Sunday 7 January 2018

ସମ୍ପର୍କର ମାୟାଜାଲ


         ସୋ ନମକୁ  ନିଜ କୀବନଠାରୁ  ବଳି ଅଧିକ ଭଲପାତ୍ତଥିଲା ବିକାଶ! ସୋନମ ଥିଲା ବିବାହିତା! ସେ ତା’ ସ୍ବାମୀ ରାଜେନ୍ଦ୍ର ସହିତ ରହୁଥିଲା! ସେଥିପ୍ରତି ଖାତିର  ନଥିଲା ବିକାଶର! ବିକାଶ ପାଇଁ ସୋନମ ଥିଲା କେବଳ ତା’ ପ୍ରେମିକା! ତେଣିକି ସେ ଯାହାର ସ୍ତ୍ରୀ  ହେଉ! ସୋନମ ଓ ରାକେନ୍ଦ୍ରଙ୍କ ଘୁଅ ଥିଲା କୁ ନାଲୀ ସୋନମ ଓ ବିକାଶ ମଧ୍ଯରେ ଯେ ଅନୈତିକ ସଂପର୍କ ଅଛି ସେକଥା ଭଲ କରି ଜାଣିଥିଲା ରାଜେନ୍ଦ୍ର! ଟିକେ ଟିକେ କଥାରେ ସୋନମ ତା’କୁ  ଛାଡ଼ପତ୍ର ଦେବାର ଧମକ ଦେଉଥିବାରୁ ରାଜେନ୍ଦ୍ର ଭୟରେ ଚୁ ଫ୍ ରହୁଥିଲା! ସେ ସୋନମର ସବୁ ଅପମାନ-ଚୁ ପଚାପ ସହିଯାଉଥିଲା କେବଳ ଘୁଅ କୁ ନାଲ ପାଇଁ !ରାଜେନ୍ଦ୍ର ଥିଲା ସୋନମଠ୍ ଅଲଗା ହୋଇଗଲେ ତ୍ପଅଠ୍ ବି ସେ ଦୂରେଇଯିବାବିକାଶ ସହିତ ବେଶ୍ ଖୁସିରେ ସମୟବିତାଉଥିଲା ସୋନମ! କିନ୍ତୁ  ସୋନମ ଓ ବିକାଶର ପ୍ରେମକାହାଣାର ଅନ୍ତ ଘଟିଲାବେଶ୍ ଦୟନୀୟ ପରିସ୍ଥିତିରେ! ସୋନମକୁ ଅତି ନ୍ସଶସ ଭାବେ ହତ୍ୟା କରିଥିଲା ବିକାଶ ! ମା’କୁ  ବଞ୍ଚାଇବାକୁ  ଯାଇ କ୍ଷତବିକ୍ଷତହୋଇଥିଲା କୁ ନାଳ  କିନ୍ତୁ କାହିଁକି ବିକାଶ ଏମିତି କଲା? ଏହି କାହାଣୀଟିକୁ  ପଢ଼ିବାକୁ ହେଲେ ପୂର! ଘଟଣା ଉପରେ ନଜର ପକାଇବାକୁ ହେବ!

       ଜୟପୁ ରରେ ଜନ୍ମିତ  ସୋନମ ଦେଖିବାକୁଥିଲା  ବେଶ୍ ସୁନ୍ଦରୀ! ଏହା ସାଙ୍ଗ କୁ  ସେ ଖୁବ୍ ସ୍ଵାର୍ଟ ବି ଥିଲା! ହେଲେ ତା’ର ଦୁଃଖ ଥିଲାସେ ସୁନ୍ଦରୀ ଓ ସ୍ଵୀର୍ଟ ହୋଇଥିବା ସତ୍ୱେ  ତା’ ପରିବାର ଥିଲା ଗରିବ ! ତେଣୁ ବଡ଼ ହେବାସାଇଂକୁ  ସେ ଧନା ଘରର ତ୍ପଅମାନଙ୍କୁ ପଗଇବାରେ ଲାଗିଥିଲା! ଯୋଗ କୁ  ଜଣେ ମରୱଡି଼ ଯୁବକ ତା’ ପାଲରେ ପଡ଼ିଗଲା!ପରିବାରର ଇଚ୍ଛା ବିରୋଧରେ ଯାଇ ତ୍ପବକଟି ସୋନମକୁ  ବିବାହ କଲା! ମାତ୍ରସେହି ବିବାହ ଅଳ୍ପ କିଛି ଦିନ ତିଷ୍ଠିଥିଲା!ରକ୍ଷଣଶୀଳ ମାରୱାଡ଼ି ପରିବାରରେ ନିକକୁ  ଚଳାଇ ପାରିଲାନାହିଁ ସୋନମ! ସେମାନକ ମଧ୍ଯରେ ବିକ୍ରେଦ ହୋଇଗଲା
        ଏହାପରେ ସୋନମ କୀବନକୁ  ଆସିଥିଲା ରାଜେନ୍ଦ୍ର! ସୋନମପୂର୍ବର ଥରେ ବିବାହ କରିଛି ବାଣିବା ସଶ୍ଵେ ବି ରାଜେନ୍ଦ୍ର ତା’କୁଆପଣେଇ ନେଇଥିଲା! ବିବାହ ପରେ ସୋନମ ଓ ଗଜେନ୍ଦ୍ର ଦିଲ୍ଲୀ  ଚାଲିଆସିଥିଲେ! ଏହାର ବର୍ଷଟିଏ ପରେ ସୋନମକୋଳକୁ ଆସିଥିଲା କୁ ନାଲ! ସୋନମ ଓ କୁ କାଲକୁ  ସୁଖୀରଖିବା ପାଇଁ ପଥାସାଧ୍ଯ ଚେଷ୍ଟା କରୁ ଥିଲା ରାଜେନ୍ଦ୍ର! ରାଜେନ୍ଦ୍ରପେସାରେ ଥିଲା କଣେ ଲାବ୍ ଆସିଷ୍ଟାଣ୍ଟ ! ରାଜେନ୍ଦ୍ର ଓ ସୋନମତ୍ପଅ କୁ ନାଲକୁ  ନେଇ ବେଶ ହସଖୁସିରେ ବିନ କାଟୁଥିଲେ!
ଧୀରେ ଧାରେ କନାଲ ବଡ଼ ହେଉଥିଲା! ଜୁନାଲକ ୧୩ ବର୍ଷହେବା ବେଳକୁ  ସୋନମକୁ  ୩୫ ବର୍ଷ ହୋଇସରିଥିଲା!ଟିନ୍ ଏକ ତ୍ପଅର ମା’ ହୋଇପାରିବା ପରେ ବି ସୋନମଅଳ୍ପ ବୟସ୍କ! ଲାଗୁଥିଲା! ଏମିତିକି କୁନାଲର ସାଙ୍ଗ ମାନେବି ସୋନମ ସହିତ ଫ୍ର୍ଟ କରୁ ଥିଲେ! ଏପଟେ କୁ ନାଲର ଭବିଷ୍ୟତକୁ ନଜରରେ ରଖି ରାଜେନ୍ଦ୍ର ଅଧିକ ସମୟ କାମକରୁଥିଲା ଯେଉଁଥିପାଇଁ ସେ ସୋନମକୁ  ଯଥେଷ୍ଟ ସମୟବେଇପାରୁ ନଥିଲା ! ରାଜେନ୍ଦ୍ର ଅଫିସ ଓ କୁ ନାଲ ସ୍କୁଲ ଚାଲିଗଲାପରେ ଘରେ ଏକଟିଅ! ବସି ବସି ବିରକ୍ତ ହୋଇଯାଉଥିଲା ସୋନମ ! ରାଜେନ୍ଦ୍ରର ରୋଜଗାର ଭଲ ଥିବାରୁ ସେ ସୋନମକୁ ଖର୍ଚ୍ଚ କରିବା ପାଇଁ କିଛି ଟଙ୍କା ଦେଉଥିଲା! ତେଣୁ ସୋନମଇଚ୍ଛା  ହେଲେ ସପିନଂ  ପାଇଁ ବାହାରି ପଡୁଥିଲା!
     ଦିନେ ଏକ ଗହଣା ଦୋକାନରୁ ନିଜ ପାଇଁ ଏକ ମୁଦି  ପସନ୍ଦ କଚ୍ଛଥିଲାବେଳେ ତା’ ଉପରେ ନଜର ପଡ଼ିଥିଲା ବିକାଶର ! ବିକାଶ ଥିଲାଦୋକାନ ମାଲିକଙ୍କ ଘୁଅ ! ମୃବି ବାଛିବାରେ ବିକାଶ ସାହାଯ୍ୟକରିଥିଲା ସୋନମକୁ ! ପ୍ରଥମ ବେଖାରେ ହିଁ ସୋନମ ଇଗ୍ରେସ୍ କରିପଲିଥିଲା  ବିକାଶକ! ସୋନମ ସହିତ ପ୍ରଥମ ଦିନରୁ ହିଁବନ୍ଧୁତ୍ଵ ସ୍ଥାପନ କରିଥିଲା  ବିକାଶ ! ସୋନମ ଏମିତି ସୁଯୋଗକୁ ଆଦୌ ହାତଡ଼ୋ କରିନଥିଲା ସେଦିନ ପରଠାରୁ ବିକାଶ ଓସୋନମ ନିଜ ନିଜ ସୁ ବିଧା ଅନୁସାରେ ପରସର ସହିତ କିଛିସମୟ କଟାତ୍ତଥିଲେ ! ବିକାଶ ସହିତ ବନ୍ଧୁତ୍ଵ ସୋନମକୁ  ଭଲଲାଗ୍ନଥିଲା  ! ହେଲେ ଅଳ୍ପ ଦିନ ମଧ୍ଯରେ ସୋନମ ଓ ବିକାଶର ବନ୍ମତ୍ଵ ବିଷୟରେ ଜାଣିପାରିଲା ରାଜେନ୍ଦ୍ର! ସେ ସୋନମ ଉପରେ ବିରକ୍ତ ହେବା  ପରିତଃର୍ଭ ଚୂଝାଇଥିଲା ପଅ କୁନାଲବଡ଼ ହେଲାଣି! ସୋନମର ଏପରି ଆଚରଣ ତା’ ଉପରେଖରାପ ପ୍ରଭାବ ପକାଇବ! ହେଲେ ସୋନମ ରାଜେନ୍ଦ୍ରର ଗୋତିଏ ବି କଥା ଶୃଣିନଥିଲା! ଘୁଅ କୁ ନାଲ ବି ଖୁବ୍ ମନଦୁଃଖ କରିଥିଲା ସୋନମର ଏପରି ଆଚରଣରେ!
         କୁ ନାଲ କି ରାଜେନ୍ଦ୍ର କାହା କଥା ଚିନ୍ତା କରିନଥିଲା ସୋନମ! ସେ ସିଧା କହିଦେଇଥିଲା ରାଜେନ୍ଦ୍ରତା’ଠାରୁ ର ବୟସରେ ଯଥେଷ୍ଠ ବଡ଼! ତ!’ ସହିତ ବାହାରକୁଗଲେ ବାପା-ଝିଅ ବୋଲି ଲୋକେ କହ୍ନଛନ୍ତି ! ଏହା ବ୍ୟତୀତରାଜେନ୍ଦ୍ର ଆଉ ଆଗ ଭଳି ତା’କୁ  ସମୟ ଦେଇପାରୁନି ! ତେଣୁସେ ବାଧ୍ଯ ହୋଇ ବିକାଶ ସହିତ ସଂପର୍କ ସ୍ଥାପନ କରିଛି!ଏସବୁ  ଶୁଣିବା ପରେ ରାଜେନ୍ଦ୍ର ଆଉ ଆପରି କରିନଥିଲେ!ସେ ଭାବିଥିଲେ ସୋନମ ଠାର୍ ଅଲଗା ହୋଇଗଲେ ଘୁଅ କୁ ନାଲ ବି ତା’ଠାରୁ ଦୂରେଇ ଯିବ! ତେଣୁ କୁ ନାଲକୁ ସବୁବେଳେ ନିକ ପାଖରେ ରଖିବ! ପାଇଁ ସେ ସୋନମ ଓବିକାଶର ସଂପର୍କ ସ୍ୱୀକାର କରିନେଲେ !
        ଧୀରେ ଧୀରେ କୁ ନାଲବି ସ୍ୱୀକାର କରିନେଇଥିଲା ବିକାଶ ସହିତ ସୋନମର ସଂପର୍କନିଜ ପରିବାର ଲୋକଙ୍କ ତରଫରୁ କୌଣସି ପ୍ରତିବନ୍ଧକନଥିବା ଦେଖି ସୋନମ ଦିନକୁ ଦିନ ବିକାଶ ସହିତ ଅଧିକଘନିଷ୍ଠ ହେଉଥିଲା! ଏମିତି ବି ସମୟ ଆସିଲା ଯେତେବେଳେ କୁ ନାଲ ଓ ରାଜେନ୍ଦ୍ରର ଅନୃପସ୍ଥିତି ବିକାଶ ଓ ସୋନମକୁ ଆହୁରି ଲଗାମଛଡ଼! କରିଦେଲା! ସେମାନେ ଶାରୀରିକ ଭାବେ ମିଳିତ ହେଲେ! ଉଭୟଙ୍କ ଶରୀରର ଭୋକ ଦିନକୁ ଦିନବଢ଼ିଚାଲିଥିଲା! ସମୟ ଓ ସ୍କୃବିଧ! ଦେଖ୍ ସେମାନେ ମିଳିତହେଉ ଥିଲେ ! କିଛିଦିନ ପରେ ଏକଥ! ରାଜେନ୍ଦ୍ର ଓ କୁ ନାଲକ’କାନ ରେ ପଡିଥିଲା ! ମାତ୍ର ସେମାନେ ଥିଲେ ନାଚର! କାରଣ ଗଜେନ୍ଦ୍ର ସୋନମକୁ  ଛାଡ଼ପତ୍ର ଦେବାକୁ ଚାହୁଁନଥିଲା  ବେଳେ କୁ ନାଲ ମା’କୁ  ହରାଇବାକୁ  ଚାହଁନଥିଲା  ! ଏହାପରେ ବିକାଶସୋନମ ପାଇଁ ମୁଠାମୁଠା ଟଙ୍କ! ଉଡ଼ାଉଥିଲା  ! କିନ୍ତୁ ସବୁଦିନ ସମାନ ଯାଏନି ! ବିକାଶ ଶୋ’ରୁ ମ୍ ସମ୍ଭାଳି ବା କୁ  ବାହାରିଗଲା ପରେ ସୋନମ ସପିଫ୍, ସିନେମା ଆବି ବାହାନାଁରେ  ଘରୁ ବାହାରି ଯାତ୍ତଥିଲା  ! ବିକାଶ ଯେତେବେଳେ ମଝିରେମଝିରେ ଘରକୁ ଫେରୁଥିଲା ସେତେବେଳେ ସେ ସୋନମକୁ ଯାଉନଥିଲା! ବିକାଶ ଭାଚ୍ଛ୍ରଥିଲା ସୋନମ ପଛରେ ସେଏତେ ଟଙ୍କ! ଖର୍ଚ୍ଚ କରୁଛି! ଅଥଚ ସୋନମ ଏବେ ଆଉ ପୂର୍ବ ଭଳି ତାକୁ  ଭଲପାଉ ନା ହିଁ! ଏହି କଆକୁ  ନେଇ ଦିନେ ବିକାଶ ଓ ସୋନମ ମଧ୍ଯରେ ତୀବ୍ର ଝଗଡ଼ା ହେଲା!
         ବିକାଶ ଜାଣିପାରିଲା ସୋନମର ପ୍ରକୁ ତ ଉଦ୍ଦେଶ୍ୟ! ସେ ବିକାର କରି କହିଲା ଏତେଦିନ ଧରି ତା’ ପଇସାରେ ମସ୍ତି କଚ୍ଛଥିଲା  ସୋନମ!ସୋନମ ବି ଛଡି଼ନଥିଲା! ସେ କହିଥିଲା ବିକାଶ ନିଜେ ତା’ପାଖକୁ ଆସିଥିଲା ! ଏବେ ବି ସେ ରାଜେତ୍ରରସ୍ତ୍ରୀ  ଓ କୁ ନାଲର ମା’! ଇଛା ହେଲେ ବିକାଶକୁ ସେ ତ!’ ଜୀବନରୁ ବାହାରକରିବେଇପାରିବା ସୋନମର ଏପରି ରୋକଠୋକ ଜବାବ ବିକାଶକ ମାନସିକ ସ୍ତରରେ ଖୁବ୍ ଆଘାତ ବେଇଥିଲା  ! ସେ ଧୀରେ ଧାରେ ଜାଣିପାରିଲା ସୋନମର ଅସଲ ଉଦ୍ଦେଶ୍ୟହେଉଛି ଧନା ଲୋକକୁ  ଫସାଇ ସେମାନଙ୍କ ଠାରୁ ଅର୍ଥ ଆଦାୟକରିବା ଓ ନିଜର ଶର1ର ଭୋକ ମେଣ୍ଟାଇବା ! ତଆପି କିଛିକହିନଥିଲା  ବିକାଶ ! ମାତ୍ର  ଦିନକୁ ଦିନ ତ!’ ପ୍ରତି ସୋନମର ବ୍ଯବହାର ଚ୍ଛ୍ରକ୍ଷ ହେବାକୁ ଲାଗିଲା! ମନଦୁଃଖରେ ସେସୋନମ ପାଖକୁ ଆଉ କେବେ  ବି ଯିବ ନାହିଁ ଟୋଲି ସ୍ଥିର କଲା

           ତେବେ ଏହି ଘଟଣାର ତିନିଦିନ ପରେ ମୁଣି ଥରେ ରାତି୧୧ଟା ବେଳକୁ  ସେ ସୋନମ ଘରକୁ  ଆସିଲା ! ସେତେବେଳେ ରାଜେନ୍ଦ୍ର  ଘରେ ନଥିଲା! ସୋନମ କବାଟ ଖୋଲି ବିକାଶକଦେଖିବା ପରେ ଆହୁରି ଜୋରରେ ରାଗିପଇଥିଲା! କହିଥିଲାବେଶ୍ ତୋଡ଼ ଦେଖାଇ ଘରୁ ତ ବାହାରି ଯାଇଥିଲା ମୁଣି କେଉଁ ମୁହଁରେ ଫେରିଆସିବା ବିକାଶ ଭଳି ଅନେକ ଯୁବକ-ତା’ ହାତର କଣ୍ଢେଇ! ସୋନମ କଥ! ଶୃଣି ବିକାଶ ଖୁବ୍ ଲଳିତ ହୋଇଥିଲା ! ନିରେ ବ୍ଯବହାର ପାଇଁ ସେ ସୋନମକୁ କ୍ଷମା ମାଗିଲା ! ମାତ୍ର ସୋନମ କିଛି ଶ୍ନଣିନଥିଲା ! ତ୍ପଣି ଥରେ ମନଇଛା ଗାଳିଗ୍ନଲକ କରିଥିଲା! ଏହାପରେ ବିକାଶ ଆଉନିକକୁ  ସମ୍ଭାଳି ପାରିନଥିଲା  ! ସିଧା ରୋଷେଇ ଘରକ୍ଳ ଯାଇଏକ ପରିବ! କଟା ଛୁରୀ ଆଣି ସୋନମକୁ ଅଚକିତ ଆକ୍ରମଣକରିଥିଲା! ! ସୋନମର ପାଟି ଶ୍ନଣି କୁ ନାଲ ବି ମା’କୁ  ବଞ୍ଚାଇବ!ପାଇଁ ଦୌଡ଼ିଆସିଥିଲା  !
            ମାତ୍ର ସେତେବେଳେ ବିକାଶ ମୁଣ୍ଡରେ ସତେ ଯେମିତି ସୈତାନ୍ ସବାର ହୋଇଥିଲା! ! ଆଘାତ ପରେ ଆଘାତ କରିଚାଲିଥିଲ! ସୋନମକୁ ! ସୋନମକୁ  ବଞ୍ଚାଇବାକୁ ଯାଇ କୁ ନାଲ ବି ହୋଇଥିଲା କ୍ଷତବିକ୍ଷତ! ଘଟଣ! ସ୍ଥଳ ରେସୋନମ ଆଖି ବୁଜି ବେଲା! ଜୁନାଲ ବେହୋସ ହୋଇଗଲା!ମନ୍ଦ୍ର ବିକାଶ ଭାବିଥିଲା କୁ ନାଲ ବି ମରିଗଲା! ଘର ଭିତରେଏତେ ରକ୍ତ ଦେଖ୍ ଭୟଭୀତ ହୋଇ ନିଜେ ତ୍ପଲିସକୁ  ଫୋନ୍ କଲା ! ତ୍ପଲିସ ପହଞ୍ଚିବା ପୂର୍ବଚ୍ଛ ନିକ ହାତର ଶିର! କାଟି ଆତ୍ଵହତ୍ୟା କରିବାର ଚେଷ୍ଟା କରିଥିଲା  ! ଯବିଓ ଉପତ୍ପକ୍ତ ସମୟରେ ତ୍ପଲିସ ଓ ରାଜେନ୍ଦ୍ର ଆସି ପହଞ୍ଚି ଯାଇଥିଲେ ରକ୍ତାକ୍ତ ଅବସ୍ଥାରେ କୁନାଲ ଓ ବିକାଶକୁ  ତୁରନ୍ତ  ହସପିଟାଲ ନିଆଯାଇଥିଲା  ! ବିକାଶ ଓ ସୋନମର କଟିଳ ସଂପର୍କ ଜଣକର ନୁହେଁ , ଅନେକ ଲୋକଙ୍କ ଜୀବନକୁ ବିରବିନ ପାଇଁ ଛାରଖାର କରିଦେଇଥିଲା!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...