ଚରନଜିତ୍ କୌର ଓ କମଲଜିତ୍
କୌରଙ୍କ ମଧ୍ୟ ରେ ଗୌଣସି ରକ୍ତ ଅଥବା ବଂଶଗତ ସମ୍ପର୍କ ନ ଥିଲା! ତଥାପି ସେମାନେ ଥିଲେ ଯଥାକ୍ରମେ
ଭାଉଜ ଓ ନଣନ୍ଦ! ଦିନେ ଚରନଜିତ୍ ଡକେଇ ପଠେଇଲା କମଲଜିତ୍ କୁ! କମଲ ପହଞ୍ଜୁ ପହଞ୍ଜୁ ତା’ ଆଡ଼କୁ
ମିଠା ପ୍ୟା କେଟ୍ଟେ ବଢ଼େଇବେଇ କହିଲା- କମଲ୍! ତୁ ଆଜି ଯେତେ ମିଠା ଖାଉଛ ଖା ! ମୁଁଟିକେ ବି ପ୍ରତିବାଦ
କରିବିନି! ଆଶ୍ଚର୍ଯ୍ୟ ହେଇଗଲା କମଲ୍! କହିଲା- ‘ମୁଁ ତ ମିଠା ଖାଲଚି! ହେଲେ କ’ଣ ପାଇଁ
ମିଠା ଖାଇବି ଆଗ କୁହ!’ ଚରନଜିତ୍ କହିଲା- ଆରେ ତୁ
ଆଉ ମାସ କେଇଟା ପରେ ବୁ ଆ ହବୁ ! ଏକଥା ଶୂଣୁଶୂଣୁ ଖୁସିରେ ଆତ୍ୱହରା ହୋଇଉଠିଲା କମଲ୍! କହିଲା- ତୁମେ
ଠିକ୍ କହୁଛ ତ ? ତୁମ ପେଟରେ ପିଲୀ ବଢୁଛି ? ଚରନଜିତ୍ କହିଲୀ- ଆରେ ଏବେ ପର! ମୁଁ ମେତିକାଲରୁ ମେ! ରିପୋର୍ଟ ନେଇ ଫେରୁଛି! ଡାକ୍ତରୀଣୀ ମୋ ୟୁରିନ୍ ଟେଷ୍ଟ
କରି କହିଲେ- ମୁଁଖୁବ୍ ଶୀଘ୍ର ମା’ ହେବାକୁ ଯାଉଛି!
ଚରନଜିତ୍ କଥ! ଶୁଣି କମଲ୍ ମନରୁ ସନ୍ଦେହ ଦୁ ର ହୋଇଗଲା! ସେ ଅବଶ୍ୟ ଖୁସି
ହେଲା! ହେଲେ ପରମୁହୁର୍ଭରେ ତା’ ଖୁସିରେ ଯେମିତି ଭଟ୍ଟା ପଡ଼ିଗଲା ମୁହଁରେ ଚିନ୍ତାର ଘନବାଦଲ ମାଡ଼ି ଆସିଲା!
ସେ ଜାଣିଥିଲା’ ଚରନଜିତ୍
ଚାରିବର୍ଷ ହେଲା କରନୈଲ୍ ସିଂଙ୍କୁ ବାହାହେଲାଣି! ହେଲେ କରକୈଲ୍ ତାକୁ ପିଲାଟିଏ ଦେବାକୁ ସକ୍ଷମ ହୋଇନାହିଁ!
ଚରନଜିତ୍ ଓ କମଲଜିତ୍ କେହି କାହାକୁ କୌଣସି କଥ! ଲୁଚାନ୍ତି ନାହିଁ! ସୁଖ ହେଉ କି ଦୁଃଖ- ପରସର ସହ ଶେୟାର କରଛି, ପରସରକୁ
ପରାମର୍ଶ ଦିଅନ୍ତି !
ଦିନେ ଚରନଜିତ୍ କାନ୍ଦକାନ୍ଦ ହେଇ କହିଥିଲା- କମଲ୍ ! ମୁଁଲୋକମାନକର ଟାହିଟାପରା
ସହିପା ରୁନି ଲୋକମାନେ ମୋତେ ବା ଞ୍ଚ! ବୋ ଲି କହୁଛନ୍ତି ! ମୁଁ ଯେମିତି ବି ହେଉ ମା ହେବାକୁ ଚାହେଁ!
କମଲଜିତ୍ ଗୋଟେ ନାରୀ ! ସେ ଭଲଭାବରେ ଜାଣେ ଯେ, ନାରୀ ସବୁପାଇଥାଉ ; ହେଲେ ଯଦି ପିଲାଟିଏ ପା ଇନି
ତା’ହେଲେ
ତା’ ଜୀବନ
ବ୍ୟର୍ଥ! ତେଣୁ ସେ ତାକୁପଚାରିଲା- କରନୈଲ୍ ତ ତୁମକୁ ମା’ କରିପାରୁନି!ତୁମେ କେମିତି ପିଲାଟିଏ
ପାଇବ ? ଚରନଜିତ୍ କହିଲା- ମୁଁ ସେଥ୍ପାଇଁ ଲୋକଟିଏ ଖୋଢିନେଇଛି ! ସେ ମୋର ସମ୍ପର୍ଜାୟ ଦିଅର ହେବ!
ତା’ ନାଁ
ହରପ୍ରିତ୍! ହରପ୍ରିତ୍ ସାଙ୍ଗରେ ମୁଁ ଦୋସ୍ତି ବି କରିଦେଇଛି! ତୁ ଜାଣିନୁ କମଲ୍’ ହରପ୍ରିତ୍
ହେଉଛି ଗୋଟେ ସତସତିକା ମରଦ ! ଜଣେ ନାରୀକୁ ଦ୍ଦେମିଟି ଖୁସି କରିବାକୁ ହୁଏ ସେକଥା ବେଶ୍ ଜାଣେ ହରପ୍ରିତ୍
! କମଲଜିତ୍ ପଚାରିଲା- ତା’ମାନେ ତୁମେ ହରପ୍ରିତ୍ ସହିତ ଶାରୀରିକ ସମ୍ପର୍କ ରଖ୍ ସାରିଛ! ଲୁତେଇ ନ
ଥଲା ଚରନଜିତ୍ ! କହିଥିଲା- ଆଉ କ’ଣ କରିଥାନ୍ତି କହା କରନୈଲ୍
ନା ମୋତେ ପିଲାଟିଏ ଦେବାକୁ ସକ୍ଷମ ନା ସେ ମୋତେ ସୁଖ ବେବାକୁ ସମର୍ଥ ! ଚରନଜିତ୍ କଥା ଶୁଣି ଚୁପ
ର ହିଥିଲା କମଲଜିତ୍! ସେ ଜାଣୁଥିଲା, ଚରନଜିତ୍ ଯାହା କଚୂଛି ପାପ! ନୈତିକ ଅବକ୍ଷୟ! ହେଲେ ତା’ ନିକଟାରେ ଆଉ କି ଉପାୟ ଅଛି? ନାରୀ ଟିଏ ହୋଇଥବା ହେତୁ ଚରନ୍ ଜିତ୍
କୁ ଆବୌ ଭୁଲ ବୁଝି ନ ଥଲା କମଲଜିତ୍!ଓଲଟି ତା’ ହାତରେ ହାତ ରଖ୍ କହିଥିଲା- ଠିକ୍ଅଛି’ତୁ ଯାହା
ଠିକ୍ ଭାବୁଛୁ କରୀ ହେଲେ ଯେମିତି କଥା ପଦାକୁ ନ ଆସେ ! ସେବେଠୁ ହରପ୍ରିତ୍ ସହିତ ସମ୍ପର୍କ ରଖ୍ ଆସୁଛି
ଚରନଜିତ୍ ! ତା’ହେଲେ
ଏବେ ସେ ଯେଉଁ ପିଲାର ମା’ ହେବାକୁ ଯାଉଟି’ ସେ ପିଲାଟା ହରପ୍ରାତ୍ର ହେଇଥିବ ନିଶ୍ଚୟ!
ଚରନଜିତ୍ କୁ କମଲଜିତ୍ କହିଲା- ମୁଁ ମିଠା ଖାଇବି ଯେ, ହେଲେ ଟୁ ଯବି ସତ
କହିବୁ ତା’ହେଲେ
ଯାଇ ଖାଇବି’ ଚରନଜିତ୍ କହିଲା- ଆଜିଯାଏ ଆମେ କେହି କାହାକୁ ମିଛ କହିଚେ କି? ମୁଁ ପରା ମୋ ପାପକରିବା କଥା ତତେ କହିଛି! ଆଉ ଲୁବେଇଚି
କଣ? କମଲଜିତ୍ ପଚାରିଲା- ତା’ହେଲେ କହ, ତୋ ପେଟରେ ଯୋଉ ପିଲା ଅଛି ସେଇ ପିଲାଟା ହରପ୍ରାତ୍ର ନା କରନୈଲ୍
ର ,ହସିଦେଲା ଚରନଜିତ୍ ! କହିଲା- ମୁଁ ଜୀଣିଥିଲି
ତୁ ସେକଥା ପଚାରିବୁ! ଈଶ୍ୱର ମୋ ଡାକ ଶୁଣିଛନ୍ତି କମଲା ମୁଁସିନା ଦେହ ସୁଖ ପାଇଁ ହଇପ୍ରାତ
ପାଖକୁ ଯାଉଛି, ହେଲେ ପିଲାଟା ହେଇଛି ମେ! ସ୍ବାମୀ କରନୈଲ୍ ର! କମଇଜିତ୍ ମନରୁ ସନ୍ଦେହ ତୁଟି ନ ଥିଲା
! ସେ ପଚାରିଲା- ତା’ହେଲେ ତୁ ଏତେଵିନ ଧରି ମା’ ହେଉ ନ ଥିଲୁ କ’ଣ ପାଇଁ
? ଚରନଜିତ୍ କହିଲା- ସେକଥା ତ କହିପାରିବିନି! ଏଇଟାକୁ ଟୁ ଗୋଟେ ମିରାକ୍ଳ ଟୋଲି ଭାବିବେ! ତା’ଛଡ଼ା,
ତୁ ମୋ କଥାକୁ ସତ ଟୋଲି ମାନ୍ କି ନ ମାନ, ହେଲେ ମୁଁଚ୍ଚାଣେ ମୋ ପେଟରେ ବଚୁ ଥିବା ଭୃଣ କୋଉ
ପୁରୁଷର
କମଲଜିତ ସଂମତି ର ସହତ
ମୁଣ୍ଡ ଟୁଂଗା ରଲା! ଭାବିଲା, ସତକଥା- ଆଇ କିଏ ଜାଣୁ କି ନ ଜାଣୁ, ଗୋଟେ ନାରୀ ହିଁ ଜାଣେ ସତ କ’ଣ ? ତା’ ପିଲାର
ବାପ କିଏ ଏକଥା ନାରୀଟିଏ ବ୍ୟତୀତ ଆଉ କେହି ଜାଣେନା କି ଟେଷ୍ଟାକଲେ ଜାଣିପାରିବ ନାହିଁ! ତେଣୁ ଚରନଜିତ୍
ନିଶ୍ଚୟ ସତ କହୁଛି!
କମଲଜିତ୍ ମିଠ! ଖାଇଲା! କହିଲା- ଚାରନ୍! ମୁଁ ଗୋଟେ ଅନୁରୋଧ କରିଚି ତୁ
ତାଳୁ ନିଶ୍ଚୟ ରଖ୍ ଦୁ! ତୁ ଏବେ ହରପ୍ରାତ୍ ସହିତ ସମ୍ପର୍କ କାଟି ଦେ ! ଯେଟିକି ବିନ ଦ୍ଦେହସୁଖ ପାଇଲୁ ପାଇଲୁ ଏବେ ଗୋଟେ ପିଲା
ଆସୁଛି ! ହୁଏତ କଥା ପ୍ରଘଟ ହେଇଗଲେ ଲୋକମାନେ କହିପାରନ୍ତି ପିଲାଟା କରନୈଲ୍ ର ନୁହେଁ ; ହରପ୍ରାତ୍ ର ଆଉ ଯଦି ଏକଥା
ହୁ ଏ ତା’ହେଲେ
ସବୁକିଛି ଧୃ°ସ ହେଇଯିବା
ଚରନଜିତ୍ ଚିନ୍ତାକଲୀ’ ଠିକ୍ କହୁଛି କମଲଜିତ୍! ଏବେ ତ ସେ ମା’ ହୋଇଗଲା
ତା’ର ଆଉ
ଦେହସୂଖ କ’ଣ ଦରକାର
! ସେ ସମ୍ପର୍କ କାଟି ଦେବା ହରପ୍ରାତ୍ ଠାରୁ କହିଦବ- ହରପ୍ର1ତ୍! ଯେତିକି ହେଲା ହେଲା, ଏଣିକି ଆଉ ନୁହେଁ!
ସେଇକଥା ଚରନଜିତ୍ କହିଦେଲା ହରପ୍ରାତ୍ କୁ ! ହେଲେ ହରପ୍ରାତ୍ ମାନିବାକୁ
ପ୍ରସ୍ତୁତ ନ ଥଲା! ତା’ ଭି ତରେ ଚରନଜିତ୍ ର ବେହର ଲୋଭ ଲାଗଥିଲା! ହରପ୍ରାତ୍ କହିଲା- ମୋ ସହ
ଏତେଦିନ ସମ୍ପର୍କ ରଖ୍ ଏବେ ଦୁରେଇଗଲେ ମୁଁକରିବି କ’ଣ '? ମୁଁତ ତୁମକୁ ଚାହୁଁ ନ ଥିଲି ତୁମେ କ’ଣ ପାଇଁ ଆସି ମୋତେ ଡୁମ ଦେହର ଲୋଭ ଦେଖେଇଲୀ ଡାକୁ
ଅନେକ ତୁଃଝଇଲା ଚରନଜିତ୍! ମାତ୍ର ହରପ୍ର1ରେ ଗୋଟିଏ କଥା- ଯେମିତି ସମ୍ପର୍କ ଥିଲା’ ସେମିତି
ସମ୍ପର୍କ ରହିବା ନହେଲେ ସେ ବୁଲିବୁଲି ପ୍ରଘଟ କରିବେ ଯେ ଚରନଜିତ୍ ଗୋଟେ ବେଖ୍ୟା! ଆଉ ତା’ ପେଟରେ
ଯୋର ପିଲା ରହିଛି ସେଇଟା ତା ପିଲା! କାରଣ ଏତେଦିନ ଧରି ନିଜ ସ୍ବାମୀର ସନ୍ତାନକୁ ଗର୍ଭରେ ଧାରଣ କରିପାରୁ
ନ ଥିବା ଚରନଜିତ୍ ଏବେ ମା’ ହେଲା
କିପରି?
ଚରନଜିତ୍ ମୁଣ୍ଡରେ ବକ୍ର ପଡ଼ିଲା ଯେମିତି! ଏତିକି ବେଳେ ହରପ୍ର1ତ କହିଲା- ରେନ! ତୁ ଯଦି ଡୋ ନଣନ୍ଦ କମଲ୍ କୁ ମୋ
ସହିତ ସେଟ୍ କରିଦେବୁ ତା’ହେଲେ
ମୁଁ ତତେ ଛାଡ଼ିଦେବି! ମୋର କେହି ନା କେହି ଦରକାରୀ ଚର ନ୍ କହିଲା- କମଲ୍ କୂ ମୁଁ ଏକଥା କହିବାକୁ
ସାହସ କରିବିନି! ହରଗ୍ରୀତ କହିଲା- ତୁ ନ କହ, ମୋତେ ତା’ ନମ୍ବର ଦେ! ମୁଁ ତାକୁ ରାଜି କରେଇଦ୍ଦେବି!
ଚରନଜିତ୍ ବାଣିଥିଲା- ହରପ୍ର1ତ ଝିଅକୁ ପଟେଇବା କାମରେ ମାହିର ! ତେଣୁ ସେ ନିଜକୁ ବଚ୍ଚଞ୍ଚଇବା କୁ ଯାଇ କମଲଜିତ୍ ନମ୍ବର ହରପ୍ର1ତ ଦେଇଦେଲା
ସେଇଦିନ ହରପ୍ର1ତ କଥା ହେଲା କମଲଜି ତ୍ ସହିତ! କମଲଜିତ୍ ର ପାରିବାରିକ
ଜୀବନ ଠିକ୍ ଠାକ୍ ଥିଲା ! ତା’ ସ୍ବାମୀ କୁଲଦୀଫ୍ ଜଣେ ଭଲ ମଣିଷ ଥଲା ତା’ସଶ୍ଵେ
ବି ହରପ୍ରାତ୍ ର କଥା ସବୁ ମିଠା ଲାଗିଲା କମଲଜିତ୍ କୂ! ତାକୁ ଲାଗିଲା, ପୁରୁଷମାନେ ଏମିତି ହେବା
ଆବଶ୍ୟକ! ଦ୍ୱିତୀୟତଃ, ହରପ୍ର1ତ କେତେ ପାରିବାର ପୁରୁଷ ସେ ଚରନଜିତ୍ ଠୁ ଶୁଣିଥିଲା! କୋଉଠି ନା କୋଉଠି ତା’ ମନତଳେ
ଇଚ୍ଛାବି ଥିଲା ଯେ, କେବେନା କେବେ ତାକୁ ହରପ୍ର1ତଠାରୁ ସୁଖ ନେବାର ମୌଜା ମିଳନ୍ତାକି? ସେଇ ମଉଜା ଯେତେବେଳେ ମନ
କୁ ମନ ଆସି ତା’ ପାଖରେ
ପହଞ୍ଚିଲା ନିଜକୁ ଆଉ ରୋକି ପାରିଲାନି କମଲଜିତ୍’ ଯେଉଁ ରାସ୍ତାରେ ସେ
ଚରନଜିତ୍ କୁ ଯିବାଲାଗି
ବାରଣ କରିଥଲା, ପାପ ଟୋଲି ତୁଝେଇଥିଲା’ ନିଜେ ସେହି ରାସ୍ତାକୁ
ବାଛିନେଲା!
ସିଧାସଳଖ ସେ ହରପ୍ରାତ୍ଵକୁ ଜଣେଇଦେଲ! ସେ ରାଜି! ତୁମେ ଆସ- ମୋତେ ସୁଖ
ଦିଅ କମଲଜିତ ର ସ୍ବାମୀ କୁଲଦୀପ ଜଣେ ଭଲମଣିଷ ସତ, ହେଲେ ପ୍ରଚୁର ମଦ୍ୟପାନ କତୁଥିଲା! ଏକଥା ଚ୍ଚାଣିଥିଲା
ହରପ୍ର1ତ୍ ! ଭାବିଲା, ଏଇ ଲିକର ହିଁ ତାକୁ କମଲଜିତ୍ ସହିତ ମିଶେଇବା ଖୁବ୍ ଶୀଘ୍ର କୁଲଦୀପ ସହିତ
ମଦ ବୋତଲ ଶେୟାର କଲା ହରପ୍ର1ତ ! ନୁଆ ନୂଆ ବ୍ରାଣ୍ଡର ମଦ ନେଇ ଘର କୁ ଆସିଲା ! ସେମାନେ ସାଥୀ ହୋଇ
ମଦ୍ୟପାନ କଲେ! ଚ୍ଚାଣିଜାଣି ନିଜେ କମ୍ ପିଉଥିଲା ହରପ୍ର1ତ! କାରଣ ତା‘ର ନଜର
ଥଲା କମଲଜିତ ଦେହ ଉପରେ! ସେଥଲାଗି ସେ ଅଧିକ ପିଆଉଥିଲା କୁଲଦୀଫ୍ କୁ! ପ୍ରଚୁର ପିଇଦେଇ ଶୋଇଯିବା
ପରେ ସେ ଯାଉଥିଲା କମଲ’ଜିତ ପାଖକୁ! କମଲଜିତ୍ ତା’ ଆଗରୁ ପିଲାମାନଳୁ ଖୁଆଇ ନିତେ ଶୋଇ ସାରିଥାଏ ! ବାସ୍,
ସେମାନେ ପରସରକୁ ପରସର ନିକଟରେ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିଦିଅନ୍ତି !
ଏମିତି ଅନେକ ଦିନ ଚାଲିଲା ନିବିଗ୍ନରେ ! ହେଲେ ଦିନେ ସବୁକିଛି ବେଖ୍ ଦେଲା କୁ ଲଦୀପ! ସେଦିନ କ୍ଷେତକୁ ଯାଇଥଲା କୁଲଦୀପ ! କମଲଜିତ
ଭାବିଲା, କାମ ନ ସରିବା ଯାଏ ପେ’ରେନାହିଁ କୁଲଦୀପ! ଏକ ସମୟରେ ସେ ହରପ୍ରାତ୍କୂ ଡାକିବ ନାହିଁ କାହିଁକି?
ଫୋନ୍ କରି ଡକେଇବେଲା ହରପ୍ରୀତ କୁ ! ହେଲେ ଅଚାନକ ଫେରିଆସିଥିଲା କୁଲଦୀପ! କମଲଜିତ ଅନୈତିକ କାର୍ଯ୍ଯରେ
ଲିପ୍ତ ଥବା ଦେଖ୍ କ୍ରୋଧରେ ପାଗଳ ହେଇଗଲା ସେ! ବାଡ଼େଇଲା! ଭୁଲମାଗିଲା କମଲଢିତା କହିଲା- ମୋତେ ଥରୁଟେ
କ୍ଷମା କରିଦିଅ, ୟା’ପରେ ଆଉ ଭୁଲ ହେବନି!
କମଲଜିତ କୁ କ୍ଷମା କରିଦେଲା କୁଲଦୀପ ! ଭାବିଥିଲା’ କମଲଜିତ
ଆଉ ପାଦ ଖସେଇବନି! ମାତ୍ର ନା’ପ୍ରେମର ପଥ ବଡ଼ ଖସଡ଼ା ! ଥରେ ଯିଏ ପାଦ ଖସାଏ ସେ ଥରକୁଥର ପାଦ ଖସେଇବାକୁ
ଭଲପାଏ
କମଲଜିତ୍ ଓ ହରପ୍ର1ତ ପୁନଶ୍ଚ
ସେମାନଙ୍କର ପାପକୁ ଦୋ ହରେଇବାକୁ ଲାଗିଲେ, ମାତ୍ର କଣ୍ଟା ସାଚ୍ଚିଲା କୁଲଦୀପା ସେମାନେ ନିଷ୍ପରି
ନେଲେ ସେମାନଙ୍କ ରାସ୍ତା ରୁ ହଟେଇଦେବେ କଣ୍ଟା! ବାସ୍, ସେମାନେ କୁଲଦୀଫ୍ କୁ ପ୍ରଚୁର ମଦ୍ୟପାନ କରେଇ
ତଶିଚିପି ମାରିଦେଲେ! ଏବେ ଜେଲ୍ ରେ ହରପ୍ରାତ୍ ଓ କମଲ ଚ୍ଚିତ୍! ଦେହ ଭୋ କର ଭୁଲ୍ ପାଇଁ ସେମାନେ
ଆଜି କାରାଗାରରେ!
No comments:
Post a Comment