପରିବାରର ବିଜ଼ନେସ ରେ  ଅଚାନକ କ୍ଷତି ହେବାରେ ଲାଗିଲା ! ଚମନ୍ମାଲ୍ ମେଦ୍ଦେରା ନିଜ ଅନୁବହୁ  ତି ଆଉ ଅନୁଭବରୁ ହାସଲ କରିଥିବା ସମ୍ପୂର୍ଣ୍ଣ ଜ୍ଞାନକୌଶଲ କୁ
ପ୍ରୟୋଗ କରିଦେଲେ ମଧ୍ୟ ବ୍ୟାପାର କୁ ଆଉ ଉଠେଇପାରିକେନି! ରଣଭୀରରେ ବୁଡ଼ିରହିଲେ ! ଶେଷକୁ ଗୋଦାମ ଠାରୁ ଆରମ୍ଭ କରି ଦୋକାନ ବିକ୍ରି କରିଦେଲେ! ଯେତିକି ଅର୍ଥ ମିଳିଲା ସେଥ୍ଗେ ପ୍ରଥମେ ରଣ ସବୁକୁ ପରିଶୋଧ କରିଦେଲେ! ଆଉ ବଳକା ଟଙ୍କାକୁ ଦୁଇପୁଅଙ୍କ ମଧ୍ୟରେ ସମାନ ଭାବରେ  ବାରିଦ୍ଦେକେ ଓ କହିଲେ, ମୁଁଯେତିକି କରିବା କଥା କରି! ଏବେ ତୁଃମମାନେ ନିଜ ଡେଣାରେ  ଉଡ଼ ! ଆଉ ମୋତେ  ଓ ତୃମ ମାକୁ ଦୂଇଓଳି ଦୂଇ ଗଂଦା  ଖାଇବାକୁ ଦିଥା
 ଦୁଇ ଯାଇ ଭିନ୍ନଭିନ୍ନ ବିକ୍ନେସ୍ ଆରମ୍ଭ କରିଦେଲେ! ବଡପୁଅ ସଞ୍ଜୟ ଥିଲା  କର୍ମଠ ଓ
ପରିଶ୍ରମୀ! ସେ ହୋଟେଲ ଚିଦ୍ନେସ୍ ଆରମ୍ଭ କରିଦେଲା ! ସାନତ୍ପଅ ପଙ୍କଜ ମଧ୍ୟ ଚିଦ୍ନେସ୍ ଆରମ୍ଭ କଲା ! ସେତିକିବେଳେ ଗୋଟେ ନୁଆ ଘଟଣା ରହିଲା ଯେ, ଏତେ ଦିନ ଧରି ସନ୍ତାନହୀନ! ଥିବା  ପ୍ରିୟା ଗର୍ଭଧାରଣ ଲୋ! ଏହା ଦେଖ୍ ପଙ୍କରେ ପାଦ ଖୁସିରେ ତଳେ  ଲାଗିଲା ନାହିଁ! ସେ ବାପ ହେବା ଖୁସିରେ ସବୁକିଛି ପୁରିଗରା! ଆର ତାର ସବୁତକ ସମୟ ପ୍ରିୟା ପାଇଁ ଦେଲା ! ରପଯୁର ସମୟରେ ପ୍ରିୟା ଗୋଟେ ପତ୍ର ସନ୍ତାନ ଜନ୍ମଦେଲା! ପଙ୍କଜ ତ ବାପ ହେଲା! ହେରେ ତାର ବିଜ  ନେସ୍ କୌଣସି କୁଳରେ ଲାଗିଲା ନାହିଁ !

ପାଦ ତଳରୁ ତଳକୁ ଖସୂଥିଲା!ଏଥ୍ରେ ପଙ୍କଜ ହତାଶ ହୋଇପଡ଼ିବା ଥିଲା ଏକ ସ୍ବାଭାବିଜ ଘଟଣା!  ଦିନେ ପଙ୍କଜ ଚିନ୍ତାକୋ, ଆଜିର ମାଜୈଟରେ ମଦ ବିଜ  ନେସ୍ କଲେ ସେ ଭଲ  ରୋଜଗାର କରିପାରିବ! କାରଣ ଲୋକ ମାନକ ନିକଟରେ ମଦ୍ୟପାନର ତ୍ରେଣ୍ଡ ବଢୁଛି! ପୁଣି ସେ ଦୋକଲା, ଖାଲି ମଦ ବାର୍ ଖୋରିଦେଲେ ହେବ ନାହିଁ ! ବାରରେ ଦୁଇଜଣ ସୁନ୍ଦରୀ ଝିଅ ନାଚିବା ଦରକାର! ସେ ଚ୍ଚାଣିଥିଲା, ସୁନ୍ଦରୀ ନାରୀର ନିଶା ମଦ ନିଶାଠାରୁ ଚି ମାରାତ୍ମକ! ଆଉ ମଗଜ ରୁ ସୁନ୍ଦରୀ ନାରୀର ନିଶା ଓଡ଼େଇବା ପାଇଁ ଲୋକମାନେ ଆଲ୍ଳୋହର ନେବା ଜରୂରୀ ମନେକରନ୍ତି ! ତେଣୁ ଯଦି ସେ ସୁନ୍ଦରୀ ଝିଅକୁ ତା ବାରରେ ନତେଇବ ତାହେଲେ ସେ ଆଶାଠାରୁ
ବି ଅଧିକ  ଲାଭ ଯାଇ ପାଇପାରିବା

ସେମିତି ଭାବରେ ଏକ ବାର୍ ଖୋରିଲୀ ପଙ୍କଜ!ଦୁଇଜଣ ସୁନ୍ଦରୀ ଝିଅକୁ ସେ ଆଣିଲା ତା ବାରକୁ! ଜଣକ ନାଁ ଆଯେସା ଓ ଆରକଣକ ନାଁ ସିଲଭିଆ! ଆଯେସା ଓ ସିଲଭିଅ! ନିଜ ଦେହର ଉଲଗ୍ନ ନୃତ୍ୟରେ ବାର୍ ର  ପରିସରକୁ ଏମିତି କଳିଳ କରିଦେଲେ ଯେ, ଲୋକମାନଙ୍କ ସୁଅ ସେଠାକୁ ବୁଝିବାକୁ ଲାଗିଲା! ପଙ୍କରେ ବି ଭଲ ରୋଜଗାର  ହେଲା! କୁହାଯାଏ, ଯେଉଁ ପୁପୁଷକୁ  ମଦ  ଓ ନାରୀ ଖୁବ୍ ସହଜରେ ମିଳିପାଆନ୍ତି  ସେ ପୁରୁଷର ଅଧ୍ୟପତନ ଖୁବ୍ ଶୀଘ୍ର ଆରମ୍ଭ ହୋଇଯାଏ! ସେମିତି ଘଟିଲା ପଙ୍କଜ କ୍ଷେତ୍ରରେ ! ସେ ମଦ  ବାର  ଖୋରିଥିଲା ! ତେଣୁତାର ମଦ ପିଇବାରେ ଅସୂବିଧା ନ ଥିଲା! ଅନ୍ୟପକ୍ଷରେ, ତା ପାଖରେ ସିରଭିଆ ଓ ଆୟେସା ଭଳି ଦୁଇଜଣ ଉତ୍ତେଜକ  ନୃତ୍ୟାଙ୍ଗନା ଥିଲେ ! ତେଣୁ ତା ନିକଟରେ ଥିଲା ଉଭୟ ସୁରା ଓ ସାକୀ! ପଙ୍କଜ କେବଳ  ସୁରାସାକୀଭେ ନିଜକୁ ସୀମିତ କରି ରଖ୍ପଲିଲା ନାହିଁ! କିଛିଦିନ ଭିତରେ ସେ ସୁନ୍ଦରୀ ବାର ଗାର୍ଲ ର ପ୍ରେମରେ ପଡ଼ିଗଲା!ପଙ୍କଜଙ୍କର ପ୍ରେମ ସମ୍ପକର୍ଚ ଗଢ଼ିଉଠିଥିଲା ତିଲକନଗରଗେ ରହୁ  ଥିବା  ବାର ଗାର୍ଲ  ସହିତ ! ବାର ଗାର୍ଲ କାମ ସନ୍ଧାନରେ ପଙ୍କଜଙ୍କ ପାହାଡ଼ଗଞ୍ଜସ୍ଥିତ ରେସ୍ତୋରାଁ ରେ ଆସି  ପହଞ୍ଚିଥିଲେ ! ! ସେଠାରେ କାମ ପାଇବା ପରେ ପଙ୍କଜ ଓ ବାର ଗାର୍ଲ ଯାଙ୍କ ସମ୍ପର୍କ ପ୍ରଥମେ ମାଲିକ ଓ କର୍ମଚାରୀ  ରୁ କିଛିଦିନରେ ଦୋ ସ୍ତି ଓ ପରେ ପ୍ରେମରେ ବଦଳି ଯାଇଥିଲା  ଏପରୀ କି ଦୁହିଁଙ୍କ ମଧ୍ୟ ରେ ଶାରୀରିକ ସମ୍ପକ ମଧ୍ୟ  ଗଢ଼ିଉଠିଥିଲା ! ଧୀରେ ଧୀରେ ଏ ସମ୍ପର୍କରେ ପ୍ରିୟା ଜାଣିଯିବା ରୁ ପତି-ପତ୍ନୀ ଙ୍କ ମଧ୍ୟ ରେ ଅନେକ ସମୟରେ ଝଗଡ଼ା ହେଉଥିଲା ! ହେଲେ ପଙ୍କଜ କୌଣସି ପ୍ରକାର ବାର ଗାର୍ଲ ଙ୍କୁ ଛାଡ଼ିବାକୁ ପ୍ରସୁତ ନଥିଲା ବାର ଗାର୍ଲ କୁ ପାଇବାକୁ ହେଲେ ସବୁଦିନ ଲାଗି ପ୍ରିୟାକୁ ରାସ୍ତା ରୁ ହଟାଇବାକୁ ହେବ ବୋଲି ସ୍ଥିରନିଶ୍ଚିତ ହୋଇଯାଇଥିଲା ପଙ୍କଜ ! ବାର ଗାର୍ଲ ର ପ୍ରେମ ତାକୁ ଏଭଳି ପାଗଳ କରିଦେଇ! ଯେ, ସେ ପୁଲିଗଲା ତାର ଗୋଟେ ସୁନ୍ଦରୀ ସ୍ତ୍ରୀ  ଅଛି! ଆଉ ସେ ଗୋଟେ ପୁଅର ବାପ! ତେଣୁ ସବୁ ଟଙ୍କା ସେ ବାର ଗାର୍ଲ  ପଛରେ ଉଡେଇବାକୁ ଲାଗିଲା! ସେଥ୍ପାଇଁ ସେ ଲକ୍ଷଲକ୍ଷ ଟଙ୍କ! ଧାର କଲା ସିନା; ସେସବୁକୁ ପରିଶୋଧ କରିପାରିଲା ନାହିଁ!



ପ୍ରିୟା ଚ୍ଚାଣୁଥିଲା ଯେ ତା  ସ୍ୱାମୀ  ଦିନକୁଦିନ ସର୍ବନାଶ ଆଡ଼କୁ ଯାଉଛି! ସେ ତାକୁପୋକିବା ପାଇଁ ଅନେକ ଚେଷ୍ଟା କରୁଥିଲା ! ମାତ୍ର ଫଳ କିଛି ହେଉ ନ ଥିଲା ! ଓଲଟି ସେ ପଙ୍କଜ ଠାରୁ ମାଡ଼ଗାବି ଖାଉଥିଲା ନିଶାସପ୍ତ ହୋଇ ପଙ୍କଜ ପ୍ରିୟା ଉପରେ ଅକଥନୀୟ ଅତ୍ୟାଚାର କଚୁଥିଲା ! ମାଡ଼ ସିନା ଖାଉଥିଲା! ହେଲେ ସ୍ୱାମୀକୁ ଭଲବାଟଳୁ ଆଣିବା ପାଇଁ ଚେଷ୍ଟା କଗୁଥିଲା ପ୍ରିୟା ! ସେ ନିଷ୍ପତି ନେଲା ଜେବେ ବି ସେ ତାର ଏକ ସଉତୁଣୀ ଆସିବାକୁ ଦେବନାହିଁ! ଅନ୍ୟପଟରେ ଆୟେସାକୁ ବାହୀ ନେବାକୁ ଚାହୁଁଥିଲା ପଙ୍କଜ  ହେଲେ ମୁଣ୍ଡ ଉପରେ ଲକ୍ଷଲକ୍ଷ ଟଙ୍କାର ରଣ ବୋଝ ଟଙ୍କା ବେଇଥିବା  ଲୋକମାନେ ରଣ ଶୁଝିବାକୁ ଅଡ଼ି ବସିଥାନ୍ତି ୟି ସେମାନଙ୍କ ମଧ୍ୟରେ ଦୁଇଜଣ ଥିଲେ ମନୁ ଓ ପବନା ଏମାନଙ୍କଠୁସବୁଠୁବେଶି କରଜ କରିଥିଲା ପଙ୍କଜ! ଆଉ ଏମାନେ ତାକୁ ଟଙ୍କା ନ ଦେଲେ ମାରିନେବାକୁଧମକ ଦେତ୍ତଥିଲେ

  ପଙ୍କଜ ମୁଣ୍ଡରେ ଏକ ସରତାନୀ ବୁଢ଼ୀ  ପଶିବା! ସେ ନିଷ୍ପରି ନେଲା ପ୍ରିୟାକୁ ଗୁଳି କରିଦେଲେ ତାର ସମସ୍ୟା ସମାଧାନ! ପ୍ରଥମତଃ ପ୍ରିୟା ମରିଗଲେ ସେ ଆୟେସାକୁ ମ୍ୟାରେଜ କରିପାରିବ! ଦ୍ୱିତୀୟତଃ, ପ୍ରିୟାକୁ ମନୁ ଓ ପବନ ମାରି ଦେଇଛନ୍ତି  ବୋଲି କହି ସେମାନଙ୍କୁ ଫସେଇଦେବୀ ଫଲ ରେ ତାକୁ  ଲୋନ  ଶୁଝିବାକୁ ପତିଚନି




   ଯୋଜନା ମୁତାବକ ଦିନେ ପଙ୍କଜ ପନ୍! ପ୍ରିୟା ଓ ଦୁଇ ବର୍ଷର ପୁଅ ନୈଶଙ୍କୁ ଧରି କାର୍ ଯୋଗେ ବଙ୍ଗଳା ସାହିବ ଗୁ ରୁଦ୍ୱାର ବହାରିଥିଲେ ! ବାଟରେ ପରେ ତାଙ୍କଭାଇଙ୍କ ରେପ୍ରୋଗାଁରେ କିଛି ସମୟ ରହିବା ପରେ ଗୁ ରୁଦ୍ବାରରେ ପହଞ୍ଚିଥିଲେ ! ସେଠାରୁ ଫେରିବା ବାଟରେ ଅପରାହ୍ନ ୪.୨ଠ ମିନିଟ୍ ସମୟରେ ଶାଲିମାରବାଗ ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ପଙ୍କଜ
ସାଙ୍ଗଠା ରୁ ଆଣି ଥିବା  ଚୋର! ରିଭଲ୍ ଭରରେ ଗାଡ଼ିରେ ହାଲ୍କା
ନିଦରେ ପୁଅକୁ ଧରି ଶୋଇଯାଇ ଥିବା  ପ୍ରିୟାଙ୍କୁ ଅତି ନିକଟ ରୁ ଗୁଳି
କରିଥିଲେ ! ଗୁଳି କାନମୁଣ୍ଡା ତଳକୁ ବେକରେ ବାକିବା ରୁ ପ୍ରିୟା ଗାଡ଼ି ସିଟ୍ରେ ହିଁ ଟକିପଡ଼ିଥିଲେ ! ପରେ ଗାଡି଼ ରୁ ଓହ୍ମାଇ ପଙ୍କଜ ଅଭିନୟ କରିବା ଆରମ୍ଭ କରିଦେଇଥିଲେ  ! କେହି ଦୁର୍ତ୍ତର ଗୂକିକରି ଚାଲିଗଲେ ବୋଲି ବିକାର କରିବାରୁ ସ୍ଥାନୀୟ ଲୋକେ ଜମାହୋଇ ପୋଲିସକୁ ଖବର ଦେଇଥିଲେ ! ପୋଲିସ ପହଞ୍ଚିବା ପରେ ଗୂ ରୁତର ପ୍ରିୟାଳୁ ଗୋହିଣୀସ୍ଥିତ ସରେ!ଜ ହକିଟାଲକୁ ନି ଆଯାଇଥିଲା ! ହେଲେ ସେଠାରେ ପହଞ୍ଚିବା ଚେଳଳୁ ଡାକ୍ତର ତାଳୁ ମୃତ ଘୋଷଣା କରିଥିଲେ ! ପଙ୍କଜର ବୟାନ ରୁ ପୂର୍ବ ଶବ୍ରୁତା ରୁ ଏହି କାଣ୍ଡ ଘଟି ଥିବା  ଜଣାପଡ଼ୁଥିଲେ ହେଁ ଘଟଣାସ୍ଥଳ ଦେଖ୍ ପୋଲିସର ସନ୍ଦେହ ରପୁକିଥିଲା ! ଦୁର୍ତ୍ତରଙ୍କ ସହ ଝଗଡ଼ା ହେବାପରେ ଏତେ କିକଟ ରୁ ପ୍ରିୟାଙ୍କୁ ଗୁଳି ଚଳାଇବା ଓ ପଙ୍କଜଙ୍କର କିଛି ବି ନ ହେବାକୁ ପୋଲିସ ସହଜରେ ହଜମ କରିପାରି ନଥିଲା

ଅନ୍ୟପଟେ ପଙ୍କଜ ନିଜକୁ ବଞ୍ଚାଇବାକୁଯାଇ ପୋଲିସ ଆଗରେ ସୁଚିନ୍ତିତ କାହାଣୀ ବଖାଣିଥିଲେ ! ପଙ୍କଜ କହିଥିଲେ ସୋନିପଥରେ ରହୁ  ଥିବା  ମୋନୁ ଓ ତାଙ୍କ ଭାଇ ପବନଙ୍କ ଠା ରୁ ସେ ବ୍ୟବସାୟ ପାଇଁ ୫ ଲକ୍ଷ ଟଙ୍କ! ରଣ ସୁତ୍ରରେ ଆଣିଥିଲେ ! ଉଚି ତ୍ ସମୟରେ ସୁଝି ନପାରିବା ରୁ ସୁଧ ବଢି  ୪୦ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା ଦୁଇ  ଭାଇ ବାରମ୍ବାର ଟଙ୍କ! ମାଗୁଥିଲେ ହେଁ ପଙ୍କଜ ଦେଇପା ରୁ ନଥିଲେ ! କିଛିଦିନ ପରେ ଦୁଇଭାଇ ତାଳୁ ଟଙ୍କ! ନ ଫେରାଇଲେ ଜ1ବନ ରୁମାରିଦେବାକୁ ଧମକ ମଧ୍ୟ  ଦେଇ ଚାଲିଥିଲେ ! ଏଥିଲାଗି ସେ ତାଙ୍କ ରେସ୍ତୋରାଁ  ମଧ୍ୟ  ବନ୍ଦ କରିଦେଇ ଧରାଛୁଆଁ ଦେଉନଥିଲେ ! ଏଥ୍ରେ ଉତ୍କ୍ଷିପ୍ତ ହୋଇ ଦୁଇଭାଇ ସୁପାରି କିଲର ଲଗାଇ ସମ୍ପୂର୍ଣ୍ଣ ପରିବାରକୁ  ଶେଷ କରିଦେବାକୁ ଏହି କାଣ୍ଡ ରଚିଥିଲେ ! ପ୍ରଥମେ ଦୁର୍ତ୍ତତ୍ତମାନେ ଗାଡି଼କୁ ଓଗାଳିଥିଲେ ! ଏଥପାଇଁ ତାଙ୍କ ସହ ମାରପିଟ୍ ହେବା ରୁ ସେମାନେ ହଠାତ୍ ଗୁଳି ଚଳାଇଥିଲେ ! ସୌଭାଗ୍ୟକୁ ଗୋଟିଏ ଗୁଳି ପ୍ରିୟାଙ୍କ ବେକରେ ବାଜିବା ପରେ ବନ୍ଧୁକ ଅଚଳ ହୋଇଯିବାରୁ ପିତା-ପୂତ୍ର ବଞ୍ଚିଯାଇ ଥିବା  ପଙ୍କଜ କହିଥିଲେ ! ହେଲେ ପୋଲିସକୁ ଖଟ୍ କା ଲାଗିଥିଲା ଡ଼ୁର୍ତ୍ତତ୍ତମାନେ ପ୍ରଥମ ଗୁଳି ପଙ୍କଜଙ୍କୁ ନମାରି ପ୍ରିୟାଙ୍କୁ କାହିଁକି ମାରିଥିଲେ

ଅନ୍ୟପକ୍ଷରେ ପ୍ରିୟାଙ୍କ ପରିଜନଙ୍କଠା ରୁ ପୋଲିସ ପଙ୍କଜଙ୍କ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଥିବା ଓ ଏଥ୍ ପାଇଁ ପତି-ପଦ୍ଵୀଙ୍କ ମଧ୍ୟ ରେ କଳିତକରାଳ ହେଉ ଥିବା  ଶୁଣିବା ପରେ ସବୁ ସନ୍ଦେହ ପଙ୍କଜ ଉପରକୁ ଓଲଟିଯାଇଥିଲା
ଆଉ ବିଳମ୍ବ ନକରି ପୋଲିସ ପଙ୍କଜକୁ ପଚରାଚର! ପାଇଁ ଥାନାକୁ ଡାକି ଗିରଫ କରିନେଇଥିଲା ! ଆଉ ରିମାଣ୍ଡରେ ନେଇ ଥାର୍ଡଡିଗ୍ରୀ ପ୍ରୟେ!ଗ କରିବାରୁ ପଙ୍କଜ ନିଜେ ହତ୍ଯ!କାର1 ବେ!ଲି ମାନିଯାଇଥିଲା ! ହତ୍ୟାକାଣ୍ଡକୁ ଭିନ୍ନ ମୋଡ଼ ଦେବାପାଇଁ ସେ ଅର୍ଥ ଦେଣନେଣର ମିଥ୍ୟା କାହାଣୀ ରଚି ଥିବା  ଓ ମୋନୁ ତାର ଶବ୍ରୁ ନୁହେଁ ସାଙ୍ଗ ଏବଂ ସେ ତାରିଠା ରୁ ବନ୍ଧୁକ ଆଣି ପ୍ରିୟାଳୁ ହତ୍ୟା କରି ଥିବା  ସ୍ଵୀକାର କରିନେଇଥିଲା ! ସମସ୍ତ ଘଟଣା ଶୁଣିବା ପରେ ପୋଲିସ ମୋନୁ ଓ ଦିବ୍ୟାଙ୍କ ଠିକଣାରେ ଚଢ଼ାଉ କରିଥିଲେ ହେଁ ସେତେବେଳକୁ ଦୁହେଁ ଫେରାର ହୋଇଯାଇଥିଲେ
ଆଇନ ର ଆଖି କୁ  ଫାଟିବା ସହଜ ନୁହେଁ ! ଯେଉଁ ଜାଲ   ସେ ପବନ ଓ ମନୁଙ୍କ ପାଇଁ ଫାଂସେଇ ଥିଲା  ସେହି ଜାଲରେ ନିଜେ ଛନ୍ଦି  ହୋଇଜେଲ  କୁ ଗଲା


No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...