Monday 11 December 2017

ଆଇ ଲଭ ୟୁ! ରେ ଷ୍ଟ ଇନ୍ ପିସ୍



ଜଣେ ଖୁସିବାସିଆ ଝିଅ ଥିଲା ତନୁଜା! ସେ ତାରବାପାମଙ୍କ ସହିତ ଗୋଆର ମାଧଗାଁରେ ରହୂଥିଲା! ତନୁଜ! ଦେଖି  ବାକୁ ଥିଲା ଭାରି ସୁନ୍ଦରୀ!ଠିକ୍ ‘ମୈନେ ଯ୍ୟାର କିୟା ଫିଲ୍ମର ନାୟିକା ଭାଗ୍ୟଶ୍ରୀ ଭଳି! ସେଥିଲାଗି ତାକୁ ସମସ୍ତେ ଭାଗ୍ୟଶ୍ର! ବୋଲି ତାକୁଥିଲେ! ଆଉ ତାହାକୁ ନେଇ ବି ସେ ବେଶ୍ ଖୁସି ଥିଲା ! ଯାହାକୁ ବେଖୁଥିଲା ହସି ଦେଉ ଥିଲା ! ଆଉ ତାର ମିଠାକଆରେ ନିଜ ର କରି ନଉଥିଲା ତନୁଜ! ସବୁବେଳେ ପଢିଟିଉ ଥିଁକିଙ୍ଗ ରେ ବିଶ୍ବାସ କଚୂଥିଲା! ତାର ପୁନର୍ଜନଃର ବିଶ୍ବାସ ନ ଥିଲା! ତା ପାଇଁ ଦର୍ଶନ ଥିଲା- ତୁମକୁ ଗୋଟିଏ ଜନ୍ମ ମିଳିଛି! ବାସ୍, ସେଇ କନ୍ମଟିକୁ ତୁମେ  ହସଖୁସିରେ ବିତେରବିଅ ଏତେ ଦୁଃଖ, କଳି ତକରାଳ କଣ ପାଇଁ? ଏହି କାରଣ ୟୋଗୁ ତନୁଜାକୁ ମଧ୍ୟ  ସମସ୍ତେ ଭଲପାଉଥିଲେ! ସମ6ସ୍ତ ଆଦର କଚୁଥିଲେ

        ତନୁକାକୁ ଯେତେବେଳେ ପଚିଶ ବର୍ଷ ସେତେବେଳେ ତା ଜୀବନକୁ ଆସିଲା ଆତିସ୍! ବାସ୍ତବିକ ଆତିସ୍ ଓ ତନୁଜାର ସାକ୍ଷାତ୍ ହିନ୍ଦି ଫିଲ୍ମର ଏକ ରୋମାଶ୍ଚିକ୍ ସିକେନ୍ସ ଠାରୁ କିଛି କମ୍ ନ ଥିଲା!ସତେଇଶ ବର୍ଷ ବୟସ. ଆତିସ୍ ଓରଫ ଆତିସ୍ ଉଲ୍ଲାସ ଥିଲା ସେର ଗୋଆର କଣେ ଯୁବକ! ସେ ମ୍ୟାତ୍ରିକ୍ ପାସ୍ ମଧ୍ୟ  କରି ନ ଥିଲା! ପ୍ରଥମେ ଜଣେ ନ୍ୟାଟର୍ର ଭାବରେ କାମ କରୁଥିଲା ! କାମ ଶିଖ୍ଗଲୀ ପରେ ସେ ନିଜର ଏକ କ୍ୟା ଟେରିଂ ଏଜେନସି ଆରମ୍ଭ କରିଦେଲା

      ଆଗକୁ ଥାଏ ଦଶହରା ! ଗୋଆରେ ହୋଲି, ଦଶହରା, କ୍ରୀସମାସ ଆଦି ପର୍ବ ସବୁକୁ ଖୁବ୍ ଧୁମଧାମରେ ପାଳନ କରାଯାଇଥାଏ ! ପ୍ରତ୍ୟେକେ ନିଜ ପାଇଁ ନୁଆଲୁଗା କିଣିଥାନ୍ତି ! ଦଶହରା ଆଉ ଚାରିଦିନ ବାକି ଥାଏ ! ଆତିସ୍ ନିଜ ପାଇଁ କିଛି ଶାର୍ଟଯ୍ୟାଣ୍ଟ କିଣିବାକୁ ଏକ ବଡ଼ ଲୁଗା ଦୋକାନକୁ ଯାଇଥାଏ!ଦୋକାନରେ ଅନେକ ଭିଡ଼ ଲାଗିଥାଏ ! ଉଭୟ ପୁରୁଷ ଓ ମହିଳ! ସେଠାରେ ଭିଡ଼ ଜମେଇଥାନ୍ତି ! ସେଇଠି ଆତିସ୍ ପ୍ରଥମେ ତନୁଜାକୁ ବେଖି  ଲା ! ଡାକୁ ଲାଗିଲା, ଏଠି ଯେତେ ସ୍ତ୍ରୀ ଲୋକ ଓ ଯୁବତୀ ଅଛନ୍ତି ସମପ୍ରେ ଯଦି ତାରା ହୂଅନ୍ତି  ତାହେଲେ ତନୁଜ! ହିଁ ଦ୍ଦେଉଛି ଜହ୍ନ!ସେ ଠିକ୍ ଜହ୍ନ ଭଳି ଝଟକୁ ଥିଲା ! ପରେପରେ ଆତିସ୍ ତାର ମୁହଁ ଫେରେଇ ଆଣିଲା ! ଭାବିଲା, ଗୋଆ ତ ସୌନ୍ଦର୍ଯ୍ୟର ସହର ! ଏଠି ସୁନ୍ଦରୀମାନକୁ ଦେଖି  ନିଜ ସମୟ ଅପଚୟ କରିବା ବୃଥା! ସେ ନିଜ କାମରେ ମନଦେଲା ! ଦୋକାନୀକୁ ନିକ ସାଇକ୍ ର ଦୁଇଟି ଜିନ୍ସ ଦେଖେଇବାକୁକହିଲା ! ଦୋକାନୀ ଭିନ୍ନଭିନ୍ନ କଲର୍ର ଏକାଧ୍ କ ଢିନ୍ସ ଆଣି ଖେଜେଏ ଦେଲା ! ଆତିସ୍ ସାମ୍ବାରେ! ଆତିସ୍ ର କାମ ସେଥ୍ ମଧ୍ୟ ରୁ ଦୁଇଟା ଚୁକ୍ କରିବା! ସେ ସେଇ କାମ କରୁଥିଲା! ଏତିକିବେଳେ ତାକୁ କେହିଜଣେ କହିଲା:  ଏସକ୍ୟୁଜ଼   ମି!

ଆବିସ୍ ଏକ ସୁନ୍ଦର ନାରୀକଣ୍ଠ ଶୁଣି ବୁଲି ଦେଖି  ଲା ତ ତାର ଖୁବ୍ ପାଖରେ ଠିଆ ହୋଇଛି ତନୁତା! ସେ ଦୁରରୁ ସିନା ତନୁଚ୍ଚାକୁ ଦ୍ଦେଖି  ଥିଲା ; ହେଲେ ଏତେ ପାଖରୁ ଦେଖି  ନ ଥିଲା! ତେଣୁ ସେ ଆଖି  ଫେରେଇ ପାରିଲାନି! ତନୁଜ! ଖାଲି ସୁନ୍ଦରୀ ନ ଥିଲା!ଥିଲା ସୂନ୍ଦର1ଙ୍କର ସୂନ୍ଦର1!ଏଥର ତନୁଜ! ମୁହଁ ଖୋଲିଲା! କହିଲା: ଆକ୍ଚୂଆଲୀ ମୋର ଗୋଟେ ଦ୍ଦେଲ୍ମ ଦରକାର! ଆପଣ ଟିକେ ହେଲ୍ମ କରିବେ? ମୁଣ୍ଡ ଟୁଚ୍ଚାରିଲା ଆତିସ୍! ତନୁତା କହିଲା: ମୋତେ ଚାରିଟା ତ୍ରେସ୍ ଭଲଲାଗିଛି! ମୋର କିନ୍ତୁ ଦୁଇଟା ଦରକାର! ମୁଁ ବୁଝିପାରୁନି କୋଉ ଦୁଇଟ! ନେବି! ଆପଣ ଟିକେ ମେ! ପାଇଁ ତ୍ରେସ୍ ଚୁକ୍ କରିଦେବେ!
ଚମକି ପଡ଼ିଲା ଆବିସ୍! କହିଲା: ମ୍ୟାଡାମ୍,ଚେଁଗିଙ୍ଗ ରୁମ  କୁ ଯାଇ ତ୍ରେସ୍ ପିନ୍ଧନ୍ତୁ! ଯୋଉଟା ବେଶି ଭଲ ଲାଗିବ ସେଇଟାକୁ ନେବେ ! ତନୁଜ! କହିଲା: ମୁଁ ସେମିତି କରିସାରିଲିଣି! ହେଲେ ମୋତେ ସବୁ ଭଲ ଲାଗୁଛି! ଆତିସ୍ କହିଲା: ଗୋଟେ କାମ କରନ୍ତୁ! ବିକୁଥିବା  ମ୍ୟାଢାମ୍ ଙ୍ଗୁ ପଚାରନ୍ତୁ! ସେ କହିଦେବେ!
ତନୁଜା କହିଲା- ଆପଣ ଜଣେ ବୁକୁ! ଆଗେ ସେ ବିକୁଛନ୍ତି  ପର! ! ସେ କେମିତି ବାଛିବେ ! ତାଛଡ଼ା ମେ! ପାଇଁ ଟ୍ରେସ୍ ବାଛିନ୍ଦେବାରେ ଆପଣଙ୍କର ଅସୁବିଧା କଣ ଯେ ? ଆତିସ୍ ଏଥର ମୁଣ୍ଡ କୁଣ୍ଡେଇ କହିଲା: ସତକଥା ହେଉଛି ମୋର ନା ପ୍ରେମିକା ଅଛଚ୍ଚି ନା ମୁଁ ବାହା ହେଇଛି! ଏମିତିକି ମୋର ଭଉଣୀ ବି ନାହାନ୍ତି ତେଣୁ ଲେତିକ୍ ତ୍ରେସ୍ ଚୁକ୍ କରିବାରେ ମୁଁପୂରା ଜିରୋ ତନୁଳ! ଆଖୀ  ନବେଇ କହିଲା: ଓ8 ମିଷ୍ଟର! ଜାଣନ୍ତି  ବେଳେବେଳେ ଜିରୋମାନେ ବି ହିଗୋଙ୍କ ଠୁ ବେଶି ଭଲ କରନ୍ତି !

ଶେଷରେ ତନୁଜା ଜିଦ୍ ରେ ହାର ମାନୋ ଆତିସ୍!ଆଉ ତା ପାଇଁ ଦୁଇଟା ତ୍ରେସ୍ ଚୂଜ଼  କରିଦେଲା ! ଆତିସ୍ ଚୁକ୍ କରିଥିବା  ତ୍ରେସ୍ ଦୂଇଟାକୁ ଦେଖି  ଖୁସିରେ କୁରୁଳି ଉଠିଲା ତନୁଜ! ! କହିଲା, ମାଇଁ ଗଡା଼ ମୁଁବିଏଇ ଦୁଇଟା ଚୁକ୍ କରିଥିଲି ! ଏଇ ଦୁଇଟା ମୁଁଦୀପାବଲି ରେ  ପିଛିବି ଆଉ ଦେଖି  ବି  ତୁମର ମଙ୍ଗଳ ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା ମଧ୍ୟ  କରିବି! ଆତିସ୍ କହିଲା: ଦୀପାବଳିରେ ଖାଲି ଠାଜୁରକୁ ଡାକିବେ ହେରେ ମୋତେ ଦୀପାବଳିମିଠା ଖାଇବାକୁ ହେବେନି! ତନୁଜ! କହିଲୀ- ସିଓରୀ ହେଲେ ସେଥ୍ପାଇଁ ଦୀପାବଳିରେ ଆପଣକୁ ଆମଘରକୁ ଆସିବା ପାଇଁ ପଡ଼ିବ ! ଆତିସ୍ କହିଲା: ମୁଁରାଜି! ତନୁଜ! କହିଲା: ଆସିବେ ନା ସେମିତି କହି ଦଉଛନ୍ତି  ଆତିସ୍ କହିଲା: ତୁମ ସେଲ୍ ନମ୍ବର ଦିଅ ଅତିସ ! କହିଲା: ଘରକୁଆସିବ! ପାଇଁ ’ଆତ୍ରେସ୍ ଦରକାର ହୁଏ ମିଷ୍ଟର; ସେଲ୍ ନମ୍ବର ନୁହେଁ! ହସିବେଲା ଆତିସ୍!କହିଲା ଦୀପାବଳି ଆହୁରି କିଛିଦିନ ବାକି ଅଛି! ଏବେଠୁ ଆତ୍ରେସ୍ ନେଲେ ଭୁଲିଯିବିନି ! ତେଣୁ ସେଲ୍ ନମ୍ବର ଥିଲେ ଦୀପାବଳି ଦିନ ଆତ୍ରେସ୍ ପଚାରିନେବି!
ଆତିସ୍ ର କଥ! ଶୁଣି ଖି  ଲିଖି  ଲି ହେଇ ହସିଉଠିଲା ତନୁଜା! କହିଲା: ଲଜିକ୍ ରେ ଆପଣକୁ ପାରିହବନି!ନମ୍ବର ଟିପନ୍ତୁ ! ଆଉ ଗୋଟେ ବି ମିସ୍ଡ କଲ କରନ୍ତୁ! ହଁ ଆସିବେ ଯେମିତି ! ଉଭୟେ ଉଭୟଙ୍କ ନମ୍ବର ସେଭି  କଲେ! ଦୀପାବଳି ଆସିଲା! ସତ କହିବାକୁ ଗଲେ ଆତିସ୍ ଦୀପାବଳି ଆସିବାକୁହିଁଦିନ ଗଣୁଥିଲା ! ତାକୁଚାରିଆଡ଼େ ଦିଶୁଥିଲା ତା ଭାଗ୍ୟଶ୍ରୀର ମୁହଁ ! ସେ ଭାଚୂଥିଲା କେତେ ଭାଗ୍ୟବାନ ହେରଥିବା ସେହି ଲୋକ ଯିଏ ଏଇ ଭାଗ୍ୟଶ୍ରୀର ପ୍ରେମିକ ହେବ! ଭାଗ୍ୟଶ୍ରୀକୁ ସ୍ତ୍ରୀ  ରୂପରେ ପାଇବ! ନିର୍ଷାରିତ ଦିନରେ ଭାଗ୍ୟଶ୍ର! - ୟାନୀ - ତନୁଜ! ଘରେ ପହଞ୍ଜଗଲାଆତିସ୍! କବାଟ ଖୋଲିଲ! ତନୁଜ! ! ଆଖି  ତରାଟିଗଲା ଆତିସ୍ ର ! ତନୁଚ୍ଚା ସେହି ତ୍ରେସ୍ ପିଢିଥିଲା ଯୋଉ ତ୍ରେସ୍ ଚଳ  କରିଥିଲା ଆତିସ୍! ପଚାରିଲା: ଏଥର କୁହ ତୁମ ପସନ୍ଦ ର   ତ୍ରେସ୍ ରେ କେମିତି ଦିଶୁଛି ମୁଁ! ଶିହରଣରେ ସତେ ଅବ! ଛାତି ଫାଟି ଯାଉଥିଲା ଆତିସ୍ ର! ତାର ଇଚ୍ଛ! ହେଉଥିଲା ତନୁଜାକୁ ଛାତିରେ ଭିଡି଼ଧରନ୍ତା ! ଚା ଓଠରେ ଓଠ ରଖି  କହିଦିଅନ୍ତା - ସେ ତାକୁ ଚାହେଁ! ତାକୁ ବାହାହେବାକୁ ଚାହେଁ
     ନିଜକୁ କଦ୍ରୋଲ୍ କଲା ଆତିସ୍! ଦୀପାବଳି ପର୍ବ ସରିଲା ! ପରସର ନମ୍ବର ଥିଲା ପରସର ନିକଟରେ ଆରମ୍ଭ ହେଲା ସମ୍ପର୍କ! ପ୍ରଥମେ ନିଜ ଆଡ଼ୁ ଫୋନ୍ କରୁଥିଲା ଆବିସ୍! ପରେ ତନୁଜ! ମଧ୍ୟ  ତା ଆଡ଼ୁ କଥା ହେଲା! ସମ୍ପର୍କ ବଢ଼ିଲା! ବେଶି ଦିନ ଆଉ ନିଜକୁ ରୋକି ପାରିଲାନି ଆତିସ୍! ତାର ଭୟଥିଲା କାଳେ ସେ କହିବା ଆଗରୁ ଆଉ କିଏ ତନୁଜାକୁ ପ୍ରେମ କରୁଛି ଟୋଲି କହିଦବ! ତନୁବାର ମନକୁ କିଣିନବ! ସେଥିଲାଗି ଦିନେ ସେ ପ୍ରପୋଦ୍ କଲା! ଆଉ ତାକୁ ବିସ୍ମିତ  କରିଦେଇ ତନୁଜ! ବି ଆସେପ୍ତ କରିନେଲା ତା ପ୍ରପୋଜାଲ୍ କୁ ! ତନୁଜ! ଆଉ ଆତିସ୍ ମଧ୍ୟ ରେ ଆକାଶ ପାତାଳର ଫରକ ଥିଲା! ତନୁତା ଥିଲା ଉଚ୍ଚ ଶିକ୍ଷିତା! ଆତିସ୍ ଥିଲା ଅଣ୍ଡରମ୍ୟାତ୍ରିକ୍! ତନୁଜ! ଦ୍ଦେଖି  ବାକୁଥିଲା ସୁନ୍ଦର! ! ଆବିସ୍ ଏତେ ଭଲ ନ ଥିଲା  ଦ୍ଦେଖି  ବାକୁ! ତଥାପି ପ୍ରେମ ଅନ୍ଧ କରିଦେଇଥିଲା ତନୁଜାଳୁ! ସେ ଆତିସ୍ ପ୍ରେମରେ ପଡ଼ିଗଲା!

ପ୍ରକାଶ କରିବା ପର୍ଯ୍ଯନ୍ତ ପ୍ରେମ ଆୟତ୍ତରେ ଥାଏ,ଥରେ ପ୍ରକଟିତ ହୋଇଗଲେ ତାହ! ଆଉ ବନ୍ଧବାଡ଼ ମାନେନା ! ଆତିସ୍ ଓ ତନୁଜାଙ୍କ ପ୍ରେମ ଠିକ୍ ସେଇମିତି ଥିଲା ! ପ୍ରେମିକ ପ୍ରେମିକା ହୋଇ ସେମାନେ ବେଶିଦିନ ରହିବାକୁ ଚାହିଁଲେ ନାହିଁ! ଉଭୟଙ୍କ ପାଇଁ ଉଭୟଙ୍କସାନିଧ୍ୟ  ଥିଲା ଏକାନ୍ତ ଆବଶ୍ୟକ! କେହି ଯେମିତି ଦୂରତ୍ୱକୁ ବରବାସ୍ତ କରିବା ଅବସ୍ଥାରେ ନ ଥିଲେ! ସେମାନେ ନିଷ୍ପରି ନେଲେ ବାହାହେବୋ ସବୁଦିନ ଲାଗି ଏକ ହେଇଯିବେ

ତନୁଜାଳୁ ବୋହୁ କରିକବୋରେ ଆତିସ୍ ଘରେ କୌଣସି ଆପରି ନ ଥିଲା ! ମାତ୍ର ତନୁଜ! ଘରେ ବିଦ୍ରୋହ
ସୃଷ୍ଟି ହେଲା ! ସମସ୍ତେ କହିଲେ, ତନୁଜ! ଗୋଟେ ଭୁଲନିଷ୍ପଭି ନେ ଉଛି! ସେ ଚାହିଁଲେ ଅନେକ ଭଲ ନ୍ୟାଷିଶେଟ୍ ତାକୁ ବାହାହେବାକୁ ଧାଡ଼ି ଲରେଇବେ! ଅଥଚ ସେ ଆତିସ୍ ସହିତ ଘର କରିବାକୁଯାଭଛି! ଆତିସ୍ ର କଣ ଅଛି? ନା ଚୁପ, ନା ଧନ, ନା କୋଠାବାଡ଼ି? ହେଲେ ତନୁଚ୍ଚାକୁ କାହାରି କଥ! ଶୁଣାଗଲା ନାହିଁ! ସେ ଆତିସ୍ କୁ ହିଁ ବାହାହେଲା! ବାହାଘର ପରେ ତ!’ ପାଠପଢାରେପ୍ ରତିବନ୍ଧକ ସାଜିଲାନାହିଁ ଆତିସ୍! ସେମାନେ କଲେଦ୍ ପାଖରେ ଗୋଟିଏ ଘରଭଡ଼ା ଦେଇ କହିଲେ ! ଦାମ୍ପତ୍ଯ ନିର୍ବାହ କଲେ ! ତନୁଚ୍ଚାର ବି ପାଠପଢା ଚାଲିଲା
         କୁହାଯାଏ, ନୃଅ! ବେଳେ ସବୁ  ସୁନ୍ଦର ଲାଗେ!ତନୁଜ! ଓ ଆତିସ୍ ଙ୍କ ପ୍ରେମ ପୁରୁଣା ହେଲା! ଆଗରୁ ତନୁଜାର ଯାହାସବୁ ଆତିସ୍ ଳୁ ରଲଲାଗୁଥିଲା ତାହ! ବେକକୁ ବେନ ଖରାପ ଲାରିଲା! ତନୁଜାର ଅନେକସାଙ୍ଗ ଥିଲେ! ବିଶେଷକରି ପୁଅସାଙ୍ଗା ଏହାକୁ ନେଇଆପରି କଲା ଆତିସ୍! ତାର ସନ୍ଦେହ ହେଲା- ତନୁଜ! ସୁନ୍ଦରୀ ସତ ! ହେଲେ କ୍ୟା ରେକ୍ଟରଲେସ୍! ଏତେ ଭଲପୁଅସାଙ୍ଗ ଥାଉଥାଉ ସେ ତାକୁ ବାହାହେଲା କାହିଁକି? ହୁଏତ ତାର କିଛି କୋଷ ଥିଲା ? କଳିଗୋଳ ହେଲା ସନ୍ଦେହର ଜର୍ମ ଆତିସ୍ ଭିତରୁ ପ୍ରେମର ବଢ଼େଇକୁ ମାରିଦ୍ଦେଇଥିଲା ! ସେ କହିଲା- ତନୁତା, ତେର ହେଲା ଡୁମର ପାଠପଢ଼ା ! ଏବେ ମେ! ପିଲା ଚ୍ଚନ୍ମକର ! ଘରେ ଚୂହ! ତନୁଜ! କହିଲା- ମୋର ଏଇଟା ଫାଇନାଲ ଇୟର! ଆରବର୍ଷକୁ ମୁଁ ମା ହେବି! ହେଲେ ମାନିଲା ନାହିଁ ଆତିସ୍! ତାର ବହିପତ୍ର ଫିଙ୍ଗି ଦଲା! ତନୁଜା ପ୍ରତିବାଦ କଲା ତ ଗୋଟେ ତକିଆରେ ତା ମୁହଁକୁଚାପି ଧରିଲା ! ଛଟପଟ ହେଇ ମରିଗଲା ତନୁଜ!ପୋଲିସ୍ ଉଦ୍ଧାର କଲା ତନୁଚ୍ଚାର ଶବ! ଫେରାର ହୋଇଯାଇଥିଲା ଆତିସ୍! ତକିଆରେ ଏକ ସ୍କେଚ ପେନ୍ ରେ ଲେଖି  ଦେଇଥିଲା- ଆଇ ଲଭ ୟୁ! ରେ ଷ୍ଟ ଇନ୍ ପିସ୍! ଅବଶ୍ୟ ସେହି ଦିନ ହିଁ ପୋଲିସ୍ ଆତିସ୍ କୃ ଗିରଫ କରି କୋର୍ଟ ଚାଲାଣ କରିଦେଲା

 WHY LOVE STORY TURNED INTO THE HATE STORY?

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...