Monday 1 January 2018

ଅସ1ମାର ବାହାଘର

ଅସ1ମା ବାହା ହେଇ ନ  ଥିଲା ’ ମାତ୍ର ଚଉଠିରାତି ପାଳିବାକୁ ଯାଉ ଥିଲା ! ତା’ ପାଇଁ ଫୁଲଘର ସଜା ହେଇ ଥିଲା ! ବାସର ଶେଯ ପରାଯାଇ ଥିଲା !ଘର ସା ରା ମହକୁ ଥିଲା  ରକନୀଗନ୍ଧାର ମହକ! ସେ ମୁଣ୍ଡରେ ହାତେ ଲମ୍ବର ଏକ ଓଢଣା ଟାଣି ଅପେକ୍ଷା କରି ଥିଲା  ତା’ର ହୃଦୟର ପୁରୁଷ ଦେବ(ବେବାଶିଷ)କୁ , ଦେବ ତା’ର ସ୍ବାମୀ ନ ଥିଲା  କିମ୍ବା ସେ ଦୁଇ ଜଣ  ବେଦିରେ ବସି ପରସ୍ପର କୁ ବିବାହ  କରି ନ ଥିଲେ  ! ଦେବ  ଥିଲା  ଅସାମାର ପ୍ରେମିକା
ବାସ୍ତବିକ ଦେବ ଓ ଅସୀମା ପରସରକୁ ଭଲପାଉଥିଲେ ! ମୁଶିଦାବାଦ ଜିଲା ମଥୁରାନଗର ଅସୀମାର ମାମୁଘର ଗାଁ! ସେହି ଗାଁରେ ଦେବର ଘର! ସେମାନେ ଗୋତିଏ କଲେଜରେ ପଢୁ ଥିଲେ !ଦୁଃହଁ ଥିଲେ  ବ୍ୟା ଟ୍ ମେ ଟ୍ ! ସେମନଙ୍କ  ମଧ୍ୟ ରେ ଘନିଷ୍ଠ ବନ୍ଧୁତା  ଥିଲା ! ସେ ଥିଲା ଗି ସେମାନେ ଅନେକ ସମୟରେ ଏକାଠି ବୁଲୁ ଥିଲେ ! ଘଣ୍ଟାଘଣ୍ଟା ଚି ଟ  ଚା ଟିଂକରୁଥିଲେ! ଏହିସବୁ କରିବା ମଧ୍ୟ ରେ କେତେବେଳେପେ ସେମାନେ ପରସରକୁ  ଭଲପାଇ ବସିଥିଲେ ’ସେକଥା ଖୋଦ୍ ସେମାନକୁ ବି ଜଣା ନ  ଥିଲା  ! ଆଉ ଜାଣିବା ପରେ ବି ସେମାନେ ତାହୀକୁ ନିଜ ନିଜ  ହୃଦୟସିନ୍ଦୁକ ଭିତରେ ସାଇତି ରଖ୍ ବା କୁ ରଚିତ ମଣିଲେ!କାରଣ ସେମାନେ ଚ୍ଚାଣିଥିଲେ ’ ପ୍ରେମ ଆଉ ପାଠକୁ ଏକାଠି କରିଦେଲେ ଭବିଷ୍ୟତ ଅନ୍ଧାର ହିଁ ଅନ୍ଧାର! ଅତଏବ ଆଗେ ପାଠପଢ଼ା ସ ରୁ କିମ୍ବା ଶେଷ ପର୍ଯ୍ଯୟୋକୁ ଆସୁ!

ଇତିମଧ୍ୟ ରେ ସେମାନଙ୍କର ଫାଇନାଲ ଇୟର ଆସିଗଲା ! ପୁଣି ହୃଦୟ ଭିତରେ ବନ୍ଧା ହେଇ ରହିଥିବା  ପ୍ରେମଟା ବି ବେଳେବେଳେ ଭାରି ଦୁଷ୍ଟାମୀ ବାହାର କରୁ ଥିଲା ! ଦି ନେ ସେମାନେ ଗୋଟେ ପାର୍କରେ ବସିଥିଲେ ! ଅସୀମା ପଚାରିଲା: ଦେବ! ଏକ୍ଜାମ୍ ତ ସରିବା ତାପରେ ତୁ ଇ’ଣ କରିଚୁ? ଏମ୍’ଏ. କରିବୁ  ନା ଚାକିରି  ପାଇଁ ଲାଗିବୁ ? ଦେବାଶିଷ କହିଲା: ସତକହିବାକୁଗଲେ ମୋର ଆଉ ବେଶି ପଢ଼ିବାକୁ ଇଚ୍ଛ! ନାହିଁ ! ତେଣୁ ଭାଟୁଛି ଚାକିରି ପାଇଁ ଲାଗିବି’ ନହେଲେ ନିଜର କିଛି  ଗୋଟେ ବିକ୍ନେସ୍ ଆରମ୍ଭ କରିବି!ଅସୀମା ପଚାରିଲା : ତା’ପରେ ? ଦେବାଶିଷ କହିଲା:ତାପରେ ଆଉ କ’ଣ ? ଚାକିରି ହେଉ କି ବିଜନେସ୍,କୋଉଠି ଗୋଟେ ସେଟ୍ ହେଇଗଲେ ମ୍ୟାରେଦ୍! ତୁ ତ ଜାଣୁ, ଜୀବନକୁ ସ୍ଥାୟୀ ଆର ଗତିଶୀଳ କରିବା ପାଇଁ ବାହାଘର ଟା   ନିହାତି ଜ ରୁରୀ

       ବାହାଘର କଥା ଶୁଣି ଅସାମାର ଛାତିଥରିରଠିଲା! ସେ ଲମ୍ବା ନିଃଶ୍ବାସ କେଇ ଟା ଛାଡ଼ି ପଚାରିଲା: ତୁ  କ’ଣ ତୋ ପାଇଁ ଝିଅ ସିଲେକ୍ ଟକରିଚୁ? ମାନେ ମୋ ରହିବା କଥା’ କାହାରିକୁକ’ଣ ଭଲପାଇଚୁ ? ଦେବାଶିଷ କହିଲା: ଆକ୍ଚୁଆଲି’ ମୁଁ ଗୋଟେ ଝିଅ ମୋ ପାଇଁ ପସନ୍ଦ କରିଛି! ତାକୁଭଲ ବି ପାଇଛି ! ହେଲେ ତାକୁଏଯାଏ କହିନି ଯେ ମୁଁତାକୁ ଭଲ ପାଉଛି! ଅସୀମା ତତ୍ଷଣାତ୍ କହିଭଠିଲୀ: ଆରେ ତୁ ନ କହିଲେ ସେ ଝିଅ କେମିତି ଜାଣିବ ଯେ ତୁ ତାକୁ ଭଲ ପାଉତୁ ! ତା’ଛଡା  ସେ ଯବି ତତେ ଭଲପାଭଥାଏତା’ହେଲେ ସେ କେମିତି ତତେ ତା’ର ରେସପନ୍ସ ଚ୍ଚଣେଇବ? ଦେବାଶିଷ ପଚାରିଲା: ତା’ହେଲେ ମୁଁସେ ଝିଅକୁ କହିଦବା ଉଚିତ ନା ? ଅସୀମା କହିଲା:ନିଶ୍ଚୟ! ଦେବାଶିଷ କହିଲା: ଅସୀମା, ମୁଁ ତତେ ଭଲପାଏ! ମୁଁଭଲପାଭଥିବା ଝିଅଟା ହେଉଛୁ ଟୁ! ଅସୀମା କିଛି ସମୟ ନିଷ୍ପଲକ ହେଇ ଦେବାଶିଷକୁ ଅନେଇ ରହିଲା! ଫିସ୍ ଫିସ୍ ହେଇ କହିଲା: ଦେବ! ତୁ ଯାହା କହିଲୁ ଆଉ ଥରେ କହ ତ! ଦେବାଶିଷ କହିଲା:ମୁଁତତେ ଭଲପାଏ! ଆଇ ଲକ୍ ୟୁ! ଅସୀମା ନିଜକୁଆଉ ନିୟନ୍ତ୍ରଣ କରିପାରିଲା ନାହିଁ ! ବେବାଶିଷକୁନିଜର  ସମସ୍ତ ଶକ୍ତି  ଲଗେଇ ଜୀବୁ ଡି଼ଧରିଲା! ପୁଣି ତା’ ମୁଣ୍ଡକୁ ଆଣି ନିଜର ଛାତି ଉପରେ ଚାପିଧରିଲା ! ଗୁଣୁଗୁଣୁଦ୍ଦେଇକହିଲା: ମୁଁବି ତତେ ବହୁତ ଭଲପାଏ ! ମୁଁକେବଳ ତୋରି ସ୍ତ୍ରୀ  ହେବ! ପାଇଁ ଦିନ ଗଣୁଛି!

                    ଦୁହେଁ ଦୁହିଙ୍କ ନିକଟରେ ମନକଥା ଖୋଲିଦ୍ଦେଇମୁକୁଳା ହେଇଗଲେ! ପରସର ପାଲଟିଗଲେ ସ୍ବପ୍ନ  ର ରନାୟକ ନାୟିକା ! କଲେଜ ପଢ଼ା ସରିଗଲା ! ଘରେ ରହିଲାଅସୀମା ! ଦେବାଶିଷ ଚାକିରି ଏବଂ ବିଜନେସ ସନ୍ଧାନରେ ଲାଗିପଡ଼ିଲା ! ଅସୀମାର ପଢ଼ା ସରିଯିବା ପରେ ତା’ ପାଇଁ କରପାତ୍ର ଖୋଜିବାରେ ଲାଗିପଡ଼ିଲେ ତା’ର ପରିବାରଲୋକ! ଆଉ ଖୁବ୍ ଶୀଘ୍ର ତା’ର ବାହାଘର ଗୋପାଳ
ବିଶ୍ବାସ ନାମକ ଜଣେ ଯୁବକ ସହିତ ସ୍ଥିର ହେଇଗଲା! ଅସୀମା ଚେଷ୍ଟାକରି ବି ଘରେ କ ହିପାରିଲା ନାହିଁ ଯେ ସେ ଦେବାଶିଷକୁ ଭଲପାଏ! କାରଣ ଦେବାଶିଷ ସେତେବେଲ  ଯାଏ ବେକାର ହେଇ ବୁଲୁ ଥିଲା  ! ତା’ରକିଛିବି ରୋଜଗାର ନ ଥିଲା  ! ଅପରପକ୍ଷରେ, ଗୋପାଳ ବିଶ୍ବାସ ଓମାନ୍ ରେ ଚାକିରି କରି ‘ଡଲାର’ ରୋଜଗାର କଚୂ ଥିଲା ! ତେଣୁ ସେ ଜାଣି ଥିଲା  ଜଣେ ବେକାର ଯୁବକଜୁବାହା ହେବା ଲାଗି ଜଣେ ‘ଡଲାର’ ରୋଜଗାର  କରୁଥିବା  ଜଣେ ଯୁବକ ସହ ବାହାଘର ଭାଙ୍ଗି ଦେ ବାଜୁକୌଣସି ବାପାମା’ ଚାହିଁବେ ନାହିଁ ! ସେ ଥିଲା ଗିସେ ବାଧ୍ୟ  ହେଇ ଚୁପ ରହିଲା! ଅଗତ୍ୟା ଗୋପାଳ ବିଶ୍ବାସ ସହ ବାହାଘର ଧାର୍ଯ୍ୟ ହେଇଗଲା ତା’ର!
ଅସୀମା କିନ୍ତୁ ହୃଦୟର ସହ ଭଲପାଉ ଥିଲା ଦେବାଶିଷକୁ! ସେ ଦେବାଶିଷ ଛାତିରେ ମୁଣ୍ଡ ରଖ୍ ଢେର କାନ୍ଦି ଲା! ଦେବାଶିଷ ତାକୁ ସାନ୍ତନା ଦେଲା! ବୁଝେଇକହିଲା: ଆମ ଭଲପାଇବାକୁ କେହି ନେଇପାରିବେ ନି ଅସୀମା! ତୁମେ ତାହାହେଲେ ଦେହଟା ସିନା ଦୁମ ସ୍ୱାମୀଙ୍କର ହେବ; ହେଲେ ମନଟା ସବୁଦିନେ ମୋରାଅସୀମା କହିଲା- ମୁଁତ ସ୍ଵପ ଦେଖ୍ ଥିଲି  ମନ ଆଉ ଦେହ ବି ତୁ ମକୁ ଦେବି ! ମୁଁମୋର ସ୍ବପ୍ନ କୁ କୁ ଭାଙ୍ଗି ଦେବାକୁ ଦେବିନି
      ଦେବାଶିଷ ଚମକି  ପଡ଼ିଲା! କହିଲା: ସେଇଟାଆର ସମ୍ଭବ ନୁହେଁ! ତୁମର ବାହାଘର ଠିକ୍ ହେଇସାରିଛି!ଅସୀମା କହିଲା: ମୁଁ କିନ୍ତୁ ଗୋଟେ ପରଲୋକ ସହ ହନି ମୁନ   କରିପାରିବିନି ଦେବା ମୁଁ ମୋ ଦେବକୁ ଦିନକପାଇଁ ହେଉ ପଛକେ ସ୍ବାମା ଭାବରେ ଦେଖି ବାକୁଚାହେଁ  ମୋର ରଚ୍ଚା’ ତୁମେ ମୋ ସହ ହନିମୁନ କର! ଆଉ ମୁଁ ତୁମ ପାଇଁ ସାଇତି ରଖ୍ ଥିବା  ମୋ ଜୁମାରିତ୍ଵକୁ ତୁମେ  ହିଁସ୍ୱୀକାର କର! ତୁମେ ତ ମନର ଠାକୁର ହୋ ଇସାରି ଛା,  ଏବେ କୁହ, ଦିନକ ପାଇଁ ହେଉ  ପଛକେ ମୋ ବେହର ସାମ୍ରାଜ୍ୟ କୁଉପଭୋଗ  କରିବ କି ନା ? ତେବେ କଣିସନ୍’ମୁଁବାହ! ହେଇଯିବା ପରେ ମୋ ସହିତ ତୁ ମର ଆର କୌଣସି ସମ୍ପର୍କ ରହିବ ନାହିଁ’

            ଗୋଟେ ବଢିଲା ଝିଅର ଆମନ୍ତ୍ରଣକୁ ଅସ୍ୱୀକାରକେମିତି କରନ୍ତା ଦେବାଶିଷ! ପୁଣି ଅସୀମା ତ ତା’ରପ୍ରେମିକା! ତା’ର ବି ସ୍ଵପ  ଥିଲା  ଅସୀମାର ବେହଟାକୁକେବେ ନା    କେବେ ଆକ୍ଟି ଆର କରିବା ପାଇଁ ! ଏବେ ଯଦି ଅସୀମା ନିଜକୁ ଯାଚି ଦଉଛି ତା’ହେଲେ ସେ ପଛେଇଯିବ କ’ଣ ପାଇ ? ଅତଏବ ଗୋଟେ ହୋଟେ ଲ  ରୁମ୍ ଭଡ଼ାନେଲା ଦେବାଶିଷ! ଅସୀମା ବୋ ହୁ ସାଜିଲା! ଦେବାଶିଷ ସାଜି ଲା ବର! ହୋଟେଲ ଚୁମ୍ ପାଲଟିଲା ମଧୁଚଞ୍ଚିକାକକ୍ଷ !ସେଇ ଠି ସେ ଦି ନ ବାହା ନହେଇ ବି ଉଭୟ ସ୍ୱାମୀ ସ୍ତ୍ରୀ  ହେଇ ରାତି କାଟିଲେ ଅସୀମା ଓ ଦେବାଶିଷ

ତା’ର କିଛିଦିନ ପରେ ଅସୀମା ଗୋପାଳକୁ ବାହ!ହେଇଗଲା! ଗୋପାଳର ବିଧବା ମା’ ବୀଣାପାଣି କେବଳ ଘରେ ରହୂଥିଲେ ! ଭଉଣୀମାନେ ବାହ! ହେଇ ସାରିଥିଲେ ! ସାନଭାଇ ବିମ୍ଳବ ତା’ ସ୍ତ1କୁ ଧରିକଲିକତାରେ ରହୂ ଥିଲା ! ଗୋପାଳ ଠୁସ୍ବାମୀ ସୁଖ ପାଇ ଅସୀମା ସବୁଝିଅଙ୍କ ପରି ପ୍ରେମିକ ଦେବାଶିଷକୁ ମନରୁ ପାସୋରିଦେଲା ! ତା’ରଇଚ୍ଛା  ଥିଲା , ସେ ସ୍ବାମୀ ସହିତ ଓମାନ ଚାଲିଯିବ ଓ ଏକ ଅଏସ୍ ଆରାମ ଜୀବନ ବଂଚିବା  ତେବେ ଓମାନ ଯିବାର ସ୍ଵପ ତା’ର ସ୍ଵପରେ ରହିଗଲା! ପ୍ରଥମତଃ ଗୋପାଳ ମା’କୁ  ଏକୁଟିଆ କରି ସ୍ତ୍ରୀ କୁ  ଓମାନନେଇଯିବାକୁ ପ୍ରସ୍ତୁତ ନ ଥିଲା ! ଓମାନ ଯିବା ପାଇଁ ଜିଦ  ଧ ରୁ ଥିଲା  ଅସୀମା! ସେତକଦେକେ ତା’ର ଗର୍ଭ ରହିଗଲା ! ତେଣୁ ଘରେ ରହିବାକୁ ବାଧ୍ୟ  ହେଲା ଅସୀମା!

          ବର୍ଷ କରେ ଗୋଟିଏ ମାସ ଘରକୁ ଆସୁଥିଲା !ଗୋପାଳ! ବାକି ଏଗାମୋସ ସ୍ବାମୀ ବିରହରେ  ଛଟପଟ ହେଇ ଜଳୁ ଥିଲା  ଅସୀମା ! ଯେତେବେଳେ ତା’ ଦେହରେ -କାମନାର ନିଅଁ! ଜଳୁ ଥିଲା ! ସେତେବେଳେ ତା’ର ମନେପଡ଼୍ ଥିଲା  ତା’ ପ୍ରେମିକ ଦେବ! ଦିନେ ନିଜକୁ ଆଉରୋକିପାରିଲା ନାହିଁ! ରାତିର ନିରୋଳା ପ୍ରହରରେ ସେବେବାଶିଷ କୁ ଫୋନ୍ କଲା ଆର କହିଲା: ତୁମ ଅସୀମା ଦେହରେ କାମନାର ନିଅଁ! ଚ୍ଚନୁଛି ବେବ! ତୁମେ କ’ଣତାକୁ ଜାଳି  ମରିବା ପାଇଁ ଛାଡ଼ିଦବ ? ଦେବାଶିଷ କହିଲା:ତୁ ମେ ସିନା ଗୋଟିଏ ରାତିର ସ୍ତ୍ରୀ  ହେଇ ମୋତେ ଛାଡ଼ି ଚାଲିଗଲା ! ହେଲେ ମୁଁତ ଗୋଟାପଣେ ତୁମର ହେଇଅଛି! ସେଇଥ୍ପାଇଁ ତ ଗୋଟିଏ ପରେ ଗୋଟିଏ
ବାହାଘର ପ୍ରସ୍ରାବ ଆସୂଥିଲେ  ମଧ୍ୟ  ମୁଁବାହ! ହଉନି! ମୁଁତ ସାର! ଜୀବନ କେବଳ ତୁମର ହେଇ ରହିବ!ପାଇଁ ଚାହେଁ ! ଅସୀମା କହିଲା: ମୁଁତୁ ମର ଋଣ ଶୁଝିବିଦେବ! ମୁଁ ତୁ ମକୁମୋ ଦେହ ଦେବି! ଆଉ ତୁମେ ଯବି ନ ଆସିବ ତା’ହେଲେ ମୁଁ ଚ୍ଚଳିଢଳି ମରିଯିବି!

         ପୁଣି ଥରେ ଅସୀମାର ଜା ଲ ଭିତରକୁ ପଶିଆସିଲାବେବ! ପ୍ରେମିକାକୁ ସବୁଦିନ  ଲାଗି ପ୍ରେମିକା ଭଳି ପାଖରେ ପାଇବାର ଭାଗ୍ୟ ଖୁବ୍ କମ୍ ଲୋକଙ୍କର ଥାଏ ! ଆର ସେଭଳି ଜଣେ ଭାଗ୍ୟବାନ୍ ପ୍ରେମିକ  ଥିଲା  ଦେବାଶିଷ ! ଶାଶୁବୀଣାପାଣି ଶୋଇଯିବା ପରେ ଦେବ ଆସୁ ଥିଲା ! ଆଉ ସାର! ରାତି ନିଜର ପ୍ରେମିକା ସହିତ ବେହର ଖେଳ   ଖେଳୁ ଥିଲା  ! ରାତି ପାହିବା ଆଗରୁ ଚାଲିଯାର ଥିଲା  ! ସବୁ କି ନ୍ଥି ଠିକ୍ ଠାକ୍ ଚାଲିଥିଲା ! ! ଦିନେ ଖବର ଆସିଲା ଓମାନରେ ହାର୍ଟ ଆଟାକ୍ ରେ ମରିଗଲା ଗୋପାଳ! ବିଧବା ହେଇଗଲା ଅସୀମା! ଗୋଟିଏଘରେ  ଶାଶୁବୋହୁ ଉଭୟ ବିଧବା! ଏହା କିଛି କମ୍ ବିପର୍ଯ୍ୟୟ ନ ଥିଲା  ବିଶ୍ବାସ ପରିବାର ପାଇଁ ! ବିଧାତାଙ୍କ ନିର୍ଦେଶ କୁମାନିନେବା ବ୍ୟତୀତ ଆଉ କାହା ନିକଟରେ କିଛିଗତି ନ ଥିଲା !
          କିଛି ଦିନ  ପରେ ସ୍ବାଭାବିକ ହେଇଗଲା ପରିସ୍ଥିତି!ଅବଶ୍ୟ ସ୍ବାମୀ ମରିବାର କୌଣସି ପ୍ରଭାବ ଅସୀମା ଉପରେ ପଡ଼ିନ ଥିଲା  !କାରଣ ସେ କାଯମନୋବାକ୍ଯରେ  ଥିଲା  କେବଳ ଦେବ ର ! ଦେବ  ସହ ସେ ସବୁ ଦିନ  ସ୍ବାମା ସ୍ତ୍ରୀ ର ଖେଳ ଖେଲୁ ଥି ଲା! ହେଲେ ସବୁ ଦିନ  ସମାନ ରେ ଯାଏନି ଦି ନେ ସେ ଧରା ପଡ଼ିଗଲା ଶାଶୁ ବୀଣାପାଣି ଆଖିରେ,  ଶାଶୂ ପାଲଚିଗଲା କଣ୍ଟା ! ମାତ୍ର ସେ କଣ୍ଟାକୁ ସବୁଦିନ ପାଇଁ  ରାସ୍ତା ରୁ ହଟେଇ ଦେବାକୁ ତୟାର  ଥିଲା ଅସୀମା! ଗୋଟେ ରଡ ରେ   ପିଟି ପିଟି ମାରିଦେଲା ବୁ ଢ଼ୀଶାଶୁଙ୍କୁ ! ଏଥ୍ ରେ ତାକୁ ସହଯୋଗ କରି ଥିଲା ପ୍ରେମିକ ଦେବାଶିଷ,ଶେଷରେ ଫଳ  ହେଲା ଏଇଆ ଯେ’ମଣିଷ ହତ୍ୟା ଅପରାଧରେ ଉଭୟ ଅସୀମ! ଓ ଦେବାଶିଷକୁଜେଲ୍ ଳୁ ଟଣା  ହେବାକୁପଡ଼ିଲା!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...