Wednesday 6 December 2017

ସୈତାନ ନଜ ରରେ



      ଊ ତ୍ତର ପ୍ରବେଶର ବାରାଣସା ସହରର  ଯାଇତାପୁରା ରେ  ଆଜାଦ କ୍ୟୁ ରେସି ନିଜ ପରିବାର ଲୋକଙ୍କ ସହ ରହୁଥିଲେ! ସ୍ତ୍ରୀ  ରାଜିଆ, ଦୁ ଇତ୍ପଅ ଏବଂ ଦ୍ଇଝିଅକୁ  କେଇ ଚାଲିଥିଲା ତାଙ୍କ ସଂସାର ! ଆଜାଦ କ୍ୟୁ ରେସିଙ୍କ ନିଜ ଘର ପାଖରେ ଗୋଟେ ଚିକେନ୍ ଦୋକାନ କରିଥିଲେ! ରାଜିଆ ଘରର କାମ କରିବା ସହିତ କାଗଚ୍ଚ  ଠୁଙ୍ଗା  କରି  ମଧ୍ୟ ବିକୁ ଥିଲା! ର୍ଗାର ଲୋକମାନେ ରାଜିଆ ପାଖରୁ   ଠୁଙ୍ଗା  କିଣି ନେଉଥିଲେ! ରାଜିଆ ଓ ଆଜାଦ ଙ୍କ ପିଲାମାନେ ମଧ୍ୟ  ମାକୁ ଏହି କାମରେ ଭରପୂର ସହଯୋଗ କରୁଥିଲେ! ପିଲାମାନଙ୍କ ମଧ୍ୟରେ ମୁସ୍କାନ ଥିଲା ସ ବୁ ଠ୍ ସାନ! ସେଥିପାଇଁ ତାକୁ ସମସ୍ତେ ଅଧିକା ସ୍ଵେହ କରୁଥିଲେ ! କିନ୍ତୁ- ୧ଠବର୍ଷର ମୁସ୍କାନ ସହିତ ଦିନେ ଏମିତି ଏକ ଅଘଟଣ ଘଟିଗଲା ଯେଉଁ କାରଣରୁ ମ୍ନସ୍କାନର ହସ ସବୁଦିନ ପାଇଁ ଲିଭିଗଲା! କଣ ହୋଇଥିଲା ସେଦିନ? ସଂପୂର୍ଣ୍ଣ ଘଟଣା ବିଷୟରେ କାଣିବାକୁ  ହେଲେ ପ୍ରସଇଂଟିକୁ  ଆହୁରି ଆଗେଇ ନେବାକୁ  ହେବ!
          ସେଦିନ ଥିଲା ୨୦୧୬ ମସିହା, ନଭେମ୍ବର ୨୬ ତାରିଖ! ସମୟ ପ୍ରାୟ ଅପରାହ୍ନ ୨ଟା ୩୦ ମଧ୍ୟରେ ହେବା ମନୋଜ କୁ ମାରଙ୍କ ନଜର ଯେମିତି ଘଣ୍ଟା ଉପରେ ପଡ଼ିଛି ସେ ସଙ୍ଗେ ସଙ୍ଗେ ତରବର ହୋଇ ଉଠି କହିଲେ ଓହୋ କେତେ ଡେରି ହୋଇଗଲାଣି! ଆଉ ମୁଁଏତେବେଳ ଯାଏଁ ଶୋଇ ରହିଛି! ତରବର ହୋଇ ସାର୍ଟଟିଏ ପିନ୍ଧି ବାହାରି ପଡିଲେ ର୍ଗା’ର ମ୍ନଖ୍ୟ ରାସ୍ତା ଆଡକୁ ! ରାସ୍ତାରେ ଠିଆ 6ହାଇ ଗାଡି଼କୁ  ଅପେକ୍ଷା କରି ରହିଥୀନ୍ତି , ଏତିକିବେଳେ ତାଙ୍କ ନଜର ପଡିଲା ରାସ୍ତାକଡର ଥିବା ଗୋଟେ  ବୁ ଦାମୁଳକୁ ! ମନୋଜ  ବୁ ଦାମୁଳକୁ ପହଞ୍ଚି ଯାହା ଦେଖିଲେ ସେଥିରେ ହଠାତ୍ ଭୟଭୀତ ହୋଇପଡିଲେ! ତାଙ୍କ ସ୍ଥାନରେ ଆଉ ଯିଏ ବି ଥାଆନ୍ତା ସେ ମଧ୍ୟ ତାଙ୍କ ଭଳି ଡରିଯାଇଆନ୍ତା!  ବୁ ନ୍ଦାମୁଳେ ଜଣେ ଆଜଣା କିଶୋରୀର ମୁତ ଶରୀର ପଡ଼ି ରହିଥିଲା!
         ମନୋଜ କୁ ମାର କେରାକତ ଥାନାର ଚ କିଦାର ଥିବାରୁ ସଙ୍ଗେ ସଙ୍ଗେ ସେଠାକାର ଥାନା ପ୍ରଭାରୀକୁ  ଘଟଣା ବିଷୟରେ ସୂଚନା ବେଲେ! ଝିଅଟିର ବୟସ ୧0ତୁ ୧୨ ବର୍ଷ ଭିତରେ ହୋଇଥିବ ଚୋଲି ଲାଗୁଥିଲା! ଥାନାପ୍ରଭାରୀ ନରେନ୍ଦ୍ର କୁମାର ପୁଲିସ ଟିମ୍ ସହିତ ଘଟଣାମୁଳରେ ତୁରନ୍ତ ପହଞ୍ଚିଗଲେ! ଦେଖୁ ଦେଖୁ ଘଟଣା ମୁଳରେ ଗଢ଼ି ଲୋକଙ୍କ ଭିଡ଼ ମଧ୍ୟ କମିବାରେ ଲାଗିଥିଲା! ତ୍ପଲିସ ଟିମ୍ ଶବକୁ  ନୀରିକ୍ଷଣ କଲାପରେ ଜାଣିବାକୁ ପାଇଲେ ଯେ ଝିଅଟିର ତଶ୍ଚି କଟା ହୋଇଥିବା କାରଣରୁ ମୁତ୍ୟୁ ହୋଇଛି! ପୁଲିସ ସେହି ସ୍ନାନରେ ଥିବା ଲୋକମାନଙ୍କ ପବରାଉବର! ଆରମ୍ଭ କରିଥିଲା ! କିନ୍ତୁ ସେ ପର୍ଯ୍ଯନ୍ତ ଶବର ଚିହ୍ନଟ ହୋଇପାରିନଥିଲା! ସେଥିପାଇଁ ତ୍ପଲିସ ୩0୨,୨0୧ରେ ମକବମା ଚୁକ୍ କରାଇ ଶବ ବ୍ଯବକ୍ରେବ ପାଇଁ ପଠାଇଡେଲା! ଯଥାଶୀଘ୍ର ଶବ ଚିହ୍ନଟ ପାଇଁ ପରଦିନ ଖବରକାଗଜରେ ପ୍ରକାଶ କରାଗଲା
         ୨୮ ନଭେମ୍ବର ସନ୍ଧ୍ୟା ରେ ବାରାଣସୀର ଜୈତତ୍ପରା ଆନା ଅଞ୍ଚଳରେ ରହୁଥିବା କିଛି ଲୋକ ଶବ ବ୍ଯବଛେବ ରୁମ୍ ରେ ଆସି ପହଞ୍ଚିଥିଲେ! ଶବକୁ ଦେଖିଲା ପରେ ଆଜୀବ ଦ୍ୟରେସି ତାଙ୍କ ଝିଅ ମୁସ୍କାନ ଚୋଲି ପରିଚୟ ଦେଇଥିଲେ! ମୁସ୍କୀନର ନିଖୋଜ ହେବାର ଖବାର  ଜୈତତ୍ପର! ଥାନାରେ ଦିଅଯାଇଥିଲା! ସେଥିପାଇଁ କେରାକତ ଥାନାଧିକାରା ନରେନ୍ଦ୍ର କୁମାର ଏହି କେସ୍ କୃ ଥାନା ଦୈତତ୍ପରାକୁ  ସ୍ଥାନାନ୍ତରିତ କରିଦେଲେ! ଜୈତତ୍ପର! ଥାନାପ୍ରଭାରା ଏହି କେସ୍ ର ତଦନ୍ତ ଆରମ୍ଭ କରି ମ୍ନସ୍କାନର ହତ୍ୟାକାରୀକୁ  ଖେଜି ବାଜୁ ଲାଗିପଡ଼ିଲେ!
ମ୍ନସ୍କାନ ନାବାଳିକା ଥିଲା! ତେଣୁ ପୁଲିସ ପ୍ରଥମେ ଏହି ଘଟଣାକୁ ଅପହରଣ ବୋଲି ଭାବିଥିଲା! ସେଥିପାଇଁ ପୁଲିସ ପ୍ରଥମେ ମ୍ନସ୍କାନର ବାପ! ମାଙ୍କୁ  ପଚରାତ୍ତଚରା କରିଥିଲା! ସେହି ସମୟରେ ମ୍ନସ୍କାନର ମା ପପୁ   ନାମକ ଜଣେ ବ୍ୟକ୍ତି  ର ନାଁ ପୁଲିସ ସମ୍ମୁଖରେ କହିଥିଲା! ପଡ଼ୋଶୀ ଲୋକମାନେ ମଧ୍ୟ ମ୍ନସ୍କାନର ହତ୍ୟା ପାଇଁ ପପୁ  ଉପରେ ସନ୍ଦେହ କରୁଥିଲେ! କାରଣ ପପୁ ଥିଲା ଖୁବ୍ ଅପରାଧୀ ସ୍ୱଭାବର! ଯେଉଁଦିନ ମୁସ୍କାନର ହତ୍ୟା ହୋଇଥିଲା ସେଦିନ ଗାଁର ଲୋକମାନେ ମୁସ୍କାନକୁ ପପୁ  ସହିତ ସ୍କୃଟିରେ ଯାଉଥିବାର ଦେଖିଥିଲେ! ତାହା  ପରଠାରୁ ମ୍ନସ୍କାନ ଆଉ ଘରକୁ  ଫେରିନଥିଲା ପପୁ କୁ  ଧରିବା ପାଇଁ ପୁଲିସ ଟିମ୍ ପପୁର ଘରକୁ  ଯାଇଥିଲେ! କିନ୍ତୁ ପପୁ  ପୂର୍ବରୁ ହିଁ ଫେରାର ହୋଇ ସାରିଥିଲା! କିନ୍ତୁ  ପପ କେତେ ବିନ ଆଉ ଲୁଚି ରହିଥାନ୍ତା! ଶେଷରେ ସେ ତାର ଜଣେ ସମ୍ପର୍ଜାୟ ଘରେ ଧର! ପଡ଼ିଯାଇଥିଲା ସଙ୍ଗେ ସଙ୍ଗେ ପୁଲିସ ଟିମ୍ ପପୁ କୁ ଗିରଫ କରି ଆନାକୁ  ନେଇ ଆସିଥିଲେ! ପ୍ରଥମେ ସେ ଏହି ହତ୍ୟା ବିଷୟରେ କିଛି କାଣି ନାହିଁଟୋଲି ତ୍ପଲିସ ଆଗରେ ମନା କରିଥିଲ୍ୟା କିନ୍ତୁ ପୁଲିସର ମାଡ ପପୁ  ମୁହଁରୁ ସବୁ  ସତ କଥା ବାହାର କରି ଦେଇଥିଲା!

          ୨୯ ନଭେମ୍ବର ସକାଳ ଓଳି ରାଜିଆ ନିଜ ଘର କାମରେ ବ୍ଯସ୍ତ ଥିଲା! ସମୟ ପ୍ରାୟ ସକାଳ ୯ଟା ହେବ! ପପୁ ସେତେବେଳେ ରଜିଆ ଘରକୁ    ଠୁଙ୍ଗା  କିଣିବା ପାଇଁ ଆସିଥିଲା ! ପପୁ ର୍ଗା ଗ!” ତୁଲି ଚଣା, ମଟର ଏବଂ ବାଦାମ ଆଦି ବିକ୍ରି କରୁଥିଲା! ସେଥିପାଇଁ ପପୁ କୁ  ଯେତେବେଳେ ବି   ଠୁଙ୍ଗା  ଦରକାର ପଡିଥାଏ ସେ ରାଜିଆ ପାଖରୁ କିଣିଆଏ! ପପୁ  ରାଜିଆ ଘରର କବାଟ ବଢେଇଥିଲା! ରାଜିଆର ନଣନ୍ଦ ରେଶମ! ଖୋଲିଥିଲା! ରେଶମ! ପପ୍ରକୁ  କବାଟ ପାଖରେ ଦେଖୁ ଦେଖୁ କାଣି ପାରିଥିଲା ଯେ ପପୁ ଠୁଙ୍ଗା ନେବା ପାଇଁ ଆସିଛି! କିନ୍ତୁ ରେଶମ! କହିଥିଲା ଯେ ଏବେ   ଠୁଙ୍ଗା  ତିଆରିହୋଇନି ! କିଛି ସମୟ ପରେ ହୋଇଯିବ! ପପୁ କହିଥିଲା ଠିକ୍ ଅଛି ୨୦ ମିନିଟ୍ ମୁଁ ଅପେକ୍ଷା କରି ନେଉଛି ହୋଇଗଲେ ନେଇଯିବି! ପପୁ ରାଜିଆର ଘର ସାମ୍ନାରେ ଅପେକ୍ଷା କରିଥିଲା! ଏତିକିବେଳେ ରାଜିଆର ୧ଠବର୍ଷର ଝିଅ ମ୍ନସ୍କାନ ଘର ଚାହାରକୁ  ଆସିଥିଲା ଅଳିଆ ପୋପାଡିବା ପାଇଁ ! ପପୁ ର ସୈତାନ ନଜର ପଡିଥିଲା ମ୍ନସ୍କାନ ଉପରେ! ପପୁ ତ ଥିଲା ଅପରାଧୀ ସ୍ୱଭାବର! ସେଥିପାଇଁ ସଂଗେ ସଂଗେ  ମୁଣ୍ଡରେ ଯୋଜନା ପ୍ରସ୍ତୁତ କରି ଦେଇଥିଲା!
           ପପୁ ଅଧିକାଶ ସମୟ ଗାକିଆ ଘରକ୍ ଆସୁଥିବାରୁ ମୁସ୍କାନ ପପୁ କୁ  ଭଲ ଭାବରେ ଚିତ୍ମି ଥିଲ୍ୟା ପପୁ  ମ୍ନସ୍କାନକୁ  ୧0ଟଙ୍କା କେଇ କହିଥିଲା ପାଖ ଢୋକାନରୁ ପାନ ଆଣିବା ପାଇଁ ! ମୁସ୍କାନ ଛୋଟ ପିଲା ଥିଲା ତେଣୁ ସେ ପପୁ ର ମନ୍ଦ ଉଦ୍ଦେଶ୍ୟକୁ ବୁଝି ପାରିନଥିଲା! ସେ ୧୦ଟଙ୍କା  ନେଇ ମ୍ନସ୍କାନ ଢୋକାନକୁ  ପାନ ଆଣିବାକୁ  ଯାଇଥିଲା! କିନ୍ତୁ ତାପଛେ ପଛେ ଯାଇଥିଲା ପପୁ ! ମୁସ୍କାନ ଯେମିତି ଦୋକାନ ପାଖରେ ପହଞ୍ଚିଛି ପପୁ  ତାକୁ  ଚକୋଲେଟ୍ ଦେଇ ଭୂତେଇ ଥିଲା! ମ୍ନସ୍କାନ ବି ଛୋଟ ଥିଲା ତେଣୁ ସେ ପପୁ  କଥାରେ ଇନ୍ଦି ହୋଇ ଯାଇଥିଲା! ପପୁ   ମ୍ନସ୍କାନକୁ ବୁଲେଇ ନେବା ବାହାନାରେ ସ୍କୁଟିରେ ବସାଇ ୪୫ କିଲୋମିଟର ଦୂର କେରାକେତ ନେଇ ଆସିଥିଲା!
           ସେପଟେ ମ୍ନସ୍କାନକୁ   ନପାଇ ଘରଲୋକ ଖୁବ୍ ବ୍ୟସ୍ତ  ହୋଇପଡିଥିଲେ! ଘର ବାହାରୁ ମ୍ନସ୍କାନ କେଉଁ ଆଡେ  ଚାଲିଯାଇଥିଲା ଭାବି  ଘର ଲୋକ ବ୍ଯସ୍ତ ହୋଇପଡିଥିଲେ ! ରାଜିଆ ପଡୋଶୀଙ୍କ ଘରକୁ  ମଧ୍ୟ ଖୋଜି ବା ପାଇଁ ପାଇଥିଲା! ଘର 6ଲାକ ସବୁ  ଆଡେ ମୁସ୍କାନକୁ ଖୋଳିଥିଲେ! କିନ୍ତୁ ସେ କେଉଁଠି ମିଳିନଥିଲା! ଆଜାଦ ଦ୍ୟୁରେସି ମଧ୍ୟ ଝିଅର ନିଖୋଜ ଖବର ପାଇ ଦୋକାନ ବନ୍ଦ କରି ଝିଅକୁ ଖେରିବାରେ ଲାଗିପଡିଥିଲେ!
 ମୁସ୍କାନକୁ  ଅପହରଣ କରି ନେଇଥିବା ପପୁ  ଡରେଇ ଧମକେଇ ତା ସହିତ ବଳାକ୍ରାର କରିଥିଲା! ମୁସ୍କାନ ଖବ୍ ଜୋର ବିକାର କରିଥିଲା କିନ୍ତୁ ଆଖପାଖ ପୃରା ନିଛାଟିଆ ଥିବାରୁ ମ୍ନସ୍କାନର ଡାକ କାହାକୁ  ଶୁଣା ଯାଇନଥିଲା ମ୍ନସ୍କାନର କାନ୍ଦ ବନ୍ଦ ହେଇନଥିଲା ଏବଂ ସେ ଯନ୍ତ୍ରଣାରେ ଖବ୍ ଜୋର ଚିକ୍ରାର କରୁଥିଲା! ପପ ମ୍ନସ୍କାନର ବିକାର ଶ୍ଵଣି ଡରିଯାଇଥିଲା! କାଳେ କିଏ ଆସିଯିବ ଚୋଲି ଭୟରେ ସେ ଆଉ ଡେରି  ନକରି ସବୁଦିନ ପାଇଁ ମ୍ନସ୍କାନକୁ  ରାସ୍ତା ବୁ  ହଟାଇ ବେବ ଚୋଲି ଯୋଜନା କରିଥିଲା! ସେଥିପାଇଁ ତା ପାଖରେ ରଖିଥିବା ବ୍ଲେଡ ରେ  ମୁସ୍କାନର ବେକ କାଟି ଦେଇଥିଲା! ମୁସ୍କାନ ମରିଯିବା ପରେ ରାସ୍ତାକଡ଼ର ଗୋଟେ  ବୁଦା ମୁଳେ ତାର ମୁତ ଶରୀରକୁ  ଫୋପାଡ଼ି ଦେଇ  ପୁଣିଥରେ ଭଲ ଲୋକ ସରି ସ୍କୃଟିରେ ଯାଇତା ପୁରା    ଫେରି ଆସିଥିଲା!
        ଏହାପରେ ପପ ଆଉ ରଜିଆ ଘରକୁ ନ ଯାଇ ନିକ ସମ୍ପର୍ଜାୟ ଘରକୁ ପକାଇଥିଲା! ସେ ଭାବିଥିଲା ଏହି ହତ୍ୟା ବିଷୟରେ କେହି କିଛି ଟେର ପାଇବେ ନାହିଁ! କିଛି ଦିନ ମଧ୍ୟରେ ଏହି ମାମଲା ଥଣ୍ଡା ହୋଇଯିବା ତାପରେ ସେ ମୁଣି ର୍ଗାକୁ  ଫେରି ଆସିବ ! କିନ୍ତୁ ପପୁ ର ସଚୁ ଯୋଜନା ଫସର ଫାଟିଯାଇଥିଲା ଫୁଟିବା ଆଗରୁ ହିଁ ପପୁ ର ସେତାନ ନଜରରେ ପୋଡ଼ି କଳି ପାଉଁଶ ହୋଇଯାଇଥିଲା ମ୍ନସ୍କାନ ନାମକ ଛୋଟ କଢ଼ଟି!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...